How to control anger || Odia motivational || Motivation video || Best tips || Motivation video odia

แชร์
ฝัง
  • เผยแพร่เมื่อ 14 พ.ย. 2020
  • How to control anger || Odia motivational || Motivation video || Best tips || Motivation video odia
    How to control your anger? This video will help and support you for a peaceful life
    __________________________________________________
    WHO AM I ? (about me)
    Myself Sukanta, I am a TEACHER, teaching in a School.I have completed my Counselling Course (Master Degree). I am also a Writer/Musician completed my VISHARAD in Tabla & a Social Worker completed my Post Graduation in MSWC. After my Counselling Course, I am practicing counselling for the needy people. I am practicing Children Counselling, Adolescence Counselling, Stress Counselling & Youth Counselling etc. I have opened my "MOTIVATIONAL COUNSELLING" channel in TH-cam and uploading my Motivation Video's & talks to help the needy people. I need ur blessing
    I would like to say a big thank you to everyone. Definitely I need your help and support. Go to my Motivational Counselling channel and watch my uploaded video's. I hope you could get few solutions through my video's. If my word's and video's hurt you I am extremely sorry. Please guide me and give me your best suggestions as blessing.
    SUBSCRIBE MY CHANNEL
    👇
    / motivationalcounselling
    Give your suggestions and comment's.
    SHARE MY VIDEO'S. 👏THANK YOU👏
    #motivationalcounselling
    🌷GOD BLESS YOU EVERYONE🌷
    __________________________________________________
    ସମସ୍ତ ଗୁରୁଜନ ମାନଙ୍କୁ ମୋର ଅନନ୍ତ କୋଟି ପ୍ରଣାମ ଏବଂ ସାନ ଭାଈ ଭଉଣୀ ମାନଙ୍କୁ ମୋ ହୃଦୟର ସ୍ନେହ ଭରା ଭଲ ପାଇବା l ଓଡିଶା ମାଟିର କଳା କୃତି କୁ ଦେଖିଲେ ମନରେ ଆନନ୍ଦର ଢେଉ ଉଙ୍କି ମାରେ l ମାନବ ସମାଜକୁ ଭଲ ପାଇବାର ନିଶା ନିଆରା ଲାଗେ, ଯାହା କେବଳ ଅନୁଭବ କରିହୁଏ l ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ସମସ୍ତଙ୍କ ଠାରୁ ଶିଖିବାକୁ ମିଳେ l ଭଗବାନଙ୍କ ଆଶୀର୍ବାଦରୁ ଆପଣଙ୍କ ପରିବାର ସୁଖ ମୟ ହେଉ l
    ମୋ ନାଁ ସୁକାନ୍ତ, ମୁଁ ଜଣେ ଶିକ୍ଷକ, ବିଦ୍ୟାଳୟ ରେ ଶିକ୍ଷକତା କରେ l କାଉନ୍ସେଲିଂ କୋର୍ସ ରେ ମାଷ୍ଟର ଡିଗ୍ରୀ କରିବା ପରେ ଲୋକମାନଙ୍କୁ କାଉନ୍ସେଲଳିଙ୍ଗ କରିବା ଅଭ୍ୟାସ ମୋ ଲେବେଲ ରେ କରିଆସୁଛି l Stress Counselling, Adolescence counselling, Children Counselling ଏବଂ Youth Counselling ଇତ୍ୟାଦି ଅଭ୍ୟାସ କରୁଛି l ପିଲାବେଳୁ ଗୀତ କବିତା ଲେଖା ଲେଖି କରିବାର ନିଶା ଏବେ ବି ଜାରି ରହିଛି, ଆପଣ ମୋ ଭିଡ଼ିଓ ଦେଖିଲେ କିଛି ଝଲକ ଦେଖିବାକୁ ପାଇବେ l ତବଲା ରେ ବିଶାରଦ କୋର୍ସ ମଧ୍ୟ୍ୟ ସମାପ୍ତ କରିଛି, ଷ୍ଟେଜ ପ୍ରୋଗ୍ରାମ ଅବସର ସମୟରେ କରେ l ସମାଜ ନିର୍ମାଣ ପାଇଁ ଗୋଟିଏ ପିଜି କୋର୍ସ (MSWC) କରିବା ପରେ ଏଭଳି ପଦକ୍ଷେପ ଟିଏ ସୋସିଆଲ ମେଡିଆରେ ନେଇଛି l ସେଥିପାଇଁ You Tube ରେ ଗୋଟିଏ ମୋଟିଭେସନାଲ କାଉନ୍ସେଲିଂ ଚାନେଲ ଟିଏ ଖୋଲି, ସେଥିରେ ମୋ ମୋଟିଭେସନ ଭିଡ଼ିଓ ଅପଲୋଡ଼ କରୁଛି l ଆଶାକରେ ଆପଣ ମାନେ ମୋ ଭିଡ଼ିଓରୁ ନିଶ୍ଚୟ କିଛି ନା କିଛି ଶିଖିବାକୁ ପାଇବେ ଏବଂ କିଛି ସମସ୍ୟାର ସମାଧାନ ପାଇଁ କେତୋଟି ମୋ ଭିଡ଼ିଓ ସାହାଯ୍ୟ କରିପାରିବ ବୋଲି ମନରେ ଆଶା ବାନ୍ଧିଛି l ଆପଣ ମାନଙ୍କ ସାହାଯ୍ୟ ଏବଂ ସହାୟତା ମୋର ନିହାତି ଲୋଡ଼ା l ମୋ ଭିଡ଼ିଓ ଆପଣ ମାନଙ୍କୁ କେମିତି ଲାଗୁଚି କମେଣ୍ଟ ରେ ଜଣେଇବେ l ଆଉ କିଭଳି ଭିଡ଼ିଓ କଲେ ବହୁତ ଭଲ ହୋଇପାରିବ ମତାମତ ଦେଲେ ମୁଁ ମୋ ଲେବେଲ ରେ ବେଷ୍ଟ କରିବା ପାଇଁ ପ୍ରଚେଷ୍ଟା କରିବି l ମଣିଷ ମାତ୍ରକେ ଭୁଲ, ପ୍ରତି ମୁହୁର୍ତରେ ଆମେ କିଛି ନା କିଛି ଶିଖୁଛନ୍ତି, ତେଣୁ ଯଦି ମୋ ଭିଡ଼ିଓ କିମ୍ବା କଥା ଆପଣଙ୍କୁ ଖରାପ ଲାଗି ଦୁଃଖ ଦେଇଥାଏ ମୋତେ ଭାଈ ଟିଏ ଭାବି Excuse କରିଦେବେ ଏବଂ କମେଣ୍ଟ କରି ମୋତେ ନିଶ୍ଚୟ ଗାଇଡ଼ କରିବେ l ମୁଁ ନିଜକୁ ସୁଧାରିବା ପାଇଁ ନିଶ୍ଚୟ ପ୍ରଚେଷ୍ଟା କରିବି l ସମସ୍ତ ବିଶ୍ଵବାସୀ ଏବଂ ଓଡିଶା ବାସି ଙ୍କୁ ମୋର ଶୁଭେଚ୍ଛା ଏବଂ ଆଧ୍ୟାତ୍ମିକ ଭଲ ପାଇବା l
    A BIG THANK YOU TO ALL 👏👏💦💦💦
    SUBSCRIBE MY CHANNEL
    👇
    / motivationalcounselling
    ଯଦି ମୋ ଭିଡ଼ିଓ ଆପଣଙ୍କୁ ପସନ୍ଦ ଲାଗେ, ଆପଣ ମୋର ନୁଆ ଭିଡ଼ିଓ ପ୍ରଥମେ ଦେଖିବା ପାଇଁ ଘଣ୍ଟି (Bell )ଚିହ୍ନ କୁ All ରେ ଦବେଇ ଦିଅନ୍ତୁ l ଯଦି ପାରିବେ ଆପଣଙ୍କ ସାଙ୍ଗ ଏବଂ ଗ୍ରୁପ ରେ ମୋ ଭିଡ଼ିଓ SHARE କରି ମୋତେ ସହାୟତା ର ହସ୍ତ ବଢ଼େଇ ଦେବେ l ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ l ପ୍ରଣାମ 👏👏
    __________________________________________________
    Music credit:- space coast - Topher Mohr and Alex Elena
    Topic Cover:-
    1) How tocontrol anger
    2) Motivation talk
    3) Motivation video for peace
    #latestmotivation
    #motivationalodia
    #howtocontrolanger
    #motivationalcounselling
    #motivational counselling

ความคิดเห็น • 26

  • @YsSantosh
    @YsSantosh 3 ปีที่แล้ว +3

    Good morning bhai
    Super video
    Thank you for sharing 👍

    • @MOTIVATIONALCOUNSELLING
      @MOTIVATIONALCOUNSELLING  3 ปีที่แล้ว +1

      Very good morning angya. Bahut bahut dhanyabad apana nku. Apana nka comment's padhi bahut khusi lagila.🌷🌷😊😊😊💞💞

  • @puspanjalipradhan2128
    @puspanjalipradhan2128 9 วันที่ผ่านมา +1

    Very nice video bhai 👍

  • @simabastia571
    @simabastia571 3 ปีที่แล้ว +1

    Good morning Vai
    Ati sundar video Vai . Apana thik katha kahichhanti kai para pai raga rakhi tens hebe ,sabuthhu best avoid nahele love .Aa vitaru jouta jaha dwara samvaba se seita Kariba.

    • @MOTIVATIONALCOUNSELLING
      @MOTIVATIONALCOUNSELLING  3 ปีที่แล้ว +1

      Thank you so much for your lovely compliments 😊😊😊😊💝💝💝

  • @sklatifmohammed9398
    @sklatifmohammed9398 3 ปีที่แล้ว +1

    Very nice video sir actually am also been in this problem of short tempered thank you for this awesome video

    • @MOTIVATIONALCOUNSELLING
      @MOTIVATIONALCOUNSELLING  3 ปีที่แล้ว +1

      God bless you dear. Your every moment is my favourite and I am happy you watch my video's and sharing to your friends.
      🌷🌷😊😊

  • @sureshchandrasethi7317
    @sureshchandrasethi7317 3 ปีที่แล้ว +1

    Best episode in you tube bahuta badhia very essential for everyone thank you ageichala

    • @MOTIVATIONALCOUNSELLING
      @MOTIVATIONALCOUNSELLING  3 ปีที่แล้ว +1

      Thank you very much for your every support and sweet comment's 👏👏👏👏💦💦💦

  • @odiavloggerodiabohupratima5889
    @odiavloggerodiabohupratima5889 3 ปีที่แล้ว +1

    Nice video sharing exicellent

    • @MOTIVATIONALCOUNSELLING
      @MOTIVATIONALCOUNSELLING  3 ปีที่แล้ว +2

      Thank you very much mam for your inspection. God bless you and your family.
      Pranam 👏👏👏

    • @svraviprusty4
      @svraviprusty4 หลายเดือนก่อน

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊​@@MOTIVATIONALCOUNSELLING

  • @ruchismitapaleiruchi4808
    @ruchismitapaleiruchi4808 3 ปีที่แล้ว +1

    Asm.....

  • @BestTasteAllOver
    @BestTasteAllOver 3 ปีที่แล้ว +1

    Two
    ❤️❤️
    Nice sharing my dear friend
    I am your old friend
    Stay connected

  • @umeshkvideos
    @umeshkvideos 3 ปีที่แล้ว +1

    21 Like
    bahut vala ଲାଗିଲା ଭିଡିଓ ଦେଖି ଭାଇ 🙏

    • @MOTIVATIONALCOUNSELLING
      @MOTIVATIONALCOUNSELLING  3 ปีที่แล้ว +1

      Thank you very much angya. Apana nka emiti sundar sundar comment's padhi new video kariba paine utcshaha laguchi.
      👏👏

    • @umeshkvideos
      @umeshkvideos 3 ปีที่แล้ว +1

      @@MOTIVATIONALCOUNSELLING
      Good Job brother 🙏
      ଆପଣଙ୍କ motivation bahut sundar ଲାଗେ 👍👍👍

  • @sasmitarinky8231
    @sasmitarinky8231 3 ปีที่แล้ว +1

    Sabu tharu best TH-cam channel 🙏🙏😄😄😊😊video ti bahut bahut bhala lagila sir,ete sundar video nei asi thiba ru, Bahut bahut dhanyabad 🙏🙏Nihati share karibi 😄😄👍pranam sir🙏🙏🙏Jaya jagannath

    • @MOTIVATIONALCOUNSELLING
      @MOTIVATIONALCOUNSELLING  3 ปีที่แล้ว +2

      Thank you very much mam apana nka comment's mote sabuthi besi khusi diye. Long long comment's apana dilse pura dabeiki lekhidiyanti. Thank you very much mam for your support 👏👏💦💞

    • @MOTIVATIONALCOUNSELLING
      @MOTIVATIONALCOUNSELLING  3 ปีที่แล้ว +2

      Mu 100% sure achhi apana moar video ku share karuchhanti. Apana nka support paine big Thank you 💦💞💞💞💝💝

    • @sasmitarinky8231
      @sasmitarinky8231 3 ปีที่แล้ว +1

      @@MOTIVATIONALCOUNSELLING 😄😄😄😄heartily welcome sir 🙏🙏💕🙏

  • @siminayak1459
    @siminayak1459 3 ปีที่แล้ว +1

    Fantastic sir , bahut badhiya

    • @MOTIVATIONALCOUNSELLING
      @MOTIVATIONALCOUNSELLING  3 ปีที่แล้ว +1

      Wao....so many thanks mam apana mo video dekhi comment's karile. Bahut bahut khusi lagila👏👏👏👏😊💞💞