କୁଆଡେ ଗଲେ ଅପରାଜିତା,ପ୍ରଦୀପ ଓ ଜଗଦ୍ଦେବ? ଆରମ୍ଭ ହେଲା କି ରାଜନୀତିର ଓଲଟା ମାଡ଼!

แชร์
ฝัง
  • เผยแพร่เมื่อ 16 ก.ย. 2024
  • Join this channel to get access to perks:
    / @terachhabaana
    For Advertisement, contact us at - News13Odisha@gmail.com

ความคิดเห็น • 127

  • @laxmidharapanda6086
    @laxmidharapanda6086 21 วันที่ผ่านมา +30

    ଜୟନାରାୟଣ ମିଶ୍ରଙ୍କୁ ମଧ୍ୟ ବିଜେପି ଅଣଦେଖା କରୁଛି ! ଓଡ଼ିଶା ବିଜେପି ସଂଗଠନ ଏବେ କେତେକ ଦଲାଲଙ୍କ କବଜାରେ ! ହାଇକମାଣ୍ଡ ଯଦି କିଛି ପଦକ୍ଷେପ ନନିଅନ୍ତି ତେବେ ଓଡିଶାରୁ ବିଜେପି ସମ୍ପୂର୍ଣ ହଜିଯିବାକୁ ବେଶି ସମୟ ଲାଗିବନି !

    • @nrusinghcharanpalei8938
      @nrusinghcharanpalei8938 10 วันที่ผ่านมา +1

      L d pandababu ethi bjp re para samaste bhanuchhanti cm boli .

    • @anandamohakuda4943
      @anandamohakuda4943 7 วันที่ผ่านมา

      Hajijiba darkar michua sarkar, jatra paty

  • @laxmidharnayak4191
    @laxmidharnayak4191 21 วันที่ผ่านมา +28

    ଓଡ଼ିଶା ବିଜେପିର ଯେଉଁ ମାନେ ବିଜେପି ବିଜେଡ଼ି ମେଣ୍ଟ ଚାହୁଁଥିଲେ ସେମାନେ ବର୍ତ୍ତମାନ ସରକାର ରେ । ଅଥଚ ଯେଉଁ ମାନେ ବିଜେପି କୁ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେମାନେ କୋଣ ଠେସା ହୋଇଛନ୍ତି। ଅଦ୍ଭୁତ ରାଜନୀତି। କେନ୍ଦ୍ର ର ଜଣେ ଓଡ଼ିଆ ମନ୍ତ୍ରୀ ଦିଲ୍ଲୀ ର ଦୁଇ ନମ୍ବର ନେତା ଙ୍କୁ ଧରି ଓଡ଼ିଶା ରେ ଅଘୋଷିତ ମୁଖ୍ୟମନ୍ତ୍ରୀ। ସେ ଏମ୍ ପି ଅପରାଜିତା ଷଡ଼ଙ୍ଗୀ, ଏମ୍ ପି ପ୍ରଦୀପ ପାଣିଗ୍ରାହୀ , ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଇତ୍ୟାଦି ଙ୍କୁ ଭୟରେ କୋଣଠେସା କରାଇଛନ୍ତି। ଏମାନେ ଦଳରେ ଓ ସରକାର ରେ ସ୍ଥାନ ପାଇଲେ ତାଙ୍କର ଫୁଉଜ ଉଡିଯିବ। ନିର୍ବାଚନ ପୂର୍ବ ଅବସ୍ଥା ସେ ଭୁଲିଗଲେଣି।ଏବେ ପଛବାଟେ ରିମୋଟ ଧରିବା ଆଉ ଲୋକଙ୍କୁ ଭୂତାଇବା। ସବୁ ପ୍ରତିଶ୍ରୁତି କୁ ଭୁଲିଯିବା। ସବୁ ସଲାସୁତୁରାରେ ଚଲାଇବା। ଲୋକେ ସବୁ ର ବିଚାର କରିବେ। ସମୟ କୁ ଅପେକ୍ଷା। ଧନ୍ୟବାଦ ନମସ୍କାର।

    • @prafullamohanty5557
      @prafullamohanty5557 20 วันที่ผ่านมา

      @@laxmidharnayak4191 ଧର୍ମେନ୍ଦ୍ର ପ୍ରଧାନଙ୍କ କୁ ଚକ୍ରାନ୍ତ ମୂଖ୍ୟ ମନ୍ତ୍ରୀ ହେବାର ଲାଳସା ଓଡ଼ିଶା ରେ BJP ର ମୂଳପୋଛ ର ପ୍ରମୁଖ କାରଣ ହେବ । ନିର୍ବାଚିତ କୌଣସି ସାଂସଦ ଓଡିଶା ରେ ଦେଖା ନାହ।ନ୍ତି । ଉପରେ ପାଣ୍ଡିଆ କୁ ସୁରକ୍ଷା ଏବଂ ପାଇଲଟ୍ ଯୋଗାଇ ଦିଆଯାଉଛି। ତେଣୁ ଆଗକୁ BJP Sarkar ଓଡ଼ିଶା ରେ ମୂଳପୋଛ ହେବାକୁ ଯାଉଛି। ନିଜର ଅପାରଗତା କାରଣରୁ। ନିର୍ବାଚନ ପୂର୍ବରୁ ଗୋଟେ କଥା ପରେ ଆଉ କିଛି।

    • @ppsahoo123
      @ppsahoo123 13 วันที่ผ่านมา

      ଆମେ ବିଜେପି ର ଦୃଢ଼ ସମର୍ଥକ ,କିନ୍ତୁ ଓଡ଼ିଶା ର ଏ କୋଇଲା ଚୋର ଓ କେନ୍ଦ୍ର ର ସେ ମାଫିଆ ନେତା ର କାର୍ଯ୍ୟକଳାପ ପାଇଁ ବିଜେପି ପାଞ୍ଚ ବର୍ଷ ବି ପୁରା କରି ପାରିବ ନାହିଁ

    • @odishatourist523
      @odishatourist523 7 วันที่ผ่านมา

      BJP govt ku bhangidaba darkar.....
      Mp mane resign dele ta govt center re bhangiba o state re bhangiba.
      Now time.....
      Aparajita mam
      Prasant jagadev
      Paradeep panigrahi
      Jaya Narayan mishra
      Sidhanta Mohapatra
      Amane dalaru resign dele BJP govt imidiate bhangijiba

    • @deepakmohanty1921
      @deepakmohanty1921 5 วันที่ผ่านมา

      ରାଜନୀତି ରେ ବର୍ତ୍ତମାନ କେବଳ ସ୍ବାର୍ଥ ପୂରଣ ପାଇଁ ଏକଜୁଟ ହେଉଛନ୍ତି। ଜନତା ଏଠି ଭକୁଆ। ଦଳ କେବଳ ଭୋଟ୍ ବେଳେ, ଅନ୍ୟ ସବୁ କିନ୍ତୁ ସ୍ବାର୍ଥ ପୂରଣ ପାଇଁ ଏକାଠି। ସେଠି ଦଳ, ଆଦର୍ଶ ବୋଲି କିଛି ରହୁନି।

  • @chitraguptadas2921
    @chitraguptadas2921 21 วันที่ผ่านมา +16

    ମୋହନ ମାଝୀଙ୍କ ନେତୃତ୍ୱରେ ଓଡିଶାରେ ଭାରତୀୟ ଜନତା ପାର୍ଟି ଆତ୍ମହତ୍ୟା କରିବ

  • @AchintyaBiswal
    @AchintyaBiswal 21 วันที่ผ่านมา +13

    Dharmendra Pradhan is the main actor of all dramas. So long he will be given emphasis in BJP, the party will be smashed. His intention is to become CM. So it will harm to BJP drastically in future.

  • @padmacharandash8249
    @padmacharandash8249 21 วันที่ผ่านมา +17

    ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅଣଦେଖା କଲେ ଦଳ ଯିବ 3 ପାଞ୍ଜିରୁ । ଆଉ ଯେଉଁମାନେ ଜିତି ଛନ୍ତି ସେମାନେ ନିଜର ଲୋକ ପ୍ରିୟତା ବଲରେ, ଦଳର କିଛି ଅବଦାନ ନାହିଁ।

  • @belalsensenapati1300
    @belalsensenapati1300 21 วันที่ผ่านมา +6

    ଧର୍ମେନ୍ଦ୍ର ଙ୍କୁ ଯଦି ମୁଖ୍ୟମନ୍ତ୍ରୀ ପାର୍ଥି କରାଯାଇଥାନ୍ତା ତେବେ ବିଜେପି ହାରିଥାନ୍ତା। ଆଉ ଯଦି ଅପରାଜିତା ଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥି ଘୋଷଣା କରାଯାଇଥାନ୍ତା ତାହେଲେ ବିଜେପି 100ରୁ ଅଧିକ ଭୋଟରେ ଜିତିଥାନ୍ତା।

    • @prafullamohanty5557
      @prafullamohanty5557 20 วันที่ผ่านมา

      @@belalsensenapati1300 ekdam ଠିକ୍ କଥା ଆଜ୍ଞା

  • @user-tm1kk4sd3q
    @user-tm1kk4sd3q 20 วันที่ผ่านมา +3

    ଆପଣଙ୍କ ର ଆଲୋଚନା ଗଠନ ମୂଳକ ହୋଇଛି । ସେଥିପାଇଁ ଧନ୍ୟବାଦ।

  • @dilipsahoo5165
    @dilipsahoo5165 21 วันที่ผ่านมา +7

    Sir ଯଦି ମୋ କଥା ଆପଣଙ୍କ ପାଖରେ ପହଂଚିବ ତାହେଲେ janatu ପ୍ରଦୀପ ପାଣିଗ୍ରାହୀ and ପ୍ରଶାନ୍ତ ଜଗଦେବ କୁ ଅଣ ଦେଖା କରି ବିଜେପି ବହୁତ ବଡ ଭୁଲ କରୁଛି ଯଦି ଜଗଦେବ assembly ରେ ଗୋଟିଏ ଥର ପାଟି କରିବେ ସବୁ ବିଜେଡି ଵାଲା ଚୁପ ହୋଇଯିବେ

  • @Dr.HemantaKumar
    @Dr.HemantaKumar 21 วันที่ผ่านมา +5

    ଅହଂକାର ହିଁ ବିଲୟର କାରଣ ସେ ବ୍ୟକ୍ତିଗତ ହେଉ ବା ଗୋଷ୍ଠୀଗତ କିମ୍ଵା ଦଳଗତ । ଗୋଷ୍ଠୀ କନ୍ଦଳର ସୃଷ୍ଟି କ୍ଷମତାଲୀପ୍ସୁ ରାଜନେତା । ମାତ୍ର ୭୦ ଦିନର ସରକାରରେ ଏହା ଆରମ୍ଭ ହୋଇଗଲାଣି ଏହି ଧାରା ବଜାୟ ରହିଲେ ବିଜେପି ଓଡ଼ିଶାରେ ଖୁବ୍ ଶୀଘ୍ର ସୁନ୍ ପାମ୍ପୁଡ଼ି ଖାଇବ ।

  • @mishrabisudhananda3551
    @mishrabisudhananda3551 21 วันที่ผ่านมา +6

    ଖାଲି ସେତିକି ନୁହେଁ,ନିମାପଡ଼ା ର ସମୀର ଦାସ ମଧ୍ୟ ଆଜି ଅଲୋଡ଼ା।ଏହି ସମୀର ଦାସ ଙ୍କୁ ଧର୍ମେନ୍ଦ୍ର ବାବୁ କହିଥିଲେ ଆମେ ସମୀର ବାବୁ ଙ୍କୁ ନିର୍ବାଚନ ପରେ ଯଥା ଯୋଗ୍ୟ ସନ୍ ମାନ ଦେବୁ ମାତ୍ର କାମ ସରିଲା ପରେ ଆଉ ପଚାରିବାକୁ କେହି ନାହାନ୍ତି।

  • @krushnamohanprusty2728
    @krushnamohanprusty2728 21 วันที่ผ่านมา +4

    ରାଜ୍ୟରେ ରାଜନୈତିକ ବେପାରୀମାନେ ଧର୍ଯ୍ୟ ଧରି ଦଳର କାମ କରିବା ଏକ ମାତ୍ର ପନ୍ଥା ! ଦିନେ ନା ଦିନେ ନିଷ୍ଠା ନିଶ୍ଚୟ ପୁରସ୍କୃତ ହେବ ! ତରତର ହେବା କ୍ଷତି କାରକ ହୋଇ ପାରେ ?🎉

  • @prafulasingh2267
    @prafulasingh2267 21 วันที่ผ่านมา +6

    ବାଟ ଛାଡ଼ୁ ନାହାଁନ୍ତି ପଶ୍ଚିମ ଓଡିଶାର ନେତା ।
    ବଡ଼ ଚିନ୍ତାର ବିଷୟ ।

  • @ritamohanty7586
    @ritamohanty7586 10 วันที่ผ่านมา +1

    Absolutely Right

  • @muralidharajena4114
    @muralidharajena4114 18 วันที่ผ่านมา +3

    ଗୁହାଳ ଠିକ୍ ଅଛି ନା ଗୋରୁ ଠିକ୍ ଅଛନ୍ତି ?

  • @nakuldhal1007
    @nakuldhal1007 21 วันที่ผ่านมา +3

    ମୋହନ ମାଝି ଜଣେ ସରଳ ଓ ସ୍ୱଚ୍ଛ ରାଜନେତା । ସେ ବି ଜଣେ ଆଦିବାସୀ ନେତା । ଓଡ଼ିଶା ବିଜେପିର ଅନେକ ନେତା ନିଜକୁ ମୁଖ୍ୟମନ୍ତ୍ରୀ ବୋଲି ମନେ ମନେ ଭାବି ନେଇଥିଲେ । କିନ୍ତୁ ମୋହନ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା । ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖୁଥିବା ଏହି ବିଜେପି ନେତାମାନେ ଜଣେ ସରଳ, ସ୍ୱଚ୍ଛ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ନାରାଜ। ଆଗରୁ ସବୁବେଳେ ଶୁଣାଯାଏ, ଜଣେ କେନ୍ଦ୍ରୀୟ ବିଜେପି ନେତା ଅନେକ ବିଜେପି ନେତାଙ୍କୁ ହରାଇବାକୁ ଚାହାନ୍ତି । ତେଣୁ ଏବେ ସେହି ବିଜେପି ନେତାମାନେ ମୋହନ ମାଝୀ ଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ଓ ତାଙ୍କୁ ବଦନାମ କରିବାକୁ ଚାହୁଛନ୍ତି । ଏହା ଦ୍ବାରା ଓଡିଶାରୁ ବିଜେପି ଲୋପ ପାଇବ ଓ ଏହି ସ୍ୱାର୍ଥପର ନେତାଙ୍କ ପାଇଁ ବିଜେପିର ପତ୍ତନ ହେବ ଓ ଏହି ନେତାମାନେ ଆଉ ଜୀବନ କାଳ ଭିତରେ କ୍ଷମତାକୁ ଆସିବେ ନାହି ।

    • @prafullamohanty5557
      @prafullamohanty5557 20 วันที่ผ่านมา

      @@nakuldhal1007 ଗୋଟେ କୁ ଚକ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • @swadhikarbetaj3768
    @swadhikarbetaj3768 21 วันที่ผ่านมา +3

    ସଠିକ ଆକଳନ ଏବଂ ସଠିକ ବିଶ୍ଲେଷଣ

  • @yudhistirbiswal3730
    @yudhistirbiswal3730 21 วันที่ผ่านมา +2

    In justice to p pangrahi ,A sadangi and p jagdev .

  • @KesabaBehera-of8kl
    @KesabaBehera-of8kl 10 วันที่ผ่านมา +1

    ବିଜେପି ସରକାର ଆସିଥିଲା ଯେଉଁ ମାନେଙ୍କ ସାଧିତ ଆକ୍ରମଣରେ ତାଙ୍କୁ ପାସୁଗଲା ବିଜେପି 😢

  • @bishnumishra8668
    @bishnumishra8668 21 วันที่ผ่านมา +2

    Jayanarayan Mishra Bi

  • @autofast5298
    @autofast5298 12 วันที่ผ่านมา +1

    ସବୁ କାଳ କରୁଛି l
    ଅପରାଜିତା ଙ୍କୁ ଯେଉଁ ଶକ୍ତି ଲୁଚି ଛପି ବିରୋଧ
    କରୁଛନ୍ତି, ସବୁ ପ୍ରଭୁ ଦେଖୁଛନ୍ତି, ତାଙ୍କୁ କାଳ ଗ୍ରାସିବଲଲ
    ବାପ କୁ ବନ୍ଦି କରି ପୁଅ ରାଜା ଏ କଥା
    କେନ୍ଦ୍ର ଓ ରାଜ୍ୟ ନେତୃତ୍ବ କୁ ଅଜଣା ନାହିଁ,
    କାଳ ଠିକ ସମୟରେ ଗ୍ରାସିବ ଳ
    ଅପରାଜିତା ବିଚଳିତ ନ ହୋଇ ଧର୍ଯ୍ୟ ରଖି
    ଦଳ ପରିବର୍ତନ କରିବେ ନାହିଁ ଳ
    ପଙ୍କ ରୂ ପଦ୍ମ ଫୁଟିବ,
    ମଲି ଗୋଲାପ ଫୁଲ ଯେଉଁଠି ରଖିଲେ ତାର
    ସୁଗନ୍ଧ ସବୁଆଡେ ବ୍ୟାପିବ,
    ଅପରାଜିତା ଜଣେ ବଦ୍ୱାନ, ସାହସିନି,ଜ୍ଞାନି, ଉଚ୍ଚକୋଟି ର ପ୍ରଶାସିକା, ସେ କେନ୍ଦ୍ରମନ୍ତ୍ରୀ
    ହୋଇଥିଲେ ସାଜିଥାନ୍ତା, ଅଶ୍ୱିନୀ ବୈଷ୍ଣବ ଙ୍କ
    ସହ ସମତୁଲ ହୋଇ ଥାନ୍ତେ,
    କୁଚକ୍ରି ଗୋଷ୍ଟି ଗୋଷ୍ଠୀ ଦୈବୀ ଦଣ୍ଡ ପାଇବେ ll
    ସ୍ବଦେଶେ ଉଜୟତେ ରାଜା,
    ବିଦ୍ୱାନ ସର୍ବତ୍ର ପୂଜ୍ୟତେll
    ଜୟ ଜଗନ୍ନାଥ l

  • @BiswaPradhan-qy5vc
    @BiswaPradhan-qy5vc 21 วันที่ผ่านมา +3

    ସବୁ ନାଟର ଗୋବର୍ଧନ ହେଲା ଧର୍ମେନ୍ଦ୍ର ପ୍ରଧାନ

  • @manojkumarsaint7803
    @manojkumarsaint7803 21 วันที่ผ่านมา +1

    Jay Shree Krishna ❤❤❤

  • @prakashtripathy8211
    @prakashtripathy8211 21 วันที่ผ่านมา

    Right 100%

  • @ashisakumarprusty6815
    @ashisakumarprusty6815 6 วันที่ผ่านมา

    ଯେଉଁଠି ଥିଲେ , ସେଇଠି ଚୁପ୍ ଚାପ୍ ବସିଛନ୍ତି ବ୍ୟବହାର ହେଲାପରେ ପାଦେ ବି ଆଗକୁ ଆସିନାହାନ୍ତି ,ଆଗକୁ ବାହାରିବେ କି ବାଡିପଟ ଦୁଆର ଖୋଲି ପଳେଇବେ ଭବିଷ୍ୟତ କହିବ 'ବିଶେଷକରି ଗଂଜାମ ବାଲା ଭକୁଆ ଭଳିଆ ଅନେଇଛନ୍ତି ,

  • @ajayamishra5049
    @ajayamishra5049 20 วันที่ผ่านมา

    For example UP

  • @chhabindramansingh73
    @chhabindramansingh73 21 วันที่ผ่านมา +2

    Bjp ଏସବୁ କରିବା ଠିକ ନୁହେଁ, ସମୟ ଆସିଚି ଦଳ ମଜବୁତ କରୁ ସମସ୍ତଙ୍କୁ ନେଇ, ଭାବନା 5ବର୍ଷ ପାଇଁ ଆସି ଜିବ ବୋଲି

  • @saijyotiprakashbasantia3597
    @saijyotiprakashbasantia3597 16 วันที่ผ่านมา

    1000%Corect.

  • @PramodchandraSarangi
    @PramodchandraSarangi 20 วันที่ผ่านมา

    Sir you are absolutely correct

  • @sanjuktamohanty9668
    @sanjuktamohanty9668 20 วันที่ผ่านมา

    Thank you sir for your right opinion 👍 🙏

  • @umeshchandradash2881
    @umeshchandradash2881 21 วันที่ผ่านมา

    Right 👍

  • @dillipkumarsatapathy2574
    @dillipkumarsatapathy2574 4 วันที่ผ่านมา

    ଧର୍ମେନ୍ଦ୍ର ବାବୁ ତାଙ୍କ ପାଟିରେ ଲଲିପପ୍ ଧରାଇ ଦିଲ୍ଲିରୁ ଆସି ଓଡିଶାରେ ସିଧା ଆଇସ୍କ୍ରିମ୍ ଖାଇବେ.....

  • @arunkumarbehera9271
    @arunkumarbehera9271 21 วันที่ผ่านมา

    Right

  • @arjunpradhan5615
    @arjunpradhan5615 21 วันที่ผ่านมา +1

    ପ୍ରଫୁଲ୍ଲ ମହାନ୍ତି ଜଣେ ରାନୈତିକ ଚାଣକ୍ୟ ବୋଧହୁଏ । ନହେଲେ ଗୋଟିଏ ସଂଖ୍ୟା ଗରିଷ୍ଠ ଥିବା ସରକାର ଥାଇ କି ପରି bjd ୨୦୨୪ ପୁଣି ଫେରି ସରକାର କରିବା । ବୋଧେ ସେ ଦିବା ସ୍ବପ୍ନ ଦେଖୁ ଛନ୍ତି।

  • @bijoyketanacharya8921
    @bijoyketanacharya8921 20 วันที่ผ่านมา

    Very slow flow of news.May be made fast.

  • @sandipmishra8448
    @sandipmishra8448 21 วันที่ผ่านมา +1

    BJP future is very deem in odisha

  • @ashokkumarmahapatra8814
    @ashokkumarmahapatra8814 21 วันที่ผ่านมา +2

    BJP will loss its image if not think on it.

    • @felixnayak6317
      @felixnayak6317 21 วันที่ผ่านมา

      Bjp doesn’t have image so there question of losing its image!

  • @gajendrakumarsahoo5922
    @gajendrakumarsahoo5922 18 วันที่ผ่านมา

    Happy

  • @nakuldhal1007
    @nakuldhal1007 21 วันที่ผ่านมา +1

    ଯେଉଁ ଅଲୋଡ଼ା ଅଲୋଡ଼ା କହୁଛନ୍ତି, ଓଡ଼ିଶାର ସବୁ ବିଜେପି ଏମେଲ ମନ୍ତ୍ରୀ ହେବେ କି ? ଓଡ଼ିଶାର କୁଚକ୍ରୀ ବିଜେପି ନେତା ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି କିମ୍ବା ନିଜ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀଙ୍କୁ ନଚେଇବାକୁ ଚାହାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ମୁଖ୍ୟମନ୍ତ୍ରୀ ଆଶାୟୀ ନେତାଙ୍କ କଥାରେ ଚାଲିବାକୁ ନାରାଜ ।

  • @ajayakumarpanda2541
    @ajayakumarpanda2541 4 วันที่ผ่านมา

    Ganjam jila paeni dr pradeep panigrahi ku power diantu nale ganjam pura jiba bjp hataru....

  • @NarendraNarayanJena-tv2ic
    @NarendraNarayanJena-tv2ic 6 วันที่ผ่านมา

    ଆଜ୍ଞା , ଏମାନଙ୍କର ଲେଖା ଛିଡି ଗଲାକି.
    ପ୍ରଶ୍ନପତ୍ର ଚୋର ଟି ବୋଧ ହୁଏ ଛିଡାଇ ଦେଲା.
    କିନ୍ତୁ, ମାଡାମ ବିଚକ୍ଷଣ ବୁଦ୍ଧିମତୀ ସମ୍ପନ୍ନ.
    ତାଙ୍କ ଗୋଟି ଚାଳନା ଭିନ୍ନ.

  • @Tukunu7248
    @Tukunu7248 21 วันที่ผ่านมา +1

    You are right sir, eha subhankara nuhe, semiti jaynarayan, Babu Singh epari anek neta.
    Dharama nata heithiba.

  • @ajayakumarpanda2541
    @ajayakumarpanda2541 4 วันที่ผ่านมา

    Western odisha rajaniti chalichi odishare....but dis not good ....

  • @pramodbehera607
    @pramodbehera607 21 วันที่ผ่านมา

    ପ୍ରଶାନ୍ତ ଜଗଦେବ ଶଙ୍ଖ ଭବନ ଭାଙ୍ଗିବେ କୁଆଡେ ଗଲେ

  • @BijayketanPattnaik
    @BijayketanPattnaik 21 วันที่ผ่านมา

    Mohan. Majhi Govt should not demoralise and forget the sacrifice of Sameer Dash , Pradeep Panigrahi , Aparajita Sarangi , Jay Narayan Mishra ,and Prasant Jagdev , Vartu Hari Mohatab , otherwise BJP will invite its own devastation .

  • @pinkipanda3143
    @pinkipanda3143 20 วันที่ผ่านมา

    Without aparajita madam
    BJP can't grow.if u throw her deep water she will on th top of mountain.peoples leader.dont worry

  • @PravaskumarSamantaray
    @PravaskumarSamantaray 20 วันที่ผ่านมา

    ଦେଖା ଯାଉନାହାନ୍ତି ଲୁଚିକି କାନ୍ଦୁ ଛନ୍ତି

  • @odishatourist523
    @odishatourist523 7 วันที่ผ่านมา

    Good topic....
    Aparajita sarangi
    Pradeep panigrahi
    Prasanta jagadev
    Sameer das
    Amanku bjp ra kuchakri gosti...nijara daba daba dekhaiba pain....no 1 leader mananku..anadekha karajauchi...tenu...
    Bjp govt bhangibata final

  • @bidyabhusanmohanty387
    @bidyabhusanmohanty387 20 วันที่ผ่านมา

    ଅଜ୍ଞାତବାସ ରେ ଅଛନ୍ତି

  • @bishnumishra8668
    @bishnumishra8668 21 วันที่ผ่านมา +1

    BJD ର ତ ସବୁ ସଂଗଠନ କୁ ଭାଙ୍ଗି ଦିଆଯାଇଛି

  • @DhrubaMishra-qt2ck
    @DhrubaMishra-qt2ck 20 วันที่ผ่านมา

    Sadharana mata re bartamana paristhiti re pradipa babu nka ra jie guru thile,se jahara sisya thile tanku se vulibe nahin.2.jahaheba taha kaunasi sata ku nei adrusta prakare srusti hoipare.3.prasanta babu jeunthi tanka sthiti ku saktisali karithile ,aji se durbisaha.tebe srimayee ji nku kehi hatadara karinahin.tanka vabisyata keunthi na keunthi purana hoipariba.

  • @PrativaParamanik-mj4yz
    @PrativaParamanik-mj4yz 20 วันที่ผ่านมา

    Jay BJD jay nabin babu

  • @binayakpaikaray8221
    @binayakpaikaray8221 20 วันที่ผ่านมา

    ନବୀନ ବାବୁ କୌଣସି ବିଧାୟକ ମନ୍ତ୍ରୀ କିମ୍ବା ସାଂସଦମନଙ୍କୁ ପଚାରୁ ନଥିଲେ। କେବଳ ଜଣେ ସର୍ବେ ସର୍ବା ଥିଲେ। ଗଣତନ୍ତ୍ରକୁ ହତ୍ଯା କରାଯାଉଥିଲା। ଏଣୁ ବିଜେଡିକୁ ଲୋକେ ଶାସନରୁ ହଟାଇଦେଲେ। ସେହି ମାର୍ଗରେ ଯଦି ମୋହନ ସରକାର ଯାଏ,ସମସ୍ତଙ୍କୁ ନେଇ କାର୍ଯ୍ଯ ନ କରେ ଏବଂ ଲୋକଙ୍କ ସ୍ବରକୁ ସମ୍ମାନ ନ ଦିଏ ତେବେ ବିଜେଡି ଦଶା ନିଶ୍ଚୟ ଭୋଗ କରିବ। ଏହା ଧ୍ରୁବ ସତ୍ଯ।

  • @kamakshyaprasadsahu6223
    @kamakshyaprasadsahu6223 18 วันที่ผ่านมา

    BJP same as BJD ?

  • @charuchandrajena196
    @charuchandrajena196 20 วันที่ผ่านมา

    Why is Aparajita, pradip and Jagadeb silent in pandian case.why are bjp reluctant to arrest pandian--- fear or link between pandian and central bjp leader saha

  • @pabitramishra2623
    @pabitramishra2623 4 วันที่ผ่านมา

    Naveen ji BJD sankat re jane neta hindi BJD ra Sankat mochan bhumika nivai paribe se heuchhanti kebal Bijay mohapatra, sabu man Abhi man bhuli Bijay Mahapatra nku Organising daitwa diantu,

  • @pramodbehera607
    @pramodbehera607 21 วันที่ผ่านมา

    ମଉସା ଭୋଟ ଜିତିଲା ପରେ ସେ ଘରେ ଟିକେ ଶାନ୍ତିରେ ବିଶ୍ରାମ ନେଉଛନ୍ତି, ସେ ଠିକ ସମୟରେ ବାହାରିବେ

  • @ParabirPanda-to3rh
    @ParabirPanda-to3rh 21 วันที่ผ่านมา

    NP must be a lucky person due to the said trio's absence in BJP

  • @hariharpatnaik8500
    @hariharpatnaik8500 12 วันที่ผ่านมา

    Swo dharme nidhan Shreya, para dharma bhayabhaya.

  • @saijyotiprakashbasantia3597
    @saijyotiprakashbasantia3597 16 วันที่ผ่านมา

    ଏକଦମ୍ ଠିକ୍ କଥା କହିଛନ୍ତି।ଗୁଞରଣ ଭିନ୍ନ ଆଡ଼କୁ ଗଲାଣି

  • @nityanandadas3243
    @nityanandadas3243 20 วันที่ผ่านมา

    ଭିଡିଓ ଲମ୍ବା ହେଇଯାଉଛି।ଟିକେ ଛୋଟ କଲେ ଭଲ ହୁଅନ୍ତା।

  • @ChittaranjanDalai-rn6hi
    @ChittaranjanDalai-rn6hi 20 วันที่ผ่านมา

    ପ୍ରଶାନ୍ତ ଜଗଦେବ,ପ୍ରଦୀପ ପାଣିଗ୍ରାହୀ ଏ ସାନେ ହେଉଛନ୍ତି ବିଜେପି ର ଗେଞାରୁଅ ।
    ଏମାନେ ବିଜେଡ଼ି ରେ ଥିବାବେଳେ ବିଜେପିର ନେତା ନେତ୍ରୀ ମାନେ ଏମାନଙ୍କୁ
    ବିରୋଧ କରୁଥିଲେ। ଅପରାଜିତା ନିଜର ଗର୍ବ ଓ ଅହଂକାର ପାଇଁ ସେମାନଙ୍କୁ ବିଜେପି
    ପ୍ରୟ ପଚାରୁ ନାହିଁ।

  • @TapanroseBTR
    @TapanroseBTR 5 วันที่ผ่านมา

    Bjp ଏବେ ବିନାଶ ପଥରେ.......
    ଏ ମାନଙ୍କ ମତିଗତି ଠିକ୍ ନାହିଁ......

  • @prakashswain8674
    @prakashswain8674 20 วันที่ผ่านมา

    ବିଜେପିର ଶୀର୍ଷ ନେତୃତ୍ଵ ମାନଙ୍କର ଏପରି କୁତ୍ସିତ ମାନସିକତା ଦଳ ପାଇଁ ଶୁଭଙ୍କର ନୁହେଁ ।କାରଣ ବିଜେପି ନିଜ ଗୋଡରେ ନିଜେ କୁରାଢୀ ଚୋଟ ମାରି ମାରି ନିଜ ସଙ୍ଗଠନକୁ ବିପଦରେ ପକେଇବାକୁ ଯାଇ, ଦାଣ୍ଡରସକୀଳାକୁ ନିମନ୍ତ୍ରଣ କରି ଘରକୁ ଆଣୁଛି।ତେଣୁ ଆଗାମୀ ଦିନରେ ବିଜେପି ଘୋର କ୍ଷତି ସହିବାକୁ ବାଧ୍ଯ ହେବାକୁ ଯାଉଛି ।

    • @TerachhaBaana
      @TerachhaBaana  20 วันที่ผ่านมา

      ଧନ୍ୟବାଦ୍ । ୧୩/୧୪ ମିନିଟ ଭିଡ଼ିଓ ହେଉଛି । ତଥାପି ଆପଣଙ୍କ ପ୍ରସ୍ତାବ ମନେ ରହିଲା

  • @PurnachandraDas-z6w
    @PurnachandraDas-z6w 20 วันที่ผ่านมา

    ଆପଣ ଯାହା କହିଲେ ଠିକ ହେଲେ ଓଡିଶାଜନତାପାଟି‌ରସଭାପତି‌ଙ୍କ ର ଦାୟିତର ଅଭାବ ପାଟି କୁ ଚଳାଇ ବାରେ ତାଲଙ୍କର ଅନେକ ଭୂମିକା ତ୍ୟାଗ ମଧ୍ୟ ହେଲେଦଳ ମଧ୍ୟରେ ଫାଟ ଟା କ୍ରମେ କ୍ରମେ ବଡହେବାକୁ ଲାଗିଲାଣି ଏହା ଆଗାମି ସମୟ ସ ନ୍ଦେହହୁଏତଶୁଭଙ୍କର ନୁହେଁ ଜଣାଯାଉଛି ନିଜନିଜ ମଧ୍ୟରେ କ୍ଷମତା ଲୋଭ ଏହାର କାରଣ‌ହୋଇପାରେ

  • @kanhucharansahu1044
    @kanhucharansahu1044 21 วันที่ผ่านมา

    Your correct sir .BJP.will put in a great trouble in odisha there is no doubt .thanks .

  • @radhashyambehera3020
    @radhashyambehera3020 20 วันที่ผ่านมา

    Popular neta, netri nku BJP ana dekha kale BJP samaya anusare haji jaipare

  • @mauditripati2254
    @mauditripati2254 21 วันที่ผ่านมา +2

    ମୋଦୀଙ୍କ ପ୍ରଚାର ଯୋଗୁଁ ଜିତିଥିଲେ ।

  • @ajayakumarpanda2541
    @ajayakumarpanda2541 4 วันที่ผ่านมา

    Sir pura thick kahichanti

  • @basantlakra6937
    @basantlakra6937 6 วันที่ผ่านมา

    Apan mane jaha gapuchhanti thik boli nije bhabuchhanti
    Aparajita kia ta pakhare
    Ahankar besi she not qulified of odisha cm
    Nahele bihar ku odisha
    Bikri hoojiba
    Its chhalange

  • @pradippradhan4388
    @pradippradhan4388 21 วันที่ผ่านมา

    ସଂଗଠନ ର ମୁଖ୍ଯ କୁ ମାଡ ଦରକାର

  • @anandamohakuda4943
    @anandamohakuda4943 7 วันที่ผ่านมา

    Odisha tatha Kendra ru safa hai jiba jumla party 😅😅

  • @sharatchandra3734
    @sharatchandra3734 21 วันที่ผ่านมา

    Every body know all this.not to explain.

  • @swarnamohanty3121
    @swarnamohanty3121 20 วันที่ผ่านมา +1

    BJP ra 2029 pain jojana, gunda gundi nku BJP bida kari clean party hei next election jitibe.

  • @dolamanidalapati7517
    @dolamanidalapati7517 21 วันที่ผ่านมา

    It's unfortunate that BJP's infighting will cause great damage to the party in power.

  • @pradipkumarbarik585
    @pradipkumarbarik585 20 วันที่ผ่านมา

    ପାଣ୍ଡିଆ ମୁକ୍ୟୁ ମାଧ୍ୟମରେ ନଚାଉଛି

  • @KarunakarDhani-eo2sl
    @KarunakarDhani-eo2sl 20 วันที่ผ่านมา +1

    ତୋ ଭଳି ମିଛ କଥା ରେ ଆସି ନାଚନ୍ତେ ନା କ'ଣ। ଠିକ୍ ସମୟରେ ଦେଖାଯିବେ।

  • @mikpat6134
    @mikpat6134 21 วันที่ผ่านมา

    ତେରଛା ମାଡ😅😅😅😅

  • @SibaPrasadPadhi-nw5rt
    @SibaPrasadPadhi-nw5rt 4 วันที่ผ่านมา

    Bjp budijiba

  • @bibhuprasadpradhan8968
    @bibhuprasadpradhan8968 20 วันที่ผ่านมา

    Biswasghataka Mane kahara nuhnti. Jie bjd ra nuha se bjp ra kemiti heba

  • @bibhuprasadcreation2512
    @bibhuprasadcreation2512 20 วันที่ผ่านมา

    Semanku power dele au manibe nahi kahaku tenu ,, Aparajita madam nka bhali neta Abe sisupala 😅😅😅

  • @DhrubaMishra-qt2ck
    @DhrubaMishra-qt2ck 20 วันที่ผ่านมา

    Sadharana mata re suvadra jojana re 60 barsa ru 70 ba ta tharu adhika bayasa ra mahila ba bidhaba artha paibe nahin kahinki?2.jeun paribara re abibahita jhia achanti tanku suvadra rasi miliba nahin kahinki na miliba?3.ekakalina artharasi kahiba anujai diajiba katha kintu aga ru ta lokamananku kuhajai na thila pancha barsa re 50,000 ku dui kisti re diajiba boli?4.sarakara deithiba katha sathik hela nahin.4.a pratikriya pain durgasisa babu nka matamata kana,se anya sadharana janata nka nikata re tanka mata rakhibe ki?

  • @sudarsanhati6578
    @sudarsanhati6578 20 วันที่ผ่านมา

    Dasbabu. election. samaya bhali. aau. mal milunahinki. tuma kahibanusare. BjP. ek. beimandala.

  • @gopabandhubehera453
    @gopabandhubehera453 20 วันที่ผ่านมา +1

    ତମର କିଛି,କାମନାହିଁ ଇରାରୁ,ଶିରା,ବାହାର,କହୁଛ ଏକି,ସାମ୍ବାଦିକତା,ଖବର ମିଳୁନି,ଜଦି,କାହାପାଖରେ,ଚାକିରି,କର

  • @chaitanyasahoo8971
    @chaitanyasahoo8971 20 วันที่ผ่านมา

    Andha bhakta kuade gale

  • @prafulladash6726
    @prafulladash6726 21 วันที่ผ่านมา

    Agaku Rasta Andhakar.BJPGahiria Khala Adaku Gati Karuchi .Future HAIR.

  • @user-uw1yk3pk7c
    @user-uw1yk3pk7c 21 วันที่ผ่านมา

    Eita baiata

  • @ullashkumarswain4487
    @ullashkumarswain4487 19 วันที่ผ่านมา

    ଆପଣଙ୍କର ଭାରତୀୟ ଜନତା ପାର୍ଟିର ବିଷୟରେ ବିଶ୍ଳେଷଣ ଆପଣଙ୍କ ରାଜନୈତିକ ଅନଭିଜ୍ଞତାର ପରିଚୟ । ଭାରତୀୟ ଜନତା ପାର୍ଟିର ସାଂଗଠନିକ ସଂରଚନା କୁ ପ୍ରଥମେ ପାଠପଢ଼ନ୍ତୁ ।

  • @bibhutibhusansahu8808
    @bibhutibhusansahu8808 21 วันที่ผ่านมา

    Bedhua pua sahit bjp samankaran bedhua puar bapa kia jana nathaa sehipari bjp asaranti bapa prakrut bapa kia jana nahi

  • @ManojDas-cn9mq
    @ManojDas-cn9mq 20 วันที่ผ่านมา

    Uncle bbsr mp kuade hoji gole

  • @prasantabehera422
    @prasantabehera422 20 วันที่ผ่านมา

    Emane hajijiba darkar . Ame emananku chanhunu.

  • @prasantabehera422
    @prasantabehera422 20 วันที่ผ่านมา

    Tame mausa kichhi dekhiparuna ki ? Bjd bhanguni . Ahuri majbut heuchi. Recent election dekhuna ki ? Khali adu sadu katha kahucha .

  • @prafullamohanty5557
    @prafullamohanty5557 21 วันที่ผ่านมา +2

    ଓଡ଼ିଶା ରେ BJP ସରକାର ର ଭବିଷ୍ୟତ ଅନ୍ଧାର। ତାର କାରଣ BJP ର ଶୀର୍ଷ ନେତୃତ୍ୱ ଏବଂ ଓଡିଶା କୁଚକ୍ରୀ ନେତା ଯାହା କୁ ସମସ୍ତେ ଜାଣନ୍ତି।BJD ଫେରୁଛି ୨୦୨୪ ରେ। ଖୁବ୍ ଶୀଘ୍ର।