ତୋ ଆଗରେ କିଛି ଧୂପ - To Aagare Kichhi Dhupa - Bahuda Yatra Special Odia -Dipti Rekha - Diptiragaa

แชร์
ฝัง
  • เผยแพร่เมื่อ 16 ธ.ค. 2024

ความคิดเห็น • 3.8K

  • @haladharsahu5667
    @haladharsahu5667 8 หลายเดือนก่อน +218

    ଗୀତ ଟିକୁ ଯେତେ ଶୁଣୁଛି ମନ ଭରୁ ନାହିଁ ଜୟ ଜଗନ୍ନାଥ ପ୍ରଭୁ 🙏⭕‼️⭕🙏

  • @enjoywithjasobanta5677
    @enjoywithjasobanta5677 ปีที่แล้ว +179

    ବହୁତ୍ ଛୋଟ ବେଳୁ ମୁଁ ମୋ ବାପା ମାଆଙ୍କୁ ହରେଇଛି। ଏ ଗୀତ ମୁଁ ଯେବେ ବି ଶୁଣେ ସତେ ଯେମିତି ମୁଁ ସେ ସମୟ କୁ ଫେରିଯାଏ। ଅତି ସୁନ୍ଦର ହୃଦୟସ୍ପର୍ଶୀ ଆପଣଙ୍କ ସ୍ୱର। ମୋ ଆଖିରୁ ଆପେ ଆପେ ଲୁହ ଆସିଗଲା। ଅଶେଷ ଅଶେଷ ଧନ୍ୟବାଦ ଏତେ ସୁନ୍ଦର ଗୀତ ପାଇଁ।

    • @AlokKuDas-v6u
      @AlokKuDas-v6u 7 หลายเดือนก่อน +4

      Jagannath apnku emiti sabu bele khusire Rakhantu 🙏🎋💐

    • @anweshaworld7880
      @anweshaworld7880 6 หลายเดือนก่อน +4

      ଯାହାର kehi ନାହାନ୍ତି ତ ପାଇଁ ମହାପ୍ରଭୁ ନିଶ୍ଚିତ ଅଛନ୍ତି 🙏🙏kichi ame ହରେଇଛେ ପୁଣି ତ ଠୁ ଅଧିକ ପାଇବା ସେ ନେଲେ ଦିଅନ୍ତି ବି

    • @anantbehera1517
      @anantbehera1517 4 หลายเดือนก่อน +1

      Jagannath nko asirwad ochi ..

    • @bababanagadi1133
      @bababanagadi1133 10 วันที่ผ่านมา +1

      ତମକୁ ଏବେ କେତେ ବୟସ

    • @LinaBhoi-m3e
      @LinaBhoi-m3e 10 วันที่ผ่านมา +1

      Mu bi choto belu anatha Mora bapa bou kie bi Nahathi

  • @bhagyalaxmipattnayak131
    @bhagyalaxmipattnayak131 11 หลายเดือนก่อน +61

    ପୁଣି ରେମେକ୍ ଏ ଗୀତ ଟି ସୋନୁ ନିଗମ ଙ୍କ କଣ୍ଠ ରେ ବହୁତ୍ ସୁନ୍ଦର ଲାଗେ ତମେ ବି ଭଲ ବୋଲିଚ ଜୟ ଜଗନ୍ନାଥ 🙏

    • @bnnayak7973
      @bnnayak7973 10 หลายเดือนก่อน +3

      Yes Sonu nigam version was bestest..❤

  • @ashutoshkhatua9652
    @ashutoshkhatua9652 ปีที่แล้ว +154

    ଭଗବାନ ଙ୍କ ର ତ ସବୁ ଭଜନ ସୁନ୍ଦର ।କିନ୍ତୁ ଏହି ଭଜନରେ ଯେଉଁ ଭକ୍ତି, ଆନନ୍ଦ, ଓ ଚିରନ୍ତନ ସତ୍ୟ କଥା ବର୍ଣ୍ଣନା କରାଯାଇଛି ଶୁଣୁ ଶୁଣୁ ଦେହରେ ଓ ମନରେ ସିଂହରଣ ସୃଷ୍ଟି ହୋଇଯାଉଛି ।ଯେତେ ଥର ବି ଶୁଣିଲେ ନୂଆ ନୂଆ ଲାଗୁଛି। ଜୟ ଜଗନ୍ନାଥ 🙏🙏🙏😭😭🙏🙏🙏

    • @sisirkumarparida8795
      @sisirkumarparida8795 13 วันที่ผ่านมา +2

      ଜୟ ଜଗନ୍ନାଥ ମହାପ୍ରଭୁ
      ଗୀତିକାର ଙ୍କୁ କୋଟି କୋଟି ପ୍ରଣାମ

    • @ashutoshkhatua9652
      @ashutoshkhatua9652 13 วันที่ผ่านมา +1

      @sisirkumarparida8795 dhanyavaad

  • @Lifeofdr.soumya
    @Lifeofdr.soumya 3 ปีที่แล้ว +281

    ଏତେ ସୁନ୍ଦର ଭାବେ ଗାଇଛନ୍ତି ଭାବିଭକ୍ତି ଝରି ପଡୁଛି ଆଖିରୁ ଲୁହ ଗଡ଼ିଗଲା ଜୀବନର ସବୁଠୁ ବଡ଼ ସତ୍ୟ ମୃତ୍ୟୁ ବୋଲି ମହାବାହୁ ଆଉଥରେ ଜଣେଇଦେଲେ 🙏🙏
    ଜୟ ଜଗନ୍ନାଥ 🙏🙏🙏

  • @maheswarbehera2479
    @maheswarbehera2479 ปีที่แล้ว +54

    ମୁଁ କେତେବେଳେ ଦୁଃଖରେ ଥାଏ ଏଇ ଗୀତ ସୁଣିଲା ପରେ ମୋର ମନ ଖୁସି ହୋଇ ଯାଏ❤❤❤ ଜୟ ଜଗନ୍ନାଥ ନମଃ

  • @Ak47vlogs270
    @Ak47vlogs270 2 ปีที่แล้ว +299

    ଅନେକ ସମୟ ରେ ଏକୁଟିଆ ଅନୁଭବ ହେଲେ ଏହି song ଟି ମୁଁ ଶୁଣେ 😊😊😊😊

  • @itishreesamal217
    @itishreesamal217 3 ปีที่แล้ว +478

    ଜୀବନର ବାସ୍ତବ ସତ୍ୟ ଯାହା ଏହି ଗୀତ ମାଧ୍ୟମରେ ମନେପଡିଯାଉଛି ! 🙏🏻❤️🙏🏻

  • @leafcreation5312
    @leafcreation5312 8 หลายเดือนก่อน +8

    Omm chaturdha murati namha🙏❤ Jay jagannath mahaprabhu🙏❤prabhu😭😭😭😭😭😭😭😭😭😭😭😭

  • @dhaneswarmallikdhana1631
    @dhaneswarmallikdhana1631 2 ปีที่แล้ว +18

    ଜୀବନର ବାସ୍ତବ ସତ୍ୟ ,ଯାହା ଏହି ଭଜନ ମାଧ୍ୟମରେ ଦର୍ଶାଯାଇଛି,ଶତ ଶତ ପ୍ରଣାମ କରୁଛି ଗୀତିକାରଙ୍କୁ। ଅତି ସୁନ୍ଦର‌ ଭାବେ ଗାଇଛନ୍ତି ଦିପ୍ତି ଦିଦି

  • @mr.bhabani05
    @mr.bhabani05 2 ปีที่แล้ว +119

    ଗୀତଟି ହୃଦୟ ଛୁଇଁ ଯାଉଛି😢
    ମୋ ପ୍ରଭୁ ଜଗନ୍ନାଥ୍🙏

  • @mamatapradhan3356
    @mamatapradhan3356 ปีที่แล้ว +29

    ଏ ହୋଉଛି ଜୀବନ ର ସତ୍ୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @beupdate7733
    @beupdate7733 ปีที่แล้ว +69

    ବାସ୍ତବରେ ଏ ଗୀତ ଯିଏ ଲେଖିଛନ୍ତି ମାନିବାକୁ ପଡ଼ିବ..
    This song is evergreen always..

    • @satyajitnanda5825
      @satyajitnanda5825 3 หลายเดือนก่อน +6

      Srikant gautam

    • @dinesh01717
      @dinesh01717 18 วันที่ผ่านมา +1

      Music director Saroj Nanda.. odia re tanka bhali music director nahi

  • @ranjansundaray649
    @ranjansundaray649 3 ปีที่แล้ว +85

    ସୁନ୍ଦର୍ ଭଜନ ପୁଣି ପୁରୁଣା ଗୀତ।ପୁଣି ନୂଆ କଣ୍ଠରେ।ଅତି ସୁନ୍ଦର୍ ହେଇଛି।

  • @ipsitasubhadarsini247
    @ipsitasubhadarsini247 ปีที่แล้ว +11

    ଯେତେ ଥର ଶୁଣିଲେ ବି ସେଇ ସମାନ ଭାବନା ଆଖିର ଲୁହ ରୋକି ହେଉନି😢

  • @swagatikadas07
    @swagatikadas07 2 ปีที่แล้ว +741

    ଆଜି କାଲି ଲୋକମାନେ ସେତେବେଳେ ଭଜନ ଶୁଣନ୍ତି ଯେତେବେଳେ କିଛି ହରେଇ ଦୁଃଖରେ ଭାଙ୍ଗିପଡିଥାନ୍ତି । ସେତେବେଳେ ଏ ଭଳି ଭଜନ ଗୀତ ଆତ୍ମା କୁ ଭଗବାନ୍ ଙ୍କ ସହ ମିସେଇବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

    • @Rabindrasaunta
      @Rabindrasaunta 8 หลายเดือนก่อน +20

      ଠିକ୍ କୋହିଚ ଭାଇ😊😊

    • @janmitapradhan2805
      @janmitapradhan2805 8 หลายเดือนก่อน +12

      ଏକଦମ ଠିକ୍ କଥା

    • @pujadas-ow3ji
      @pujadas-ow3ji 8 หลายเดือนก่อน +6

      Right

    • @pinkysahoo82
      @pinkysahoo82 6 หลายเดือนก่อน +8

      ଏକା ଲାଗୁ ଥିବା ଏକ ଭଜନ ଶୁଣିବ ଆଖୀ ରେ ଲୁହ ଆସିଯିଵ

    • @chikunswani2298
      @chikunswani2298 5 หลายเดือนก่อน

      #,,,❤❤m dß​@@Rabindrasaunta

  • @pujaranivlogs5422
    @pujaranivlogs5422 ปีที่แล้ว +14

    ମନକୁ ଛୁଇଁଲା ପରି ଗିତ ଟିଏ❤ ଆଖିରେ ଲୁହ ଆସିଗଲା 😭ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଏ ମୋହ ମାୟା ସଂସାର ରୁ ଉର୍ଦ୍ଧାର କର ଏତିକି ପ୍ରାର୍ଥନା 🙏🙏🙏

  • @anweshaworld7880
    @anweshaworld7880 ปีที่แล้ว +15

    ଯେତେ ଥର ଶୁନୁଚି ନୂଆ ଲାଗୁଚି ପ୍ରଭୁ,,,ନିଛକ ସତ କଥାଟିଏ ପ୍ରଭୁ,,,କେବଳ ଗୀତ ଆକାରରେ ବୋଲାଯାଇଛି,,,ଜୟ ଜଗନ୍ନାଥ,,,⭕❗⭕🙏🙏🙏🙏🙏🙏🙏🙏🙏🙏🙏🙏

  • @bijaypradhan218
    @bijaypradhan218 3 ปีที่แล้ว +78

    ବହୁତ ସୁନ୍ଦର ଗୀତ ପୁଣି ନୂଆ କଣ୍ଠରେ
    ଭାବ ବ୍ୟୁହଳ ହୋଇ ଲୁହ ରୋକି ପାରୁନି, ଜଗନ୍ନାଥ ଙ୍କୁ ଦେଖି
    ଇଚ୍ଛା ହେଉଛି ଜଗା କୁ ଜାବୁଡି ଧରି ବାକୁ

  • @sukantobehera5669
    @sukantobehera5669 3 ปีที่แล้ว +43

    ଗୀତ ର ଭାବ କୁ ବୁଝିଲେ ମନ ଟା ଏମିତି ଶାନ୍ତି ଓ ସୁଖ ମିଳୁଛି । ଏହି ଗୀତ ଶୁଣିଲା ପରେ ଯେତେ ଯାହା mind relief ରହୁଛି , ରହିବ ସମସ୍ତଙ୍କର । ଜୟ ଜଗନ୍ନାଥ

  • @susantapradhan5787
    @susantapradhan5787 3 วันที่ผ่านมา +1

    ମୃତ୍ୟୁ ହେଉଛି ଧ୍ରୁବ ସତ୍ୟ 🙏🙏 ଜୟ ଜଗନ୍ନାଥ 🙏🙏।।

  • @Cookwithankita653
    @Cookwithankita653 3 ปีที่แล้ว +354

    Bolo Jay Jagannath Swami 😍🙏😍 one like Plz

  • @Rajasvedio
    @Rajasvedio 2 ปีที่แล้ว +10

    ମଣିଷ ଯେତେ ଲୋଭ,ଅହଜ୍ଞାର କରିଥିଲେ ମଧ୍ୟ ସେ ସେହି ଜଗନ୍ନାଥ ପାଦ ତଳକୁ ଆସେ🙏🙏

  • @bhagyaspinipattnaik
    @bhagyaspinipattnaik ปีที่แล้ว +7

    Very nice song sang by Diptirekha Maam jai jagannath 🙏🙏

  • @sipunbehera9703
    @sipunbehera9703 3 ปีที่แล้ว +944

    ଏ ଗୀତ ମୁଁ ଯେତେଥର ଶୁଣୁଛି, ସେତେବେଳେ ମୋ ଆଖି ର ଲୁହ କୁ ରୋକିପାରୁନି, ଇଏ ମୋହ ମାୟା ସଂସାର ରେ ରହିବା ପାଇଁ ଇଛା ନାହିଁ, ମୋତେ ତୁମ ପାଖକୁ ନେଇଯାଅ ହେ ସ୍ୱାମୀ 🙏🙏🙏😭😭🙏🙏

    • @sipunbehera9703
      @sipunbehera9703 3 ปีที่แล้ว +10

      Jaya jaganatha

    • @debasmitapanda1590
      @debasmitapanda1590 2 ปีที่แล้ว +15

      Same here dear 🙏🙏 kanhare mote to pakhaku neija🙏🙏♥️♥️😭😭

    • @anshupriyapatra8653
      @anshupriyapatra8653 2 ปีที่แล้ว +7

      ତୋର କଣ ହେଇଛି ମରିବୁ କହୁଛୁ

    • @sipunbehera9703
      @sipunbehera9703 2 ปีที่แล้ว +23

      @@anshupriyapatra8653 ମଣିଷ ଜୀବନ ରେ ଏମିତି ଦୁଃଖ ସମୟ ନ ଆସିଲେ, ସେ କେବେ କହିବନି ଯେ ଆଜି ତାର ଶେଷ ଦିନ ହେଉ....

    • @jayantipadhiary7202
      @jayantipadhiary7202 2 ปีที่แล้ว +4

      Jay jaganath

  • @narayandalai9799
    @narayandalai9799 3 ปีที่แล้ว +99

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩

  • @basantadjNo1
    @basantadjNo1 ปีที่แล้ว +1

    ଏହି ଗିତ ଶୁଣିଲେ ଆଖିରୁ ଧାର ଧାର ଲୁହ ବୋହିପଡୁଛି , Jay Jagannath 🙏🙏 ।। ଏହି ଗିତର Original Singer
    Jagannath Bhajan: To Aagare Kichhi Dhupa Album Name: Mayur Chandrika
    Singer: Sonu Nigam
    Composer: Saroj Nanda
    Lyricist: Shreekant Gautam Music Label: T-Series

  • @bibhuprasadmahapatra316
    @bibhuprasadmahapatra316 3 ปีที่แล้ว +12

    ଯେମିତି ସୁନ୍ଦର ସ୍ୱର ସେମିତି ଭାବ ବି ଆପଣ ଦେଇଚନ୍ତି ଏଇ ଭାଜନଟି ପାଇଁ🙏

  • @itsurtapan3411
    @itsurtapan3411 3 ปีที่แล้ว +31

    ଅତି ସୁନ୍ଦର ହୋଇଛି।।।। ପୁରା ଇମୋସନାଲ ।।। ହୃଦୟ କୁ ଛୁଇଁ ଗଲା ।।।।।

  • @manmayeelovelyrealvlogworl9411
    @manmayeelovelyrealvlogworl9411 ปีที่แล้ว +6

    ଜୀବନର ସତ୍ୟ ଏଠାରେ କୁହାଯାଇଛି। ଆଖି ର ଲୁହ ଆପେ ଆପେ ଆସିଯାଇଛି।

  • @subhadradas2681
    @subhadradas2681 3 ปีที่แล้ว +11

    Bou apananka gita dekhi kandipakauchi. Dekh dekh Mo purvi kede sundar gita gauchi.. God bless u mam.. samasta nka gelha Jhia apana...

    • @diptirekha3513
      @diptirekha3513 3 ปีที่แล้ว

      Thank u so much to u and bou

  • @pintannayak3716
    @pintannayak3716 ปีที่แล้ว +9

    A gita ti juga juga jai odisa basinka hrudaya re rahi jaichi auu rahithiba he Jagannath🙏 mu jete bele sune akhire luha asi jai😭😭🙏

  • @pintusahoo2385
    @pintusahoo2385 4 วันที่ผ่านมา +1

    ଭାଗବାନ କରନ୍ତୁ ଏମିତି ଭଜନ ଗାଈ ଆମ ସମାଜ କୁ ଆଉ ତୁମେ ବହୁତ ଆଗକୁ ନେଉଥାଅ 👏👏👏

  • @binapanibaral7383
    @binapanibaral7383 3 ปีที่แล้ว +28

    ଦୁନିଆ େର ଏହି କଥା ଟି ହିଁ ସତ୍ଯ ଆଉ ସବୁ ମିଥ୍ଯା। ଜୟ ଜଗନ୍ନାଥ

  • @ndpujacreations9728
    @ndpujacreations9728 3 ปีที่แล้ว +601

    ମୁଁ ମୋ ଲୁହକୁ ରୋକି ପାରୁନି ଆପଣଙ୍କ ଭାବର ସ୍ରୋତରେ ଆଉ ବାରମ୍ବାର ଶୁଣିବାକୁ ଇଛା ହେଉଛି। ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ।

  • @AyushKumarPanda-z9h
    @AyushKumarPanda-z9h ปีที่แล้ว +6

    Jay jagannath 🙏🙏🙏🙏🙏🙏🙏🙏🙏🙏🙏😢😢😢😢 ଏହି ଗୀତ ଟି ବହୁତ ଭଲ ହୋଇଛି। ଯେତେ ଶୁଣିଲେ ବି ମନ ଭରୁ ନି।

  • @pranabkumar2416
    @pranabkumar2416 2 ปีที่แล้ว +37

    ଗୀତରେ ସଂପୂର୍ଣ୍ଣ ଜୀବନ ର ସତ୍ୟ ଉପସ୍ଥାପନ ହୋଇଛି ଜୟ ଜଗନ୍ନାଥ ।।

  • @birendrapradhan5673
    @birendrapradhan5673 2 ปีที่แล้ว +12

    ଦୀପ୍ତି ରେଖା ସୁନ୍ଦର ଗାୟିକା ❤️❤️❤️

  • @Priti-p6p
    @Priti-p6p 24 วันที่ผ่านมา +71

    ବାଲିଯାତ୍ରା ରେ ଶୁଣିଥିବା ନିଗମ ଙ୍କର ଗୀତ ଶୁଣିକି କିଏ ଆସିଛ like କର

  • @Jagannath_creation
    @Jagannath_creation 3 ปีที่แล้ว +45

    ଜୟ ଜଗନ୍ନାଥ ଦୀପ୍ତି ମାଡାମ ବହୁତ ଭଲ ଗୀତ |ମୁଁ ସେଥିପାଇଁ ମୁଁ ବହୁତ ଖୁସି |ତମ ଉପରେ ଏମିତି ଜଗନ୍ନାଥ ଙ୍କ ଆଶୀର୍ବାଦ ଥାଉ ଆଉ ଆଗକୁ ଏମିତି ବଢିଆ ଗୀତ ବୋଲୁ ଥାଅ |🙏🙏🙏🙏🙏👌👌👌👌👌👍👍👍👍👍

  • @truptiranjan863
    @truptiranjan863 3 ปีที่แล้ว +11

    ଜୟ ଜଗନ୍ନାଥ 🙏 ଏ ଗୀତରେ ଜୀବନର ନୀରାଟ୍ୟ ସତ୍ୟ କଥା ଶୁଣିବାକୁ ମିଳେ

  • @Chumiki795
    @Chumiki795 8 วันที่ผ่านมา

    ମୁଁ ସବୁବେଳେ ଏହି ଭଜନ ଟି ଶୁଣେ।।। ଗେଟିଏ ଗୀତରେ ପୂରା ଜୀବନ ର ନିଛୁକ ସତ୍ୟ କୁ ଗାଇ ଦେଇ ଛନ୍ତି🙏🙏🙏🙏ଯେବେ ବି ଶୁଣେ କେଜେଣି କାହିଁକି ଆଖିର ଲୁହ ଆଉ ଆଖିରେ ରୁହନ୍ତିନି, ଆପେ ଆପେ ବାହାରି ଆସନ୍ତି😢😢😢ମହାପ୍ରଭୁ 🙏🙏🙏🙏🙏🙏🙏🥺🥺😢😢😢😢

  • @somo240
    @somo240 3 ปีที่แล้ว +168

    I lost my father at a very young age , whenever I listen this song I feel that loss so closely , hey prabhu ei duniya re au kehi separi na harantu etiki prarthana

  • @TheOdiaTrader
    @TheOdiaTrader 3 ปีที่แล้ว +21

    *ଆଖି ରେ ପାଣି ଆସିଗଲା , ମୋ କାଳିଆ ରେ* 😢

    • @TheOdiaTrader
      @TheOdiaTrader 3 ปีที่แล้ว +1

      ଜୟ ଜଗନ୍ନାଥ

  • @prasantvlogs1430
    @prasantvlogs1430 4 หลายเดือนก่อน +1

    ଏ ଇ ଗୀତ ଟି ଶୁଣିବା ପରେ ମତେ ଲାଗିଲା ମୁ ଯେମିତି ପୁରି🙏ରେ ଅଛି 😢 ହେ ପ୍ରଭୁ ଜଗନ୍ନାଥ ଡୋରି ତୋରେ ଲଗେଇ ଦେ ଜଗା 🙏

  • @sourajitsahoo2900
    @sourajitsahoo2900 3 ปีที่แล้ว +139

    ଦିଦି ଭଗବାନ୍ ଆପଣଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ ମା ସରସ୍ଵତୀ ଆପଣଙ୍କ କଣ୍ଠ ରେ ଅବସ୍ଥିତ ଏହି ପରି ମନେ ହୁଏ ଏହା ଜଗନ୍ନାଥଙ୍କ ଆଶିଷ ଜୟ ଜଗନ୍ନାଥ।

    • @babulalsahu9664
      @babulalsahu9664 3 ปีที่แล้ว +6

      This only not a voice of sarswati, every girl tune have sarswati of world, try then good tune possible

  • @diptimayeesahu5718
    @diptimayeesahu5718 3 ปีที่แล้ว +71

    I can't control my tears while listening this song...Ur voice was amazing...A hrt warming song...May Lord Shree Jagannatha bless all...❤️🙏🙏

  • @narayanojha5934
    @narayanojha5934 22 วันที่ผ่านมา +1

    11 ବର୍ଷ ତଳ ର ଭଜନ ଆଜି ବି ଶୁଣିଲେ ଯେମିତି ଲାଗେ ସତେକି ଆଜି କାଲି କି doubing ହେଇଚି ।ସତରେ କାଳିଆ ନା ରେ ଏମିତି କି ଯାଦୁ ଅଛି ଯିଏ ବି ଓଡ଼ିଶା ମାଟିରେ ତା ନାଁ ରେ କିଛି ଗାଇଛି ସେ ସାତ ଜନ୍ମ ଲାଗି ଧନ୍ୟ ହେଇଯାଇଛି। ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ।

  • @subhalaxmitwinkle5426
    @subhalaxmitwinkle5426 3 ปีที่แล้ว +76

    Just can't control my tears while listening this song ❤️❤️❤️ just wow and I have no words to tell you dii u are the best ❤️❤️❤️

  • @satyasumaticreation5455
    @satyasumaticreation5455 3 ปีที่แล้ว +571

    ଇଏ ହଉଚି ପ୍ରକୃତ ଓଡ଼ିଆ ଗୀତ ଆଉ ଭଜନ ର ଶ୍ରେଷ୍ଠ ଆଉ ନିଚ୍ଛକ ଉଦାହରଣ, ଜୟ ଜଗନ୍ନାଥ.

    • @ପ୍ରଶ୍ନୋତ୍ତର
      @ପ୍ରଶ୍ନୋତ୍ତର 3 ปีที่แล้ว +19

      ଠିକ୍

    • @sunilbarik3155
      @sunilbarik3155 3 ปีที่แล้ว +13

      ବହୁତ ପୁରୁଣା ଭଜନ ହେଲେ ଭି ଯେତେ ଶୁଣିଲେ ଭି ଆଉଥରେ ଶୁଣିବାକୁ ଇଛା ହୁଏ 🙏🙏🙏ଜୟ ଜଗନ୍ନାଥ

    • @priyankasahu4963
      @priyankasahu4963 3 ปีที่แล้ว +4

      Actually 👍

    • @WellwisherShiva
      @WellwisherShiva 3 ปีที่แล้ว +4

      Yessssssssssssssssss💓🙏

    • @atishgadatia7171
      @atishgadatia7171 3 ปีที่แล้ว

      Ihg

  • @sevatidash9703
    @sevatidash9703 3 วันที่ผ่านมา +1

    Bahuta badhia gita te jaha ki sunile mana ta santa hoejae 😊

  • @ssb6562
    @ssb6562 2 ปีที่แล้ว +5

    ହେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏❤️ ଏମିତି ଜୀବନ କ'ଣ ପାଇଁ ମନୁଆ ଠାକୁର 😭😭😭

    • @rasmitanaik1493
      @rasmitanaik1493 11 หลายเดือนก่อน

      😭😭😭😭😭

  • @sleepytinker154
    @sleepytinker154 8 หลายเดือนก่อน +3

    ଯେତେବେଳେ ବି ଏଇ ଗୀତ ଶୁଣେ ଲୋମ ଟାଙ୍କୁରି ଉଠେ ସତେ।। ଦିନକୁ 5 ଥର ଶୁଣେ ମୁଁ।।। ମୋ କାଳିଆ ର କି ଲୀଳା, ଜନ୍ମ ବି ସିଏ ହିଁ ଦିଏ ଆଉ ମୃତ୍ୟୁ ବି।। କିନ୍ତୁ ଏଇ ମିଛ ଦୁନିଆରେ ସତ କେବଳ ମୃତ୍ୟୁ ହିଁ ଆଊ ମୋ ଜଗା।। ଜୟ ଜଗନ୍ନାଥ ❤🐚👀🌿🪷

  • @odiatoka6464
    @odiatoka6464 8 วันที่ผ่านมา

    ସତରେ ଜଗନ୍ନାଥ ଙ୍କ ଏଇ ଭଜନ ଶୁଣିଲେ ଆଖିରୁ ଲୁହ ଆସିଯାଏ.. ବହୁତ ସୁନ୍ଦର ଗୀତଟିଏ.. 🙏🙏
    ଜଗତର ନାଥ ଜୟ ଜଗନ୍ନାଥ 🙏🙏

  • @prabhatamohanty7489
    @prabhatamohanty7489 3 ปีที่แล้ว +73

    Tears come down automatically from my eyes after watching this song...... Great🙏🙏🙏😭

  • @prachichoudhury6840
    @prachichoudhury6840 3 ปีที่แล้ว +59

    I haven't heard the original version yet but this rendition is so heart-touching and overwhelming. I got me tears in my eyes and goosebumps all over body.😢😢👏👏👏👌👌❤❤❤❤ lots of love to Dipti ma'am. Ty for this rendition. 🙇‍♀️🙇‍♀️🙇‍♀️🙇‍♀️JAY JAGANNATH !❤❤🙇‍♀️🙇‍♀️

  • @chhabisamal6494
    @chhabisamal6494 19 วันที่ผ่านมา +4

    ଅତିସୁନ୍ଦର ଗୀତଟିଏ

  • @sasmitapatra-uj5bm
    @sasmitapatra-uj5bm ปีที่แล้ว +4

    E song jete sunile bi mana bharuni❤😊

  • @ipsitamohanty3043
    @ipsitamohanty3043 3 ปีที่แล้ว +22

    ଏହି ଗୀତର ଭାବ ପ୍ରକୃତରେ ବହୁତ ମନକୁ ଛୁଇଁ ଯାଉଛି. ଜୟ ଜଗନ୍ନାଥ.

  • @AmeOdia-u5c
    @AmeOdia-u5c 8 วันที่ผ่านมา +1

    ଭାବର ଠାକୁର ସେ, ଭାବକୁ ବୁଝିଛି ଯିଏ ତାକୁ ପାଇଛି ସିଏ 🙏

  • @amitbs1994
    @amitbs1994 3 ปีที่แล้ว +39

    I have never imagined this song in any voice other than Sonu Nigam. Now that I heard this version, it feels equally blissful… 😊

  • @rakhiswain3178
    @rakhiswain3178 3 ปีที่แล้ว +10

    ଜୟ ଜଗନ୍ନାଥ ଗୀତ ମନକୁ ଛୁଇଁଲା 🙏🙏🙏😭😭😭

  • @Alone_lover_bapu
    @Alone_lover_bapu หลายเดือนก่อน +1

    Mun mo nijaku bahut proud feel karuchi je mun odia odisha re janma neichi sri Jagannath nka rajya re 😢😢 aame odia bhari badhiaa bolo hari bolo ... Jay jagannath ❤❤

  • @secret._.vlogger
    @secret._.vlogger 3 ปีที่แล้ว +23

    Heart touching song... Happiness is there When i see you in Live stage for same song at Chatrapur stage performance ❤️❤️🥺🥺

  • @ekaschandrapradhan1119
    @ekaschandrapradhan1119 3 ปีที่แล้ว +98

    Sonu Nigam sang this bhajan many years ago and today he is a legendary singer no doubt but the feelings and the goosebumps which we are having now after hearing this recreation of this bhajan takes Dipti mam beyond that one of Sonu Nigam🙏🏻

  • @SibeswariBhoi
    @SibeswariBhoi 9 หลายเดือนก่อน +2

    Dukhare thile ei geeta sunile ahuri kannda lagiba sahita bahut kalia ku miss lagiba sahita anya sabuku mane padi jiba ❤❤❤

  • @OdiaNRIVloggerAuromika
    @OdiaNRIVloggerAuromika 3 ปีที่แล้ว +9

    🙏🙏🙏🙏 kalia re 😭 nandi ghosa re tu jibu, mu je kokei re jibi.
    Sri gundicha ku tu jibu, mu je swarga dwara jibi 🙏🙏😭😭

  • @rashmipradhan2508
    @rashmipradhan2508 2 ปีที่แล้ว +5

    Radhe Radhe 🙏 Jay Jagannath 🙏 Jay Gopal 🙏🏼 bahut sundar bhajan👍

  • @srikrushnapradhan
    @srikrushnapradhan 19 วันที่ผ่านมา

    ମୁଁ ଓଡ଼ିଆ ହେ ଇ ବୋହୁତ ଗର୍ବିତ l
    ପ୍ରଭୁ ଜଗନ୍ନାଥ ଙ୍କ ପାଦ ତଳେ ମୁଁ ଅମିତିଁ ହିଁ ସୁରକ୍ଷିତ ଓ ମୋ ଓଡିଶା ବସି ମଧ୍ୟ ଭଲ ରେ ତହୁଁ
    ଜୀବନ ର ଶେଷ ବନ୍ଧୁ ମୃତ୍ୟୁ
    ଏହା ହିଁ ସତ୍ୟ
    ଏ ଗୀତ ଟି ବୋହୁତ ସୁନ୍ଦର ଲାଗିଲା ଓ
    ବର୍ଣ୍ଣନା ବୋହୁତ ସୁନ୍ଦର 🙏🏻

  • @sagarkumarmoharana5458
    @sagarkumarmoharana5458 2 ปีที่แล้ว +5

    ଏ ଗୀତ ଶୁଣିବାରେ ଗୋଟେ ଅଲଗା ପ୍ରକାର ଆନନ୍ଦ

  • @lenkamndev9988
    @lenkamndev9988 3 ปีที่แล้ว +94

    Dipti Rekha is the most gentle women in this Industry 🥰🥰🥰

  • @LapaNayak
    @LapaNayak 3 หลายเดือนก่อน +2

    🙏❤️ଲେଖକଙ୍କୁ... ଗାୟିକାଙ୍କୁ... ସ୍ବର ଉତ୍ତଳନ କାରୀଙ୍କୁ ଏଇଠୁ ଭୂମିଷ୍ଠୀର ପ୍ରଣାମ 🙏🙏🙏❤️❤️❤️🫡🫡🫡ସତରେ ପ୍ରଭୁ ଜଗନ୍ନାଥ ଏଇ ଗୀତରେ ବସିଛନ୍ତି ଯେବେବି ଶୁଣୁଛି ପ୍ରଭୁଙ୍କ ପାଖରେ ମନ ହଜିଯାଉଛି ❤️ଜୟ ଜଗନ୍ନାଥ

  • @er.soubhagyaranjanswain5461
    @er.soubhagyaranjanswain5461 ปีที่แล้ว +4

    Jai jai jagannath Mahaprabhu 💐🙏 Jai jai shree Ram 💐💐🙏🙏 best ever nd ever odia devotional song

  • @kanha...2401
    @kanha...2401 3 ปีที่แล้ว +8

    ଜୟ ଜଗନ୍ନାଥ 🙏🙏🙏
    ଲୋମ ହର୍ଷଣକାରୀ ଭଜନ 🙏😭😭😭🙏

  • @sangitajena5538
    @sangitajena5538 6 วันที่ผ่านมา

    ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହଉଚି 🙏 ମୋ ଜଗା ର ଭଜନ ସବୁବେଳେ ଆଖିରେ ଲୁହ ଆଣିଦିଏ 🥹🥹 ଜୟ ଜଗନ୍ନାଥ ❤⭕️❗️⭕️

  • @gyanabratamohanty4219
    @gyanabratamohanty4219 3 หลายเดือนก่อน +4

    ବହୁତ ସୁନ୍ଦର, ପ୍ରଭୁଙ୍କ ଆଶୀର୍ବାଦରେ ଖୁବ ଆଗକୁ ଯାଅ, ଆମକୁ ଏମିତି ଭକ୍ତି ଭାବରେ ଭିଜୋଉଥାଅ 🙏🙏🙏

  • @santosinayak10
    @santosinayak10 3 ปีที่แล้ว +19

    Incredible voice Dipti ma'am..
    Can't stop my tears.. lots of love ma'am...

  • @subhasandhyaideas7567
    @subhasandhyaideas7567 25 วันที่ผ่านมา +2

    Chhoto bele sunithiba Gita aji puni ete barsa pare sei real singer nk munha ru suniki mo deha sitei gla au Loma tankuri uthila akhiru 2 thopa luha bi bohi gla ......Sonu sir apanku mor 🙏🙏🙏....emane hin real singer au aga song real song thila ..Jay Jagannath 🙏

  • @Roshni373
    @Roshni373 3 ปีที่แล้ว +45

    Satare amiti hini hou Prabhu 🙏 Jay Jagannath 🙏🖤 😍......and nice voice deepti di... really heart toching

  • @manibhadramohanty7417
    @manibhadramohanty7417 3 ปีที่แล้ว +10

    What a beautiful rendition by you Dipti mam.Tears r flowing from eyes whenever I listening this song even before 25 years back when it was released.

  • @subhashree879
    @subhashree879 8 หลายเดือนก่อน

    ଜୀବନ ରେ ଯେତେ ବି ଦୁଃଖ ଆସିଲେ ଜଗା କୁ ସ୍ମରଣ କଲେ ଆତ୍ମା ତୃପ୍ତି ହେଇଯାଏ.. ଏବଂ ଜଗା ର ହୃଦୟ ବିଦାରକ ସଙ୍ଗୀତ ଶୁଣିଲେ ଆଖି ରେ ଲୁହ ଆସିଯାଏ.. ରୁମ ଟାଙ୍କୁରି ଉଠେ 🤌🏻🥺🥺

  • @rakeshsahoork1759
    @rakeshsahoork1759 10 หลายเดือนก่อน +3

    ⭕❗⭕ଏଇତ ଜୀବନ....ଜୟ ଜଗନ୍ନାଥ
    🙏🙏🙏😔😔❤️

  • @ananyamohanty2117
    @ananyamohanty2117 3 ปีที่แล้ว +18

    What a soulful voice u have mam...i also couldn't control my tears...so heart touching...jai jagannath

  • @sushantakumarsahoo01
    @sushantakumarsahoo01 ปีที่แล้ว +1

    ଦୁନିଆର ଏଇ ବାସ୍ତବ ଚିରନ୍ତନ ସତ୍ୟ(ମୃତ୍ୟୁ)କୁ ସମସ୍ତଙ୍କୁ ଦିନେ ନା ଦିନେ ଦେଖିବାକୁ ପଡିବ l ଜୟ ଜଗନ୍ନାଥ 🙏🙏🙏

  • @kalpanadash9769
    @kalpanadash9769 2 ปีที่แล้ว +7

    Nice song akhiru luha asuchhi

  • @madhusmitadash3771
    @madhusmitadash3771 3 ปีที่แล้ว +19

    Can't control my tear after listening 😥Jay jagannath 🙏

  • @Scorpion_poo
    @Scorpion_poo 6 วันที่ผ่านมา +1

    Such a nice song... This voice amazed me with joy nd tears 🥺❤

  • @madhushree5549
    @madhushree5549 3 ปีที่แล้ว +22

    Such a beautiful voice.... Dipti mam you are great👏👏 ❤❤❤😘😘😘😘

  • @111pujarani3
    @111pujarani3 3 ปีที่แล้ว +23

    Fabulous maams .... I listen many times n evry singl time i felt like energetic n powerful. ..jai jagannath😍😍

  • @Deepakkumar-lh4ii
    @Deepakkumar-lh4ii 6 วันที่ผ่านมา +1

    My heart teaching song😂😂😂😂😂😂😂 mu jebe bi sune mote nuaa lage aahuri sunibaku ichha hua . Mu sunile mu kandipaka a. Mo bapa chuta belu nahanti mo maa cancer patients

  • @aniruddhasahu9716
    @aniruddhasahu9716 11 หลายเดือนก่อน +4

    This song is very heart 💜❤️ touching ❤

  • @smaranikamohanty4242
    @smaranikamohanty4242 3 ปีที่แล้ว +11

    ବହୁତ ସୁନ୍ଦର ଗୀତ...... ଜୟ ଜଗନ୍ନାଥ...🙏

  • @PushpasinghThakur
    @PushpasinghThakur ปีที่แล้ว +1

    ଅନେକ ଥର କହି ବାକୁ କିଛି ଶବ୍ଦ ନ ଥାଏ କିନ୍ତୁ ହୃଦୟ ର ଗଭୀରତା ର ଭାବନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏 କେବେ କେବେ ଏ ଅବୁଝା ଲୁହ ବୋଲ ମନେନି ଲୁହ କୁ ଯେତେ ରୋକି ବାକୁ ଚାହିଲେବି ରୋକି ହୁଏନୀ। ଜୟ ଜଗନ୍ନାଥ

  • @biswajitkar111
    @biswajitkar111 2 ปีที่แล้ว +6

    Jay prabhu jagannath
    Bohut badhia song

  • @shrabani07
    @shrabani07 2 ปีที่แล้ว +15

    One of the bestt bhajan ❤️ eyes full of tears... goosebumps all the time oh my god hands down 🙏❤️❤️🧿🧿
    Jay Jagannath 🙏🙏
    More power this girl and whole team behind this bhajan 🙏🙏

  • @karunakarmohanty3777
    @karunakarmohanty3777 15 วันที่ผ่านมา

    Every lyrics very heart touching
    Deeply salute this video as well you didi
    Jay jagannath 🙏🥰🥰

  • @anilcreations9275
    @anilcreations9275 3 ปีที่แล้ว +15

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ।।⭕‼️⭕🙏🙏🙏🙏🙏

  • @bijaynayakbiju
    @bijaynayakbiju 3 ปีที่แล้ว +8

    One of the versatile singer of Odia Industry..👏👍👍

    • @Diptirekha_Official
      @Diptirekha_Official  3 ปีที่แล้ว +1

      Tnxx

    • @bijaynayakbiju
      @bijaynayakbiju 3 ปีที่แล้ว

      @@Diptirekha_Official it's my pleasure to got a reply from u. Mamm Keep entertain us with your sweet voice and Prabhu Jagannath always bless you.👍👍

  • @HeeramaniMandia
    @HeeramaniMandia 7 วันที่ผ่านมา +1

    ❤ I love you jai jagannath bapa prabhu ❤ appanaka ❤ charanare thanku you thanku you thanku you so much

  • @jatindradandasana2988
    @jatindradandasana2988 2 ปีที่แล้ว +4

    Beautiful song voice of Diptirekha👌