ସୁଧାଂଶୁ@8: ବିଜେଡି କହୁଛି ଆଇନ କାନୁନ କଥା || SUDHANSU@8 ||

แชร์
ฝัง
  • เผยแพร่เมื่อ 13 ต.ค. 2024
  • ସୁଧାଂଶୁ@8: ବିଜେଡି କହୁଛି ଆଇନ କାନୁନ କଥା
    #FOCUSPLUS #bjd #nabinpattnaik #BJPGovernment #MohanCharanMajhi #OdishaGovt #OdishaNews
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

ความคิดเห็น • 862

  • @brundaban4
    @brundaban4 2 หลายเดือนก่อน +140

    ଧନ୍ୟବାଦ ସୁଧାଂଶୁ ବାବୁ

  • @padmanavsahoo8432
    @padmanavsahoo8432 2 หลายเดือนก่อน +59

    ଧନ୍ୟବାଦ ସୁଧାଂଶୁ ବାବୁ,ଧନ୍ୟ ତୁମ ନିର୍ଭିକତା 🙏

  • @Manoranjansahoo34680
    @Manoranjansahoo34680 2 หลายเดือนก่อน +130

    ବାଃ ସୁଧାଂଶୁବାବୁ ବାଃ, ଆଜିର ଏପିସଡ଼ ସବୁଠୁ ବଢିଆ, ବହୁତ ବହୁତ ଧନ୍ୟବାଦ 👌👌👌

  • @AbhimanyuPattayat
    @AbhimanyuPattayat 2 หลายเดือนก่อน +80

    ଏକଦମ ଠିକ କହିଛନ୍ତି, ଧନ୍ୟବାଦ 👍

  • @BimbadharMangaraj
    @BimbadharMangaraj 2 หลายเดือนก่อน +43

    ବହୁତ ବହୁତ ଧନ୍ଯବାଦ
    ସୁଧାଂଶୁ ବାବୁ

    • @binodkanhar4163
      @binodkanhar4163 2 หลายเดือนก่อน

      କଦଲି ବାବୁ

  • @Manoranjansahoo34680
    @Manoranjansahoo34680 2 หลายเดือนก่อน +31

    ସୁଧାଂଶୁବାବୁ ଆପଣ ଖୋଜିକରି କୁହନ୍ତୁ 2009 ରୁ 2024 ଯାଏଁ ବିଜେଡି ସରକାର କରିଥିବା ଗୋଟିଏ ଯୋଜନା ବିଷୟରେ ଯେଉଁଥିରେ ଦୁର୍ନୀତି ହୋଇନାହିଁ, ମୁଁ ଭାବୁଛି ଅସମ୍ଭବ, ଦୟାକରି ଏହା ଉପରେ ଏକ ଏପିସଡ଼ କରିବାକୁ ଅନୁରୋଧ, ଧନ୍ୟବାଦ 👌👌👌

  • @lilamayasahu6669
    @lilamayasahu6669 2 หลายเดือนก่อน +210

    ବିଜେଡି କହୁଛି ନ୍ୟାୟ ବିଷୟରେ ହାସ୍ୟାସ୍ପଦ

    • @narendrahembram4495
      @narendrahembram4495 2 หลายเดือนก่อน +14

      Jehetu BJP gate niti Aadarsa ra dala . Alga dala tharu bhinna .
      Tenu Sarkar Rajyapalnka pua ku
      Jatha sigra girap kariba darkar .

    • @HimansuSahu-n5n
      @HimansuSahu-n5n 2 หลายเดือนก่อน +6

      BJD ଚୁର ଓଡ଼ିଶା ବାସୀ ଚିହ୍ନ ଚିହ୍ନ

    • @sidheswarsahu63
      @sidheswarsahu63 2 หลายเดือนก่อน

      Best

  • @entrepreneurjourney1764
    @entrepreneurjourney1764 2 หลายเดือนก่อน +35

    Good excellent News 👍👍

  • @KarishnaPardhan-g9f
    @KarishnaPardhan-g9f 2 หลายเดือนก่อน +26

    ବାଃ!!! ବିଚକ୍ଷଣ sir🙏 ବିଜେଡିର ଗୁମର ଖୋଲି ଦେଇ ଲୋକ ଲୋଚନକୁ ଅଣିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

  • @PremanandaMalla666
    @PremanandaMalla666 2 หลายเดือนก่อน +17

    ବହୁତ ସୁନ୍ଦର ,, ଏହି ଭଳି ଗୁଳିର ଜବାବ ଗୁଳିରେ ଦିଆଯିବା ଦରକାର,, ଜୟଶ୍ରୀ ରାମ ଜୟଶ୍ରୀ ରାମ ଜୟଶ୍ରୀ ରାମ

  • @krishnamahakud2954
    @krishnamahakud2954 2 หลายเดือนก่อน +155

    ବିଜେଡି ସମୟର ଆଇନ ଶୃଙ୍ଖଳା କଥା କହିବା, କୁ ଲାଜ ଲାଗୁଛି ,, ଏବେ ବିଜେଡି ଔଷଧ ବିକଳରେ ତାଟିଆ କାମୁଡ଼ିଛି

    • @debrajpradhan7642
      @debrajpradhan7642 2 หลายเดือนก่อน +2

      ନିହାତି ସତ କଥା ଆଞା ।

  • @Aviator_7940
    @Aviator_7940 2 หลายเดือนก่อน +26

    Perfect news

  • @jitendrapanda5262
    @jitendrapanda5262 2 หลายเดือนก่อน +66

    ଲଜ୍ୟା ଲାଗିବା କଥା ବିଜେଡି ଦଳକୁ 25 ବର୍ଷ ହେଲା କୋଉଠି ଥିଲେ, ଗାଈ ଚରାଉଥିଲେ ନା ଗଧ ଚରାଉଥିଲେ.

  • @moguruswami5882
    @moguruswami5882 2 หลายเดือนก่อน +11

    ଧନ୍ୟବାଦ

  • @Goutam306
    @Goutam306 2 หลายเดือนก่อน +43

    Right ସୁଧାଂଶୁ ଭାଇ

    • @binodkanhar4163
      @binodkanhar4163 2 หลายเดือนก่อน

      ଦିତୀୟ ସାରତି

  • @NirakarBiswal-zg4tn
    @NirakarBiswal-zg4tn 2 หลายเดือนก่อน +61

    ଯେ ପର୍ଯ୍ୟନ୍ତ ବିଜେପି ସରକାର ବିଜେଡି ଦାଗୀ ନେତା ଙ୍କ ଉପରେ ପଦକ୍ଷେପ ନ ନେଇଛି ସେ ପର୍ଯ୍ୟନ୍ତ ଏମାନେ ଏହିପରି କହୁଥିବେ ।ଲୋକ କେବଳ ବିଜେଡି ଉପରେ ପଦକ୍ଷେପ ନେବାକୁ ବିଜେପି କୁ ଭୋଟ ଦେଇଛନ୍ତି ନହେଲେ ଏଥର ବିଜେପି ସେସ ସରକାର ।

    • @RuihaMarndi-ml4eu
      @RuihaMarndi-ml4eu 2 หลายเดือนก่อน +1

      Next election ରେ bjd ଚିହ୍ନ ବର୍ଣ୍ଣନ ଥିବନି

  • @rohitnaik6592
    @rohitnaik6592 2 หลายเดือนก่อน +86

    ବିଜେଡି ଆଇନ ଶିଖାଇବ ନିଜେ ଆଇନ ର ମହୋତ ରଖଛି ଏମାନଙ୍କୁ ମାଡ଼ ହେଉ ନାହିଁ

  • @daleisusantakumar8392
    @daleisusantakumar8392 2 หลายเดือนก่อน +27

    ସୁଧାଂଶୁ ବାବୁ ଙ୍କ ଉପସ୍ଥାପନା ଅତି ସୁନ୍ଦର୍। ଖଜୁରୀ ଗଛର କି ଗୁଣ ଗାଇବ ମୂଳରୁ ପାହାଚ ପାହାଚ । ଅତି ନିର୍ଲଜ ପୂର୍ବ ସରକାର

  • @pradeepkumarsinha803
    @pradeepkumarsinha803 2 หลายเดือนก่อน +7

    💯. ପୂର୍ବରେ ଭାଡୁଆ ସରକାର ଥିଲା।
    ଆଶାକରୁ ମୋହନ ମାଝି ସରକାର ନିଜର ଠିକ ପ୍ରତିଷ୍ଠା କରିବେ।

  • @BhaskarBehera-k2u
    @BhaskarBehera-k2u หลายเดือนก่อน +1

    ❤❤❤❤ଆ thank u bhai dhanyvad Jay Jagannath Jay Jagannath

  • @AbhimanyuPattayat
    @AbhimanyuPattayat 2 หลายเดือนก่อน +51

    ବିଜେଡି ପାର୍ଟି ୨ ବର୍ଷ ମଧ୍ୟରେ ଖଣ୍ଡ ବିଖଣ୍ଡିତ ହେଇଯିବ,. ଦେଖା ଯାଉଛି,

  • @subodhakumarray6136
    @subodhakumarray6136 2 หลายเดือนก่อน +3

    ଧନ୍ୟବାଦ୍।

  • @satiyanarayanpattnayak1754
    @satiyanarayanpattnayak1754 2 หลายเดือนก่อน +39

    ସୁଧାଂଶୁ ସାର ନମସ୍ତେ ।ଆପଙ୍କ ଖବର ମୁଁ ୟୁଟୁଭରେ ଶୁଣୁଛି ।ଆପଣ ସତ ଖବର ରଖୁଛନ୍ତି ।ଆମ୍ଭେ ବହୁତ ଖୁସି ।ଆପଣ ଆପଣଙ୍କ ମୋବାଇଲ ନମ୍ବର ଛାଡ଼ନ୍ତୁ,ଯେପରି ଆମେ ଆପଣଙ୍କ ସହ କଥା ହୋଇ ପାରିବୁ ।

  • @ajitakumarsahoo9458
    @ajitakumarsahoo9458 2 หลายเดือนก่อน +91

    ଶଙ୍ଖ ଭବନ ନିର୍ମାଣ ବେଇମାନ
    କାର୍ଯାନୁଷ୍ଠାନ ହେବ କି????

  • @AnisatMunda
    @AnisatMunda 4 วันที่ผ่านมา +1

    Bhai patrakar zindabad zindabad zindabad zindabad zindabad zindabad bahut bahut thankyou very good

  • @bijayasethy3972
    @bijayasethy3972 2 หลายเดือนก่อน +44

    ଏମାନେ ନିଜକୁ ଅପରାଜେୟ ଭାବୁଥିଲେ,
    ଶାସନ ହାତରୁ ଚାଲିଯିବାରୁ ପାଗଳ କୁକୁର ଭଳିଆ ହୋଇଗଲେଣି ।

  • @balaramjhankar9002
    @balaramjhankar9002 2 หลายเดือนก่อน +16

    Right Bhai...👍👍👍👍🙏🙏🙏

  • @biramhembram2124
    @biramhembram2124 2 หลายเดือนก่อน +42

    ସାର୍ କୁକୁର ଦଳ ବିଜେଡିର ସବୁକେଳେଙ୍କାରି ଆଣନ୍ତୁ

  • @P.k.R.1977
    @P.k.R.1977 2 หลายเดือนก่อน +3

    You are right progress this type of news... Thanks

  • @sanjaypanda7984
    @sanjaypanda7984 2 หลายเดือนก่อน +26

    ଅତ୍ୟନ୍ତ ହାସ୍ୟାସ୍ପଦ କଥା କହୁଛି ବିଜେଡି

  • @trinathpanda9182
    @trinathpanda9182 2 หลายเดือนก่อน +4

    ଧନ୍ୟବାଦ ଭାଇ

  • @Vinood900
    @Vinood900 2 หลายเดือนก่อน +13

    କେହି ଯଦି ବାଜେ ଲୋକ ଓଡ଼ିଶା ରାଜନୀତି ରେ ଥିବେ ସେ ହେଉଛି ଅଭିନୟ ନାଟ୍ୟକାର ନବୀନ। ବାଜେ ଲୋକ ଟା

  • @bijayasethy3972
    @bijayasethy3972 2 หลายเดือนก่อน +8

    ବହୁତ୍ ବହୁତ୍ ଧନ୍ୟବାଦ୍ ସୁଧାଂଶୁ ଭାଇ

  • @s_sarojakumar7270
    @s_sarojakumar7270 2 หลายเดือนก่อน +24

    ସୁଧାଂଶୁ ଭାଇ ଙ୍କ ପୁରାଣ ମାନିବାକୁ ପଡ଼ିବ ..

  • @BulakiSwain-n4c
    @BulakiSwain-n4c 2 หลายเดือนก่อน +7

    ସାବାସ ସୁଧାଂଶୁ ଭାଇ

  • @Kulamani-nr5oq
    @Kulamani-nr5oq หลายเดือนก่อน +1

    Jay Sri jagannath bless you. Namaste 🙏

  • @rajendraprasadsahoo9587
    @rajendraprasadsahoo9587 2 หลายเดือนก่อน +4

    Right

  • @TunaDas-tt7xj
    @TunaDas-tt7xj 2 หลายเดือนก่อน +13

    ଓଡ଼ିଶାରେ bjd ଭଳିଆ ଶାସନ ଓଡ଼ିଶା ବାସୀକୁ ଚନ୍ଦ୍ର ସୂର୍ୟ୍ଯ ଥିଲା ପର୍ଯନ୍ତ୍ ନମିଳୁ ।

  • @dibakaraseth4572
    @dibakaraseth4572 2 หลายเดือนก่อน +17

    FOCUS PLUS is best new youtub chenal

  • @Jayjagannathodisha-s5w
    @Jayjagannathodisha-s5w หลายเดือนก่อน

    ଆଜ୍ଞା ସୁଧାଂଶୁ ସାର.. ଆମେ ବହୁତ ଖୁସି ଆପଣଙ୍କ ନିୟୁଜ ପ୍ରସାରଣ ରେ. କାହିଁକି ନା ଆପଣ କାହାର ପକ୍ଷା ପାତ୍ର କରୁନାହାନ୍ତି ସେଥିପାଇଁ... କିନ୍ତୁ ମୋର ଗଟେ ଅନୁରୋଧ ନିଶ୍ଚୟ ରକ୍ଷା କରିବେ ମୋର ପୁରା ଆଶା... ଦୟାକରି ମର କମେଣ୍ଟ ଉପରେ ଟିକେ ଧ୍ୟାନ ଦେବାକୁ ଅନୁରୋଧ ସାର.. କାରଣ ଆମର ଓଡ଼ିଶାରେ ଯୋଉ ଯୋଜନା ବା ଚାକିରୀ କାଡୁଛନ୍ତି ତାହା ପୁଣି. ଟେଣ୍ଡର ରେ.. କିନ୍ତୁ ସେଇ ଜାଗାରେ ଯୋଉ ମାନେ.. ଚାକିରୀ ବା କାମ କରୁଥିବା ଲୋକଙ୍କ କଥା ଉପରେ ଟିକେ ଧ୍ୟାନ ରଖୁ ନାହାନ୍ତି... କାହିଁକି.. ଯଦି ଟେଣ୍ଡର ସରିଗଲା ଟେଣ୍ଡର ନେଇଥିବା ଲୋକଙ୍କ ସରିଲା ସେଈଠେ କାର୍ଯ୍ୟ କରୁଥିବା ଲୋକଙ୍କୁ କାହିଁକି ହଇରାଣ କରାଯାଉଛି
    .. ଗରିବ ଘରୁ ଆସି ଜଣେ କେତେ ଖୁସି ହଉଥିବ.. ବଂଚିବାକୁ ବାଟ ମିଳିଗଲା .. କିନ୍ତୁ ତାର ସମୟ ସୀମା ଯେ 5ରୁ 6ବର୍ଷ ମାତ୍ର ତା ପରେ ସେ ଲୋକ କଣ କରିବ... କଣ ଗୋଟେ ଚାଲିଛି ଖାଲି ମହିଳା ମହିଳା ମହିଳା... ପୁରୁଷ ଯିବେ କୁଆଡେ.... ଯଦି SHG ଗୋଷ୍ଟି କୁ ଯେ କୌଣସି ଯୋଜନା ଦିଆ ଗଲା ସେଥିରେ ପୁରୁଷ କାମ କଲେ ଭୁଲ କଉଠି ରହୁଛି... ସେଥିରୁ ପୁରୁଷ ଯେତେକ କାମ କରୁଛନ୍ତି ତାଙ୍କୁ କାଢ଼ିବାକୁ ଅଫିସର ଙ୍କୁ ନିର୍ଦେଶ ଦଉଚି କିଏ.... କଣ ଖାଲି ମହିଳା ହିଁ ସରକାର ଗଢୁ ଛନ୍ତି... ଇଲେକ୍ସନ ଟାଇମ ରେ ପୁରୁଷ ଯାଉଛନ୍ତି କୁଆଡେ... ସେମାନେ କଣ ଭୋଟ ଦଉ ନାହାନ୍ତି...ଏହା ମୋର ଛୋଟିଆ ଅନୁରୋଧ ସୁଧାଂଶୁ ସାର ଆଶା କରୁଛି ନିଶ୍ଚୟ ନିୟୁଜ ମାଧ୍ୟମ ରେ ଟିକେ ପ୍ରଶ୍ନ କରିବେ ସରକାର ଙ୍କୁ...ଜୟ ଜଗନ୍ନାଥ

  • @laxmansahoo4681
    @laxmansahoo4681 2 หลายเดือนก่อน +24

    ମାନ୍ୟବର ଦ୍ଵିତୀୟ ସାରଥୀ,🎉

  • @bhajananandaswainbhajan9597
    @bhajananandaswainbhajan9597 2 หลายเดือนก่อน +1

    Very good News

  • @rupaksahu5873
    @rupaksahu5873 2 หลายเดือนก่อน +6

    Thanks sir❤❤

  • @AshokKhandual-k6n
    @AshokKhandual-k6n 2 หลายเดือนก่อน +26

    NO...1 Bhrstachari B J D

  • @LaxmidharaBehera-hc5pi
    @LaxmidharaBehera-hc5pi 2 หลายเดือนก่อน +1

    🙏🏻🙏🏻🙏🏻 ଜୟ ଜଗନ୍ନାଥ 🚩🚩🚩
    ସୁଧାଂଶୁ ବାବୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ନୂତନ ମୋହନସାର ସରକାର ସବୁ ପଞ୍ଚାୟତକୁ ତାଙ୍କ କର୍ମଚାରୀଙ୍କୁ ପଠାଇ ତଦନ୍ତ କରାଯାଉ କେଉଁ ପଞ୍ଚାୟତରେ କେତେ ଦୁର୍ନୀତି ହେଇଚି ବନ୍ଦେ ଉତ୍କଳ ଜନନୀ 🇮🇳👍🏻👍🏻👍🏻👏🏻👏🏻👏🏻😊😊

  • @goutamsahoo6252
    @goutamsahoo6252 2 หลายเดือนก่อน +2

    Thanks,vai

  • @kailashchandradas8992
    @kailashchandradas8992 2 หลายเดือนก่อน +3

    ଧନ୍ୟବାଦ ଜୟ ଜଗନ୍ନାଥ 🙏

  • @AnisatMunda
    @AnisatMunda 4 วันที่ผ่านมา +1

    Sudansu zindabad zindabad zindabad zindabad zindabad zindabad bahut bahut thankyou very good

  • @OM_SHAKTI.Subhamkar67666
    @OM_SHAKTI.Subhamkar67666 2 หลายเดือนก่อน +12

    ସାର 🙏ସତରେ ପୋଲିସ କୁ ସମ୍ପୂର୍ଣ କ୍ଷମତା ଦିଆ ଯିବା ର ସମୟ ଆସି ପହଁଚିଛି। ସେତ ସରକାର ଙ୍କ ଅଧୀନ 🙏

  • @SanjayMohapatra-w2b
    @SanjayMohapatra-w2b 2 หลายเดือนก่อน +15

    ସମସ୍ତେ ତ ବିଜେଡିର ଗୋହି ପୁରାଣ ଖୋଲିଲେଣି. ମୁଁ ବା ଅଧିକ କଣ କହିବି. ମୁଁ ଗୋଟେ କଥା କହୁଛି କେବେ ମିଛ ଖବର ଆଉ ପ୍ରମାଣ ନଥିବା ଖବର ପ୍ରକାଶ କରିବେନି. ହଁ ବିଜେଡି ର ଆୟୁଷ ବହୁତ କମ ଦିନ... ଜୟ ଜଗନ୍ନାଥ. 🙏🏻

  • @କଳିଙ୍ଗପୁତ୍ର-ର8ଦ
    @କଳିଙ୍ଗପୁତ୍ର-ର8ଦ 2 หลายเดือนก่อน +9

    ସୁଧାଂଶୁ ଭାଇ ଭଲ କହିଲେ, ମୋହନ ମାଝୀ ସରକାର ଏ ବିଜେଡି ର କ୍ରିମିନାଲ ନେତା ମାନଙ୍କ ବିରୋଧରେ ତୁରନ୍ତ ଆକ୍ସନ ନିଅନ୍ତୁ,

    • @Sulamanhansdaofficial
      @Sulamanhansdaofficial 2 หลายเดือนก่อน

      ଠିକ କହିଛନ୍ତି ଭାଇ ବିଜେଡି ର ସବୁ ନେତା ମାନଙ୍କୁ ସିବିଆଇ ତଦନ୍ତ କରାଯାଉ ତା ସହିତ ବିଜେଡି ର ଯେଉଁ ଚୋର ମାନେ ବିଜେପି ରେ ସାମିଲ୍ ହୋଇ ଛନ୍ତି ସେମାନଙ୍କୁ ମଧ୍ୟ ସିବିଆଇ ତଦନ୍ତ କରାଯାଉ

  • @saratmishra7100
    @saratmishra7100 2 หลายเดือนก่อน +9

    ଶଳା, ଆଇନ କାନୁନ 24 ବର୍ଷ ହେଲା ନଷ୍ଟ ଭ୍ରଷ୍ଟ କରିଦେଇଥିଲେ।

  • @suvashreeray5494
    @suvashreeray5494 2 หลายเดือนก่อน +3

    ଠିକ୍

  • @Dhaneshwarmajhi-vi3tj
    @Dhaneshwarmajhi-vi3tj 2 หลายเดือนก่อน +3

    Thik katha kahicha bhai

  • @subrataran
    @subrataran 2 หลายเดือนก่อน +10

    ବିଜେଡି ଓ ନବୀନ ପକ୍କା ଚୋର ଦଲାଲ

  • @azubizu2534
    @azubizu2534 2 หลายเดือนก่อน +3

    ବିଜେଡ଼ି ସମୟରେ ଅଭିଯୋଗ କଲେ ଅଭିଯୁକ୍ତ ହୁଅନ୍ତି ନିରୀହ ଜନତା

  • @SatyabrataPal-ob8sz
    @SatyabrataPal-ob8sz 2 หลายเดือนก่อน +7

    U r great sudhanshu bhai

  • @rameshchandraparija4882
    @rameshchandraparija4882 2 หลายเดือนก่อน +2

    Thank u to Sudhansu babu for your refresh news ,

  • @mantupal3175
    @mantupal3175 2 หลายเดือนก่อน +12

    Good sudhhnsu@8 news

  • @PrafullachDas-n6c
    @PrafullachDas-n6c 2 หลายเดือนก่อน +3

    ନବୀନ ହେଉଛି ମାନ୍ୟ ଚୋର ଓ ଧୃତ

  • @bimalkumarray4369
    @bimalkumarray4369 2 หลายเดือนก่อน +2

    THANKS BHAI

  • @gandharbanayak5660
    @gandharbanayak5660 2 หลายเดือนก่อน +5

    Dhanya bad sudhanshu babu ! Tanksdhara babu aapana no1 mla🙏🙏🙏

  • @DasarathiSoren-j6i
    @DasarathiSoren-j6i 2 หลายเดือนก่อน +3

    Sudhanshu Babu thankyou

  • @amarsethi5385
    @amarsethi5385 2 หลายเดือนก่อน +2

    Tq sir 🙏🙏,Bhala kale sir

  • @SankarPradhan-d4m
    @SankarPradhan-d4m 2 หลายเดือนก่อน +4

    Sudhansu. Bhaiku bhauta bhuta dhanya baad thank you bhai

  • @ganeswarbehera-fj6yu
    @ganeswarbehera-fj6yu 2 หลายเดือนก่อน +7

    ଭାଇ ଏ ସଵୁର ତଦନ୍ତ କେବେ ହେବ ।
    ନ୍ୟାୟ କେବେ ମିଳିବ ।

  • @paramanandajena9280
    @paramanandajena9280 หลายเดือนก่อน

    ବହୁତ୍ ବହୁତ୍ ଧନ୍ୟବାଦ୍ ସୁଧାଂଶୁ ଭାଇ ଆପଣଙ୍କୁ ନିଛକ ସତକୁ ସାମ୍ନାକୁ ଆଣିଥିବାରୁ

  • @SantoshNaik9078
    @SantoshNaik9078 2 หลายเดือนก่อน +2

    Bahuta dhanyabad sir

  • @sachikantasahoo6981
    @sachikantasahoo6981 2 หลายเดือนก่อน +5

    BJD ର ନେତା ମାନେ ଯେମିତି ନିରୀହ ଆଦିବାସୀଙ୍କ ହାତ ରୁ ପାପୁଲି କାଟି କି ନେଇ ଯାଇ ଥିବାରୁ ସବୁ BJD ଲୋକଙ୍କ ହାତ କାଟି ଦିଆ ଯାଉ
    ଯେମିତି ଟିକି ଟିକି ପିଲାଙ୍କୁ ମାରି ଦେଉଥିଲେ ସେମିତି ବିଜେଡ଼ିର ନେତା ମାନଙ୍କୁ ବି ସେମିତି କରନ୍ତୁ

  • @dayanidhisahu2613
    @dayanidhisahu2613 2 หลายเดือนก่อน +3

    Best news

  • @rajendramuduli336
    @rajendramuduli336 2 หลายเดือนก่อน +2

    Dhanyabad sir

  • @RudraNarayan-p1b
    @RudraNarayan-p1b 2 หลายเดือนก่อน

    ଧନ୍ୟବାଦ ଭାଇ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @OmjayeshreeVighnaharta
    @OmjayeshreeVighnaharta 2 หลายเดือนก่อน

    ଧନ୍ୟବାଦ ନମସ୍କାର ଆପଣଙ୍କୁ କୋଟି କୋଟି ପ୍ରଣାମ ସୁଧାଂଶୁ ବାବୁ

  • @PrakashchandraPanda-nn3tg
    @PrakashchandraPanda-nn3tg 2 หลายเดือนก่อน +2

    ପୂର୍ବରୁ ବିଜେଡି ସରକାର ନେତା ମାନଙ୍କର କରିବା ଅନଧିକାର କାର୍ଯ୍ୟ କଳାପକୁ ତଦନ୍ତ କରାଯାଉ ଏବଂ ଦୋଷୀକଂ ବିରୋଧରେ କଠୋର ଦଣ୍ଡ ବିଧାନ କରିବା ହେଉ ।ଏହାଦ୍ବାରା ବିଜେଡି ସରକାର ଓଡିଶା ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ କଂ କାରନାମା ଓଡିଶା ବାସୀ ପଚିଶ ବର୍ଷ ର ସାଶନର ଭୁଲ କରିବା ଜାଣି ପାରିବେ ।

  • @kalpatarusahoo1395
    @kalpatarusahoo1395 2 หลายเดือนก่อน +3

    Sudhasnu Bhai rite answer

  • @prakashkumardhal5399
    @prakashkumardhal5399 2 หลายเดือนก่อน +3

    Proceed on🎉❤

  • @manaswinisahoo6357
    @manaswinisahoo6357 2 หลายเดือนก่อน +4

    ନିର୍ଲଜ୍ଜଙ୍କ ବିଳିବିଳା । ଶାସନ ଗାଦିରେ ଥାଇକି ଦୁର୍ନୀତିର ଚରମ ସୀମାରେ ପହଞ୍ଚାଇଥିବା ଦଳର କୈାଣସି ଅଧିକାର ନାହିଁ କିଛି ଅସଙ୍ଗତ କଥା କହିବାକୁ।
    ନୂତନ ସରକାରଙ୍କୁ ପ୍ରଥମେ ଉତ୍ତମ କାର୍ଯ୍ୟ କରିବା ପାଇଁ ସମୟ ଦିଆଯାଉ

  • @KisunMurmur-vx5pd
    @KisunMurmur-vx5pd 2 หลายเดือนก่อน +6

    Bahut badhiya bhai,

  • @gajendrapatel960
    @gajendrapatel960 2 หลายเดือนก่อน +3

    Good news

  • @soubhagyasahoo9255
    @soubhagyasahoo9255 2 หลายเดือนก่อน +6

    V good sir

  • @srikantsahoo6563
    @srikantsahoo6563 หลายเดือนก่อน

    ଧନ୍ୟବାଦ୍।ସୁଧାଂଶୁ ବାବୁ ଆଉ ଟଙ୍କଧର ବାବୁ।ଜଣେ ମାନ୍ୟବର ଜେଲ୍ ଯାଇଥିଲେ।ଆଉଜଣେ ପଲିଟିକାଲ ମାନ୍ୟବର ଜେଲ୍ ଯିବା କଥା।

  • @AshokKumarBhoi-g3t
    @AshokKumarBhoi-g3t 2 หลายเดือนก่อน +4

    Very very good brother
    God bless you 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @biswaranjanparida297
    @biswaranjanparida297 2 หลายเดือนก่อน +3

    BJD ର ନେତାମାନଙ୍କୁ ପ୍ରଶ୍ନ, ନବ ଦାସ ଙ୍କର ହତ୍ଯା ବିଷୟ ରେ କାହିଁକି ମୁହଁ ଖୋଲିଲେ ନାହିଁ। ଏଥି ରୁ ପ୍ରଷ୍ଟ ପ୍ରମିଣିତ ହେଉଛି ନବ ଦାସ ହତ୍ଯା ରେ BJD ନେତା ମାନଙ୍କର ହାତ ଅଛି।

  • @Skj-xb4yi
    @Skj-xb4yi 2 หลายเดือนก่อน +3

    👍👍👍👍

  • @PrakashGopal-r5n
    @PrakashGopal-r5n 2 หลายเดือนก่อน

    ଧନ୍ୟ ବାଦ ସାର

  • @SushilKumarVlogs-bb6yx
    @SushilKumarVlogs-bb6yx 2 หลายเดือนก่อน +1

    Mind blowing expression sir....fantastic. ...

  • @AjayMohapatra-p4r
    @AjayMohapatra-p4r 2 หลายเดือนก่อน +3

    Good

  • @SadhabaKheti
    @SadhabaKheti 7 วันที่ผ่านมา

    ଧନ୍ୟବାଦ ସୁଧାଂଶୁ ବାବୁ 🌹🌹🌹🌹

  • @prafullachandrabeura8672
    @prafullachandrabeura8672 2 หลายเดือนก่อน

    ସୁଧାଂଶୁ ବାବୁ ବହୁତ୍ ଧନ୍ୟବାଦ୍ ।
    ସତ୍ୟ କଥା ସବୁ କହିଥିବାରୁ।♥👌

  • @babulvillagevlogs213
    @babulvillagevlogs213 2 หลายเดือนก่อน +3

    Thik katha

  • @sudhirdas1311
    @sudhirdas1311 2 หลายเดือนก่อน

    ସୁଧାଂଶୁ ବାବୁ ଠିକ କଥା, ଅଶେଷ ଧନ୍ୟବାଦ

  • @malayakumarsahoo7846
    @malayakumarsahoo7846 2 หลายเดือนก่อน

    You are absolutely right.

  • @Kulamani-nr5oq
    @Kulamani-nr5oq 2 หลายเดือนก่อน +1

    Jay Sri jagannath namaste 🙏

  • @Gemrworld2024
    @Gemrworld2024 2 หลายเดือนก่อน +1

    100 percentage right 👉 to receive

  • @santanurout877
    @santanurout877 2 หลายเดือนก่อน +4

    Mast sudhanshu babu dharm ra jay 👌👌👌

  • @PrakashchandraPanda-nn3tg
    @PrakashchandraPanda-nn3tg 2 หลายเดือนก่อน +2

    ବହୁତ ବଢିଆ ହୋଇଛି ଆହୁରି ହେବା ଦରକାର ଆଗକୁ ।

  • @birendrabehera-wz9ch
    @birendrabehera-wz9ch 2 หลายเดือนก่อน +2

    Good good good good good good good good good news

  • @NandakiswarMallick
    @NandakiswarMallick 2 หลายเดือนก่อน +3

    ଜୟ ଶ୍ରୀ ରାମ ଯିଏ ଆଇନ କଥା କହେ ସିଏ ବେଇମାନ ଯିଏ ଧର୍ମକଥା କହେ ସିଏ ହିଁ ଅଧର୍ମ କାମ କରେ

  • @PranatiMallick-w9z
    @PranatiMallick-w9z 2 หลายเดือนก่อน

    Many many thanks

  • @sairam1838
    @sairam1838 2 หลายเดือนก่อน +1

    Jay shree jagannath
    Sudhansu Bhai dhanyabad