How Different Are The Former CM And The Present CM ? || EP 15 || Podcast With Odisha CM Mohan Majhi

แชร์
ฝัง
  • เผยแพร่เมื่อ 16 ก.ย. 2024
  • ଗୁଣ୍ଡା, ଲୁଟେରା ସବୁ ବନ୍ଧା ହେବେ ! ଓଡିଶାକୁ ଫେରିବ ଲୁଟ୍ ସମ୍ପତ୍ତି । ଖୁବଶୀଘ୍ର ନୂଆ ନିଯୁକ୍ତି ।
    #ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #specialprogramme #Mohanmajhi #chiefministerofodisha #InterviewWithMohanmajhi
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    ନବୀନ ପଟ୍ଟନାୟକ - ମୋହନ ମାଝୀ କେତେ ଭିନ୍ନ ? Interview With Odisha CM Mohan Majhi | EP 16 | Argus Podcast
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    TH-cam- / @argusdigital.official
    Instagram: / argustvdigital

ความคิดเห็น • 6K

  • @gangadharsahu9006
    @gangadharsahu9006 3 หลายเดือนก่อน +430

    Bahut dina pare odia katha suni paku sujoga milichhi ..... ❤

    • @ArunBehera-vg9tl
      @ArunBehera-vg9tl 2 หลายเดือนก่อน +46

      ତା କଥା ଶୁଣିଲେ ଗରିବଙ୍କ ପେଟ ପୁରିବନି

    • @santoshkumarpanda9968
      @santoshkumarpanda9968 2 หลายเดือนก่อน +17

      Ha suna Khali suna😂😂😂

    • @santoshkumarpanda9968
      @santoshkumarpanda9968 2 หลายเดือนก่อน +6

      Gunda gari start heigalani😂

    • @sanjaymeher2261
      @sanjaymeher2261 2 หลายเดือนก่อน +5

      ଓଡ଼ିଆ ଶୁଣିଲେ କଣ ହେବ

    • @AllhaSuarwala
      @AllhaSuarwala 2 หลายเดือนก่อน

      ​@@sanjaymeher2261 ଓଡ଼ିଆ ଶୁଣିଲେ ଭଲ, ଇଂରାଜୀ ନୁହେଁ।

  • @rklhorortv3313
    @rklhorortv3313 3 หลายเดือนก่อน +447

    ଯେତେ ଶୁଣିଲେ ବି ଭାରି ଖୁସି ଲାଗୁଛି respected CM sir ଙ୍କ ମନ ଖୋଲା କଥା
    ଏତେ ସରଳ ଲୋକ ଟିଏ ମୁଖ୍ୟ ମନ୍ତ୍ରୀ ହୋଇ ପାରନ୍ତି
    Realy u are great sir ❤❤

    • @AkLion-s4q
      @AkLion-s4q 3 หลายเดือนก่อน +2

      Hn bala gote press conference aga rakahntu 1 yr pare ame janibu📌..amti godi channel ku interview re kichi labha nahi

  • @prabhatkumardigal1402
    @prabhatkumardigal1402 3 หลายเดือนก่อน +155

    ଉଚ୍ଚ ହେବ ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା ଆମ ଓଡ଼ିଆ ଭାଷା କହି ପାରୁଥିବା ଆମ ଓଡ଼ିଆ ଭାଷା କହି ବୁଝି ପାରୁଥିବା ମୁଖ୍ୟ ମନ୍ତ୍ରୀ ଟିଏ ପାଇ ଆମେ ଆଦିବାସୀ ପରିବାର ବହୁତ୍ ଖୁସି ଜୟ ଜଗନ୍ନାଥ

    • @mrraju6194
      @mrraju6194 หลายเดือนก่อน +1

      Seithi pain ta bjp ru kehi musalman nahanti ,Bhai ku Bhai pari dekha

  • @kumarbulu6251
    @kumarbulu6251 3 หลายเดือนก่อน +1986

    ଦୀର୍ଘ ୨୫ ବର୍ଷ ପରେ ଓଡ଼ିଆ ଭାଷାରେ ଜଣେ ମୁଖ୍ୟମନ୍ତ୍ରୀ କଥା ହେଉଛନ୍ତି ବହୁତ୍ ଖୁସି ଲାଗୁଛି.

    • @Manu-nz8gx
      @Manu-nz8gx 3 หลายเดือนก่อน +44

      Yes

    • @Govindasoren
      @Govindasoren 3 หลายเดือนก่อน +49

      ସେମାନେ ସାନ୍ତାଳୀ ହେଇ କେତେ ସୁନ୍ଦର ଓଡ଼ିଆ କହୁଛନ୍ତି

    • @kcpatnaik265
      @kcpatnaik265 3 หลายเดือนก่อน +8

      Can I get the Email ID of Hon'ble Chief Minister to apprise him of any emergency local problem! Thanks & regards.

    • @nsahoo548
      @nsahoo548 3 หลายเดือนก่อน +27

      Odia bhasa re heigale kan heijiba???? Kan cm post na seita odia language class teacher post... Lol😅😅😅

    • @girishkch6678
      @girishkch6678 3 หลายเดือนก่อน

      ​@@nsahoo548 ore chudi LOL odisha cm hoie odiya janiva minimum requirement..

  • @sarbeswarnayak3286
    @sarbeswarnayak3286 3 หลายเดือนก่อน +42

    ଖୁବ୍ ସୁନ୍ଦର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ....
    ଭଲ ଲାଗିଲା।
    ସେଥିପାଇଁ ଅଶେଷ ଧନ୍ୟବାଦ୍।
    ଜୟ ଜଗନ୍ନାଥ....

  • @cineworld2322
    @cineworld2322 3 หลายเดือนก่อน +121

    ଓଡ଼ିଆ ଭାଷାରେ ମୁଖ୍ୟମନ୍ତ୍ରୀ ଙ୍କ ଭାବପୂର୍ଣ୍ଣ ଆଲୋଚନା, ବହୁତ୍ ଖୁସି ଲାଗିଲା ... ଆମେ ଓଡ଼ିଆ ଭାରି ବଢିଆ , ଆଗକୁ ବଢନ୍ତୁ sir.. ସାରା ଓଡ଼ିଶାବାସୀ ଆପଣଙ୍କ ସାଥିରେ ଅଛନ୍ତି ...🙏👍

    • @KrushnaChDalai
      @KrushnaChDalai 3 หลายเดือนก่อน

      Besi katha kuhani majhi babu.... Kama kara...

    • @nareshbariha5132
      @nareshbariha5132 3 หลายเดือนก่อน

      ଭଲ କାମ କଲେ ସାଥୀରେ😊 ହେନ୍ତା ନି ହେଲେ ଚଠା ମାନେ ପଛେ ଥିସନ 😂😂😂

  • @subhadaswain
    @subhadaswain 3 หลายเดือนก่อน +258

    Congratulations sir...sir ଦୟାକରି ଓଡ଼ିଶା ରେ exam ରେ ହେଉଥିବା corruption ଉପରେ ଧ୍ୟାନ ଦିଅନ୍ତୁ । ବହୁତ୍ ପିଲା ଙ୍କ ଭବିଷ୍ୟତ ଅନ୍ଧକାର ହେଉଛି।

    • @daviddicosta151
      @daviddicosta151 3 หลายเดือนก่อน +3

      Number ta diya

    • @ruturajsethi9842
      @ruturajsethi9842 3 หลายเดือนก่อน +3

      ​@daviddicosta151ନାଳୁଆ

    • @tapankumarbehera9939
      @tapankumarbehera9939 3 หลายเดือนก่อน +1

      😂😂😂😂

    • @rabirajcreation8219
      @rabirajcreation8219 3 หลายเดือนก่อน

      Mukhymantry ta dhyana debe, hele tanka tale rahuthiba murkha mantry mane ate jaldi thik heba sambhav nai, semane khai khai sikhijichanti, so corruption rahiba semiti, jadi kamiba tike kamiba...

    • @likanray5831
      @likanray5831 3 หลายเดือนก่อน

      Ryt.... education re bjd government re bahut corruption heichi

  • @rajdipmantri2282
    @rajdipmantri2282 3 หลายเดือนก่อน +241

    ଯାହା ହଉ ବହୁତ୍ ବର୍ଷ ପରେ ଆମ ମୁଖ୍ୟ ମନ୍ତ୍ରୀ ଙ୍କ ସହ ସିଧା ସଳଖ କଥାବାର୍ତ୍ତା ଶୁଣିବାକୁ ମିଳିଲା , ବହୁତ୍ ଖୁସି ଲାଗିଲା ❤❤❤

    • @shivarampradhan8049
      @shivarampradhan8049 3 หลายเดือนก่อน +7

      Ama mantri nabin patnaik😊😊

    • @Jobofodiasha7898
      @Jobofodiasha7898 3 หลายเดือนก่อน

      Right

    • @sabitamishra1493
      @sabitamishra1493 3 หลายเดือนก่อน

      V nn no km nhi। Kbb।
      ।😊 ko​@@shivarampradhan8049

    • @satyasvlog2271
      @satyasvlog2271 3 หลายเดือนก่อน +1

      BJP channel re interview BJP ra
      Kahi khalitare prahasana karuchha

  • @Rahulcreator99
    @Rahulcreator99 3 หลายเดือนก่อน +106

    ଆମେ ବହୁତ ଖୁସି ଯେ , କେତେ ବର୍ଷ ପରେ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଙ୍କୁ ପାଇଛୁ, ଧନ୍ୟବାଦ ସନମନୀୟ ମହୋନ ଚରଣ ମାଝୀ ସଆର

  • @anjalinayak2619
    @anjalinayak2619 3 หลายเดือนก่อน +65

    ମୁଖ୍ୟ ମନ୍ତ୍ରୀ ଙ୍କ କଥା ଶୁଣି ଖୁବ୍ ସୁନ୍ଦର ଲାଗୁଛି। ଏଭଳି ସୁନ୍ଦର ମଣିଷ ପଣିଆ ଥିଲେ
    ରାମ ରାଜ୍ୟ ହେବ ନିଶ୍ଚିତ

  • @Villagemastie
    @Villagemastie 3 หลายเดือนก่อน +111

    ସୁନା ହୀରା ହେବାକୁ ଚାହୁଁ ନାହିଁ... ପବିତ୍ର ମାଟି ହେବାକୁ ଚାହୁଁଛି... Whaaa🙏... ଅତି ସୁନ୍ଦର cm sir.... Apanankara personality 🙏

  • @birendrakumarpradhan9263
    @birendrakumarpradhan9263 3 หลายเดือนก่อน +34

    ରାଜ୍ୟର ଉନ୍ନତି ଆଣିବାକୁ ହେଲେ ନିଶା ନିବାରଣ ଜରୁରୀ ଆବଶ୍ୟକ । ଏଥିପାଇଁ ସମସ୍ତେ ସ୍ବର ଉତ୍ତୋଳନ କରିବା ଉଚିତ୍ । ଜୟ ଶ୍ରୀ କୃଷ୍ଣ ନାରାୟଣ । ଧନ୍ଯବାଦ୍ ଆଜ୍ଞା ନମସ୍କାର ।

  • @ajitkumarnath6859
    @ajitkumarnath6859 3 หลายเดือนก่อน +196

    ଏତେ ସୁନ୍ଦର ଭାବେ ଖୋଲା ହୃଦୟ ରୁ ଏମିତି ମିଡିଆ ସାମ୍ନା ରେ କଥା ହେବା.. ସ୍ବାଗତ ଯୋଗ୍ୟ.. ମୋଦି ଜି ଙ୍କ selection ku salute.. ଏମିତି 24 ବର୍ଷ ରେ ଥରେ ବି Ex CM Nabin Patnaik loka kna Saha କେବେ କଥା ହେଇ ନାହାନ୍ତି।।

    • @AnilKanhar-u3m
      @AnilKanhar-u3m 3 หลายเดือนก่อน +2

      Ex CM nku odiya asunathila ki odiya bujhunathile au lokmane englis re katha heijanunathile ta sethipain kehin interview neunathile

    • @BijayalaxmiMajhi-oe5qn
      @BijayalaxmiMajhi-oe5qn 3 หลายเดือนก่อน

      Ri8

    • @Mr.Harimohan
      @Mr.Harimohan 3 หลายเดือนก่อน

      💯

    • @actiond7459
      @actiond7459 2 หลายเดือนก่อน

      ​@@AnilKanhar-u3m odisha ro sikhya yajana ku bjd sarkar khau thila auu english loko kemiti janibe

    • @CollectionMusic-oj5lc
      @CollectionMusic-oj5lc 2 หลายเดือนก่อน

      Good bro

  • @santoshganjamvlog
    @santoshganjamvlog 3 หลายเดือนก่อน +115

    ସାର୍ ଆପଣଙ୍କୁ ଅନୁରୋଧ ଓଡ଼ିଶା ରେ ମଦ ବନ୍ଦ କରାଯାଉ ❤❤

    • @user-ry7qd9zl8i
      @user-ry7qd9zl8i 2 หลายเดือนก่อน +3

      Prathamey Keonjhar ry mada band karntu😂😂😂

  • @akankshanayak247
    @akankshanayak247 3 หลายเดือนก่อน +593

    " ମୁଁ ସୁନା କି ହୀରା ହେବାକୁ ଚାହୁଁ ନାହିଁ, ଓଡ଼ିଶା ହେଉଛି ମୋର ମାଁ ଓ ମୁଁ ସେ ମାଟି ହେବାକୁ ଚାହୁଁଛି।" ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି ପଦୁଟିଏ କଥା ମୋର ମନ କିଣି ନେଲା। ଆଶା କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ କଥା ରଖିବେ ଓ ଓଡ଼ିଆ ଲୋକ ଏବଂ ଓଡ଼ିଶା ପାଇଁ ବହୁତ କିଛି ଭଲ କାମ କରିବେ।

    • @conscious_nationalism
      @conscious_nationalism 3 หลายเดือนก่อน +7

      Beautiful lines ❤❤

    • @hemichhare
      @hemichhare 3 หลายเดือนก่อน +6

      Media Bala script lekhideichhanti😅

    • @sidhikumari9025
      @sidhikumari9025 3 หลายเดือนก่อน

      ​@@hemichharehm Tu jaiki lekhizhilu bodhe jemity atamo Nebaeen jjane lekhidele se padhivi paruno thile

    • @kodidatascientist6978
      @kodidatascientist6978 3 หลายเดือนก่อน +5

      To the pm sir only bhubaneswar, Cuttack, puri development hi nahi amaraa koraput, rayagda, ramnaguda develop karantu.

    • @Globoindia
      @Globoindia 3 หลายเดือนก่อน

      Yes

  • @ashirbad4188
    @ashirbad4188 3 หลายเดือนก่อน +37

    ପ୍ରଥମ ଥର ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଙ୍କ ସାକ୍ଷାତ କାର ଦେଖି ବହୁତ୍ ଖୁସି ଲାଗିଲା... ରାଜ୍ୟ ରେ ଯେଉଁ ଚିଟ ଫଣ୍ଡ/ ଖଣି ଦୁର୍ନୀତି/ନିଯୁକ୍ତି ଦୁର୍ନୀତି ହେଇଛି.. ତା ଉପରେ ବି ଟିକେ ଧ୍ୟାନ ଦେବା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ🙏🏻

  • @SatrughanNayak-qf1rt
    @SatrughanNayak-qf1rt 3 หลายเดือนก่อน +623

    ଆପଣ ଙ୍କ ବହୁତ୍ ବଡ଼ ହୃଦୟ, ତ୍ରିନାଥ ବାବୁଙ୍କୁ କ୍ଷମା କରି ଦେଲେ, ସେ IIC ସାର୍ ଭଲ ପୋଲିସ୍ ହୋଇଦେଖାଇବା ଦରକାର୍ ସରକାର ଯେ କୌଣସି ଦଳର ହୋଇପାରେ କିନ୍ତୁ ଜନତା ଙ୍କ ବିଶ୍ଵାସ ଯେମିତି ପୋଲିସ୍ ଉପରୁ ନ ଉଠୁ

    • @dogworld5106
      @dogworld5106 3 หลายเดือนก่อน +36

      ମୁଁ ହେଇ ଥିଲେ ମାଲକାନଗିରି ପଠେଇ ଦେଇ ଥାଆନ୍ତି ସତରେ 😊

    • @pramodGharami
      @pramodGharami 3 หลายเดือนก่อน +12

      Manonio mohon sir great aji emiti cm Amo orissa re heichi ame orissa basi ta pai khusi Amo vote bekar gola nahi sir dirghaau hou

    • @KEONJHAR-MSWBABU
      @KEONJHAR-MSWBABU 3 หลายเดือนก่อน +5

      Right bro❤❤❤

    • @KEONJHAR-MSWBABU
      @KEONJHAR-MSWBABU 3 หลายเดือนก่อน

      IIC ku malkangiri ku pathao kete dama acchi... Mu pathei debi sanyasamantu ta gandire guli packing karajiba

    • @Mr_Mukund...
      @Mr_Mukund... 3 หลายเดือนก่อน +18

      Amo Adiwasi heart semiti hin

  • @gangadharbeura3159
    @gangadharbeura3159 3 หลายเดือนก่อน +148

    ମୁଖ୍ୟମନ୍ତ୍ରୀ ସାର୍ ଆପଣଙ୍କ ହୃଦୟ ବହୁତ ବିଶାଳ। ଆପଣଙ୍କୁ ସେ IIC ବହୁତ ଖରାପ ବ୍ୟବହାର କରିଥିଲା। ଆପଣ ତାକୁ କ୍ଷମା କରିଦେଇ ଆପଣଙ୍କ ମହାନତାର ପରିଚୟ ଦେଇଛନ୍ତି। ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ।

  • @roshnimohapatra2797
    @roshnimohapatra2797 3 หลายเดือนก่อน +73

    ସବୁ ର ମୂଳ ରେ ଚକାଡ଼ୋଳା ର ଆଶୀର୍ବାଦ ......ଜୟ ଶ୍ରୀ ଜଗନ୍ନାଥ

  • @debakibehera9700
    @debakibehera9700 2 หลายเดือนก่อน +19

    🙏 ମଦ ବନ୍ଦ କରି ଏକ ସୁନାର ଓଡ଼ିଶା ଆରମ୍ୱ କରନ୍ତୁ, ଜଗନ୍ନାଥ ଆପଣକୁ ଦୀର୍ଘ ଜୀଵୀ କରନ୍ତୁ

  • @odiabloggersandhya1187
    @odiabloggersandhya1187 3 หลายเดือนก่อน +187

    ସାର ଆପଣ ଜଣେ ଖୋଲା ହୃଦୟର ମଣିଷ ଆପଣଙ୍କୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପାଇ ନିଜକୁ ଧନ୍ୟ ମନେ କରୁଛୁ 🙏🙏

  • @bhagirathibarik402
    @bhagirathibarik402 3 หลายเดือนก่อน +109

    ଏଥିରୁ ଠିକ ଠିକ ଠଉରେଇ ହୁଏ ଆମ ନୂଆ ମୁଖ୍ୟମନ୍ତ୍ରୀ କେତେ ଶାନ୍ତ ସରଳ ଆଉ ଜନ ପ୍ରତିନିଧି ...🙏🙏🙏🙏 ଧନ୍ୟବାଦ ଅର୍ଗସ୍ ଏବଂ ଉପସ୍ଥାପକ

  • @bajuramsamad9009
    @bajuramsamad9009 3 หลายเดือนก่อน +153

    ବହୁତ ଭଲ ଲାଗିଲା ଏହି ଭଳି ମହାନ ନେତାଙ୍କର interview ନେଇଥିବାରୁ...ନୂଆ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ

  • @Sandhyarani-xs9ju
    @Sandhyarani-xs9ju 3 หลายเดือนก่อน +29

    ସାର୍ 🙏 ମଦ‌ ବନ୍ଦ୍ କରି ଦିଅନ୍ତୁ 🙏 ନାରୀ ମାନେ ବିଭିନ୍ନ ପ୍ରକାରର କଷ୍ଟ ପାଉଛନ୍ତି 🙏🙏😭😭

    • @Sahu_Santanu_24
      @Sahu_Santanu_24 2 หลายเดือนก่อน

      Sarakar keunthu tanka paiba auu desa chalaiba 😂

    • @7himanshu77
      @7himanshu77 2 หลายเดือนก่อน

      ଖାଲି ମଦ ବନ୍ଦ କଲେ ନାରୀ ମାନଙ୍କୁ କଷ୍ଟ ହେବା ବନ୍ଦ ହୋଇଯିବ କି ପ୍ରଥମେ ଶିକ୍ଷା ଉପରେ ଧ୍ୟାନ ଦେବା ଦରକାର। ଶିକ୍ଷା ରେ ମଧ୍ୟ ପ୍ରଥମେ ଆତ୍ମଜ୍ଞାନ ର ଶିକ୍ଷା ଦେବା ଦରକାର।

  • @mahendranag3155
    @mahendranag3155 3 หลายเดือนก่อน +177

    ତ୍ରିନାଥ ବିଷୟରେ ଯାହା କହିଲେ ସାର୍ ମୋତେ ବହୁତ୍ ବହୁତ ଖୁସି ଲାଗିଲା ସାର୍ ଆପଣ ବହୁତ ମହାନ୍।ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ।

  • @rajkishorebehera3086
    @rajkishorebehera3086 3 หลายเดือนก่อน +98

    ଧନ୍ୟବାଦ ପ୍ରଥମେ ଅରଗସ୍ ଚ୍ୟାନେଲ କୁ ଆମ ମୂଖ୍ୟମନ୍ତ୍ରୀ କୁ ସାକ୍ଷାତ କରିଥିବାରୁ

  • @pramod8018
    @pramod8018 3 หลายเดือนก่อน +337

    ମଦ ବନ୍ଦ କରିବ ବିଜେପି..
    ମୋହନ ମାଝୀ କୁ ଯିଏ ଭଲ ପାଏ 👍 କର

    • @SANDHYARANIDORA-f1m
      @SANDHYARANIDORA-f1m 2 หลายเดือนก่อน +3

      Mada banda hebani ,sabu jumla

    • @bpnbada2033
      @bpnbada2033 หลายเดือนก่อน

      Mada kebebi band jabani
      Mohan majhi

    • @bpnbada2033
      @bpnbada2033 หลายเดือนก่อน

      Mada band hele mohan rahibani

  • @UNSUCCESSSIPU
    @UNSUCCESSSIPU 3 หลายเดือนก่อน +14

    ମୋହନ SIR ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ନବୀନ ପଟ୍ଟନାୟଙ୍କ ଭଳି ନିଶ୍ୱର୍ଥ ତl କିଛି କିଛି ଅଛି ଆଉ ଆଶା କରୁଛୁ ନବୀନ ପଟ୍ଟନାୟକ ଙ୍କ ଭଳି ନିଃସ୍ଵାର୍ଥର ସହ ଓଡ଼ିଶାରେ କାମ କରିଲେ ନବୀନ sir ଙ୍କ ଭଳି ଆପଣଙ୍କୁ ବି ସମସ୍ତେ ଘରେ ଘରେ ଏବଂ ବାହାର ରାଜ୍ୟ ରେ ବି ବହୁତ୍ ପ୍ରଶଂସିତ ହେବେ ଆଉ ଯୁଗ ଯୁଗକୁ ନବୀନ ପଟ୍ଟନାୟକ ଙ୍କ ପରି ହୁଏତ ଆପଣ ବି ହୋଇପାରିବେ ❤🎉

  • @himansu.01
    @himansu.01 3 หลายเดือนก่อน +571

    ଓଡ଼ିଶା ବାସୀ କେବଳ ପରିବର୍ତ୍ତନ ଚାହାଁନ୍ତି..
    ବାର୍ତ୍ତା ରେ ନୁହେଁ ବରଂ କାର୍ଯ୍ୟରେ ବିଶ୍ଵାସ ରଖନ୍ତି..
    ଖୁବ୍ ସୁନ୍ଦର୍ ଉପସ୍ଥାପନା...❣️🙏

    • @akcreation9113
      @akcreation9113 3 หลายเดือนก่อน +15

      Heba laguchi

    • @Laughinghub5
      @Laughinghub5 3 หลายเดือนก่อน +9

      Haba laguchi because tankara jhalak sie dekhei chhanti when he was bidhayak ❤❤

    • @himansu.01
      @himansu.01 3 หลายเดือนก่อน +11

      @@Laughinghub5 ... ଆଶାନୁଯାୟୀ ଫଳପ୍ରଦ ହେଉ... 🙏 ଓଡ଼ିଶାବାସୀ ପ୍ରତିଶ୍ରୁତି ନୁହେଁ ବରଂ ପ୍ରତିବଦ୍ଧ ସଂପୂଣ୍ଣ ରୂପେ ଦେଖିବା ପାଇଁ ଏଇ ନିଷ୍ପତି ରଖିଛନ୍ତି ନୂଆ ସରକାର ଙ୍କ ପାଖରେ..
      ଆଉ ଏହି ଉନ୍ମାଦ ନିଶ୍ଚିତ ନୂଆ ଶୃଙ୍ଗାରଭିମୁଖୀ ହେବ ✓କହିବା କିଛି ଅତ୍ୟୁକ୍ତି ହେବ ନାହିଁ 🪩🥇

    • @ajitmajhi4701
      @ajitmajhi4701 3 หลายเดือนก่อน +4

      Jai jagaath
      Apanka thru bahut Asa rakhichanti ama odisha basi Sarbada niriha dukhi gariba, samanya loka nku sahayata karantu Bhagwan apankara Mangala karibe

    • @pradoshpusti
      @pradoshpusti 3 หลายเดือนก่อน +1

      Perfect...

  • @sujitcreation1719
    @sujitcreation1719 3 หลายเดือนก่อน +131

    ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ପାଇଁ ଆମେ ବହୁତ୍ ଖୁସି । ସବୁବେଳେ ଓଡ଼ିଶା ବାସୀଙ୍କ ସହିତ ରହିବେ ତାଙ୍କର ସବୁ ସମସ୍ୟାର ସମାଧାନ କରିବେ । ଜୟ ଜଗନ୍ନାଥ 🙏🙏

  • @Ojhabhai24
    @Ojhabhai24 3 หลายเดือนก่อน +123

    ଅତି ସୁନ୍ଦର ଆଲୋଚନା ଏମିତି ରୁହନ୍ତୁ ସବୁଦିନ ଲୋକଙ୍କ ଭଲ ପାଇବା ବାଢ଼ିବା ସହିତ ନବୀନ ପଟ୍ଟନାୟକ ଙ୍କୁ ଲୋକ ଭୁଲିଯିବେ

    • @SoumyaRanjanBindhani-l1n
      @SoumyaRanjanBindhani-l1n 3 หลายเดือนก่อน +1

      Who is nabin Pattanayak

    • @nareshbariha5132
      @nareshbariha5132 3 หลายเดือนก่อน

      Tui ta chhua aau kana karbu jaani kari 😂😂😂​@@SoumyaRanjanBindhani-l1n

  • @Ashishkumar-uq2xf
    @Ashishkumar-uq2xf 3 หลายเดือนก่อน +25

    ସାର ଆପଣ ଙ୍କ ଏତେ ସୁନ୍ଦର ମନ୍ତବ୍ୟ ଶୁଣି ବହୁତ ଖୁସି ଲାଗିଲା , ଆପଣ ଙ୍କ ଏମିତି ସେବା ମାନବୃତି ରହୁ ଏତିକି ଜଗନ୍ନାଥ ଙ୍କ ପାଖରେ ପ୍ରାଥନା , ଭଗବାନ ଆପଣକୁ ଶାରୀରିକ ମାନସିକ ଶକ୍ତି ପ୍ରଦାନ କରନ୍ତୁ .🎉😊

  • @DwarikanathNayak-y9n
    @DwarikanathNayak-y9n 3 หลายเดือนก่อน +156

    ଆଲୋଚନା ବହୁତ ହୃଦୟ ଶ୍ରପ୍ସି , ଓଡିଶା ନିଶ୍ଚିତ ଭାବରେ ଅଗ୍ରଗତିଶୀଳ ହେବ ମୋର ବିଶ୍ଵାସ , ଜୟ ଶ୍ରୀରାମ 🙏🙏🙏

    • @AkLion-s4q
      @AkLion-s4q 3 หลายเดือนก่อน

      Banda taa haba..ei BJP hindu muslaman karibe athu 5 yrs..

  • @bishnucharansahoo6665
    @bishnucharansahoo6665 3 หลายเดือนก่อน +237

    ଏ inerview ଟି ଶୁଣି ଆଉ ଦେଖି ସାରିଲା ପରେ, ମୋ ପାଖରେ ଆଉ ଭାଷା ନାହିଁ କିଛି ଲେଖିବାକୁ.....
    I proud of you sir ....

    • @AbhishekPradhan-q6b
      @AbhishekPradhan-q6b 3 หลายเดือนก่อน +2

      Modi bhali na heu kahli.katha kuha kapila

    • @whatisthis1900
      @whatisthis1900 3 หลายเดือนก่อน

      Alajya Nabin thu ta dher bhala manisha Mohan😊​@@AbhishekPradhan-q6b

    • @Golden.Chords
      @Golden.Chords 3 หลายเดือนก่อน +4

      ଭାଷା ନାହିଁ ବୋଲି କଣ English ର ମା ଭଉଣୀ କରିବେ ନା କଣ

    • @Parameswarmajhi949
      @Parameswarmajhi949 3 หลายเดือนก่อน

      Right❤❤

    • @Deepak-k-m-o
      @Deepak-k-m-o 3 หลายเดือนก่อน +1

      ​@@AbhishekPradhan-q6bକ୍ରୀତଦାସ

  • @PRABEENKNOPFF
    @PRABEENKNOPFF 3 หลายเดือนก่อน +247

    ବହୁତ ଦିନ ପରେ ପ୍ରକୃତ ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେଖୁଛୁ ଆମେ ମାନେ। ଜୟ ଜଗନ୍ନାଥ 🙏🙏🙏

    • @uttambaba6800
      @uttambaba6800 3 หลายเดือนก่อน

      Prakruto uneducated cm😂😢😅

    • @labanyapatel3397
      @labanyapatel3397 3 หลายเดือนก่อน +5

      100%right

  • @TrilochanBeheraTilu-p4c
    @TrilochanBeheraTilu-p4c 3 หลายเดือนก่อน +54

    ଦୀର୍ଘ 25 ବର୍ଷ ପରେ ମିଡ଼ିଆ ଆଗରେ ଓଡ଼ିଆ ଭାଷା ରେ ସୁଧ ଓଡ଼ିଆ ରେ ସାରା ଓଡିଶା ବାସି ତଥା ଭାରତ ବାସି ଙ୍କ ପାଇଁ ମୋହନ ଭାଇ ଆମ ନୁଆଁ CM. ସମସ୍ତଙ୍କ ପାଇଁ ଦିର୍ଗଦର୍ଶକ.
    ମୁ ଏତିକି ଜଗତରନାଥ ଶ୍ରୀ ଜଗନାଥ ଙ୍କ ଠାରେ ପ୍ରାଥନା କରିବି

  • @Prasanbabukavlogs
    @Prasanbabukavlogs 3 หลายเดือนก่อน +105

    ଏତେ ଖୁସି ଲାଗୁଛି ଯେ ମୁଁ ଭାଷାରେ ବ୍ୟକ୍ତ କରି ପାରୁନି ଆମର ଜଣେ ଓଡ଼ିଆ ଆଦିବାସୀ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଭାଷଣ

  • @brundabanmandika5298
    @brundabanmandika5298 3 หลายเดือนก่อน +82

    ଅତି ସୁନ୍ଦର ଆଲୋଚନା କରିଥିଲେ ଆମ ମୁଖ୍ୟମନ୍ତ୍ରୀ ଆମେ ଏପରି ମୁଖ୍ୟମନ୍ତ୍ରୀ ପାଇଁ ଆମେ ଗର୍ବିତ।

  • @whatisthis1900
    @whatisthis1900 3 หลายเดือนก่อน +120

    25 years pare Odisha ra CM nka interview dekhili🙂 khusi lagila

  • @GIRISHACHANDRA-wm3cv
    @GIRISHACHANDRA-wm3cv 3 หลายเดือนก่อน +30

    ଯା ମନ ଯେପରି ତା ପାଇଁ ସେପରି
    ଫଳ ଥୋଇଥାଏ ବିଶ୍ବ
    ଉଚ୍ଚ ମନା ଉଚ୍ଚେ ଅମୃତ ଲଭଇ...
    ଜୟ ଜଗନ୍ନାଥ
    କର୍ମ ହିଁ ଧର୍ମ।
    ଭୁଲି କି ଗଲୁ ଓଡ଼ିଆ ତୁ ପରା ସିଂହ ଶାବକ?

  • @ashokkumar-fs9jf
    @ashokkumar-fs9jf 3 หลายเดือนก่อน +90

    ଧନ୍ୟବାଦ ସାର🎉
    ଆପଣ କୁ ମୁଖ୍ୟମନ୍ତ୍ରୀ ଭାବରେ ପାଇ
    ଓଡ଼ିଶା ଆଜି ଗର୍ବିତ 🎉
    ❤ଜୟ ଜଗନ୍ନାଥ❤ ଜୟ ଶ୍ରୀ ରାମ❤
    ଜୟ ଭାଜପା🎉

  • @gp-creations
    @gp-creations 3 หลายเดือนก่อน +152

    ବହୁତ୍ ସୁନ୍ଦର୍ ମଣିଷ ଏବଂ ଆଶା କରୁଛୁ ଓଡ଼ିଶାର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ହେବ।

  • @Odia-vlogger-nana
    @Odia-vlogger-nana 3 หลายเดือนก่อน +142

    ମୁଁ ବହୁତ ଖୁସି ଏମିତି ମୁଖ୍ୟମନ୍ତ୍ରୀ ଓଡିଶାରେ ଜନସାଧାରଣ ଙ୍କ ଆଦର୍ଶ, ବହୁତ ଧନ୍ୟବାଦ ଜଣାଉଛି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ। ମୋ ହୃଦୟ ରୁ ଧନ୍ୟବାଦ ଜଣାଉଛି

  • @kumarabhi5572
    @kumarabhi5572 3 หลายเดือนก่อน +18

    ଜୟ ଜଗନ୍ନାଥ 🙏🏽 ମୁଁ ବହୁତ ଖୁସି ସତରେ ଓଡିଶାରେ ଓଡିଆ ମୁଖ୍ୟମନ୍ତ୍ରୀ ପାଇ କି

  • @RameshKumar-xo9eu
    @RameshKumar-xo9eu 3 หลายเดือนก่อน +79

    ମୁଖ୍ୟମନ୍ତ୍ରୀ ହେବେତ ଏମିତି. Sir ଙ୍କ ଭଳି, ଲୋକଙ୍କ ସରକାର, ଆମ ସରକାର, ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ, ଭବ ତୁମେ ଭବ ତୁମେ 🙏

  • @baradaprasannabhuyan4723
    @baradaprasannabhuyan4723 3 หลายเดือนก่อน +43

    ଆଜି ନିଜକୁ ବହୁତ୍ ଖୁସି ଲାଗୁଛି କାରଣ ମୋ ମତଦାନ ସଠିକ୍ ଥିଲା। Thank u sir 🙏♥️

  • @rakeshpradhan2079
    @rakeshpradhan2079 3 หลายเดือนก่อน +93

    ପଚିଶି ବର୍ଷ ପରେ ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ରେ କହିବାର ସାରା ଓଡ଼ିଶା ଦେଖିଲା। ଜୟ ଜଗନ୍ନାଥ
    Good news for Odisha....
    Within 5 years everything changes in Bjp Government
    Everybody see Honorable CM speech
    We are proud of our honorable CM.

  • @snehasish.nayak0804
    @snehasish.nayak0804 3 หลายเดือนก่อน +7

    ମୋ ମାଟି,ମୋ ମା , ମୋ ଭାଷା ଓ ମୋ ଓଡ଼ିଶା ଆଜି କିଛି ନୂଆ ଲାଗୁଛି।
    ସୁନ୍ଦର ପ୍ରଶ୍ନ ଓ ତା ଠାରୁ ଅଧିକ ମନୋମୁଗ୍ଧକର ଉତ୍ତର, ଅତ୍ୟନ୍ତ ସରଳ ଓ ନିଷ୍କପଟ ପରି ଲାଗିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ।
    ଅନେକ ଶୁଭେଚ୍ଛା ଓ ଶୁଭକାମନା!!🎉🎉
    ବନ୍ଦେ ଉତ୍କଳଜନନୀ।

  • @sukantakumarmallick7913
    @sukantakumarmallick7913 3 หลายเดือนก่อน +39

    ସାର ଆପଣ ଶିକ୍ଷା ଉପରେ ଫୋକସ ରଖିବା.. ସ୍ୱାଗତ you are great Sir 🙏

  • @maminasahoo1356
    @maminasahoo1356 3 หลายเดือนก่อน +94

    ମୋ କେନ୍ଦୁଝରର ହ୍ରୁଦୟ❤
    ମୁଁ ହୀରା କିମ୍ବା ସୁନା ହେବାକୁ ନୁହେଁ, ମୋ ଓଡ଼ିଶାର ମାଟି ସହ ମିଶି ମାଟି ହେବାକୁ ଚାହେଁ ❤🙏💐

    • @MOUTHBOXPLAYER
      @MOUTHBOXPLAYER 3 หลายเดือนก่อน +1

      Osm words 🙏😮

  • @subratgfor3379
    @subratgfor3379 3 หลายเดือนก่อน +153

    ଇଏ ହଉଛନ୍ତି ପ୍ରକୁତ ମୁଖ୍ୟମନ୍ତ୍ରୀ ଆମ ରାଜ୍ୟ ଓଡିଶା ❤❤

  • @zoomstatus2482
    @zoomstatus2482 3 หลายเดือนก่อน +14

    ଜଣେ ଅମାୟିକ ସରଳ ବ୍ୟକ୍ତିତ୍ବ ଆମ ମୁଖ୍ୟମନ୍ତ୍ରୀଙ୍କର... ଆମ ଓଡ଼ିଶାବାସୀମାନଙ୍କର ଭାଗ୍ୟ ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆମେ ପାଇଛୁ 😊😊😊

  • @subodhkumarsahoo5349
    @subodhkumarsahoo5349 3 หลายเดือนก่อน +324

    ସରଳ ଶୁଦ୍ଧ ସ୍ଵଭାଵ ମଣିଷ ଆମ ମୁଖ୍ୟମନ୍ତ୍ରୀ l

    • @shaitansingh9698
      @shaitansingh9698 3 หลายเดือนก่อน +7

      Ama tribal samaj bahut Santa Priya ❤

  • @dhaneswardas548
    @dhaneswardas548 3 หลายเดือนก่อน +61

    ଅର୍ଗସ୍ ର ନୂଆ ମୂଖ୍ୟ ମନ୍ତ୍ରୀ ଙ୍କ ସହ ସାକ୍ଷାତକାର ବହୁତ ଭଲ ଲାଗିଲା। ଦୟାକରି ପୂର୍ବ ମୂଖ୍ୟ ମନ୍ତ୍ରୀ ଙ୍କ ସହ ଏକ ସାକ୍ଷାତକାର ନେଲେ ଭଲ ହୁଅନ୍ତା।

    • @rajkishorebehera3086
      @rajkishorebehera3086 3 หลายเดือนก่อน +7

      ନବୀନ ପଟ୍ଟନାୟକ କୁ ନନ୍ଦିଘୋଷ ସାକ୍ଷାତ କରିବ

    • @35746hh
      @35746hh 3 หลายเดือนก่อน +3

      ଓଡିଶା ଟିଭି କୁ ବାଇଟ ଦେବେ ନି ex-CM

    • @padmasahoo9288
      @padmasahoo9288 3 หลายเดือนก่อน

      Emane hauchhanti godi media .emane bhala lokanka bhala kathaku dekheibeni.khali michha apa prachara karibe

    • @Manu-nz8gx
      @Manu-nz8gx 3 หลายเดือนก่อน

      ​@@rajkishorebehera3086ଅପେକ୍ଷା ରହିଲା

  • @dhaneswarpatra1921
    @dhaneswarpatra1921 3 หลายเดือนก่อน +63

    ଓଡ଼ିଶା କେବେ ଭାବିନଥିଲା ଆପଣ ଙ୍କ ଭଳି ଜଣେ ସଚ୍ଚୋଟ ମଣିଷ ଙ୍କୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଭାବେ ପାଇବ ବୋଲି। proud to get a chief minister like u sir

  • @radhakrushnabissoyi
    @radhakrushnabissoyi 3 หลายเดือนก่อน +8

    ସାର ଆପଣଙ୍କ କଥା ଶୁଣି ମୋତେ ବହୁତ ଖୁସି ଲାଗୁଚି 🌹🙏

  • @binodinibehera6345
    @binodinibehera6345 3 หลายเดือนก่อน +55

    ଧନ୍ୟବାଦ ମୁଖ୍ୟମନ୍ତ୍ରୀ sir, ଆଶା ଏଥର ଓଡିଶା ର ପ୍ରଗତି ନିଶ୍ଚୟ ହେବ

    • @nareshbariha5132
      @nareshbariha5132 3 หลายเดือนก่อน

      no1 state ହିସାବେ ଖାଲି ନବୀନ ପଟ୍ଟନାୟକ୍ ପୁରସ୍କାର ପାଇଛନ.ଦେଖମା ଯେ 😂😂😂କେତେ ବିକାଶ କରବା ଯେ 😂😂

  • @samarendrasahoo5230
    @samarendrasahoo5230 3 หลายเดือนก่อน +108

    ପ୍ରକୃତ ରେ ଅନୁଭବୀ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀ

  • @situkantasundaray473
    @situkantasundaray473 3 หลายเดือนก่อน +76

    ଶାନ୍ତ, ଶରଳ, ଲୋକଙ୍କ ଦୁଃଖ ବୁଝିପାରୁଥିବା ମୁଖ୍ୟମନ୍ତ୍ରୀ ଆମେ ଆଜି ପାଇଛୁ ସବୁ ସେଇ ଜଗତର ନାଥ ଜଗନ୍ନାଥଙ୍କ ଲୀଳା ଆପଣ ଦୀର୍ଘାୟୁ ରୁହନ୍ତୁ ଆଉ ଆପଣଙ୍କ ପରିବାର ମଧ୍ୟ ଭଲରେ ରୁହନ୍ତୁ ଆମର ଆଶା ଓ ଭରସା ଆପଣ ଜଣେ ଭଲ ମୁଖ୍ୟ ମନ୍ତ୍ରୀ ହୋଇ ଲୋକଙ୍କ ମୌଳିକ ସୁବିଧା ଯୋଗାଇଦେବେ

  • @diptiranjanbiswal6277
    @diptiranjanbiswal6277 3 หลายเดือนก่อน +8

    " ଓଡ଼ିଶା ବାସୀ, ବଡ଼ ସାହସୀ "
    ନିୟତି ର ଠାରକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଯେଉଁ ଲୋକ ଆଜି ୨୪ ବର୍ଷର ଶାସନ କୁ ଧରାଶାୟୀ କରିପାରିଲେ , ଏଇଥିରୁ ଗୋଟେ କଥା ସ୍ପଷ୍ଟ ହୁଏ ,ସବୁ ଓଡ଼ିଶା ବାସୀ ଟଙ୍କା, ପଦ ପଦବୀ ର ଗୋଲାମ ନୁହନ୍ତି । ଲୋକ ପରିବର୍ତ୍ତନ ଚାହିଁଲେ ଆଉ ପରିବର୍ତ୍ତନ କରାଇଦେଲେ ।। ❤

  • @soudaminipattnaik7100
    @soudaminipattnaik7100 3 หลายเดือนก่อน +195

    ସାର୍ ଆପଣ କଂସମସ୍ତ ପ୍ରଶ୍ନ ର ଉତ୍ତର ରୁ ଜଣା ପଡିଲା ଯେ ଆପଣଙ୍କ ପାଖରେ ମହାନ୍ ହ୍ରୁଦୟ ଅଛି ଏଇଟା ଆପଣଙ୍କ ଉଦାରତା ଆପଣଙ୍କ ଭଳି ସିଏମ୍ କୁ ପାଇ ଆମେ ଓଡିଶା ବାସୀ ବହୁତ ଗର୍ବିତ 🙏🙏

    • @rockstarrr4398
      @rockstarrr4398 3 หลายเดือนก่อน +5

      This is modi selection........double engine

    • @RanjanDas-ti7hm
      @RanjanDas-ti7hm 3 หลายเดือนก่อน +2

      Yesss, srijaganath khusi

    • @himanshusekharbal8909
      @himanshusekharbal8909 3 หลายเดือนก่อน

      Naveen best

    • @Kiddie_Kingdom_Station
      @Kiddie_Kingdom_Station 2 หลายเดือนก่อน

      ​@@himanshusekharbal8909 Miluthhila ave au milibani best hebeni v kmt

  • @OmkarSha-rw9ky
    @OmkarSha-rw9ky 3 หลายเดือนก่อน +102

    କେଓଁଝର ଜିଲ୍ଲା ରେ ଆପଣ ନା ବୋହୁତ ଲୋକ ପ୍ରିୟ ବୋଲି ସୁଣି ଥିଲି ଆଜି ଆପଣ ସାମ୍ବାଦିକ କୁ ଯେପରି ଉତ୍ତର ଦେଉଛନ୍ତି ସୁନ୍ଦର ଅତି ସୁନ୍ଦର ❤

  • @prahaladsahu5406
    @prahaladsahu5406 3 หลายเดือนก่อน +170

    ମୋହନବାବୁ ସବୁବେଳେ ଆଦରଣୀୟ , ଜୟ ବିଜେପି , ଜୟ modiji

  • @GIRISHACHANDRA-wm3cv
    @GIRISHACHANDRA-wm3cv 3 หลายเดือนก่อน +6

    ଶିଵଜ୍ଞାନେ ଜୀବ ସେବା।ସେବା ହିଁ ଧର୍ମ।

  • @kushadhwajanahak186
    @kushadhwajanahak186 3 หลายเดือนก่อน +48

    ବହୁତ ସୁନ୍ଦର ଉପସ୍ଥାପନା ଏତେ ବର୍ଷ ପରେ ଆଜି ଓଡ଼ିଶା ଜଣେ ଓଡ଼ିଆ ମୁଖ୍ୟ ମନ୍ତ୍ରୀ ପାଇଛି,

  • @sumankumarsahoo9443
    @sumankumarsahoo9443 3 หลายเดือนก่อน +105

    ସାର୍ ଆଗ ଦଣ୍ଡ ମୁକ୍ତ ଅଞ୍ଚଳ ଉଠାନ୍ତୁ ତାପରେ ପାଠ ହେବ। କଥାରେ ଅଛି ପରା ଛାଟ ବାଜିଲେ ପାଠ ଆସେ। (ଭୁଲ୍ ଥିଲେ କ୍ଷମା ଦେବେ)🙏🙏🙏 ଯେଉଁମାନେ ମୋ କଥାରେ ରାଜି laik👍 କର

    • @birendrakumarpradhan9263
      @birendrakumarpradhan9263 3 หลายเดือนก่อน +2

      ଶିକ୍ଷା ନିମନ୍ତେ ଏହା ଅପରିହାର୍ଯ୍ୟ । ଏଥିପାଇଁ ବ୍ୟାପକ ସ୍ବର ଉତ୍ତୋଳନ କରିବା ଉଚିତ୍ । ଜୟ ଶ୍ରୀ କୃଷ୍ଣ ନାରାୟଣ ।

    • @abhisekmishra343
      @abhisekmishra343 2 หลายเดือนก่อน +1

      Soto kotha abe teacher au student relationship modern heigola ni....

    • @kamalakantamohanta829
      @kamalakantamohanta829 2 หลายเดือนก่อน +2

      ମାରିବା ଶିକ୍ଷ୍ୟା ନୁହଁ

    • @MamadalabeheraBehera
      @MamadalabeheraBehera 2 หลายเดือนก่อน

      Right

  • @sasmitamallik9414
    @sasmitamallik9414 3 หลายเดือนก่อน +116

    ମହାମହିମ ଶ୍ରୀ ମୁଖ୍ୟମନ୍ତ୍ରୀ ମହୋଦୟ ଆମ ଓଡ଼ିଶା ରୁ ଗୋରୁ ଚାଲାଣ ବନ୍ଦ କରାନ୍ତୁ JAY JAGANNATH 🚩💕

    • @prativamanjaripallei6231
      @prativamanjaripallei6231 3 หลายเดือนก่อน +1

      Goru chalan band hele bahut vala heba gomatankara surakhya heipariba

  • @anusayaroul7012
    @anusayaroul7012 3 หลายเดือนก่อน +8

    Sabu school manankare, ramayana au bhagabat geeta gyana deba oo odisha ra sanskruti ku unnata Kariba pain kichhi byabasta karantu sir 🙏🙏🙏💖

  • @vickymishra82
    @vickymishra82 3 หลายเดือนก่อน +56

    ସଂଘର୍ଷ ହିଁ ସଫଳତା ର ଚାବିକାଠି, କେବେବି କାହାକୁ underestimate, crtisize କରିବା ନୁହଁ, ନୂତନ ଜନତା ଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ହୃଦୟରୁ ନମସ୍କାର 🙏🏻

  • @sagarsethi8477
    @sagarsethi8477 3 หลายเดือนก่อน +389

    ଏମିତି ମୁଖ୍ୟମନ୍ତ୍ରୀ ଦରକାର ସବୁ ରାଜ୍ୟ ପାଇଁ। ଯିଏ କି ନିଜ ଭାଷା କହିପରୁଥିବ ଓ ବୁଝିପରୁଥିବ।

    • @abmobilepapa
      @abmobilepapa 3 หลายเดือนก่อน +18

      Sabu rajya re thile khali odiaha re na thile

    • @skshitish
      @skshitish 3 หลายเดือนก่อน +9

      Katha re nuhae Kama re biswas rakha

    • @prof.satyajitdas
      @prof.satyajitdas 3 หลายเดือนก่อน +1

      Asu asu khani kholichaliki durniti badheichaliba with zero employment.

    • @gaganbiharinayak8713
      @gaganbiharinayak8713 3 หลายเดือนก่อน

      ଅନ୍ୟ ସବୁ ଜାତି ଲୋକେ ଥିଲେ ଯେଉଁ ମାନଙ୍କର ନିଜ ଦେଶ କି ରାଜ୍ୟ ପାଇଁ ଦରଦ ଅଛିକି ?କହିଲେ 3 ଟା ପ୍ଲଟ 6 ଟା ଫ୍ଲାଟ୍ ଯିଏ ରଖିଛନ୍ତି ସେ କହୁଛନ୍ତି ଆମେ ଘୋଡ଼ା ଦୌଡ଼ିବା ଭଳି ସବୁଥିରେ ଆଗରେ । ଘୋଡ଼ା ଆମେ ଗଧ ନୁହଁ କିନ୍ତୁ କହିପାରିବ । ଦଉଡି ଦଉଡ଼ି କେଉଁଠି ଅଛ ? ଅଧେ ଦୁର୍ନୀତି କରି ଅଧେ ଅନ୍ୟ ବ୍ୟବସାୟ ଛଡେଇ ନେଇ । ଅଧେ ଜେଲରେ ଅଧେ ବିମାରିରେ ।

    • @prof.satyajitdas
      @prof.satyajitdas 3 หลายเดือนก่อน +3

      Modi fans gujarat ra development dekhinia au Odisha ra dekhinia..if Odisha ra Bhubaneswar fully developed only within last 10years then thik achi na Modi ra gujarat ra Dholera au gift City ta till now under construction project will be completed by 2042 n as per finance sign sei duita failure adaku run karuchi..bhai jaiki dekhinia kou city kte developed loka nku pachariki khali bhasana re mati gale kichi hbni.. odisha 1 no. Re thila hi other aspects re rapidly growing state hisab re ebe kan haba abastha dekhineba

  • @sashibhusanpatel1544
    @sashibhusanpatel1544 3 หลายเดือนก่อน +40

    ବହୁତ ସୁନ୍ଦର ଆଲୋଚନା ଆମର ମୁଖ୍ୟମନ୍ତ୍ରୀ mohan sir

  • @pintumeher7686
    @pintumeher7686 2 หลายเดือนก่อน +1

    I didn't expect this much of faithful and promise talk from our cm mohan sir , just luv it and hope to see odisha will rise in upcoming days.

  • @nirmalrwiibehuria6543
    @nirmalrwiibehuria6543 3 หลายเดือนก่อน +52

    ସୁନ୍ଦର ପ୍ରଶ୍ନ ଓ ଉପସ୍ଥାପନା
    ଉଦାହରଣ ଫିଲ୍ମ ନାୟକ
    ଗୋଟେ ଦିନର ମୁଖ୍ୟମନ୍ତ୍ରୀ
    ଠିକ୍ ଜାଗାରେ ଠିକ୍ ସମୟରେ ପ୍ରୟୋଗ ହେଇଛି

    • @whatisthis1900
      @whatisthis1900 3 หลายเดือนก่อน +2

      Nabin bhalia spineless comedian pare ta Mohan ama pai dheer dheer bhala🙂🙂

  • @bharatkumbhar8207
    @bharatkumbhar8207 3 หลายเดือนก่อน +29

    ବହୁତ ସୁନ୍ଦର ଆମ ମୁଖ୍ୟମନ୍ତ୍ରୀ ସାର ❤🎉 ଅଭିନନ୍ଦନ , ନିଶ୍ଚିତ ରୂପେ ଆମ ରାଜ୍ୟ ଓଡ଼ିଶା ର ଉନ୍ନତି ଓ ପରିବର୍ତ୍ତନ ଆଗାମୀ ଦିନ ରେ ହେବ ଏହା ଆମ ବିଶ୍ୱାସ ।

  • @rashmiranjanbehera2776
    @rashmiranjanbehera2776 3 หลายเดือนก่อน +90

    ପ୍ରଭୁ ଜଗନ୍ନାଥ ଦୟାରୁ ଓଡ଼ିଆଙ୍କୁ ଅତି ସୁନ୍ଦର , ଲୋକପ୍ରିୟ ଓ ମହାନ୍ CM ମିଳିଛି, ଜୟ ଜଗନ୍ନାଥ।👏💐🙏🙏

  • @MotiramKosta
    @MotiramKosta หลายเดือนก่อน +1

    Education life ✨🌝🧡 jibanara prakruta sata katha. ❤😊🙏❤️‍🩹☄️🫀✍️Jai maa saraswati 😊❤ good teacher.❤❤ super excited for everyone 😊 thank you sir ❤️😍.

  • @madhusmitanayak4764
    @madhusmitanayak4764 3 หลายเดือนก่อน +268

    ଯିଏ ନିଜେ ଦୁଃଖ କଷ୍ଟ ସଂଘର୍ଷ କରି ଏତେ ବାଟ ପହଞ୍ଚିଚନ୍ତି ଏବଂ ଦୁଃଖୀ ମାନଂକର ଦୁଃଖ ନିଜେ ଯାଇ ବୁଝିଛନ୍ତି ସିଏ ନିଶ୍ଚିତ ଆମ ରାଜ୍ଯ ର ଭାର ଭଲଭାବରେ ବୁଝିବେ 😊🧡❤

    • @ashwinisahu6584
      @ashwinisahu6584 3 หลายเดือนก่อน +2

      RIGHT KAHILE SIR

    • @AsirWad-fb3vr
      @AsirWad-fb3vr 3 หลายเดือนก่อน +1

      Thik katha madhu

    • @TukunaNayak-t4m
      @TukunaNayak-t4m 3 หลายเดือนก่อน +2

      Yes right 👍

    • @debendrasaml
      @debendrasaml 3 หลายเดือนก่อน +2

      Right 👍

    • @somanathbarik86
      @somanathbarik86 3 หลายเดือนก่อน

      Comments ta Val lekhile..kahile odisha re mada ban kareibe..majhi babu nka dum kete

  • @fakirbaral5313
    @fakirbaral5313 3 หลายเดือนก่อน +57

    ଭୁବନେଶ୍ୱର ଶାନ୍ତି ସ୍ତୁପ ଧଉଳିଗିରି ନିକଟସ୍ଥ, ମୋର ନିବେଦନର କାରଣ ଓଡ଼ିଶା ସରକାରଙ୍କୁ ତୁରନ୍ତ (ଗୋରୁ ଚାଲାଣ ବନ୍ଦ୍ କରନ୍ତୁ)ଗୋ ଲକ୍ଷ୍ମୀ, ନୀରିହ ଜିବନ, ସମସ୍ତଙ୍କର ସୃଷ୍ଟିରେ ବଞ୍ଚିବାର ଅଧିକାର ରହିଛି । ଜୀବେ ଦୟା ।

    • @adityananda1218
      @adityananda1218 3 หลายเดือนก่อน

      Right sir

    • @rasmiranjanmishra3304
      @rasmiranjanmishra3304 3 หลายเดือนก่อน

      UP largest Exporter of Beaf in India...misery lies over here....

    • @Golden.Chords
      @Golden.Chords 3 หลายเดือนก่อน +3

      Mutton khaiba b band kara😢

    • @kingnadogaming7463
      @kingnadogaming7463 3 หลายเดือนก่อน

      ​@@rasmiranjanmishra3304beef me baffalo bhi hota he hum cow ko mana karte he

    • @a_nayak
      @a_nayak 3 หลายเดือนก่อน

      ​@@rasmiranjanmishra3304 buff not beef

  • @sadanandapratihari3842
    @sadanandapratihari3842 3 หลายเดือนก่อน +66

    ମୋହନ ବାବୁ ଜଣେ ମଣିଷ ଭଳି ମଣିଷ ଏବଂ ସେଥିପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ରାଜ୍ୟର ଏ ସଙ୍କଟ ମୟ ପରିସ୍ଥିରେ ରାଜ୍ୟ କୁ ସମ୍ଭାଳିବା ପାଇଁ ଗୁରୁଦାୟିତ୍ୱ ଦେଇଛନ୍ତି l ଓଡ଼ିଶାକୁ ମଦମୁକ୍ତ ଏବଂ ଦୁର୍ନୀତିମୁକ୍ତ କଲେ ବିକାଶ ହୋଇପାରିବ l ଜୟ ଜଗନ୍ନାଥ 🙏

  • @subhashreesasmal9434
    @subhashreesasmal9434 2 หลายเดือนก่อน +3

    Khola hrudaya ra sir🎉🎉....god bless u cm sir🎉🎉....

  • @swarnanjalimishra8715
    @swarnanjalimishra8715 3 หลายเดือนก่อน +32

    ଅତି ସୁନ୍ଦର କଥା ବାର୍ତ୍ତା ଆମ ମୁଖ୍ୟ ମନ୍ତ୍ରୀ ଙ୍କର।ଧନ୍ୟବାଦ ଅର୍ଗସ।

  • @lalitghosal1014
    @lalitghosal1014 3 หลายเดือนก่อน +33

    ବହୁତ ସୁନ୍ଦର ଆଉ ବହୁତ ଖୁସି ଲାଗିଲା ଯେ ପ୍ରଥମ ଥର ଲାଗି ଜଣେ ଓଡ଼ିଶା ର ହୃଦୟସ୍ପର୍ଶୀ ମୁଖ୍ୟମନ୍ତ୍ରୀ କୁ ଏମିତି podcast ସୁନ୍ଦର ବାର୍ତ୍ତା ଦେଉଛନ୍ତି।

  • @jagadakua5835
    @jagadakua5835 3 หลายเดือนก่อน +85

    Sir ଆପଣ ପାଇଥିବା ଅପମାନ ବଦଳରେ ଆଜି ସେହି iic ଙ୍କୁ କ୍ଷମା କରିବା କଥା କହି ମହାନ ହୋଇଗଲେ କିନ୍ତୁ ସେହି iic sir ନିଜେ ହୃଦୟଙ୍ଗମ କରି ଲୋକଙ୍କୁ ଭଲ ବ୍ୟବହାର ଉତ୍ତମ ସେବା ଯୋଗାଇବା ଦରକାର 🙏🙏🙏

    • @bulusethy9220
      @bulusethy9220 3 หลายเดือนก่อน +3

      ସେହି ପରି ଅଫିସର ମାନଙ୍କ ବାପା କେତେଟା ତାଙ୍କ ମାଆ ହିଁ କହି ପାରିବେ

  • @GourisankarMajhi-z9d
    @GourisankarMajhi-z9d 2 หลายเดือนก่อน +2

    ଆଜ୍ଞା କଳାହାଣ୍ଡି ଜିଲ୍ଲାରେ ବେଶୀ ଲାଞ୍ଚ ନଉଛନ୍ତି ସରକାରୀ ବାବୁ ମାନେ ଟିକେ ଧ୍ୟାନ ଦେବେ

  • @Subhashree55510
    @Subhashree55510 3 หลายเดือนก่อน +31

    ଆପଣଙ୍କୁ ଆମର ମୁଖ୍ୟମନ୍ତ୍ରୀ ଭାବରେ ପାଇ ବହୁତ ଖୁସି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ରହୁ। ଜୟ ଜଗନ୍ନାଥ

    • @bsf9619
      @bsf9619 3 หลายเดือนก่อน

      Can start govt English medium school?

  • @jogeshsahu4936
    @jogeshsahu4936 3 หลายเดือนก่อน +65

    ବହୁତ୍ ଧନ୍ୟବାଦ୍ ସାର। ଏମିତି ଆମକୁ ମୁଖ୍ୟମନ୍ତ୍ରୀ ଦରକାର ଅଛି ଓଡିଶା କୁ ❤❤❤❤।

  • @desivlogs9217
    @desivlogs9217 3 หลายเดือนก่อน +3118

    ମଦ ବନ୍ଦ୍ ପାଇଁ ଲାଇକ କର ❤❤

    • @shaitansingh9698
      @shaitansingh9698 3 หลายเดือนก่อน +28

      Mada dokan km karajau, sampurna band na karajau

    • @reddragon9601
      @reddragon9601 3 หลายเดือนก่อน +8

      Desi mada band haba jauta Nabin sarkar 5 tanka bottle dauthila

    • @prangyassmallworld4678
      @prangyassmallworld4678 3 หลายเดือนก่อน +4

      Seita aga darkar

    • @Rmm3950
      @Rmm3950 3 หลายเดือนก่อน +1

      @@shaitansingh9698 kahin ki kebe kebe pi dia ki?

    • @SKETCH_69
      @SKETCH_69 3 หลายเดือนก่อน +3

      No😡

  • @sansnikhil5556
    @sansnikhil5556 2 หลายเดือนก่อน +1

    Best interview ❤

  • @sujitkumardas8230
    @sujitkumardas8230 3 หลายเดือนก่อน +31

    ଅତିସୁନ୍ଦର question ପଚାରୁଛନ୍ତି ସାମ୍ବାଦିକ ବାବୁ ଜଣଙ୍କ। ଯେପରି question ସେପରି ଉତ୍ତର Both are Great Person 👌👌👌👌🙏🙏🙏🙏

  • @Helllo199
    @Helllo199 3 หลายเดือนก่อน +42

    Sir, ମୋର ଗୋଟେ request, ବେକାରୀ ଯୁବକ ମାନଙ୍କ ପ୍ରତି ଟିକେ ଧ୍ୟାନ ଦେବେ ।।।ଯାହା vacancy ଅଛି ଟିକେ ବାହାର କରିବେ ।।। ଗୋଟେ ଗରିବ ପରିବାର ପାଇଁ Govt job କେତେ ଗୁରୁତ୍ୱ ସେଇଟା ଆପଣ ଭଲ ଭାବରେ ଜାଣି ଥିବେ ....ଧନ୍ୟଵାଦ ସାର୍।।।।।।

    • @bsf9619
      @bsf9619 3 หลายเดือนก่อน

      Can start govt English medium school free service?

    • @nareshbariha5132
      @nareshbariha5132 3 หลายเดือนก่อน

      😂😂 ଏ ଭିଡିଓ ରେ ନି କହି ହେଥିର ଲାଗି ଅଲଗା request କରୁଛେ 😂😂କେଭେ କହେବା ପଚାର ?

    • @GAMEGENGSTER
      @GAMEGENGSTER 2 หลายเดือนก่อน

      Uporo ku anei tha.
      Chakiri Naa baakiri
      Dadan aahuri besi badhibo.
      Lekhi rokho😅

  • @Tapas-ip9on
    @Tapas-ip9on 3 หลายเดือนก่อน +45

    ଆପଣଙ୍କର ଚିନ୍ତା ଧାରା ଏମିତି ସବୁଦିନ ରହିଥାଉ Mohan sir i'm proud of you

  • @astrojayantakumar1975
    @astrojayantakumar1975 19 วันที่ผ่านมา

    ଅତି ସୁନ୍ଦର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ

  • @ashissamantaray4597
    @ashissamantaray4597 3 หลายเดือนก่อน +28

    ବହୁତ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ମନର କଥା ଓଡିଆରେ କହିବାର ଦେଖିବାକୁ ମିଳିଲା ଓଡିଶା ବାସୀଙ୍କୁ ଧନ୍ୟବାଦ 🎉🎉

  • @odiatokachakra
    @odiatokachakra 3 หลายเดือนก่อน +56

    ଓଡ଼ିଶା ରେ ଏତେ ଦିନ ପରେ ନୂଆ ମୁଖ୍ୟମନ୍ତ୍ରୀ ଙ୍କ କଥା ଶୁଣି ଖୁସି ଲାଗୁଛି , ଆମେ ହୀରା ହଜାଇ ନାହୁ ଆମେ ସୁନା ଦେଇ ହୀରା ଆଣିଛୁ I love my ଓଡ଼ିଶା

  • @PrakashBishi-hx7qz
    @PrakashBishi-hx7qz 3 หลายเดือนก่อน +47

    ବହୁତ୍ ବହୁତ୍ ଧନ୍ୟବାଦ୍ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣ ଏମିତି ମୁଖ୍ୟ ମନ୍ତ୍ରୀ ବାଛି ଛନ୍ତି ଓଡ଼ିଶା ନିଶ୍ଚୟ ପରିବର୍ତ୍ତନ ହେବା ଆପଣଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଳରେ ରଖନ୍ତୁ

  • @biswaranjanmohapatra2518
    @biswaranjanmohapatra2518 2 หลายเดือนก่อน +2

    ରାମ ରାଜ୍ୟ ଆଗମନ ର ସଂକେତ 🎉
    ମୋହନ 🎉 ବାସ୍ତବରେ ମହାନ୍ 🎉
    ମନ 🎉 ମୋହିବେ ମୋହନ 🎉
    ମୋହନ ସରକାର 🎉 ମହାନ୍ ସରକାର 🎉
    ଜୟ ଜଗନ୍ନାଥ 🎉 🎉 🎉

  • @tusarswain9220
    @tusarswain9220 3 หลายเดือนก่อน +124

    ଓଡିଶା ବାସି କଁର ଭରସା, ମୋଦିଜୀକଁର guarantee , ଦୁଈଟାକୁ ଦୁଇ ହାତରେ ଧରି ବିକାସ କରି ଚାଲ ଜେମିତି ୨୦୨୯ରେ ଓଡିଶା ନଂ୧, ଓଡିଶା ବାସି ନଂ୧, ଓଡିଶା ର ମୁଖ୍ଯମନ୍ତ୍ରୀ ନଂ୧ ହେବେ

    • @Akbm100
      @Akbm100 3 หลายเดือนก่อน

      ମଦିଜୀକଁ guarantee 😂😂

    • @Akd784
      @Akd784 3 หลายเดือนก่อน

      Yess modi gurantee is trust worthy ​@@Akbm100

    • @brinda9513
      @brinda9513 3 หลายเดือนก่อน

      अभी भी कुछ लोगों की नजरियाँ नहीं बदली है!उनकी आँखो पर पट्टी बंधी
      हुई है।बिज्ञापन सरकार और कामदार सरकार में क्या फर्क है-ये समझने के लिए थोड़ा वक्त लगेगा।कुछ लोगको कुर्सी से प्यार है-कुछ लोगों को कर्म से खुब प्यार है।
      गणतंत्र में वंशवादी बिरासत बहुत खतरनाक होता है।एक परिवार के चंगुल में फंसने के कारण देश को कितनी किम्मत चुकानी पड़ी है!बरना मोदीजी के दुसरी पारी में भारत बिकशित भारत बन चुका होता और ओड़िशा देश का सबसे समृद्ध राज्य बन गया होता।यही हालत ओड़िशा जैसे संसाधन भरा प्रदेश में भी हुई थी।जनता अब उस परिवारवादी बिरासत के कालायादू से मुक्त हो रहे हैं।
      वक्त के साथ हालात भी बदल चुकी है।नया जोश,नयी उमंग और सकारात्मक सोच के साथ भविष्य पीढियों के लिए कुछ कर गुजरने का सुनहरा अवसर मिला है।देखना बाकी है मोहन की बाँसुरी से पंचम तान कैसे बजती रहेगी?इंतजार है नरेंद्र के डमरू और मोहन की बाँसुरी से बिकाश की धून कहाँ तक गूँज उठनेवाली है।ये जनता का सवाल वक्त ही देगा🤔।जय हिंद 🇮🇳🙏
      जय जगन्नाथ🙏

  • @FAKIRJENA-du2zs
    @FAKIRJENA-du2zs 3 หลายเดือนก่อน +738

    ଆଜି ତ୍ରିନାଥ ସେଠୀ ଶାନ୍ତିରେ ନିଶ୍ୱାସ ମାରିଲା ଓ ରାତିରେ ଭଲ ନିଦ ସେ ପାଇବ।

  • @pramodkumarjena3388
    @pramodkumarjena3388 3 หลายเดือนก่อน +35

    ସଂଗ୍ରାମ ବାବୁ ଆପଣଙ୍କ ସାମ୍ବାଦିକତା style ବହୁତ୍ ସୁନ୍ଦର୍
    ସତ କହିବାକୁ ଗଲେ ମୁ ଆପଣଙ୍କ fan
    ଆପଣଙ୍କ ଉପସ୍ଥାପନା style ଅତ୍ୟନ୍ତ ସୁନ୍ଦର୍

  • @PratapKumura-vg1uf
    @PratapKumura-vg1uf 3 หลายเดือนก่อน +2

    Congratulations 🎉sir