2024ର Top 5 hybrid ଧାନ ଅଳ୍ପ ପାଣି ଅଳ୍ପ ଦିନ 30-35 qtl ଅମଳ
ฝัง
- เผยแพร่เมื่อ 15 ต.ค. 2024
- 2024 Top 5 hybrid paddy
ଅଳ୍ପ ପାଣି
ଅଳ୍ପ ଦିନ
ଏକର ପ୍ରତି 30-35 କ୍ତି ଅମଳ
Resistance to pest and disease
What is a hybrid variety of paddy
Top hybrid paddy variety for odisha
JKRH 2082
CHAMPION
AZ8433DT
KAVERI 9090
Pioneer 27P31
Welcome To Our TH-cam Channel
KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#krushisampada #odia #hybridpaddy
WATCH NEXT:
Best paddy seed
• Best Paddy seeds ଅମଳ ଯ...
May ମାସରେ ପନିପରିବା ଚାଷ
• May ମାସରେ ପନିପରିବା ଚାଷ...
Top 5 Research paddy
• Top 5 Research paddy ର...
Top 5 ଭେଣ୍ଡି କିସମ
• ଭେଣ୍ଡି ର Top 5 hybrid...
ଚାଷ ପୂର୍ବରୁ Dolomite
• Dolomite for acid soil... - วิทยาศาสตร์และเทคโนโลยี
Good advice sir
Very nice👍
ଯମୁନା ଧାନ
Thank you sir for your information
Welcome
Very nice
ସାର୍ ନିହାତି
Nice information 🙏
Thank you
thank you sir 🙏
Sir hybrid paddy indam 300_021 and us dhana madhya ru kou dhana bhala and indam 300-021 about re gote video Anantu please sir
ଆପଣଙ୍କ ଉପଦେଶ ବହୁତ ଭଲ
Thank you
ସାର୍ ମୁଁ ବି ଏକ ଚାଷୀ ଅଟେ। ସାର୍ ଦୟାକରି ଆପଣଙ୍କ ଫୋନ୍ ନମ୍ୱର୍ ଟିକେ ଦିଅନ୍ତୁ । ସାର୍ ଆମେ ଏପରି ବିହନର କିସମ କେଉଁଠି ପାଇ ପାରିବୁ ସାର୍ । ସାର୍ ଆମକୁ ତ ସରକାରୀ ଲ୍ୟାମ୍ପ ରେ ବି ଉନ୍ନତ ମାନର କିସମ ମିଳୁନି।
Society ba LAMP ରେ ଏହି ବିହନ ପାଇବେ ନାହିଁ।private ବିହନ ଦୋକାନ କୁ ଯୋଗାଯୋଗ କରନ୍ତୁ।
@@krushisampada thank you sir
Bahut badhia
Thank you
Phone number diantu
ସାର କଖାରୁ ଚାଷ ରେ ସାର କେମିତି ଦବା details 1st ରୁ last ଗୋଟେ vidio କରନ୍ତୁ plz 🙏🏻🙏🏻🙏🏻.
Sir good information .
Thank you
Sir good
Sar pan lata haladiya ba patra haladiya jadu jadura padi agro vaga mari jauchi garomaku kau haromon sprya kariba haromon sprya kariba
Dhana sir kun thare miliba dayakari janantu
ସାର୍ ଆମେବି ଧାନ ଚାଷ କରୁଛୁ, ହେଲେ କେବେବି ଏକରକୁ 25 କୁଇଣ୍ଟାଲ ହେଇନି। ସତରେ ତଣ ଏତରକୁ 30-35 କୁଇଣ୍ଟାଲ ଧାନ ଅମଳ ହେଉତଛି ?
ଯେଉଁ ଚାଷିଙ୍କର ହେଇଛି ତାଙ୍କ ସହ video ଟେ କରନ୍ତୁ।
ନିଶ୍ଚିନ୍ତ
Good information sir ,thanks
Welcome
ଆଜ୍ଞା ମୋଞ୍ଜି ଦୁକାନ କରିବା ପାଇଁ
କେତେ ପଡିଥିବା ଦରକାର ଟିକେ କୁହନ୍ତୁ
Sir mu balugaon re rahuchi kaberi 9090 kouthu miliba sir kahibe ki Balugaon re seeds milunahi
Online ରେ ମଗାଇ ପାରିବେ
Sir namaskar, sir ଗୋଟେ ପ୍ରକାରର ଧାନ (କଳାଚମ୍ପା) ବାରମ୍ବାର କଲେ ଅମଳ କମିଯିବ କି ? ଦୟାକରି କହିବେ
3 ବର୍ଷ କରନ୍ତୁ ତା ପରେ ବିହନ ବଦଳାଇ ଦିଅନ୍ତୁ
Bihan badalaimu ki bihana ra kisam badalaibu
Bahut bhala
Thank you
GD. Information sir
Thanks
Sir jamire luna tk achi kou bihana dele vala haba please kuhantu
ଲୁଣି ଶ୍ରୀ, ସୋନା ମଣି, ଲୁଣା ସମ୍ପଦା, ଲୁଣା ସୁବର୍ଣା ଧାନ କରି ପାରିବେ
Thanks sir
@@krushisampadakout miliba sir
Sir ବଳରାମ ଧାନ ନମ୍ବର କେତେ ଦୟାକରି କହିବେ
ଧନ୍ଯବାଦ ସାର 🙏🙏🙏🙏🙏
Welcome
Sir mu dhana bhihan bikibi kemiti gute company ru anibi aamr ada chasi mane paunhanti help me information sir
Apan Kau area ra
Kindly suggest 150 days paddy variety
th-cam.com/video/UH0qBCIHSig/w-d-xo.html
Dhana hele kanhaba chaala kg 1rupies
Sir ଖାଲ ଜମି ଧାନ ଚାଷ ଭିଡ଼ିଓ କରନ୍ତୁ 2024ପାଇଁ ପ୍ଲିଜ଼ sir କରନ୍ତୁ ଭଲ ଭଲ ଧାନ କିସମ ଭିଡ଼ିଓ kriba sir
ନିଶ୍ଚିନ୍ତ video କରାଯିବ thank you
ସମ୍ପଦା ଧାନ
Sir namaskar mu Jagatsinghpur dist ru kahuchi... Ama Market re esbu hybrid dhana miluni mu kouthu paiparibi.... Plz help krantu
Kout ghara vai jspurre
@@villagersodisha6292 hn Bhai
Thank you
Welcome
Dhana amala kale kehi naunahati
ରାଧେ କୃଷ୍ଣ 🙏🙏sir 🙏, ଆପଣ କହୁଛନ୍ତି ଅଳ୍ପ ପାଣିରେ ହୋଇଯିବ, ଯଦି ଅଧିକ ପାଣି ହେଲା କଣ କିଛି ଅସୁବିଧା ହବ, ଖାଲ ଜମିରେ କି ଧାନ କରିପାରିବା
Emiti bihana miliba koutu market re emiti dhana aanu nahanti
ଜଳଧି ଧାନ ଭଲ ହୁଏ ସାର୍
ଅଧିକ ଖାଲ ଜମି ପାଇଁ ଭଲ
Kvr 7522 paddy seed ra vedio Kara plz
Sir ପାନ କଂପାନୀ ଧାନ କେମିତି ରହିବ
ଭଲ ଅମଳ ଦେଉଥିବା ଧାନ କିସମ
Jamuna dhan kemiti sir
ଯମୁନା ଧାନ ଭଲ ଅମଳ ଦେଇଥାଏ।ଏକର ପ୍ରତି 25-30qtl ଅମଳ ଆସିଥାଏ
Pratham mila sara re D A P diaa jae ki kahatu
ସାର୍ ରିସର୍ଚ୍ଚ ଧାନ କୁହ ନ୍ତୁ
ସାର ଧାନ ଚାଷ ବିଷୟରେ ସମ୍ପୂର୍ଣ ଭିଡିଓ ବନାନ୍ତୁ 😊
କେତେ ବେଳେ କଉଁ ସାର ପକାଇବା ସେ ବିଷୟରେ କୁହନ୍ତୁ
ନିଶ୍ଚିନ୍ତ
Miliba kouthu keonjhar anadapur
ବିହନ ଦୋକାନ ସହ ଯୋଗାଯୋଗ କରନ୍ତୁ ସେ ମଗାଇ ଦେବେ
ସାର ଏସବୁ ବିହନ ପାଇବା କେଉଠି ଅନ ଲାଇନରେ ମିଳିବ କି ବିହନଗୁଡିକ ଯେଉଁ ଠୁ ପାଇବା ତାର ଫୋନ ନଂ ଦିଅନ୍ତୁ ଗୋଟିଏ ବିହନ ଦୁଇସିଜିନି କଲେ ଅମଳ କମିଜିବକି ଗତ ସିଜିନିରେ ପାନର ଯମୁନା ଧାନ କରିଥିଲି ଏକରକୁ ଛବି ସି କୁଟା ହୁଇ ଥିଲା ସେହି ବିହନ ଧରି ରଖିବା ଏବରଷ ସେହି ବିହନ କଲେ ଅମଳ କମିଜିବକି
Research paddy Jamuna 2-3 ବର୍ଷ କରି ପାରିବେ।ଅମଳ ବେଶୀ କମିବ ନାହିଁ।Hybrid paddy ର ବିହନ ଦୋକାନ ରୁ ପାଇ ପାରିବେ ବା online ରେ ମଗାଇ ପାରିବେ।
Kou district
Kau dist bihan milibo
@@villagersodisha6292 balesoro
@@krushisampadaonline ru kemiti mageiba pai padiba
A sobu bihana sir kemiti online re paiba....plz sir reply,..udala mayurbhanj
Dhana ra rate kenta ay
Hybrid ଧାନ kg ପ୍ରତି 100-1 50ଟଙ୍କା ମଧ୍ୟରେ ମିଳିଥାଏ।
Ha
Dhani DT aame karuchhu
Thank you
Ei dhana keunthare miliba
Seed ଦୋକାନ ରେ ମିଳିଯିବ
Kaberi 828🎉
Thank you
Pratigya dhana
Thank you
ଢିପା ଜମି ରେ କେଉଁ ଧାନଦେେଲେ ଭଲ ଅମଳ ହେବ ସାର୍ ୧୨ଁ୦ରୁ୧୩୦ ଦିନ ମଧ୍ଯ ରେ
Telengana Sona 130ଦିନ, ଉନ୍ନତ ଲଲାଟ, Maudamani 135 ଦିନ।
❤❤❤❤❤❤❤
Thank you
100 ru 105 dino bhitre bholo bihan kahatu sir
VNR 211
Sir 140 ru 145 days ra
Pan 2423 chadi dele sir...
PAN 2423, VNR LAXMI PLUS ଆହୁରି ଅନେକ ବିହନ ରହିଛି
sir 150 to 155 days ଠିଆ ଧାନ ବିଷୟରେ କୁହନ୍ନ୍ତୃ
ଖାଲ ଜମି ପାଇଁ Nuziveedu seeds company ର ପୂର୍ଣ୍ଣିମା ଯାହାକି 155-160ଦିନରେ ଅମଳ ହୋଇଥାଏ।ଏକର ପ୍ରତି 25-30 qtl ଅମଳ ଦେଇଥାଏ।
କିମ୍ବା Green gold seeds ର OBAMA ଯାହାକି 155-160 ଦିନରେ ଅମଳ ଦେବା ସହ ଏକର ପ୍ରତି 25-30 qtl ଅମଳ ଆସିଥାଏ।
GMS Agritech company ର Mahima ଓ Ulka 4 ଯାହାକି 155-160 ଦିନରେ ଅମଳ ଆସିଥାଏ ଓ ଏକର ପ୍ରତି 25-30 qtl ଧାନ ମିଳିଥାଏ।
Mali Seeds ର Mali 4 ଯାହାକି 155- 160 ଦିନରେ ଅମଳ ହୋଇଥାଏ, ଗଛ ଡେଙ୍ଗା ଓ 25-27 qtl ଧାନ ମିଳିଥାଏ।
8433DT
Thank you
ସାର ଧାନ ବିହନ ମିଳିବ କିପରି
Contact number ରେ ଯୋଗାଯୋଗ କରନ୍ତୁ
Bv11କେମିତି କା ବିହନ mangal murti comapany
140-145ଦିନରେ ଅମଳ ହୋଇଥାଏ।ଏକର ପ୍ରତି 25-30 qtl ଅମଳ ଆସିଥାଏ
Laxmi plus
Poineer dhan
Thank you
ପଥମ ପିଳ ସାର ହିଷାବ ରେ ଡି ଏ ପି ଦିଆ ଜାଏକି
ମୂଳ ସାର ରେ DAP ଓ Potash। ପିଲ ସାର ରେ Urea ଦିଆଯାଏ।
1056 ବଦଳରେ କଣ ଅଛି
ମିଳିବ
Us
ବିହନକେଉଠିମିଳିବ
Online ପାଇ ପାରିବେ ବା seed ଦୋକାନ ରୁ ପାଇ ପାରିବେ
140 to 145 bisaya re kahun
90ଦିରଧାନ
ଖଣ୍ଡଗିରି ଉଦୟ ଗିରି
MC 13
Thank you
Piner 27p37
Thank you
Lalada. Dhana
Thank you
140 ରୁ 145ଦିନ ବିହନ ର ନାମ କୁହନ୍ତୁ
Sampada Sadhana Laxmi Plus
Dhana koti mini ba
ବିହନ ଦୋକାନ ରେ ମିଳି ପାରିବ
uѕ 312
କଉଡି ଯାଗା
Moyur bhanj
Moyur bhanj
୫୦୧ଧାନ
ARABINDA SIR KNK MO..NUMBER DIANTU
ସାଧନା 1017 କଳାଚମ୍ପା ସିନ୍ଧୁ ତରଗିନି ।
Thank you
Address and mobile no deantu
Sar phone number diantu
Good advice sir
Very nice sir
Thank you
Very nice
Thank you
ଯମୁନା ଧାନ
Thank you