TODAY'S BIG NEWS || ହଟିବ ବେଆଇନ୍ ଜମି ଦଖଲ || News that matter || 09th July 2024 || MBCTv Odisha

แชร์
ฝัง
  • เผยแพร่เมื่อ 9 ก.ค. 2024
  • TODAY'S BIG NEWS || ହଟିବ ବେଆଇନ୍ ଜମି ଦଖଲ || News that matter || 09th July 2024 || MBCTv Odisha
    #TodaysBIGNEWS #Odisha #mbctv
    Subscribe to MBCTv Odisha & Don't forget to press THE BELL ICON to never miss any updates► / mbctvnews
    Official Website - www.mbctv.co.in
    You can stay connected with MBCTv on -
    Whatsapp - 7735054338
    Facebook: / mbcodisha
    Twitter: / mbctvodisha
    Instagram: / mbctv_odisha
    For More News and Videos Visit Here:
    www.mbctv.co.in
    www.mbctv.org.in
    www.mbctv.in
    #MBCTv

ความคิดเห็น • 409

  • @SanatanchattarChattar
    @SanatanchattarChattar 14 วันที่ผ่านมา +126

    ମୁଖ୍ୟ ମନ୍ତ୍ରୀ ଙ୍କ କେନ୍ଦୁଝର୍ ଜିଲ୍ଲା,ମୟୁଭାଞ୍ଜ ଯାକ ପୁର ,ଭଳି ଆଦିବାସୀ ଜିଲ୍ଲାରେ ଆଦିବାସୀଙ୍କ ଘର ଡିଅ,ଚାଷ ଜମି ପଟ୍ଟା ହେଇ ନାହିଁ । ଦୀର୍ଘ ଶହେ ବର୍ଷ ଧରି ରହିଥିଲେ ମଧ୍ୟ । ଏମାନଙ୍କୁ କୁଆଡେ଼ ତଡ଼ି ଦେବେ । ଆଗାମୀ ଦିନରେ ମାଓ ବାଦୀ ହେବେ ,,ଲେଖି ରଖ ।

  • @jullysamal6626
    @jullysamal6626 14 วันที่ผ่านมา +44

    ମୋହନ ମାଝି ଘର govt, ଜାଗାରେ ହୋଇଛି,ଆଗ cm ghar ଉଚ୍ଛେଦ ହେଉ ତାପରେ keonjhar ଜିଲ୍ଲା,ତାପରେ ଅନ୍ୟ ade ଚାଲିବ

  • @WHITEHOUSE8-uk3xu
    @WHITEHOUSE8-uk3xu 14 วันที่ผ่านมา +9

    ଗୋମାତା ପାଇଁ ଚରିବା ଜାଗା ନାହିଁ ଲୋକମାନେ ମାଡ଼ି ବସିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ବର୍ଣ୍ଣ ଅକ୍ଷର ଲେଖାଯିବ ଯଦି ରାଜ୍ୟର ଗ୍ରାମଞ୍ଚଳର ଜାଗା ଆଗେ ଉଠାଯାଉ। ଆମ ମୟୂରଭଞ୍ଜ ରେ ବେଶି ମାଡି ଛନ୍ତି ।

  • @hemsagarsahu4412
    @hemsagarsahu4412 14 วันที่ผ่านมา +8

    Good step of CM odisha ଜଵରଦଖଲ ଗୋଚରଜମି ଉଛ୍ଛେଦ କରାଯାଉ।

  • @RanjanKumar-wf7cw
    @RanjanKumar-wf7cw 14 วันที่ผ่านมา +15

    ଗରିବ ଲୋକଙ୍କୁ ଆହୁରି ଗରିବ କରିବାର ଇଏ ଗୋଟିଏ ନୁଆ ଉପାୟ । ଗରିବ ମାନେ ଧନୁ ତୀର ଧରି ବାହାରିବାଟା ଥୟ । ଗାଁ କୁ ଟିକେ ଖାଲି ଆସ

  • @padminimajhi7555
    @padminimajhi7555 14 วันที่ผ่านมา +21

    ଗରିବ ଲୋକମାନେ ସରକାରୀ ଜମିରେ ରହୁଛୁ, ପଟ୍ଟା ଦିୟନ୍ତୁ

  • @jharjhuricreations7524
    @jharjhuricreations7524 14 วันที่ผ่านมา +18

    ଓଡିଶା ର ଗରିବ ଲୋକ ବହୁତ କାନ୍ଦିବେ & ବାସହରା ହେବେ. ଯାହାଫଳରେ ପରିସ୍ଥିତି ଭୟଙ୍କର ହବଭଳିଆ

  • @RanjanKumar-mx1ki
    @RanjanKumar-mx1ki 14 วันที่ผ่านมา +9

    ପ୍ରଥମେ ସୁରେଶ ପୂଜାରୀ sir କହିଲେ ଭୁବନ୍ଦୋବସ୍ତ ହେବ ଲୋକେ ଖୁସି ଥିଲେ ହେଲେ ମୋହନ ବାବୁଙ୍କର କଣ ହେଲା ହଠାତ କହିଲେ ଗ୍ରାମାଚଳ ରେ ଜବର ଦଖଲ ଉଛେଦ ହେବ l ଏଥିରୁ ଅନୁମାନ ମନ୍ତ୍ରୀ ସ୍ଥରରେ ସମନ୍ୱୟ ର ଘୋର ଅଭାବ ରହିଛି

  • @rakeshmaharana9947
    @rakeshmaharana9947 14 ชั่วโมงที่ผ่านมา

    ସବୁ ଗାଁ ରେ ଲୋକ ସରକାରୀ ଜମି ରେ ଘର କରି ଅଛନ୍ତି ବିଗତ 100 ବର୍ଷ ଧରି ରହି ଆସୁଛନ୍ତି ଯଦି ସେସବୁ ଭାଙ୍ଗି ବା କଥା ଉଠେ ପୁରା ହଂଗାମା ହବ ଯୋଉ ମୂଷା କୁ ବାଘ କରିଛନ୍ତି ଜନତା ପୁଣି ସେଇ ବାଘ କୁ ବି ମୂଷା କରି ଦେବେ ଏଥିରେ ବହୁତ୍ ଧନ ଜୀବନ ନଷ୍ଟ ହବ

  • @logkyakahange1489
    @logkyakahange1489 14 ชั่วโมงที่ผ่านมา

    MBC tv paakhare ସୂଚନା ଦେଉଛି je ki ଏହି ରାଉରକେଲା ରେ ପର୍ଚ୍ଚା ପଟା ଜାଗା 1 2 ଜାଗା ରେ କୋଠା ରହିଛି ସେହି ଠା ରେ ନ ରହି ବସ୍ତି ରେ ଜବର ଦାଖଲ କରି ଦାଦା ଗିରି କରିଚାଲି ଛନ୍ତି ଏମାନକୁ ଏହି ଠାରୁ ହଟା ନ୍ତୁ ବିନମ୍ର ପ୍ରାଥନା 👏ଯଦି ଏହି କାମ ନ କରିବେ ଗରିବ ଭୂମି ହୀନ ଜାଗା କେବେ ପାଇବେ ନାହିଁ କଠୋର କଠୋର ଦଣ୍ଡ ରେ ଦଣ୍ଡିତ କରାନ୍ତୁ 👈

  • @arjunbanchhor6913
    @arjunbanchhor6913 14 วันที่ผ่านมา +113

    ଗରିବ ଲୋକଙ୍କୁ ଛାଡ଼ିକି ବଡ଼ ବଡ଼ ଦଲାଲ୍,ଜମି ମାଫିଆଙ୍କ ଉପରେ ଏମିତି ପଦକ୍ଷେପ ନେଲେ ଭଲ ହୁଅନ୍ତା।

  • @indiaknowledgemotivation8972
    @indiaknowledgemotivation8972 14 วันที่ผ่านมา +21

    ଆଗାମୀ ଦିନରେ ମାଓବାଦୀ ତିଆରି କରୁଛନ୍ତି "ମୋହନ୍ ଚରଣ ମାଝୀ"😡😡😡

  • @deepakacharya3892
    @deepakacharya3892 14 วันที่ผ่านมา +108

    ଗରିବ ଲୋକ ମାନଙ୍କୁ CM AWAS ରେ ରଖା ଯାଇ ଉଚ୍ଛେଦ କରାଯାଉ। ଗରିବ ଲୋକ ଙ୍କୁ ହଇରାଣ କଲେ BJP କୁ ପୋଛିଦେବୁ।

  • @swarajkumarbej3768
    @swarajkumarbej3768 14 วันที่ผ่านมา +34

    ହଜାର ହଜାର ଏକର ଜମି ବଡବଡିଆଙ୍କୁ ଲିଜ୍ ଦିଆଯାଇଛି।ତାଙ୍କ ଠାରୁ ଲିଜ୍ ମୁକ୍ତ ହେବ ତ??

  • @subashbag2549
    @subashbag2549 14 วันที่ผ่านมา +18

    BJP ଜଦି ଏମିତି ଗରିବ କୁ ହଇରାଣ କରେ ଆଗାମି ଦିନରେ BJP ସମାସ୍ତ

  • @RanjanKumar-mx1ki
    @RanjanKumar-mx1ki 14 วันที่ผ่านมา +14

    ଗୋଟେ ଗୋଟେ ଏରିଆ ରେ ପ୍ରାୟ ଲୋକଙ୍କ ର ପଟା ହୋଇଛି ହେଲେ କିଛି ଲୋକଙ୍କ ର ନାମରେ ପଟ୍ଟା ହୋଇନାହିଁ ସେମାନେ କଣ କରିବେ କାରଣ ସମସ୍ତେ ଏକା ସମୟରେ ଜାଗା ନେଇଥିଲେ

  • @Rock_star_Sagar_9861
    @Rock_star_Sagar_9861 14 วันที่ผ่านมา +9

    ଗୋଟିଏ ଗ୍ରାମରେ କାହାରବି ପଟ୍ଟା ନାହିଁ ସେମାନେ କଣ କରିବେ

  • @MadhuSdas-xy6hg
    @MadhuSdas-xy6hg 14 วันที่ผ่านมา +15

    Gariba lokanku mariba plan

  • @BibhutiDalei-hz7xs
    @BibhutiDalei-hz7xs 14 วันที่ผ่านมา +6

    ଗତ ସରକାର ରେ ବସ୍ତି ବାସିନ୍ଦା ଯୋଜନା ରେ ମିଶନ ଜାଗାରେ ଥିଲା ବାଲା ଲୋକ ପଟ୍ଟା ପାଇ ଜାଗା ବିକୁଛନ୍ତି । ତାଳଚେର ପ୍ରତି ନଜର ଦୃଷ୍ଟି ଦିଆ ଯାଉ ।

  • @patrastiekey8875
    @patrastiekey8875 14 วันที่ผ่านมา +15

    Pehle Bikash koro ta pore sasono koribo