ରାତି 1ରେ କଣ ଚାଲିଛି ଥାନାରେ ? || A Reality Check of Police Station || Bhubaneswar || Odisha Reporter

แชร์
ฝัง
  • เผยแพร่เมื่อ 18 ก.ย. 2024
  • ଭରତପୁର ଥାନାରେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ସଜାଇବାରେ ପରେ ପୋଲିସ ଉପରେ ଉଠିଛି ଆଙ୍ଗୁଳି। ଅଭିଯୋଗ କରିବାକୁ ଯାଇଥିବା ଯବାନଙ୍କୁ ଅଟକ ଓ ତାଙ୍କ ବାନ୍ଧବୀଙ୍କୁ ଗିରଫ ପରେ ତେଜିଛି ଆର୍ମି ପୋଲିସ କଳି। ଏସବୁ ଭିତରେ ପ୍ରକୃତରେ ଥାନାରେ କଣ ରହିଛି ? ଏନେଇ ରାତିର ସ୍ଥିତି ପରଖିଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ । ଦେଖନ୍ତୁ ରାଜଧାନୀ ଥାନାର ରିଅଲିଟି ଚେକ ରିପୋର୍ଟ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #BhubaneswarNews #PoliceStation #RealityCheck #Bharatpurpolicestation

ความคิดเห็น • 285

  • @guruarvindaa4188
    @guruarvindaa4188 11 ชั่วโมงที่ผ่านมา +41

    ସବୁ ଥାନା ରେ ତାଲା .... ପୋଲିସ ଷ୍ଟେସନ ଉଠେଇ ଦିଅନ୍ତୁ ।।

  • @loneeswain4332
    @loneeswain4332 12 ชั่วโมงที่ผ่านมา +102

    ଅଭିଯୋଗ କାରୀ ଆସିଲେ ଗେଟ୍ ତଳେ ଗଳିକି ଆସିବ।ନୁଆ ମୂଖ୍ୟ ମନ୍ତ୍ରୀ ଟିକିଏ ନଜର ପକାନ୍ତୁ।

  • @AntaryamiSamal-nc6uo
    @AntaryamiSamal-nc6uo 11 ชั่วโมงที่ผ่านมา +28

    ଏ ସକଳେ ସବୁ ସୁଅନ୍ତି ଏବେ ନୁଆ ନୁଆ ଗୋଟେ କେସ ହୋଇଚି ବୋଲି ଏମାନେ ଠିକ୍ ସେ ଡ଼ିଉଟି କରୁଛନ୍ତି

  • @rajeshkumarsahu4436
    @rajeshkumarsahu4436 11 ชั่วโมงที่ผ่านมา +118

    ସବୁ ମେଡ଼ିଆ ଭାଇ ଙ୍କୁ ଅନୁରୋଧ emite ସବୁ ଦିନ ରାତି ରେ hospita ଆଉ ପୋଲିସ ଷ୍ଟେସନ ଉପରେ ଭିଡ଼ିଓ କରନ୍ତୁ ତାହେଲେ ଜାଣିବେ

    • @SujataRoyDailyVlogs
      @SujataRoyDailyVlogs 9 ชั่วโมงที่ผ่านมา +1

      Right

    • @TNayak304
      @TNayak304 8 ชั่วโมงที่ผ่านมา +1

      ଏଇସବୁ ବାହାନା ମିଡିଆ ବାଲା ଆଗରୁ ଜଣାଇ ଯାଉଛନ୍ତି ସେମାନେ ଯେମିତି ସତର୍କ ଥିବେ? ମିଡିଆ ବାଲା ଙ୍କୁ ସାମ୍ନା କରିବା ପାଇଁ?

    • @murmubarial8904
      @murmubarial8904 4 ชั่วโมงที่ผ่านมา

      ମିଡିଆ ସାର୍ ମାନୋଙ୍କୁ ଅନୁରୋଦ ଯେ ଆପଣ ହି ତାଲା ଭାଙ୍ଗି ପାରିବେ ପୋଲିସ୍ ଷ୍ଟେସନ, ହସ୍ପିଟାଲ୍ ଏବଂ ରାତି ରେ ବୁଲୁଥିବା modo ପିୟା ଲୋକୋ ମାନକୁ,

  • @asitsarangi6511
    @asitsarangi6511 11 ชั่วโมงที่ผ่านมา +38

    ଥାନାରେ CCTV ଅଛି ନା ନାଇଁ ଯଦି ଅଛି କାମ କରୁଛି ନା ନାହିଁ। ଏହା ମଧ୍ୟ ଜାଣିବାର ଅଛି।

  • @azubizu2534
    @azubizu2534 11 ชั่วโมงที่ผ่านมา +17

    ♥️♥️♥️ସରକାର ସୋଇଛନ୍ତି ♥️♥️♥️

  • @krushnasahoo155
    @krushnasahoo155 11 ชั่วโมงที่ผ่านมา +37

    ଏଵେଵି ଵିଜେଡି ପ୍ରେମ ଛାଡିନି

    • @jaijawan5461
      @jaijawan5461 9 ชั่วโมงที่ผ่านมา +3

      Very good 😂😂😂😂

    • @sunilkumarpatnaik6953
      @sunilkumarpatnaik6953 8 ชั่วโมงที่ผ่านมา +1

      BJD & BJP bhitarey understanding chali thila. ..chalichi...agaku bhi chaliba ...BOTH ARE TWO SIDES OF COIN.

  • @brajakishorepadhi4022
    @brajakishorepadhi4022 11 ชั่วโมงที่ผ่านมา +36

    ମୋହନ ସରକାର ପୁଲିସ ବିଭାଗ ଉପରେ ତୀକ୍ଷ୍ମ ନଜର ଦୟାକରି ଦିଅନ୍ତୁ। ନବୀନ ପଟ୍ଟନାୟକ ସମୟରୁ ପୁଲିସ ଲଗାମ ହୀନ ।

    • @LaxmipriyaRaul-j9v
      @LaxmipriyaRaul-j9v 3 ชั่วโมงที่ผ่านมา

      Mohan sarakar ku nibedan police balaku rakhiba darakar nahi

  • @dibyanuprapti4877
    @dibyanuprapti4877 9 ชั่วโมงที่ผ่านมา +14

    ଭାଇ ତୁମକୁ ନମସ୍କାର, ତୁମେ ହିଁ ମହାନ, ଏଭଳି ଅପରେସନ ହିଁ ପୋଲିସଙ୍କୁ ସାବାଡ଼ କରିବ

  • @rohitkumarmahapatra6742
    @rohitkumarmahapatra6742 11 ชั่วโมงที่ผ่านมา +15

    Odisha need cm like Yogi Adityanath...

  • @dhrubasahoo4373
    @dhrubasahoo4373 11 ชั่วโมงที่ผ่านมา +17

    ପୋଲିସ ମାନେ କୁ ସାହସ ଦେଲା କିଏ ଏ ବିଜେଡି ସରକାର

    • @sanatandharma2011
      @sanatandharma2011 8 ชั่วโมงที่ผ่านมา +3

      Kn tume janin Manipur case ta bjp Thai bi dinare ate bada durkhatana heigala aau sethiki bjp jiba pai bi daruchi

  • @superhoproduction143
    @superhoproduction143 10 ชั่วโมงที่ผ่านมา +17

    Medical ଉପରେ ଏକ ଭିଡିଓ ବନାନ୍ତୁ ❤

  • @umakantamohanty508
    @umakantamohanty508 11 ชั่วโมงที่ผ่านมา +9

    ଆଗରୁ ଥାନା ଭିଜିଟି ନ କରି ଏବେ ଭିଜିଟ୍ କଲେ କଣ ହେବ ଘଟଣା ଘଟିବା ପରେ ସମସ୍ତ େ ସତର୍କ ହୋଇ ଗଲେଣି

  • @ranjitkumarsbr5759
    @ranjitkumarsbr5759 11 ชั่วโมงที่ผ่านมา +16

    ନବୀନ ସରକାର ଏମାନଙ୍କୁ ଅଭ୍ୟାସ କରେଇକି ଯାଇଛି

  • @manasranjanmohanty3270
    @manasranjanmohanty3270 10 ชั่วโมงที่ผ่านมา +9

    ମାଓବାଦୀ ପଶି ମାର ମାଘ୍ୟା ପୋଲିସ କି ସବୁ ପଳେଇ ଆସ ଭୁବନେଶ୍ୱର ବଢିଆ ସୁଯୋଗ 😄😄😄

  • @SureshKumar-xg3qw
    @SureshKumar-xg3qw 9 ชั่วโมงที่ผ่านมา +9

    ଆରେ ତମେ media ବାଲା ଗଲେ ସେମାନେ ଭଲ ରେ ହିଁ କଥା ହେବେ....ତମେ ସାଧାରଣ ଲୋକ ହେଇକି ଯଦି ଯାଇଥାନ୍ତ ଜାଣି ପାରିଥାନ୍ତ police ର ବ୍ୟବହାର କେମିତି

  • @Rocxy96
    @Rocxy96 11 ชั่วโมงที่ผ่านมา +14

    ଖଣ୍ଡଗିରି ଥାନା DCO ଶୋଇ ପଡି ଥିଲା ରେ

    • @AkashDash-b7w
      @AkashDash-b7w 4 ชั่วโมงที่ผ่านมา

      ମୋତେ ବି ଲାଗୁଚି, ଶୋଇଲା ପରି।

  • @damodardash1273
    @damodardash1273 11 ชั่วโมงที่ผ่านมา +9

    ଡରି ଡରି କୀ reality check କରୁଛନ୍ତି

  • @srikantadalabehera1083
    @srikantadalabehera1083 11 ชั่วโมงที่ผ่านมา +8

    Good news...🙏🙏🙏

  • @Rk_CLASSES_8031
    @Rk_CLASSES_8031 9 ชั่วโมงที่ผ่านมา +6

    Badhia kama karuchhanti reporter sir good job emiti hi sabu media Mane haba darkar

  • @Travelme-d4k
    @Travelme-d4k 11 ชั่วโมงที่ผ่านมา +4

    ଖଣ୍ଡଗିରି ଥାନା ରେ ପୋଲିସ ଓଟିଭି କ୍ୟାମେରା ଦେଖି କଣ ହେଲା 😂ଥାନା

  • @mayeshkumarbanchhor1374
    @mayeshkumarbanchhor1374 11 ชั่วโมงที่ผ่านมา +4

    Sabu media ku mora request, sabu dina night rea sabu police station and hospital ku jai lokanku or govt ku dekhantu.. Very nice work this media

  • @rajmix3740
    @rajmix3740 11 ชั่วโมงที่ผ่านมา +2

    ଓଃ, ଇୟେ ଓଡ଼ିଶା ପୋଲିସ ଭାଇ, ଥାନା ରେ କେହି ନ ଥିଲେ ବି ଆଇନ ଶୃଙ୍ଖଳା ଠିକ୍ ଠାକ୍ ଚାଲିବ।

  • @ashokkumarbehera5306
    @ashokkumarbehera5306 8 ชั่วโมงที่ผ่านมา +2

    ଓଟିଭି କୁ ଅନୁରୋଧ କେବଳ ସହରରେ ଥେବା ଥାନା ବିଷୟରେ ପରିବେଷଣ କରୁଛନ୍ତି ସେଥିପାଇଁ ଆପଣଙ୍କଙ୍କୁ ଧନ୍ୟବାଦ କିନ୍ତୁ ଗ୍ରାମାଞ୍ଚଳରେ ଥେବା ଥାନା କୁ ଥରେ ଯାଆନ୍ତୁ ଜାଣିବେ କେତେ ଅବହେଳିତ ଅଛି?

  • @bishnuprasadmishra8830
    @bishnuprasadmishra8830 10 ชั่วโมงที่ผ่านมา +2

    ମହିଳା ଥାନା ରେ କେହି ନ ଥିବାରୁ ଧନ୍ୟବାଦ। ମହିଳା ତ କାଳେ କିଏ କଣ କରିବ ସେଥିପାଇଁ ଘରକୁ ଚାଲିଯାଇଛନ୍ତି। ଧନ୍ୟ କମିଶନ ପୋଲିସ

  • @pruthirajpal4155
    @pruthirajpal4155 11 ชั่วโมงที่ผ่านมา +8

    Sabu Naveen police hotao

  • @bijayapppradhan4563
    @bijayapppradhan4563 10 ชั่วโมงที่ผ่านมา +4

    ବିଜେପି ସରକାର ପୂରା ପରଖନ୍ତୁ ସବୁ ଥାନାକୁ

  • @SinuDasOdiaVlogs
    @SinuDasOdiaVlogs 9 ชั่วโมงที่ผ่านมา +3

    ସବୁ ସୋଇ ଥିଲେ ଖଣ୍ଡଗିରି ଥାନାରେ ମିଡ଼ିଆ ବାଲାଙ୍କୁ ଦେଖି ଉଠିଗଲେ 😄😄

  • @RasmitaSwain-ke4tt
    @RasmitaSwain-ke4tt 7 ชั่วโมงที่ผ่านมา +4

    Thank you so much ମିଡ଼ିଆ ଭାଇ 🙏

  • @ramakantabehera4856
    @ramakantabehera4856 10 ชั่วโมงที่ผ่านมา +8

    ❤😂 ସବୁଠି ତାଲା କାହିଁକି ମହିଳା ଥାନାରେ ସରକାର ତଥା ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ

    • @sambhu1683
      @sambhu1683 10 ชั่วโมงที่ผ่านมา

      Women😂😂😂

  • @PunyabantaJal
    @PunyabantaJal 7 ชั่วโมงที่ผ่านมา +3

    ମୋର ପଇସା ପଡିଛି ହେଲେ ଖାତାରେ ଆସି ନାହିଁ ଖାଲି ମେସେଜ୍ ଆସିଛି ଆଉ ଖାତା ନମ୍ବର ଟା ଭୁଲ ଅଛି ସୁଭଦ୍ରା ପଇସା ପାଇଁ ଆମେ ବହୁତ ହଇରାଣ ହେଲିଣି କଲ centar କୁ କଲ କଲା ପରେ ଆମ ପାଖରେ ହେମିତି କିଛି ଅପଦେତ ନାହିଁ ବୋଲି କୁହିଲେ ମୋର village ଟା କଣ୍ଟାବାଞ୍ଜି ବଲାଙ୍ଗିର ଜିଲ୍ଲା ର ମୁଁ

  • @laxmidharbaral5321
    @laxmidharbaral5321 11 ชั่วโมงที่ผ่านมา +2

    କଣ ମୋହନ ମାଝୀ ସରକାର ଟିକେ ତମ ପ୍ରଶାସନ ଆଡେ ନଜର ପଡ଼ୁଚି ନା ନାଇମ

  • @RAJESHpradhan01994
    @RAJESHpradhan01994 10 ชั่วโมงที่ผ่านมา +9

    90% ପୋଲିସ ଠକ।

  • @ranjitadas4927
    @ranjitadas4927 8 ชั่วโมงที่ผ่านมา +1

    ବିଜେଡି ସବୁ ସାହସ ଦେଇଚି
    ପୋଲିସ ଏମିତି ହଉଛନ୍ତି
    ରାଜକନିକା ଥାନା କୁ ଟିକେ ଯାଆନ୍ତୁ ଦେଖିବେ କେମିତି

  • @sritamjena6428
    @sritamjena6428 8 ชั่วโมงที่ผ่านมา +3

    ଖଣ୍ଡଗିରି ଥାନା iic ପକ୍କା ଗାଲୁଆ behaviour ଠିକ ନାହିଁ

  • @SanatanchattarChattar
    @SanatanchattarChattar 10 ชั่วโมงที่ผ่านมา +5

    ପୋଲିସ ରାତିରେ କେତେ ଡ଼ିଉଟି କରିବ ଟିକେ ଗିହା ଗେହୀ ହେବେ କି ନାହିଁ

    • @santoshkumarbaliarsingh
      @santoshkumarbaliarsingh 3 ชั่วโมงที่ผ่านมา

      Nice riplies

    • @anitamekap6584
      @anitamekap6584 2 ชั่วโมงที่ผ่านมา

      ନିଜ ଭାଷା କୁ ସୁଧାର ରେ। ଓଡିଶା ର କି image ହେବ ତମ ମାନଙ୍କ ପାଇଁ। ଆଉ ପୋଲିସ ତମ ରି ଭଳି କଥା ଭାଷା ହେଉଥିବା ଲୋକ। ଆଉ ତମ ମା ଭଉଣୀ ଙ୍କୁ ଏଇ ଭାଷା କୁହ ଘରେ ନିଶ୍ଚିତ।

  • @jchoudhury274
    @jchoudhury274 3 ชั่วโมงที่ผ่านมา +1

    ଅଭିଯୋଗ କାରୀ କେବେ ବି gate kholi ଯାଇ ପାରିବ ନି ସାଧାରଣ ଲୋକ ଙ୍କୁ ବାବୁ ଙ୍କ ଧମକ ମିଳିବ

  • @sudhakarsamal6225
    @sudhakarsamal6225 8 ชั่วโมงที่ผ่านมา +1

    ଏମିତି ଅଚାନକ ଓଡିଶାର ସବୁ ଜିଲ୍ଲା ର ଥାନା କୁରାତିରେ ଦେଖାନ୍ତୁ

  • @sisirBuda-id4dp
    @sisirBuda-id4dp 10 ชั่วโมงที่ผ่านมา +2

    Good news, l respect you

  • @srn78610
    @srn78610 9 ชั่วโมงที่ผ่านมา +1

    ଆଜ୍ଞା ଚନ୍ଦ୍ରଶେଖରପୁର ଛକ ଆଡେ ଯିବା କଥା ନା। ସମସ୍ତେ ସେଇଠି ମିଳିବେ।

  • @brainlicker5647
    @brainlicker5647 10 ชั่วโมงที่ผ่านมา +1

    ସାମ୍ବାଦିକ ବନ୍ଧୁଙ୍କ କାଯ୍ର୍ୟ ପ୍ରଶଂସାଯୋଗ୍ୟ

  • @pritipadma123
    @pritipadma123 11 ชั่วโมงที่ผ่านมา +1

    good night news good o t v🙏🙏🙏🙏🙏🙏🙏🙏🙏🙏🙏

  • @housekeepingwajba8781
    @housekeepingwajba8781 8 ชั่วโมงที่ผ่านมา +2

    Disciplinary action required against all the responsible people.

  • @parsuramnayak4093
    @parsuramnayak4093 8 ชั่วโมงที่ผ่านมา +1

    Media bhainku bahut bahut dhanyabad night re buli news prasarana karithibaru .

  • @TrimanMajhi-fs4dk
    @TrimanMajhi-fs4dk 12 ชั่วโมงที่ผ่านมา +5

    Sabu chura goda basichhanti 😂😂😂😂😂😂

  • @oldisgold1379
    @oldisgold1379 11 ชั่วโมงที่ผ่านมา +1

    Maximum ଥାନା ରେ ସମାନ,,,,, ପରିସ୍ଥିତି । ରାତିରେ gate ତାଲା ପକେଇ ଶୋଇ ପଡନ୍ତି 😅😅

  • @oynarottamallmusicplayer6091
    @oynarottamallmusicplayer6091 9 ชั่วโมงที่ผ่านมา +1

    ମୋ ଓଡ଼ିଶା👌👌👌

  • @RasmitaSwain-ke4tt
    @RasmitaSwain-ke4tt 8 ชั่วโมงที่ผ่านมา +1

    ନୂଆ ମୁଖ୍ୟ ମନ୍ତ୍ରୀ ଏ ସବୁ ଉପରେ ନଜର ପକାନ୍ତୁ ....

  • @pintujena7850
    @pintujena7850 10 ชั่วโมงที่ผ่านมา +6

    Thanks otv

  • @rajza_m4339
    @rajza_m4339 11 ชั่วโมงที่ผ่านมา +4

    Khanda giri police staffs acting Oscar level

  • @niharranjandash8869
    @niharranjandash8869 7 ชั่วโมงที่ผ่านมา +1

    ପୋଲିସ ଷ୍ଟେସନ ରେ ରାତିରେ ନାଇଟ୍ ପିନ୍ଧି କୋଉ ଡିଉଟି କରୁଥିଲେ

  • @yajnadutt
    @yajnadutt 8 ชั่วโมงที่ผ่านมา +1

    Keep up the good work media reporter, police is public servant who is very inefficient

  • @chittaranjanbehera8173
    @chittaranjanbehera8173 11 ชั่วโมงที่ผ่านมา +1

    Many many congratulations for this type of adventurous steps, we request you please verify the the pernal property of police. Either they are earning money from salary or else,

  • @ramaballavasahoo3791
    @ramaballavasahoo3791 8 ชั่วโมงที่ผ่านมา +1

    Good reporting

  • @gajendrabhue6993
    @gajendrabhue6993 8 ชั่วโมงที่ผ่านมา +1

    ଏମିତିକା news ଦେଖନ୍ତୁ

  • @narendrapatra9985
    @narendrapatra9985 8 ชั่วโมงที่ผ่านมา +1

    Excellent

  • @santoshmahanta2319
    @santoshmahanta2319 11 ชั่วโมงที่ผ่านมา +2

    I think Dinakrishna Mishra, Kulangara police officer is absent at at Bharatpur police station

  • @prakashsamal8479
    @prakashsamal8479 9 ชั่วโมงที่ผ่านมา +1

    କୁକୁର ଲାଙ୍ଗୁଡ଼ 12 ବର୍ଷ ରେ ବି ସିଧା ହବନି ଯେତେ ଯାହା ହେଇଗଲେ ବି police ବାବୁଙ୍କର ଢ଼ୋ

  • @gyanendradhar1152
    @gyanendradhar1152 9 ชั่วโมงที่ผ่านมา +1

    Good 👍 job

  • @Rocxy96
    @Rocxy96 11 ชั่วโมงที่ผ่านมา +7

    ଜାଣି ଶୁଣି shooting ଆଗରୁ ସବୁ set

  • @bhagabanmaharana4017
    @bhagabanmaharana4017 11 ชั่วโมงที่ผ่านมา +2

    Sadhara loka hoithile chapter close jarpara jail

  • @user-wx2zi5yb3i
    @user-wx2zi5yb3i 11 ชั่วโมงที่ผ่านมา +5

    Bhahuta bhala news

  • @Tufansahu-rq1ff
    @Tufansahu-rq1ff 11 ชั่วโมงที่ผ่านมา

    Good job

  • @dharme4642
    @dharme4642 9 ชั่วโมงที่ผ่านมา +1

    Thank you sir 🎉

  • @debeshkumarbiswal4509
    @debeshkumarbiswal4509 11 นาทีที่ผ่านมา

    କେବଳ ମିଡ଼ିଆ ହିଁ ଜାଗ୍ରତ କରୁଛି,
    ସରକାର ଙ୍କୁ ଓ ଜନସାଧାରଣ ଙ୍କୁ,
    ନହେଲେ ସବୁ ସେମିତି ଚାଲିଥିବ.

  • @hrusikeshmallik3221
    @hrusikeshmallik3221 13 นาทีที่ผ่านมา

    ଏ ସରକାରଙ୍କ ଅପାରଗତା ଯୋଗୁଁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ପୋଲିସ ପ୍ରଶାସନ ଓଡ଼ିଶାର ଭବିଷ୍ୟତ ନଷ୍ଟ

  • @YoutubeShorts-pf1tx
    @YoutubeShorts-pf1tx 12 ชั่วโมงที่ผ่านมา +3

    BJD Sarkar re Jahachalithila thanare ebe bi seia Kichhi paribartan nahin ki bala sasan chalichhi

  • @santoshkumarmishra2620
    @santoshkumarmishra2620 2 ชั่วโมงที่ผ่านมา

    ପ୍ରତି ଥାନା ର ଦୃଶ୍ଯ କୁ ମେଡିଆ ଭାଇମାନେ ରାତି୧ଟାରେ ଯାଇ ପ୍ରସାରଣ କରନ୍ତୁ. ମୋହନ ସରକାର ଚେତିବ.

  • @Loki-pg7jr
    @Loki-pg7jr 12 ชั่วโมงที่ผ่านมา +1

    Kindly also check CSPur police station...you will find all police will be nicely sleeping near to their desk at floor moreover to that they bring their bedsheets and pillow from their home😊

  • @manaskumarjena3653
    @manaskumarjena3653 11 ชั่วโมงที่ผ่านมา +1

    ମୋହନ ମାଝୀ ତୁମେ କୁହେଡେ ଗଲ ଦେଖ ତୁମେ ସରକାର କେତେ ଢିଲା ଛି ଛି ଛି

  • @bhagabanbora1637
    @bhagabanbora1637 8 ชั่วโมงที่ผ่านมา +1

    Nice

  • @biswajitjena718
    @biswajitjena718 11 ชั่วโมงที่ผ่านมา +1

    KINDLY REQUEST ALL MEDIA PERSONAL PLEASE VISIT POLICE STATION AND HOSPITAL EVERY LATE NIGHT .....VERY SOON ODISHA WILL BE NO 1 STATE IN LAW AND ORDER AND HEALTH SECTOR .🙏🙏🙏

  • @LaxmanSabar-s8j
    @LaxmanSabar-s8j ชั่วโมงที่ผ่านมา

    ରାଜ୍ୟ ଧାନୀ ର ଅବସ୍ଥା ଯଦି ଏମିତ ତେବେ ଅନ୍ୟ ଥାନା ର ଅବସ୍ଥା କେମିତି ନତିବ

  • @fagulakra520
    @fagulakra520 12 ชั่วโมงที่ผ่านมา +1

    Durbhagya purna atte police bala gunda we want justice⚖ for ankita mohan majhi sarkaar fealues

  • @rajanikantabiswal2669
    @rajanikantabiswal2669 4 ชั่วโมงที่ผ่านมา

    ଭାଇ ଏ ଲୋକ ଙ୍କ ସରକାର ନା ଅଫିସର ସରକାର ଏମିତି ହେଲେ ଜନସାଧାରଣଙ୍କ ନିଶ୍ୱାସ ପଡିଯିବ କାରଣ ଆମେ ବହୁତ କଷ୍ଟ କରି ଥିଲୁ ଏମିତି ଶାସନ ହେବା ଦରକାର ନାହିଁ

  • @mangeshmohanty6828
    @mangeshmohanty6828 4 ชั่วโมงที่ผ่านมา

    Great Reporting

  • @SarojKumar-sn2kj
    @SarojKumar-sn2kj 11 ชั่วโมงที่ผ่านมา +1

    Vai sabudin ratire tike police station buliki dekha aji ta sea janichhanti tame asiba sethi pain sea sajag achhanti

  • @trilochansethi767
    @trilochansethi767 12 ชั่วโมงที่ผ่านมา +2

    The police all are thip

  • @Ajohn-zy5yr
    @Ajohn-zy5yr 2 ชั่วโมงที่ผ่านมา

    Great job by midea team....

  • @basantinaik8924
    @basantinaik8924 11 ชั่วโมงที่ผ่านมา +1

    Mohan sarkar Kan Karu chi

  • @eatingranger9929
    @eatingranger9929 ชั่วโมงที่ผ่านมา

    ରାତିରେ ଥାନା ବାଲା ଗେଟ୍ ବନ୍ଦ ନକଲେ ଥାନାରୁ ବି ଚୋରି ହେବାର ସମ୍ଭାବନା ରହିଛି 😅😅😅

  • @jaijawan5461
    @jaijawan5461 9 ชั่วโมงที่ผ่านมา +2

    Very good 😂

  • @sanatanmajhi6232
    @sanatanmajhi6232 10 ชั่วโมงที่ผ่านมา

    ଦିନେ ଅଧେ ଚେକ କରିଲେ ହେବନି l ପ୍ରାୟେ ଥାନା ଆଉ ହସ୍ପିଟାଲ ସବୁଦିନ ଚେକ କରିବା ଦରକାର l

  • @MdHasan-k7f5k
    @MdHasan-k7f5k 11 ชั่วโมงที่ผ่านมา

    ଭାଇ ମେଡିକାଲ ରେ ରିୟାଲାଇଟ୍ ଚେକ୍ କଲେ ଭଲ ହୋନ୍ତା ଲୋକ ମାନେ ଉ ପ କୃତ ହୋନତେ ?

  • @dillipkumarmishra8202
    @dillipkumarmishra8202 7 ชั่วโมงที่ผ่านมา +1

    CC TV ଦେଖନ୍ତୁ ଅଛି କି ନାହିଁ

  • @parsuramjena7119
    @parsuramjena7119 11 ชั่วโมงที่ผ่านมา +1

    Why not cctv camera is that personal office for odisha Police.

  • @kasinathamallick4717
    @kasinathamallick4717 3 ชั่วโมงที่ผ่านมา

    Thanks otv ❤ good reporter

  • @pitabasnayak1987
    @pitabasnayak1987 3 ชั่วโมงที่ผ่านมา

    DCP ଓ CP ଏ ଦିଗରେ କ'ଣ ପଦକ୍ଷେପ ନେଉଛନ୍ତି ଦେଖିବା

  • @annapurnasahoo5298
    @annapurnasahoo5298 11 ชั่วโมงที่ผ่านมา +1

    Ebe check kariki kichi labha nahin. Au 2 months pare emiti check kale reality janiba.

  • @MasterGulu1
    @MasterGulu1 ชั่วโมงที่ผ่านมา

    BJP MP ର ଲିଙ୍କ ଥାନା ହେଇ ଥିବ ❤️❤️ ଯଦି କାର୍ଯ୍ୟ ଠିକ ସେ କଲେ ❤️❤️ମୋହନ ସରକାର ଶୋଇଲ କି ❤️❤️

  • @oynarottamallmusicplayer6091
    @oynarottamallmusicplayer6091 9 ชั่วโมงที่ผ่านมา +1

    ଏମିତି news କରିବାର ମାନେ କଣ.....

  • @rosa-eh2lj
    @rosa-eh2lj ชั่วโมงที่ผ่านมา

    Very good work...keep it up 👍

  • @jitendradas6838
    @jitendradas6838 11 ชั่วโมงที่ผ่านมา +1

    Sata katha ama state men power bahut abhabha achi but
    Government recruit karuni
    Barsa sara arbhali ,chalichi.police re 12000k ru adhika vacancy khali padiche hele government,recruit karuni.

  • @hekuma9923
    @hekuma9923 10 ชั่วโมงที่ผ่านมา +1

    Police department working for political body not use for public ,public survey required and should follow

  • @debabajubandho2556
    @debabajubandho2556 11 ชั่วโมงที่ผ่านมา +1

    Transfer one station to another every year.

  • @TapankumarPattanayak
    @TapankumarPattanayak 10 ชั่วโมงที่ผ่านมา +1

    ଏଇଟା ହେଲା bjd.ra ପୁଲିସ

  • @charanyaaripada1960
    @charanyaaripada1960 11 ชั่วโมงที่ผ่านมา

    ଓଡ଼ିଶାର dig କୁ ସସ୍ପେଣ୍ଡ କରାଯାଉ

  • @swarnalatabehera8905
    @swarnalatabehera8905 ชั่วโมงที่ผ่านมา

    ଏଥର ଲୋକମାନେ ଥାନାକୁ ଗଲେ ସାଙ୍ଗରେ ମଦ ଓ ଝିଅ ନେଇକିଯିବ

  • @tarun-zl2vh
    @tarun-zl2vh 7 ชั่วโมงที่ผ่านมา

    କାଗଜ କଲମରେ ସବୁ ଠିକ୍ ଚାଲିଛି।

  • @Travelme-d4k
    @Travelme-d4k 11 ชั่วโมงที่ผ่านมา +1

    😂best police stations 🤣odisha ଆୱାର୍ଡ dia 😉