ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ସାର୍ opac assistant professor odia subject ର syllabus ଏବଂ exam pattern ଉପରେ ଆଲୋଚନା କରନ୍ତୁ ସାର୍ plz .......🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ସାର୍ ଆପଣ SSB LECTURE ପାଇଁ କିଛି VIDEO କରନ୍ତେ ବହୁତ୍ ପିଲା ଉପକୃତ ହୋଇ ପାରନ୍ତେ ବୋଲି ମୋର ଆଶା 🙏
Sir ପ୍ରଣାମ, ଆପଣକ vdo ଗୁଡା ବହୁତ୍ helpfull ହଉଛି,ଓଡ଼ିଆ ଭାଷା ଓ ସାହିତ୍ୟ ବିଷୟରେ ଆହୁରି ଅନେକ ତଥ୍ୟ ଓ ତତ୍ଵ ଭିତ୍ତିକ vdo ଦୟାକରି ତିଆରି କଲେ ଆମେ ଆପଣଙ୍କ ଠାରେ ଚିର ୠଣି ରହିବୁ 🙏❣️
ହୃଦୟରୁ ଧନ୍ୟବାଦ sir🙏🏻🥰 ଆପଣଙ୍କର ପୁସ୍ତକ କୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆମକୁ ବହୁତ ସହାୟକ ହେବ 🙏🏻
ପ୍ରାଚ୍ୟ ପାଶ୍ଚାତ୍ୟ ପ୍ରାଦେଶିକ ପୁସ୍ତକଟି ଅତ୍ୟନ୍ତ ଉପାଦେୟ ସାର୍। ମୋ ପଢ଼ାରେ ଉକ୍ତ ବହିଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତି ସୁନ୍ଦର ଓ ସ୍ପଷ୍ଟ ଆଲୋଚନା ରହିଛି ପୁସ୍ତକଟିରେ ।🙏🙏❤️
ନୂତନ ପୁସ୍ତକ ଭେଟି ଦେଇ ଓଡ଼ିଆ ସାହିତ୍ୟ ଜଗତ କୁ ସମୃଦ୍ଧ କରିବା ସହିତ ,ପାଠକଙ୍କ ସନ୍ଦେହ ମୋଚନ କରୁଥିବା ପ୍ରିୟ ସାର୍ ଙ୍କୁ ଧନ୍ୟବାଦ।
Sir ଓଡ଼ିଆ ପତ୍ରପତ୍ରିକା ପାଇଁ କେଉଁ ବହି Focus କରିବାକୁ ହେବ please 🙏🙏🙏
ବହୁତ ସୁନ୍ଦର ଉପାଦେୟ ତଥ୍ୟ ପ୍ରଦାନ କଲେ ସାର 🙏 ବହୁତ ବହୁତ ଧନ୍ୟବାଦ
ଧନ୍ୟବାଦ ସାର୍, ଏହି ସମସ୍ୟା ଏକ ବଡ଼ ସମସ୍ୟା, ଯେଉଁଥିରୁ ଆପଣ ଉଦ୍ଧାର କରି ଉତ୍ତମ ମାର୍ଗଦର୍ଶନ ଦେଇଛନ୍ତି !
ପ୍ରଣାମ ସାର 🙏 ଆପଣଙ୍କ ପାଠ ପଢାଇବା ଶୈଳୀ ଖୁବ ସୁନ୍ଦର
ପ୍ରଣାମ ସାର୍🙏🙏ସହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍ ସାର୍🙏🙏
Sir cuttack ra kou press kahile. Au thare kuhantu plz sir
Bijayeene publication. Cuttack
Sir pranam galpa o natak pain apanka kou bahi dekhibu tike janantu
Sir publisher nka phone no diantu@@odiasahitya7223
Sir group ରେ କେମିତି add ହେବୁ କୁହନ୍ତୁ pls 😢😢😢😢😢😢😢😢😢😢😢😢😢
ପ୍ରଣାମ ସାର 🙇♀️ ସାର କିଛି ବହି ଆପଣଙ୍କର ଆମ ପାଖରେ ଆମର ମାର୍ଗଦର୍ଶକ ଭାବେ ପାଖେ ପାଖେ ରହିଛି 🙏🙏🙏ସାର ପ୍ରଗତିବାଦୀ ସାହିତ୍ୟର ବହି ବିଜୟ କୁମାର ଶତପଥୀଙ୍କ ବହିଟିର ନା ସାର ଟିକେ ଜଣେଇବେ 🙏
ସାର୍ ଗବେଷଣା ପବିଧି ଉପରେ ବହି ଓଡ଼ିଆ ରେ ଅଭାବ , ତାହା ଉପରେ ପୁସ୍ତକ ଲେଖନ୍ତୁ।
ବହୁତ ବହୁତ ଧନ୍ୟବାଦ ସାର୍ 🙏🙏🙏🙏। ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଯୋଗୁଁ । ଏହି ସମସ୍ୟା ସମସ୍ତଂକର ରହିଛି। ସାର୍ କିନ୍ତୁ ମୁଁ ଆପଣଙ୍କ ବହିଟା ବହୁତ ଅନୁସରଣ କରେ।🙏
ସାର🙏ଆପଣଙ୍କର ଏ ଭିଡିଓ ଖୁବ୍ ଭଲ ଲାଗିଲା ସାର👍ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବହିର ସୂଚନା ଦିଅନ୍ତୁ ସାର Net/Jrf,SSB pai
ଅନେକ ଅନେକ ଧନ୍ୟବାଦ Sir 🙏🙏🙏
Sir pranam galpa natak pain kichhi bahi kuhantu.
Sir ନମସ୍କାର। ବହୁତ୍ ବହୁତ୍ ଧନ୍ୟବାଦ ।ମୁଁ ଅପଙ୍କ video ଦେଖେ ଆ ଉ jrf ବି ପାଇଛି।ଅପଙ୍କ video ଦେଖିକି।ମୁଁ ଗଳ୍ପ ଉପରେ phd କରିବାକୁ ଚାହୁଁଛି।କିଛି ବହି କିନିଛି। ଯେମିତି ଆପାଣ କହିଲେ ବୈଷ୍ଣବ ଚରଣ ସାମଲ ଙ୍କ ସବୁ ବହି ମୁଁ କିନିଛି ତ ଆଉ କଣ କଣ କିଣିଲେ ଭଲ ହେବ କହିବେ ।
Congrasulation didi💐
Congratulations ma'am 🎉ମାମ୍ ମୁ ଆପଣଙ୍କ ସହ JRF ବିଷୟରେ କିଛି କଥା ହେବକୁ ଚାହୁଁଛି । ଆପଣଙ୍କ ପାଖକୁ କିପରି ଯୋଗାଯୋଗ କରିପାରିବି ?
ପ୍ରଣାମ sir, ଆପଣଙ୍କ contact number tk ଦିଅନ୍ତୁ ଓଡ଼ିଆ କ୍ଷେତ୍ରରେ ନୂଆ ଆପଣ ବି ବହୁତ ଭଲ ଭଲ ବହି କହିଲେ sir ssb ପାଇଁ କିଛି special class କରନ୍ତୁ sir plg
Mu apananka tharu adhika kichhi guidance asha karuchi sir
Sir 🙏net ପାଇଁ କିପରି ପଢ଼ାପଢ଼ି କରିବୁ କେଉଁଠୁ ଆରମ୍ଭ କରିବୁ ତା ଉପରେ vedio କରନ୍ତୁ please sir
ପ୍ରଣାମ ସାର୍🙏ମଧ୍ୟଯୁଗୀୟ ସାହିତ୍ୟ ର ବହି ଗୁଡିକ କହିବେ।
Sir Anek Anek dhanyabad. Apnanka pratyak ti vdo mu dekhe .
Sir Pronam. Sir apono pgt pai kichi class korontu. Aponko class ga bohut bholo lage
Sir ,mu ପ୍ରାଚ୍ୟ ପାଶ୍ଚାତ୍ୟ ଓ ପ୍ରାଦେଶିକ ସାହିତ୍ୟ ତତ୍ତ୍ଵ book ti kinichi Matra sethire bhaut banana gota truti rahichi . typing mistake bhut heichi
Thank you so much sir 🙏🙏🙏🙏
Group re Kemiti add hebi sir
Sir apononku mor pranam sir mu apononko pakhore podhibi ssb pai saharjya apononkor vhahuchi
Sir ବହି ଗୁଡା କେମିତି ପାଇପାରିବୁ
Sir ଅଭିଲେଖ ଉପରେ ଆଲୋଚନା କରନ୍ତୁ
Thank you sir
ପ୍ରଣାମ ସାର୍ 🙏
Sir ବିଂଶରୁ ଏକବିଂଶ book ର recent edition ନମ୍ବର କେତେ?
1St Edition
@@odiasahitya7223 sir mu scs Apanka college re admission karichi pls contact number diantu
@@odiasahitya7223 Bujhibara Kichi achi more
Tq sir
ଅଶେଷ ଧନ୍ୟବାଦ୍
ସାର୍ ଙ୍କୁ ନମସ୍କାର,🙏
Sir mu ethara UGC NET qualify karichi plz apananka contact no ta TK diontu
ଧନ୍ୟବାଦ୍ ସାର୍ 🙏🙏🙏
🙏🙏🙏🙏
ପ୍ରଣାମ ସାର
Sir aa book sabu cuttack re miliba ?
Yesଆଧୁନିକ ଓଡ଼ିଆ କବିତା Bbsr
🙏
❤sir 🙏🏻
Sir pls aapananka contact number Kemiti paibi pls help me
ଧନ୍ୟବାଦ sir
ଧନ୍ୟବାଦ ସାର 🙏🙏
🙏🏻
🙏🙏🙏
ଧନ୍ଯବାଦ ସାର୍ 🙏🙏🙏 ।
ଧନ୍ୟବାଦ ସାର୍ 🙏🙏🙏
🙏🙏
ସାର୍ opac assistant professor odia subject ର syllabus ଏବଂ exam pattern ଉପରେ ଆଲୋଚନା କରନ୍ତୁ ସାର୍ plz .......🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ସାର୍ ଆପଣ SSB LECTURE ପାଇଁ କିଛି VIDEO କରନ୍ତେ ବହୁତ୍ ପିଲା ଉପକୃତ ହୋଇ ପାରନ୍ତେ ବୋଲି ମୋର ଆଶା 🙏
Sir ପ୍ରଣାମ, ଆପଣକ vdo ଗୁଡା ବହୁତ୍ helpfull ହଉଛି,ଓଡ଼ିଆ ଭାଷା ଓ ସାହିତ୍ୟ ବିଷୟରେ ଆହୁରି ଅନେକ ତଥ୍ୟ ଓ ତତ୍ଵ ଭିତ୍ତିକ vdo ଦୟାକରି ତିଆରି କଲେ ଆମେ ଆପଣଙ୍କ ଠାରେ ଚିର ୠଣି ରହିବୁ 🙏❣️
ହୃଦୟରୁ ଧନ୍ୟବାଦ sir🙏🏻🥰 ଆପଣଙ୍କର ପୁସ୍ତକ କୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆମକୁ ବହୁତ ସହାୟକ ହେବ 🙏🏻
ପ୍ରାଚ୍ୟ ପାଶ୍ଚାତ୍ୟ ପ୍ରାଦେଶିକ ପୁସ୍ତକଟି ଅତ୍ୟନ୍ତ ଉପାଦେୟ ସାର୍। ମୋ ପଢ଼ାରେ ଉକ୍ତ ବହିଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତି ସୁନ୍ଦର ଓ ସ୍ପଷ୍ଟ ଆଲୋଚନା ରହିଛି ପୁସ୍ତକଟିରେ ।🙏🙏❤️
ନୂତନ ପୁସ୍ତକ ଭେଟି ଦେଇ ଓଡ଼ିଆ ସାହିତ୍ୟ ଜଗତ
କୁ ସମୃଦ୍ଧ କରିବା ସହିତ ,ପାଠକଙ୍କ ସନ୍ଦେହ ମୋଚନ କରୁଥିବା ପ୍ରିୟ ସାର୍ ଙ୍କୁ ଧନ୍ୟବାଦ।
Sir ଓଡ଼ିଆ ପତ୍ରପତ୍ରିକା ପାଇଁ କେଉଁ ବହି Focus କରିବାକୁ ହେବ please 🙏🙏🙏
ବହୁତ ସୁନ୍ଦର ଉପାଦେୟ ତଥ୍ୟ ପ୍ରଦାନ କଲେ ସାର 🙏 ବହୁତ ବହୁତ ଧନ୍ୟବାଦ
ଧନ୍ୟବାଦ ସାର୍, ଏହି ସମସ୍ୟା ଏକ ବଡ଼ ସମସ୍ୟା, ଯେଉଁଥିରୁ ଆପଣ ଉଦ୍ଧାର କରି ଉତ୍ତମ ମାର୍ଗଦର୍ଶନ ଦେଇଛନ୍ତି !
ପ୍ରଣାମ ସାର 🙏 ଆପଣଙ୍କ ପାଠ ପଢାଇବା ଶୈଳୀ ଖୁବ ସୁନ୍ଦର
ପ୍ରଣାମ ସାର୍🙏🙏ସହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍ ସାର୍🙏🙏
Sir cuttack ra kou press kahile. Au thare kuhantu plz sir
Bijayeene publication. Cuttack
Sir pranam galpa o natak pain apanka kou bahi dekhibu tike janantu
Sir publisher nka phone no diantu@@odiasahitya7223
Sir group ରେ କେମିତି add ହେବୁ କୁହନ୍ତୁ pls 😢😢😢😢😢😢😢😢😢😢😢😢😢
ପ୍ରଣାମ ସାର 🙇♀️ ସାର କିଛି ବହି ଆପଣଙ୍କର ଆମ ପାଖରେ ଆମର ମାର୍ଗଦର୍ଶକ ଭାବେ ପାଖେ ପାଖେ ରହିଛି 🙏🙏🙏ସାର ପ୍ରଗତିବାଦୀ ସାହିତ୍ୟର ବହି ବିଜୟ କୁମାର ଶତପଥୀଙ୍କ ବହିଟିର ନା ସାର ଟିକେ ଜଣେଇବେ 🙏
ସାର୍ ଗବେଷଣା ପବିଧି ଉପରେ ବହି ଓଡ଼ିଆ ରେ ଅଭାବ , ତାହା ଉପରେ ପୁସ୍ତକ ଲେଖନ୍ତୁ।
ବହୁତ ବହୁତ ଧନ୍ୟବାଦ ସାର୍ 🙏🙏🙏🙏। ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଯୋଗୁଁ । ଏହି ସମସ୍ୟା ସମସ୍ତଂକର ରହିଛି। ସାର୍ କିନ୍ତୁ ମୁଁ ଆପଣଙ୍କ ବହିଟା ବହୁତ ଅନୁସରଣ କରେ।🙏
ସାର🙏ଆପଣଙ୍କର ଏ ଭିଡିଓ ଖୁବ୍ ଭଲ ଲାଗିଲା ସାର👍ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବହିର ସୂଚନା ଦିଅନ୍ତୁ ସାର Net/Jrf,SSB pai
ଅନେକ ଅନେକ ଧନ୍ୟବାଦ Sir 🙏🙏🙏
Sir pranam galpa natak pain kichhi bahi kuhantu.
Sir ନମସ୍କାର। ବହୁତ୍ ବହୁତ୍ ଧନ୍ୟବାଦ ।ମୁଁ ଅପଙ୍କ video ଦେଖେ ଆ ଉ jrf ବି ପାଇଛି।ଅପଙ୍କ video ଦେଖିକି।ମୁଁ ଗଳ୍ପ ଉପରେ phd କରିବାକୁ ଚାହୁଁଛି।କିଛି ବହି କିନିଛି। ଯେମିତି ଆପାଣ କହିଲେ ବୈଷ୍ଣବ ଚରଣ ସାମଲ ଙ୍କ ସବୁ ବହି ମୁଁ କିନିଛି ତ ଆଉ କଣ କଣ କିଣିଲେ ଭଲ ହେବ କହିବେ ।
Congrasulation didi💐
Congratulations ma'am 🎉
ମାମ୍ ମୁ ଆପଣଙ୍କ ସହ JRF ବିଷୟରେ କିଛି କଥା ହେବକୁ ଚାହୁଁଛି । ଆପଣଙ୍କ ପାଖକୁ କିପରି ଯୋଗାଯୋଗ କରିପାରିବି ?
ପ୍ରଣାମ sir, ଆପଣଙ୍କ contact number tk ଦିଅନ୍ତୁ ଓଡ଼ିଆ କ୍ଷେତ୍ରରେ ନୂଆ ଆପଣ ବି ବହୁତ ଭଲ ଭଲ ବହି କହିଲେ sir ssb ପାଇଁ କିଛି special class କରନ୍ତୁ sir plg
Mu apananka tharu adhika kichhi guidance asha karuchi sir
Sir 🙏net ପାଇଁ କିପରି ପଢ଼ାପଢ଼ି କରିବୁ କେଉଁଠୁ ଆରମ୍ଭ କରିବୁ ତା ଉପରେ vedio କରନ୍ତୁ please sir
ପ୍ରଣାମ ସାର୍🙏
ମଧ୍ୟଯୁଗୀୟ ସାହିତ୍ୟ ର ବହି ଗୁଡିକ କହିବେ।
Sir Anek Anek dhanyabad. Apnanka pratyak ti vdo mu dekhe .
Sir Pronam. Sir apono pgt pai kichi class korontu. Aponko class ga bohut bholo lage
Sir ,mu ପ୍ରାଚ୍ୟ ପାଶ୍ଚାତ୍ୟ ଓ ପ୍ରାଦେଶିକ ସାହିତ୍ୟ ତତ୍ତ୍ଵ book ti kinichi Matra sethire bhaut banana gota truti rahichi . typing mistake bhut heichi
Thank you so much sir 🙏🙏🙏🙏
Group re Kemiti add hebi sir
Sir apononku mor pranam sir mu apononko pakhore podhibi ssb pai saharjya apononkor vhahuchi
Sir ବହି ଗୁଡା କେମିତି ପାଇପାରିବୁ
Sir ଅଭିଲେଖ ଉପରେ ଆଲୋଚନା କରନ୍ତୁ
Thank you sir
ପ୍ରଣାମ ସାର୍ 🙏
Sir ବିଂଶରୁ ଏକବିଂଶ book ର recent edition ନମ୍ବର କେତେ?
1St Edition
@@odiasahitya7223 sir mu scs Apanka college re admission karichi pls contact number diantu
@@odiasahitya7223 Bujhibara Kichi achi more
Tq sir
ଅଶେଷ ଧନ୍ୟବାଦ୍
ସାର୍ ଙ୍କୁ ନମସ୍କାର,🙏
Sir mu ethara UGC NET qualify karichi plz apananka contact no ta TK diontu
ଧନ୍ୟବାଦ୍ ସାର୍ 🙏🙏🙏
🙏🙏🙏🙏
ପ୍ରଣାମ ସାର
Sir aa book sabu cuttack re miliba ?
Yes
ଆଧୁନିକ ଓଡ଼ିଆ କବିତା Bbsr