Harekrushna hare krushna.krushna krushna hare hare.hare rama hare rama rama rama hare hare.Hari amruta hari katha amruta..pravunka padatale ananta koti pranam.🙏🙏🙏❤
Om namo shibay bhagaban sankar apana nkara magala karantu it's my prayer 🙏 kali bhagaban shiba nka kathabastu suniba ku lekhithili aji suni bahut khusi lagila jay hooo❤
Jay jagannath sir pranam.❤❤❤
ଜୟ ଜଗନ୍ନାଥ 🙏🙏
Padmakeshari Upadhi bhusita Harihar Sir nku koti pranam 🙏🙏🙏Ahuri agaku badhantu 🙏🙏🙏 You are proud of Odisha🙏🙏🙏🙏🙏🙏🙏🙏🙏🙏🙏 👍👍👍👍👌👌👌👌👍👍👍
Thank u so much and God bless u
Jay jagannath❤ omm namah shivaya❤
ଜୟ ଜଗନ୍ନାଥ 🙏🙏🙏♥🙏🙏🙏
Om namha sivaya🙏
ଜୟ ଜଗନ୍ନାଥ 🙏🙏🙏
Omm Namaha Sibaya
କଲ୍ୟାଣ ହେଉ ତୁମର 🙏🙏
ଆପଣଙ୍କ ପ୍ରବଚନ ଏତେ ସରସ ସୁନ୍ଦର ହେଉଛି ଯେ
ମନ କିଣି ନୋଉଚି. ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ. ଆପଣଙ୍କ ଚଲାପଥ କୁସୁମିତ ହେଉ.
ଆପଣଙ୍କ ଏମିତି ଆଶୀର୍ବାଦ ରହିଥାଉ, ଖନା କଣ୍ଠରେ ପ୍ରଭୁ ବାଣୀ ଏମିତି ଶୁଣାଉଥାଏ, ଧନ୍ୟବାଦ ସହ ଜୟ ଜଗନ୍ନାଥ 🙏🙏🙏
Harekrushna hare krushna.krushna krushna hare hare.hare rama hare rama rama rama hare hare.Hari amruta hari katha amruta..pravunka padatale ananta koti pranam.🙏🙏🙏❤
ବହୁତ ବହୁତ ଧନ୍ୟବାଦ ଜୀନା ମ୍ୟାଡ଼ାମ 🙏🙏🙏🙏
ଚାତକ ଯେମିତି ବର୍ଷା କୁ ଚାହିଁ ରହିଥାଏ.... ଆମେ ଦୁଇ ପ୍ରାଣୀ ସେମିତି ଆପଣଙ୍କ ବାଟ କୁ ଚାହିଁ ରହିଛୁ.
🙏🙏🙏♥🙏🙏🙏
Jay Sri ram 🙏🙏
ଜୟ ଜଗନ୍ନାଥ 🙏🙏🙏
Jay Jagannath 🙏🙏🙏🙏🙏
ଜୟ ହୋ ଜୟ ହୋ 🙏🙏🙏
Bahut bala ati sundar upastapana .hari sir.Jay ho preemre
ଆପଣ ବହୁତ ଭଲ ହେଇଥିବାରୁ ଆପଣଙ୍କୁ ସବୁ ଭଲ ଲାଗୁଛି 🙏🙏🙏
Jay shree ram
ଜୟ ସୀତାରାମ 🙏🙏🙏
Bastaba re aapanankar kahiba o gaaeba both are very nice You are all-rounder 🙏🙏👌👌
ଧନ୍ୟବାଦ ଭାଇ, ମୋ ଭଳି ମୁର୍ଖକୁ ଏତେ ବଡ଼ ଆସନ ଦେଇଥିବାରୁ, ଜୟ ଜଗନ୍ନାଥ 🙏🙏🙏🙏
Har har Mahadev
ଜୟ ଶ୍ରୀରାମ 🙏🙏🙏
sir pranam❤❤❤
ଜୟ ଜଗନ୍ନାଥ 🙏🙏🙏
Jai shree jagannath namo
ଜୟ ଜଗନ୍ନାଥ
Om namo shibay bhagaban sankar apana nkara magala karantu it's my prayer 🙏 kali bhagaban shiba nka kathabastu suniba ku lekhithili aji suni bahut khusi lagila jay hooo❤
ଓଁ ନମଃ ଶିବାୟ 🙏🙏🙏
Jay jaganath 🙏🙏🙏
ଜୟ ଜଗନ୍ନାଥ 🙏🙏
ଓଁ ନମଃ ଶିବାୟଃ🙏❤️🙏
ଧନ୍ୟବାଦ, ଓଁ ନମଃ ଶିବାୟ 🙏♥🙏
ଜୟ ଜଗନ୍ନାଥ ଆଜ୍ଞା, 🙏 ପ୍ରଣାମ ଅତି ସୁନ୍ଦର କଥାଟି କହିଛନ୍ତି ଜୟ ଶିବ ଗୌରୀ ଙ୍କ ଜୟ 🙏🙏🙏🙏🙏🙏
ଧନ୍ୟବାଦ, ଓଁ ନମଃ ଶିବାୟ 🙏🙏
Hare Krushna 🙏
Happy Mohini Ekadashi ❤
ପବିତ୍ର ଏକାଦଶୀର ଶୁଭେଚ୍ଛା 🙏🙏🙏
ଗୌରୀ ଶଙ୍କର ଯୁଗଳ ମୁରତି
ଜୟ ପ୍ରଭୂ ହନୁମାନ
ଶ୍ରୀରାମଙ୍କ କାର୍ଯ୍ୟ କରିବା ପାଇଁକି
ତୁମ୍ଭେ ହୁଅ ବଳବାନ
ହୃଦୟରେ ପୂଜା ସୀତାରାମ ମୂର୍ତ୍ତି
ତୁଣ୍ଡେ ସଦା ରାମ ନାମ
ତୁମ୍ଭେ ସ୍ଵୟଂ ପ୍ରଭୁ ହରି-ହର ମୂର୍ତ୍ତି
ତୁମ୍ଭଙ୍କୁ କୋଟି ପ୍ରଣାମ
ଜୟ ଜଗନ୍ନାଥ ମହାପ୍ରଭୁ❤❤❤🙏🙏🙏
ବହୁତ ବଢିଆ ବାଦଲ ଜୀ 🙏🙏
Keep it up
🙏🙏🙏🙏aapan nka kathare jemit Amruta achhi aapanka rupa re semiti dibyata achhi mind relax hoegala Jay hanuman
🙏🙏🙏🙏🙏🙏🙏
ହେ ପ୍ରଭୁ!!!!କାଳିଆ ସାଆନ୍ତେ 🙏🙏
Pranam 🙏🙏🙏🙏
ମଙ୍ଗଳ ହେଉ 🙏🙏
ଅତି ସୁନ୍ଦର ଗାଇବା ଶୈଳି ମନ ମୁଗ୍ଧକର ,ଜୟ ହନୁମାନ
ଧନ୍ୟବାଦ, ଜୟ ଶ୍ରୀରାମ 🙏🙏🙏
ପ୍ରଭୁ ହନୁମନ୍ତ ତୁମେ ରାମ ଭକ୍ତ
ତୁମ ଚରଣରେ ମୋର ପ୍ରଣିପାତ
ରାମ ନାମ ଧରି ହୋଇଯିବ ପାରି
ଏଇ ମୋ ଜୀବନ ପଥ
ପବନ ସୁତ ତୁମେ ହେ ବଡ କରୁଣାବନ୍ତ
ରାମ ଙ୍କ ପାଖରେ ଯୋଡ ତୁମେ ହସ୍ତ
ତୁମ ପାଖେ ମୋର ମସ୍ତକ କରୁଛି ନତ
Wah.. Very nice, thanks a lot 👌👌👌
ଜୟ ହନୁମାନ ପବନ ନନ୍ଦନ
ରଘୁନାଥ ପଦ କିଙ୍କର(ଅତି ସୁନ୍ଦର ଏ ଗୀତଟି ଯେ ଲେଖୀଛନ୍ତି ତାଙ୍କୁ ମୋର ଅଶେଷ ପ୍ରଣାମ )
ଶାସ୍ତ୍ରରେ କଣ ଲେଖାଅଛି ସେ ଜ୍ଞାନ ତ ମୋର ନାହିଁ କିନ୍ତୁ ଆପଣ ଯେମିତି ତନ୍ନ ତନ୍ନ କରି ବୁଝାଇ ଯେଉଁ ଶିକ୍ଷା ଦିଅନ୍ତି ତାହା ଅବର୍ଣ୍ଣନୀୟ। ବାରମ୍ବାର ପ୍ରଣାମ ଆପଣଙ୍କୁ ପଣ୍ଡିତ ଜୀ।
🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ
ଜୟ ହନୁମାନ ପବନ ନନ୍ଦନ
ରଘୁନାଥ ପଦ କିଙ୍କର (ଅତି ସୁନ୍ଦର ଏ ଗୀତଟି ଯେ ଲେଖୀଛନ୍ତି ତାଙ୍କୁ ମୋର ଅଶେଷ ପ୍ରଣାମ) ଶାସ୍ତ୍ରରେ କଣ ଉଲ୍ଲେଖ ଅଛି ସେ ଜ୍ଞାନ ତ ମୋର ନାହିଁ କିନ୍ତୁ ଆପଣ ଯେମିତି ତନ୍ନ ତନ୍ନ କରି ବୁଝାଇ ଯେଉଁ ଶିକ୍ଷା ଦିଅନ୍ତି ତାହା ଅବର୍ଣ୍ଣନୀୟ। ଯେମିତି ଭକ୍ତି ଲୁଚିକ କରାଯାଏ।ବାରମ୍ବାର ପ୍ରଣାମ ଆପଣଙ୍କୁ ପଣ୍ଡିତ ଜୀ
ଯେମିତି ମୀରା ପ୍ରେମ କରନ୍ତି, ଧନ୍ୟବାଦ 🙏🙏🙏
ଜୟ ଶ୍ରୀହନୁମାନ କି ଜୟ
ଜୟ ହୋ ଜୟ ହୋ 🙏🙏🙏
ଆଜ୍ଞା ଜୟ ଜଗନ୍ନାଥ 🙏 |
ପ୍ରବଚନ ନ ଦେଲେ ନାହି ପଛେ ଆମ ଘର ଆଡେ ଟିକେ ଆସି ବୁଲିକି ଯାଆନ୍ତୁ |
ନିଶ୍ଚୟ ଯିବି ଭାଇନା, ମନ ଉଣା କରନ୍ତୁନି, ଜୟ ଜଗନ୍ନାଥ 🙏🙏♥🙏🙏
Emiti apana prabhu hanuman Lila chadu thanatu🙏🙏🙏🙏💐💐💐💐
ଧନ୍ୟବାଦ, ଜୟ ଜଗନ୍ନାଥ 🙏🙏
କି ମଧୁର ହସହସ ରେ ପ୍ରତ୍ୟେକ ଶବ୍ଦ ସ୍ବଚ୍ଛ କରି ରାମରସ ପିଆଛନ୍ତି ଆନନ୍ଦ ହିଁ ଆନନ୍ଦ,ଜୟ ଶ୍ରୀ ହରି ରି❤❤
ଜଗନ୍ନାଥ ମଙ୍ଗଳ କରନ୍ତୁ, ଧନ୍ୟବାଦ ସହ ଜୟ ଶ୍ରୀରାମ 🙏♥🙏
Puskarini re kadhi absthate thibabrle jemiti Padma tie surya kiranaku apekya karithae au kirana padila matre prasphutita hue tkik semiti manare adyatma bhaba thile manare Prabhu baktirupaka surya kirana re Padma rupaka uttama minisha srusti hevata thaya.jay Shree Jagannath sir 😁😁😁😁🙏🙏🙏❤️bhari bhaba grabhaka upstapana apnakara
ଅଶେଷ ଧନ୍ୟବାଦ ପ୍ରିୟାଂଶା
Mo upare amiti hata thau sir 🙏❤️ 😁😁😁😁😁😁😁😁😂
Apananka samnare basiki delly sunibaku ichha heuchi hele sujoga nahi
ଏ ମନ ଭାବୁଥାଏ ଯାହା,କାଳେ ପ୍ରାପତ ହୁଏ ତାହା... ନିଶ୍ଚୟ ସୁଯୋଗ ଆସିବ, ଶ୍ରଦ୍ଧା ପାଇଁ ଅଶେଷ ଧନ୍ୟବାଦ 🙏🙏🙏
Bhai apanka mukharu sri ram nka ra katha sunile mana re bhaki asijae bhai.. Mana pabitra hoijauchi tumara sri ram sabu mangalamay karantu.. 🙏🙏🙏❤
ଅଶେଷ ଧନ୍ୟବାଦ, ଜଗନ୍ନାଥ ମଙ୍ଗଳ କରନ୍ତୁ 👌🙏