କେବେ ଖୋଲିବ ରତ୍ନଭଣ୍ଡାର ? | Odisha Reporter

แชร์
ฝัง
  • เผยแพร่เมื่อ 30 ม.ค. 2025

ความคิดเห็น • 144

  • @prafullachandrasahoo9688
    @prafullachandrasahoo9688 7 หลายเดือนก่อน +41

    ଏ ବାବୁ ଆଗରୁ କିଛିଯାଣିନଥିଲେ, ଏବେ ସବୁ ଜାଣିଲେ. କି ସୁନ୍ଦର ଅଭିନୟ. ଏମାନେ ସମସ୍ତେ ପଣ୍ଡିୟାନ ଙ୍କ ଭୟରେ ସବୁଚୁପ ରହିଥିଲେ.ଆପଣ ପରା କେବଳ ପୁରୀବାସୀଙ୍କ ବାବଦରେ ଖୋଲିବା ପାଇଁ ଧାରଣା ରେ ବସିଥିଲେ.

  • @AshokBehuria-ou6tu
    @AshokBehuria-ou6tu 7 หลายเดือนก่อน +1

    ରତ୍ନ ଭଣ୍ଡାର ଚାବି କେନ୍ଦୁଝର ରେ ଅଛି 🌹

  • @anjaliray1011
    @anjaliray1011 7 หลายเดือนก่อน +1

    ଏତେ ରୂପା ଇଟା।ଗଲା କୁଆଡେ଼ ତଦନ୍ତ କରାଯାଉ

  • @laxmansahoo4681
    @laxmansahoo4681 7 หลายเดือนก่อน +1

    ରତ୍ନ ଭଣ୍ଡାରରେ କିଛି ନ ଥିବ 🎉

  • @purnapradhan9553
    @purnapradhan9553 7 หลายเดือนก่อน +2

    ❤ଜୟ ଜଗନ୍ନାଥ ❤ଡବଲ ଇଞ୍ଜିନ ସରକାର ସବୁଠିକ କରିଦେବେ ଧର୍ଯ୍ୟ ଧରନ୍ତୁ ❤

  • @akashtraditionalhandicraft4161
    @akashtraditionalhandicraft4161 7 หลายเดือนก่อน +12

    ବାବୁଙ୍କର ଇଚ୍ଛା ଥିଲା ରାଜ୍ୟସଭା ଯିବାପାଇଁ ବିଜେଡି ରୁ ସେଇଟା ହେଲାନି ବୋଲି ଆଜି କହୁଛନ୍ତି

  • @loveforvillage4208
    @loveforvillage4208 7 หลายเดือนก่อน +21

    ଆରେ ବେହିଆ ମାନେ ଯେଉଁମାନେ ସୁଦର୍ଶନ sir ଙ୍କୁ ଗାଳି ଦଉଚ ଥରେ ଚିନ୍ତା କର ତାଙ୍କର ଓଡିଶା ପାଇଁ ଅବଦାନ କଣ ଆଉ ତୁମେ ରାଜନୀତି ଛଡା ଆଉ କଣ ଜାନ ଏଠି କୌଣସି ଦଳ କଥା ନୁହେଁ ଆମ ମହାପ୍ରଭୁ ଙ୍କ କଥା

    • @sritamkumar7488
      @sritamkumar7488 7 หลายเดือนก่อน +1

      Right Bhai

    • @loveforvillage4208
      @loveforvillage4208 7 หลายเดือนก่อน

      @@sritamkumar7488 🙏🙏

    • @chittaranjansahu8113
      @chittaranjansahu8113 7 หลายเดือนก่อน +1

      ଠିକ୍ କହିଲେ

    • @chittaranjansahu8113
      @chittaranjansahu8113 7 หลายเดือนก่อน +2

      ସୁଦର୍ଶନ ଭାବୁ ଜଣେ ସଛୋଟ ଏବଂ ଭଲ ମଣିଷ l କୌଣସି ରାଜନୀତି ଅଭିସନ୍ଧି ନାହିଁ l

    • @Sanju7ic5c
      @Sanju7ic5c 6 หลายเดือนก่อน +1

      Right Katha

  • @hemantkumarpattnaik2481
    @hemantkumarpattnaik2481 7 หลายเดือนก่อน +1

    ଓଡ଼ିଶା କଳାକୁ ଏମାନେ ବର୍ବାଦ କରିଛନ୍ତି ହେ ପ୍ରଭୁ!

  • @biswanathsahoo6775
    @biswanathsahoo6775 7 หลายเดือนก่อน +2

    ଶ୍ରୀ sudershan Pattnaik ଙ୍କ ଦ୍ଵାରା କରାଯାଇ ଥିବା ଶ୍ରୀ ମନ୍ଦିର ବିଷୟର ବର୍ଣ୍ଣନା ଅନୁସାରେ ମୁଁ ସଦା ସର୍ବଦା ଲାଳାୟିତ କିପରି ଭାବରେ ପ୍ରଭୂ ଜଗତର ନାଥ ଜଗନ୍ନାଥ କୃପାରୁ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲୁ ଓ ସମସ୍ତ ସୋର୍ଣ୍ଣ ଅଳଙ୍କାର ସୁରକ୍ଷିତ ଅବସ୍ଥାରେ ଥାଉ ଓ ରତ୍ନଭଣ୍ଡାର ରେ କିଛି କ୍ଷତି ହୋଇ ନା ଥାଉ ମୋର ପ୍ରଭୁ ଙ୍କ ନିକଟରେ କାମନା😢

  • @ghanashyamswain4941
    @ghanashyamswain4941 7 หลายเดือนก่อน +7

    ଠିକ ପ୍ରଶ୍ନ, ଆଜି ଯାଏ ବାବୁ ସୋଇଥିଲେ l bjd ସରକାର ଯିବାପରେ ନିଦ ଭାଙ୍ଗିଲା l କମିଟି ମେମ୍ବର ଯଦି ଜାଣିପାରୁନାହାନ୍ତି, ଅଲଗା ଲୋକ କେମିତି ଜାଣିବେ

  • @akashtraditionalhandicraft4161
    @akashtraditionalhandicraft4161 7 หลายเดือนก่อน +12

    ଏବେ ନୂତନ ସରକାରଙ୍କୁ ତେଲ ମାରୁଛନ୍ତି

  • @akashtraditionalhandicraft4161
    @akashtraditionalhandicraft4161 7 หลายเดือนก่อน +11

    ଏବେ କହୁଛନ୍ତି ଆଗରୁ ସରକାରଙ୍କ ମଲେଇ ଖାଉଥିଲେ

  • @Jagannath-oc9ht
    @Jagannath-oc9ht 7 หลายเดือนก่อน +1

    ରତ୍ନ ଭଣ୍ଡାରର କ୍ଷତି ହୋଇଥାଆନ୍ତା ଭୁଷୁଡି ପଡିଥାଆନ୍ତା ସେତେବେଳେ ବଳକା ଯାହାଅଛି ସବୁ ନେଇ ଯାଇଥାଆନ୍ତେ ଏବଂ ରୁପା ଇଟା ବିଭିନ୍ନ ମୂର୍ତ୍ତି ଯେମିତି ଗାଏବ୍ ହେଲା ଠିକ୍ ସେହିପରି କରୀ ଥାଆନ୍ତେ । ପ୍ରଭୁ ଜଗନ୍ନାଥ କଲେ ନବିନ ସରକାର ଗଲା। ବର୍ତମାନ୍ ତାକତ୍ ଅଛି ଯଦି ଏହି ସରକାର ସବୁ ଖୋଳତାଡ୍ କରି ବାହାର କରୁ।

  • @dharanidharbehera3204
    @dharanidharbehera3204 7 หลายเดือนก่อน +1

    Please discuss about employment

  • @subratmeher3658
    @subratmeher3658 7 หลายเดือนก่อน +1

    ଖାଲି ନାଁ ରେ ପରିଚାଳନା କମିଟି ଅଛି କିଛି କାମ କରୁନାହାନ୍ତି

  • @prafulasingh2267
    @prafulasingh2267 7 หลายเดือนก่อน +1

    ଏ ସମସ୍ତ ପାଇଁ ଦାୟୀ କିଏ ?

  • @shakaharipruthivi8696
    @shakaharipruthivi8696 7 หลายเดือนก่อน +2

    ଦୁଇଟା ମତ କାମ କରେ ଗୋଟେ ମତ ଜଗନ୍ନାଥଙ୍କୁ କାଠ ଭାବେ ଲୁଣ୍ଠନ କୁ ମଜା ଭାବେ। ଆଉଗୋଟେ ମତ ସର୍ବଶକ୍ତିମାନ ପୂର୍ଣ୍ଣ ବ୍ରହ୍ମ ଭାବେ।
    କାହିଁ କେଉଁ କାଳରୁ ରାଜା ଶାସନ ଗଢ଼ିଲା। ମନ୍ତ୍ରୀ ଶାସନ ଲୁଣ୍ଠନ ର ପରାକାଷ୍ଠା ଖାଲି ଦେଖାଇଲା ନାହିଁ ବରଂ ଠାକୁରଙ୍କୁ ଚାଲେଞ୍ଚ କଲା। ଫଳ କଣ ହେଲା ? ଶାସନ ର ଭୟଙ୍କର ପରିବର୍ତ୍ତନ ହେଲା ଓ ପରବର୍ତ୍ତୀ ସମୟରେ ଯାହା ହେଉଛି ତାହା ପାଇଁ ଏ ଆଲୋଚନା। କେହି ଜାଣି ନ ଥିଲେ କି କେବେ ମିଡିଆ ରେ ଆଲୋଚନା ହେବ। ଅସୁର ଶାସକ ହେଲେ ଏ ସବୁ ହୁଏ। ଏବେ ଲୁଣ୍ଠିତ ଜିନିଷ ଆଣିବା ଓ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ଦରକାର୍। ଏ ସରକାର ର ବ୍ୟବସ୍ଥା ରେ ମୃତ୍ୟୁ ଦଣ୍ଡ ନ ଥିଲେ ଦୈବୀ ଦଣ୍ଡ ଦ୍ଵାରା ସବୁ ମରିବେ। କଳ୍କୀ ଅବତାର ରେ ଠାକୁର ଅଛନ୍ତି ଓ ତାର ପ୍ରମାଣ ସମୟ କ୍ରମେ ମିଳି ଯିବ।

  • @dillipkumarsahoo1133
    @dillipkumarsahoo1133 7 หลายเดือนก่อน +3

    ବିରୀ ମାଡ଼ ଦେଖି କୋଳଥ ଚୋପା 😭😭🤪😂🤣 ହେ ପ୍ରଭୁ ପରିଚାଳନ କମିଟିକୁ ସତ୍ ବୁଦ୍ଧି ଦିଅ 🙏🛕

  • @santoshkumarmishra2620
    @santoshkumarmishra2620 7 หลายเดือนก่อน +1

    ଯଦି ଗଜପତି ଙ୍କ କଥାକୁ ଅମାନ୍ଯ କରାଗଲା ସେ ମନ୍ଦିରକୁ ନଆସି ଛେରାପହଁରା ନକରି ନିଜ ନଅର ରେ ନୀତି କରିଲେନି କାହିଁକି.?

  • @OdishaMusicAcademy
    @OdishaMusicAcademy 7 หลายเดือนก่อน +1

    ଜାଣି......

  • @manojpattanaik592
    @manojpattanaik592 7 หลายเดือนก่อน +1

    ମୂର୍ତ୍ତି ସବୁ ଥିଲା ନିଜାମ ସ୍ଟୋନ୍ perheps so its gayeb

  • @prafullamohanty5557
    @prafullamohanty5557 7 หลายเดือนก่อน +1

    ସତ୍ୟ ମେବ ଜୟ ତେ

  • @avisiontowardsspiritualism4929
    @avisiontowardsspiritualism4929 7 หลายเดือนก่อน +3

    ରାଜନେତା ମାନେ ନିଜ ଆସନ ପାଇଁ କେବଳ ଚିନ୍ତା କରୁ ଥିଲେ. ଏମାନେ ତଦ୍ରୁପ l

  • @nutanmohanty5225
    @nutanmohanty5225 7 หลายเดือนก่อน

    Good morning

  • @satyabansahoo7932
    @satyabansahoo7932 7 หลายเดือนก่อน +3

    BJD ତରଫରୁ ରାଜ୍ୟ ସଭାକୁ ଯିବାର ଥିଲା

    • @santoshk5841
      @santoshk5841 7 หลายเดือนก่อน

      Right oil melilane

  • @kritibasthati6433
    @kritibasthati6433 7 หลายเดือนก่อน

    ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାର ସର୍ବ ପ୍ରଥମେ ଶ୍ରୀମନ୍ଦିରର ସୁରକ୍ଷା କରିବା ସାଙ୍ଗେ ସାଙ୍ଗେ ରତ୍ନ ଭଣ୍ଡାର ଖୋଲି ସମସ୍ତ ତଥ୍ୟ ସାର୍ଵ ଜନୀନ କରନ୍ତୁ l ଏହା ହେଲେହିଁ ସାଢେ 4 କୋଟି ଓଡ଼ିଆଙ୍କର ଭାବାବେଗ ସହିତ ହୋଇଥିବା ଅନ୍ୟାୟ ର ଅନ୍ତ ଘଟିବ l ଜୟ ଜଗନାଥ

  • @amiyajena6222
    @amiyajena6222 7 หลายเดือนก่อน

    Joy jagannath

  • @nrupamajhi9654
    @nrupamajhi9654 7 หลายเดือนก่อน

    Great sir

  • @bijaykumarparida1936
    @bijaykumarparida1936 7 หลายเดือนก่อน

    Thank thank thank sudarshan bhai

  • @santoshkumarmishra2620
    @santoshkumarmishra2620 7 หลายเดือนก่อน

    ମହାପ୍ରଭୁ କିଛି କରନ୍ତି ନାହିଁ. ଏହା ଏକ ଡହରାମି. ଯେତେବେଳେ ବିଜେଡି ସରକାର ଦ୍ବାର ବନ୍ଦ କଲେ ତତ୍କ୍ଷଣାତ୍ ଜଗନ୍ନାଥ ଦ୍ବାର ଫିଟେଇ ଦେଲେନି. ଏଠି ମଣିଷ ଯାହା ଚାହିଁବ ତାହା କରିବ. ନବୀନ୍ ବନ୍ଦ କଲେ ମୋହନ ଖୋଲିଦେଲେ.

  • @nisithkumargoswami974
    @nisithkumargoswami974 7 หลายเดือนก่อน +2

    It's very sad. BJD has devastated everything. Mahaprabhu will not spare anyone. Jay Jagannath 🙏

  • @sworldcreations1549
    @sworldcreations1549 7 หลายเดือนก่อน

    ବହୁତ ଦୁଃଖ ଲାଗୁଛି ସୁଣିକି ସବୁ l ଅlମର ପୁରୁଣା ଐତିହ ସବୁ ନଷ୍ଟ କରିଦେଲା bjd ସରକାର l ଆମେ ସମସ୍ତେ ଦୋଷୀ l

  • @ramakantachhotaray1002
    @ramakantachhotaray1002 6 หลายเดือนก่อน

    Namaskar Sudarshan Sir. Pravu Sri Jagannath apananku ashirbad karantu. Thanks, Ramakanta Chhotaray ---From -Odisha -khordha -At po-Sagadabhanga

  • @jaishree1391
    @jaishree1391 7 หลายเดือนก่อน

    ପୂର୍ବ ଓ ପଶ୍ଚିମ ଦ୍ୱାର ହିଁ କେବଳ ସାଧୁ ସନ୍ଥ, ସାଧାରଣ ଭକ୍ତ ଓ ମାନସିକ ଧାରି ବ୍ୟବହାର ହୁଏ ଆଊ ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର କେବଳ ରଜା ମହାରାଜ ଓ ଦେବତା ମାନଙ୍କ ପାଇଁ ବ୍ୟବହାର ହୁଏ ତେଣୁ ଦ୍ୱାର କେଉଁ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହେବ ତାହା ଜାଣି ଦ୍ୱାର ଗୁଡିକ ବ୍ୟବହାର କରିବା ଉଚିତ l

  • @jenasrinibash8841
    @jenasrinibash8841 7 หลายเดือนก่อน +3

    ଶୁଣରେ ଗାଲୁଆ ଦଳ -ୟେ କଥା ଶୁଣିଲେ କଣ ଲାଗୁଛି କୁହ. ଆତ୍ମହତ୍ୟା କରିକି ମର

  • @krushnachandradash4327
    @krushnachandradash4327 7 หลายเดือนก่อน

    ମୂର୍ତ୍ତି ସଵୁ କୁଆଡେ ଗଲା ବୋଲି ସୁଦର୍ଶନ ବାବୁ କହୁଛନ୍ତି।ପାଣ୍ଡିଆନ‌ ସର୍ବେ ସର୍ବା ଥିଲେ ଏଣୁ ମୂର୍ତ୍ତି କୁଆଡେ ଗଲା ପାଣ୍ଡିଆନ ନିଶ୍ଚୟ ଜାଣିଥିବେ ଏକଥା ଜଣେ ଜଣେ ସାଧାରଣ କୃଷକ, ଶ୍ରମିକ ରିକ୍ସା ଚାଳକ ମଧ୍ୟ କହିଵ।ଆଉ ଆପଣ କିପରି ଜଣେ ବୁଦ୍ଧିମାନ ଲୋକ ହୋଇ ଜାଣି ନଜାଣିଲା ପରି ରହିଛନ୍ତି।

  • @kamallochannayak9660
    @kamallochannayak9660 7 หลายเดือนก่อน

    Jey Jagannath Swami

  • @dhirendranathrout3005
    @dhirendranathrout3005 7 หลายเดือนก่อน

    Ahiଏହି ପ୍ରସଙ୍ଗ ରେ ସେତେବେଳର ମୁଖ୍ୟ ମାନଙ୍କୁ ଧରି ପର୍ଦାଫାସ୍ କରାଯାଉ।

  • @atmaramdasatmaramdas3879
    @atmaramdasatmaramdas3879 7 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ 🙏🚩

  • @srinibaspal6574
    @srinibaspal6574 7 หลายเดือนก่อน

    କଣ କରିବା ଦୁଃଖର ବିଷୟ ଯେ ଓଡ଼ିଶା ବାସୀ ଙ୍କୁ କିଛି ମାଗଣା ଖିଆ ଯୋଜନା କରି ଚୁପ୍ କରି ଲୁଟି ନେଲେ ଯିଏ କହିଲା ତା ପାଟି ଚୁପ୍ କରାଗଲା,,,,

  • @biswanathbehera7960
    @biswanathbehera7960 7 หลายเดือนก่อน

    ସୁଦର୍ଶନ ବାବୁ କୋର୍ଟ ର ଆଶ୍ରୟ ନିଅନ୍ତୁ। ବିଳମ୍ବ କର ନାହିଁ।

  • @pratapchandrasamal2396
    @pratapchandrasamal2396 7 หลายเดือนก่อน

    ଆପଣ ସାକ୍ଷାତକାର ନାଁରେ ଲୋକଙ୍କୁ କାହିଁକି ବିଭ୍ରାନ୍ତ କରୁଛନ୍ତି। ଯଦି ସବୁ କଥାରେ ମହାପ୍ରଭୁଙ୍କ ଇଚ୍ଛା ବୋଲି କହୁଛନ୍ତି ତେବେ ଆଉ କାହାକୁ ଦୋଷ କାହିଁକି ଦେଉଛନ୍ତି। ଏବେ ତ ASI ରତ୍ନ ଭଣ୍ଡାର ଖୋଲିବା ପାଇଁ ତାରିଖ ଘୋଷଣା କଲା। ତାକୁ କାହିଁକି ବନ୍ଦ କରାଗଲା। ପୂର୍ବ ସରକାର ଯଦି ସବୁ ଭୁଲ କାମ କରିଥିଲେ ଏବେ ସୁଧାରିବା ପାଇଁ ଚେଷ୍ଟା କରାଯାଉ। ଅଯଥା ରାଜନୀତି କରା ନଯାଉ।

  • @GaneswarRout-f9e
    @GaneswarRout-f9e 7 หลายเดือนก่อน

    From this discussion,itt is very clear how we respect to Lord Jagannath.
    Ganeswar Rout.

  • @sureshakumarnayak7953
    @sureshakumarnayak7953 7 หลายเดือนก่อน

    JAY JAGANNATH

  • @pratapjena1193
    @pratapjena1193 7 หลายเดือนก่อน

    ବିଜେଡି ପ୍ରେମ୍ ନୀଶା ଏବେ ଛାଡି ଗଲା ,ଏବେ ସ୍ୱାଭିମାନ ବାହାରିଲା

  • @gajendranathjena356
    @gajendranathjena356 7 หลายเดือนก่อน

    ବିଜେଡି ନବିନ ପଟ୍ଟନାୟକ ଏବଂ ପାଣ୍ଡିଆନ ବାଜେ ମଣିଷ ଚବିଶ ବର୍ଷ ଓଡିଶାର ଧର୍ମକର୍ମ ମାନ ମହତ ସବୁନଷ୍ଟ କରିଛି ନବିନଜଗନ୍ନାଥଙ୍କୁ ବି ବାହ ହେଇନି ବାଜେ ମଣିଷ ନବିନ ବିଜେଡିର ସବୁ ଗୁଡାକ ବେଇମାନ ନବିନ ସରକାର ବାଜେ ପାଣ୍ଡିଆନ ଅଭକ୍ତ ଅମଣିଷ ଛିଛିଛି ସରକାରନବିଜ

  • @jenasrinibash8841
    @jenasrinibash8841 7 หลายเดือนก่อน +3

    ଆଛା ଆମ ୟେ ନବୀନ ବାବୁ, ବିଜୁ ପଟନାୟକ ଙ୍କ ପୁଅ ତ! କେମିତି. କିଛି ବୁଝି ପାରୁ ନାହାନ୍ତି? ଆମକୁ ୟେ କଥା ଶୁଣିଲା ବେଳକୁ ଲଜ୍ୟା ଲାଗୁଛି, କେମିତି ଚୁପ ବସିଛି ୟେ ଲୋକ? ଛି ଛି ଛି...........

  • @Sahooramakanta-yj4vx
    @Sahooramakanta-yj4vx 7 หลายเดือนก่อน

    Immediately court

  • @arunsatapathy9126
    @arunsatapathy9126 7 หลายเดือนก่อน

    Good message by OTV

  • @arunkumarbehera9271
    @arunkumarbehera9271 7 หลายเดือนก่อน

    TKU. S. Sir

  • @srinibaspal6574
    @srinibaspal6574 7 หลายเดือนก่อน

    କଣ କରିବା ଦୁଃଖର ବିଷୟ ଯେ ଓଡ଼ିଶା ବାସୀ ଙ୍କୁ ଭକୁଆ ବନେଇ ରଖା ଯାଇଛି ଓ ଯିଏ କହିଅଛି ତା କଥା କୁ ଅଣ ଦେଖା କରା ଯାଇଛି

  • @bhagabataparida1273
    @bhagabataparida1273 7 หลายเดือนก่อน

    Bala interview

  • @SsPix23
    @SsPix23 7 หลายเดือนก่อน

    Jai Mohan ❤

  • @abhiabhi2511
    @abhiabhi2511 7 หลายเดือนก่อน +1

    ଆଗରୁତ କାହିଁ ତମ ପାଟିଫିଟୁନଥିଲା... ରାଜ୍ୟସଭା ମିଳିଲାନି ବୋଲି ଏବେ ପାଟି ଫିଟୁଛି

  • @ranajitjena4668
    @ranajitjena4668 7 หลายเดือนก่อน

    ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ଯୋଜନା ସରିଥିଲା, ନିର୍ବାଚନ ସମୟରେ ତମର ଏହି ଗୋଲାମ ଗଣମାଧ୍ୟମ ସଂସ୍ଥା ମଧ୍ୟ୍ୟ ଓଡିଶା ଜନସାଧାରଣଙ୍କ ପାଖରେ ବିଭ୍ରାନ୍ତକର ଖବର ରଖୁଥିଲା ଏବେ ତମ ଗୋଲାମ ବିଜେପି ଦଳର କଣ ହେଲା ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି, ଏହି ଖବର ପ୍ରସାର ପାଇଁ କଣ ତମ ମୁହଁରେ ତୁଣ୍ଡି ବନ୍ଧା ହୋଇଛି ଭଡୁଆ ସାମ୍ବାଦିକ

  • @biswajitdash6022
    @biswajitdash6022 7 หลายเดือนก่อน

    ଏ ଭଳି ଏବେ ଜଣେ ବ୍ୟକ୍ତି ପୁରୀରେ ବାହାରିଛନ୍ତି ସେ ହେଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ .. 2018 ରୁ 2024 ଯାଏଁ ସେ ଗୋଟେ ରିପୋର୍ଟ ଟେ ତାଙ୍କ ପାଖରେ ରଖିଥିଲେ ହେଲେ ସେ ରିପୋର୍ଟ ଟିକୁ ଫାଇବ ଟି ପର୍ଯ୍ୟନ୍ତ ନେଇ ପାରିଲେ ନାହିଁ ..ଆଉ ଏବେ ସେ କହୁଛନ୍ତି କାଲି ସଂଗେ ସଂଗେ ରତ୍ନ ଭଣ୍ଡାର ଖୋଲା ଯାଉ .. ସେ ରତ୍ନ ର ହିସାବ କର ନାହିଁ ? ପ୍ରଶ୍ନ ହେଲା ଯଦି 2018 ରୁ 2024 ମଧ୍ୟରେ ମନ୍ଦିର ଭୁଶୁଡି ଗଲାନାହିଁ ତେବେ july 8 ତାରିଖରେ ମନ୍ଦିର କେମିତି ଭୁସିଡ଼ି ଯିବ ..ଜଣା ସୁଦର୍ଶନ ପଟ୍ଟନାୟକ ବିଜେଡି ଠୁ କିଛି ପାଉଥିଲେ ସେଥିପାଇଁ ଚୁପ ଥିଲେ ଆଉ ଏବେ ସାହାଯ୍ୟ ମିଳିବା ବନ୍ଦ ହେଲା ନୂଆ ସରକାର ଉପରେ ଚାପ ସୃଷ୍ଟି କରିବାରେ ତତ୍ପର ଦେଖାଉଛନ୍ତି . ତମେ ଯଦି ସବୁ ଜାଣିଥିଲା ପିକୁ ଭାଇଙ୍କ ଜଗନ୍ନାଥ ସେନା ଆବାହକ ପରି ସ୍ୱର୍ ଉତୋଳନ କରିଥାନ୍ତ ହେଲେ ତମେ ମୁହଁରେ କନା ବାନ୍ଧି ରହିଲ।। ତମେ BJD ର ହେଲେ ମହାପ୍ରଭୁଙ୍କ ପାଇଁ ତମ ଅନ୍ତ୍ରରୁ ଥରେ ବି ଡାକ ବାହାରିଲାଣି ।। ଆଉ ଏବେ ପରାମର୍ଶ ଦଉଚ ।। କି ଲଜ୍ଜା କଥା ।। ଧୀକ ତମକୁ ଲାଗିବା କଥା .. ଆଜି ଯାଏଁ ସୁଦର୍ଶନ ବାବୁ କୁମ୍ଭକର୍ଣ୍ଣ ନିଦରେ ଥିଲେ . ବିଜେଡି ହାରିବା ପରେ ମନେ ପଡିଲା ...ଯୋଉ ଜଗନ୍ନାଥଙ୍କ ପାଇଁ ସବୁ କିଛି ପାଇଛ ତାଙ୍କୁ ବି ମାଟିରେ ମିଶେଇ ଦେଲ..ଆଉ ଆଜି ଭଲେଇ ଦେଖେଇ ହଉଛ ...
    ଜୟନ୍ତ ବାବୁ କେବେ ଦେଖାହେଲେ ଏ ପ୍ରଶ୍ନ ଟା ନିଶ୍ଚିତ କରିବ 2018 ରୁ 2024 ସେ ପୁରୀରେ ରହୁଥିଲେ ନା ବିଦେଶ ଗ୍ରସ୍ତ ରେ ଯେ ସ୍ୱର ଉତ୍ତାଳନ କରିପାରିଲେ ନାହିଁ ???

  • @annadasankar5165
    @annadasankar5165 7 หลายเดือนก่อน

    Ratna Vandara khola hau

  • @jnanadiptasamantaray1562
    @jnanadiptasamantaray1562 7 หลายเดือนก่อน

    ଆଳସ୍ୟତା, ଆତ୍ମ-ମ୍ଭରିତା ଓ ପ୍ରଭୁ ଙ୍କ ପ୍ରତି ଅକୃତଜ୍ଞତା ସଂପୂର୍ଣ୍ଣ ଟିମ୍ ଦାୟୀ । କାରଣ ଆଦର୍ଶ ର ଅଭାବ । ଭଗବାନ ଙ୍କୁ ଭଲ ପାଇବା ର ଅଭିନୟ ସୁନ୍ଦର କରି ପାରୁଛନ୍ତି, କିନ୍ତୁ ବାସ୍ତବତା ରୁ ଅନେକ ଦୂର । ଭକ୍ତି ଓ ପ୍ରେମ ଏତେ ସହଜ ନୁହେଁ । କେବଳ ସାଲବେଗ, ଦାସିଆ, ବଂଧୁ ମହାନ୍ତି ପ୍ରଭୂତି ଙ୍କୁ ଜଣା ....

  • @bhabanemallick1801
    @bhabanemallick1801 7 หลายเดือนก่อน +1

    Nabin. Pattnayak. O. Pandinku. Dhariki. Badadandare. 4years. Antheidia

  • @Meetsrikanta1
    @Meetsrikanta1 7 หลายเดือนก่อน +1

    Gajapati Maharaj must be vocal and take strong and firm stand on issues related to Mahaprabhu and Sri mandir

  • @bhabanemallick1801
    @bhabanemallick1801 7 หลายเดือนก่อน

    Wright sir

  • @SarojKumar-ym4ie
    @SarojKumar-ym4ie 7 หลายเดือนก่อน

    A meeting ta bahut agaru karibar thila .

  • @DipunSahoo-jl7pj
    @DipunSahoo-jl7pj 7 หลายเดือนก่อน

    Sudarshn sirnku samalochana nakari akatha upare chinta karantu

  • @swarnamohanty3121
    @swarnamohanty3121 7 หลายเดือนก่อน +1

    Ratnabhadar kholile sarkar bhangijiba.

  • @debasisbag7099
    @debasisbag7099 7 หลายเดือนก่อน

    Oiling for new goverment

  • @rabindrananda943
    @rabindrananda943 3 หลายเดือนก่อน

    A Babu Gotia Bada Asha Thila Kintu Asha Churmar Hoigala Bartaman Bili Bil Heuchhanti

  • @tanujamishra2999
    @tanujamishra2999 7 หลายเดือนก่อน

    Somanatha nka darshana pari kale heba

  • @Pinkyswain9862
    @Pinkyswain9862 7 หลายเดือนก่อน +1

    BJD government adharmi.
    Friends odisha BJD mukta heijau.
    BJD gote party nuha BJD gote slow poison for society.
    BJD hindu dharma ra virodhi.
    A silent killer of hindu religion.

  • @trilochanpatnaik6321
    @trilochanpatnaik6321 7 หลายเดือนก่อน

    ପଦ୍ମଶ୍ରୀ ସୁଦର୍ଶନ ବାବୁ BJD ସରକାର ଥିବା ବେଳେ ପୁରୀ ରେ ଜନଆନ୍ଦୋଳନ କଲେ ନାହିଁ କାହିଁକି?

    • @niksharma-ol8ii
      @niksharma-ol8ii 7 หลายเดือนก่อน

      False rape case jail patheiba b kichi bada katha nuhein.. AC re basiki comment Kariba au ground reality re ladhiba bht different. Govt. Ku gote minute lagibani Jana nka ra ki ta family ku destroy karibaku.. kie kahin sacrifice Kariba ?

  • @DilipDhala
    @DilipDhala 7 หลายเดือนก่อน +2

    Mr S Pattanayak after knowing all these u should have to resign or giving bite against bjd government or sri mandir parichalana committe

    • @niksharma-ol8ii
      @niksharma-ol8ii 7 หลายเดือนก่อน

      Agree.. but aji ka date re govt. against re jiba ete easy nuhein. Govt. Jaha hata re police, media and sabu kichi achi .... Tanka against re jiba and semane kichi karibeni ?

  • @RabindranathJena-g1y
    @RabindranathJena-g1y 7 หลายเดือนก่อน

    Ratna bhandarare ratna achita....sabu chora pandian bhayare....patikholunathile....abe pandian nahina... seithipain..aeeya kariba katha.karithile.bhala.heithanta....kahuchanti.
    Kan Bagha thila.kahibaku.dadruthila.
    Sabu.patimara.nija.nijara.swartha.hasala.pain.bata.khojuthile....aha.nirat.satya..Jay.Jay.Jagannath.

  • @chareiwetichareiweti9429
    @chareiwetichareiweti9429 7 หลายเดือนก่อน

    ଏ ପେଲେଇପୁଅ ମହା ମାଗିଆ

  • @abantirout4768
    @abantirout4768 7 หลายเดือนก่อน

    ❤❤❤loyal Thief❤❤❤

  • @SarojKumar-ym4ie
    @SarojKumar-ym4ie 7 หลายเดือนก่อน

    Naveen sir pakhare high label meeting kaleni

  • @skaifoundation8120
    @skaifoundation8120 7 หลายเดือนก่อน

    🙏❤ Mahaprabhunka sange khelantu nahin please 🙏. Prabhu Kahuku chadibeni. My 2cents. Prabhu 🙏.

  • @sibakalyanmohanty3552
    @sibakalyanmohanty3552 7 หลายเดือนก่อน

    ସେଇ ପାଣ୍ଡୁ କୁ ପଚାର ଦ୍ଵାର ବନ୍ଦ idea ଟା ସେ ଭାଟିକାନ pop ର ନଥିଲାତ??

  • @shailendrabiswasray3538
    @shailendrabiswasray3538 7 หลายเดือนก่อน +1

    Meeting re kana Banda chukuthila magia regine deikari andolan kaluni

  • @rakeshkumarjena8824
    @rakeshkumarjena8824 7 หลายเดือนก่อน

    Bhala acting karuchhanti,chhadama odisha basi jananti kete chatukara..apana nka kala pain apananka prati sammana achhi

  • @kishorchsrichandan307
    @kishorchsrichandan307 7 หลายเดือนก่อน

    Those who are doing politics on the name of Sri Jagarnath they will be punished by Lord Jagarnath.

  • @rajeshbiswal819
    @rajeshbiswal819 7 หลายเดือนก่อน

    Hey prabhu sanghatik issue

  • @sureshchandradas88
    @sureshchandradas88 7 หลายเดือนก่อน

    Mr Patnaik ji, some sevayats claim that a terrible roaring sound comes from the Ratna Bhandar. Is it true or false ? Or a preplan not to open ?

  • @sthitapragyannanda7486
    @sthitapragyannanda7486 7 หลายเดือนก่อน

    Now why he is saying

  • @SarojKumar-ym4ie
    @SarojKumar-ym4ie 7 หลายเดือนก่อน

    Mandir bhitare ate kharap achi report re achi late kahije hela

  • @gajindrapradhan1028
    @gajindrapradhan1028 7 หลายเดือนก่อน

    Why everybody is saying charidwara ? What the total temple was closed?

  • @Meetsrikanta1
    @Meetsrikanta1 7 หลายเดือนก่อน

    Also the developmental activities for Sevayata at Intellectual, social and economical level, nobody is discussing.

  • @susantamishra5862
    @susantamishra5862 7 หลายเดือนก่อน

    Sir 6 barsa agaru kahni muhna kholinathile

  • @quoteoftheday2357
    @quoteoftheday2357 7 หลายเดือนก่อน

    BJD galapare Sabu Satakatha dhire dhire asiba 🎉Pandu BJD bhayare Odia Asmita

  • @dhaneswarpanda9
    @dhaneswarpanda9 7 หลายเดือนก่อน

    In three political parties are working in lord jagannath temple.

  • @animaparida700
    @animaparida700 7 หลายเดือนก่อน

    Sir namaskar
    Ate Dina Kaine chup rahithele
    Bjd govt ATI garba karuthela

  • @santoshkumarmishra2620
    @santoshkumarmishra2620 7 หลายเดือนก่อน

    ଭାଇ ଆମେ ଓଡିଆ ବାସୀ ଭକୁଆ. ୨୪ ବର୍ଷ ରେ ଆମ ପ୍ରତିନିଧିମାନେ କ୍ରୀତଦାସ ହୋଇ ରହିଲେ. ପାଦ ପ୍ରକ୍ଷାଳନକଲେ. ତେଣୁ ଭୁଲ୍ ପାଣ୍ଡିଆନ୍ବାବୁ ଙ୍କର ନୁହେଁ. ଆମ ଲୋକପ୍ରତିନିଧି ଦାୟୀ.

  • @rangaballavrout8226
    @rangaballavrout8226 7 หลายเดือนก่อน

    Janatha.bjhibe.manis.kana.karibe

  • @narendrabarik9855
    @narendrabarik9855 7 หลายเดือนก่อน

    Sudarsan Thik Kahuni

  • @aprameya6623
    @aprameya6623 7 หลายเดือนก่อน

    Sabu murti bikri hei jaichi 😢 to foreign museum 😢

  • @rakeshkumarjena8824
    @rakeshkumarjena8824 7 หลายเดือนก่อน

    Gote jinisa apana kari parithante seita apana kaleni..apana baluka stupa te tiari kariparithante ratna bhandar khola jau message lekhi ki but apana kaleni

  • @parameswarbehera6502
    @parameswarbehera6502 7 หลายเดือนก่อน

    Only Gandia Pandu is fully responsible for all these irregularities,Send him to jail.

  • @archanachhotray2820
    @archanachhotray2820 7 หลายเดือนก่อน

    Due to corona. Bhakua understand

  • @energyindia5530
    @energyindia5530 7 หลายเดือนก่อน

    Jie Anyaya ku dekhi chup rahu thile sabu Aparadhi

  • @Meetsrikanta1
    @Meetsrikanta1 7 หลายเดือนก่อน

    Apart from this one more thing we are all ignoring the discipline of Rituals of Mahaprabhu in the temple. That is very important .noboday is discussing about that

  • @bibhutiKabisatapathy
    @bibhutiKabisatapathy 7 หลายเดือนก่อน

    Samastanku bandhhajau

  • @mahendraojha9198
    @mahendraojha9198 7 หลายเดือนก่อน

    Barsha juade chhata siyade.Good luck.😂😂😂😂😂