ଅଡ଼ୁଆରେ କଂଗ୍ରେସ ବିଧାୟକ ଓ ସାଂସଦ | Odisha Reporter

แชร์
ฝัง
  • เผยแพร่เมื่อ 18 ธ.ค. 2024

ความคิดเห็น • 193

  • @sanjayabehera2024
    @sanjayabehera2024 2 ปีที่แล้ว +96

    ମୋ ମତରେ ଦଳ ବଳ ନିର୍ବିଶେଷରେ ଦ୍ରୋପଦୀ ମୁର୍ମୁ ଙ୍କୁ ବିଜେଡି ଓ କଂଗ୍ରେସ ସମସ୍ତ ରାଜ୍ୟ ସଭାସଂସଦ ଭୋଟ ଦିଅନ୍ତୁ

  • @binodbinod9077
    @binodbinod9077 2 ปีที่แล้ว +50

    ଜିଏ ମାଟି ଦ୍ରୋଦି ସେ କହିବ ପାଟି ଆଗ.. ମୁ କହିବି.. ଆମ ଓଡ଼ିଶା ମା ଆଗ..

  • @avinashbehera5591
    @avinashbehera5591 2 ปีที่แล้ว +18

    ଏଥର ଜଣା ପଡିବ ରାଜ୍ୟ କଂଗ୍ରେସ୍ ନିଜ ମାଟି ପାଇଁ ରାଜନିତୀ କରେ ନା ପାର୍ଟି ପାଇଁ ।

  • @shriharicharanmandal9208
    @shriharicharanmandal9208 2 ปีที่แล้ว +57

    ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ବିଧାୟକ, ସାଂସଦ ଦ୍ରୌପଦୀ ମୁର୍ମୁଙ୍କୁ ଦିୟନ୍ତୁ, ନଚେତ ଓଡିଶାବାସୀ ଅସଲସମୟରେ ପାନେ ଦେବେ.

  • @abhayabehera3507
    @abhayabehera3507 2 ปีที่แล้ว +30

    ସବୁ ପରେ ମୋଦୀ ଙ୍କ ରାଜନୀତି ଆଗରେ Congress fail

  • @lalitmohanpradhan3427
    @lalitmohanpradhan3427 2 ปีที่แล้ว +21

    Mu bahut khushi ,😀😀 aama Odisha progress aadaku jauchi 🥰🥰🥰🥰🥰🥰🥰 bande utkal Janani 🙏

  • @digasir6696
    @digasir6696 2 ปีที่แล้ว +17

    ଆଗ ମାଟି ତାପରେ ପ।ର୍ଟି ଏହି ନିତି ରେ ସମସ୍ତ କଂଗ୍ରେସ , ବିଜେଡି , ବିଜେପି, ସ୍ଵାଧୀନ ନେତା, ମାନଙ୍କୁ ଅନୁରୋଧ ଯେ ଓଡ଼ିଶ। ର ଗର୍ବ ଓ ଗୌରବ ପାଇଁ ଦ୍ରୋପଦୀ ମୃମୁ ଙ୍କୁ ରାଷ୍ଟ୍ର ପତି ପାଇଁ ଭୋଟ ଦିଅନ୍ତୁ । ସ୍ଵାଧୀନତା ର 75 ବର୍ଷ ପରେ ଓଡ଼ିଶା ସ୍ଵାଧୀନ ହେଲା ବୋଲି ଆମେ ମାନେ ଭାବିବା

  • @duryodhanmahanand6581
    @duryodhanmahanand6581 2 ปีที่แล้ว +5

    ସୁର ଭାଇ ଓ ତାରାପତି ଏ ଦୁଇ ଜଣ ଏକ ସଚୋଟ ରାଜନେତା ଅଟନ୍ତି କିନ୍ତୁ ଏ ମାନଙ୍କର ପରିକ୍ଷା ଆସି ଯାଇଛି ପରିକ୍ଷାରେ ପାସକଳେ ଏ ମାନେ ସମସ୍ତଙ୍କର ହୃଦୟ ଜିଣିଯିଵେ ।

  • @B.hembram8016
    @B.hembram8016 2 ปีที่แล้ว +7

    ଯଦି congress party ନିଜ party ପାଇଁ କାର୍ଯ୍ୟ କରେ, ତାହା ହେଲେ ଆମେ ମାନେ ସମସ୍ତେ ବୁଝିଜିବା। ଦରକାର୍ ଯେ congress party ଭାରତ ବର୍ଷ ସ୍ବାଧୀନ ହେବା ପରଠାରୁ party ପାଇଁ ହିଁ କାର୍ଯ୍ୟ କରିଛି,ଦେଶ ପାଇଁ କି ରାଜ୍ୟ ପାଇଁ କିଛି କରିନାହିଁ କି କରିବବି ନାହିଁ

  • @ranjanpradhan6104
    @ranjanpradhan6104 2 ปีที่แล้ว +18

    ଏମାନଙ୍କର ନିଜର କୌଣସି ଅକାତ ନାହିଁ

  • @hrushikeshgopal7740
    @hrushikeshgopal7740 2 ปีที่แล้ว +6

    ଓଡିଶା ର ଗର୍ବ ଦ୍ରୋପଦୀ ମୁର୍ମୁ, ହାତଛଡା କରନ୍ତୁନି, ସମୟ ଆସିଲେ ଜନତା ଜବାବ ଦେବେ

  • @malayadas9357
    @malayadas9357 2 ปีที่แล้ว +6

    ଆଗ ମାଟି ପରେ ଦଳ । ବିରୋଧୀ ଦଳ ମାନେ ନୁହେଁ ଯେ ଶାସକ ଦଳର ପ୍ରତ୍ୟେକ କଥାକୁ ବିରୋଧ କରିବ । ଯାହା ଠିକ ସେଇଟା ସବୁବେଳେ ଠିକ ।

  • @muodia2002
    @muodia2002 2 ปีที่แล้ว +9

    ଗର୍ବ ର କଥା ଓଡିଶା ପାଇଁ

  • @subratsingh1319
    @subratsingh1319 2 ปีที่แล้ว +6

    ଏଠି ଜଣାପଡ଼ିବ ଆଗ ମାଟି ନା ପାଟି

  • @jayhind6187
    @jayhind6187 2 ปีที่แล้ว +4

    ଆଗ ମାଟି ତା ପରେ ପାଟି । ତା ନହେଲେ ୪ କୋଟି ଓଡ଼ିଆଙ୍କ ନାକରାତ୍ମକ ପ୍ରଭାବ ପଡିବ ଏଥିରେ ସନ୍ଦେହ ନାହିଁ ।

  • @gyananjayacreations7496
    @gyananjayacreations7496 2 ปีที่แล้ว +8

    ତୁମେ ଭୋଟ୍ ନଦେଲେ କିଛି ଫରକ୍ ପଡିବନି କିନ୍ତୁ ତୁମେ ଓଡ଼ିଶାମଟିକୁ ଭଲପାଅ ନାହିଁ ପ୍ରମାଣିତ ହୋଇଜିବ

  • @ranjayarout8592
    @ranjayarout8592 2 ปีที่แล้ว +5

    Jay Jagannath

  • @shashankadash9735
    @shashankadash9735 2 ปีที่แล้ว +14

    First Mati, then party.

  • @lokanathbiswal7780
    @lokanathbiswal7780 2 ปีที่แล้ว +2

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭଵଃ ତୁହେଃ । ଜୟ ଜଗନ୍ନାଥ।

  • @dolagobindasahoo9267
    @dolagobindasahoo9267 2 ปีที่แล้ว +5

    ଓଡ଼ିଶାର ରାଷ୍ଟ୍ରପତି ପ୍ରାଥିଙ୍କୁ ଯଦି ଓଡ଼ିଶା କଂଗ୍ରେସ ସମର୍ଥନ ନକରେ,ତେବେ ଆଗ ମାଟି ପରେ ପାଟି କହୁଥିବା କଂଗ୍ରେସ ନେତାଙ୍କର କଥାରେ ଯେ କିଛି ମୂଲ୍ୟ ନାହିଁ,ତାହା ସ୍ପଷ୍ଟ ହେଇଯିବ ।

  • @sandeepkumarpradhan8997
    @sandeepkumarpradhan8997 2 ปีที่แล้ว +2

    Perfect news

  • @akshayakumarrout2248
    @akshayakumarrout2248 2 ปีที่แล้ว +15

    Gadar Congressi... Mati Agey na.. Dala 🤔🤔 Vote na deley 9 ru 0 haba.. 😄🤔

  • @tutudas3427
    @tutudas3427 2 ปีที่แล้ว +2

    ମୋ ମତରେ ରଜ୍ୟକଙ୍ଗ୍ରେସ୍ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ସମ୍ମାନ ରକ୍ଷା କରି ନିଜଦଲର ଅସ୍ତିତ୍ଵୋ ରକ୍ଷା କରିବାରେ ଚେଷ୍ଟିତ ହେବେ।ନଚେତ 24 ରେ ପୁରା ପୋଛ୍ହିହୋଇଜିବେ।

  • @sailaxmibarik5847
    @sailaxmibarik5847 2 ปีที่แล้ว +13

    ଓଡ଼ିଶାର ମା ର ମର୍ଯ୍ୟଦା, ଆଗରୁ ବହୁତ କୁହ ଓଡ଼ିଆ ନାରୀ କୁ ସମ୍ମାନ ଦିଅ, ଠିକ୍ ସମୟରେ କହିଛନ୍ତି ପାଟି ଆଗ, ଠିକ୍ ଅଛି 24 ରେ ମାଁ/ଭଉଣୀ ତମ କଥା ବୁଝିବେ, 19 କଥା ଭୁଲି ଗଲେଣି,ସବୁ ପରେ ସୁର ଭାଇ ଓ ତାରା ଭାଈ ଆଗକୁ ଆସ ଇଏ ଠିକ୍ ରାଜନୀତିର ସମୟ

  • @dpsslearn1857
    @dpsslearn1857 2 ปีที่แล้ว +6

    She's a great strongest mindset lady, this post deserves by him.

  • @narayanpradhan6350
    @narayanpradhan6350 2 ปีที่แล้ว +1

    🙏🙏🙏 jai ho👌👌👌

  • @gopalgopinath151
    @gopalgopinath151 2 ปีที่แล้ว +6

    ଆଗୁଆ ଓଡିଶା

  • @gopalcharansahoo7585
    @gopalcharansahoo7585 2 ปีที่แล้ว +3

    Go with Odisha.

  • @ashoknanda1170
    @ashoknanda1170 2 ปีที่แล้ว +5

    ODIYA MATI AGA
    PARTY PARE
    ODIYA KU SUPPORT KARA
    JAI JAGANNATH

  • @rajendrasahu7912
    @rajendrasahu7912 2 ปีที่แล้ว +7

    Vote na dele jetiki vote paucha ...setiki b paibani...

  • @gurucharanasahoo9179
    @gurucharanasahoo9179 2 ปีที่แล้ว +2

    Jay,hoo 👍🙏💪❤️

  • @iswartudu2094
    @iswartudu2094 2 ปีที่แล้ว +2

    ଭାବୁଛି ମାଟି ଆଗେ ପାର୍ଟି ପଛେ

  • @pitabasalenka3950
    @pitabasalenka3950 2 ปีที่แล้ว +2

    ଯଦି କଂଗ୍ରେସ ଭୋଟ ନ ଦେବ ତେବେ ମାଟି ବିରୋଧୀ ବୋଲି କୁହାଯିବ

  • @sureshchandradas88
    @sureshchandradas88 2 ปีที่แล้ว +1

    कांग्रेस को 440 वोल्ट का झटका....अब क्या करेंगे?

  • @prahaladsahu5406
    @prahaladsahu5406 2 ปีที่แล้ว +2

    ଦ୍ରୌପଦୀ ମୁର୍ମୁ ଙ୍କୁ କଂଗ୍ରେସ ର MLA, MP ଭୋଟ ନ ଦେଲେ ଓଡିଶା ରେ କଂଗ୍ରେସ ଆଗାମୀ ପାଇଁ ଜ଼ିରୋ ହଇଯିବ, ଏହା ମା ମାଟି ଉତ୍କଳ ପାଇଁ ଗୌରବ, ଜୟ ଜଗନ୍ନାଥ ଙ୍କ ସଭିମାନ ଓ ଗୌରବ . ଜୟ ମା କିଚକେଶ୍ବରୀ 🙏

  • @byangamanbalaram5651
    @byangamanbalaram5651 2 ปีที่แล้ว

    🌹ଵ୍ୟଙ୍ଗ ବାଣ 🌹
    ଓଡିଶା କଂଗ୍ରେସ ର,
    ଜାତି ଯିବ, ପେଟ ପୁରିବ ନାହିଁ 🤓🤓
    ଜୟ ଜଗନ୍ନାଥ
    🙏🙏🙏🙏

  • @gautamchandrarout605
    @gautamchandrarout605 2 ปีที่แล้ว

    First Odisha

  • @nabinbagh62
    @nabinbagh62 2 ปีที่แล้ว

    Jai Hind 🙏🙏🙏

  • @Helios692
    @Helios692 2 ปีที่แล้ว

    Dear leader of Congress in Odisha...Do it from your heart ..Ask to your child's and Cosin , What's comes first ,,
    all Should support to Murmu maim

  • @bibhuprasadmishra705
    @bibhuprasadmishra705 2 ปีที่แล้ว +1

    ଯଦି ଓଡିଶାରୁ କଂଗ୍ରେସ ରାଷ୍ଟ୍ରପତି ପ୍ରାଥୀ ବାଛିଥାନ୍ତା ତାହା ହେଲେ ଓଡିଶା ବିଜେପି କଣ କଂଗ୍ରେସ କୁ ସମର୍ଥନ କରିଥାନ୍ତା ନହେଲେ କଂଗ୍ରେସ ର ପ୍ରାଥୀ ଯଶୋବନ୍ତ ସିଂନ୍ହା ବିହାର ର ଲୋକ ଅଟନ୍ତି ବିହାର ବିଜେପି କଣ କଂଗ୍ରେସ କୁ ସମର୍ଥନ ଦେବ ଏ ହା ବିଜେପି ସ୍ପଷ୍ଟ କରୁ |ଯେ ଯେଉଁ ଦଳ ରେ ଅଛନ୍ତି ଦଳ ର ନିୟମ ରେ ଚାଲିବେ ଏ ହା କୁ ଏକ ପ୍ରସଙ୍ଗ କରିବା ଠିକ ନୁହେଁ |

  • @jagadishchandradas4008
    @jagadishchandradas4008 2 ปีที่แล้ว +1

    ଓଡିଆ ଝିଅକୁ ସମର୍ଥନ ନ କଲେ ଓଡିଶାରେ କଂଗ୍ରେସ ବଂଶ ବୁଡା ହେବ।

  • @sujitpanda1749
    @sujitpanda1749 2 ปีที่แล้ว +2

    ଆମେ ସମସ୍ତେ ଓଡ଼ିଶାବାସୀ ଜାଣିଛୁ , କଂଗ୍ରେସ୍ ଗୋଟିଏ ଜାତୀୟ ଦଳ ,ତେଣୁ ଦଳ ଯେଉଁ ନିଷ୍ପତି ନେବ ତାହା ସମସ୍ତେ ମାନିବା ପାଇଁ ବାଧ୍ୟ । ତେଣୁ ସେମାନଙ୍କ ଉପରେ କୌଣସି ଚାପ ନ ପକେଇବା ଉଚିତ୍ ।

  • @ranjitkumarjena8494
    @ranjitkumarjena8494 2 ปีที่แล้ว +3

    Jadi congress party Odisha ra daupadi murmu nku vote nadianti tahele Odisha congress party patan heba ye Odisha ra garba and gourav

  • @duryodhansahoo3718
    @duryodhansahoo3718 2 ปีที่แล้ว +1

    ସିହ୍ନା ସାର୍ ଓ ଦ୍ରୌପଦୀ ମଧ୍ୟରେ ଯିଏ ଜ୍ଞାନୀ ବୁଦ୍ଧିମାନ ତାକୁ ଭୋଟ ଦିଆଯାଉ। Rubberstamp ରାଷ୍ଟ୍ରପତି ଭାରତ ଚାହେନା।

  • @97cR-Indian
    @97cR-Indian 2 ปีที่แล้ว +3

    BJD,JMM , BTP teene party Support karibe

  • @jibitpadhan958
    @jibitpadhan958 2 ปีที่แล้ว

    Jay jaganath. Jay shri ram

  • @kunuahujakunukunu1057
    @kunuahujakunukunu1057 2 ปีที่แล้ว

    💯 Right congres

  • @ranjanmallick3133
    @ranjanmallick3133 2 ปีที่แล้ว

    Good decision

  • @rameshchandrabehera6489
    @rameshchandrabehera6489 2 ปีที่แล้ว +3

    At first Odisha. Then Nation and Party'. Draupadi Murmu is a great and strong lady. I request to all congress MLA and M P kindly vote to Draupadi Murmu.

  • @hemendrasingh2043
    @hemendrasingh2043 5 หลายเดือนก่อน

    ଯାହା ବି ହେଉ ଆଦିବାସୀ ମାନଙ୍କୁ ନିଶା ମୁକ୍ତ କରାନ୍ତୁ ଆଉ ଶିକ୍ଷିତ କରାନ୍ତୁ ଯାହା କିଛି ବନ୍ଦ ହେଉ କି ନ ହେଉ ଆଗ ହାଣ୍ଡି ଆ ବନ୍ଦ ହେଉ

  • @umakantapradhan9739
    @umakantapradhan9739 2 ปีที่แล้ว +6

    Ethi ru jana jiba congress Odisha ku kete gurutwa deuchi

  • @makarasamarath1371
    @makarasamarath1371 2 ปีที่แล้ว

    Jai jagannath

  • @rabindrarath1070
    @rabindrarath1070 2 ปีที่แล้ว +1

    Draupadi murmu is the pride of Odisha. All mp of Odisha should support Draupadi murmu.

  • @dituvlogs_
    @dituvlogs_ 2 ปีที่แล้ว +4

    Congress mla au mp drupadi murmu ku na jitaile odisha ra loka mane tanku bhi pane debe

  • @rangaballavrout8226
    @rangaballavrout8226 2 ปีที่แล้ว

    God.bleseyou

  • @bibekanandanaik3509
    @bibekanandanaik3509 2 ปีที่แล้ว

    Party design very important for Congress party MLA,MP in Odisha.

  • @prabinsamal2774
    @prabinsamal2774 2 ปีที่แล้ว +4

    Odisha ku jadi vote na deba tahele Rahul Gandhi valia Tamar Odisha re dasa hena

  • @chandrapanda7222
    @chandrapanda7222 2 ปีที่แล้ว +4

    ଗିରିଧର ଗମାଙ୍ଗ ର ପରିସ୍ଥିତି ନ ଆସିବା ପୂର୍ଵ ରୁ ଭଲ ଭାବେ ଚିନ୍ତା କରନ୍ତୁ.

    • @pitabasalenka3950
      @pitabasalenka3950 2 ปีที่แล้ว

      ଭଲ କଥା ପଦେ କହିଲ ଭାଇ

  • @rajendradash2758
    @rajendradash2758 2 ปีที่แล้ว

    Odisha conress should support Mrs D Murmu 🙏

  • @gaganbiharisamantaray1122
    @gaganbiharisamantaray1122 2 ปีที่แล้ว +3

    BJD vote goes to Draupadi murmu congress vote Draupadi murmu

  • @manojkumarbehera6014
    @manojkumarbehera6014 2 ปีที่แล้ว

    ଆଗ ମାଟି ତାପରେ party.

  • @bhograinribloggersapan4381
    @bhograinribloggersapan4381 2 ปีที่แล้ว

    Please everyone accept our Odisha our life

  • @dambarudharhuika7082
    @dambarudharhuika7082 2 ปีที่แล้ว

    ନବୀନ ପଟ୍ଟନାୟକ କହିଛନ୍ତି ନବୀନ ପଟ୍ଟନାୟକ ଯେଉଁଠି ନରେନ୍ଦ୍ର ମୋଦୀ ସେହିଠି ବୁଝିଲେ ତ ଆଉ କେତେବେଳେ କେମିତି ଗୋଟେ କଥା

  • @kishorchandrabehera8971
    @kishorchandrabehera8971 2 ปีที่แล้ว

    ସମର୍ଥନ ନ କଲେ, 0 ହେବ, କଂଗ୍ରେସ ଦଳ

  • @biswalbiswal1314
    @biswalbiswal1314 2 ปีที่แล้ว

    🙏🙏👍

  • @soumyaranjanswain3944
    @soumyaranjanswain3944 2 ปีที่แล้ว +3

    Sabu pare odisha ra mati ma ku dekha nahele auhri talaku khasijiba Congress

  • @binaymohanty1976
    @binaymohanty1976 2 ปีที่แล้ว

    Vote for Yoshwant Sinha as congress leaders.... Country first. India is also our soil.. Without fear. Just vote.

  • @luchanjhankar9687
    @luchanjhankar9687 2 ปีที่แล้ว

    My best India

  • @pabitra2723
    @pabitra2723 2 ปีที่แล้ว

    They should vote for suitable candidate
    Everything will be ok

  • @muralidhar9215
    @muralidhar9215 2 ปีที่แล้ว

    Jay Congress

  • @dibyashudevraj
    @dibyashudevraj 2 ปีที่แล้ว

    Ist ଓଡିଶା

  • @santoshbarik146
    @santoshbarik146 2 ปีที่แล้ว

    Support to Odisha President Congress team plz

  • @gunanidhidas2790
    @gunanidhidas2790 2 ปีที่แล้ว

    1.ଆପଣ ଙ୍କ ପରିବାର ଆଗେ ନାଁ ପାଟି ଆଗେ କୁହନ୍ତୁ ?
    2.ଆପଣ ଙ୍କ ମାଟି ଆଗେ ନାଁ ପାଟି ଆଗେ କୁହନ୍ତୁ ?

  • @pradeepkumarsethy8331
    @pradeepkumarsethy8331 2 ปีที่แล้ว

    ପ୍ରଥମେ ମାଟି ପରେ ପାଟି

  • @akshayakurout4136
    @akshayakurout4136 2 ปีที่แล้ว

    Party Aga

  • @k.kamaleswarighatal7347
    @k.kamaleswarighatal7347 2 ปีที่แล้ว +2

    Congress chada
    Bjd other wise
    BJP jai
    Kitchi bhala kamo karanthu🤫

  • @kunuahujakunukunu1057
    @kunuahujakunukunu1057 2 ปีที่แล้ว

    Congress

  • @pinakipanda211
    @pinakipanda211 2 ปีที่แล้ว +2

    କିଛି ହବନି ମୟୂରଭଞ୍ଜ ର କୌଣସି ବିକାଶ ହେବନି , ସେ ତାଙ୍କ ନା ନେବେ, ଆଉ କଂଗ୍ରେସ ତା ନିଜ ଦଳକୁ ସମର୍ଥନ ଦେବା ଉଚିତ୍ ହେବ

    • @tapankumarbehura740
      @tapankumarbehura740 2 ปีที่แล้ว +1

      ଆରେ ଓଡିଶା ମାଟି ku ଟିକେ ଭଲ paao

    • @pinakipanda211
      @pinakipanda211 2 ปีที่แล้ว

      @@tapankumarbehura740 ଭାଇ ମୁଁ ବି ଆମ ଓଡ଼ିଶା କୁ ବହୁତ୍ ଭଲ ପାଏ, କିନ୍ତୁ ଯାହାକୁ ରାଷ୍ଟ୍ରପତି କଲେ ସେ ଓଡ଼ିଆଙ୍କ ପାଇଁ କିଛି ବି କରିନାହାନ୍ତି, ନା ମୟୂରଭଞ୍ଜ ପାଇଁ କିଛି, କରିଛନ୍ତି, କେତେଟା ଇଣ୍ଡଷ୍ଟ୍ରି ଆଣିଛନ୍ତି

  • @ashmitswain5045
    @ashmitswain5045 2 ปีที่แล้ว

    Odisha congress must support Smt Draupadi Murmu.Or less it will be a black spot in Congress's face forever .

  • @bijaykumarrout4161
    @bijaykumarrout4161 2 ปีที่แล้ว +1

    Sura should be asked

  • @anilgouda8960
    @anilgouda8960 2 ปีที่แล้ว

    I support droupadi murmu

  • @debasishpradhan7184
    @debasishpradhan7184 2 ปีที่แล้ว +4

    Aaga mati ta pare party. Na hele odia maph karibeni.

    • @drpradeepkupaikaray6438
      @drpradeepkupaikaray6438 2 ปีที่แล้ว

      ମାଟି ପାଇଁ election ଜିତିଛନ୍ତି ନା ପାର୍ଟି ପାଈଁ?

  • @dlhr9433
    @dlhr9433 2 ปีที่แล้ว

    Aaga maati maa

  • @shyamsundarpati1989
    @shyamsundarpati1989 2 ปีที่แล้ว +1

    First maa Mati then party.

  • @9090571312
    @9090571312 2 ปีที่แล้ว +1

    Twist asigala. 😂

  • @sk.tarikuddin785
    @sk.tarikuddin785 2 ปีที่แล้ว

    Congress jindabaad

  • @madhusudanroutray3622
    @madhusudanroutray3622 2 ปีที่แล้ว

    Maa marjyada aaga.All should be one.

  • @rulisapocilps3317
    @rulisapocilps3317 2 ปีที่แล้ว

    No it is clear they wll vote as per party support

  • @dilipjena28
    @dilipjena28 2 ปีที่แล้ว

    Congrass mla should support otherwise congrass will 0 in 2024

  • @sarbeswarmishra6695
    @sarbeswarmishra6695 2 ปีที่แล้ว

    If. First. Party... So. Sonia. Rahul. Congress. Been. Out. From. Hindusthan

  • @debajanipradhan2915
    @debajanipradhan2915 2 ปีที่แล้ว

    Samaste samarthana kariba katha jehetu Sea ama odisha ra jhia.

  • @subhajitmohanty9781
    @subhajitmohanty9781 2 ปีที่แล้ว +1

    Jadi odisha ra gouraba ku pradhnya nadiya jai se jau dala hauna kahik..nacheta bhogiba....9 ru 0 habaku time lagibani

  • @shortsnewsstation6157
    @shortsnewsstation6157 2 ปีที่แล้ว

    Voteee change kariba sethi

  • @bagdevisahu9262
    @bagdevisahu9262 2 ปีที่แล้ว

    BJP party jindabad 🙏
    Modi ji. 👍👍👍👍🙏
    Asa he modi ji nahi kahata ha

  • @bibekanandaprusty651
    @bibekanandaprusty651 2 ปีที่แล้ว

    Althogh smt. Murnuji belngs to Odisha, she was politically backed by B.J.P. in her politcal carrier.She must carry out the agenda of political party from which her name was sponsered. On this point of view voting will be as per political decision of difference partiies belong to different ideology.

  • @asishnath9023
    @asishnath9023 2 ปีที่แล้ว

    Samasta sadasya ku anurodh Draupadi Murmu ku samarthan diantu.......
    Eha rajniti ru urdhare

  • @romanticsongs-z4d
    @romanticsongs-z4d 2 ปีที่แล้ว

    Jie nadaba nama naba re 2024 re odisha kehi vot debeni

  • @narottambarik8097
    @narottambarik8097 2 ปีที่แล้ว

    First mati after party

  • @i_amhbb
    @i_amhbb 2 ปีที่แล้ว

    Asubidha kouthi rahila jadi birodhi rahibeni?? Ae sarkar kou kamaku???
    Tahele tanku independent candidate kara houni sarba daliya samarthan rahiba..
    Han draupadi murmu nka pain vote magipariba...kintu forcefully nuha..jete jana President candidate achhanti samastanka vote magibar adhikar achhii..
    #I support president murmu

  • @narendrakumarsahoo8463
    @narendrakumarsahoo8463 2 ปีที่แล้ว

    No ama ra vote alaga