Mu B Namita Agrawal Hebi - Studio Round FULL EPISODE -64 | Best Singing Reality Show on Sidharrth TV

แชร์
ฝัง
  • เผยแพร่เมื่อ 18 ก.ย. 2024
  • Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
    TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
    SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400
    Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    -----------------------------------------------------------------------------------------
    Subscribe us on TH-cam to watch clippings & promos of our All Television Channels :
    👉 SidharthTV: / sidharthtv
    👉 Sidharth Bhakti : / sidharthbhakti
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook : / sidharthtvofficial
    👉 Follow us on Twitter : / sidharth_tv
    👉 Follow us on Instagram : / sidharthtvofficial
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharrthTV
  • บันเทิง

ความคิดเห็น • 47

  • @writerbarsharout
    @writerbarsharout 2 หลายเดือนก่อน +1

    ପ୍ରଥମତଃ ଲୋରିଆ ମାଡାମଙ୍କର ହସ ଟିକକ ଆଉ ତାଙ୍କ କହିବା ଶୈଳୀ ଏତେ ଉଚ୍ଚକୋଟୀର ଓ ଶ୍ରୃତି ମଧୁର ଏ କାର୍ଯ୍ୟକ୍ରମକୁ ଆହୁରି ଅଧିକା ବଢେଇ ଦେଉଛି 🌹😘🥰👌👌👌🙏❤❤❤

  • @prakashsahoo7966
    @prakashsahoo7966 2 ปีที่แล้ว +4

    Really excellent kuni namita agrawal song.

  • @soudaminisahoo8058
    @soudaminisahoo8058 2 ปีที่แล้ว +2

    ସିଦ୍ଧାର୍ଥ ଟିଭି କୁ ପ୍ରଥମେ ମୋ ହୃଦୟ ରୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି। ଏହି" ମୁଁ ବି ନମିତା ଅଗ୍ରୱାଲ ହେବି" କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଓଡ଼ିଶା ର କୋଣେ ଅନୁକୋଣେ ଛପି ରହିଥିବା କୁନି କୁନି ପ୍ରତିଭା ମାନଙ୍କୁ ଖୋଜି ଏ ମଞ୍ଚ ଉପରେ ସେମାନଙ୍କୁ ନିଜ ପରିଚୟ ସୃଷ୍ଟି କରିବାର ସୁଯୋଗ ଦେଇଛନ୍ତି ତାହା ବହୁତ ଆନନ୍ଦ ର ବିଷୟ।ତା ଛଡା ଓଡ଼ିଶାର ଗର୍ବ ଓ ଗୌରବର ପୂର୍ବ ପୀଢ଼ି ଯେଉଁ ମାନଙ୍କୁ ଆମେ ଜୀବନରେ ଜାଣି ସୁଦ୍ଧା ପାରି ନଥାନ୍ତୁ ସେମାନଙ୍କୁ ଦେଖିବାକୁ ଆଉ ଶୁଣିବାକୁ ପାଉଛୁ ସବୁ ଠାରୁ ଆନନ୍ଦର ବିଷୟ । ସିଦ୍ଧାର୍ଥ ଟିଭି ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୀତାରାମ ଅଗ୍ରୱାଲ ଭାଇଙ୍କୁ ହୃଦୟ ରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି 🙏💐

  • @sugribarana6097
    @sugribarana6097 2 ปีที่แล้ว +4

    My favorite song hindi shree ganesh bhajan

  • @anitaacharya0
    @anitaacharya0 9 หลายเดือนก่อน

    ସମସ୍ତଙ୍କୁ ନମସ୍କାର।
    ସିଦ୍ଧାର୍ଥ ଟିଭି କୁ ଅଶେଷ ଧନ୍ୟବାଦ୍।
    କିନ୍ତୁ ଗଣେଶ ଙ୍କୁ ପଛରେ ରଖି ପ୍ରାର୍ଥନା ପରିବେଷଣ ଉଚିତ ଲାଗିଲା ନାହିଁ।

  • @ganeshkumarmajhi3673
    @ganeshkumarmajhi3673 2 ปีที่แล้ว +9

    Show ସୁପର ସୁପର ହିଟ୍ ହେଇଗଲା

  • @ranjitmahakur9389
    @ranjitmahakur9389 2 ปีที่แล้ว +1

    Very nice somyasree sis

  • @charulata6741
    @charulata6741 2 ปีที่แล้ว +4

    Jay Jagannath

  • @sarojinisahoo2739
    @sarojinisahoo2739 2 ปีที่แล้ว +9

    Thank you Manmath sir for sharing his childhood memories.Thanks Sidharth TV for presenting Radha sir here.

  • @rajalaxmimalla2130
    @rajalaxmimalla2130 2 ปีที่แล้ว +2

    Hare Krishna sir

  • @prachisamantray3694
    @prachisamantray3694 2 ปีที่แล้ว +3

    Debasmita beautiful singing ❤️💕

  • @soudaminimallick2064
    @soudaminimallick2064 2 ปีที่แล้ว +3

    कोटि कोटि नमन करती हूँ MAM
    🙏🙏🙏🙏🙏🙏🙏

  • @sudarsandutta461
    @sudarsandutta461 2 ปีที่แล้ว +1

    So nice God bless you

  • @jayantimahi7965
    @jayantimahi7965 2 ปีที่แล้ว +4

    Beautiful ❤️❤️❤️❤️

  • @haripadayt
    @haripadayt 2 ปีที่แล้ว

    1
    🤗🤗🤗🤗🤗20
    Nice video upload 🙏🙏🙏🙏🙏

  • @laxmanswain6239
    @laxmanswain6239 2 ปีที่แล้ว +1

    Sri Krishna

  • @Ravirecipe-h8x
    @Ravirecipe-h8x 2 ปีที่แล้ว +2

    Bhasono bessi houchi mem

  • @jagannathajena3103
    @jagannathajena3103 2 ปีที่แล้ว +7

    God bless you somiasri i am a singer🙏🙏🙏👶❤

  • @tryingnotgood11nayak48
    @tryingnotgood11nayak48 2 ปีที่แล้ว

    ଧନ୍ୟବାଦ ନମିତା ମାମ ଆପଣ ଙ୍କର ସୁନ୍ଦର ଗଣେଶ ବନ୍ଦନା ପାଇଁ

  • @santoshkumarmallick651
    @santoshkumarmallick651 2 ปีที่แล้ว

    Samashta nka sahita namita maam nka audition bi chalichhi jai Jagannath

  • @padminijena7996
    @padminijena7996 2 ปีที่แล้ว +2

    Vhuta vadhia gaila gita somiasri

  • @binodrana8558
    @binodrana8558 2 ปีที่แล้ว +1

    I love

  • @dineshmeher1147
    @dineshmeher1147 2 ปีที่แล้ว

    Thanks no1

  • @ganeshpanigrahi2724
    @ganeshpanigrahi2724 2 ปีที่แล้ว +1

    'ସିଦ୍ଧାର୍ଥ ଟିଭି ଚାନେଲ'କୁ ଶୁଭେଚ୍ଛା ଓ ଅଭିନନ୍ଦନ ସହ ବହୁତ ୨ ଧନ୍ୟବାଦ...

  • @soubhagyapanda9484
    @soubhagyapanda9484 2 ปีที่แล้ว +1

    Nicel

  • @himansubehera4385
    @himansubehera4385 2 ปีที่แล้ว +1

    God bless you sister.👌👍

  • @bichitranandabhoi3011
    @bichitranandabhoi3011 2 ปีที่แล้ว

    Loria. Great. Ankoring

  • @kirtimayeesahoo4574
    @kirtimayeesahoo4574 2 ปีที่แล้ว

    Very good,Very bat ☺🙂

  • @iswaragood9744
    @iswaragood9744 ปีที่แล้ว

    Jay jagannath🙏🙏🙏

  • @nandinisahu7102
    @nandinisahu7102 2 ปีที่แล้ว +3

    Sitaram sir nku sore dekhantu.

    • @sarojinisahoo2739
      @sarojinisahoo2739 2 ปีที่แล้ว

      Yes

    • @OfficialSidharthTV
      @OfficialSidharthTV  2 ปีที่แล้ว

      ଧନ୍ୟବାଦ , 🙏 ଆପଣ ମାନଙ୍କ ଏହି ଭଲ ପାଇବା ଆମକୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଯୋଗାଇବ..!! 🙏 🙏
      ଧନ୍ୟବାଦ , 🙏 ଦେଖିବାକୁ ଭୁଲିବେନି...!!! #SidharthTV 🙏

  • @ganeshbeherdalai6521
    @ganeshbeherdalai6521 2 ปีที่แล้ว +1

    Exact Namita mam nka bhali voice

  • @rajendrasahoo7881
    @rajendrasahoo7881 ปีที่แล้ว

    JK I'm in I'm

  • @jaydebsarkar3456
    @jaydebsarkar3456 2 ปีที่แล้ว +1

    Jay Shri Jagannath 🌹🌹🌹🙏🙏🙏

  • @KaallGamerz
    @KaallGamerz 2 ปีที่แล้ว +1

    So

  • @prasntabehera524
    @prasntabehera524 ปีที่แล้ว

    Nggh

  • @bhagabanpradhan4787
    @bhagabanpradhan4787 ปีที่แล้ว

    Jai shree Ram

  • @kkhbhcvbji9761
    @kkhbhcvbji9761 2 ปีที่แล้ว

    V

  • @anamcharansahoo72
    @anamcharansahoo72 2 ปีที่แล้ว

    O