ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Jai Maa Laxmi
Mam namskar mo sasu ghare mana basa nahi. Mu maa nka puja bina mana baseiki khali benti deiki puja karipari v ki.
Mdm ghare jeun mane vada re achanti mu mana baseithiba samayare semane aniki khaile kn heba ki semane kale mo pua jaiki khaiba kn karibi
ସେମାନେ ଖାଇଲେ ଆପଣଙ୍କ ପୂଜାରେ କିଛି ଅସୁବିଧା ନାହିଁ... କାରଣ ଆପଣଙ୍କ ଠାକୁର ଘର ଆଉ ପୂଜା ଅଲଗା... ଆଉ ଯଦି ଛୋଟ ପୁଅ 12 ବର୍ଷରୁ କମ ହୋଇଥାଏ, ସେଥିରେ କିଛି ବାରଣ ନାହିଁ.. ବାଳୁତ, ରୋଗୀ ଆଉ ଅତି ବୃଦ୍ଧ ବା ବୃଦ୍ଧା, ଏମାନଙ୍କ କ୍ଷେତ୍ରରେ ବାରଣ ନାହିଁ...
@SwagatikaPani bahut bahut dhanyawad madm mo pua 4 yr
@SwagatikaPani bahut bahut dhanyawad mdm
Amo ghare amisho paseni....piajo rashuno khaithau...pura mase piajo rashuno na khai mo family members icha karibeni....au daily nijo pai wdout onion wala food anya sadasya nka pai piajo rashuno wala food randhiba ta tike kasto hue
ଅତି ଆବଶ୍ୟକ ସ୍ଥଳେ ନିଜ ସୁବିଧା ଅନୁଯାୟୀ କରିପାରିବେ ମାତ୍ର ଆମିଷ ଖାଇବେ ନାହିଁ ଅନ୍ତତଃ ଯିଏ ମାଣ ବସାଉଛନ୍ତି...
Chhuanka janma barare maa bapa nakha chuti katiparibaki plz reply karantu ma'am 🙏🙏🙏
ନାଁ ଜନ୍ମ ବାରରେ ଏହା କରିବା ଉଚିତ ନୁହେଁ
Puja ghara alaga achi....jadi maa 4 pali basi rahibe tebe kan piajo rashuno khai hebo ki....
ଆମିଷ ପୁରା ମନା... ପିଆଜ ରସୁଣ ଖାଇବା ନିଜ ଉପରେ ନିର୍ଭର କରେ...
Didi gurubara re sakale tiffin re kana khaiba.chhuda khaile heba ki nahi.
କଞ୍ଚା ମୁଗକୁ ଭିଜେଇ ସେଥିରେ ନଡ଼ିଆ,କଦଳୀ, ଚିନି ବା ଗୁଡ଼ ଆଉ ଫଳ ପକାଇ ଖାଇପାରିବେ... ସାଗୁ ପଣା କି ସାଗୁ ଚକଟା ଖାଇହେବ...ଚୁଡା ଚାହିଁଲେ ବି ଖାଇପାରିବେ...
ଯେଉଁ ମାନେ ଶେଷ ପାଳିରେ ମାଣ ବସାଇବେ ସେମାନେ ଆମିଷ ଖାଇପାରିବେ କି ।
ମାଣ ବସାଇବା ଠାରୁ ଉଠାଇବା ପର୍ଯ୍ୟନ୍ତ ଆମିଷ ଖାଇବା ଉଚିତ ନୁହେଁ... ଶେଷ ପାଳିରେ କଲେ ସେ ପର୍ଯ୍ୟନ୍ତ ଯଦି ଇଛା କରୁଛନ୍ତି, ଖାଇପାରିବେ...
ନମସ୍ତେ ମା ଆପଣ ଉପ ସ୍ଥାପନ ରୁ ବହୁତ କିଛି ଶିଖିବା କୁ ମିଲୁଛି ତୁଲସୀ ମାଳି ଧାରଣ ବିଷୟରେ କିଛି କୁହନ୍ତୁ ନମସ୍ତେ ମା
ଠିକ ଅଛି.. Video Upload karibi