ଗାୟକ ନୃସିଂହ ଚରଣ ହୋତାଙ୍କ ଲଢ଼େଇ ପାଲା ଶିଶୁପାଳ ବଧ (ମାଘ), ଶେଷ ଭାଗ || Nrusingha Charan Hota || LADHEI PALA

แชร์
ฝัง
  • เผยแพร่เมื่อ 29 พ.ค. 2024
  • ★ ଲଢେଇ ପାଲା
    ★ ବିଷୟ- ଶିଶୁପାଳ ବଧ (ମାଘ)-(ଶେଷ ଭାଗ)
    ★ ଗାୟକ- (ଯୁବ ସମ୍ରାଟ) ନୃସିଂହ ଚରଣ ହୋତା
    ★ ମଞ୍ଚ- ଗେଙ୍ଗୁଟିଆ, ଢେଙ୍କାନାଳ
    ★ ସଂସ୍କାର ଓଡ଼ିଶା
    ************************************************************
    ★ Ladhei Pala Sishupala Badha (Magha)-(Last Part)
    ★ Gayak Nrusingh Charan Hota
    ★ Sanskar Odisha
    **************************************************************
    ସମସ୍ତ ପାଲା କଳାକାରଙ୍କ ନାମ :-
    ଗାୟକ : (ଯୁବ ସମ୍ରାଟ) ଶ୍ରୀ ନୃସିଂହ ଚରଣ ହୋତା
    ବାୟକ : ଶ୍ରୀ ଭୀମସେନ ବେହେରା
    ଶ୍ରୀପାଳିଆ : ଶ୍ରୀ ମଦନ ମୋହନ ସ୍ୱାଇଁ
    ସହଯୋଗୀ ପାଳିଆ : ଶ୍ରୀ କେଦାର ନାଥ ଶର୍ମା
    : ଶ୍ରୀ ରମେଶ ଚନ୍ଦ୍ର ସାହୁ
    :
    ଠିକଣା-ଆଠଗଡ଼
    ********************************************************************************************
    ★ Camera Man : Akshaya
    ★ Editor : Binaya
    ★ Design By : Ajaya
    ★ Upload & Published By : Sanjaya
    ★ Post Production : Studio Sai Creatives
    ★ Produced By : SANSKAR ODISHA
    **********************************************************************
    Following .....
    Subscribe : http // www.youtube.com / sanskar odisha
    odia pala : http // www. facebook.com / sanskar Odisha
    Copyrights reserved with SANSKAR ODISHA
    ସଂସ୍କାର ଓଡିଶା youtube channel ର ଏହି ପାଲା ସବୁ ଯଦି ଆପଣ ମାନଙ୍କୁ ଭଲ ଲାଗୁଥାଏ ତେବେ ଆମ Channel କୁ Like କରନ୍ତୁ ଏବଂ Share କରନ୍ତୁ I ଆମ ସହ ଯୋଡ଼ିହେଇ ରହିବା ପାଇଁ ଏବଂ ସବୁବେଳେ କିଛନା କିଛି ନୂଆ ପାଲା ଏବଂ ଭିର୍ଣ୍ଣ ଭିର୍ଣ୍ଣ ପାଲା ଗୀତ କଣ୍ଟେଣ୍ଟ ର notification ପାଇବା ପାଇଁ ସଂସ୍କାର ଓଡ଼ିଶା କୁ ନିଶ୍ଚୟ Subscribe କରନ୍ତୁ I ହଁ bell button କୁ press କରିବାକୁ ଭୁଲିବେନି I
    Thanks......... ********************************************************************************************************
    SishuPalaBadhaMaghaKabya
    #SanskarOdisha
    #GayakNrusinghCharanHota
    #NrusinghaCharanHotaBadiPala
    #BadiPala #LadheiPala
    #NrusinghaHotaPala
  • บันเทิง

ความคิดเห็น • 32

  • @rajatsahu5175
    @rajatsahu5175 หลายเดือนก่อน +13

    ସମ୍ରାଟ ପରେ ସାର୍ । ରାଜା କୁ କିଏ ହରାଇଲେଣି । ଅତି ସୁନ୍ଦର ❤❤❤❤❤❤ ଏ ସାଧକ ର ପ୍ରଣାମ 🙏🙏🙏 ଗ୍ରହଣ କରିବେ ।

  • @manojbehera3748
    @manojbehera3748 2 หลายเดือนก่อน +10

    ବହୁତ ସୁନ୍ଦର ପାଲା ପରିବେଷଣ
    Duty ରୁ ଆସିଲା ପରେ ମୁଁ ଆପଣ ଙ୍କ ପାଲା ଟିକେ ନ ଦେଖିଲେ ନିଦ ଆସେନା
    ଜୟ ଜଗନ୍ନାଥ

  • @user-ry5dt1gx9d
    @user-ry5dt1gx9d 26 วันที่ผ่านมา +3

    ସୁନ୍ଦର ପାଲା ପରି ବେଷଣ ଧନ୍ୟବାଦ ସାର 👏👏👏

  • @bidyutlatamishra5906
    @bidyutlatamishra5906 2 หลายเดือนก่อน +5

    ସୁନ୍ଦର ପାଲା ପରିବେଷଣ

  • @saratnayak7090
    @saratnayak7090 หลายเดือนก่อน +3

    ନୃସିଂହ ହୋତା ମୋ ଭଗବାନ ❤❤❤

  • @chakradhardash7954
    @chakradhardash7954 9 วันที่ผ่านมา +2

    Hota babu,,,, das babu,,, nom, 1

  • @user-lu5dg9pg5e
    @user-lu5dg9pg5e หลายเดือนก่อน +3

    ନୃ ସିଂହ ବାବୁ ବହୁତ୍ ଭଲ

  • @krushnachandramahanta3540
    @krushnachandramahanta3540 หลายเดือนก่อน +3

    ହୋତା ସାର୍,
    ନମସ୍କାର,
    ଆପଣଙ୍କ ପାଲା
    ଯେତେ ଦେଖୁଥିଲେ ସେତିକି ସୁନ୍ଦର ଲାଗେ ।
    ଦେହ ଟିକେ ଯତ୍ନ ନେଉଥିବ ।
    ପାଲା ସମାଜ କୁ ଆଗେଈ ନେବାକୁ ହେବ ।

  • @SujitKumar-mt1zb
    @SujitKumar-mt1zb 2 หลายเดือนก่อน +4

    ଅତି ସୁନ୍ଦର ପାଲା ତୁମର. ତୁମକୁ ସତକୋଟି ପ୍ରଣାମ, ନାରାୟଣ ତୁମକୁ ସେମିତି ଶକ୍ତି ଦିଅନ୍ତୁ. ଓଡିଶା ର ଅଗଣିତ ପାଲା ପ୍ରେମୀ ତୁମ ପାଲା କୁ ଦେଖି ନାରାୟଣ ଙ୍କର ଆଶୀର୍ବାଦ ଲାଭ କରନ୍ତୁ

  • @SuchitraKar-lb8wx
    @SuchitraKar-lb8wx หลายเดือนก่อน +1

    ଜୟ ଶ୍ରୀକୃଷ୍ଣ 🙏

  • @chaitanypatra4479
    @chaitanypatra4479 หลายเดือนก่อน +1

    ଅତି ସୁନ୍ଦର

  • @debasmitapanda5733
    @debasmitapanda5733 หลายเดือนก่อน +2

    Jay Jagannath

  • @alokmalik3421
    @alokmalik3421 หลายเดือนก่อน +1

    Very very nice bhai 🎉🎉🎉🎉

  • @chittaranjannanda9660
    @chittaranjannanda9660 หลายเดือนก่อน +2

    🙏 Jayaghanath 🙏

  • @Tarunu-dp2fs
    @Tarunu-dp2fs 16 วันที่ผ่านมา +1

    Ati sundar

  • @AlokaSanantaray-vx9vv
    @AlokaSanantaray-vx9vv 16 วันที่ผ่านมา +1

    Sundar pala

  • @bibatschhipodh3591
    @bibatschhipodh3591 16 วันที่ผ่านมา +1

    Excellent.

  • @dhrubabarik4320
    @dhrubabarik4320 หลายเดือนก่อน +2

    ଅତି ସୁନ୍ଦର ପାଲା ପରିବେଷଣ

  • @pradiptakumarDash.
    @pradiptakumarDash. 2 หลายเดือนก่อน +16

    ମନୋରମ ପରିବେଶଣ ପାଇଁ ଗାୟକ ସନାତନ ଦାଶଙ୍କ ବଡ଼ ଭାଇର ତୁମକୁ ଅନେକ ଶୁଭେଚ୍ଛା.

  • @user-ol4ys6lx9d
    @user-ol4ys6lx9d หลายเดือนก่อน

    Nice pala hota sir

  • @LabaRana-be2lx
    @LabaRana-be2lx 15 วันที่ผ่านมา +1

    ❤❤❤❤❤❤❤❤😊😊😊😊😊

  • @milinaik-hp4se
    @milinaik-hp4se 26 วันที่ผ่านมา +1

    Ok😊😊😊😊

  • @cmpradhan2315
    @cmpradhan2315 หลายเดือนก่อน

    Excellent

  • @user-xh8rf8ne7j
    @user-xh8rf8ne7j 26 วันที่ผ่านมา

    ଅତି ସୁନ୍ଦର ପାଲା ତୁମର ତୁମକୁ ଶତକୋଟି ପ୍ରଣାମ ନାରାୟଣ ତୁମକୁ ସେମିତି ଶକ୍ତି ଦିଅନ୍ତୁ

  • @villageboyrishi98
    @villageboyrishi98 หลายเดือนก่อน

    3:45

  • @satyabratabehura839
    @satyabratabehura839 24 วันที่ผ่านมา +1

    ପାଲା ଅତି ଉଚ୍ଚ କୋଟିର, ସଂସ୍କାର ଚ୍ୟାନେଲ ରେ ପ୍ରସାରିତ ପାଲା ସ୍ପଷ୍ଟ ଭାବ ରେ ଶୁଣିବାକୁ ମିଳେ

  • @user-uf8pr1yu4k
    @user-uf8pr1yu4k หลายเดือนก่อน

    Sudar pala

  • @sitaramtiwary24
    @sitaramtiwary24 2 วันที่ผ่านมา

    Tumaku Kia juba samrat kala

  • @user-ry5dt1gx9d
    @user-ry5dt1gx9d 26 วันที่ผ่านมา

    ହସ୍ତିନା ରେ ନୁହେଁ, ରାଜସୁୟ ଯଜ୍ଞ
    ବାରୁଣା ବନ୍ତ ରେ ହୋଇଥିଲା

  • @SantoshBehuria-ps1tr
    @SantoshBehuria-ps1tr 23 วันที่ผ่านมา

    Over acting. Sound is faster than speech.

  • @sumantakumarpati443
    @sumantakumarpati443 หลายเดือนก่อน

    Sundar pala