Excellent .Heart touching performance. Actually this ispure and original sankirtanya..Other singers are tobe learn those who are singing the sankirtanya songs as melodyway.
Bahut bhal lagla asli kirtan hi Eta ay Enta au kehi nai karbar... sabubele Enta heuthau tumar kirtan bhagban nka asirbad rahithau sabubele..... Radhe Radhe
ବଢ଼ିଆ ବହୁତ ବଢିଆ କିର୍ତ୍ତନ,ଶବ୍ୟାରାଣୀ ଙ୍କ କଣ୍ଠଦାନ ଅତି ଚମକ୍ତାର
ମା ସରସ୍ଵତୀ ଙ୍କ ଅଦ୍ଭୁତ ବରଦାନ ରହିଛି ତୁମପ୍ରତି,ଅତି ସୁନ୍ଦର୍ ।
ଅତ୍ୟନ୍ତ ଶାନ୍ତ ସ୍ୱଭାବ ର ଝିଅ,ଏହା ତାଙ୍କ ପିଲା ଦିନ ରୁ ଥିବା ପରିଲକ୍ଷିତ ହେଉଛି।ଭଗବାନ ତାଙ୍କୁ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ
କରନ୍ତୁ
Guru Bandana Bhajan te bohut val lagila
ତେଣୁ ଧନ୍ୟବାଦ ଜଣାଉଛି ଏହି ପରି ଆଗକୁ ମାଡି ଚାଲନ୍ତୁ ଧନ୍ୟବାଦ
ଯେତକି ବି ମହିଳା କୀର୍ତନ କରୁଛନ ସବ୍ୟାରାଣୀ ତ୍ରିପାଠୀ ଭଉଣି ବାଗିର କେହି ପ୍ର୍ରେମ ଉଦଣ୍ଡ କୀର୍ତନ କରି ନାଇଁ ପାରନ୍
ଧନ୍ୟବାଦ ଭଉଣୀ
Right
@@nityanandseth1039 j
Right bhai
My favorite singer
💯 Right
ସବ୍ୟରାଣୀ ତ୍ରିପାଠୀ ଙ୍କ ଗୀତ ରଚନା ବହୁତ ସୁନ୍ଦର ବହୁତ ବଢିଆ ଗାଇଛନ୍ତି 👍👍👍🌹🌹🌹👏👏👏🙏🙏🙏🏽🙏
ଏକ୍ ନମ୍ବର ଗୀତ ଗୋବିନ୍ଦ ❤❤❤
ଅତି ସୁନ୍ଦର ଭଜନ. ଭଗବାନ ସବ୍ୟା ରାଣୀଙ୍କର ମଙ୍ଗଳ କରନ୍ତୁ
Bahut badhia sunita sahu au jete bhi achhan kirtan karuchhan sapkirir thanu alga eta hi prakrut re kirtan dhara bagir lagla
ଏପରି ହେବାର କଥା କୀର୍ତ୍ତନ, ଭକ୍ତି ଭାବରେ ପରିପୂର୍ଣ୍ଣ ଓ ସମସ୍ତ ପ୍ରକାର ଉଦ୍ୟମ ରେ ଭାବର ପ୍ରକାଶ ପାଉଛି।
ଜୟ ଜଗନ୍ନାଥ ବହୁତ ସୁନ୍ଦର ଗାଇଲ
Clear voice,
Nice 👍 song,
Nice singer,
Nice 👍 kirtan.
ଗୁରୁ ବନ୍ଦନା ବହୁତ୍ ସୁନ୍ଦର୍ ହୋଇଛି ବେଟା।
ବହୁତ୍ ସୁନ୍ଦର୍ ଲାଗୁଛି,
ଭଗବାନ ତୁମ ଚଲାପଥ କୁସୁମିତ କରନ୍ତୁ 👏🙌🙌🙌
ଅତି ସୁନ୍ଦର sweet voice jay shree Krishna 👃👃👃👃👃👃
ଲେଡ଼ିସ କୀର୍ତ୍ତନ ସବୁ ମତେ ଦଣ୍ଡ ନୃତ୍ୟ ବାଗିର ଲାଗୁଥିଲା ଆଜି ତୁମର ଗୀତ ସୁନିକରି ବହୁତ ଖୁସି ଲାଗୁଛି ଦିଦି ଭଗବାନ ସବୁଦିନ ଭଲ ସେ ରଖିଥାଉ
Bahut bahut dhanyawad.. eta hin ectuly kirtan aae..
Emti udanda kirtan hebar katha 👍👍God bless you
ଅତି ସୁନ୍ଦର ଭଜନ .ଗୁରୁ ବନ୍ଦନା.ଈଶ୍ୱର ସାବ୍ୟାରାଣି ର ସମସ୍ତ ମନକାମନା ପୁରଣ କରିବେ.
ଅତିସୁଦୂର ଭଜନ
Jay Shree Hari 🌺🙏🌺
Lqq@@satyabratadash1586
@@satyabratadash1586😊❤
Very very beautiful,hearttoching,jai gurudeb
Very nice performance sis 👌👌Radhe shyam🙏
Kritan anta hebar katha bahut sundar ❤❤ sister
ବହୁତ ସୁନ୍ଦର କୀର୍ତ୍ତନ ପରିବେଷଣ ରାଧେ ରାଧେ
ଅତି ସୁନ୍ଦର ଭଜନ........... ଏମିତି ହରିଭକ୍ତି ଲାଗିରହୁ..... ଜୟ ଶ୍ରୀ ରାଧେଶ୍ୟମ 🙏
ବାସ୍ତବିକ୍ କୀର୍ତ୍ତନ ର ପ୍ରତିଛବି,ଆହା କି ସୁନ୍ଦର
Bohut Sundar voice didi Jai ho Sri guru 🙏🙏🙏🙏🌺🌺🌺🥀
Kirtan e ta eia dekha bo very good sister
Kirtan gahak manku juhar bo enta kirtan karA🙏🙏🙏🙏🙏🙏
Congratulation , Daughter Sabya for your sweet tongue for Hari Namakirtanya .
Bahut sundar Didi bahut badhia lagila
बहुत ही सुंदर कीर्तन भजन दुर्ग भिलाई
Very nice voice, bahuta Bhala lagila guru bandana🙏🙏
ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻
Bahut badhia salinata bhitare Rahi karithibaru tumara subha kamana karuchu sadare pranam
ଅତି ସୁନ୍ଦର। ହାର୍ଦ୍ଦିକ ଅଭିନନ୍ଦନ। 💖💐
Very beautiful
Hri hri bol hri hri bol ❤jay shri ram pravu jay shri ram pravu jay shri ram pravu jay jay jay ❤
ଭକ୍ତି ଭରା ଭଜନ ସୁମଧୁର କଣ୍ଠଶ୍ୱର ମନ ମୋହିତ ହୋଈ ଗଲା ଏମିତି ଆହୁରି ଆଗେଈ ନିଅନ୍ତୁ ଜଗନ୍ନାଥ ମହାପ୍ରଭୂ ତୁମକୁ ଧନ୍ୟବାଦ୍
Wow mind blowing so very nice 👍👍🙏🙏🙏🙏🙏
ବହୁତ ବଢିଆ ଗୁରୁବନ୍ଦନା।ବଢିଆ ସ୍ଵର।
ପ୍ରଭୁ ମଙ୍ଗଳମୟ ତୁମର ସୁନ୍ଦର ସ୍ଵରଟିକୁ ସବୁଦିନ ପାଇଁ ଅକ୍ଷୁର୍ଣ୍ଣ ରଖିଥାନ୍ତୁ....ଧନ୍ୟବାଦ ଝିଅ ଅତି ଚମତ୍କାର ତୁମର ପରିବେଶଣ 👍👍👍👍🙏
ଗୁଡ୍ ଗାୟକ 👍👌🙏
Super tone by sabyarani.
ବହୁତ୍ ସୁନ୍ଦର୍ । ଯେତେ ସବୁ ଗାୟିକା ଅଛନ୍ତି ତୁମ ଭଳିଆ ଭକ୍ତି ଭାବନାରେ ଗାଈ ପାରନ୍ତି ନାହିଁ । ପ୍ରକୃତରେ ଭକ୍ତି ମୟ ବାତାବରଣ ସୃଷ୍ଟି କରୁଛି ।
ଜୟ ରାଧେ 🙏🙏🙏
Very beautiful thanks 👍
ବହୁତ୍ ସୁନ୍ଦର୍ ଲେଖା ବଢିଆ ଗାଏକି ସଏଲି ଆହୁରି ଅଧିକ ସୁନ୍ଦର୍🙏🙏🙏🙏🙏
ଝିଅ ତୁମର ଗାୟନ ଶୈଳୀ ବହୁତ ସୁନ୍ଦର, ଆଧ୍ୟାତ୍ମିକ ତତ୍ତ୍ଵ ଉପରେ ଆଧାର କରି କିଛି ଗାଇବାକୁ ଆଶା। ଯଦି ତୁମ ପାଖରେ ତତ୍ତ୍ଵ ଭିତ୍ତିକ ଲେଖା ନାହିଁ ତେବେ ୮୬୫୮୫୭୯୨୫୪ ରେ ଯୋଗାଯୋଗ କରିପାରିବ ।
À
@@mamatapanda8307😅😅
କୀର୍ତ୍ତନ ଭଲ , କଣ୍ଠସ୍ବର ସୁମଧୁର, ଈଶ୍ବର ତୁମ୍ଭର ମଙ୍ଗଳ କରନ୍ତ।
Jai radhe krishna 🌸🌺🙏
Very good l like it god bless you j, bag
ये संगीत में संस्कृति का अमृत निस्तृत हो रही,विचलित मासिक में पूर्ण शांति नबरता अनुभव करेगा,
Fantastic....... God bless you
ସୁନ୍ଦର କଣ୍ଠ ବହୁତ ସୁନ୍ଦର ହେଇଛି
Full devotional song, outstanding performance,God bless u....
Very nice,, thank you so much, May Lord shree Krishna bless you always and everymoment 🌻
Bahut very very much and jay radhe Radhe Jay Jagannath odissa ❤❤❤❤❤
Eta hi Prem kirtan Bhajan jay sree ram
Very nice presentation Sabya Sister.
Heart touching performance 👍👍
Op
Khup sundar gaicha didi bahuth bhala laguche mana chhuaa gita gaicha
Ek Number pura 👌👌👌
Very nice guru bandana Maa saraswati blessing to always you .
Subal Sahu,sister shabyarani your kirtan song is very very nice Thanks❤❤❤❤
Bahut sundar 🙏🙏🙏❣️❣️❣️
ଜୟ ଗୁରୁ🕉🙏 ଶୈବ୍ୟା ରାଣୀକୁ ବହୁତ ବହୁତ ଧନ୍ଯବାଦ🤝 ସମସ ସହଯୋଗୀ ମାନଂକୁ ଜୟ ଗୁରୁ🙏🕉
Excellent, It is our Culture.
Heart touching.
No1 kirtan nice voice hart touching Gita Jay kala
Bahut sundar kirtan va
Bahut sundar kirtan bhauni
Ati sundar bandana vauni
Jay Sri Radha Krushna , God bless U Sister
Excellent .Heart touching performance. Actually this ispure and original sankirtanya..Other singers are tobe learn those who are singing the sankirtanya songs as melodyway.
Jay Sri Krishna.bahut Sundar.
Excellent voice sister....👏👏
ଅତି ସୁନ୍ଦର ଭାବରେ ଗାଇଛନ୍ତି ଧନ୍ୟବାଦ୍
ହୃଦୟ ସ୍ପର୍ଶି ଗୀତ ସବ୍ୟସାଚୀ ଙ୍କର
Dinaku 100 tars sunuchi bhuta sundara bandana eamiti maa kontare swarasati rahitau
ବହୁତ୍ ସୁନ୍ଦର୍
ବହୁତ ଭଲ କୀର୍ତ୍ତନ,ଜୟ ଜଗନ୍ନାଥ🙏
ପ୍ରକୁତରେ ଏହକୁ କୀର୍ତ୍ତନ କହନ୍ତି❤❤❤
Very nice 👍
No 1 କୀର୍ତ୍ତନ,ଶବ୍ୟା ରାନି ଭଉଣୀ ର କୀର୍ତ୍ତନ
Bahut bhal lagla asli kirtan hi Eta ay Enta au kehi nai karbar... sabubele Enta heuthau tumar kirtan bhagban nka asirbad rahithau sabubele..... Radhe Radhe
ଅତି ସୁନ୍ଦର 🙏ରାଧେ ରାଧେ
Ati sundar kirtan,❤❤❤Jaya Sri ram
The one and only pure kirtan singer.....God Bless Her 🎉
Very nice kirtan ❤
Bahut sundar gita gaichha
The Best Classical Singer of Kirtan World
Bahut sundar 🙏 Radhe Radhe 🙏🙏
Excellent performance .God bless you.
ରାଧେ ରାଧେ 👏👏
Mind blowing voice, God bless you maa , Jay Jagannath.
ଧନ୍ୟବାଦ ଭ ଉଣୀ ବହୁତ ସୁନ୍ଦର ଗୀତ
Radhe Krishna Radhe Radhe
ଭଳ ଲାଗଲା ❤❤❤❤
Nice performance Radhe Radhe
ରାଧେ ଶ୍ୟାମ 🌺🌼💐🪔🙏
Kirtan ke bhakti bhab re karuchha bhauni dhanyawad tamku...paesa lagi tamar e real kirtan ke samblpuri re nai badlaba..
Beautiful tone God bless you
Bahut bhal lagu6y sister jai Sri Krishna
Hari om
Very heart touching kirtan
ରାଧେ ରାଧେ
ପ୍ରକୃତରେ କୀର୍ତ୍ତନ ଏମିତି ହେବା ଦରକାର l ଏଥିରେ ଭାବ, ଭକ୍ତି ,କୀର୍ତ୍ତନ ର ଅର୍ଯ୍ୟାଦା ବି ଅଛି ।
C4d
Real kirtan
😊
@@kanhapatel8832 AAq
❤