Odisha Farmers At Wits End Over Kalia Yojana Funds, Deputy CM KV Singh Deo & BJD Leader's Reaction

แชร์
ฝัง
  • เผยแพร่เมื่อ 18 มิ.ย. 2024
  • Odisha Farmers' Frustration Over Delayed Kalia Yojana Funds | Deputy CM KV Singh Deo & BJD Leader's Response
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews #KaliaYojana #OdishaFarmers

ความคิดเห็น • 258

  • @sanjaybhaidigitaltech3673
    @sanjaybhaidigitaltech3673 หลายเดือนก่อน +99

    ଯଦି double ଇଞ୍ଜିନ ସରକାର ତେବେ ଯୋଜନା ବି double ରହୁ କାଳିଆ ବି ଆଉ PM କିସାନ ବି ରହିଵା ଦରକାର

    • @Sumit.yyy222
      @Sumit.yyy222 หลายเดือนก่อน +3

      Kalia jojana ku new name Kari dia jau.na hele loke kahiba bjd deuchhi bali.

    • @badboyb_dev8957
      @badboyb_dev8957 หลายเดือนก่อน +2

      ନିହାତି

    • @user-mt5wj2eo8j
      @user-mt5wj2eo8j หลายเดือนก่อน +3

      Right bhai

    • @MADANBABU55
      @MADANBABU55 หลายเดือนก่อน +3

      Really Jay B J D❤

    • @dibyasinghparida4360
      @dibyasinghparida4360 หลายเดือนก่อน +3

      Right👍👍👍

  • @sanjaybhaidigitaltech3673
    @sanjaybhaidigitaltech3673 หลายเดือนก่อน +28

    ସବୁ ରାଜ୍ୟ କୁ ଦେଉଛି କେନ୍ଦ୍ର ସରକାର pm କିସାନ ହେଲେ ନୂଆ ସରକାର ଓଡିଶା କୃଷକ ମାନଂକୁ କଣ ଦେଲେ

  • @MRUMESH811
    @MRUMESH811 หลายเดือนก่อน +30

    Kalia yojana Jadi milibani next election re cm change haba

  • @AnilMallik-fz4zn
    @AnilMallik-fz4zn หลายเดือนก่อน +25

    Kaliya yajan chalu rahiba darkar agaku bi

  • @sakrim1234
    @sakrim1234 หลายเดือนก่อน +42

    ସେମାନେ ଭଲଭାବେ ଜାଣିଛନ୍ତି ପୁରୁଣା ଯୋଜନା ବନ୍ଦ ହେଲେ କଣ ଅସୁବିଧା ହେବ।

  • @pbproduction2164
    @pbproduction2164 หลายเดือนก่อน +15

    କାଳିଆ ଯୋଜନା ରହିଛି ବଲ୍ ଥିଲା ହେବେ ବି ଚାଲିବାର ଅଛି

  • @makarsenapati1213
    @makarsenapati1213 หลายเดือนก่อน +26

    PM kissan କେନ୍ଦ୍ର ସରକାର ସବୁ ରାଜ୍ୟର ଚାଷୀମାନଙ୍କୁ ଦେଉଛନ୍ତି ଓଡ଼ିଶାର ନଵ ନିର୍ବାଚିତ ମୂଖ୍ୟମନ୍ତ୍ରୀ କାଳିଆ ଯୋଜନା ବଦଳରେ ଲୋକମାନଙ୍କୁ କଣ ଦେବେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲା ଲୋକମାନଙ୍କୁ ଡବଲ ପ୍ରଫିଟ୍ ମିଳିବା କଥା

    • @makarsenapati1213
      @makarsenapati1213 หลายเดือนก่อน +1

      କାଳିଆ ଯୋଜନା ମିଳିବା ଦରକାର ନା କଣ ପାଇଁ ବଦଳିବ କାଳିଆ ନା ଟା କଣ ଖରାପ କି ଓଡ଼ିଶା ଵାସୀ କୁହନ୍ତୁ

    • @makarsenapati1213
      @makarsenapati1213 หลายเดือนก่อน

      ଓଡିଶା ର ଭୋଟର୍ ପରିବର୍ତ୍ତନ କଲେ ନୂଆ ମୂଖ୍ୟମନ୍ତ୍ରୀ ବାଛିଲେ ଗରିବଙ୍କ ପାଇଁ ଯୋଜନା ବଢିବା ଲାଗି କାଳିଆ ଯୋଜନା କାଟିବା ପାଇଁ ନୁହେଁ

    • @makarsenapati1213
      @makarsenapati1213 หลายเดือนก่อน

      ପୂର୍ବତନ ମୁଖ୍ୟମନ୍ତ୍ରୀ ଯେତେଦିନ ରହିଲେ ଗରିବଙ୍କ ପାଇଁ କିଛି ଯୋଜନା କରିଛନ୍ତି ନୂଆ ମୂଖ୍ୟମନ୍ତ୍ରୀ ଗରିବଙ୍କ ପାଇଁ କିଛି ଯୋଜନା କରନ୍ତୁ ତାଙ୍କ ନାମ ଆଗକୁ ଯିବ କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଯୋଜନା କାଟି ଦେଲେ ଗରିବ୍ ହଟିବନି

    • @santoshkumarpanda9968
      @santoshkumarpanda9968 หลายเดือนก่อน

      Kn pain apekhya sala vote nela belaku bada bada bhasana deuthila😂😂satare modi jemiti bada kuhalia ta neta mane bi Khali odisha ku odia bhasana dia peta purijiba😂😂😂

    • @Shivabanita
      @Shivabanita หลายเดือนก่อน

      Bia debe gote gote

  • @sumanatsahujs5742
    @sumanatsahujs5742 หลายเดือนก่อน +11

    କାଳିଆ ବନ୍ଦ ହେଲେ 2029ଉଚିତ ଜବାଜ ଦିଅ ହେବ

  • @sanjaysahoo5544
    @sanjaysahoo5544 หลายเดือนก่อน +24

    ନବୀନ ସାର୍ ଏମିତି ଲୋକାଭିମୁଖୀ ଯୋଜନା କରିଛନ୍ତି bjp Sarkar (ଡବଲ ଇଞ୍ଜିନ ) ର ଦମ୍ ନାହିଁ ବନ୍ଦ କରିବାକୁ
    ବନ୍ଦ ହେଲେ ଆହୁରି କିଳା 😂😂😂😂😂

    • @user-et3ts5ts2o
      @user-et3ts5ts2o หลายเดือนก่อน

      Dadagiri karuchhatel pandu kukur mane

  • @odishasandhantv3704
    @odishasandhantv3704 หลายเดือนก่อน +13

    ଯଦି କାଳିଆ ଯୋଜନା ବନ୍ଦ କଲେ ଆଗାମୀ ନିର୍ବାଚନରେ ଆଉ ଆପଣ ଙ୍କୁ ଭୋଟ ଦିଆ ଯିବନି,ଏବଂ ଆପଣଙ୍କୁ ଲୋକ ବି ପସନ୍ଦ କରି ବେନି

  • @sorojbagarti8673
    @sorojbagarti8673 หลายเดือนก่อน +5

    ସରକାର ଚେଞ୍ଜ ହେଲେ ବି ଯୋଜନା ରେ କଣ ଅଛି ଲୋକ ଯୋଉଠି ଉପକୃତ ହେଉଛନ୍ତି ସେ ଯୋଜନା କେବେ ବି ବନ୍ଦ ହେବନି

  • @RajaMarndi-if6cq
    @RajaMarndi-if6cq หลายเดือนก่อน +4

    କାଳିଆ ଯୋଜନା ନଦେଲେ ମୁଖ୍ୟ montree ଇସତପା ଦିଅନ୍ତୁ

  • @rupecreation143
    @rupecreation143 หลายเดือนก่อน +7

    କାଳିଆ ଟଙ୍କା ଚାଷୀ ଙ୍କ ପାଇଁ ଭଲ ଯୋଜନା

  • @user-kn5py4sb4i
    @user-kn5py4sb4i หลายเดือนก่อน +6

    କାଳିଆ ଯୋଜନା ଓଡ଼ିଶା ରେ ଦିଆ ଯାଉ

  • @prakashbehera3159
    @prakashbehera3159 หลายเดือนก่อน +4

    ଯଦି ପୃର୍ବ ସରକାର ଏତେ ସବୁ ଯୋଜନା କରିଥିଲେ ନୂତନ ସରକାର ସେ ସବୁ ଯୋଜନାକୁ କାହିଁକି ଚାଲୁ ରଖି ପାରିବେନି

  • @sumantanaik430
    @sumantanaik430 หลายเดือนก่อน +9

    Odisha re purbasarakarankara lokavimukhi yujana sabu chalibadarkar

  • @dibyasinghparida4360
    @dibyasinghparida4360 หลายเดือนก่อน +3

    କେନ୍ଦ୍ର ଦେଲା ରାଜ୍ୟ କଣ ପାଇଁ ଦବନାହି,କାଳିଆ ଭଲ ଯୋଜନା ,

  • @KrishnaB5
    @KrishnaB5 หลายเดือนก่อน +9

    ବନ୍ଦ ର ପ୍ରଶ୍ନ ଉଠୁନାହିଁ l ଓଡ଼ିଶା ରେ ସରକାର ଗଢ଼ିବାକୁ ଏତେ ଇଚ୍ଛା ଥିଲା, ଏବେ ତ ହେଇଗଲ l ତମ ଗାଣ୍ଡୀ ରେ ଯଦି ଦମ୍ ଅଛି, ଆଉ ଅଧିକ ନୁଆ ଯୋଜନା ଆରମ୍ଭ କର l ଯାହା ପୂର୍ବ ରୁ ଅଛି ସେଥିରେ ଲୋକ କିଛି ସାହାଯ୍ୟ ପାଉଛନ୍ତି l ତାକୁ ବନ୍ଦ କରିବାକୁ କଣ ଲୋକ ତମକୁ ନିର୍ବାଚିତ କରିଛନ୍ତି ଭାବୁଛ l ଗାଣ୍ଡୀ ମାରେଇଯିବ ଏବେ କିଛି ଫେଚକମି କଢ଼ିଲେ l ଆଉ ସେ ୧୯୮୦-୧୯୯୦ ମସିହା ଯୁଗ ନାହିଁ l ଟିକେ ଏପଟ ସେପଟ ହେଲେ ୨୦୨୯ ସିଧା କଂଗ୍ରେସ l ତମର ସେ ଶିଖଚାଲିଆ ମୋଦୀ କୁ କହିଦେବ l😂

    • @user-mt5wj2eo8j
      @user-mt5wj2eo8j หลายเดือนก่อน

      Right Bhai

    • @KrishnaB5
      @KrishnaB5 หลายเดือนก่อน +1

      @@user-mt5wj2eo8j haan...ya ra sidha artha hela bjd thila bhala thila..loka state scheme & central scheme 2 ta pauthile...BJP ku elected kariki tahle loka manankara losssss hauchi na..centre re jane rahu state re au gote party..tankara competition re loka nka kichhi ta fyda hauthila...

  • @maheswarkumar4907
    @maheswarkumar4907 หลายเดือนก่อน +8

    Right ✅️ ❤❤

  • @user-ne2ns5mk5v
    @user-ne2ns5mk5v หลายเดือนก่อน +19

    ଯୋଉ ଲୋକ ପାଉଥେଲେ ସେଇଲୋକ ପାଇବେ ସବୁଯୋଜନା ବିଜେଡି ଦେଇକି ଗରିବ ପାଇଲେନି ସେଠିଯୋଗୁ ସେଥୀ ଯୋଗୁ ବିଜେଡି ହାରିଲା ପଧାନ ମତ୍ରୀ ଆକ୍ଷି ବୁଜିକି କାମ କଲେ ଲୋକ ମାନେ ବଦଳିବେ ଆଗାମୀ ଭୋଟ ବେଳେ ,, ଜୟ ଜଗନ୍ନାଥ

  • @user-xj6mu2sx5n
    @user-xj6mu2sx5n หลายเดือนก่อน +4

    Naveen sarakar nka yojna sabu diajau

  • @basantanayak5133
    @basantanayak5133 หลายเดือนก่อน +3

    Kalia yojana chalu rahiba darkar

  • @bikashsahu853
    @bikashsahu853 หลายเดือนก่อน +2

    Right 👍

  • @prakashmodijihamarapmmohan511
    @prakashmodijihamarapmmohan511 หลายเดือนก่อน +4

    Kalia yojona krusak ku poisa milu .j name change hou j off no hou .nohle next election ku bjp thibani seithi puni bjd asijibo

  • @kishorkumbhar7838
    @kishorkumbhar7838 หลายเดือนก่อน +2

    କାଳିଆ ଯୋଜନା ନେଇ ଦେଲେ ଆନ୍ଦୋଳନ ଚାଷୀ ମାନେ ସୁନିଶ୍ଚିତ କରବେ

  • @krushnasunani-qw7cr
    @krushnasunani-qw7cr หลายเดือนก่อน +3

    କାଳିଆ ମିଲବାର କଥା ଜୟ ନବୀନ

  • @kshyamanidhisahoo1248
    @kshyamanidhisahoo1248 หลายเดือนก่อน +4

    Dabul sarkar kala dabani kanapani

  • @LITAMURMU-rm7wo
    @LITAMURMU-rm7wo หลายเดือนก่อน +4

    Kalia Nodele BJP Haribo 2029re...

  • @ratanasahoo9429
    @ratanasahoo9429 หลายเดือนก่อน +1

    Pm କିସାନ ଯୋଜନା ଚାଷୀମାନଙ୍କ ପାଖରୁ ଗଲା, କିନ୍ତୁ କାଳିଆ ଯୋଜନା ଭାଗ ଚାଷୀ, କ୍ଷୁଦ୍ର ଚାଷୀ ମନେ ପାଉଥିଲେ ଯଦି କାଳିଆ ଯୋଜନା କାଟିବ pjp ଭୋଟ ଆଉ ପାଇବନି,ମୋଦୀ ଜି ଯୋଉ ଧାନ 3100 ଟଙ୍କା କରିଛନ୍ତି, ତାକୁଜମି ମାଲିକ ପାଇବ କିନ୍ତୁ ଯୋଉ ଭାଗ ଚାଷୀ ଚାଷ କରିଛି ତାର ଧାନ 2 ଭାଗ ହବ ଜମି ମାଲିକ ଆଉ ଭାଗ ଚାଷୀ ମାନଙ୍କ ଭିତରେ, ତେବେ ଭାଗ ଚାଷୀ କେତ ଧାନ ବିକିବ ଆଉ କେତେ ଖାଇ ବାକୁ ରଖିବ

  • @JitendraPatra-kk4wc
    @JitendraPatra-kk4wc หลายเดือนก่อน +1

    Congrase sabu bele lokanka asu bidha

  • @eksanpatel3255
    @eksanpatel3255 หลายเดือนก่อน

    ଧନ୍ୟବାଦ ଗମାଙ୍ଗ ଆଜ୍ଞା

  • @SusantaBehera-ok4vs
    @SusantaBehera-ok4vs 29 วันที่ผ่านมา

    Very nice

  • @jagabandhugiri6980
    @jagabandhugiri6980 หลายเดือนก่อน

    Good evening sir odisha Jay Jagannath 🙏🙏🙏🙏 Happy New year 2024

  • @joshnachhura5373
    @joshnachhura5373 หลายเดือนก่อน +1

    Bhal heba chasi bhai manku sahajya Kariba darkar bjp sarkar nahele 2029 re bye bye

  • @TapoiDas
    @TapoiDas 28 วันที่ผ่านมา

    ସାର୍ ସବୁ ଯୋଜନାର ଶୁଭାରମ୍ଭ ଘୋଷଣା କରିଛନ୍ତି ସାର୍ ପ୍ଲିଜ୍ ନୁଆ କଳାକାର ଭତ୍ତା ପାଇଁ ଆବେଦନ କରିଥିଲୁ ୟଢଇସନ ଦେଖିଥିଲୁ ତାଙ୍କ କଥା ବୁଝନ୍ତୁ ସାର୍ ପ୍ଲିଜ୍ ସାର୍ଟିଫିକେଟ ଦିୟନୃ ପ୍ଲିଜ୍ ତାଙ୍କ କଥା ବୁଝନ୍ତୁ

  • @charanbhugoldalai9472
    @charanbhugoldalai9472 29 วันที่ผ่านมา +1

    କାଳିଆ କୃଷକର ବିକାଶ
    ଏହାକୁ ବନ୍ଦ କରିବା ଠିକ୍ ନୁହେ

  • @amarkalahandi8462
    @amarkalahandi8462 29 วันที่ผ่านมา

    କାଳିଆ scheme ରେ ବହୁତ୍ କ୍ଷୁଦ୍ର ଚାଷୀ ଓ ନାମ ମାତ୍ର ଚାଷୀ ଉପକୃତ ହେଉ ଥିଲେ ରାଜ୍ୟ ରେ ଏହି scheme close kale ଭଲ ହେବ ନାହିଁ ?

  • @lkpyoutubechannel5046
    @lkpyoutubechannel5046 หลายเดือนก่อน +1

    ଏ କଣ ଦେଶର ସରକାର କି...?

  • @KaliaBiswal-cf3sp
    @KaliaBiswal-cf3sp 28 วันที่ผ่านมา

    Govt of odisha request to Kalia Yojana scheme tanka milu 🙏

  • @Mr.santoshbehera
    @Mr.santoshbehera หลายเดือนก่อน +1

    ମୋର କନକ ନିଜ, କହିବାର ହେଲା ଯାହାର ଜମି ବାଡି ନାହିଁ ,ତାଙ୍କର pm Kishan.ମିଳୁନି, ମୋଦି କୁ ଭୋଟ ଦେଇ ଲାଭ କଣ, ଯାହାର ଜମି ଅଛି ତାଙ୍କୁ pm ଟଙ୍କା ଆସୁଚି 😢

  • @ErPKmahapatra
    @ErPKmahapatra หลายเดือนก่อน

    କାଳିଆ ଯୋଜନା କୁ କେନ୍ଦ୍ରୀୟ..କୃଷକ ଜନ ନିଧୀ ଯୋଜନା ରେ ଅନ୍ତର୍ଭୁକ୍ତ କରି ଠିକ୍ ହିତାଧିକାରୀ ଚୟନ ପ୍ରକିୟା ପୁଣି କରି ଅର୍ଥ ବଣ୍ଟନ କରିଲେ ସମସ୍ତ ନ୍ୟାୟ ଠିକ୍ ହୋଇପାରେ।।

  • @allhdstatusvideos
    @allhdstatusvideos หลายเดือนก่อน

    We are with Farmers

  • @jagabandhugiri6980
    @jagabandhugiri6980 หลายเดือนก่อน

    Jay Hind 🇮🇳🇮🇳🙏🔥🔥

  • @niranjansahu9449
    @niranjansahu9449 หลายเดือนก่อน

    Mr Congress MLA --kalia yojna r beneficiary v odisha ke hai. O chahe BJP,BJD Congress ka supporter ho lekin hai to farmers, labour hi. Isliye kalia yojana band na karke naye beneficiary jodna chahiye.

  • @jayasShreyanshiExpress4021
    @jayasShreyanshiExpress4021 หลายเดือนก่อน +4

    Tu bala janichu congress

    • @makarsenapati1213
      @makarsenapati1213 หลายเดือนก่อน

      ଆଗେ ଭାଷା ଠିକ୍ ରଖ ତା ପରେ କମେନ୍ଟ୍ ଦିଅ

    • @India44849
      @India44849 หลายเดือนก่อน

      Right

  • @samarjitmallick5537
    @samarjitmallick5537 หลายเดือนก่อน

    Sarkar lokamanka pain sarkar kalia scheme 2027 .. Tak rahiba darkar CM odisha basika pain ...

  • @AmitKumar-ny4zr
    @AmitKumar-ny4zr หลายเดือนก่อน

    କାଳିଆ ଯୋଜନା ରେ ପଇସା ଆସିବ, କିନ୍ତୁ ନାମ ପରିବର୍ତନ ହବ, 🙏

  • @anilpradhan4463
    @anilpradhan4463 หลายเดือนก่อน

    Krusi upare jaha achhi jadi Kichhi na dianti....2029 nama nebe j

  • @ksagarcreation1769
    @ksagarcreation1769 หลายเดือนก่อน

    Gst ଓ tex ନେବାର ଥି ଡଵଲ ଇଞ୍ଜିନ ଏଁ

  • @prabirrout
    @prabirrout หลายเดือนก่อน

    Bhai kaliya yojana band karantuni...

  • @bhanupratap9586
    @bhanupratap9586 หลายเดือนก่อน

    Kalia yojna band kro nahi garibo pai bahut kam ase paisa agriculture lagi

  • @debashisbagarti8753
    @debashisbagarti8753 หลายเดือนก่อน

    Good news

  • @umaprasadsahoo6176
    @umaprasadsahoo6176 หลายเดือนก่อน

    Sure birodha heba

  • @Kiprahembram23
    @Kiprahembram23 หลายเดือนก่อน

    Kalia no aasile 29 re odi ru BJP sofa. double engine mane sobu double heba dorkar.

  • @ManasKumar-pg4pk
    @ManasKumar-pg4pk หลายเดือนก่อน

    you rright sr...

  • @user-lq1py1sj7l
    @user-lq1py1sj7l 15 วันที่ผ่านมา

    Jodi kalia yojona nae rahibo ta hele pm kishan yojana re 4000 karajau

  • @bhawanishankarofficial3405
    @bhawanishankarofficial3405 หลายเดือนก่อน

    Chasi nku tanka n dei...khata saara jogei diantu...5000/- re kichhi kama deba nahi...urea 300/-, DAP -1400/-,MOP 1700/-...kou kam ku asiba 5000/-

  • @rajumeher-dq7gi
    @rajumeher-dq7gi หลายเดือนก่อน

    ପଛେ କାଳିଆ ପଇସା ଦେବ ଫାଷ୍ଟ କିଏ ପାଉଛେ କିଏ ନାଇଁ ପାଇବାର ସେତାକେ ଫାଷ୍ଟ ଦେଖ
    ଆମର ଗାଁ ରେ 65 year ହେଲା ନ ଫେର ଭି ଭତ୍ତା ନାଇଁ ମିଳବାର କେନମାନେ ପାଇବାର କଥା କେନମାନେ ନାଇଁ ଯେ ହେଟା ଫାଷ୍ଟ ଦେଖ ତାର ପରେ ପଇସା ଦେବା ଆଉ ତୁମେ ଭି ହେ ବିଜେଡି ବାଗିର କରବ ବେଳେ ଇ 5 year ରାଜନୀତି କରି ଥ

  • @Sumit.yyy222
    @Sumit.yyy222 หลายเดือนก่อน

    Jadi kalia jojana dia jiba tahele new name kari dia jau.

  • @umeshpatra234
    @umeshpatra234 หลายเดือนก่อน

    Nija scheme bahare Karu state

  • @bapannayak8968
    @bapannayak8968 29 วันที่ผ่านมา

    Kalia aau pm kisan jeun mane pau nahanti semanku kemiti miliba se byabasta karajau

  • @barunsunani3709
    @barunsunani3709 หลายเดือนก่อน

    କଂଗ୍ରେସ ପାର୍ଟି ତ ବିରୋଧ ପାର୍ଟି sir କାଳିଆ ନିହାତି ଦରକାର କେତେ ଜଣ pm ପାଉ ନାହାନ୍ତି ଦଶରଥ ଗଙ୍ଗାମ ଭାଇ କାଳିଆ କାହିଁକି ବନ୍ଧ ହେବ ତମେ ଦେଉଛ କି ଯେ

  • @sadanandamohapatra1281
    @sadanandamohapatra1281 28 วันที่ผ่านมา

    Bihanlagi Rs4000 Khadkeliy Rs5000 Debe.

  • @PritiRanjanOfficial2.0
    @PritiRanjanOfficial2.0 หลายเดือนก่อน

    Kalia rashi sigra dea
    .sabu Kan dable Kariba ba

  • @ashishbhoi2414
    @ashishbhoi2414 หลายเดือนก่อน

    Delhi ru information asile sina answer miliba

  • @user-oc7lx9uc7m
    @user-oc7lx9uc7m หลายเดือนก่อน

    Kalia yojana taka keba miliba

  • @jagabandhugiri6980
    @jagabandhugiri6980 หลายเดือนก่อน

    Jay Hind Modi Jay Hind 🇮🇳🇮🇳🙏🙏 Happy New year 2024

  • @gopumotivator
    @gopumotivator หลายเดือนก่อน

    Chasi bhai mane byasta hua nahi kalia jojona band hobo nahi.

  • @user-rt2lz6tm8v
    @user-rt2lz6tm8v หลายเดือนก่อน

    ଠିକ କହିଛନ୍ତି କଂଗ୍ରେସ ନେତା, ଏବେ ଓଡିଶା ର ମୋହନ ସରକାର ଧାନର msp 800କଲେ, ନବୀନ ବାବୁ କାହିଁକି କରୁନଥିଲେ,,,

  • @santoshnayak-xm6id
    @santoshnayak-xm6id 25 วันที่ผ่านมา

    Mujanchchi mur jamiachi kintu mukaliara bhumi hinara pushia pauchi Kintu pmkishna paebiKi

  • @SarojPatra-lu8hh
    @SarojPatra-lu8hh หลายเดือนก่อน

    Kalia jojona odisa re rahiba darkar next election ku sarkar hoti jiba

  • @SanjayKumar-km5ff
    @SanjayKumar-km5ff หลายเดือนก่อน

    Turnta diajau kaliya money

  • @dhusasanmallik
    @dhusasanmallik หลายเดือนก่อน

    Yes its paltics

  • @sunilbehera3824
    @sunilbehera3824 หลายเดือนก่อน

    Kahuna amara decision delhi ru hue boli

  • @jagabandhugiri6980
    @jagabandhugiri6980 หลายเดือนก่อน

    Jay Hind 🇮🇳🇮🇳🙏🙏🙏🙏

  • @technicalom1243
    @technicalom1243 หลายเดือนก่อน

    ଆପଣମାନେ ମୋଦୀଙ୍କ ଉପରେ ଭରସା
    ରଖ ମୋଦିଙ୍କୁ ଆପଣ ଭୋଟ ଦେଇଛନ୍ତି
    ରାଜ୍ୟ ସରକାର କଙ୍କରିବେ ଯାହାହବ
    ଭଲହେବ ମୋଦୀଙ୍କ ଉପରେ ଭରସା ରଖ

  • @DebasishGolory
    @DebasishGolory หลายเดือนก่อน

    If you Banned Kalia yojana in Odisha then see what is your result will be in 2029

  • @JanakiJena-my5cr
    @JanakiJena-my5cr หลายเดือนก่อน +1

    Chhada Kalia thank

  • @JK-si5uv
    @JK-si5uv หลายเดือนก่อน +1

    କାଳିଆ ଯୋଜନା ଦିୟା ଯାଉ ବନ୍ଦ କଲେ ବହୁତ୍ ଅସୁବିଧା ହବ bjp ସରକାର ଉପରେ

  • @Blackshadowarmy999
    @Blackshadowarmy999 หลายเดือนก่อน

    500 tanka re chashi kemiti urnati karibe jadi Kalia jojona bandh karibe tahele pm kissan ku badhantu arhata 2000 ru 4000 tanka karantu ta nahele chota chota chashi banchibe kemiti chashare urnati heba na abanati bichar apanamananka hata re

  • @joshnaranisahu1671
    @joshnaranisahu1671 หลายเดือนก่อน

    Kalia yojana miliba darkar

  • @ManishMeher-fj4go
    @ManishMeher-fj4go หลายเดือนก่อน

    Odisha re kaliya jojana Darakar

  • @ManishMeher-fj4go
    @ManishMeher-fj4go หลายเดือนก่อน

    Kaliya jojana debe pura puri

  • @gulupapu7865
    @gulupapu7865 หลายเดือนก่อน

    Amar.paschimodisarmantri.chasimankar.dukhatikesuna

  • @narayan6595
    @narayan6595 4 วันที่ผ่านมา

    Bahu.gariba.loka.farmer.i.d.thila.be.kalia.p.m.kisan.milu.ni..sabu.farmer.nku.miliba.katha

  • @MadhaBaskey
    @MadhaBaskey หลายเดือนก่อน

    Kaliaa.yjana.rohibo.kanhiki.seitahouchi.bodo.deulo.ro

  • @madhusudanbagh4037
    @madhusudanbagh4037 12 วันที่ผ่านมา

    Kalia b deba Khata double engin sarker❤❤❤modi garinty

  • @somanathpradhan4866
    @somanathpradhan4866 29 วันที่ผ่านมา

    ଲୋକେ ଭୋଟ ଦେଲେ ଦୁଇଟି ଯୋଜନା ଡବଲ ମିଳିବା ଦରକାର

  • @ManjuDas-gy5ku
    @ManjuDas-gy5ku หลายเดือนก่อน

    Jou mananku milichi se mananku janch kara jau no hele dei ki bi kichi labho nahi

  • @chaturbhujabag5095
    @chaturbhujabag5095 หลายเดือนก่อน

    ନାମ ପରିବର୍ତ୍ତନ କରାଯାଇ ମିଳିବା ଦରକାର

  • @jagabandhugiri6980
    @jagabandhugiri6980 หลายเดือนก่อน

    Jay Hind India 🇮🇳🙏🙏😊

  • @user-fo1fl9ub9e
    @user-fo1fl9ub9e หลายเดือนก่อน

    Pm kisan ହୋଇଛି ପ୍ରଧାମନ୍ତ୍ରିର ରାଜ୍ୟ ସର କାର ଡବଲ ଇଞ୍ଜିନ ସରକାର ,ଚାସିକୁ କଣ ଯୋଜନା ନାରେ ଟଙ୍କା ଦଉଛି ଦେଖିବା

  • @jitossa9987
    @jitossa9987 หลายเดือนก่อน

    Dasarathi Babu tame MLA haba hogya nuhe

  • @jagdishkumbhar1934
    @jagdishkumbhar1934 หลายเดือนก่อน

    Kaliayojana re garib niriha gramanchala ra lokamane banchuthile band hele thiknaihue

  • @premsahu8302
    @premsahu8302 28 วันที่ผ่านมา +1

    Kalia jojana milu

  • @hemantarout2721
    @hemantarout2721 หลายเดือนก่อน +1

    Kalia tanka no hele bjp 100---0 vote

  • @dhusasanmallik
    @dhusasanmallik หลายเดือนก่อน

    Kalia yojna band kara

  • @dipakkumarnath1317
    @dipakkumarnath1317 27 วันที่ผ่านมา

    Kalia tanka na asile dharmaghat heba sarkar ku gheribu

  • @rabinarayanmalla807
    @rabinarayanmalla807 29 วันที่ผ่านมา

    Gote sarkar petrol 28/ katidia

  • @hemantaluha92
    @hemantaluha92 หลายเดือนก่อน

    Bhumihinanka pain kitchhi nahi