He Guru Tume Mangala .|| ହେ ଗୁରୁ ତୁମେ ମଙ୍ଗଳମୟ || Singer : Ira Mohanty || Lyric : Pujya Pujak Balia
ฝัง
- เผยแพร่เมื่อ 14 ก.ค. 2019
- Lyric & Music : Pujya Pujak Balia
Singer : Ira Mohanty
Graphics & Editing : Sudhansu Sekhar Rout
Guru, in Hinduism, a personal spiritual teacher or guide. From at least the mid-1st millennium bce, when the Upanishads (speculative commentaries on the Vedas, the revealed scriptures of Hinduism) were composed, India has stressed the importance of the tutorial method in religious instruction.
Gurus occupy a prominent place in Hinduism. Almost all the prominent deities of Hinduism act as gurus to reveal divine knowledge or teach specific skills. There is no other tradition in the world where gurus are treated with such respect.
In Hinduism a guru symbolizes greatness, excellence, size, importance, status, responsibility, etc. The words of a guru (guru vac) are like the words of God (brahma vac). The teaching of a guru (upadesam) is similar to a verbal testimony (pramana). The mantra given by a guru during initiation is known as guru mantram, which has the power to cleanse the mind and body and is believed to act like a boat by which a disciple can pass the ocean of samsara and reach the shore of liberation.
#gurubhajan #odiasadhubani #spiritualtruestory #kanaknews #anubhutirejagannath #odiabhajanhits #odiabhaktidhara #bhajankirtan #slokam #bhajansandhya
------------------------------------------------------------------------------------------------
If you enjoyed the video do not forget to LIKE & SUBSCRIBE , AAKSI UTKAL
❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସବୁ ତୁମ ଇଛା ମହାବାହୁ କାଳିଆ ସାଆନ୍ତେ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ହେ ସତ୍ୟ ଜୀବନ୍ତ ଈଶ୍ୱର ଯେ ଅଛ ସବୁ ବେଳେ ଯେ କି କାଷ୍ଠ, ପାଷାଣ ମୂର୍ତ୍ତି ନୁହନ୍ତି ଯେ କି ଅନାଦି ଅନନ୍ତ ଅବଧୂତ ପରମେଶ୍ୱର ଅଟନ୍ତି ସେଇ ଅନନ୍ତ ଗୁପ୍ତ ପରମେଶ୍ୱରଙ୍କୁ କୋଟି କୋଟି ପ୍ରଣାମ।
Jay guru Swami
ବହୁତ ସୁନ୍ଦର ଲାଗୁଛି
*ମୋ ଗୁରୁ କେବଳ ଜଣେ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥ* 🙏
@@gayatrilenka6952 yes
Omgurubenaamhabaliababakijayhho.singerkijayho
ଓଁ ଶ୍ରୀ ଗୁରୁଦେବ ବାବା ବଳିଆ ଓଁ ନମଃ ଓଁ ଶାନ୍ତିଃ ନମଃ ନମଃ ଓଁ ଶାନ୍ତିଃ ନମଃ ଭଗବତେ gurudebaya
👍🙏👍🙏
🙏hrudaya sparsa gita 👌👌👌💗💟💜💛💚💘❤
ଯଦିଓ ବାବା ବଳିଆଙ୍କର ମୁଁ ଏତେବଡ଼ ପ୍ରଶଂସକ ନୁହଁ କିନ୍ତୁ ଏ ଭଜନଟି ତାଙ୍କର ଖୁବ୍ ସ୍ପର୍ଶୀ ହୋଇଛି 👌।ଜୟଗୁରୁ ❤️🙏।
Bangala shree rachita
ବାସ୍ତବର ଆପଣ ମହାନ୍ ଗୁରୁ। ମୋ ହୃଦୟକୁ ବାରମ୍ବାର କର୍ତ୍ତବ୍ୟ ପଥରେ ଯିବା ପାଇଁ ଏ ସଙ୍ଗୀତ ସୂଚାଉଛି।
Hai guru tume mangla maya
ଅତି ସୁନ୍ଦର ଓ ହୃଦୟସ୍ପର୍ଶି ଗୀତ ଟିଏ ମନ ପୁରା ପ୍ରଫୁଲ୍ଲ ହୋଇଯାଉଛି ଏ ଗୀତ ସୁନିକି
🙏🏼
ଜୟ ଜଗନ୍ନାଥ 🙏🙏 ଅତି ସୁନ୍ଦର ଗୀତ ହୃଦୟକୁ ଛୁଇଁ ଯାଉଛି 🙏🙏
😌😇
ସୁନ୍ଦର ସଂଗୀତ ହେଉଛି ଭବିଷ୍ୟଦ୍ବକ୍ତାମାନଙ୍କର କଳା, ଯାହା ଆତ୍ମାର ଉତ୍ତେଜନାକୁ ଶାନ୍ତ କରିପାରେ; ଭଗବାନ ଆମକୁ ଦେଇଥିବା ସବୁଠାରୁ ଚମତ୍କାର ଏବଂ ଆନନ୍ଦଦାୟକ ଉପହାର ମଧ୍ୟରୁ ଏହା |
Jay gurudev jay Prabhu Ananta Param Brahma Sitaram 🙏🚩🙏
ଜୟ ଶ୍ରୀ ଗୁରୁଦେବ All the best Thanks Nana ଙ୍କୁ ମୋର ପ୍ରଣାମ 🇮🇳🇮🇳🙏🙏🙏🌸🌸🌸🚩🚩🚩🌎🌹🌹🌹❤️🕉️🕉️🕉️🙌💐💐🌎🙏
Bangala shree re rachita ehi mohan hrudaya sparshi kabita ti satare bes mana hara ❤
ଭାବାବନ୍ ଗୁରୁ ଶବ୍ଧ ରେ ଏତେ ମିଠା ରସ ଭରି ଦେଇଛନ୍ତି ନାମ ନେଲେ ମାନ କୁ ଶାନ୍ତି ଆସି ଯାଇ ଜୟ ଠାକୁର ନିଗମନନ୍ଦଙ୍କ 🙏🙏🙏🙏🙏
Bahut bhala heichi bhajana ti 🙏
ଜୟ ଶ୍ରୀ ରାମ. ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ. ହରେ ରାମ ହାରେ ରାମ ରାମ ରାମ ହରେ ହରେ 🚩🙏🙏🙏🙏🚩
ହେ ଗୁରୁ ତୁମେ ମଗଂଳମୟ ତୁମ ପାଦେ ଶରଣାଗତ 🙏
Sumadhura kantharu Sangeet ra madhu sada jaruthau God bless you 😊❤😊😊
ଜୟ ଗୁରୁଦେବ ଅନନ୍ତ ବଳିଆ
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ Pravu Good morning All sir ମାଡାମ୍ ଙ୍କୁ ମୋର ପ୍ରଣାମ ଜୟ ଶ୍ରୀ ଗୁରୁଦେବ ଜୟ ମା ଲକ୍ଷ୍ମୀନାରାୟଣ ଇରା ମହାନ୍ତି ମାଡାମ୍ ଙ୍କୁ ମୋର ପ୍ରଣାମ 🕉️🙏🙏🙏🕉️🇮🇳🚩🚩🚩🌹🌹🌹💐💐🙏🌏🌍🌎
ଅତି ସୁନ୍ଦର କଣ୍ଠ 🙏🙏
❤❤❤❤❤
ଅତି ସୁନ୍ଦର ଓ ହୃଦୟ୍ପର୍ଶି ଗୁରୁ ଭଜନ 🙏🙏🙏🙏🙏
Guruji sach me mangalamay Or kalyaan kari hote hai very nice and beautiful bhajan
ଜୟ ଗୁରୁଦେବ 🌻🙏🙏🙏
ଗୁରୁଦେବଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏
ବାବା ବଳିଆଙ୍କୁ ପ୍ରଣାମ!
କାଳଜୟୀ ଗୁରୁ ବନ୍ଦନା!!
ପ୍ରଭାତେ ଶ୍ରୀଗୁରୁଂ ଧ୍ୟାୟତେ ସର୍ବପାପ ପ୍ରସାଶନଂ ଶାନ୍ତଂ ସର୍ବଂଗୁଣଂ ଧ୍ଯେୟଂ ମୋକ୍ଷମାର୍ଗ ପ୍ରଦର୍ଶକଂ।
Om Jay guru Deba sri thakur parama dayala parama premamaya parama daradi Mora pranara thakura nka shree charana re koti koti pranam
ହେ ପ୍ରଭ୍ ତୁମକୁ କୋଟି କୋଟି ପ୍ରଣାମ
ଜୟ ବାବା ବଳିଆ ମୋର ଗଜପତି କାଶିନଗର ଜଣେ ବରିଷ୍ଠ ଶିକ୍ଷକ ଜଗନ୍ନାଥ ଜୟ ଗୁରୁ ଭକତ ବାବାଙ୍କ ଭଜନ ସତସଙ୍ଗ ବହୁତ ଭଲ ଲାଗେ ନମସ୍ତେ 🙏🙏🙏
Jebe bhaba aau bhajan ra milan hue antara janaku khoje..mana jana ku chahe, ete sundar bhajan..Jay Jagannath
ଗୁରୁ ଙ୍କ ପାଦେ ପ୍ରଣାମ ମୋହର ତାଙ୍କ ବିନୁ ମୁକ୍ତି କାହିଁ... 🙏
ମା ତୁମର ଅତି ସୁନ୍ଦର କଣ୍ଠ ,ପ୍ରଣାମ ଜଣାଉଛି ।
Jai Gurudev.... Sat sat naman bandan... 🙏🏻❤
Jay Jay Shree Shree Radhey Radhey. Bahut Bahut sundar bhajan. Jay Jagannath ji ki Krupa savi per Baraste rahe.
Ira mdm God gift voice lage raho
Beautiful swar and nice voice
Nice song of Ira Mohanty,He Guru tume Mangalamaya.
କୋଟି ପ୍ରଣାମ ପ୍ରଭୁ କୃପାଳୁ ଗୁରୁଃସ୍ୱାମୀ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Apa pranam🙏 bahut sundar bhajan dhanya vad Jay 🌼jagannth he madhaba samsta bhaktanku sehi patha dekhao prabhu taba pada padma ku🌺 sarana pasuchi🌼 🙏🙏🙏
Jay GURU🤗
Jay guru is my life
J .k.s
Jay guru 🙏🏻🙏🏻🌹🌹🌹🌹🌹
Jayaguru 🙏
Bande Purushottam 🙏
Hey GURU TUME MANGALA MAYA❤
Guru brahma guru Vishnu guru deva maheshower.. Guru sakhyat param brahma tasya bidur barenyam... 🙏🙏🙏🌺🌺🌺🙏🙏🙏
Life changing prayer
ପିତା ହିଁ ଗୁରୁ ଏବଂ ଗୁରୁ ହିଁ ପିତା 🙏
He guru tume mangala maya
କି ସୁନ୍ଦର ସ୍ୱର । ନମସ୍କାର ମହାଶୟା ।
Jai guru jai guru jai guru
Bahut sundar anandamaya swargiya bhajan,jai shree gurudev,jai jagannath
So beautiful 💕💕💕💕💖💖💖💓💓💞💞💜💜
Jay guru 🙏🏻🙏🏻
Nice Bhagan
2020 ଏହି ପବିତ୍ର ଭଜନ କିଏ କିଏ ଶୁଣୁଛନ୍ତି ଦୟାକରି ଲାଇକ୍ ଦିଅ... ମୋର ଆପଣଙ୍କ ମାନଙ୍କୁ ବିନମ୍ର ଅନୁରୋଧ କରୁଛି ଏବଂ ଠାକୁରଙ୍କ ଠାରେ ମୋର ନମସ୍କାର 🙏🙏 satare bandhu mane mate amruta bani pari laguchhi......
Nice
Daya kale khaibaku milibo
Thanks
Very nice
Bahut Sundar....Hrudaya Sparshi .🙏🙏🙏
ମାମ୍ ଆପଣଙ୍କ ସ୍ୱର ଅତୀ ସୁନ୍ଦର.
Divine Internet --- ଭଗବାନ ବଳରାମ ।
Beautiful singing
❤ Touching lines
I like Ira mahanty 👍👍👍👍👍
JOY Gurudev namah Baba BALIA OM TATA SAT JOY Gurudev namah Baba BALIA OM TATA SAT JOY Gurudev.
Bahut ମର୍ମସ୍ପର୍ଶୀ ଭଜନ ।
Really lovely mind-blowing voice
The. Best. Guru. Bandana. All. Over. Odisha =========We. Proud. Of. For. Our. Respeted. Balia. Gurudev !=========Koti. Koti. Naman. Bandan. Gurudev ===!=!!
ଓମ୍ ସାଈରାମ ନୀଳମାଧବ ନମ୍ଃ ମନ ଛୂଇ ନେଲ
ଜୟ ଗୁରୁଦେବ 🙏🙏💐💐💐💐🙏🙏🙏💐💐💐🙏🙏💐💐💐🌹🌹🌹🌹🌹🌹
🙏🙏🙏🙏🙏🙏
Very nice voice ☺️
ହେ ପରଂବ୍ରହ୍ମ❤🙏
ଅତି ସୁନ୍ଦର ଗୁରୁ ଭଜନ🙏🙏🙏
It's awesome , after listening this , tears com to eye , tauch to heart completely, best song for all Teachers n elders 🙏🙏🙏🙏
ଇରା, ଭଗଵାନ ମଙ୍ଗଳ କରନ୍ତୁ । ସୁନ୍ଦର କଣ୍ଠ ରେ ଦୁଖିଙ୍କ ଦୁଖ ଲାଘବ ହେଉ ।
ସଦ୍ଗୁଗୁରୁ ହିଁ ଆତ୍ମ ନିଦର୍ଶର୍ନ ର ପଥ ପ୍ରଦର୍ଶକ ଅଟନ୍ତି |
@@girishmishra9355Right
Ira ! God bless you.
@@girishmishra9355 and a second opinion and feature a
ଗୁରୁ ତୁମକୁ ଖଟି🙏🙏🙏🙏🙏🙏🙏🙏💕💕💕💕🙏💕🙏💕🇳🇪🇳🇪🇳🇪 super song
Jaya guru, bahut sundar gita best singer ira mohanty.
ଅତି ସୁନ୍ଦର
ଉଭୟ କଂଠ ଓ ସଂଗୀତର ଅପୂର୍ବ ସମାହାର।ହୃଦୟକୁ ସ୍ପର୍ଶ କରହୁଛି ।
Good
Very nice song
Jayasriram,namana,jaya,hoh,gurudeb,kotikoti,namana ,ma,ki,jayahoh,jayasriram
Jay sishu ananta amo baba bolia nko Paine Mo samorpono Prabhu saho saho Kati pronam baba mo guru Dev🙏🙏🙏💐💐💐🙏🙏🙏
Jayaguru Jayaguru 🙏🙏🙏🙏
ବହୁତ ସୁନ୍ଦର ଗୀତ ହରେ କୃଷ୍ଣ ଭାଇ ଓ ଭଉଣୀ
.
ଗୁରୁ ହଁ ଇଶ୍ଵର ତାଙ୍କ ଚରଣ ତଳେ ମୋର କୋଟି କୋଟି ନମସ୍କାର
Guru brahma🙏 guru bishnu🙏 guru deba maheswara 🙏 guru sakhyata parambrahma🙏 tasmayeshree gurubhe namha🙏 🙏
Jayaguru
Jayaguru
Jayaguru
🙏🙏🙏
Jayaguru
Jay guru
Happy teacher's day ❣️
I should respect to my all elders and to my parents
z
@@priyankapriyadsrshinisahoo9070 na
Bahuta sundar sangita pranam 🙏🙏🙏 🙏baba balia🙏🙏
ମୋର୍ ମନ କେ ଭେଦି ଗଲା ପ୍ରେମ ଭକ୍ତୀ ଗୁଟେ
Bhaba purna gurubandana......... Dhanyabad
Jay gurudev , tuma Bina ei shrusti asambhaba,,Agyana rupaka andhakarku tume duribhuta Kari Sara sansar ku gyana ra alok re aalokita karidia , tume sarbashrestha.Tuma runa kehi kebe sujhiparibeni..tumara sthana sabubele upare...🙏🙏🙏
Sidharatha Pradhan
ରଚନା ସୁନ୍ଦର ହେଲେ କଣ ହେବ ଶବ୍ଦ ସଂଯୋଜଣାତ ଭୁଲ ହୋଇଛି ,ଚଣ୍ଡୀଦାସ ।
ମନ ମୋହି ନେଲା, ସତରେ ଏ ଗୀତ ଏତେ ସୁନ୍ଦର ବି ହେଇପାରେ
JAI GURU GITA BHAEE
I can't believe
Lllllllllllllllllllllllllllllllllllllllllllllllllllllllllllllllllllllllllllllqllllllllllllllllllllllllllllllllllllllllllllllllllllllllllqlqqllqlq1lllllllqlllllllllllllllllllllllllllqllqllqqlqqqqqqlllllqlllllllllqlqlqqqqqqqqqqqqqqqqqqqqqqqqqqqqqlllllllllqlq
Jay Baba Balia🙏💎💎💎💎💎💎💎💎
Jay guru 🙏 shree shree thakur anukulchandra nku Mora koti koti pranam 🙏🙏🙏🙏
Jaya,jaya,jaya,Moro,gurudeb,namana,koti,koti,koti,apannku,,jayao,merevhagaban,jayasrihari,radhe,radhe,namana,koti,koti,pranama
really so sweet ,,,heart touching .. sweet voice by IRA Didi
ଇରା ମହାନ୍ତି ଦିଦି ଓଡିଶା ର ଶ୍ରେଷ୍ଠ ସୁନ୍ଦର ସ୍ୱର,,,ଜଗନ୍ନାଥ ସ୍ୱାମୀ ତାଙ୍କୁ ଘଣ୍ଟା ଘୋଡେଇ ରଖନ୍ତୁ।
U r 💯 right 👍
ସତ କଥା ସେ ସବୁବେଳେ ଅମର୍ ଏବଂ ସମସ୍ତ ଙ୍କ ମଙ୍ଗଳ ଚାହାନ୍ତି
Top singer of Odisha IRA mahanty
It brought tears to my eyes.... it touches the centre of ur body... and revolts... makes u confess and ask for pity and forgiveness from the supreme guru... who shows us light... Jayguru🙏🏼🙏🏼
Really!
6 gu
jay jagannath 🙏
Actually guru is The greatest person