ମୋର ଗାଁ ଡୁଙ୍ଗୁରିପାଲି ର ସମ୍ପୁର୍ଣ୍ଣ ଦୃଶ୍ୟ 🌏 ବହୁତ୍ ମନେ ପଡେ ସେ ଅଭୂଲା ଦିନ..

แชร์
ฝัง
  • เผยแพร่เมื่อ 4 ธ.ค. 2024

ความคิดเห็น • 419

  • @କୋଶଳଭିଡ଼ିଓ
    @କୋଶଳଭିଡ଼ିଓ ปีที่แล้ว +7

    ଏତେ ସୁନ୍ଦର ଗାଁ ଥିଲା ଦେଖି କରୀ ବହୁତ ଦୂକ୍ଷ ଳାଗୁଛେ

  • @kailashmirdha2222
    @kailashmirdha2222 ปีที่แล้ว +27

    ବହୁତ୍ ସୁନ୍ଦର୍ ଗାଆଁ ଥିଲା। ଆମକୁ ଏତେ ଦୁଃଖ ଲାଗୁ ଛେ ତୁମେ କେନ୍ତା କରି ଭୁଲି ପାରବ ମୋର ଭାଏ। ବାକି ଏତକି କହିମି ଗାଆଁ ଯାକର ଲୁକ୍ ମାନଙ୍କୁ ବୁଝେଇ ସୁଝେଇ କରି ଗୁଟେ ନା ରହ ଆଉ ଫେନ୍ ଘାଏ ।ସୁନ୍ଦର ଗାଆଁ ଟେ କରି କୁରି ଦେଖେଇ ଦିଅ l ହୀରାକୁଦ ବେଳେ ବି ଲୁକ୍ ପଳେଇ ଛନ୍ ବାକି ଫେନ୍ ଭି ଗୁଟେ ନା ରହିକରି ସୁନ୍ଦର ଗାଆଁ କରି ଛନ୍ । ନେଟ୍ ନୁ ସର୍ଚ୍ଚ କରି ଦେଖି ପକାବ । ମୁରା ଗାଆଁ , ହଳଦୀ ଗାଆଁ, ରସିଆପଳି। ଆଉ ସରକାର ସବୁ ସୁବିଧା ନି କାରବାର ତକ ନାଇଁ ଛାଡବ । ତୁମର ଗାଆଁ ନୁ ଯାହା ଥିଲା ସବୁ ଦାବି କରବ ।ଆଉ କଣା କହିମି ଭାଏ ଭଲ ସେ ଥିବା ରହୁ ଛେନ ।ମନ୍ ଭିତରେ ଗୁର୍ଦୁ ଟେ କଥା ଅଛେ।

    • @jacky_official_001
      @jacky_official_001  ปีที่แล้ว +2

      ଧନ୍ୟବାଦ୍ ଦାଦା 🥲🥲😭😭

  • @DamodarPutel-h9f
    @DamodarPutel-h9f ปีที่แล้ว +3

    ଦେଖି କରି ବହୁତ ଖରାପ ଲାଗଲା ଇ ଏରିଆ ର ଲୋକ ଜୀବନ ରେ କେବେ ଖୁସିରେ ରହିନାଇ ପାରନ ବହୁତ ସୁନ୍ଦର ତମର ଡୁଙ୍ଗୁରିପାଲି ଆଉ ତମକୁ ବହୁତ ଧନ୍ୟବାଦ ଏଇ ଦୁଖ ଅପେରା ଗିତ ସହ କୋହଭରା ଦୃଶ୍ୟ

  • @jiturajbhoi9256
    @jiturajbhoi9256 ปีที่แล้ว +37

    ଏଇ ଜନ୍ମମାଟି, ଏଇ ଭାଇଚାରା ଆଉ ଖୁଜଳେ ବି ଯୁଗ ଯୁଗ ତକ ନାଇଁ ମିଳେ ଭାଇ 😭😭😭😭😭

    • @jacky_official_001
      @jacky_official_001  ปีที่แล้ว +3

      ସତେ ଯେ ଦାଦା 😢😢

    • @dilippadhan6027
      @dilippadhan6027 4 หลายเดือนก่อน

      Right to Fight Brother 👍👍👍

  • @Sriram-d5v8u
    @Sriram-d5v8u ปีที่แล้ว +18

    ଭାଈ ଏତେ ସୁନ୍ଦର ଗାଁ ପାଣି ଭିତରେ ବୁଡ଼ି ଗଲା ଭାବଲେ ଆମକୁ ଏତେ ବହୁତ ଦୁଃଖ ଲାଗୁଛେ.. ତମକୁ କେତେ ଦୁଃଖ ଲାଗୁଥିବା ଭାଈ.. ସବୁ ମିଳବା ହେଲେ ନିଜର ଜନ୍ମଭୂମି କେଭେ ଆଉ ନି ମିଳେ

    • @jacky_official_001
      @jacky_official_001  ปีที่แล้ว +2

      ସତ୍ କଥା ଦାଦା ଆଉ କେବେ ନାଇ ମିଲେ

  • @gullugk4717
    @gullugk4717 ปีที่แล้ว +43

    ବହୁତ୍ ଦୁଃଖର୍ କଥା ଭାଇ ଏତେ ବଡ଼ ଗାଁ ଟେ ଭାଙ୍ଗି ଯିବାର ଟା 😢 ଜେନେ ବି ରହେ ବ ଭଲ ସେ ରହେବ ପ୍ରଭୁ ଜଗନ୍ନାଥ ଓ ମା ସମଲଶ୍ବରି ଆଶୀର୍ବାଦ ଥାଉ 🙏🙏

  • @LipsaSahu-tb2dw
    @LipsaSahu-tb2dw ปีที่แล้ว +9

    ବହୁତ କଷ୍ଟ ହେଉଛେ ....ଧୈର୍ଯ୍ୟର କିଛି ମାନେ ନେ ନ ...ହେ ଭଗବାନ ଇ ସବୁ କାଣା ହଉଛେ...ଭଗବାନ ଆଗକେ କିଛି ଭଲ କରୁନ ..ଏତକି ମୋର ପ୍ରାର୍ଥନା ..

  • @sibnarayannayak3376
    @sibnarayannayak3376 ปีที่แล้ว +31

    ସବୁ କିଛି ସରିଗଲା ଏ ଗାଁ ଲୋକଙ୍କର ଜଗନ୍ନାଥ ଏମାନଙ୍କୁ ଅନାଥ କରିଦେଲ ତୁମେ ଏ ମାନଙ୍କର ନିଜର ବୋଲି କିଛି ରହିଲାନି କେବଳ ତୁମ ବିନା ତୁମେ ଏ ଗାଁ ଲୋକଙ୍କୁ ସାହା ହୁଅ 😢😢😢😢😢

  • @biswambharjhankar3812
    @biswambharjhankar3812 ปีที่แล้ว +4

    କେଡେ ସୁନ୍ଦର ଗାଁ ଟିଏ🙏🙏🙏

  • @rajeshkumarbag5938
    @rajeshkumarbag5938 ปีที่แล้ว +26

    ଭାଇ ବହୁତ ବହୁତ ଦୁଃଖ ଲାଗୁଛେ ମାଗିହା ସରକାର କେ ଗୁଳି ମାରି ଦେବାର କଥା

  • @jasminbishi2797
    @jasminbishi2797 ปีที่แล้ว +2

    Thanks for your live

  • @sachinpadhan2899
    @sachinpadhan2899 ปีที่แล้ว +5

    ବହୁତ ଦୁଃଖର କଥା ଭାଇ ମାନେ ଯେନ ବି ରହେବ ଭାଇ ଭଲ ସେ ରହେବ ବହୁତ sad ଆୟେ ଭାଇ

  • @Janis4523
    @Janis4523 ปีที่แล้ว +9

    ଜୀବନ ବଂଚିବା କେତେ ଯେ କଷ୍ଟ ନିଜ ଭିଟାମାଟି ଛାଡିକି, ଗାଁ ଦୃଶ୍ୟ ଦେଖି କେତେ ଯେ ଦୁଃଖ ଲାଗୁଛି ସେ ହି କହିପାରିବ ଯେଉଁଠି ଯେ ଛୋଟ ବେଳୁ ଖେଳି ପଢି ବଢିଛି l ହେ ଭଗବାନ ଭାଇ ଭଉଣୀ, ବାପା ମାଆ ମାନଂକୁ ଭଲରେ ରଖି ଅନ୍ୟ ଜାଗାରେ ବଂଚିବା ପାଇଁ ବାଟ ଦେଖାଇ ଭଲ କର୍ମ କରିବାର ସୁଯୋଗ ଜଲଦି ଦେଖାନ୍ତୁ l

  • @sunilbariha3051
    @sunilbariha3051 ปีที่แล้ว +12

    ବିସ୍ଥାପିତ ଅଞ୍ଚଳ ର ସମସ୍ତ ପରିବାର କୁ ଭଗବାନ ପ୍ରଭୂ ଜଗନ୍ନାଥ ମାଁ ସମଲେଶ୍ବରୀ ଭଲରେ ରଖିଥାନ୍ତୁ ।

  • @fakirapadhan988
    @fakirapadhan988 ปีที่แล้ว +38

    ଦାଦା ବହୁତ ଦୁଃଖ ଲାଗୁଛି ନିଜର ଗାଁର କିଛି ଦୃଶ୍ୟ ଦେଖି କି ଜେନ ବି ରହେବ ଭଲସେ ରହେବ ଜୟ ଜଗନ୍ନାଥ 🙏🙏

    • @jacky_official_001
      @jacky_official_001  ปีที่แล้ว +2

      ଜୟ ଜଗନ୍ନାଥ। ଧନ୍ୟବାଦ୍ ଭାଇ 😭😭😭

  • @kishanlalsahu2625
    @kishanlalsahu2625 ปีที่แล้ว +5

    Tumaku koti koti juhar
    Bhagaban tumar gaon ra samasta nku bhal se rakhithaun
    Tame bhagaban e bhai amar hrudaya kandi jauchhe 🙏

    • @jacky_official_001
      @jacky_official_001  ปีที่แล้ว +1

      ଧନ୍ୟବାଦ୍ ଦାଦା 🥲😭😭😭

  • @user-qm8jr1bv2g
    @user-qm8jr1bv2g ปีที่แล้ว +5

    Bahut sundar Gan. Apan mankar video dekhikari amku v bahut dukh laguchhe. But don't worry friend, upar bala hai na. He will make every thing ok.

  • @ffnews29
    @ffnews29 ปีที่แล้ว +11

    Amea balangir gale e gaadi jau thilu dekhali j bahut dukh lagla 😭😭🥺🥺

  • @luhaluha7644
    @luhaluha7644 ปีที่แล้ว +4

    Really I m said, janani janmavumi sargadapi gariyasi🙏🙏🙏🙏

    • @jacky_official_001
      @jacky_official_001  ปีที่แล้ว

      ଧନ୍ୟବାଦ୍ ଦାଦା 😢😢😢😢

  • @ashishkumarpujhari3313
    @ashishkumarpujhari3313 4 หลายเดือนก่อน +1

    ଯାହାର ଗାଁ ତାହା କେ ସୁନ୍ଦର... ତମକୁ ବହୁତ୍ ଖରାପ ଲାଗୁଥିବା ଭାଇ

  • @narayanbariha5408
    @narayanbariha5408 ปีที่แล้ว +1

    କେଡେ ସୁନ୍ଦର ଗାଁ ମାଟି ମିଶିଗଲା ଭାଇ

  • @benudharanti5195
    @benudharanti5195 หลายเดือนก่อน +1

    ଡୁଙ୍ଗୁରିପାଲି 😭😭😭

  • @DIGALMAHANANDA-p2o
    @DIGALMAHANANDA-p2o ปีที่แล้ว +8

    Janani janma bhumi swarga thatu bada. Really, Your village people are great like Indian soldiers. So salute you. God bless you, keep smile. ❤

  • @pramodmeher3491
    @pramodmeher3491 4 หลายเดือนก่อน +1

    Akhin ru luha bahari gala....bahut sundar bhai

  • @princepriyanshusambalpuriv3771
    @princepriyanshusambalpuriv3771 ปีที่แล้ว +10

    ଭାଇ ଏତେ ସୁନ୍ଦର ତୁମର ଗାଁ ଥିଲା ବହୁତ୍ ବଢିଆ ଲାଗୁଥିଲା ହେଲେ kana kar ମା ବହୁତ୍ ଦୁଃଖ ଲାଗୁଛି ନିଜର ଗାଁ ର ସୃତି ଟେ ରଖିଚ ଜେନୁ ବି ରହ ମାଁ ସମଲେଇ ଭଳ ସେ ରଖୁ

  • @pintukhamari1931
    @pintukhamari1931 ปีที่แล้ว +6

    ଗାଁ ର ମାନେ କାଣା ଇଟା ସରକାର ବୁଝି ନାଇଁପାରେ😢😢😢😢😢

  • @pradeepbabiworld4559
    @pradeepbabiworld4559 ปีที่แล้ว +17

    ବହୁତ୍ ଭଲ କାମ କରିଛ ଭାଇ ଗାଁର ଭିଡିଓ ସୃତି କରି ରଖିଛ 😭😭😭😭😭😭😭😭😭

  • @entertainment-gr9ji
    @entertainment-gr9ji ปีที่แล้ว +1

    ବହୁତ୍ ବହୁତ୍ ଦୁଖ ଲଗଲା ହୋ ଭାଇ ଏନ୍ତ ଦିନ କହାକେ ନାଇ ଦଉ ଭଗବାନ 😢😢😢😢

  • @jayapujari371
    @jayapujari371 ปีที่แล้ว +4

    Very sad memory Iam from Nabaranga pur

  • @giridharighibhela3832
    @giridharighibhela3832 ปีที่แล้ว +1

    ବହୁତ ଦୁଖ ଳାଗୁଛେ

  • @sweetsweety5527
    @sweetsweety5527 ปีที่แล้ว +6

    Dhanya apankar mankar balidan k 🙏🙏🙏🙏

  • @mohanhati7537
    @mohanhati7537 28 วันที่ผ่านมา

    ଜନ୍ମ ଭୁମି ଯାହା ଜନନୀ ତାହା
    ଅଭୁଲା ଶ୍ରୁତି

  • @omkarmeher2624
    @omkarmeher2624 ปีที่แล้ว +1

    Bahut bahut dukhlagsi anta video re dekhle kede Sundar gan sabu churmar heigala

  • @jadhaptandi6645
    @jadhaptandi6645 ปีที่แล้ว +14

    ସୁବୁଦିନଲାଗିବୁଡିଗଲାଆଉମିଳିବନି ମତେଦାଦାଏତେଖରାପଲାଗୁଛେଜେମୋର ଆଖିଲୋହବାହାରୁଛେ ତମକୁସମାଳିନେହେଉଥିବା😭😭😭😭😭

  • @sudhir954
    @sudhir954 ปีที่แล้ว +13

    ବହୁତ ଦୁଃଖ ଲାଗୁଛି ଭାଇ ଏହି ଅଭୁଲା ଶ୍ରୁତି କୁ ଭୁଲି ହୁଏନା

  • @_official-uz8ju
    @_official-uz8ju ปีที่แล้ว +5

    Bahut dukhar katha bhai Jena b raheba sabe bhal se raheba ma samlei 🙏 k mor dua 🚩🙏 mui handicapped Tamar sister 😭😭😭 te ❤️ jay maa samalei 🙏🚩

  • @binodmishra6413
    @binodmishra6413 ปีที่แล้ว +2

    Rahyakara jagannathe

  • @kamalisahu2227
    @kamalisahu2227 ปีที่แล้ว +3

    Sat re bhai bahut dukha laguchi miss you ga 😭😭😭😭😭😭😭♥️♥️♥️♥️

  • @sudampanda426
    @sudampanda426 ปีที่แล้ว +3

    Mui e goan k bahut thar jaichhe bhai abe dikhili bahut khareb laguchhi

    • @jacky_official_001
      @jacky_official_001  ปีที่แล้ว

      ଧନ୍ୟବାଦ୍ ଦାଦା ଆମର ସାଙ୍ଗେ ଦୁଃଖ୍ ବାଣ୍ଟିବାର ଲାଗି ...😭😭

  • @sahadevsaha4721
    @sahadevsaha4721 4 หลายเดือนก่อน +1

    ବହୁତ ଦୁଃଖ ର କଥା,ଯେ ମା ବାପା କେ ହରାଇଛେ,ସେ ଜାଣିବା ବୁଅl ମା କlଣl ଯେ, ଜୟ ଜଗନ୍ନାଥ l

  • @anandachandrapadhan2482
    @anandachandrapadhan2482 ปีที่แล้ว +3

    Excellent excellent video. it is sure preasented our histroy for our next generation.
    Thank u brother .i feel so sad see this video.

  • @prinsshortvideo.167
    @prinsshortvideo.167 ปีที่แล้ว +2

    ଏ ସରକାର ବଦଳିବା ଦରକାର ମାଗିହା ଆମର୍ ଜମିନ ବି ସବୁ ବୁଡିଗଲା 😢😢

  • @Keyboardboy-Sushil
    @Keyboardboy-Sushil ปีที่แล้ว +43

    ମୁଇଁ ବି ଇ ଗାଁ ବାଟୁ କି ଇ ଗାଁ କେ ବହୁତ ଥର ଶହ ଶହ ହଜାର ହଜାର ଥର ଯେଇଛେ ମତେ ବି ବହୁତ ଖରାପ ଲାଗୁଛେ ତ ହେନର ଲୋକ୍ କେ କେନ୍ତା ନାଇଁ ଲାଗୁଥିବା ହେ ଭଗବାନ 😭

    • @jacky_official_001
      @jacky_official_001  ปีที่แล้ว +1

      ଧନ୍ୟବାଦ୍ ଦାଦା

    • @BSA886
      @BSA886 5 หลายเดือนก่อน +1

      Tume bartaman kene rahuchha

    • @geetanjalibag7194
      @geetanjalibag7194 4 หลายเดือนก่อน

      Eyi gaa re kana hela mui nai jani please kaha mate

    • @sureshkumarmeher9833
      @sureshkumarmeher9833 3 หลายเดือนก่อน

      ​@@geetanjalibag7194ehi gaan dem pani re budigala, sabhe bistapit heigale na 😢😢

    • @sureshkumarmeher9833
      @sureshkumarmeher9833 3 หลายเดือนก่อน

      ​@@geetanjalibag7194ehi gaan pani re budi gala

  • @maa_creations9191
    @maa_creations9191 ปีที่แล้ว +1

    Bahut Dukhara Katha bhai

  • @munnabiswal5152
    @munnabiswal5152 ปีที่แล้ว +4

    ବହୁତ ଦୁଃଖର କଥା ଦେଖି କରି ପ୍ରାଣବିକଳ ହେଇଯାଉଛେ 😭😭😭😭

  • @जयहिन्द-च7श
    @जयहिन्द-च7श ปีที่แล้ว +1

    Han bhai agke jenne b rahiba bhagban bhal re rakhun

  • @jitusuna9181
    @jitusuna9181 ปีที่แล้ว +3

    Hart touching video bhai Atma Kandi jiba😂😂😂😂

  • @tareswarsagria3726
    @tareswarsagria3726 11 หลายเดือนก่อน +1

    ହେ ଭଗବାନ ...ଏସମସ୍ତ ଗାଁ ବାସି ଙ୍କୁ ଧଯ୍ୟ,ସାହସ, ଦିଅନ୍ତୁ 🙏🙏🙏🙏.... ବହୁତ୍ ଦୁଃଖ ଲାଗୁଛି 😪

  • @GopalLifestyle12
    @GopalLifestyle12 ปีที่แล้ว +6

    Bhai mu Dunguripali bahut thara jaichhi,hele video dekhi mu bahut emotional hei gali😢😢😢😢😢😢😢😢😢😢

  • @belarsahu4853
    @belarsahu4853 ปีที่แล้ว +1

    Beautiful g s dunguripali 🙏🙏🙏🙏

  • @gandhiprasaddas9498
    @gandhiprasaddas9498 ปีที่แล้ว +3

    Historycal view

  • @birendrasahu6708
    @birendrasahu6708 ปีที่แล้ว +2

    Bahut bahut duk lagu6 bhai mu tamilnadu ru dekhu chhi from Sonepur mahada babupali

  • @bijaydeep5849
    @bijaydeep5849 3 หลายเดือนก่อน +1

    ହେ ଭଗବାନ୍ 😭

  • @karuna416
    @karuna416 ปีที่แล้ว +4

    ଭାଇ ଏ ଭିଡିଓ ଦେଖି ଆଖିରୁ ଲୁହ ଝରି ଆସୁଛି 😢😢😢😢😢😢😢😢

  • @iswarkumbhar3559
    @iswarkumbhar3559 ปีที่แล้ว +14

    ବହୁତ ଦୁଃଖର କଥା ଭାଇ…ଜେନ୍ ନେ ଭି ରହିବ ଭଲ ସେ ଥିବ

    • @jacky_official_001
      @jacky_official_001  ปีที่แล้ว

      ଧନ୍ୟବାଦ୍ ଦାଦା। ଜୟ ଜଗନ୍ନାଥ

  • @rushavmahananda9360
    @rushavmahananda9360 4 หลายเดือนก่อน +1

    Tumr gaan loka ku salute lokankar swartha lagi samaj ra unnati lagi ete bad daan karidebar ta bahut bad katha ae jie mati maa k chadiche se janiche dukha kn j. Govt prapya dele b nijar maa mati k kie vuli nai pari 🙏🙏♥️

  • @haripriyasahu807
    @haripriyasahu807 ปีที่แล้ว +2

    Kede sundar gaan bahut dukhar katha

  • @hkr_vlogs
    @hkr_vlogs ปีที่แล้ว +5

    Unforgottable moments... Sooo emotional feeling...😢😅

  • @AbhiBhoi-zg2pl
    @AbhiBhoi-zg2pl ปีที่แล้ว +1

    Nice song from bubanesura smart city

  • @papundandasena7901
    @papundandasena7901 ปีที่แล้ว +13

    ସବୁ ସରିଗଲା ବୋ ଦା ମାନେ ଆଉ କିଛି ନି ନ ଆମେ ତ୍ ଭୁଲ୍ କଲା କାମ୍ ମୂଲ୍ ହେବାରୁ ଯଦି ଇ ଡେମ କାମ ପୁରା ବନ୍ଦ୍ କରିଦେବାର ଥିଲା।😢😢😢😢😢😢😢😢😢

  • @gokulanandabadhei644
    @gokulanandabadhei644 4 หลายเดือนก่อน +1

    When Hirakud Dam constructed hundreds of villages , submersed ,thousands of people have displaced and left their native & relatives. Remembering these social issues tears comes naturally in eyes. May God blissful to displaced Dunguripali people in rest of life.✍️

    • @jacky_official_001
      @jacky_official_001  2 หลายเดือนก่อน

      Thanks u so much dada …
      Actually you know our pain ….
      Some people say - Gsdp people are very happy because we receive money from government but we know money can replace only physicaly but money can’t replace from our hearts …. It’s biggest pain ever … so sad ….

  • @puspatandi8894
    @puspatandi8894 4 หลายเดือนก่อน +1

    So beautiful your velez

  • @kamaleswarbiswal8310
    @kamaleswarbiswal8310 ปีที่แล้ว +1

    Bhai video te banei kari rakhithila j bahut bhal.lagla au tamku b bahut dhanyawad...

  • @radheswammajhi4394
    @radheswammajhi4394 ปีที่แล้ว +12

    ମୋର ହୁରୁଦ୍ ଭିତର୍ ଫାଟି ଜଉଛେ ‌💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭💔💔💔💔💔💔💔💔💔💔 ବହୁତ୍ ଦୁଖର୍ କଥା

    • @jacky_official_001
      @jacky_official_001  ปีที่แล้ว

      ବହୁତ୍ ଦୁକ୍ ରେ ଅଛୁ ଆମେ

  • @kshetrapradhan5243
    @kshetrapradhan5243 4 หลายเดือนก่อน +1

    Kete sundar gan tia bahut dhuka lagsi samste chin chatar hei gale

  • @manojmeher1991
    @manojmeher1991 ปีที่แล้ว +1

    Bahut dukhar katha are re bhaimane. Samlei ma tamku Shakti daun sahebar lagi

  • @shibamBag-sj1ie
    @shibamBag-sj1ie ปีที่แล้ว +6

    ମତେ ଲୋୟର ସୁକତେଲ ଡ଼୍ୟାମ ର ନା ଶୁଣିଲେ ମୋର ଛାତି ଫାଟି ଯାଉଛି ସମସ୍ତ ଙ୍କ ଦୁଃଖ ଦେଖି ମାଁ ସମଲେଇ ସବୁ ବିସ୍ଥାପିତ ଅଞ୍ଚଳ ର ପରିବାର କୁ ସୁଖରେ ରଖି ଥାଉ 😢😢😢😢

  • @nilambaragadtyagadtya5611
    @nilambaragadtyagadtya5611 ปีที่แล้ว +7

    ଆମର ଗା ସବୁଦିନ ଲାଗି ମାଟିରେ ମିଶିଗଲା 😭😭😭😭

    • @jacky_official_001
      @jacky_official_001  ปีที่แล้ว

      😢😢

    • @birenmahar3718
      @birenmahar3718 ปีที่แล้ว +1

      Han mor bhae😭😭😭😭 hirakudar katha suni thilu aji akhinre dekhuchhu kete duk aeje

  • @bijayanandamishra8610
    @bijayanandamishra8610 ปีที่แล้ว +2

    Mui b bahut thar e batu ana jana kariche pani re budi nibar video dekhla pare bahut kharap lagiche jan mane gaa k chadi chan se manku kanta laguthiba

  • @OdiaVlognitish
    @OdiaVlognitish ปีที่แล้ว +2

    Bhautu Dhuk laguche dada

  • @kajallifestyle866
    @kajallifestyle866 ปีที่แล้ว +2

    ବହୁତ୍ ଦୁଃଖ କଥା 😭😭😭

  • @seetapradhan492
    @seetapradhan492 ปีที่แล้ว +2

    😭😭😭 bahut dukh laguche dekhi Kari

  • @dilippadhan6027
    @dilippadhan6027 4 หลายเดือนก่อน +1

    Right to Fight Brother 👍👍👍
    Don't worry B Happy 👍👍👍

  • @chudamanibhoi27
    @chudamanibhoi27 3 หลายเดือนก่อน +1

    ସବୁ ସରିଗଲା ଭାଇ

  • @___style_s
    @___style_s ปีที่แล้ว +1

    Oh my god bro maa samlei bless

  • @4_1_11
    @4_1_11 ปีที่แล้ว +14

    ମୋର୍ ସୁନା ଗାଁ କେ ଦେଖି ଦେଲେ ମୋର୍ ଆଁଖିରୁ ଖାଲି ଲହ ଝରୁଛେ 😭😭😭😭

  • @princebhagabata..3861
    @princebhagabata..3861 ปีที่แล้ว +1

    Emotional Kari dela bhai

  • @supaldansana939
    @supaldansana939 ปีที่แล้ว +2

    ମୁଇଁ ଗୁଟେ କଥା କହୁଛେ ଭାଇ ମାନେ ସେ ଯାହାବି ହେଲା ହେବାର ଥିଲା ମନକୁ ବୁଝେଇଦିଅ କିନ୍ତୁ ସରକାର ଯଦି ଆମ ଅଂଚଳରେ କମ୍ପାନୀ ବସାଲା ଆଉ ଆମର ଗରିବ ଲୋକ ମାନଙ୍କୁ ପାଣି ନାଇଁ ଦେଇକରି କମ୍ପାନୀ ନ ବିକିଲା ବଇଲେ ତାର
    ଦୃଢ ପ୍ରତିବାଦ କରାଯିବା ଇଟା ସମସ୍ତେ ଆସ ଏକ ହଉ

  • @ajitgadtyakumar
    @ajitgadtyakumar ปีที่แล้ว +1

    Again and again dekhbar lgi icha

  • @vijayrajput8581
    @vijayrajput8581 ปีที่แล้ว +1

    Bahut dukha Katha Bhai Dekh le bahut kharap laguchee 😔

  • @RKOnline1996
    @RKOnline1996 ปีที่แล้ว +1

    ବହୁତ ଦୁଃଖ ର କଥା ନିଜର ଜନ୍ମ ମାଟି,ଘର , ଗାଁ, ନିଜର ଗାଁ ଲୋକ ,ସାଙ୍ଗ ସାଥି ସବୁ ଛିନ୍ନବିଛିନ୍ନ ନିଜର ଆଖି ଆଗରେ।ଜେନ୍ ଗାଁ ରେ ଛୋଟ ରୁ ବଡ଼ ହେଇଥିବୁ ସେ ଗାଁ ଛାଡି କରି ଅଲଗା ଜାଗା ନ ରହେ ବାର ଟା ବହୁତ ଦୁଃଖ ର କଥା।।

  • @srujanee6122
    @srujanee6122 ปีที่แล้ว +2

    Aha kete sundar gaan. 😭😭😭

    • @jacky_official_001
      @jacky_official_001  ปีที่แล้ว

      ବହୁତ୍ ସୁନ୍ଦର ଗାଆଁ ଆଏ ଆମର 😭😭😭

  • @satyabratabehera7562
    @satyabratabehera7562 ปีที่แล้ว +1

    Bahut bahut Dukhar katha 😢😢😢...Bhai

  • @PanchananPutel-dn5zv
    @PanchananPutel-dn5zv ปีที่แล้ว +1

    Alibha sumruti brother👍👍👍👍👍👍

  • @sarojsahu6366
    @sarojsahu6366 ปีที่แล้ว +3

    ମୁଇ ଥରେ ଦେଖି ଜୀମୀ ବଳି ଭାବୁଛି ହେଲେ ବହୁତ୍ ଦୁଃଖ ଲାଗୁଛି

  • @hukumisabar2437
    @hukumisabar2437 ปีที่แล้ว +2

    ଗାଁ ଛାଡି ଯିବା ବହୁତ ଦୁଃଖ, ଏମିତି ଦୁଃଖ ବଡ଼ ଦୁଃଖ ଫସ

  • @Mohansahu1220
    @Mohansahu1220 ปีที่แล้ว +1

    Bahut dukhar katha bhai

  • @manojpradhan7693
    @manojpradhan7693 4 หลายเดือนก่อน

    Bahut dukh laguchhe bhai e gaon k dekhile

  • @mktech4559
    @mktech4559 ปีที่แล้ว +4

    Bahut dukh lagu6e bhai marbar jae bhuli nae Par 😢😢😢😢😢😢😢😢😢😢😢😢

  • @rajeshsahu4135
    @rajeshsahu4135 ปีที่แล้ว +1

    Really bahut dukhh laguchhe

  • @hippian5826
    @hippian5826 5 หลายเดือนก่อน

    ବହୁତ୍ ଦୁଃଖ ଲଗୁଚେ,

  • @rubulpadhan-
    @rubulpadhan- ปีที่แล้ว +1

    ବଡ ଗାଁ ଟେ ଆଏ ଦେଖି କରି ବହୁତ ଦୁଃଖ ଲାଗୁଛେ,😥😥🙏🏻🙏🏻🙏🏻🙏🏻

  • @devabhoi5440
    @devabhoi5440 ปีที่แล้ว +3

    Really bhai bahuth kashta laguche yr 😭😭😭😭😭😭😭

  • @kapilasmahakur8371
    @kapilasmahakur8371 ปีที่แล้ว +2

    Gute itihaas heigala, g s Dunguri Pali, 😢😢

  • @pintu8395
    @pintu8395 ปีที่แล้ว +1

    Ga chhadikari jibarta bahut dhukharkatha jauthi thiba bhalse thiba

  • @abhimanyubhoi4785
    @abhimanyubhoi4785 ปีที่แล้ว +2

    Bahut dukha laguchhe bhai

  • @SantanuSahu-w4q
    @SantanuSahu-w4q ปีที่แล้ว +1

    Dekhi dele gute kenta lagi jauchi re bhai tamor gaon ke bahut dukh bhuli nai hua jibon thibar tak

  • @papundandasena7901
    @papundandasena7901 ปีที่แล้ว +8

    ମୁଇଁ ଇ ଗାଁ ନୁହେଁ ସେ ମୁଇଁ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ର ଆଏ ହେଲେ ମୁଇଁ ଦେଖି କରି ରହି ନି ପାରୁଛେ । 😢😢😢

  • @kumarrajib6995
    @kumarrajib6995 ปีที่แล้ว +2

    Bahut Dukh kar katha ho broo😢😢😢
    Sate Tamar gain r Lok manku koti koti🙏🙏🙏

  • @ukr76052gghjjufgjiggjig
    @ukr76052gghjjufgjiggjig 10 หลายเดือนก่อน +1

    Bahut dukha ho mui jai thili aji tmr gaon k ..