ଭୂତ ରାସନକାର୍ଡ କାଟିବା ନେଇ ପ୍ରତାପ ଦେବ ଓ କୃଷ୍ଣ ପାତ୍ର ମୁହାଁମୁହିଁ। Ghost Ration card and E-KYC Aadhaar

แชร์
ฝัง
  • เผยแพร่เมื่อ 7 ก.ย. 2024
  • ଭୂତ ରାସନକାର୍ଡ କାଟିବା ନେଇ ପ୍ରତାପ ଦେବ ଓ କୃଷ୍ଣ ପାତ୍ର ମୁହାଁମୁହିଁ। Ghost Ration card and E-KYC Aadhaar card linkage.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our TH-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

ความคิดเห็น • 371

  • @kailashojha1565
    @kailashojha1565 หลายเดือนก่อน +46

    ବିଜେପି ସରକାର ଆଗାମୀ ବିଧାନସଭାରେ ବିଜେପି ହାରିବ 😢😢😢😢

    • @bikalmallik3271
      @bikalmallik3271 หลายเดือนก่อน +2

      ଏବେଠୁ କାନ୍ଦେନାରେ

    • @bichitranayak6427
      @bichitranayak6427 หลายเดือนก่อน

      Bjp hariba sunischita

    • @user-bd3me5cj2q
      @user-bd3me5cj2q หลายเดือนก่อน +2

      tote sabu jana ho

  • @dushadusha2402
    @dushadusha2402 หลายเดือนก่อน +56

    ଏ ବିଜେପି ସରକାର ର ନେତା ମାନେ କୋଉ ବାଳ କୁ ନୁହେଁ ଏମାନେ କିଛି ଜାଣିନାହାନ୍ତି

    • @ajoyabehera7707
      @ajoyabehera7707 หลายเดือนก่อน +4

      100 present bhai right

    • @Viralvideos55238
      @Viralvideos55238 หลายเดือนก่อน +2

      Thike kahichha

    • @santoshswain9686
      @santoshswain9686 หลายเดือนก่อน

      Tame.salasabu.chora

    • @user-om4fz3es4q
      @user-om4fz3es4q หลายเดือนก่อน

      ତୋର ବାଳ ଅଛି

    • @Viralvideos55238
      @Viralvideos55238 หลายเดือนก่อน

      @@dushadusha2402 bjp kutta knu kana jana j

  • @suryabaral560
    @suryabaral560 หลายเดือนก่อน +24

    Jay Nabin

  • @santoshbhoi7867
    @santoshbhoi7867 หลายเดือนก่อน +20

    Naveen best

  • @prafullachandramohanty7096
    @prafullachandramohanty7096 หลายเดือนก่อน +21

    ଗaଲୁଆଙ୍କର ବାରବାଟି ଚାଷ

  • @dilipgouda3887
    @dilipgouda3887 หลายเดือนก่อน +24

    ଯୋଗାଣ ମନ୍ତ୍ରୀ ମିଥ୍ୟା ତଥ୍ୟ ଦେଉଛନ୍ତି ଗୋଟେ ରେସନ କାର୍ଡ ରେ ଯେତିକି ମେମ୍ବର ଅଛନ୍ତି ସମସ୍ତଙ୍କର ଆଧାର ଲିଙ୍କ ଅଛି କାରଣ ଗୋଟେ କାର୍ଡ ର ଜେକୋଉଁଶି ଲୋକ ମଧ୍ୟ ରେଶନ ଉଠେଇ ପାରୁଛନ୍ତି ତାଅର୍ଥ ସମସ୍ତଙ୍କ ଲିଙ୍କ ଅଛି

    • @GopalaKrishnaP97
      @GopalaKrishnaP97 หลายเดือนก่อน

      Tamane je semane jogyo hitadikari ki ,ajogyo lokoro katibo aadhaar link thile bi

  • @prasantapattanaik862
    @prasantapattanaik862 หลายเดือนก่อน +32

    ଚାଉଳ ଗଣ୍ଡେ ଦେଇ ଭୁତ ସେମାନଙ୍କୁ କହୁଛ, ଯେଉଁମାନେ ତମକୁ ଭୋଟ ଦେଇ କ୍ଷମତାକୁ ଆଣିଲେ।ଆଉ କେମିତି ଅଶୀ ବର୍ଷରୁ ଉର୍ଦ୍ଧ୍ଵ ହେଲେ ମଣିଷ ମରି ଭୂତ ହେଇ ଶ୍ମଶାନ ରେ ଥିଲେ ଭତ୍ତା ଦେବେ? ଯିଏ ତଦନ୍ତ କରିବେ,ମନମାନୀ କରି ଚନ୍ଚକତା କରିବେ ।ଫଳରେ ଲୋକେ ପାଟି କରିବେ।

    • @jibankrushnadas5707
      @jibankrushnadas5707 หลายเดือนก่อน

      Right 👍

    • @dev1202
      @dev1202 หลายเดือนก่อน +1

      10 tankiya chaula dei pala karuch

    • @silkcity470
      @silkcity470 หลายเดือนก่อน +1

      ଏମାନେ ସରକାରୀ ଧନ ନେଇ ସାତ ପୁରୁଷ ପାଇଁ ରଖୁଛନ୍ତି ସାଇତି କି ହେଲେ ଓଡିଶା ଲୋକ ଙ୍କୁ ଚାଉଳ 5 kg ଦେବ ଯେ କେତେ ନାଟକ ...ସରକାରୀ ଧନ ଖାଇବାକୁ ଖାଲି ଏମାନେ ଜନମ ହୋଇଛନ୍ତି

  • @SajanNath-ht7zx
    @SajanNath-ht7zx หลายเดือนก่อน +23

    ମନ୍ତ୍ରି ବାୟା ସେରାସନ କାଢ ବାବଦରେ କିଛି ଯାଣିନାହାନ୍ତି ଏଭଳିଆ ମନ୍ତ୍ରୀ ରାଜ୍ୟପାଇଁ ,ବିପଦ ମନ୍ତ୍ରୀବୋଧହୁଏ ଧନି ତେଣୁ ତାଙ୍କର ଗ୍ୟାନ ନାହିଁ ରାସନ କାଡ ବାବଦରେ

  • @gagansuna8960
    @gagansuna8960 หลายเดือนก่อน +23

    ମୂର୍ଖ ମନ୍ତ୍ରୀ କଥା ଶିଖି ନାହ ଭାଷଣ ମାରୁଚ

  • @tapankumardas9690
    @tapankumardas9690 หลายเดือนก่อน +15

    ଏମିତି ଅନେକ ପରିବାର ଓଡିଶା ରେ ଅଛନ୍ତି ଯୋଉମାନେ inconetax ଦେଉଛନ୍ତି, 2 ମହଲା କୋଠାଘରେ ରହୁଛନ୍ତି 4 wheeler ରଖିଛନ୍ତି, 12 ଚକିଆ 14 ଚକିଆ ଗାଡିର ମାଲିକ ହୋଇକରି ମଧ୍ୟ ରାସନ କାର୍ଡ ହାତେଇଛନ୍ତି, ବିଜେଡି ସରକାର ଏମାନଙ୍କୁ ଏହି ସୁବିଧା ଦେଇଛି ଏହାର ତଦନ୍ତ କରାଯାଇ ଉଚ୍ଚିତ ଲୋକକୁ ନ୍ୟାୟ ଦିଆଯାଉ, ଗରିବଙ୍କୁ ଏଥିରେ ସାମିଲ କରାଯାଉ, ରାଜନୀତି କରାନଯାଉ

    • @kishore6469
      @kishore6469 หลายเดือนก่อน

      How it's possible, what about governor son. Everything will happen like governor son.

  • @sambhunathchand8935
    @sambhunathchand8935 หลายเดือนก่อน +63

    ବିଜେପି ଆଗାମୀ ଇଲେକସନ୍ ରେ ହାରିବା ଟା ସୁନିଚିତ …

    • @kishore6469
      @kishore6469 หลายเดือนก่อน

      If this election bjp defeated odisha has a golden chance like nitish.

    • @santoshswain9686
      @santoshswain9686 หลายเดือนก่อน

      Onlyfald.bjd.fullout.2045

    • @kalpatarusahoo8707
      @kalpatarusahoo8707 หลายเดือนก่อน

      Not only the will.defeat the party will not be in odisha..that's for sure..

    • @bikalmallik3271
      @bikalmallik3271 หลายเดือนก่อน +4

      ଏବେଠୁ କାନ୍ଦେନା ସମୟ ଆସୁ ଜଣା ପଡିବ

    • @BipinGouda-q1f
      @BipinGouda-q1f หลายเดือนก่อน

      100 right

  • @santoshbhoi7867
    @santoshbhoi7867 หลายเดือนก่อน +21

    Puni thare naveen darkar

  • @pramodsahu4459
    @pramodsahu4459 หลายเดือนก่อน +16

    ପରିବହନ ମନ୍ତ୍ରୀ ଗାଲୁଆ ଅଟନ୍ତି

  • @EKIARTVLOG-vt8hk
    @EKIARTVLOG-vt8hk หลายเดือนก่อน +40

    Amara darkar nabin sarkar. Jai bjd

    • @chamasoren228
      @chamasoren228 หลายเดือนก่อน

      Tate b khaidebe re bjd tk bhabhichinti kah

  • @manojsahoo6413
    @manojsahoo6413 หลายเดือนก่อน +46

    ଗରିବ ଲୋକ ଙ୍କ ବଳ ବିଜୁ ଜନତା ଦଳ ଜୟ ଓଡ଼ିଶା ଜୟ ନବୀନ

    • @user-bd3me5cj2q
      @user-bd3me5cj2q หลายเดือนก่อน +1

      bala

    • @9853276625
      @9853276625 หลายเดือนก่อน

      ଶ୍ରୀଲଙ୍କା ଅବସ୍ଥା ଦେଖିବାର ଇଛା ଥିଲା ବୋଧେ

    • @user-wq8dp7wb7r
      @user-wq8dp7wb7r หลายเดือนก่อน +1

      Nabini kukura ta

    • @manojsahoo6413
      @manojsahoo6413 หลายเดือนก่อน

      ଭାଇ ନବୀନ ପଟ୍ଟନାୟକ ଙ୍କ ତ 2ହାତ ଦୁଇଟା ଗୋଡ଼ ପୁରା ମଣିଷ କୁକୁର ର ଚାରିଟା ଗୋଡ଼ ଗୋଟେ ଲାଞ୍ଜ ଯଦି ପାଠ ପଡ଼ିନ ନବୀନ ପଟ୍ଟନାୟକଙ୍କ ମୋ school re admission କରନ୍ତୁ ଯଦି ଆଖି ଖରାପ ଅଛି ନବୀନ ପଟ୍ଟନାୟକଙ୍କ ବିଜୁ ଯୋଜନା ରେ 5 ଲକ୍ଷ ଟଙ୍କା ପ୍ରଦାନ ରେ ଓଡ଼ିଶା ର ସବୁ ବଡ଼ ମେଡ଼ିକାଲ ରେ ପରୀକ୍ଷା କରେଇ ଦିହନ୍ତୁ

  • @bharatidash3572
    @bharatidash3572 หลายเดือนก่อน +16

    ମୂର୍ଖ ମନ୍ତ୍ରୀ

    • @DebabrataBehera-fq1gw
      @DebabrataBehera-fq1gw หลายเดือนก่อน

      Murkh nabin donot know odiya

    • @abhijeet3425
      @abhijeet3425 หลายเดือนก่อน

      🤡​@@DebabrataBehera-fq1gw

  • @sibasaikrishna
    @sibasaikrishna หลายเดือนก่อน +8

    Naveen babu jindabad

  • @pratapjena1193
    @pratapjena1193 หลายเดือนก่อน +18

    ରହିଯା ସମୟ ଆସୁ, ଜଣା ପଡିଵ କାନ୍ଦ ନାହିଁ

  • @HarsitaMohapatra123
    @HarsitaMohapatra123 หลายเดือนก่อน +12

    ଜୟ ନବୀନ

  • @dipusahoo3400
    @dipusahoo3400 หลายเดือนก่อน +12

    Bjp hatau

  • @Rhahulnaik1449
    @Rhahulnaik1449 หลายเดือนก่อน +1

    ବିଜେପି ଭୁଆଁ ବୁଲେଇବା ସିଖୀଛି ଆଉ ଭୁଆଁ ବୁଲାତୁନାହି ଓଡ଼ିଶା ବାଶୀ ଜାଣିସାରିଲେଣୀ ଠକସରକାର ପ୍ରତିସ୍ତୁତି ଦେଉଛ କାହିଁକି ଓଡ଼ିଶା ବାଶୀ ଙ୍କୁ ଠକୁଛ କାହିଁକି ।❤😢

  • @trinathbalia2589
    @trinathbalia2589 หลายเดือนก่อน +1

    ନୂଆ ନୂଆ ବାହାହେଲେ କୁନୁ କୁନୁ ଲାଗେ ‌। ଯେମିତି ଏ ବିଜେପି ଦଳ ର ନୂଆ ନୂଆ ମନ୍ତ୍ରୀ ଯେମିତି 😂😂😂😂

  • @amarendraparida5599
    @amarendraparida5599 หลายเดือนก่อน +1

    ଆଗାମୀ ଇଲେକ୍ସନ ରେ ମାଗିହା ବିଜେପି ର ପତା କାଟ ହେବାଟା ସୁନିଶ୍ଚିତ ରାଜ୍ୟରେ ଆଉ କେନ୍ଦ୍ର ରେ ମୋଦି ଗାଣ୍ଡି କାଟ ହେବ ଏ ଥର ତ ଅଯୋଧ୍ୟା ରେ କାଟିଛନ୍ତି ଆଉ ଆ ପରେ ଅଗ ଇଲେକ୍ସନ କୁ ଦେଖ ମାଗିହା ବିଜେପି ର କଣ ଅବସ୍ଥା ହଉଛି 🙏

  • @akshayrana5252
    @akshayrana5252 หลายเดือนก่อน +1

    ମଣିଷ କୁ ତୁମେ ସରକାର ଭୁତକହୁଛତୁମେ କଣ

  • @Babaphakiryoutube
    @Babaphakiryoutube หลายเดือนก่อน +2

    BJD ଦଳ ର ରାଜା ପାଣ୍ଡୁ CMT କରୁଛନ୍ତି BJD କ୍ରୀତଦାସ ଭାବରେ ରହିବା ସହ ନିଜ ମାଆ ଭଉଣୀ କୁ ପାଣ୍ଡୁ ପାଇଁ ପଠେଇ ଦେଉଛନ୍ତି

  • @user-ud1lp4oh5t
    @user-ud1lp4oh5t หลายเดือนก่อน

    ପ୍ରତାପ ଦେବ ତୁ ନିଜକୁ ବୁଦ୍ଧିଆ ଭାବନା ମରିଗଲେ ବି ଆଧାର କାର୍ଡ ଏତେ ଜଲଦି ବନ୍ଦ ହୁଏନାହିଁ ମରିଥିବା ଲୋକ ଆଉ ଧନୀ ଲୋକ ଆଉ ସରକାରୀ ଲୋକ ଏବେ ବି ପାଉଛନ୍ତି

  • @santoshmahakhud523
    @santoshmahakhud523 หลายเดือนก่อน +1

    ଏ ଇ ଥର ଟା ପାଇଲ ଆଉ ନୁହଁ ଭୋଟ ଦେଇ କି ରାସନ କାର୍ଡ କାଟିବ ନାଇଁ ଆଉ ପାଇବ

  • @user-tm1kk4sd3q
    @user-tm1kk4sd3q หลายเดือนก่อน +2

    ପ୍ରତାପ ଦେବ ଖାଲି ମିଛରେ ସାମ୍ବାଦିକ ଡାକି ବାହାବା ନେଉଛନ୍ତି ।

  • @biranchinarayannanda4554
    @biranchinarayannanda4554 หลายเดือนก่อน +1

    ମନ୍ତ୍ରୀ ଜାଣିନି ରାସନ କାର୍ଡ ରେ ଯେତିକି ନା ସେତିକି ଆଧାର ଲିଙ୍କ.......... ଏମାନେ ଜାଣିଛନ୍ତି.... କାଟିଦେବା, ରଙ୍ଗକରିବା, ନା ବଦଳେଇ ବା.......

  • @kailashojha1565
    @kailashojha1565 หลายเดือนก่อน +1

    ବିଜେପି ସରକାର ଆଗାମୀ ବିଧାନସଭାରେ ବିଜେପି ହାରିବ 😢😢😢😢 3:02

  • @abhirambiswal4538
    @abhirambiswal4538 หลายเดือนก่อน +1

    ହେ ପ୍ରତାପ ଦେବ ତୁମେ ଦିନେ କହିଥିଲ ଓଡିଶା ର ଭଗବାନ ନବୀନ ପଟନାୟକ, ଜଗନ୍ନାଥ ଙ୍କୁ ଛୋଟ କରିଦେଇଥିଲ କଣ ହେଲା ପରିସ୍ଥିତି, ଆଉ ତୁମ କଥା ଶୁଣିବାକୁ କେହି ଚାଁହୁ ନାଁହାନ୍ତି

  • @ugresenlenka3495
    @ugresenlenka3495 หลายเดือนก่อน

    ମାନ୍ୟବର ବିଧାୟକଙ୍କ କଥା ନୁ ସାରେ ଭୂତ କାର୍ଡ ଅଛି,ଓ ଜାଲି ମଧୁବାବୁ ପେନସନ ଭତ୍ତା ବଣ୍ଟନ କରାଯାଉଛି, ଏଥିରେ ଆଧାର ଓ ଭୋଟର କାର୍ଡ ପରିବର୍ତ୍ତନ କରାଯାଇଛି,ଏହା ତଦନ୍ତ ପରିସରଭୁକ୍ତ ଅଟେ, ମାନ୍ୟବର ମନ୍ତ୍ରୀ ଓ ବିଧାୟକ ଯାଞ୍ଚ୍ ପରିସରରେ ଆସିବା ଜରୁରୀ ମନେ କରୁଛି ।

  • @ranjitijena2155
    @ranjitijena2155 หลายเดือนก่อน +3

    Jay nabin I support nabin Babu

  • @raghunath7355
    @raghunath7355 26 วันที่ผ่านมา

    ଠିକ୍ କହିଛ ରେ ଭାଇ ଏ ବିଜେପି ଆଉ ଆଶିବ ନାହଁ ତେଣୁ ଆମର ଦରକାର ନବୀନ ପଟ୍ଟନାୟକ ଜୟ ବିଜେଡି ଜୟ

  • @kishore6469
    @kishore6469 หลายเดือนก่อน +3

    Mr minster potato 1 kg sailing 60 rupees what about that u said 32.

  • @susantabehera2109
    @susantabehera2109 หลายเดือนก่อน +7

    ତମେ ଭଗବାନ ହେଇଗଲାଣି ଭୋଟ ପାଇଁ ଅନୁମାନ କରି ସବୁ ଯାନିଯାଉଛ

    • @jaydevpradhan9433
      @jaydevpradhan9433 หลายเดือนก่อน

      Your minister is a god he can imagine 25lakh ghost cards are there in odisha

  • @bhagabansahu3420
    @bhagabansahu3420 17 วันที่ผ่านมา

    ଯୋଗ୍ୟ ହିତାଧିକାରୀ କେମିତି ବାଛିବେ,ପଲ୍ଲିସଭା ଗ୍ରାମ ସଭାକରି ଘରକୁ ଯାଇ ଯାଞ୍ଚ କରି ବାଛନ୍ତୁ

  • @BhaktaMeher-kb9ws
    @BhaktaMeher-kb9ws หลายเดือนก่อน +2

    ଲିଙ୍କ ଥିଲେ ମଧ୍ୟ ଘୋଟାଲା ହେଉଛି । ମଲା ଲୋକଙ୍କ ନାମରେ ଚାଉଳ ନେଉଛନ୍ତି।

  • @suryabaral560
    @suryabaral560 หลายเดือนก่อน +5

    Anuman re Sarkar chaluchi na kan

  • @bidyabhusanmohanty387
    @bidyabhusanmohanty387 9 วันที่ผ่านมา

    ଭୂତ କାର୍ଡ କେଉଁଠି ନାହିଁ କେବଳ ତାହା Up-to-date କରିବା ଦରକାର, ମନ୍ତ୍ରୀ ମହୋଦୟ ନୂଆ ତେଣୁ ସେ ଜାଣି ନାହାନ୍ତି

  • @user-nq1gn4eh3h
    @user-nq1gn4eh3h หลายเดือนก่อน

    ଯାହା ହେଉ ଏହି BJP କୁଜି ନେତା ମାନେ ଶେଷରେ ଭୂତମାନଙ୍କୁ 3500 ଭତ୍ତା ଦେବାର ବ୍ୟବସ୍ଥା କଲେ 😅😅😅 କାରଣ 80 ବର୍ଷରୁ ଉର୍ଦ୍ଧ ବୃଦ୍ଧମାନେ ପ୍ରାୟ କେହି ଜୀବିତ ନ ଥିବେ

  • @madanmohandisari1617
    @madanmohandisari1617 หลายเดือนก่อน

    ତିନିଶହ କୁଣ୍ଟାଲ ରୁ ଅଧିକ ଧାନ ମଣ୍ଡିକୁ ବିକୁଛନ୍ତି ଏମାନେ କାର୍ଡ ପାଇବା ଯଗ୍ୟ କି,ବାପା ଦରମାରେ ଚଳୁଛନ୍ତି ନା କୁ ମାତ୍ର ଅଲଗା ହେଇ ଚାଉଳ ଆଣି ବିକୁଛନ୍ତି ଏମାନେ କଣ କାର୍ଡ ପାଇବା ଯଗ୍ୟ କି, ଏଇ ପ୍ରଶ୍ନ ର ଉତ୍ତର ଚାହୁଁଚି

  • @laxmansahoo4681
    @laxmansahoo4681 หลายเดือนก่อน

    ରାଜାଙ୍କ ପେଡ଼ିରେ କୁତ୍ରିମ ଜନ୍ତୁ ଭରପୁର, ଖୋଲିବ କେବେ 🎉

  • @sbdigital9242
    @sbdigital9242 หลายเดือนก่อน +2

    Jay nabin babu

  • @rabindranathmishra7809
    @rabindranathmishra7809 หลายเดือนก่อน

    Patra sir right kahuchhanti.❤️🙏🌹💐🌷👍

  • @krishnakhandagiri9887
    @krishnakhandagiri9887 หลายเดือนก่อน

    ଏ ଯୋଗଣ ମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ ଏ କୋଣ ଜାଣିବ ୟାର ଯଦି ଓକାତ୍ ଥାଆନ୍ତା ମମତା ଦିଦି ୟାର କଥା ଶୁଣିଥାନ୍ତେ
    ନବୀନ ବାବୁ ତାଙ୍କୁ ଚିଠି ଲେଖିଲେ ଆଉ ମମତା ଦିଦି ଓଡ଼ିଶା କୁ ଆଳୁ ପଠେଇଲେ ❤❤

    • @krishnakhandagiri9887
      @krishnakhandagiri9887 หลายเดือนก่อน

      @Mr.Bijaykumar.23 ତମେ କୋଣ ଵାଳ କରିବ ଚାଷୀ ଭାଈଙ୍କ ପାଇଁ ଦେଖିବା ତମେ ଵାଳ କିଛି କରିଵନି ଖାଲି ଡ୍ରାମା ଅଭିନୟ କରି କରି ପାଞ୍ଚ ବର୍ଷ ପଲେଇଵ ଆଉ ନବୀନ ବାବୁ ଙ୍କ ଯୋଜନା କୁ ନାଁ ବଦଲେଇ ବାହା ବାହା ନେବ

  • @Babaphakiryoutube
    @Babaphakiryoutube หลายเดือนก่อน +2

    ଭୂତ ରାସନ୍ କାର୍ଡ ହାତେଇ ଛନ୍ତି BJD ନେତା ତିନି ମହଲା ଘର ବାପା ଚାକିରି ଭାଇ ଚାକିରି ଘରେ ଅଛି କୋଟି କୋଟି ତଥାପି ରାସନ କାର୍ଡ ଏ bjd ନେତା କୁ କଟିବେ ସବୁ

    • @saraswatirout2719
      @saraswatirout2719 หลายเดือนก่อน

      Kete lokanka ra ration Kati be dekhajiba murkha mantri kichi janini

  • @PaagalKhopdi
    @PaagalKhopdi หลายเดือนก่อน

    ବିଜେପି ନେତା ମନ୍ତ୍ରୀ ମାନକୁ ଆଉ ତାଙ୍କ କାମ ଆଉ ତାଙ୍କ ମନ୍ତବ୍ୟ ଶୁଣିଲେ , ଏମିତି ଲାଗୁଚି ଯେ ଶଳା ଓଡ଼ିଶା ଏବେ କାହା ହାତରେ😂😂😂 ମାଙ୍କଡ ହାତରେ ଶାଳଗ୍ରାମ😂

  • @udayanathjena1988
    @udayanathjena1988 หลายเดือนก่อน

    Jay Jaganath ❤

  • @santoshkumarmishra2620
    @santoshkumarmishra2620 หลายเดือนก่อน

    ବହୁ ଲୋକ 15G form Bank ରେ ଦେଉଛନ୍ତି
    .ସେମାନଙ୍କ Account ରେ ଲକ୍ଷ ଲକ୍ଷ ଟଙ୍କା ଗଛିତ ଅଛି. ସେମାନଙକୁ ଚିହ୍ନଟକରି ରାସନ୍ କାର୍ଡ କଟାଯାଉ.

  • @rajanikantapradhan4121
    @rajanikantapradhan4121 หลายเดือนก่อน

    ଓଡିଶା ବିଜେଡି ସରକାର 24ବର୍ଷ ହେଲା ବାଳ ସରକାର ଥିଲା ଓଡ଼ିଶା ଲୋକମାନଙ୍କର ଲୁଣ୍ଠନ କରୁଥିଲେ

  • @pravatsethy8647
    @pravatsethy8647 หลายเดือนก่อน

    Patra babu have làck of knowledge about dept.. He will take time

  • @BharatiBeura
    @BharatiBeura หลายเดือนก่อน

    ମନ୍ତ୍ରୀ ବାବୁ ଅନୁମାନ କରି କହିଛନ୍ତି : ....ଯେ ଭୂତ ହିତାଧିକାରୀ ଅଛନ୍ତି ବୋଲି.....

  • @daktarmishra4117
    @daktarmishra4117 หลายเดือนก่อน

    ଯୋଗାଣ ମନ୍ତ୍ରୀ ଙ୍କ ମୁଣ୍ଡ କାମ କରୁନି ଭୁତ ରାସନ କାର୍ଡ ପାଉଛି 😂😂😂😂

  • @LovelyGiraffes-jp2xd
    @LovelyGiraffes-jp2xd หลายเดือนก่อน

    ଏ ଅପାରଗ ସରକାର ରେ ଏମିତି ମନ୍ତ୍ରୀ ଅଛନ୍ତି କିଛି ଜାଣି ନାହାନ୍ତି କିନ୍ତୁ କଞ୍ଚା ମିଛ କହୁଛନ୍ତି

  • @sameerfm1893
    @sameerfm1893 หลายเดือนก่อน +3

    Bjp ku vote dei bhul heigala.

  • @kalyankumar4166
    @kalyankumar4166 หลายเดือนก่อน

    Jay Naveen Jay oidisa 🙏🙏🙏

  • @JkJitendraVigo
    @JkJitendraVigo หลายเดือนก่อน

    Nabinbabu the best 🎉

  • @BighneswarBehera
    @BighneswarBehera หลายเดือนก่อน

    ଜୟଜଗନ୍ନାଥ ସାରେ

  • @sibaramp789
    @sibaramp789 หลายเดือนก่อน

    ଶ୍ରୀ କୃଷ୍ଣ ପାତ୍ର ୱାର୍ଡମେମ୍ବର ପାଇଁ ଯୋଗ୍ୟ ନୁହଁ |ଭୁଲରେ BJP ମନ୍ତ୍ରୀ ପଦ ଦେଇ ଦେଇଛି। ତେଣୁ ସେ ବାଉଳା ଚାଉଳା ହୋଇ ଏପରି କହୁଛନ୍ତି।

  • @prasantbehera4728
    @prasantbehera4728 หลายเดือนก่อน

    BJP will govern Odisha for 50 years

  • @Ritesh_Bloges
    @Ritesh_Bloges หลายเดือนก่อน

    ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୁ କିଛି ଜଣା ନାହିଁ କିଏ ତାକୁ ଭେଟ୍ ଦେଲା

  • @rabindrabehera7244
    @rabindrabehera7244 หลายเดือนก่อน

    ମିଷ୍ଟର୍ ଗାଲୁଆ ପ୍ରତାପ ରାସନ୍ କାର୍ଡ ର ନିୟମ କଣ ଆଗ ବୁଝ । 25 ବର୍ଷ ଭିତରେ ଯୋଉ ଚଞ୍ଚକଟା କରି ଭୋଟ ପାଇଁ କାର୍ଡ 4:01 ଦେଇଥିଲ ସେଇ ଭୂତ କାର୍ଡ କଟିବ,ଲୋକଙ୍କୁ ଆଉ ଭୁଆ ବୁଲାଅ ନାହିଁ

  • @hurshikeshmathan9565
    @hurshikeshmathan9565 หลายเดือนก่อน

    Bilkul thhik, Odisha re prakutare joumane rasan paiba payee hakdar semananku radan diyajau, annaya manaku athiru turant bad diyajau. Praper inquiry heu.

  • @sudhirkumar-zr8cl
    @sudhirkumar-zr8cl หลายเดือนก่อน

    ଭୂତ ଏଇଥୀ ପାଇଁ ଜେ ଜଣେ ଅଜସ୍ର ସମ୍ପତି ,ବାପା ଉଚ୍ଚ ପଦସ୍ତ୍ ସରକାରୀ ଅଧିକାରୀ , ତା ସ୍ତ୍ରୀ ନାମରେ ତା ପୁଅ ନାମରେ ରାସନ୍ card

  • @biranchinarayansarangi9439
    @biranchinarayansarangi9439 หลายเดือนก่อน +2

    ସରକାର ଅନୁମନରେ ଚାଲିଛି 😅

  • @sanjayarout3164
    @sanjayarout3164 หลายเดือนก่อน

    ବିଜେପି ଶାସନ କଣ ଜାଣିନି ଯାହା ମନକୁ ଆସିଲା ତାହା କଉଛି

  • @LOKANATHBHARATI
    @LOKANATHBHARATI หลายเดือนก่อน

    Ration card ରେ ଭୂତ ହିତାଧିକାରୀ ଅଛନ୍ତି, ଏହା ନିଶ୍ଚିନ୍ତ। ଏମାନଙ୍କୁ ଚିହ୍ନଟ କରି କାଟିଲେ ଗରିବଙ୍କ ମୁହଁ ରେ। ଆ ହାର ପଡ଼ିବ। 24ବର୍ଷ ରେ ନବୀନ ବାଳ ବଙ୍କା କରିପାରିଲେନି। ଗଲୁଆ helani।ଅପେକ୍ଷା କର

  • @prasantpradhan3925
    @prasantpradhan3925 หลายเดือนก่อน

    ପ୍ରତାପ ଦେବ ବାବୁ ଆଳି ବ୍ଲକ ପାଞ୍ଚାନ ପଡା ଯାଆନ୍ତୁ ଦେଖିବେ ଶୂନ୍ୟ କାଳ ର ଶୂନ୍ୟ ର ରାସନକାର୍ଡ... 10ରୁ ଅଧିକା ଘର ଅଛି ନା ଲାଟିନ, ନା ଘର, ନା ଭତା ପାଉଛନ୍ତି.. ଏମାନଙ୍କ ନାଁ ରେ ଅନ୍ୟ ମାନେ ଖାଉଛନ୍ତି,, TH-cam,, News ରେ କହିବା ସତ୍ୟ ବି ଏମାନଙ୍କ ଦୁଃଖ କେହି ବୁଝୁ ନାହାନ୍ତି..

  • @UmeshMalik-kz5vn
    @UmeshMalik-kz5vn หลายเดือนก่อน

    pratap dev. jibanare. au. jitiibanhi

  • @PrahalladNayak-wn7sm
    @PrahalladNayak-wn7sm หลายเดือนก่อน

    Krushna ବାବୁ ପ୍ରଥମତଃ ୱାର୍ଡ ମେମ୍ବର ଭୂମିକା tulantu. ପରେ ମନ୍ତ୍ରୀ ଭୂମିକା ଲିଭାଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ.

  • @augustfifteen0127
    @augustfifteen0127 หลายเดือนก่อน

    ଭୁତ ମାନେ ଯେଉଁ ମାନେ ମରି ଯାଇଛନ୍ତି ।

  • @ArindamBarik-mt8hp
    @ArindamBarik-mt8hp หลายเดือนก่อน

    Nabin patnayak is a good C M

  • @modicareristadilka6124
    @modicareristadilka6124 หลายเดือนก่อน

    ମନ୍ତ୍ରୀ କହିଥିଲେ ଆମେ ପଚିଶ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ କରିଛୁ, ଆଜି କହୁଛନ୍ତି ଆମେ ଅନୁମାନ କରୁଛୁ ପଚିଶ ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି, ଯୁମ୍ଲା ସରକାରଙ୍କ ଦୋଗ୍ଲା ବାଣୀ

  • @SomyaGartia-p4m
    @SomyaGartia-p4m หลายเดือนก่อน +2

    Bjp,hatao

  • @kalandisahoo9661
    @kalandisahoo9661 หลายเดือนก่อน

    Jay nabeen sir

  • @saradacharanamohapatra9806
    @saradacharanamohapatra9806 หลายเดือนก่อน +1

    Mafia sarakara jaichi bhala heichi

  • @sanjaysai9234
    @sanjaysai9234 หลายเดือนก่อน

    Mohon mhje best CM 😊

  • @buddhadebmahakud8321
    @buddhadebmahakud8321 หลายเดือนก่อน

    ମନେ କରାଯାଉ ଗୋଟିଏ ରେଶନ କାର୍ଡରେ ଚାରିଜଣ ହିତାଧିକାରୀ ଅଛନ୍ତି ସେଥି ମଧ୍ୟରୁ ଜଣେ ମୁତ୍ୟୁ ବରଣ କରିଛନ୍ତି, ମୃତ୍ୟୁ ହୋଇଥିବା ହିତାଧିକାରୀ ରେଶନ କାର୍ଡରୁ କଟିବା କଥା କିନ୍ତୁ ତାଙ୍କୁ କଟାଯାଇ ନାହିଁ ସେ ଚାଉଳ ପାଉଛନ୍ତି ରେକର୍ଡ ଅନୁସାରେ ତାଙ୍କ ଚାଉଳ କାର୍ଡଧାରୀଙ୍କୁ ଦିଆଯାଉ ନାହିଁ ସେ ଚାଉଳ କର୍ମଚାରୀ ମାନେ ଆତ୍ମସାତ କରୁଛନ୍ତି

  • @KrushnaMuduli-yu6nv
    @KrushnaMuduli-yu6nv หลายเดือนก่อน +1

    Bjp.bala.ebe.sasanku.asi.ebe..khali.dhipajami.khalajami.khojuchanti

  • @dhirenkumar-yi9bf
    @dhirenkumar-yi9bf หลายเดือนก่อน

    ତୁ ଗୋଟେ ବଡ଼ ଭୂତ BJP ସରକାର ଭାଙ୍ଗିବା ଟା ଥୟ
    Navin Patnaik Jindabad 🐚🐚🐚🐚🐚

  • @jullysamal6626
    @jullysamal6626 หลายเดือนก่อน

    Dhenkanal ଲୋକ ଭଲ but ଏ ଲୋକଟା ଗୁଣ୍ଡା,ଚୋର ,ଠକ୍, ବଦମାସ୍,ଗlଲୁଆ
    ଏ EVM kheli ଜିତିଛି ଆକୁ ଭୋଟ ବେଶି କେହି ଦେଇ ନାହାନ୍ତି

  • @BidyulataBehera
    @BidyulataBehera 24 วันที่ผ่านมา

    ଯେତେ ମାଗଣା ଖିଆ ବିଜେଡି ପାଇଁ ମରି ଯାଉଛନ୍ତି ।

  • @janmejaysahoo3996
    @janmejaysahoo3996 หลายเดือนก่อน

    ଅଗାମି ଦିନରେ ବିଜେପି ଶୁନ

  • @dalumahakud2723
    @dalumahakud2723 หลายเดือนก่อน

    ଏମିତି ପ୍ରତ୍ୟେକ ଗାଁ ରେ ରାସନ୍ କାର୍ଡ ଚୋର ଅଛନ୍ତି

  • @dharmanandabhutia767
    @dharmanandabhutia767 หลายเดือนก่อน

    Thik katha

  • @vasundharaofficial
    @vasundharaofficial หลายเดือนก่อน

    Bjd ku vote dele 3 ghora melibo , raction card melibo

  • @suryakantanayak5060
    @suryakantanayak5060 หลายเดือนก่อน +2

    Anuman kariki agnya state chalibani tik bastabata ku asantu

  • @user-iu6ql6ng4n
    @user-iu6ql6ng4n หลายเดือนก่อน

    Jay Nabini

  • @JBijayaKumarbeheraJBijayaKumar
    @JBijayaKumarbeheraJBijayaKumar หลายเดือนก่อน

    ମ ଗାଁରେ ରାସନ କାର୍ଡ ହଡପ କରିଛନ୍ତି ବିଜେଡି ସରକାର

  • @raghuguru8584
    @raghuguru8584 หลายเดือนก่อน +1

    ତମେ ବିଜେପି ଦଳ ରାସନ୍ କାର୍ଡ କାହିଁକି କାଟିବ ତମ ଘରୁ ଦ ଉଚ

  • @odia__entertainment334
    @odia__entertainment334 หลายเดือนก่อน

    Aadhar link is done for
    Each and every beneficiary .There is no benifiary in ration card database without Aadhar.

  • @user-dr6zh7iz8k
    @user-dr6zh7iz8k หลายเดือนก่อน

    ବହୁତ ବକୁଛ ପ୍ରତାପ ଦେବ। ବେଶୀ କୁହଳିଆ ହେଇଛ। ମୋର ଦୁଇ ଭାଇଙ୍କର ରେସନ କାର୍ଡ ନାହିଁ। ସେମାନେ କାର୍ଡ ପାଇବା ପାଇଁ ଯୋଗ୍ୟ। କିନ୍ତୁ ଦଳୀୟ ଭେଦ ଭାବ କରାଯାଇ ତାଙ୍କୁ କାର୍ଡ ଦିଆଯାଇ ନାହିଁ। ଯେଉଁ ମାନେ ଅତ୍ୟନ୍ତ ଧନୀ ଓ BJD ଦଳର ସମର୍ଥକ ତାଙ୍କୁ କାର୍ଡ ଦିଆଯାଇଛି।

  • @saratchmohanty6084
    @saratchmohanty6084 หลายเดือนก่อน

    Aadhar card dealing department of central government is totally unfit in correction of aadhar , they are knowingly creats new typical error in aadhar at the time of correction only to collect money from poor people frequently. Is this the SOP of concern department of government of India. This is very shame /bad

  • @saratswain7951
    @saratswain7951 หลายเดือนก่อน

    Transparency and justice always welcome. How this govt. Will do that that matter.

  • @sadanandajena8216
    @sadanandajena8216 หลายเดือนก่อน

    ଏ ଲୋକ କୁ ବିଚ୍ ରାସ୍ତା ରେ କାଳୀ ବୋଳିବା କଥା

  • @HemantBehera-ve7mu
    @HemantBehera-ve7mu หลายเดือนก่อน

    ମଲା ଲୋକ ନାଁ ରେ ବିଜେଡି ରାସନ୍ ହଡ଼ପ କରୁଚି

  • @user-om4fz3es4q
    @user-om4fz3es4q หลายเดือนก่อน

    ପ୍ରତାପ ଦେବ ମହା ଗଲୁଆ

  • @mrsatyabratanayak1433
    @mrsatyabratanayak1433 หลายเดือนก่อน

    ଭୁତ କାର୍ଡ଼ ଅଛି ବିଜେଡି ଦଳ କରିଥିେଲ

  • @saratkumarsatapathy7829
    @saratkumarsatapathy7829 หลายเดือนก่อน +1

    Krushna mantri anuman bhuta