Aam janibare Sapta Satee nka madhyare Seeta nka sthan nirdharan karajajaichi. Eha bad Pancha Kanya mannkar satitwa bhang pare madhya emane kaya mana o bakhya re nispap o pabitra thai Biswa ra mangal paim karya sampadan karuthile. Ehi karan ru Panch Kanya manank madhyare Seeta Mata nku sthanitwa kariba sameechan lagu nahi.Yadi kounsi Puran re epari Shlok lekha jauchhi daya purbak kahiba ra kripa karibe Gayak Mahasay.Tebe Anuseelan bhal laguchhi. Kunti nka bisay re bises anuseelan kari "Bhumi:" saha sanjog ra aabsyakta kara jau achhi.
Samudra manthan hela Satya re....tenu Bali kemiti Taranku bibah kale..... Bali ta tretaya re Raja thile..... Tara kan satyaru....tretaya paryant apeksha karthile.......❓
Excellent Presentation.May God. bless you.
Jay gurudev
ଭୁଲ୍ ତଥ୍ୟ ଦେଉଛନ୍ତି ଆପଣ
Kehibi bapa maa tharu janma huanti
ପଞ୍ଚକମ ନା. ନା. ନରୌ. ନର. ଏହାବ୍ୟାକରଣ ପଢି janibe
ବିଭିନ୍ନ ପୁରାଣରେ ବିଭିନ୍ନ କଥାବସ୍ତୁ ଆସେ ।ତା ଭିତରୁ ଏହା ଏକ କଥାବସ୍ତୁ।
ଧନ୍ୟବାଦ ପଣ୍ଡିତ ମହାଶୟ ।🙏
Maaa
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤❤❤
Ayushpatra
😮❤
Bahut bahut badia
ମାଁ ସୀତାଙ୍କୁ ପଞ୍ଚକନ୍ୟା ର ଆସ୍ଥା କୋଉ ପୁରାଣରେ ଦିଆଯାଇଛି ଦୟାକରି ଆପଣ ଜଣାଇବେ ସାର
ସମୁଦ୍ର ମନ୍ଥନ କେଉଁ ଯୂଗରେ ହୋଉଥିଲା,ଏହା ସତ୍ୟ ଯୁଗରେ।
ତାରା କ'ଣ ସତ୍ୟ ଯୁଗରେ
Good
ସୀତା ଙ୍କୁ କେଉଁ ଶାସ୍ତ୍ରରେ ବା ଶ୍ଳୋକରେ
କେଉଁ ପଣ୍ତିତ ବା ଶାସ୍ତ୍ରଜ୍ଞ ପଞକନ୍ଯା ଭାବରେ ବ୍ୟାଖ୍ୟା କରିଛନ୍ତି, ପ୍ରମାଣ ସହ ଜଣାନ୍ତୁ।
ନହେଲେ ଏ କଥାର କିଛି ସତ୍ୟତା ନାହିଁ ଏବଂ କପୋଳକଳ୍ପିତ ବୋଲି ଜଣାଯିବ।
ଧନ୍ୟବାଦ୍ ବନ୍ଧୁ। ଉତ୍କଣ୍ଠା ର ସହ ଅପେକ୍ଷା କଲୁ। ଶୀଘ୍ର ଜଣାନ୍ତୁ।
Tume maha gyani,laja laguni.
Kunti keunthu Janma hele କୁନ୍ତି କେଉଁଠୁ ଜନ୍ମହେଲେ କହିଲେ ନହିଁ
ଦେବୀ ସୀତା କେବେ ଠାରୁ ପଞ୍ଚକନ୍ଯା ମଧ୍ୟରେ ସ୍ଥାନ ପାଇଲେ?ଆଉ ଏହାର ପ୍ରମାଣ କେଉଁ ପୁରାଣରେ ରହିଛି,
କେବଳ ଯୋଡ଼ା ଯୋଡ଼ି କରି କହିବାହିଁ ସାର।
Jay Jagnnath
Jay Jagannath
Kunti kenu bhuta ru janma.
ଅଷ୍ଟାଦ୍ଦଶପୁରାଣ ମଧ୍ୟରୁ କେଉଁ ପୁରାଣ କୁନ୍ତୀ ଙ୍କୁ ଛାଡ଼ି ସୀତାଙ୍କୁ ପଞ୍ଚ କନ୍ୟାରେ ଗ୍ରହଣ କରିଛି
Khub sundar
Bhumiru ba giriru parbati janma hoi chhanti
ଦୟାକରି ଜଣାଇବେ କି କେଉଁ ପୁରାଣରେ ମା ସୀତାଙ୍କୁ ପଞ୍ଚକନ୍ୟା ମଧ୍ୟରେ କୁନ୍ତୀଙ୍କ ପରିବର୍ତ୍ତେ ନିଆଯାଇଅଛି !
Bhul
Xs
10:28
kalki puran re nutan panchakanya baharila ki
Thanks sir❤
Haire! Bali treta jug ra lok. Samudra manthan kou jug re hei thila kire
Very good
😊jay jagarnath joda basinda brda
ଏଖବର କେହି ଲୋକ ଲୋଚନକୁ ଆଣି ପାରିବେ ନାହିଁ କିନ୍ତୁ କମେଣ୍ଟ କରିବାରେ ପଣ୍ଡିତ, ଧନ୍ୟରେ ମନୁଷ୍ୟ ଜନ୍ମ...
🎉ବେଶୀ ଯାନବାର ଆଉ ବୋ
Agaya asobu koupuran re ochitikekohibeki
ଅହଲ୍ୟା ତାରା ଦ୍ରୌପଦୀ ସଚି ମନ୍ଦଦରୀ, ପଞ୍ଚକନ୍ୟା ସ୍ମୁରେ ନିତ୍ୟ ମହାପାତକ ନାଶନଂ, ଆଜ୍ଞା ଭଲକି ପୂରାଣ ପଡ଼ନ୍ତୁ ପରେ ପ୍ରବଚନ ଦେବେ
ଦୟା କରି ଆପଣ ମାନେ କହନନ୍ତୁ ପଞ୍ଚକନ୍ୟ କିଏ
Kunti kaha tharu janma
ଭୁଲ ତଥ୍ୟ କାହିଁକି ଦେଉଛ
ସୀତା ରକ୍ତରୁ ଜନ୍ମହେବା ଏହା ଯୁକ୍ତିଯୁକ୍ତ ମୁହେଁ ଏହାର ତତ୍ତ୍ୱ ଅଲଗା ରହିଛି ପୌଲ ସ୍ତ୍ୟ ରାମାୟଣ ପଢ଼ ,
ନମସ୍କାର ଆଜ୍ଞା, ସମୁଦ୍ର ମନ୍ଥନରେ ଅସୁର ରାଜା ବଳୀ ଅସୁର ବଳର ନେତୃତ୍ୱ ନେଇଥିଲେ, ବାନର ରାଜ ବାଳି ନୁହନ୍ତି । ଧନ୍ୟବାଦ୍
Sir a samasta nku pancha sati madhya kuhanti na
Abhali bibhrantikar tathya deba purbaru nije kenw bruksharu janma hoichanti se gachhare Pani deantu.
Kunti.ka.janm.kahni
ଦ୍ରୌପଦୀଙ୍କ ପୂର୍ବରୁ ଆଉକିଏ ଅଗ୍ନିରୁ ଜନ୍ମ ହୋଇଥିଲେ?
ଜଗତ ଜନନୀ ସିଂହ ବାହିନୀ ମାଁ ଦୂର୍ଗା
କୁନ୍ତୀ କେଉଁଠୁ କେମିତି ଜନ୍ମ୍ ନେଲେ
Thanks for watching. Kali videore bujhibe.
ଅହଲ୍ୟା, ଦୋପଦୀ, ତାରା, କୁନ୍ତୀ, ମନ୍ଦୋଦରୀ
କୁନ୍ତୀ ଙ୍କ ର ଜନ୍ମ କଥା କହିଲେନି?
Aam janibare Sapta Satee nka madhyare Seeta nka sthan nirdharan karajajaichi. Eha bad Pancha Kanya mannkar satitwa bhang pare madhya emane kaya mana o bakhya re nispap o pabitra thai Biswa ra mangal paim karya sampadan karuthile. Ehi karan ru Panch Kanya manank madhyare Seeta Mata nku sthanitwa kariba sameechan lagu nahi.Yadi kounsi Puran re epari Shlok lekha jauchhi daya purbak kahiba ra kripa karibe Gayak Mahasay.Tebe Anuseelan bhal laguchhi. Kunti nka bisay re bises anuseelan kari "Bhumi:" saha sanjog ra aabsyakta kara jau achhi.
🌅🪴🙏💝🗽🕉🗽💝🙏🪴🌄
Kunti janama nahni ki?
ବାରିକବାବୁଆପଣଗାହାଣ
ସୀତାକୁଯେଡିଲଶୈଳକରେଯେଡିଲନାହି
ଯାସେଲୁନଖେଲିବଯା
ମହୋଦୟ ଦ୍ରୌପଦୀ କଣ ପାଞ୍ଚ କନ୍ୟା ରେ ଯାଉ ଛନ୍ତି କି
ଏହା କେଉଁ ପୁରାଣରେ ଅଛି କହିଵେକି। କ'ଣ ପାଇଁ ଗାଲୁଆ କଥା ଗୁଡିକ କହି ଲୋକ ମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛ
ଆପଣ ସାଗୁଆ ରଙ୍ଗର ସାର୍ଟ କାହିଁକି ପିନ୍ଧିଛନ୍ତି ?
ପଞ୍ଚ କନ୍ୟା ରେ ସିତା କଉଠୁ ଆସିଲେ ଆଊ କୁନ୍ତୀ କୁଆଡେ଼ ଗଲେ
That is not satisfied for me
Samudra manthan hela Satya re....tenu Bali kemiti Taranku bibah kale..... Bali ta tretaya re Raja thile..... Tara kan satyaru....tretaya paryant apeksha karthile.......❓
କଣ ଭୁଲ କଥା ଗୁଡାକ କହୁଛ !! ଯିଏ ଯାହା ପାରିଲା ସେ.ତାକୁ ପୂରଣ କରି ଥୋଇଲା.ଏଇଥିରୁ ଲାଗୁଚି ହିନ୍ଦୁ ପୂରଣ ରେ କେତେ ଅପମିଶ୍ରଣ ହେଇଥିବ।
ନିଜେ ପୁରାଣ ଲେଖିଛ କି ଭାଇ?😂
Sloka padhiba bele kunti kahi bujhababele Sita kahuchhan kemiti eha kahibe
Bale,kaunujugara,sanidramanthanakabahoethels
😅
Bali kn Satya jugara,keun puranare achhi janaibe
Kurma puran
ସୀତା ମାତା ଷଷ୍ଠ ସତୀ ରେ ଯାଇଛନ୍ତି ।
Bali is not from Satya yuga , he is from treta yuga. If you don't know don't confuse the people.
ବକ୍ତା ମହାଶୟଙ୍କୁ କିଛିବି ପୁରାଣ କଥାଜଣା ନାହିଁ ତାଙ୍କ ସବୁକଥା ଗୁଡିକ ପୁରା ଅଳିଆ ,
Right
Sita,kia,bo,babu
ହିନ୍ଦୁଧର୍ମକୁ ଭୁଲ ଭାବରେ ପ୍ରଚାର କରନ୍ତୁ ନାହିଁ ।
Thaka katha
ସମ୍ପୂର୍ଣ ଠିକ ନୁହଁ।
Laxmi jalaru janma nuhe ki
ଏଠି ପାଞ୍ଚ କନ୍ୟା କଥା ପଡିଛି
Pahlutu,katha,kanahniki,kahucha
ଅଳ୍ପ ଜାଣି ପୁରାଣକୁ କଦର୍ଯ୍ୟ କରୁଚ, ଭଲ କରି culture କର
ଏ ପାଗଳ ର ପ୍ରଳାପ ଅଟେ
Kunti√sheeta
Ahaly, draupadi,kunte,tara,mandhadari
ମିଛ କଥା କାହିଁକି କହୁଛ ସୀତା ଓ ତାରା କଥା ଭୁଲ୍। ସୀତା ପନଚ କନ୍ଯା ଭିତରେ ନାହିଁ। ତାରା ସମୁଦ୍ର ମନଥନରୁ ବାହାରି ନାହାଁନ୍ତ। କରୁଣା ଭାଇ କାହିଁକି ମିଛ ଗୁଡା ଗପୁଛ କହିଲ।
😢sita nuhe kunti
ଭାଇ ତେମେ ଯାହା କହୁଛ ପୁରାଣର ପମାଣସହ କୁହ
Galua katha keunthu sekhilu
ଫାଲୁତ କଥା
Faltu katha.
କୁହାଳିଆ
Bhul pravachan