ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଗୀତ ଶୁଣି ମନ ଖୁସି ହୋଇଗଲା।ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ
ଅଜୟ ବାବୁ, ବହୁତ ଧନ୍ୟବାଦ।
Very nice nana
ଆପଣ କୁ ଧନ୍ୟବାଦ ଅତି ସୁନ୍ଦର ଦ୍ଭାବରେ ଗାଇଛନ୍ତି ଆପଣଙ୍କୁ ମୋର ପ୍ରଣାମ
ମହାଦେବ ଆପଣଙ୍କୁ କଲ୍ୟାଣ କରନ୍ତୁ।
ଅତି ସୁନ୍ଦର ଉପସ୍ଥାପନା ଏବଂ ସୁଲଳିତ କଣ୍ଠ ସ୍ବର ❤
ଅନେକ ଅନେକ ଧନ୍ୟବାଦ।
Excellent
ଅତ୍ୟନ୍ତ ସୁନ୍ଦର, ଶ୍ରୁତି ମଧୁର..... ଭଞ୍ଜ ସଂଗୀତ (ଚମ୍ପୁ ), ଗାଇବା ସଂଗୀତଜ୍ଞ ବିରଳ ବର୍ତମାନ
ସମସ୍ତେ ଧନ୍ୟବାଦ୍ ଦେଲ ବହୁତ୍ ସୁନ୍ଦର୍ କହିଲ But କେଉଁ ଟା କିଏ ବୁଝିଲ ଓଡ଼ିଶୀ ନା ଚମ୍ପୁ ❤
Beautiful
Thank you
ଗୀତଟି ଗାଇବାର ଧାରା ବହୁତ ମଧୁର ଲାଗିଲା କାରଣ ଗାଇବାର ଟେକନିକ ଧାରା ବହୁତ ସୁନ୍ଦର ହୋଇଛି ,ଧନ୍ୟବାଦ , କବିଚଣ୍ଡୀ ଦାସ ।
ବିଷ୍ଣୁ ବାବୁ, ମହାଦେବ ଆପଣଙ୍କୁ କଲ୍ୟାଣ କରନ୍ତୁ।
ଚମତ୍କାର ଉପସ୍ଥାପନା । ଧନ୍ୟବାଦ୍ ।
ଭଞ୍ଜନଗର, କୁଲାଡ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମ ସ୍ଥାନ /ଗଞ୍ଜାମ ରୁ କିଏ ଅଛି like କର
ବହୁତ ବହୁତ ଧନ୍ୟବାଦ।
Bahuta sundar gita shwora.Dhanya dhanya he gayak ....
Bahut Sundar
ଧନ୍ୟବାଦ।
ଅତି ସୁନ୍ଦର 🙏💐
Really i feel very proud of you for your great contribution to our traditional odissi vocal music.Excellent singing with violin great performance ❤❤❤❤❤
Thank you so much for inspiring.
Very very nice👍🌹👌💐
Ati sundar gita❤
ସାର୍ ପ୍ରଣାମ 🙏, ଧନ୍ୟ ସେହି ଛାତ୍ରଛାତ୍ରୀ ବୃନ୍ଦ ଯିଏକି ଆପଣଙ୍କୁ ଗୁରୁ ରୂପେ ପାଇଛନ୍ତି। ଆପଣଙ୍କୁ ମୋର ଶତ ଶତ ବିନମ୍ର ପ୍ରଣାମ 🙏।
ମହାଦେବ ତୁମର କଲ୍ୟାଣ କରନ୍ତୁ।
ବହୁତ ସୁନ୍ଦର ଗୀତ ମନ ତୃପ୍ତ ହୁଇଗଲା 🙏🙏🙏
Sundar syara sar 👍👏👏👏
ମହାଦେବ ମଙ୍ଗଳ କରନ୍ତୁ।
ବହୁତ ବହୁତ ସ୍ମୃତି ମଧୁର ହୋଇଛି🎉
ଜଗନ୍ନାଥ ବୀବୁ ଙ୍ଗ ମହାପ୍ରଭୁ ଶ୍ରୀଜଗନ୍ନାଥ ମଙ୍ଗଳ କରନ୍ତୁ ଏହି ଶୁଭକାମନା ସହିତ,।ହର ହର ମହାଦେବ।
Bahuta bhala lagila.Kabi Samrtanka a chanda ajikalika pila suniba darakar.
ବହୁତ ଧନ୍ୟବାଦ।
Bahut sundar 🙏
Thank you.
ଅତି ସୁନ୍ଦର
Mind blowing song, Thank you🌹🌹🌹, sir
Thank you so much.
Bahut sundar
Apan nku mor satkoti pranam grahan karantu jay shree ram jay jagannath
ମହାପ୍ରଭୁ କଲ୍ୟାଣ କରନ୍ତୁ।
Good tone for vaulane,s and Bhanja song. Mahima Alekh...,.
Waooo old is super gold thanks mama
So sweet.
Hare Krishna
Very sweet voice sir Amshupan youtube ♥️
ସୁନ୍ଦର ଭାବରେ
Jay sanatani
ok ke beutiful song
❤❤❤❤
Very good singer
Jay Jagannath 🙏
ହୃଦୟସ୍ପର୍ଶୀ ରୋମାଞ୍ଚକ ବର୍ଣ୍ଣନା ହୋଇଛି।
🙏👍
Thank sir your tone is so beautiful
Thank you Kalyani.
ଧନ୍ୟବାଦ
Very nice.
Dhanybada
So beautiful
Thank you old is gold
Har Har Mahadev.
JAYSITARAM
Jay Shri Ram
ହୃଦୟ ସ୍ପର୍ଶି 5:58
Gosain Kouthi Dekhila Nabina Bayasi Bala Dayakari Kahelanahi
ଗୀତଟି ଅଟେ ମଧୁର ଯେ ମୁଁ ବାର ବାର ଶୁଣୁ ଛି
ଯେ ନୃତ୍ୟ ସଂଗୀତ ରେ ପୂର୍ଣ୍ଣ ବ୍ରହ୍ମ ସେହି ଭଗବାନ ଶଙ୍କର ସର୍ବଦା କଲ୍ୟାଣ କରନ୍ତୁ ଏହି ଶୁଭକାମନା ସହିତ।ହର ହର ମହାଦେବ।
@@saratsangeet2896ଅଜସ୍ର ଧନ୍ୟବାଦ 🙏🙏 ଓଡ଼ିଆ ରୀତି କାବ୍ୟ ସଙ୍ଗୀତ କୁ ଅତି ସୁମଧୁର ଗାନ କରୁଥିବାରୁ🙏👌💐💐
ଆଜ୍ଞା ହେଲାନି ଆଉ ଟିକେ ଗଡି ଥାଆନ୍ତା।ଡବଲ ହେବ ନାହିଁ
ଆପଣଙ୍କ ସୁଚିନ୍ତିତ ମତାମତ ମନେ ରଖିବି। ମତାମତ ପାଇଁ ଅନେକ ଧନ୍ୟବାଦ୍।
Radha Krishna ek,but 2 rup, e 2 prem hi satyo,nityo,sansar prem nuho kam
ସଙ୍ଗୀତ ଟି ର ଅର୍ଥକୁ ଆପଣ ଆଧୁନିକ ରୁପ ଦେଇଛନ୍ତି. ପ୍ରକୃତ ରୁପ ମୋ ଯାଣିବାରେ ଅନ୍ୟ ଅର୍ଥ ହୋଇପାରେ,
ଆପଣଙ୍କ ମତାମତ ପାଇଁ ହୃଦୟ ରୁ ଧନ୍ୟବାଦ।
Ajiikalira gayak ku emiti gita ku 20 tharare ok karibe ?
ମହାପ୍ରଭୁ ଆପଣଙ୍କୁ ସପରିବାର କଲ୍ୟାଣ କରନ୍ତୁ ଏହି ଶୁଭକାମନା ସହିତ,ହର ହର ମହାଦେବ।
Pranam sir
Thank u❤❤❤❤❤
ଭାଷା ବିନା ବିଜ୍ଞାନ ସମ୍ଭବ ନୁହେଁ।ଏହି ଭାଷାକୁ ରୁଦ୍ଧିମନ୍ତ କରିଥିବା ବ୍ୟକ୍ତି ମାନଙ୍କ ଭିତରେ ଘୁମୁସର ରାଜ୍ୟର ଜଣେ ବିଶିଷ୍ଟ କବି ଥିଲେ କବି ମାନଙ୍କର ସମ୍ରାଟ ଉପେନ୍ଦ୍ର ଭଞ୍ଜ।
ଏତେ ସୁନ୍ଦର ମତାମତ ପାଇଁ ମହାଦେବ ଆପଣଙ୍କୁ କଲ୍ୟାଣ କରନ୍ତୁ। ଶରତ ସଙ୍ଗୀତ ତରଫରୁ ଅନେକ ଅନେକ ଧନ୍ୟବାଦ।
ପାଗଳଙ୍କ ପ୍ରଳାପ l
ପାଗଳ ର ପ୍ରଳାପ ଆପଣଙ୍କ ପରି ଜ୍ଞାନୀ ଗୁଣି ବ୍ୟକ୍ତି ଶୁଣି ଓ ଅମୂଲ୍ୟ ସମୟ ଦେଇ ନିଜର ସୁଚିନ୍ତିତ ବିଜ୍ଞ ମତାମତ ରଖିଛନ୍ତି, ସେଥିଲାଗି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମହାପ୍ରଭୁ ଆପଣଙ୍କ ସପରିବାର ଙ୍କୁ କଲ୍ୟାଣ କରନ୍ତୁ ଏହି ଶୁଭକାମନା ସହିତ।ହର ହର ମହାଦେବ।
ପୁରା ଖଇଚା ବିଶ୍ୱେ ପତି ତ ପା ବନ ନାମ ରହିଲା
ରାଜକିଶୋର ବାବୁ। ଖଇଚିଆ କୁ ସ୍ବୀକାର କରୁଛି। ତେବେ ଆପଣ ଦେଖି ନିଜର ମତାମତ ରଖିଛନ୍ତି ସେଥିଲାଗି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ପରିଡା ବାବୁ ଏହା ଶରୀର ତତ୍ୱ ଉପରେ ଆଧାରିତ କନ୍ତୁ ପ୍ରେମିକ ମାନଙ୍କ ପାଁଇ ମନରଞ୍ଜନ
ଆଜ୍ଞା, ମୋ ନାମ ଶରତ ଧଳ। ତେବେ, ପିଣ୍ଡ ଯେଉଁଠି ବ୍ରହ୍ମାଣ୍ଡ ସେଇଠି। ଶରୀର ଯେଉଁଠି ଆତ୍ମା ସେଇଠି ଆଉ ପରମାତ୍ମା ମଧ୍ୟ ସେଇଠି। ସମଗ୍ର ବ୍ରାହ୍ମଣ୍ଡ ଶରୀର ତତ୍ତ୍ଵ ମୟ। ଆପଣ ଗୁଣୀ , ତେଣୁ କଥାଟି ଠିକ୍ ଧରିଛନ୍ତି। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍।ହର ହର ମହାଦେବ।
All are ragine said you.
This is said Nanyang Odissi. Any way Thank you for watching the video.
Bayasi not byata
May be. The Lion became old. However, you have seriously listen to it. Thank you so much.
Swara change kahin ki hela
ଆଜ୍ଞା, "ବନ୍ଦେ ମାତରଂ" ଯାହା କି ଆମର ଅନ୍ୟତମ ଜାତୀୟ ସଂଗୀତ ଓ ସ୍ବର ଟି ଭାରତ ସରକାରଙ୍କ ଦ୍ୱାରା ସ୍ବୀକୃତ ଓ ଯାହା ପ୍ରତ୍ୟେକ ସକାଳେ ରେଡ଼ିଓ ଷ୍ଟେସନ ଖୋଲିଲେ ବାଜେ ତାକୁ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ AR Rahman ନିର୍ଦ୍ଦେଶନାରେ ଭାରତ ରତ୍ନ ଲତା ମଙ୍ଗେସକର ଅନ୍ୟ ସ୍ବର ରେ ଗାଇଲେ।କିଏ କ'ଣ କିଛି କହିଲା ? ଆମ ଓଡିଆ ରେ ଭଞ୍ଜଙ୍କ "ନକର ରେ ରାମା ମାନ" ଗୀତ ଟି କଲ୍ୟାଣ ରାଗରେ ପରମ୍ପରା କ୍ରମେ ବୋଲାଯାଉଥିଲା। ତାକୁ ପ୍ରଫୁଲ୍ଲ କର ଭୈରବୀ ରାଗ ରେ ସ୍ବର କରିଛନ୍ତି। ଏବଂ ଏହା ବହୁ ମାତ୍ରାରେ ଏବେ ଆଦୃତ ମଧ୍ୟ। ଏମିତି ଅନେକ ଉଦାହରଣ। ଲେଖିଲେ ବହୁତ ଲମ୍ବା ହେବ। ତେବେ ଏ ଭିଡ଼ିଓ ଟି ଦେଖି ଆପଣ ନିଜ ମତାମତ ରଖିଛନ୍ତି, ସେଥିଲାଗି ଶରତ ସଙ୍ଗୀତ କୃତଜ୍ଞତା ଜ୍ଞାପନ କରୁଛି। ସ୍ବର ବଦଳି ଯିବାରୁ ଯେବେ ଆପଣଙ୍କୁ ଖରାପ୍ ଲାଗିଛି, ସେଥିଲାଗି ଶରତ ସଙ୍ଗୀତ ଆପଣଙ୍କ ପାଖରେ କ୍ଷମା ପ୍ରାର୍ଥୀ। ନମସ୍କାର।
ଵହୁତଭଲଲାଗିଲାଜୁହାର
Bilkul thik laguni bikrut swar re abruti.Tenu dhyan debaku anurodh.
ଆପଣଙ୍କ ଅନୁରୋଧ ଆମ ପାଇଁ ଆଶୀର୍ବାଦ ସ୍ବରୂପ। ତେବେ ଚିରାଚରିତ ପ୍ରଥା ରେ ଯେବେ କିଛି ନୁତନ ସୃଜନୀ ଶକ୍ତି ପ୍ରବେଶ କରେ, ଚାହାକୁ ଅନେକ ସହଜ ରେ ଗ୍ରହଣ କରିପାରନ୍ତି ନାହିଁ। ତେବେ ଆପଣଙ୍କ ପରି ସଂଗୀତ ଶ୍ରଦ୍ଧାଳୁ ଏହାକୁ ଦେଖି ଆପଣଙ୍କ ନିଜସ୍ଵ ମତାମତ ଓ ପରାମର୍ଶ ଦେଇଛନ୍ତି ଏଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର
@@saratsangeet2896 🙏🙏Bahut khusi lagila apanakar Swikaryata paeen, dhanyawad.
ବହୁତ ବହୁତ ଧନ୍ୟବାଦ।@@sunilpandabowshisheadatthe2290
Time west
Waste (west) always stands to value the Best. Hence waste time is also deserved some value.However, thank you for watching the video.
Ghanakalia Kala madhye Kalpana punia big bang dunia ki najanipare Ghanabalia Kalpana madhye Kala dunia big bang punia ki najanipare
Starmohanmatia.srisrisatyanarayanTemple.Banaras
ଗୀତ ଶୁଣି ମନ ଖୁସି ହୋଇଗଲା।ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ
ଅଜୟ ବାବୁ, ବହୁତ ଧନ୍ୟବାଦ।
Very nice nana
ଆପଣ କୁ ଧନ୍ୟବାଦ ଅତି ସୁନ୍ଦର ଦ୍ଭାବରେ ଗାଇଛନ୍ତି ଆପଣଙ୍କୁ ମୋର ପ୍ରଣାମ
ମହାଦେବ ଆପଣଙ୍କୁ କଲ୍ୟାଣ କରନ୍ତୁ।
ଅତି ସୁନ୍ଦର ଉପସ୍ଥାପନା ଏବଂ ସୁଲଳିତ କଣ୍ଠ ସ୍ବର ❤
ଅନେକ ଅନେକ ଧନ୍ୟବାଦ।
Excellent
ଅତ୍ୟନ୍ତ ସୁନ୍ଦର, ଶ୍ରୁତି ମଧୁର..... ଭଞ୍ଜ ସଂଗୀତ (ଚମ୍ପୁ ), ଗାଇବା ସଂଗୀତଜ୍ଞ ବିରଳ ବର୍ତମାନ
ସମସ୍ତେ ଧନ୍ୟବାଦ୍ ଦେଲ ବହୁତ୍ ସୁନ୍ଦର୍ କହିଲ But କେଉଁ ଟା କିଏ ବୁଝିଲ ଓଡ଼ିଶୀ ନା ଚମ୍ପୁ ❤
Beautiful
Thank you
ଗୀତଟି ଗାଇବାର ଧାରା ବହୁତ ମଧୁର ଲାଗିଲା କାରଣ ଗାଇବାର ଟେକନିକ ଧାରା ବହୁତ ସୁନ୍ଦର ହୋଇଛି ,ଧନ୍ୟବାଦ , କବିଚଣ୍ଡୀ ଦାସ ।
ବିଷ୍ଣୁ ବାବୁ, ମହାଦେବ ଆପଣଙ୍କୁ କଲ୍ୟାଣ କରନ୍ତୁ।
ଚମତ୍କାର ଉପସ୍ଥାପନା । ଧନ୍ୟବାଦ୍ ।
ଭଞ୍ଜନଗର, କୁଲାଡ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମ ସ୍ଥାନ /ଗଞ୍ଜାମ ରୁ କିଏ ଅଛି like କର
ବହୁତ ବହୁତ ଧନ୍ୟବାଦ।
Bahuta sundar gita shwora.
Dhanya dhanya he gayak ....
ମହାଦେବ ଆପଣଙ୍କୁ କଲ୍ୟାଣ କରନ୍ତୁ।
Bahut Sundar
ଧନ୍ୟବାଦ।
ଅତି ସୁନ୍ଦର 🙏💐
Really i feel very proud of you for your great contribution to our traditional odissi vocal music.Excellent singing with violin great performance ❤❤❤❤❤
Thank you so much for inspiring.
Very very nice👍🌹👌💐
Ati sundar gita❤
Thank you
ସାର୍ ପ୍ରଣାମ 🙏, ଧନ୍ୟ ସେହି ଛାତ୍ରଛାତ୍ରୀ ବୃନ୍ଦ ଯିଏକି ଆପଣଙ୍କୁ ଗୁରୁ ରୂପେ ପାଇଛନ୍ତି। ଆପଣଙ୍କୁ ମୋର ଶତ ଶତ ବିନମ୍ର ପ୍ରଣାମ 🙏।
ମହାଦେବ ତୁମର କଲ୍ୟାଣ କରନ୍ତୁ।
ବହୁତ ସୁନ୍ଦର ଗୀତ ମନ ତୃପ୍ତ ହୁଇଗଲା 🙏🙏🙏
Sundar syara sar 👍👏👏👏
ମହାଦେବ ମଙ୍ଗଳ କରନ୍ତୁ।
ବହୁତ ବହୁତ ସ୍ମୃତି ମଧୁର ହୋଇଛି🎉
ଜଗନ୍ନାଥ ବୀବୁ ଙ୍ଗ ମହାପ୍ରଭୁ ଶ୍ରୀଜଗନ୍ନାଥ ମଙ୍ଗଳ କରନ୍ତୁ ଏହି ଶୁଭକାମନା ସହିତ,।
ହର ହର ମହାଦେବ।
Bahuta bhala lagila.Kabi Samrtanka a chanda ajikalika pila suniba darakar.
ବହୁତ ଧନ୍ୟବାଦ।
Bahut sundar 🙏
Thank you.
ଅତି ସୁନ୍ଦର
Thank you
Mind blowing song, Thank you🌹🌹🌹, sir
Thank you so much.
Bahut sundar
Thank you.
Thank you.
Apan nku mor satkoti pranam grahan karantu jay shree ram jay jagannath
ମହାପ୍ରଭୁ କଲ୍ୟାଣ କରନ୍ତୁ।
Good tone for vaulane,s and Bhanja song. Mahima Alekh...,.
Waooo old is super gold thanks mama
So sweet.
Hare Krishna
Hare Krishna
Very sweet voice sir Amshupan youtube ♥️
ସୁନ୍ଦର ଭାବରେ
ବହୁତ ବହୁତ ଧନ୍ୟବାଦ।
Jay sanatani
ok ke beutiful song
❤❤❤❤
Very good singer
Thank you
Jay Jagannath 🙏
ହୃଦୟସ୍ପର୍ଶୀ ରୋମାଞ୍ଚକ ବର୍ଣ୍ଣନା ହୋଇଛି।
ବହୁତ ବହୁତ ଧନ୍ୟବାଦ।
🙏👍
Thank sir your tone is so beautiful
Thank you Kalyani.
ଧନ୍ୟବାଦ
Very nice.
Dhanybada
ମହାଦେବ ମଙ୍ଗଳ କରନ୍ତୁ।
So beautiful
Thank you so much.
Thank you old is gold
Har Har Mahadev.
JAYSITARAM
Jay Shri Ram
ହୃଦୟ ସ୍ପର୍ଶି 5:58
ବହୁତ ବହୁତ ଧନ୍ୟବାଦ।
Gosain Kouthi Dekhila Nabina Bayasi Bala Dayakari Kahelanahi
ଗୀତଟି ଅଟେ ମଧୁର ଯେ ମୁଁ ବାର ବାର ଶୁଣୁ ଛି
ଯେ ନୃତ୍ୟ ସଂଗୀତ ରେ ପୂର୍ଣ୍ଣ ବ୍ରହ୍ମ ସେହି ଭଗବାନ ଶଙ୍କର ସର୍ବଦା କଲ୍ୟାଣ କରନ୍ତୁ ଏହି ଶୁଭକାମନା ସହିତ।
ହର ହର ମହାଦେବ।
@@saratsangeet2896ଅଜସ୍ର ଧନ୍ୟବାଦ 🙏🙏 ଓଡ଼ିଆ ରୀତି କାବ୍ୟ ସଙ୍ଗୀତ କୁ ଅତି ସୁମଧୁର ଗାନ କରୁଥିବାରୁ🙏👌💐💐
ଆଜ୍ଞା ହେଲାନି ଆଉ ଟିକେ ଗଡି ଥାଆନ୍ତା।ଡବଲ ହେବ ନାହିଁ
ଆପଣଙ୍କ ସୁଚିନ୍ତିତ ମତାମତ ମନେ ରଖିବି। ମତାମତ ପାଇଁ ଅନେକ ଧନ୍ୟବାଦ୍।
Radha Krishna ek,but 2 rup, e 2 prem hi satyo,nityo,sansar prem nuho kam
ସଙ୍ଗୀତ ଟି ର ଅର୍ଥକୁ ଆପଣ ଆଧୁନିକ ରୁପ ଦେଇଛନ୍ତି. ପ୍ରକୃତ ରୁପ ମୋ ଯାଣିବାରେ ଅନ୍ୟ ଅର୍ଥ ହୋଇପାରେ,
ଆପଣଙ୍କ ମତାମତ ପାଇଁ ହୃଦୟ ରୁ ଧନ୍ୟବାଦ।
Ajiikalira gayak ku emiti gita ku 20 tharare ok karibe ?
ମହାପ୍ରଭୁ ଆପଣଙ୍କୁ ସପରିବାର କଲ୍ୟାଣ କରନ୍ତୁ ଏହି ଶୁଭକାମନା ସହିତ,
ହର ହର ମହାଦେବ।
Pranam sir
ମହାପ୍ରଭୁ କଲ୍ୟାଣ କରନ୍ତୁ।
Thank u❤❤❤❤❤
Thank you
ଭାଷା ବିନା ବିଜ୍ଞାନ ସମ୍ଭବ ନୁହେଁ।
ଏହି ଭାଷାକୁ ରୁଦ୍ଧିମନ୍ତ କରିଥିବା ବ୍ୟକ୍ତି ମାନଙ୍କ ଭିତରେ ଘୁମୁସର ରାଜ୍ୟର ଜଣେ ବିଶିଷ୍ଟ କବି ଥିଲେ କବି ମାନଙ୍କର ସମ୍ରାଟ ଉପେନ୍ଦ୍ର ଭଞ୍ଜ।
ଏତେ ସୁନ୍ଦର ମତାମତ ପାଇଁ ମହାଦେବ ଆପଣଙ୍କୁ କଲ୍ୟାଣ କରନ୍ତୁ। ଶରତ ସଙ୍ଗୀତ ତରଫରୁ ଅନେକ ଅନେକ ଧନ୍ୟବାଦ।
ପାଗଳଙ୍କ ପ୍ରଳାପ l
ପାଗଳ ର ପ୍ରଳାପ ଆପଣଙ୍କ ପରି ଜ୍ଞାନୀ ଗୁଣି ବ୍ୟକ୍ତି ଶୁଣି ଓ ଅମୂଲ୍ୟ ସମୟ ଦେଇ ନିଜର ସୁଚିନ୍ତିତ ବିଜ୍ଞ ମତାମତ ରଖିଛନ୍ତି, ସେଥିଲାଗି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମହାପ୍ରଭୁ ଆପଣଙ୍କ ସପରିବାର ଙ୍କୁ କଲ୍ୟାଣ କରନ୍ତୁ ଏହି ଶୁଭକାମନା ସହିତ।
ହର ହର ମହାଦେବ।
ପୁରା ଖଇଚା ବିଶ୍ୱେ ପତି ତ ପା ବନ ନାମ ରହିଲା
ରାଜକିଶୋର ବାବୁ। ଖଇଚିଆ କୁ ସ୍ବୀକାର କରୁଛି। ତେବେ ଆପଣ ଦେଖି ନିଜର ମତାମତ ରଖିଛନ୍ତି ସେଥିଲାଗି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ପରିଡା ବାବୁ ଏହା ଶରୀର ତତ୍ୱ ଉପରେ ଆଧାରିତ କନ୍ତୁ ପ୍ରେମିକ ମାନଙ୍କ ପାଁଇ ମନରଞ୍ଜନ
ଆଜ୍ଞା, ମୋ ନାମ ଶରତ ଧଳ। ତେବେ, ପିଣ୍ଡ ଯେଉଁଠି ବ୍ରହ୍ମାଣ୍ଡ ସେଇଠି। ଶରୀର ଯେଉଁଠି ଆତ୍ମା ସେଇଠି ଆଉ ପରମାତ୍ମା ମଧ୍ୟ ସେଇଠି। ସମଗ୍ର ବ୍ରାହ୍ମଣ୍ଡ ଶରୀର ତତ୍ତ୍ଵ ମୟ। ଆପଣ ଗୁଣୀ , ତେଣୁ କଥାଟି ଠିକ୍ ଧରିଛନ୍ତି। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍।
ହର ହର ମହାଦେବ।
All are ragine said you.
This is said Nanyang Odissi. Any way Thank you for watching the video.
Bayasi not byata
May be. The Lion became old. However, you have seriously listen to it. Thank you so much.
Swara change kahin ki hela
ଆଜ୍ଞା, "ବନ୍ଦେ ମାତରଂ" ଯାହା କି ଆମର ଅନ୍ୟତମ ଜାତୀୟ ସଂଗୀତ ଓ ସ୍ବର ଟି ଭାରତ ସରକାରଙ୍କ ଦ୍ୱାରା ସ୍ବୀକୃତ ଓ ଯାହା ପ୍ରତ୍ୟେକ ସକାଳେ ରେଡ଼ିଓ ଷ୍ଟେସନ ଖୋଲିଲେ ବାଜେ ତାକୁ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ AR Rahman ନିର୍ଦ୍ଦେଶନାରେ ଭାରତ ରତ୍ନ ଲତା ମଙ୍ଗେସକର ଅନ୍ୟ ସ୍ବର ରେ ଗାଇଲେ।କିଏ କ'ଣ କିଛି କହିଲା ? ଆମ ଓଡିଆ ରେ ଭଞ୍ଜଙ୍କ "ନକର ରେ ରାମା ମାନ" ଗୀତ ଟି କଲ୍ୟାଣ ରାଗରେ ପରମ୍ପରା କ୍ରମେ ବୋଲାଯାଉଥିଲା। ତାକୁ ପ୍ରଫୁଲ୍ଲ କର ଭୈରବୀ ରାଗ ରେ ସ୍ବର କରିଛନ୍ତି। ଏବଂ ଏହା ବହୁ ମାତ୍ରାରେ ଏବେ ଆଦୃତ ମଧ୍ୟ। ଏମିତି ଅନେକ ଉଦାହରଣ। ଲେଖିଲେ ବହୁତ ଲମ୍ବା ହେବ। ତେବେ ଏ ଭିଡ଼ିଓ ଟି ଦେଖି ଆପଣ ନିଜ ମତାମତ ରଖିଛନ୍ତି, ସେଥିଲାଗି ଶରତ ସଙ୍ଗୀତ କୃତଜ୍ଞତା ଜ୍ଞାପନ କରୁଛି। ସ୍ବର ବଦଳି ଯିବାରୁ ଯେବେ ଆପଣଙ୍କୁ ଖରାପ୍ ଲାଗିଛି, ସେଥିଲାଗି ଶରତ ସଙ୍ଗୀତ ଆପଣଙ୍କ ପାଖରେ କ୍ଷମା ପ୍ରାର୍ଥୀ। ନମସ୍କାର।
ଵହୁତଭଲଲାଗିଲାଜୁହାର
Thank you.
Bilkul thik laguni bikrut swar re abruti.Tenu dhyan debaku anurodh.
ଆପଣଙ୍କ ଅନୁରୋଧ ଆମ ପାଇଁ ଆଶୀର୍ବାଦ ସ୍ବରୂପ। ତେବେ ଚିରାଚରିତ ପ୍ରଥା ରେ ଯେବେ କିଛି ନୁତନ ସୃଜନୀ ଶକ୍ତି ପ୍ରବେଶ କରେ, ଚାହାକୁ ଅନେକ ସହଜ ରେ ଗ୍ରହଣ କରିପାରନ୍ତି ନାହିଁ। ତେବେ ଆପଣଙ୍କ ପରି ସଂଗୀତ ଶ୍ରଦ୍ଧାଳୁ ଏହାକୁ ଦେଖି ଆପଣଙ୍କ ନିଜସ୍ଵ ମତାମତ ଓ ପରାମର୍ଶ ଦେଇଛନ୍ତି ଏଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର
@@saratsangeet2896 🙏🙏
Bahut khusi lagila apanakar
Swikaryata paeen, dhanyawad.