@@KasamKumar-w4o ketebele mu support karili jatra ku... again read my comments... jatra is no required in odisha. jatra ban haba darkar ... jadi record dance and abhadra comedy and villain glorify and nari mananku samman dei parunahanti eveb nataka re then se baje tamsa ban heijiba katha
Satya babu thik kahile. Matra 20 minute pain 60000 mane 1 minute kete padila. Odisa basi tike bujha are tame ghare nije khaebaku pauna. Au ticket Kari 60000 ganile kn haba
JATRA IS A MUGOL TAMSHA STARTED BY MUGOLS. JATRA IS NOT A ODIA LOKO KALA OR LOKO SANSKRITI. ANEK LOKA JANINATHIBE AEI BISAYA RE JE JATRA IS NOT A TRADITION OR EVEN RELATED TO HINDU SASKRITI. ITS A MUGOLS TAMSA FOR MUGOLS ENTERTAINMENT.
ସତ୍ୟ ବାବୁ ଭଦ୍ର ମଣିଷ ଓ ହୃଦୟବାନ 🙏🙏🙏ପ୍ରଣାମ ଆପଣଙ୍କୁ 🙏
ଚଳିତ ବର୍ଷ ରଙ୍ଗମହଲ୍ ର ସବୁ ନାଟକ ହୃଦୟସ୍ପର୍ଶୀ ହେଇଛି
ଧନ୍ୟବାଦ୍ ଯାତ୍ରା ମାଲିକ ମହସାୟଙ୍କୁ
ବହୁତ ଭଲ ଚିନ୍ତlଧାରା
ଆଗକୁ ଏମିତି କେବେ
ନହେଉ ଧନ୍ୟବାଦ 🙏🙏🙏🙏
Satya jena jane gentle men ..dhanyabad
ଛୋଟ ଛୋଟ ଲେଖକ ମାନଙ୍କୁ ଆପଣ ଙ୍କ
ପାର୍ଟି ରେ ବହି ଦେବା ପାଇଁ ସୁଯୋଗ ଦିଅନ୍ତୁ
Tq sir ଏଇଭଳିଆ ରହିବା ଦରକାର
ପ୍ରଥମ ଥର ଖରାପ ନୃତ୍ୟ ରଙ୍ଗମହଲ ହିଁ କରୁ ଥିଲା tip tip barsa Pani
I agree
Sebe biswa rangamahal thila....
Khali rangamahal time re bi hau thila
କଳାକାର ସବୁ ନୂଆ ଜନ୍ମ ହୁଅନ୍ତୁ ପାର୍ଟି ଦର ବୃଦ୍ଧି ହେବନାହିଁ, ଏଇ କଳାକାର ଙ୍କ ଲାଗି ପାର୍ଟି ଦର ବୃଦ୍ଧି ହଉଚି
କିନ୍ତୁ ଓଭର ଏକ୍ଟିଙ୍ଗ୍ କରେ ପୀୟୁଷ 😭🤪😂
ଆଇଟମ୍ ଗାର୍ଲ୍ ଆସନ୍ତୁ କିନ୍ତୁ କପଡା ଖୋଲନ୍ତୁ ନାହିଁ ଏହା କଲେ ଠିକ୍ ହେବ
🙏🙏🙏🙏 Apananka chinta dhara khub bhala,jay sairam
ସତ୍ୟ ଜେନା ବାବୁ ଯାହା କହିଲେ ପୁରା ଠିକ କଥା କହିଲେ
Best Malika Satya Jena. Sir ❤❤❤❤
ଆପଣଙ୍କୁ ମୋର ଅନୁରୋଧ ଦୟାକରି ଟିକେଟ ଦର100 ରୁ 150 କରନ୍ତୁ ସବୁ ଯାତ୍ରା ମାଲିକଙ୍କୁ କହି. ଟିକେଟ ଡର ବର୍ତମାନ 300 ରୁ 400 ହେଲାଣି ସବୁ ଶ୍ରେଣୀର ଦର୍ଶକ କେମିତି ଦେଖିବେ କୁହନ୍ତୁ. ଆଗାମୀ ସମୟରେ ଯାତ୍ରା ଟିକେଟ ନ କମିଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହୋଇଯିବ. ମୋର ଏତିକି ଅନୁରୋଧ. ଜୟ ଜଗନ୍ନାଥ
ଆମର ବ୍ୟବସ୍ଥା ଏତେ ଭୁଶୁଡ଼ି ଯାଇଛି ଯେ ତାକୁ ସଜାଡିବାକୁ କଠୋର ପଦକ୍ଷେପ ନେବା ଦରକାର ।
Jay jagannath.bahut valla decision nechhaa
ଯାତ୍ରାରେ ଲଙ୍ଗୁଳୀ ନୃତ୍ୟ ହେବାର ମୁଖ୍ୟ କାରଣ ହେଉଛି ପାର୍ଟି ର ଟିକେଟ ମୂଲ୍ୟ ଅତ୍ୟଧିକ ବୃଦ୍ଧି,ଯଥା ସମ୍ଭବ ଟିକେଟ ର ମୂଲ୍ୟ 100/150/200 ରହିବା କଥା ,ତେବେ ଯାଇ ଗୋଟେ ପରିବାର ର ସବୁ ସଦସ୍ୟ ଦେଖି ପାରିବେ କିନ୍ତୁ ତା ବଦଳରେ 300/400 କଲେ ପରିବାର ର ସବୁ ସଦସ୍ୟ ଦେଖି ପାରିବେ ନାହିଁ,ଯାହା ଫଳରେ କି comitee loss କରିବେ,ତେଣୁ ବାଧ୍ୟ ହୋଇ ସେମାନେ ଲଙ୍ଗୁଳୀ ନୃତ୍ୟ କରିବେ , ତେଣୁ ସର୍ବ ପ୍ରଥମେ କଳାକାର ମାନଙ୍କ ର ଦରମା ବଢ଼ାନ୍ତୁ ନାହିଁ ,ସେମାନେ ତାଙ୍କର ପାରିଶ୍ରମିକ ମୂଲ୍ୟ ଠାରୁ ବହୁ ପରିମାଣରେ ଦରମା ଅଧିକା ନେଉଛନ୍ତି ଯାହା ଫଳରେ କି ସେମାନଙ୍କର ଅହଙ୍କାର ମଧ୍ୟ ବଢ଼ି ଚାଲିଛି ତେଣୁ ନୂତନ କଳାକାର ମାନଙ୍କୁ ସୁଯୋଗ ଦେବାର ଅବହେଳା କରୁଛନ୍ତି । ମାଲିକ ମାନଙ୍କୁ ଅନୁରୋଧ ବର୍ତ୍ତମାନ ସମୟ ଆସିଛି କଳାକାର ମାନଙ୍କ ର ଦରମା ଉଚିତ୍ ନିର୍ଦ୍ଧାରଣ କରିବା ପାଇଁ , ନଚେତ୍ ଦିନ ଆସିବ flim industry ପରି ନାମ ନେବ ।
Right sir
Satya sir jaha kahile actually sata katha 🙏🙏
କ୍ଷୀରୋଦ ମଲ୍ଲିଳ ଙ୍କ ଅସୁବିଧା ସମୟରେ ଅନୁଷ୍ଠାନକୁ ସାଗମାଛ ଦରରେ ମାଲିକାନା change କରିଲେ କିନ୍ତୁ ଜଣେ ପ୍ରୋଯୋଜକ ହିସାବରେ ସେତେଟା ନୈତିକତା ଦକ୍ଷତା ଆସିନି ସମୟ ଲାଗିବ
Great job Satya mamu .Best speech for other owners .
ସତ୍ୟବାବୁ ସତରେ ଜଣେ ମହାନ ବେକ୍ତି , ତାଙ୍କ ସହିତ ମୁ କଥାବାର୍ତ୍ତା ହେଲେ ମତେ ଲାଗିଲା ନାହିଁ ମୁ ଜଣେ ମାଲିକଙ୍କ ସହିତ କଥା ହେଉଛି ବୋଲି
ଜୟ ଜଗନ୍ନାଥ 🙏 ଆଜ୍ଞା
Rani panda is the great👍❤❤❤
Right 👍👍
Point ❤
Satya babu having good personality
U r right sir.👍
ସତ୍ୟବାବୁ ସତରେ ଜଣେ ମହାନ୍ ବେକ୍ତି ,ତାଙ୍କ ସହିତ ମୁ କଥାବାର୍ତ୍ତା ହୋଇଥିଲି ମୋତେ ଲାଗିଲା ନାହିଁ ମୁ ଜଣେ ମାଲିକଙ୍କ ସହିତ କଥା ହଉଚି ବୋଲି
Right
Salute
LOV you ❤❤sir
Odiya asmita good odiya
Right sit
No 1Malik
ବାପା କ'ଣ ପୁଅକୁ ରଖିବା ଭଳି କ୍ଷମତା ନାହିଁ
ଠିକ୍ କଥା
ହିନ୍ଦୁ ଧର୍ମ ର ଯାତ୍ରା ପେଣ୍ଡାଲ ରେ ହିଁ କାହିଁକି ଅଶ୍ଳୀଳ ନାଚ ହୁଏ ଖ୍ରୀଷ୍ଟ ଧର୍ମ ରେ ତ ଏମିତି ବିଲକୁଲ ହୁଏନି
ତୁ dominated କି
BECAUSE JATRA IS NOT HINDU CULTURAL THING, JATRA IS A MUGOLS TAMSHA AND WAS RUNNING BY MUGOLS
@sashikantasahoo7789 ଏବେ ମୁଗ୍ଲ ମାନେ କରୁଛନ୍ତି ନା ହିନ୍ଦୁ ମାନେ କରୁଛନ୍ତି , ଯଦି ମୁଗ୍ଲ୍ ମାନଙ୍କ କଲଚର ମୁଗ୍ଲୋ ମାନେ କରିବା ଦରକାର ହିଁନ୍ଦୁ ମାନେ କାହିଁକି କରୁଛନ୍ତୀ ଯେତିକି ଯାତ୍ରା ପେଣ୍ଡାଲ ତ ହିନ୍ଦୁ ମାନଙ୍କର ଆଉ ହିନ୍ଦୁ ମାନଙ୍କ ପର୍ବ ରେ ହିଁ ଯାତ୍ରା ପେଣ୍ଡାଲ ଲlଗେ ଆଉ ଯେତିକି ଲଙ୍ଗଳl ଲଙ୍ଗିଳୀ ସେଇ ଯାତ୍ରା ପେଣ୍ଡାଲ ରେ ହିଁ ହୁଅନ୍ତି ପର୍ବ ହିଁନ୍ଦୁ ମାନଙ୍କର ପେଣ୍ଡାଲ ହିନ୍ଦୁ ମାନଙ୍କର ଏଇଠି ମୁଗ୍ଲ କୁଆଡୁ ଆସିଲା , ନିଜର ଭୁଲ ଥିଲେ ବୀ କୋଥl ରେ ଜିତିବା କିଛି ବି କହିଦେଉଛ ନlଈ
@@KasamKumar-w4o ketebele mu support karili jatra ku... again read my comments... jatra is no required in odisha. jatra ban haba darkar ... jadi record dance and abhadra comedy and villain glorify and nari mananku samman dei parunahanti eveb nataka re then se baje tamsa ban heijiba katha
Super
🙏🙏🙏🙏
Malika maneakthi hua au comiti akthihua Malika Mane kalkarnka darama kamkarntu ta hele jatra chaliba nua kalakar niantu
🙏🙏🙏🙏🙏
Kharap dailog band karaajau
Apanka vali vala jatra malik darkar .
Best houner
Bhai paiesa deieki yemank muhna badhijauchi
Sir jaha kahichanti kuhantu but piyush bisayare kichi kuhantuni piyush bhai pai darsaka asuchanti
Khandagiri ru aga ta tori party e item dance start kala ,, rani panda ku ani
Ranga mahal tulasi shibani
Re itom dance heini kebe
Piyush Bhai alankara party re thile
Piyush bharati love relationship ku apanka pain badali gale
Hii
Rani panda ta ei trend aarambha karichi
Staya Babu tame rate tk Kam kale heba
Puruna kala kara ku absar dia jau bahut tanka kamei leni
Satya babu thik kahile. Matra 20 minute pain 60000 mane 1 minute kete padila. Odisa basi tike bujha are tame ghare nije khaebaku pauna. Au ticket Kari 60000 ganile kn haba
Total jatra close karidia sabu thiki haba
Satya babu new artist casting kari niantu ..nua kalakar niantu gaon gahali re bahut kala kar achanti
hou jatra bond koride....comiti bala ku...profit dorkar😀
Good 👍🤣🤣🤣🤣
The artist are taking 6000000 lakhs which is more than the salary of a IAS officer for a year.
Thank you Satya Babu for your comments about naked dance on the stage.Naked should be banned immediately.
Malika khatha khai janini
Sabu jatra malika mane ekjut hoyi bahara itam girl mananku nija stage ku chadhibaku diantuni
Prakuta.manish
Piysh vai
Pakka galua gote, tu music dauchhu semane nachuchhanti, aau I card kana darkar
michaaa kathaaa rangaa mahaal sujog deiniiii nuaa kalakarankauu muu chauchii call karichii satyaa jenaa sir nkuu but call katii deichantii seii amaraa darkar nahii kahikii
JATRA IS A MUGOL TAMSHA STARTED BY MUGOLS. JATRA IS NOT A ODIA LOKO KALA OR LOKO SANSKRITI.
ANEK LOKA JANINATHIBE AEI BISAYA RE JE JATRA IS NOT A TRADITION OR EVEN RELATED TO HINDU SASKRITI.
ITS A MUGOLS TAMSA FOR MUGOLS ENTERTAINMENT.
Ranghamahla.fast.itam.dainsear