Mu Biju Babu Pari Hebi - Naveen Pattnaik - New Odia Full BJD Song - Rituraj - Japani - Raja D
ฝัง
- เผยแพร่เมื่อ 15 ก.ย. 2024
- • Dam Dam Damru Baje- Hi... Armaan Music Official || Mu Biju Babu Pari Hebi || Full Video Song || New Odia BJD Song || Naveen Pattnaik Song || HumanSagar BJD Song || Japani Bhai Odia Song || Raja D || ArmaanMusic New Odia Song || Naveen Babu Anthem || Biju Pattnaik Anthem || Naveen Babu Fan Song || Japani Bhai New Song || Japani Bhai New Odia Song ||
Please Subscribe Our Channel : bit.ly/3gkc7Xi
Follow us on Instagram :
/ japanibhai.official
/ armaanmusic.official
Song - Mu Biju Babu Pari Hebi ( Naveen Pattnaik New Odia Full BJD Song )
Music - Japani Bhai (9124953799)
Singer - Rituraj Mohanty
Produce By - Bandana Kar
Direction - Raja D
Studio - Milan Studio & Pancham Studio ( Mumbai )
Mu Biju Babu Pari Hebi - There Will Be Bets From House To HouseOf This Song In All Over Odisha And This Is The Belief Of Armaan Music .
Special Thanks To - Minister Dibya sankar Mishra , Pratap Jena , Arun Sahoo , Sameer Das , Jyotiprakas Panigrahi , Tusharkanti Behera & MLA - Prasant Muduli , Susant Rout ,Braja Pradhan And Media Advisor Shri Manas Mangraj Sir .
#MuBijuBabuPariHebi#FullVideoSong#NaveenPattnaikBjdSong#ArmaanMusicOfficial#ArmaanMusic#NewBjdSong #HumanSagarBjdSong#JapaniBhaiOdiaSong #RajaD#OdishaElectionSong #NavinSong #BijuPattnaikSong #RituRajMohanty #NaveenBabuFanSong #NaveenNaveen#NavinBabuDjSong#NaveenBabuAnthem #BijuBabuAnthem#BijuBabuSong#JapaniBhaiNewOdiaSong2021 # #JapaniBhaiNewSong #JapaniBhaiNewOdiaSong #JapaniBhaiMusic #NaveenPatnaikSongVideo #
With Hope All The People Of Odisha Will Enjoy This Beautiful Song Mu Biju Babu Pari Hebi Of Singer Rituraj Mohanty Like Other Naveen Pattnaik BJD Song By Human Sagar Naveen Naveen .
Naveen Naveen Bjd Song By Human Sagar - • NAVEEN PATTNAIK ODIA S...
Music Label : Aramaan Music
Copyrights By : Armaan Music
Like, Share, Subscribe our Channel & Comments Below.
really great bhumiputrabiju babu🤸♂️🕺💓
*Please Upload All Songs to Spotify Amazon Music, Deezer, Jiosaavn, Gaana*
@@OdiaSongLyrics ooooooooooooooooooooooooooooooooooooooooooooooooooooooooooooooo
Our real hero Subash Chandra Bose 🇮🇳🇮🇳🇮🇳🇮🇳🇮🇳🇮🇳💐💐💐
Lekin dugala mla achan corrpt....
🐯💄🐯
ବହୁତ ଭଲ ଲାଗୁଛି ଯେ ଆମ ଜାତିର ମହାନ୍ ଜନନାୟକ ଙ୍କ ନାମରେ ଗୋଟେ ଗୀତ ଶୁଣି।
ଧନ୍ୟବାଦ୍ ଏମିତି ଓଡ଼ିଶାର ସବୁ ସ୍ଵାଧୀନତା ସଂଗ୍ରାମୀ ଓ ଜନନାୟକ ମାନଙ୍କ ନାମରେ ଏମିତି ଗୀତ କଲେ ଆମ ଓଡ଼ିଆ ମାନଙ୍କ ମନରେ ନିଜ ଜାତି ପ୍ରତି ଆତ୍ମୀୟତା ବଢିବ
Bjd dala prati
Biju babu 🙏Odisha really hero❤️😘 Miss you sir🙏❤️😭
😢😢😢
ବିଜୁ ବାବୁ ଜଣେ ଦକ୍ଷ ରାଜନୀତିଜ୍ଞ ଓ ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଥିଲେ 💚💚💚💚💚 ବିଜୁ ବାବୁ ଙ୍କ ପାଇଁ ଆମେ ଓଡ଼ିଆ ମାନେ ଗର୍ବିତ😊😊😊😊
Love from nayagarh ❤️❤️❤️❤️❤️Rituraj bhainka voice superb 👍👍👍👍
ବିଜୁ ପଟ୍ଟନାୟକ ଙ୍କ ପରି ତମେ ଜୀବନରେ ହେଇ ପାରିବନି.ତମେ ଖାଲି ଗରିବ ଲୋକଙ୍କୁ ଲୁଟିବ.
Right sir
Rit bro
Right
ବହୁତ ସୁନ୍ଦର କହିଲେ ଆପଣ 🙏🙏
Thik Katha
ବନ୍ଦେ ଉତ୍କଳଜନନୀ ❤️❤️❤️❤️❤️ ମୁଁ ନିଜେ ଆଜି ଗର୍ବିତ ଯେ ମୁଁ ଜଣେ ଓଡ଼ିଆ।
Thanks you ❤❤❤
Biju babu pain gote dil se like kara odia bhai mane
Thnks Je song biju pattanayak ...nko upree heichii...plz yaku election pin use koribonii.... ae song gote inspirational song hei rahu....😐
ବିଜୁ ବାବୁ ଅମର ରହେ...
ଜାପାନୀ ଭାଈ ବହୁତ ସୁନ୍ଦର ଗୀତଟି କରିଛ...
ବନ୍ଦେ ଉତ୍କଳ ଜନନୀ... ❤️🙏
ବିଜୁ ବାବୁଙ୍କୁ ଭାରତ ରତ୍ନ ଦିଆଯାଉ 🙏🙏🙏🙏🙏
One of the best youtuber japani bhai🙏🙏
Kichhi loko nka pain 👇👇👇
Gapuchha ta bahut goty Gita kariki dekhao ..... ...khali dala dala hei rahiba kichhi kariparibani .......
Dum ame bi dekhibu kahara kety
Japani bhai madi chala ame achhu❤️❤️❤️
Love from Khordha Paika Gada and tribute to The legendary tall man Biju Babu🙏💐
Mast a6i
Love from SAMBALPUR 💞💞
ଏମିତି ଆହୁରି ଅନେକ ଗୀତ ଆମର ମହାନ୍ ପୂର୍ବଜ ମାନଙ୍କୁ ସମର୍ପଣ ହେବ ବୋଲି ଆଶା।ବନ୍ଦେ ଉତ୍କଳ ଜନନୀ। ଜୟ ଜଗନ୍ନାଥ 🙏🏾🙏🏾🙏🏾
Really very nice & heart touching song,You are the best My bro JAPANI BHAI🙏
Mr ଜାପାନୀ ଭାଇ ଯଦି ତୁମ୍ଭ ତେଲ ଟିକିଏ machine ରେ ନ ମାରି ମୁଣ୍ଡରେ ମାରିଥିଲେ ବୁଦ୍ଧି ଆସିଥାନ୍ତା କାରଣ ଏ ସବୁ ବେଲଜ୍ଜା ବିଧାୟକ ମନ୍ତ୍ରୀ କୁ ନେଇକି ଯୋଉ video କଲ ତାହା ନିନ୍ଦନିଅ . ବିଜୁ ପଟ୍ଟନାୟକ ପରି ନେତା ଆଉ ଏ ଚୋର ମାନଙ୍କ ସହିତ ସମାନ କରୁଛ।,,
ବୁଜୁ ବାବୁ ଭଳି ହୁଅ କିନ୍ତୁ #ପରି ଭଳି ହୁଅ ନାହିଁ...ବିଜୁ ବାବୁଙ୍କ ପାଖରେ ପରି ଶବ୍ଦଟି ଅଛି ଆଜି ସତରେ ବିଜୁବାବୁଙ୍କ ପାଖକୁ #ପରୀ ଚାଲିଯାଇଛି ବୋଧେ ବିଜୁବାବୁ ଥିଲେ @ପରି ନ୍ୟାୟ ପାଇ ସାରନ୍ତାଣି......
ପୁରା ପୁରି ଠିକ କହିଛନ୍ତି......ଯଦି ଏହା ବଦଳରେ ସେ କିଛି ଖ୍ୟାତି ସମ୍ପର୍ଣ୍ଣ ଯୁବ ସମାଜସେବୀଙ୍କୁ ନେଇ କରିଥାନ୍ତେ ଭଲ ହୋଇଥାନ୍ତା..... ଜାପାନୀ ବାବୁଙ୍କୁ ଟଙ୍କା ଦରକାର ସେଟା କଣ ଅନ୍ୟମାନେ ଦେଇପାରିବେ ଏଇ ଚୋରମାନେ ଦେବେ
Right
Right right right samastanku pacharile right kahibe but bjd chatukar ku chadi 😡😡😡😡😡😡
Right
କିଛି କରିବାର ଅଛି ଓଡ଼ିଶା ପାଇଁ କର, ମହାନ୍ ଲୋକଙ୍କ ନାମରେ ରାଜନୀତି କର ନାହି, ବେକରି ସମସ୍ୟା ର ସମାଧାନ କରିବା ବଦଳରେ ରାଜନୀତି କରି ବେକାରୀ ବଢ଼ଉଛନ୍ତି।। ମୋର ସରକାର ଙ୍କ ନିକଟରେ ଅନୁରୋଧ 🙏🙏🙏 ବେକାରୀ ଯୁବକ, ଯୁବତୀ, ମାନଙ୍କୁ କର୍ମ ଯୋଗାଇ ଦିଅନ୍ତୁ 🙏🙏🙏
Vai kahila katha pade....👍
ଆମ ନେତା ମାନେ ସେମିତି ଆଖିଦୃଶିଆ କିଛି କରିନାହାନ୍ତି.... କାଇଁ ମିଛଟାରେ ତାଙ୍କୁ ବିଜୁ ବାବୁ ଙ୍କ ସହିତ ତୁଳନା କରୁଛ 🙄
ବୁଜୁ ବାବୁ ଭଳି ହୁଅ କିନ୍ତୁ #ପରି ଭଳି ହୁଅ ନାହିଁ...ବିଜୁ ବାବୁଙ୍କ ପାଖରେ ପରି ଶବ୍ଦଟି ଅଛି ଆଜି ସତରେ ବିଜୁବାବୁଙ୍କ ପାଖକୁ #ପରୀ ଚାଲିଯାଇଛି ବୋଧେ ବିଜୁବାବୁ ଥିଲେ @ପରି ନ୍ୟାୟ ପାଇ ସାରନ୍ତାଣି......
Right
ସ୍ବର୍ଗତ ବିଜୁ ବାବୁ ଙ୍କ ଚରଣ ରେ ମୋର ପ୍ରଣାମ, ଓ ଗଭୀର ଶ୍ରଦ୍ଧାଞ୍ଜଳି ।ହେଲେ ଗୋଟେ ଛୋଟ ଅଭିଯୋଗ ବି, କାହିଁକି ଏ ଅଯୋଗ୍ୟ ପୁତ୍ର କୁ ଜନ୍ମ କରୁଥିଲେ ଯିଏ ଦୀର୍ଘ 22 ବର୍ଷ ପରେ ଓଡିଶା ରେ ଗୋଟେ ଛୁଞ୍ଚି କାରଖାନା ଟିଏ ବି ବସେଇ ପାରିଲେନି ।ରାଜ୍ୟର ର ପାଣି, ଜମି କୁ ଅନ୍ୟ ରାଜ୍ୟ କବ୍ଜା କରୁଥିଲା ବେଳେ, ମଦର ବନ୍ୟା କରି ରାଜ୍ୟ କୁ କେଉଁ ବିକାଶ ପଥରେ ନବାକୁ ଚାହୁଁଛନ୍ତି।ଲୋକଙ୍କ ର ମୌଳିକ ଆବଶ୍ୟକତା ବି ପୂରଣ କରିପାରୁ ନାହାନ୍ତି କିନ୍ତୁ ଆତ୍ମ ଘୋଷିତ no1 କହି ବୁଲୁଛନ୍ତି
Tu cm heija dekhiba kn chhoduchu
@@anjelmama4194Tu mgh ta but Ganesh bhai thik kahichha nabin Pattnaik bhala nuha chhi ..
Japani bhai thank you so much for giving me the beautiful track ☺️🤗❤️ jai jagannath ❤️🙏
ଜାପାନୀ କି ଗୋଟେ ଟିକଟ ଦିଆଯାଉ ଏଥର 😂😂😂
😂😂😂😂
Great work Bhai❤️
Bohut badhia
It's deserve M+ views
ବିଜୁ ଗଡ଼ କେନ୍ଦ୍ରାପଡା ରୁ ବିଜୁ ବାବୁ ଙ୍କୁ ପ୍ରଣାମ 🙏
ବିଜୁ ବାବୁ ଙ୍କୁ ଭାରତ ରତ୍ନ ଆମର ଦାବି 🙏
Kebe dabi karithila
@@kumardipuranjan1723 ଆଜ୍ଞା ଦୁଇ ଥର Tweet ସହ Facebook Post ମାଧ୍ୟମରେ PM ଆଉ President ଙ୍କୁ Tag କରି post କରିଛି
ବିଜୁ ଵାବୁ ଥିଲେ ଗରିବର ସୁଖ ଦୁଃଖର ସାଥୀ ଆଉ ଶଳା ତୋମେ ମାନେ ଚୋର ଠକ ତାଙ୍କ ଭଳି ତମେ କଦାପି ହେଇପାରିବ ନାହିଁ ।
Rituraj Bhai Superb Voice ❤️❤️👍👍
The Legendary Man of The Millennium.Great personality & Visionary persona.
Love From Balangir..!!
ଜାପାନୀ ଭାଇ ଯାହା କଲ କିଛି ଠିକ୍ କଲନି, ଏ ଶଳା ଚୋର ଗୁଦଙ୍କୁ ବିଜୁ ବାବୁ ଙ୍କ ସହ ତୁଳନା କରି ଦେଲ,। ଛି ଛି ଛି ଜାପାନୀ ଭାଇ
Japani bhai.. really ur a truly talented music director Odisha ever produced..👍👍👍
E Gita ku ahuri veiws diyantu one of the best masterpiece by Arman music
ଯାହା କୁହ ଭାଇ ବିଜୁ ବାବୁ କିନ୍ତୁ ଦିମାକ ଖଣ୍ଡେ ପାଇଥିଲେ 👌
ଆଉ ଆମ ଜାପାନୀ ଭାଇଙ୍କ ଗୀତ ଟା ଭି କଣ ହେଇଛି ମୋ....👍👍👍
ବହୁତ ଭଲ ଗୀତ 👍👍
ପିପିଲି ଉପନିର୍ବାଚନରେ ବିଜେଡି ପାଇଁ ଏହି ଗୀତଟି ବେସ୍ ସହାୟତକ ହେବ । 😜😜
ପୁରାପୁରି ଠିକ .....
Armaan music & japani bhai nku Thanks
Thank u japani bhai beautyful song❤❤
Balana
I am from West Bengal..
Big fan of Naveen Babu..
ବିଜୁ ବାବୁଙ୍କର କଣ ସ୍ବପ୍ନ ଥିଲା ଗାଁ ଗଁଆରେ ମଦ ଦୋକାନ ଖୋଲା ଯାଉ.
Tu Bala janichi
😂
Love from polasara
ନାଇ ରେ ଭାଇ ସେ ଜଣେ ବିଜୁ ବାବୁ ଏତେ ସ୍ବପ୍ନ ଦେଖିଲେ ଜେ ୨୫ ବର୍ଷ ହେଲା ତାଙ୍କ ପୁଅ ସେ ସ୍ବପ୍ନ କୁ ପୁରା କରି ପାରୁନାହାନ୍ତି ଆଊ ଆମେ ପୁଣି ଯଦି ଏତେ ସ୍ବପ୍ନ ଦେଖିବୁ ତାହେଲେ ଓଡ଼ିଶା ଆହୁରି ଦରିଦ୍ର ହେଇଯିବ।
Thik Kahichhanti
Right bro
Right
କଣ କହିଲ ମଁ
ବୁଜୁ ବାବୁ ଭଳି ହୁଅ କିନ୍ତୁ #ପରି ଭଳି ହୁଅ ନାହିଁ...ବିଜୁ ବାବୁଙ୍କ ପାଖରେ ପରି ଶବ୍ଦଟି ଅଛି ଆଜି ସତରେ ବିଜୁବାବୁଙ୍କ ପାଖକୁ #ପରୀ ଚାଲିଯାଇଛି ବୋଧେ ବିଜୁବାବୁ ଥିଲେ @ପରି ନ୍ୟାୟ ପାଇ ସାରନ୍ତାଣି......
ବିଜୁ ବାବୁ ଅମର ରହେ ❤️
ବିଜୁ ବାବୁ ଙ୍କୁ ଭାରତ ରତ୍ନ ଆମର ଦାବି 🙏
Love from Rayagada
Love from talcher ♥️
"ନୂଆ ନୂଆ ଶିଳ୍ପାୟାନ ତାଙ୍କରି ଯୋଜନା" 🙏🙏 ତାଙ୍କ ପରେ କେତେ ଟା ସେ ଭଳି ଶିଳ୍ପାୟନ ହେଇଛି??
ଦୟା କରି ସେ ଭଳି କିଛି ଶିଳ୍ପାୟନ ଖୋଲିବା ଲାଗି ପ୍ରଚେଷ୍ଟା କଲେ ଆମ ଓଡ଼ିଆ ପିଲା ଏତେ ପାଠ ପଢି ଦାଦନ ଖଟି ଯାଆନ୍ତା ନି
ଯାହା ତ ଓଡିଶା କୁ ଖାଇଲ ଖାଇଲ ଏବେ ଟିକ ଏ ସବୁ ରେ ଧ୍ୟାନ ଦିଅ 🙏
ପ୍ରଦୀପ ମହାରଥୀ ଏତେ ଲୁଟି ଖାଇଲା ହେଲେ ନେଲା କଣ ବାସ ଲୋକ ଙ୍କ ଅଭିଶପ... ଶିଖ କିଛି ଜୀବନ ଟା ବହୁତ ଛୋଟ ବିଜୁ ବାବୁ ଙ୍କ ଭଳି କିଛି କାମ କର ଖାଲି ତାଙ୍କ ନାଁ ରେ vote ମାଗନି 🙏🙏
Beautiful Song.. Thanks To All Team Members...
ବହୁତ ଭଲ ଲାଗୁଛି ଏ ଗୀତ ସବୁ ଓଡ଼ିଆମାନଙ୍କୁ ହୃଦୟ କୁ ଛୁଇଁବ
Love from talcher
Really love ❤my Odisha
Nic song sir....u r a best music director in odisha and your song touch heart...❤️....Lv u japani bhai...
Odisha Premi Sure 1 Like Plz
Mu Biju Babu Pari Hebi
We are Proud of Biju Babu
Bande utkala Janani
ଗୀତ ରେ ସବୁ ବିଲେଇ ମାନେ ବାଘ ପରି ହବା ପାଇଁ ଚେଷ୍ଟା କରୁଛନ୍ତି.....
ହଉ ସଂସ୍ଥା ଚାଲୁ....
Love from Chandbali ❤️❤️❤️❤️❤️❤️❤️❤️🔥🔥🔥🔥
ବିଜୁ ପଟ୍ଟନାୟକ ସ୍ଵପ୍ନ କେତେ ଦେଖି ଥିଲେ ଆଜି ଯାଏ ପୂରଣ ହେଇ ପାରୁନି ଦେଖା ଯାଉ ଆଉ କେତେ ବର୍ଷ ଲାଗୁଛି ଚୋର ଡକାୟତ ମାନକୁ ପୂରଣ କରିବାକୁ।
Luv ❤️ from Balasore
ରାଷ୍ଟ୍ର ବାଦି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ..ଜୟ କଳିଙ୍ଗ ଜୟ ଓଡ଼ିଆ
Love from bhanjanagar ❤❤❤❤
Nice song great କିନ୍ତୁ ବିଜୁବାବୁଙ୍କ ପରି ଏଠାରେ କେହି ହେବେନି
ବୁଜୁ ବାବୁ ଭଳି ହୁଅ କିନ୍ତୁ #ପରି ଭଳି ହୁଅ ନାହିଁ...ବିଜୁ ବାବୁଙ୍କ ପାଖରେ ପରି ଶବ୍ଦଟି ଅଛି ଆଜି ସତରେ ବିଜୁବାବୁଙ୍କ ପାଖକୁ #ପରୀ ଚାଲିଯାଇଛି ବୋଧେ ବିଜୁବାବୁ ଥିଲେ @ପରି ନ୍ୟାୟ ପାଇ ସାରନ୍ତାଣି......
Love from Kamakhyanagar❤❤❤
❤️❤️❤️❤️❤️ super sung
REALLY AMAZING SONG....
Jay jagannatha. Great
Heartly gratitude for Biju sir
I am West Bengal Jay. Utkal. I am fan Naveen Patnaik. Jay Biju Patnaik
Love from KANDHAMAL ❤️❤️
Bhaiii❤️ songs 🔥🔥
ବିଜୁ ବାବୁ ପରି ଆଉ କେହି ବି ହେଇ ପାରିବେନି 🙏🙏🙏🙏 jay ବିଜୁ ବାବୁ
Love from odisha
Song sunile pura rakta garam heijauchi aau proud ♥fill heuchi sei prabada purusha nko pain na bjd.na bjp na congress se sabu odia nko pasand we always remember U saar 🙏
ବିଜୁ ବାବୁଙ୍କର ସଂମାନ ଟିକେ ରଖନ୍ତୁ, ନବୀନ ବାବୁ!
ଆପଣଙ୍କ ମନ୍ତ୍ରୀ ଆଉ ବିଧାୟକ ମାନେ ସାରା ଓଡ଼ିଶା କୁ ଖାଇଗଲେ, ଆପଣଙ୍କ ତ ଟିକେ ଆପଣଙ୍କ ବାପା ସଂମାନ ରଖନ୍ତୁ! ନମସ୍କାର
Japani ଭାଇ Music lable ଅତି ସୁନ୍ଦର..all are Superb 👌👌👌ଆମେ ଓଡ଼ିଆ ବୋଲି ଗର୍ବିତ 👍I RESPECT ALSO BIJU BABU❤️ The Legendary, THE LION KING Of Our Odisha.. କିନ୍ତୁ ତାଙ୍କ ପୁଅ Our CM କି ତମେ ମାନେ କେହି ବି ତାଙ୍କ ପରି ହେଇପାରିବନି.. ବିଜୁ ବାବୁ ଙ୍କ ସମୟରେ ଓଡିଶା ରେ କେବେ ଅନୀତି ଦୁଷ୍କର୍ମ ହଉ ନଥିଲା, ଆଉ ହେଲେ ବି ସମସ୍ତଙ୍କୁ ନ୍ୟାୟ ମିଳୁଥିଲା.. ଆଜି ତାଙ୍କ ପୁଅ ଯାହା ବି ହେଇଛନ୍ତି ବାପା ଙ୍କ ପାଇଁ.. ନିଜର କିଛି ନାହିଁ.. ବିଜୁ ବାବୁ ଜଣେ ଏମିତି ଲୋକ ଥିଲେ ଯେ ତାଙ୍କୁ ସମସ୍ତେ Respect କରନ୍ତି. ଏମିତି କି ବିରୋଧୀ ଦଳ ର ନେତା ମାନେ ବି ଆଉ ତାଙ୍କ ନାଁ ରେ କୌଣସି ସୋସିଆଲ ମିଡ଼ିଆ କି କୋଉ ଲୋକ, କି କୌଣସି ଜାଗାରେ ବି କେହି ତାଙ୍କୁ ଖରାପ ବୋଲି ଗାଳି ଆଜି ପର୍ଯ୍ୟନ୍ତ କେହି କରି ନାହାନ୍ତି ଯେତିକି ଆଜି ନବୀନ ବାବୁଙ୍କ ନାଁ ରେ ଲୋକେ ଗାଳି କରୁଛନ୍ତି...ଯୋଉଠି ସରକାରୀ ବାବୁ ମାନେ ଗୁଣ୍ଡାରାଜ ଚଳେଇଚନ୍ତି, ନାବାଳିକା ଙ୍କ ଉପରେ ଦୁଷ୍କର୍ମ ଚାଲିଛି, ନ୍ୟାୟ ବି ମିଳି ପାରୁନି. ହଜାର ହଜାର ପିଲା ବେରୋଜଗାର , ବାହାରେ ଦାଦନ ଖଟୁଛନ୍ତି.ଲୋକ ଙ୍କୁ ଟଙ୍କିକିଆ ଚାଉଳ, ମଦ ମାଂସ ଦେଇ ଯୁବ ପିଢ଼ି ଙ୍କୁ ସାମିଲ କରି ଗୁଣ୍ଡା ବନାଉଛ. ମାଗଣା ଦେଇକି କୋଢିଆ ବନଉଛ ଆଉ ତମେ କହୁଛ ବିଜୁ ବାବୁ ପରି ହବ. ଯାଅ ଆଗ ନିଷ୍ଠା ର ସହ ନିଜ ସିଙ୍ଗ ରେ ମାଟି ତାଡ ଆଗ. କିଛି କରି ଦେଖାଅ ତାଙ୍କ ପରି ତା ପରେ ସବୁ ତୁମର ଗୁଣ ଗାନ କରିବେ..
Biju babu was a man ,for whom welfare of the motherland is more important than anything. He is the pride of of Odisha. If you really love him then don't use his name to fulfill your political agenda. Rather you can work hard to change his dreams into reality.This will be the best tribute to the '"Bhumiputra ".
Song ra writer nku real salute song ta aemiti je sunile mana alaga prakar laguchi great song
Wooo what a soulful music it's truly heart touching.... Proud to be an Odian...
ବିଜୁ ବାବୁଙ୍କ ପରି ତାଙ୍କ ପୁଅ ହେଇ ପାରିଲା ନାହିଁ ତମେ କଣ ହବ (ତମେ ତ ବିକାଶର ଆହ୍ବାନ ଦେଇ ବିନାଶ ପଥରେ ଆଗେଇ ଚାଲିଛ)
The legendary man of whole world, really proud of you sir as a best of chief minister of odisha 🙏🙏🙏
ବିଜୁ ବାବୁ ପରି ହବ ଯେ ତାଙ୍କର ଯୋଉ ବିମାନ ଟି କୋଲକାତା ରେ ଅଛି ତାକୁ ଓଡ଼ିଶା କୁ ଆଣି କି ଆସ ଖାଲି ଗପିଲେ କଣ ହବ
Love from Balangir
The legend of odisha biju babu💚💚🙏🙏
Love from Puritoka 💝
Brave , Daredevil ...Bijubabu....
Love from Puri❤️
jay shree jagannath
Great tribute to my late ideal person
I feel so proud I am people in odisha. Jay biju babu
This song's lyrics are touching our soul
The tall man and the pride of Odisha. Salute you sir
Super....proud to be odia
Who are giving unlike to this song ,He/She can not live in Odisha.
ଟିକେ ଅଧିକ ହେଇଗଲା🤐
😂yes bro
Are Pani misei de
Tume mane kehi hoipari bani Biju babu ka bhali, tume mane Sabu chora,rapest aau murder, lajalaguni tuma manku.. chhi chhi chhi...( Rituraj bhai you are great 🙏🙏 jay Biju babu 🙏🙏🙏)
Remembering him on his bath anniversary ❤️🙏🏻
How many of u are listening this song today🙂
Me
ବିଜୁ ବାବୁ ନାମଶ୍ୟ କିନ୍ତୁ ଏ ପ୍ରତାପ ଜେନା ,ଅରୁଣ ସାହୁ ଏମାନେ ହତ୍ୟାକାରୀ
Heart touching lyrics ❤️❤️❤️
ବିଜୁ ବାବୁ ଙ୍କୁ ସମସ୍ତେ ଭଲ ପାଆନ୍ତି କିନ୍ତୁ ଏବେ ଓଡ଼ିଶା ବାସୀ ସବୁ ଜାନିସାରିଲେନି ଓଡ଼ିଶା କୁ କିପରି ଲୁଟୁଛନ୍ତି ତାଙ୍କ ଦଳ || ବନ୍ଦେ ଉତ୍କଳଜନନୀ 🙏
E rajaneta mananku ei sundar gita ti sobhapouni..
This song gives goosebumps.... great leader Odisha pride.
Superb❤️❤️
Wonderful Patriotic Song...
Mind Blowing 🛑 from Pune
This time entire india 🇮🇳 need another Biju Babu 💚🙏
One of the greatest warrior of odisha..he is a legend and his son naveen Pattnaik also a legendary character in odisha politics...such as very simple hearted man...and i am a huge fan of naveen Pattnaik ❤️ ....great fan sir carry on your work and proude our state.....
Fantastic heichhi ,Utkalmani Gopabandhu nka damdar gita tie hau
I salute the real Hero of Odisha"Biju babu" also i respect him a lot 🙏 but in BJD there are no one can touch the 1% of him 😐 this wonderful song should not be picturised with all the third grade MP and MLA 😡