MITARE MITA | Full Video Song | I Love You | Anubhav Mohanty | Namrata Thapa| T Souri
ฝัง
- เผยแพร่เมื่อ 15 ก.ย. 2024
- ----------------------------------------------------------------
Listen all songs of the movie #ILoveYou on your favorite platforms:
bfan.link/i-lo...
---------------------------------------------------------------
🎬 MOVIE CREDITS :
Movie : I Love You
Song : Mitare Mita
Starring : Anubhav Mohanty & Namrata Thapa (Mumbai)
Screenplay & Director : Hara Pattnaik
Story & Producer : Sanjay Naik (Tutu)
Dialogue : Dr. Subodh Pattnaik
DOP : Niranjan Dash
Editing : Chandra Sekhar Mishra
Post-Production : Prasad Lab (Chennai)
Make up : Haresh Khuntia
Costume Designer : Nirmal Das
Production Manager : Ajay Nayak & Goutam Samal
Movie Released : 11.01.2004
🎧 Song Credits:
Singers : T Souri
Lyrics : Swaroop Naik
Music : Swaroop Naik
Sound Recordist : Bobby
Music Arrangement : Goutam Da
Mixing & Master : Bobby
Song Recording & Mixing : Omm Studio (Kolkata)
Choreography : S Murli Dharan
Banner : Brajaraj Movies
Audio Label : Prem Audio
Enjoy and stay connected with us!!
👉Subscribe to Prem Audio : / @premaudioofficial
👉Like us on Facebook: / premaudioofficial
👉Follow us on Instagram : Instagram : / premaudioofficial
* ANTI-PIRACY WARNING *
This content is Copyright to Prem Audio. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
© All Rights Reserved to Prem Audio
2024 ରେ କିଏ ଏଇ ଗୀତ sunuchha👍 କର
Just sunuchi bhai
Ap studio nayagarh
❤❤❤
Me
Full moves dia
ମୋର ଏ ଗୀତ ପସନ୍ଦ।। ଆଉ କାହାର ଏ ଗୀତ ପସନ୍ଦ ୨୦୨୩ ରେ।।👍👍👍
ଏ ଗୀତ ଯେତେ ଶୁଣିଲେ ବି ମୋତେ ସବୁବେଳେ ନୂଆଁ ନୂଆଁ ଲାଗେ। ଦୀର୍ଘ ୧୯ ବର୍ଷ ପରେ ଶୁଣୁଛି ତଥାପି ଲାଗୁଛି ମୋତେ ଆଜିର ଗୀତ। ଏଇ ଗୀତରେ ଯେଉଁ ଫିଲିଂସ୍ ରହିଛି କଳ୍ପନା ବାହାରେ। ଆଜି ଏ ଗୀତ ଶୁଣିଲେ ୧୯ ବର୍ଷ ପୂର୍ବେ ଯାହା ଫିଲ୍ ହେଉଥିଲା ସେୟା ହିଁ ଅନୁଭବ ହେଉଛି। ଧନ୍ଯବାଦ୍ ତାଙ୍କୁ ଏ ଗୀତ ଗୁଡିକୁ ଯିଏ ବି ଅପ୍ଲୋଡ କରିଛନ୍ତି। ଭଗବାନ୍ ସମସ୍ତ ଙ୍କୁ ଭଲରେ ରଖିଥାନ୍ତୁ। ଜୟ ଜଗନ୍ନାଥ............।
ମୁଁ ଶୁଣୁ ଥିଲି,ଏବେ ବି ଶୁଣୁଛି ଏବଂ ଆଗକୁ ମଧ୍ୟ ଶୁଣୁ ଥିବି
ଏ ଗୀତ ନୁହେଁ ତ ପିଲା ଦିନର କିଛି ଅଭୁଲା ସ୍ମୃତି.. ସେ ଦିନ ସବୁ ଫେରି ଆସନ୍ତା କି ଆଉ ଥରେ 😭😭
😢😢😢😢 1:43
Jan 2023 କିଏ କିଏ Video କୁ ଦେଖୁଛନ୍ତି ଗୋଟେ like
Oct 31 ❤ it's best song ❤
2023 ରେ କିଏ ଗୀତ ଶୁଣିଛ 😀
Mu sunuchi i like this song and my childhood miss you
I also
Mun
Mu bi 2023 re a song sunuchi
My favorite song
ଗୀତରେ ଗୋଟେ ଅଲଗା ଫିଲିଂସ୍ ଆସୁଚି,,,, ଯେତେ ସୁଣିଲେବି ସେତେ ଅଧିକ ଭଲ ଲାଗୁଚି,,
Right bhai👍❤❤❤😊
One Like for T Souri. The singer of this legendary song.
6.9.2024 କିଏ ଏ ଗୀତ ଶୁଣୁଛି ଲାଇକ କର
Mu
Mu
ଏତେ ସୁନ୍ଦର ଲାଗୁଛି ଏ ଗୀତ ଯେତେ ଶୁଣି ଲେ ବି ମନଲାଖି ଯାଉଛି So Beautiful 😍😍😍😍
ଏଇ ଗୀତ ସବୁଦିନ ହିଟ୍ ହେଇକି ରହିବ ସମସ୍ତ ମନ ରେ ଘର କରିଦେଇଛି କାହାକୁ ଭଲ ଲାଗୁଛି ଲାଇକ କର
ଏ ଗୀତ ସବୁ ଶୁଣିଲେ ବହୁତ ମନେ ପଡେ ପୁଣିଥରେ ଫେରନ୍ତା କି ସେ ପୁରୁଣା ପିଲାଦିନ 😭 ମୁଁ ୧୦ ବର୍ଷର ହେଇଥିଲି ମୋ ମାମୁଁ ମୋତେ ଆଇଲଭୟୁ ସିନେମା ଦେଖେଇବା ନେଇଥିଲେ କିନ୍ତୁ ଟିକେଟ ମିଳି ନ ଥିଲା ପରବର୍ତ୍ତୀ ସୋ ରେ ଦେଖିଥିଲୁ ସେ ଦିନରୁ ମୁଁ ଅନୁଭବ ଭାଇଙ୍କ ଗୋଟେ ଫ୍ୟାନ୍ ହୋଇଗଲି 👏
Mar bi
Mate b bahuta mane pade
ସତ କଥା ସେ ଦିନ ସବୁ କୁଆଡେ ଗଲା
ଅନୁଭବ ମହାନ୍ତି ❤️🔥🙏
Hi
ମୋର ଆଜି ବି ମାନେ ପଡ଼ିଯାଇଛି ମୁଁ ଏହି ଫିଲ୍ମ ଟିକେକ୍ଟ ପାଇଁ ବହୁତ୍ ସମୟ ଖରା ରେ ଲମ୍ବା ଲାଇନ ଦେଇ ଠିଆ ହୋଇଥିଲି ତା ପରେ ବହୁତ ବହୁତ୍ କଷ୍ଟରେ ମତେ ଟିକେଟ ମିଳିଥିଲା ... ସେତେବେଳେ ଓଡ଼ିଆ ଫିଲ୍ମ ଦେଖିବାର ଗୋଟେ ମଜା ଥିଲା, ଏବେ ତ ଓଡ଼ିଆ ଫିଲ୍ମ ଦେଖିବାକୁ ଇଛା ହି ହଉନି... ଧନ୍ୟବାଦ T.Souri Sir ଆପଣଙ୍କର ଗିତ ଶୁଣି ଶୁଣି ଆମ ପିଲାଦିନ କଟିଚି ❤❤ ଏବେ ବି ଆପଣଙ୍କର ସବୁଗିତ ଶୁଣିବାକୁ ବହୁତ୍ ଭଲ ଲାଗୁଚି....
Oh bhai Copy movie hai
Tamil and telugu movie ka ( om mangalam mangalam)
@@vinodmeher5624 Right brother
Abe ticket miluchhi kintu odia movie odisha re dekhunahanty.
This is master piece.
I L U 2 re jama bhala laguni.
Agree like.
ବହୁତ୍ ଭଲ ଲାଗିଲା ଫିଲ୍ମ ଓଡ଼ିଆ ସିନେମା ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି
Anubhav bhai i love you 2 jadi karithante kie kie chahuthila like kara❤
ଏମିତି ଲାଗୁଚି ପିଲା ଦିନ ଟା ମର ପୁଣି ଫେରି ଆସିଲା 💞💞💞💞💞❤️❤️❤️
ଧନ୍ୟବାଦ ଟୁଟୁ ଭାଇ ।
"ଆଜି ଏଇ ସହରରେ ଉଇଁଛି ଦେଖ ଦୁଇଟି ଜହ୍ନ....." ଗୀତ ଅପଲୋଡ଼ କରିବାକୁ ଅନୁରୋଧ ।🙏🏼
ଓକେ ଭାଇ ବହୁତ ଜଲ୍ଦି ଅପଲୋଡ଼ କରିବି ❤❤❤
@@PremAudioOfficial I love you film kebe upload kebe heba ଆଜ୍ଞା????
I love you Film upload kebe heba bhai
A Film upload karantu please
ଓଡିଆ ସିନେମା ର ପରିଚୟ ଆଇ ଲଭ ୟୁ
2024 ରେ କିଏ କିଏ ଶୁଣୁଚ
Me my darling 💋🌹🌹🌹 in song is tha best it,s my love nandini.
ସବୁଦିନ ପାଇଁ ମୋର ପ୍ରିୟ ଗୀତ 🫶🙌🥰
T sauri sir nka mu bahut bada fan au mu,t sauri sir nka sabu gita sune mote bahut bhala lage Love you sir ❤❤❤❤❤❤❤❤ love you sir ❤❤❤❤ love you sir ❤❤❤❤❤
2024 ରେ କେଉ ମାନେ ଶୁଣୁଚ ଲାଇକ କରନ୍ତୁ ଭାଇ ମାନେ
ନିଉ ଭର୍ଜନ ଶୁଣିଲା ପରେ ପୁରୁଣା ଭର୍ଜନ୍ ସୁଣିକି କାନ କୁ ଆରାମ ଦବା ପାଇଁ ଯିଏ ଆସିଛ ଲାଇକ୍ କରିକି ଯାଅ 😊
ଆଇ ଲଭ ୟୁ ଫିଲ୍ମ ଗୀତ କେତେ ସୁନ୍ଦର ଅନୁଭବ ପୂର୍ନା ଗୀତ 😀😀
2024ରେ କିଏ କିଏ ଶୁଣୁଛନ୍ତି
August months 2024 re kie kie gita suniba ku asichha like kara
ସତରେ i love you ସିନେମା ଗୋଟେ ଇତିହାସ।ଆଜି ବି ଲୋକ ଙ୍କ ମନରେ ବସା ବାନ୍ଧି ରହିଛି।love u anubhav bhai। ଆମେ ପୁଣି ଚାହୂଚୁ ଆପଣ ପୁଣି ସେଇ ପୁରୁଣା ଅଭିନୟ କୁ ଫେରିଯାଅନ୍ତୁ।
2004 Re i Love you filmi Anubhav sir nka jete bele asila Gita sunithili sete bele mu 7 class re padhu thili mu school re a gitati gaithili aji mo piladina katha mane paduchi i Love you anubhav and narmada
Mu class 4 re
ମୁଁ Surat ରେ ଥିଲି i love you 💕 ଦେଖିଥିଲି,ବୋହୁତ ଭଲ ଫିଲ୍ମ , ସେ ସମୟର ସୁରତ ରେ ଟିକେଟ black re ଦେଖିଲି
ମତେ ଏଇ ଗୀତ ଟି ଭାରି ଭଲ ଲାଗେ😭 ଯେତେ ଓଡ଼ିଆ ଚଳଚ୍ଚିତ୍ର ଅଛି 🙂🙏
ମୋର ଏ ଗୀତ ପସନ୍ଦ ।। ଆଉ କାହାର ପସନ୍ଦ ❤❤❤❤
T souri is fantastic singer... 2024 re bi tanka song search kari kari suni ba maja hi alaga
I love u2 realese purbaru kie sunuchha
Kiye eebe sunucha after watching new bakwas 2.0 ,,,, our old is always beautiful
Pranaam Tutu sir 🙏 I love you film ku OTT platform re release kariki dekhantu 2004,2012 aau 2017 thu bi bhala record kariba coz aama generation ra kehi bi Anubhav Mohanty sir nka ra luck changer film I love you dekhinu aau aama bhali emti bahut loka apekhya kari chhanti ei film ku dekhiba pain ❤
Hnn re bhai...🥺🥺🥺
4:16 😂😢
ଯୋଉ ଝିଅ ପାଇଁ ଗାଉଛି ଏ ଗୀତ ତାକୁ ମୁ ପାଇଲି ନାହିଁ ଦୟାକରି ଏହି ଗୀତ ଟୀ ଟିକେ ଅପଲୋଡ଼ କର ଭାଇ
Marija magia
@@biranchidashdash4079😂😂😂😂
@@biranchidashdash4079ଭାଷା ଠିକ୍ କର୍ ବେ ସଳା ହାରାମି କୁକୁର 🤛🤜
ପୁରୁଣା ଦିନ ମନେ ପଡ଼ିଗଲା ❤❤❤
ଛୋଟ ବେଳେ ଡାନ୍ସ କରିଥିଲି ଏ ଗୀତ ରେ,, ଆଊ ଯାହା ପାଇଁ କରିଥିଲି ସେ ଏବେ କୋଉଠି ଅଛି ଜଣା ନାହିଁ।😣
Since 2004.... milestone song of anubhav sir and namrata di. Swarup nayak sir nka composition. T.souri and Ira mohanty mam beautiful voice.
2002re,,,mo birth heithila 😀😀😀
Are ira mohanty na tapu mishra😅
@@bajigar2ଏଇ ଗୀତ ଟି ଟି.ସୌରୀ ସାର୍ ଗାଇଥିଲେ। ଆଉ ଗୋଟିଏ ବି ଥିଲା ନମ୍ରତା ଅଭିନୟ କରିଥିଲେ ସେଇ ଗୀତ ଟି ଇରା ମହାନ୍ତି ମ୍ୟାମ୍ ଗାଇଥିଲେ।
@@sidhantabehera6875 video ra description box re singer name dekhi diantu
@@bajigar2actually female version ta ira mam (ira mohanty) gaichanti.
ଏହି ଗୀତ ଶୁଣିଲେ ମୋତେ କାନ୍ଦ ଲାଗେ 😢
ପୁଣି ଥରେ ଫେରି ଆସନ୍ତାନି ସେ ପିଲାଦିନର ଅତୀତ ବର୍ତ୍ତମାନ ର ସମୟ ଜମା ଭଲ ଲାଗୁନି
Sata Katha 😢😢
I love you Film ଯାଜପୁର ରୋଡ ରେ ବିଜୟ laxmi ହଲ ରେ ପଡିଥିଲା ମୁଁ ସେତେ ବେଳକୁ 8ବର୍ଷ ରେ ହେଇଥିଲି ମୁଁ ମୋ ଦାଦା ମୋ ମାଉସୀ ଯାଇଥିଲୁ ଦେଖିବାକୁ ଏହି film ବହୁତ ଭିଡ ହେଉଥିଲା ହଲ ରେ ଏହି ଗୀତ ବାଜିଲା ବେଳକୁ ହଲ ଘୋ ଘୋ ହେଉଥିଲା ❤❤❤
ମୋର୍ ମନେ ଅଛି,,, ଯେତେବେଳେ ଏଇ ଫିଲ୍ମ ୨୦୦୪ ରେ Release ହେଇଥିଲା ମୁଁ ୧୦ ବର୍ଷ ର ହେଇ ଥିଲି,,, ସମସ୍ତେ କହି ହୁଅନ୍ତି i love you film ବଢିଆ ହେଇଛି ରେ। ଏଇ ଗୀତ କୋଉଠି ବାଜୁ ଥିଲେ ଓ ମନ ଖୁସି ହେଇ ଯାଉ ଥିଲା। ଏ ଗୀତ ଶୁଣି।😊😊
Good songs..
The Bluckbluster Movie of odia industry ❤
Kete sunile bi mana bharuni😒❤❤❤🎉🎉🎉bahut bhala laguchi😍😍😍🥰
18 years of I Love you ❤️
The voice king ...T.Sauri ❤️
ଏ ଗୀତ ଶୁଣିଲେ, ଯେମିତି କିଛି ହଜେଇ ଦେଇଛି ସେଇ ଭଳି ଲାଗେ, ପିଲା ଦିନ କଥା ବୋହୁତ ମନେ ପଡେ,😢😢😢😢
Satare ae film ra gita acting, story sabu kichhi mast heithila.Setebele mu mo life re first time cenema hall jai ki dekhichi puni 4thara.Bahut bhala lage ae film gita gudika
E film 17.2.2004 re release heithila mun jatani veena hall jaithili dekhibaku.....nice 👍👍👍 film
Evergreen song ❤❤❤❤❤
Satare ei gitare kichi miracle achhi, jete sunile sete ichha hauchi sunibaku ♥️♥️♥️
2024 ରେ ଗୀତ କିଏ ଶୁଣୁଚ ଲାଇକ କର
Bohut kichi thila se puruna gita re..❤😊
One legend Only HR, he knows the bonding of Relation , Love , and the king of Voice feelings . Arijit Singh Sir ,
All time my favorite song... Really Anubhav Bhai king Hero.. ❤
ସୁପରହିଟ୍ ଗୀତ ସୁପରହିଟ୍ ଫିଲ୍ମ 👌🏻
1000%better than I LoVe U 2.....OLD is GOLD hence proved....❤
🥰🙇🙏ଆଇ ଲଭ୍ ୟୁ ଅନୁଭବ ଭାଈ🙏🙇🥰
My favourite song 👍
ଆଃ ସତରେ ଏହି ଗୀତକୁ ଶୁଣି କି ଗୋଟେ ଶୁଆ ସାରୀ ର ପ୍ରକୃତ ପ୍ରେମ ର ଆଭାସ ଆସି ଯାଉଛି ମନ କୁ ହୃଦୟ ଛୁଇଁ ଯାଉଛି l love you 2 ର ଗୀତ ଟିକେ ପରିବର୍ତ୍ତନ ସ୍ୱର ରେ ଗାନ ହୋଇଛି କିନ୍ତୁ ପୁରୁଣା ଗୀତ ର ହୃଦୟସ୍ପର୍ଶି ହୋଇ ପାରିବ ନାହିଁ
My child hood my favourite 💖 song 😍
Subhamq dhan
My favourite song ilove this song ❤❤🤗
ମୋ ଜୀବନର ଜୀବିକା,ବଞ୍ଚିବାର ନୂଆ ରାସ୍ତା,ନୂଆ ଜୀବନସାଥୀ ଏ ଚଳଚ୍ଚିତ୍ରରୁ ଆରମ୍ଭ❤
Almost 13 times I watched the movie at keshari hall bhubaneswar
I Love You film log bhog 2007 year bele film hall re chalu thila & mu Rourkela re dekhi thili kintu aji bi I Love You film ra gita suniba pai bar bar mana hauchhi.Sete bele bi bahut badhia film hei thila manaku chhuinla bhali.
Thank You For Uploading This Song...
I love film dekhiba pain clg ru luchikki dekhi baku jaithilu🤭
ସାର ଆଉଥରେ ilove ୟୁ ଫ୍ଲିମ ହଲରେ ପକାନ୍ତୁ ପୁଣି super ହିଟ ହବ 🙏🙏
2024 re kia kia a song ku dekhucha like kara❤
Feb 16:2024❤❤❤
ବଢ଼ିଆ ସଙ୍ଗୀତ ଏବେ ଏଗୁଡିକ ବି ସୁନେଲି ସୁନେଲି
Bhai hd full movie ta chaduna my request karuchi chada
All time blockbuster movie ❤😊
My childhood memories
ସତରେ ଭାଇ ସବୁ ଗୀତ ରୁ ଏ ଗୀତଟି ସଂପୁର୍ଣ୍ଣ ଅଳଗା ଏ ଗୀତ ଶୁଣିବା ମାତ୍ରେ ମନରେ ଗୋଟେ କେମିତି କେମିତି ଲାଗେ।
Old is gold ❤❤❤
Dil se all' time' love ❤❤❤ Anubhav sir । I'm Big fans' Smart Papu। Balasore ❤❤❤
19 years of making a epic odia movie based on true love ( I Love you ) Khusi♥️♥️♥️♥️♥️♥️♥️
Old is gold 🥇
Mu sunuchi Bishnu from rayagada ❤ lov
I love u-2 ବେକାର ଫ୍ଲିମ
Pura history create movie..Sara odisa re chahala pakeithila movie...
ଏ ଗୀତ ଶୁଣିଲେ ମୋ ପ୍ରେମିକା କଥା ମନେ ପଡୁଛି 😢
ଏ ବଳିଆ ହେବା ର ଥିଲା
ବର୍ଷା MY DRELING MOVIE SONG ଦେବା ଓ ଦେବା song upload କରନ୍ତୁ sir plz replay ଦିଅନ୍ତୁ
ଏଇ ଗୀତ ଆଜି ବି ଶୁଣିଲେ ସତରେ ମୋ ମନ ଭିତରେ Something something Dhak dhak jore ଶୁଭେ... 2004 ରେ odia movie
I love you relies bele ମୋତେ ମାତ୍ର ସାତ ବର୍ଷର ହୋଇଥିଲି ଯେହେତୁ ଛୋଟ ଥିଲି ଦେଖି ପାରିନଥିଲି ଏଇ ଫିଲ୍ମ ...ହେଲେ ଆଜି ବଡ ହୋଇଯାଇଚି ସିନା ଫିଲ୍ମ ଦେଖି ପାରିଲିନି, ଫେରି ଆସନ୍ତା କି ମୋ ପିଲାଦିନ.... ମିତରେ ମିତ.... ତତେ ଖୋଜୁଛି ମୋ ଗୀତ 😔💕❤️
Please first I love you movie you tube re upload Kara ame Mane sabu dekhibaku exited
Aji bi fresh..❤❤❤
All time blockbuster 🥰
2024 ଜୁଲାଇ ରେ କିଏ ଗୀତ ଶୁଣୁଛ
A bhalia movie aji paryata odia industry re dekhibaku miluni
Right
ସେ ଶଳା ନୂଆ ଗୀତ ଜମା ଭଲ ଲାଗୁନି
ଏଇଟା ଏଇଟା ଆମର evergreen
Abe b aama sambpur cinema hall re a ilove you movie dekhu6anti.. odisha ra big movie. Bahut vl.anubhab bhai ❤
Original credit doesn't goes to tapu mishra. It goes to the legend T Shourie
2025 କିଏ କିଏ ଶୁଣିବ Like କର
Music director ( ସ୍ୱରୂପ ନାୟକ ) ଙ୍କ ଜାଗା କେହିନେଇ ପାରିବେନି miss you sir ❤❤❤
All time Blockbuster movie
ପିଲା ଦିନେ ହଲ୍ ଭିତରେ ଯୋଉ ମଜା ଲାଗେ ଆଜିକାଲି ଆଉ ସେ ମଜା ନାହିଁ
ହଁ ରେ ଭାଇ ସେ ଦିନ ସବୁ କୁଆଡେ ଚାଲିଗଲା 😢
Still unbeatable ❤️❤️❤️