Happy palm Sunday to all my bro's.. This song is the year of the song ❤ ... This song feel like heaven is on the way to take us ... The lyrics are mind blowing and the voice of human sagar is marvelous ❤❤❤
Praise the God's 🙏🏻 For God so loved the world, that he gave his one and only Son, that whoever believes in him will not perish but have eternal life. କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ।
Happy palm Sunday to all my bro's.. This song is the year of the song ❤ ... This song feel like heaven is on the way to take us ...
The lyrics are mind blowing and the voice of human sagar is marvelous ❤❤❤
th-cam.com/video/m2Pkbk1otUM/w-d-xo.html
😂E. I'm eeeeee😊it\a😂
Khufiya cvc
Ii6👍97 o
ଅତି ..ଅତି...ଅତି ସୁନ୍ଦର ମନ ଛୁଆ ଗୀତ
ଖଜୁରୀ ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ,
“ହୋଶାନ୍ନା।”
“ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି,
ସେ ଧନ୍ୟ; ଧନ୍ୟ ଇସ୍ରାଏଲର ରାଜା।”
Hallelujah 🙌
bahut bhala heichhi
Nice song sir👌👌❤❤praise The Lord🙏🙏🙏 amen
ଅତି ଉଥମ ଗୀତ ସାର୍
Beautiful❤ song
Super song bout Sundar gitati eichi sir
Ahaa ki sundar gita bahut sundar heichi
ଅତି ସୁନ୍ଦର ଭାବରେ ଲେଖିଛନ୍ତି। ଈଶ୍ୱର ଆର୍ଶୀବାଦ କରନ୍ତୁ
Wow amazing song
Geeta bahuta bhala heichhi Praful Sir
Praise the Lord
Ati sunder heichhi
ପ୍ରଭୁଙ୍କନାମରଧନ୍ଯବାଦହେଉ। ଗୀତଟି ଅତିସୁନ୍ଦର
ହୋଇଥିବାରୁ ଲେଖକ ଓ
ଗାୟକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ସୁଭେଛା
ଅତି ସୁନ୍ଦର ଗୀତ ଇଶ୍ଵର ଆଶିର୍ବାଦ କରନ୍ତୁ ଆମେନ୍
Bahut badhiya song sir
❤ ସାଲେମ୍ sir ବହୁତ ସୁନ୍ଦର ହେଇଛି lyrics and music
ଅତି ସୁନ୍ଦର ଲେଖା, ଓ ଗାଇଛନ୍ତି ହ୍ୟୁମାନ ସାଗର। ପ୍ରଭୂ ତାଙ୍କ ପ୍ରଜାକୁ ନେବା ପାଇଁ ଆସୁଛନ୍ତି। ଆମେ ପ୍ରସ୍ତୁତ ହବା ଆବଶ୍ୟକ।
Bhaut sundar hehichi song thankyou👌👌👏👏
ବହୁତ ସୁନ୍ଦର ଗୀତ ଗାଇ ଶୁଣାଇ ଥିବାରୁ ଆପଣ ମାନଂକୁ ଅଶେଷ ଧନ୍ଯବାଦ... ପ୍ରଭୁ ଯୀଶୁ ଆପଣ ମାନଂକୁ ବହୁଳ ପରିମାଣରେ ଆଶୀର୍ବାଦ କରନ୍ତୁ। ଆଉ ସୁନ୍ଦର ସୁନ୍ଦର ଗୀତ ରଚନା କରିବା ପାଇଁ ପ୍ରଭୁ ସଦାପ୍ରଭୁ ଆପଣଙ୍କୁ ଞାନ ଦିଅନ୍ତୁ ଆମେନ୍।
Praise the Lord 🙏
ସତରେ ଅଥିସୁନ୍ଦର ହେଇଚି ଗୀତ
Glory to GOD🙏🙏
ଗୀତ ଟି ବହୁତ ଭଲ ଅଛି ସାର୍
Praise the lord Bahut sundara chetana tatha uschahapurna gita Gad bless you
ବହୁତ୍ ଭଲ ଲାଗୁଛି ଗୀତ
Praies the lord nyc song bhaena
Bahut Sundar Gita first baajaa suniki nachi pakeili
Gita Bahut bhalo heichi I'm so happy 💯😇
Nice song Salim Bhaina
Music and lyrics badhiya daechha
Badhiaa laguchhe songs 🤟❤️❤️❤️
Gayekar bhaiku danyabad
ଅତି ସୁନ୍ଦର ଆତ୍ମିକ ଗୀତ।ଟିମ୍ କୁ ପ୍ରଭୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ।
Bahut sundar song bhai
Praise the lord ।
ପ୍ରଭୁଙ୍କ ମହତ୍ ନାମରେ ଧନ୍ୟବାଦ ହେଉ,
ଗୀତଟି ଅତି ସୁନ୍ଦର ଭାବରେ ଲେଖିଛନ୍ତି ଏବଂ ହୃଦୟସ୍ପର୍ଶୀ ଅଟେ ।
God bless you sir
Bhaut sundar hehichi bhai thankyou
Wow... Awesome .... awesome... Awesome
Very good brother
ଅତି ସୁନ୍ଦର ଗୀତ ପଭୁ ଯୀଶୁ ଆଶୀର୍ବାଦ କରୁନ୍ତୁ amen
Manachhuan hrudaya re Santi miluchhi Geeta suni.... samastanku ahi Geeta madhyamare Prabhu asirbad karantu au bijatiya loka mananku tanka pakhaku asiba pain sahajya karantu....God Bless You sir sundar Gita veti deithibaru
Jai ho prabhu ki mahimaka
ବହୁତ ସୁନ୍ଦର ଲାଗିଲା ଗୀତ 😊❤ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ନାମରେ ନମସ୍କାର 🙏
ବହୁତ ସୁନ୍ଦର 👍
ପ୍ରଭୁଙ୍କ ନାମରେ ଗୌରବ ହେଉ
Bohut sundar hoichi. Praise the God 🙏🙏🙏
🖐️🙏❣️🤟⛪ Very nice song 🙏So god bless you 👍👍👍
Praise the LORD 🙏♥️🙌🏻
Praise the lord ଗୀତଟି ଅତି ଉତ୍ତମ ହୃଦୟ ସ୍ବର୍ଶୀ ହେଇଛି
👍👍ହୃଦୟ ଛୁଆଁ ଗୀତ bles you bro
ଏହି ଗୀତ ଦ୍ୱାରା ଆମ୍ଭେମାନେ ସଚେତନ ହୋଇକି ପାପ ଠାରୁ ଦୂରେଇକି ଉତ୍ତମ କର୍ମ କରିକି ପବିତ୍ର ଭାବରେ ଜୀବନ କାଟିବା ତାହାହେଲେ ଆମ୍ଭେମାନେ ସେହି ସ୍ୱର୍ଗୀୟ ସିୟୋନ ଦେଶକୁ ଯାଇପାରିବା ଧନ୍ୟବାଦ ପ୍ରୋଫୁଲ ଭାଇ ବହୁତ ସୁନ୍ଦର ଆତ୍ମିକ ଗୀତ ଆମ୍ଭମାନଙ୍କ ନିକଟରେ ପହଞ୍ଚାଇ ଥିବାରୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 🙏🙏
Badhiya achhi Salem bhaina gita
God bless you Sir very nice video song Sir
ସୁଭ ଖଜୁରୀ ବହୁଙ୍ଗା ପର୍ବ ଉତ୍ସବରେ ଏହି ପରି ଗୀତ ଗାଇ ବାରୁ ପ୍ରୋଭୁ ଅପୋଙ୍କୁ ଆଶୀର୍ବାଦ କରନ୍ତୁ 🙏💐
Super hit song amen
Heart touching 💞💜💜💕💕 praise the lord 🙏🌠💟💟 God bless you richly
So nice voice nice song tankyu human sagor Bhai alelluya
Praise The Lord
Badhia heichhi
Good.good. human Sagar sir APKA sang very nice.❤❤❤❤
Praise the God's 🙏🏻
For God so loved the world, that he gave his one and only Son, that whoever believes in him will not perish but have eternal life.
କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ।
Super hit song amen
😂❤❤❤
Beautiful very beautiful spritual songs
Very nice song God bless you I am very happy 😊
Jesus bless you human bhai amti aka probhu tomku agoku bodhai niyontu ❤️💕🥰😍
Very nice song bhai
Praise the Lord... Gitati bahut sundar heichi.. ❤❤
Very nice song human brother
Really sir ehi song jogu mor changing hoichi..
So Thank u very much sir...
Praise the lord 🙏🏾👌 pravu asrebado korntu bohuto Bhala haechhi song 🙏🏾🙏🏾
Nice 🙂 song ❤
Nice song
Nice song human sir
nice song sir,god bless you
Bahut sundar rachana au paribesana . Praise the lord
Very nice Christian
Haliluya very beautiful song ❤❤❤😀😀😀😙😘🥰😍😗
Jete sunile mana bharuni repeat again and again ❤❤❤
Ok b very good
Mind blowing song
ବହୁତ ସୁନ୍ଦର ହେଇଛି ଗୀତ ଟା ,ଆପଣଙ୍କୁ, ଅନୁରୋଧ, ଗୋଟିଏ ,କୋରାପୁଟ, ଜିଲ୍ଲାର, ନାରାୟଣପାଟଣା ବ୍ଲକ୍ ର, ମୁଁ କୁବିରେ ଅନୁବାଦ କରିବାକୁ, ଅନୁରୋଧ କରୁଛି, ଯେ ଗୀତ ଗାଇଛନ୍ତି ତାକୁ ଆପଣ ଦିଅନ୍ତୁ,କୁବିରେ, ଅନୁବାଦ,କଲେ ଆଉ ବହୁତ ସୁନ୍ଦର, ହେବ, ମୁଁ ବି ଜଣେ ଶିଙ୍ଗର , ଗୀତ ଗାଉଛି, କୁବିରେ, ଆଉ ଗୀତ, ବହୁତ ସୁନ୍ଦର ହେବଟା❤
ନିଶ୍ଚୟ କରିବା ଭାଇ
ସମୟ ସୁବିଧା ଦେଖି କୁଇ ଭାଷାରେ କରିବା
ଧନ୍ୟବାଦ ଭାଇ ଆପଙ୍କ ଏହି ବହୁମୂଲ୍ୟ ମତ ପାଇଁ l
Bahuto bhlo achi gito praise the Lord 🙏
Beautiful song
Praise The Lord❤
Very nice ... God bless all
God bless you bhai gitata bahut bhala heichi
Ehi geeta ti jete shunile bi mana santusta heuni. Ete sundar geeta ti bahut bhala laguchhi.
Very nice song god bless you ❤❤❤
Praise the Lord good lyrics excellent singing human sir God bless you all the team
PRAISE THE LORD 🙏🙏🙏 BRO SUPER SONG 👌👌👌🤝🤝🤝
Thank you sir ate Sundar gita gaichanti apana eswara mangala karanku
Very nice song
God bless you
Super song bhai
Super song bhai God bless you
Bhai jobardost gita lekhicha ..prabhu tamaku aasribad karantu ...love you human Bhai
Praise God for the wonderful song composition and voice
ବହୁତ ସୁନ୍ଦର ହେଇଛି ଗୀତ ଟି
ଗୀତ ଟି ହୃଦୟ ସ୍ପର୍ଶୀ , ଅତି ଉତ୍ତମ ଗୀତଶୁଣି ଅନେକ ବିପଥ ଗାମୀ ମନେ ଯୀଶୁଙ୍କ ପାଖକୁ ଫେରନ୍ତୁ , ଅମେନ
Praise God 🎉❤
Yes. Amen
କିନ୍ତୁ Human sagar ଗାଇବା ଦ୍ବାରା କେହି ଆକୃଷ୍ଟ ହେବେ ନାହିଁ, କାରଣ ଗୋଟିଏ ମୁହଁରେ ସଭା ପାଉ ନାହିଁ ବା ଦୁଇଟି ଡଙ୍ଗା ରେ ପାଦ ଦେବା ସହିତ ସମାନ, କାରଣ ଜଗନ୍ନାଥ ଗୀତ ପୁଣି ଯୀଶୁ ଖ୍ରୀଷ୍ଟଙ୍କ ଗୀତ, ବିପଥ ଗାମି ଲୋକ କେବେ ଫେରି ପାରିବ ନାହିଁ
Praise the lord Beautiful composition song
Very nice sang good good human bro❤❤❤ I love you human bro
Very nice song god bless you
Jisu hauchhanti udhara karata Jai masi ki ❤❤❤
Very meaning full lyrics n beauty full composition❤ praise God
Amem ❤😊🎉 and praise the lord 🙏❤️