Exclusive:ବ୍ୟାଙ୍କ ମ୍ୟାନେଜର ପାଖରେ ଶୋଇଲିନି ବୋଲି ସାହାଯ୍ୟ କରିଥିବା ୨୦୦ ଟଙ୍କା ମୋ ହାତରୁ ସେ ଛଡାଇ ନେଇଥିଲେ

แชร์
ฝัง
  • เผยแพร่เมื่อ 21 พ.ย. 2024
  • Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    ANDROID APP- play.google.co...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #BreakingNews #LatestNews

ความคิดเห็น • 775

  • @NiranjanPanda-f2o
    @NiranjanPanda-f2o 8 หลายเดือนก่อน +9

    ଶୁଣିବାକୁ କଷ୍ଟ ଲାଗୁଚି. ଆଜିର ଦୁନିଆ ର ବାସ୍ତବ ଚିତ୍ର. ଖୁବ ମର୍ମସ୍ପର୍ଶୀ. କର୍ତ୍ତବ୍ୟ ଯଥାର୍ଥ ମାତ୍ର ପଥ ଘୃଣ୍ୟ. ପେଟ ପୋଷ, ନାହିଁ ଦୋଷ. ଧନ୍ୟବାଦ.

  • @Mitu-Mitali
    @Mitu-Mitali ปีที่แล้ว +92

    ଏ ଦୁନିଆଁ ଖାଲି ସ୍ଵାର୍ଥ ଚାହେଁ ମାଉସୀ,,,,, ତୁମ ଭଳି ଏମିତି ଅନେକ ନାରୀ ଏହି ସମସ୍ୟା ଦେଇ ଗତି କରୁଛନ୍ତି,,, କିନ୍ତୁ ମନ କଥା ମନରେ ରଖି ଭିତରେ ଭିତରେ କାନ୍ଦୁଛନ୍ତି ହେଲେ କାହାକୁ କହି ପାରୁ ନାହାଁନ୍ତି

  • @kalikrushnasadangi137
    @kalikrushnasadangi137 11 หลายเดือนก่อน +5

    ଏଇଠୁ ନେତା,ଜନତା ଏ ପରି ସ୍ୱାମୀ ପୋରିତ୍ୟକ୍ତାଆ,ଯେ କୋଣସି ଅଭାବୀ ନାରୀ ମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବା ଉଚିତ୍

  • @satyamaharana2011
    @satyamaharana2011 6 หลายเดือนก่อน +4

    Salute to your motherhood. Great mother. No path is wrong to save child. Lot of sacrifice you have given.

  • @dipakkumar2862
    @dipakkumar2862 ปีที่แล้ว +119

    ତମ ପରି ମା ମାନଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏

    • @Bapa4207
      @Bapa4207 ปีที่แล้ว +5

      ନିଜ ମା କୁ ସେତିକି ପ୍ରଣାମ କରିକି ଆସ ଆଗ....

    • @yashokirtipradhan999
      @yashokirtipradhan999 ปีที่แล้ว +1

      Duniare kn au kichhi kama nahi karibaku...... Loke basana Mazi madhya Peta posuchhanti..... Bujhila bhai....

    • @geetacreation8003
      @geetacreation8003 ปีที่แล้ว +2

      @@yashokirtipradhan999 basan kn ghara safa kariki tanku 5rupees milithila bhai 5rupees re kn Karibe Sia.

    • @cmcreation4905
      @cmcreation4905 ปีที่แล้ว +1

      ​@@Bapa4207badhia kahila

    • @sbdBrek
      @sbdBrek ปีที่แล้ว

      Au kana kama na thila . Khali banda milila

  • @uttamkumarmohapatra5041
    @uttamkumarmohapatra5041 ปีที่แล้ว +64

    Ur tears explain how pure your heart and soul and how cruel our society.... 🙏 I experience Ur pain in ur face...jay mata di

  • @bhagabanpradhan7500
    @bhagabanpradhan7500 ปีที่แล้ว +40

    . ଛୁଆ ପାଇଁ ମା କଣ ନକରିପାରେ
    ସେଥିପାଇଁ ସେ ମହାନ ତା ସ୍ଥାନ କେହିବି ନେଇ ପାରିବେନି 🙏🙏

  • @Old-Clture
    @Old-Clture ปีที่แล้ว +63

    ଏଇ ଶଳେ ଗୋଟେ ରାକେଟ ଚଲେଇଛନ୍ତି ଏ ମାନଙ୍କ କଥା ଶୁଣି କେହି ପ୍ରଭାବିତ ହୁଅନ୍ତୁନ୍ତି ଭଉଣି ମାନେ ମୋର ଅନୁରୋଧ 🙏 ଯୋଉମନେ ଅସୁବିଧାରେ ସ୍ଵାମୀ ମାନକ ସହ miss understanding schhi ସେମାନେ ସୁଣିକି ଏ କଥା ସେ ଲାଇନ ରେ ଯିବାପାଇଁ expose କରୁଛନ୍ତି ।।
    ହାତ ଗୋଡ ଅଛି ବେଶ୍ୟା କାମ କରି ପିଲାଙ୍କୁ ମଣିଷ କରିବା ଆବଶ୍ୟକ ନାଇ ।। ମଣିଷ କରିବାକୁ ପାଠ ପଢିବା କିଛି ଆବଶ୍ୟକ ନାଇ ମୋ ଜେଜେ ଅଣ ଜେଜେ ପାଠ ପଢି ନଥିଲେ ସେମାନେ କଣ ଅମଣିଷ ।। ମଣିଷ ପଣିଆ ବୁଦ୍ଧି ବିବେକ ସଂସ୍କାର ସିଖେଇବା ଦରକାର ।। ବାସ୍ ପିଲା କୁଲ୍ଲି ମୂଲିଆ ଲାଗିବ ମଣିଷ ହେଇଯିବ

  • @rameshlenka5083
    @rameshlenka5083 ปีที่แล้ว +32

    ପିଲା ପାଇ ଠିକ୍ କାମ କରିଚ କିଛି ଖରାପ ନୁହ ମାଡ଼ମ।

    • @yashokirtipradhan999
      @yashokirtipradhan999 ปีที่แล้ว +1

      Duniare kn au kichhi kama nahi karibaku...... Loke basana Mazi madhya Peta posuchhanti..... Bujhila bhai....

  • @dashpravudatta999
    @dashpravudatta999 ปีที่แล้ว +5

    World 🌎 best love
    Mother love 🙏🏻❤️
    Mother Sacrifice 🙏🏻🙏🏻
    Maa Apana Ete Upare je Jouthi Jou Paristhiti re Thile bi Apananka bhali kehi love kari paribeni ki Sacrifice bi Kari paribeni ❤️🙏🏻
    Hats off to tha news channel
    Bhaskar 🙏🏻👍

  • @akhayadehury6056
    @akhayadehury6056 ปีที่แล้ว +24

    ଠିକ୍ କଥା କହୁଛନ୍ତି ସତ କଥା କହୁଛନ୍ତି ଭଲ ଲାଗିଲା ମା

  • @jayJagannath143.
    @jayJagannath143. ปีที่แล้ว +39

    ହେ ମାଁ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏

  • @sushantasatapathy6499
    @sushantasatapathy6499 ปีที่แล้ว +51

    ବହୁତ ଦୁଃଖ ଲାଗିଲା

  • @rajeshkumardas5614
    @rajeshkumardas5614 9 หลายเดือนก่อน +4

    ଭଗବାନ ତ ହାତ ଗୋଡ଼ ସବୁ ଦେଇଛନ୍ତି ଖାଲି ତୁମକୁ ସେଇ ଦେହ ବେପାର ଟା ଦେଖା ଗଲା ଆଉ କଣ କିଛି ଦେଖା ଗଲା ନାହିଁ।

  • @niranjannayak5751
    @niranjannayak5751 8 หลายเดือนก่อน +1

    🙏🙏🙏🙏 ହେ ନାରୀ ତୁମେ ବଡ଼ ମହାନ

  • @scarygameing-ov2js
    @scarygameing-ov2js ปีที่แล้ว +28

    ବର୍ତମାନ ର କିଛି ଝିଅ ନିଜେ ସମାଜ କୁ ବଡ଼ ପଣିଆ
    ଦେଖାଇ ବା ପାଇଁ ଏହା କୁ ଜିବିକା କରି ଛନ୍ତି

  • @manojpradhan8068
    @manojpradhan8068 ปีที่แล้ว +10

    You are great 👍 ମା,,

  • @manjitsarangi2603
    @manjitsarangi2603 ปีที่แล้ว +80

    Great mother 👩 👩
    All are salute to u 🙏🙏🙏
    😭😭😭😭

    • @rnsoren6487
      @rnsoren6487 ปีที่แล้ว

      ତୋ ମାର ବିଆ

    • @neelaranjanabisoyi8412
      @neelaranjanabisoyi8412 5 หลายเดือนก่อน

      Media bala ajaka dekhantu nahin,pl stop this video

  • @alokmahakur9275
    @alokmahakur9275 ปีที่แล้ว +67

    ଏମିତି news ଦେଖନ୍ତୁ ନାହିଁ
    ଏହା ଦେଖିଲେ ଅନ୍ୟ ମାନେ ମଧ୍ୟ ଏପରି କରିବେ..........

    • @rajkishorrout2108
      @rajkishorrout2108 ปีที่แล้ว +3

      aayu piyu and maa ପ୍ରଥମେ ପୁରା ଘଟଣା ଶୁଣ ତା ପରେ ପ୍ରତ୍ୟୁତର କର ଶୋଭା ପାଇବ।

    • @debadattaroul9759
      @debadattaroul9759 ปีที่แล้ว +3

      Kharap kan kale..

    • @akshyaguru2652
      @akshyaguru2652 ปีที่แล้ว

      Bad 👎 chanel

    • @AllhaSuarwala
      @AllhaSuarwala ปีที่แล้ว +1

      ତମ ଭଳି ଯାହାର ସଠିକ୍ ବୁଦ୍ଧି ବିବେକ ର ଅଭାବ ଅଛି, ସେମାନେ ହିଁ କରିବେ।

  • @YashuKrishublog
    @YashuKrishublog 3 หลายเดือนก่อน

    You are great....God bless you with your family

  • @ganeshacreated8748
    @ganeshacreated8748 ปีที่แล้ว +32

    satare maa tame mahan 🙏🙏🙏

  • @pravatiguru.nicesong4075
    @pravatiguru.nicesong4075 ปีที่แล้ว +9

    U are great maa

  • @mamatakumari3338
    @mamatakumari3338 ปีที่แล้ว +19

    ଦି ଦି ପିଲାଙ୍କ ପାଇଁ ମା ସବୁ କିଛି କରି ପାରିବ

    • @pratimamahanta8114
      @pratimamahanta8114 ปีที่แล้ว

      କାହା ଘରେ କାମ କରୁଥିଲେ ଭଲ ହେଇଥାନ୍ତା

  • @VillageMastiAllVideo6947
    @VillageMastiAllVideo6947 ปีที่แล้ว +14

    ମା ତମେ ମହାନ୍ 😭😭😭😭😭👍👍👍👍

  • @bansidharpatra4251
    @bansidharpatra4251 ปีที่แล้ว +8

    Very sad and tragic event. May God save her from such pathetic situation of this poor lady.

  • @sureshkumarkhara1535
    @sureshkumarkhara1535 ปีที่แล้ว +181

    ହୋଇ ମାଁ,, ଯେଉଁ ସମୟରେ ଆପଣଙ୍କ ଦେହ ବିକ୍ରି କରୁଥିଲେ ସେତେବେଳେ ଆପଣଙ୍କ ଦେହରେ ବଳ ଥିଲା ନା, ହାତ ଓ ଗୋଡ଼ ଥିଲା ନାଁ ନାହିଁ ????.??

    • @offshoremumbai2289
      @offshoremumbai2289 ปีที่แล้ว +14

      SAMASTANKAR HATH GODA THAE ....TATHAPI AJI BEROJAGARA KAHIKI...SABU SITUATION /AU PRACTICAL HUA...

    • @sureshkumarkhara1535
      @sureshkumarkhara1535 ปีที่แล้ว +7

      @kharalonda5222 ଚୋରି କରିବା ମଧ୍ୟ ଏକ ବୃତ୍ତି ଭାବେ ନେଇଁ ପାରିବା କି ?? ବହୁତ ଲୋକ ନିଜର ଆଳସ୍ୟ ଯୋଗୁଁ ପରିଶ୍ରମ ନ କରି ଚୋରି କରୁଛନ୍ତି.. ସେମିତି ଭାରତୀୟ ସଂସ୍କୃତିରେ ଶରୀରର ପବିତ୍ରତା ବା ସତୀତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ

    • @santoshmohantyliku1987
      @santoshmohantyliku1987 ปีที่แล้ว +2

      @@offshoremumbai2289 kouthi berojgari achi bhai kahila.khali kodhia au kichi nae.bahana khali.samanya graduate ku kana 50000darama kie daba ki .Kam salary milipare hele chakiri avaba nae

    • @naik6839
      @naik6839 ปีที่แล้ว +3

      situation bahut kharap thile budhi dise niii 😭😭😭😭

    • @calvesofsteel984
      @calvesofsteel984 ปีที่แล้ว

      aaaa maghia bedhei... tah pura ma paisa lobhi tah taku easy money kameibara thila sethipaine

  • @babuMallick-g4i
    @babuMallick-g4i ปีที่แล้ว +1

    You are great mother jai jagarnath

  • @prakashnayak9291
    @prakashnayak9291 ปีที่แล้ว +2

    ଶରୀର ଖାଉଥିବା ଲୋକ ରାକ୍ଷାଷ ମନ ଠୁ ପବିତ୍ର କିଛି ନାହିଁ ଯିଏ ଯାହା କରେ ଏଇଠି ଭୋଗେ ଭଗବାନ ସବୁ ଦେଖେ

  • @jharanabehera9042
    @jharanabehera9042 ปีที่แล้ว +8

    U are great 🙏

  • @bhagirathinayak1393
    @bhagirathinayak1393 ปีที่แล้ว +27

    This is the real picture of the society.I respect to the lady.She has tolerated such a situation in her life for her existence.

    • @bhagirathinayak1393
      @bhagirathinayak1393 ปีที่แล้ว +1

      I really grateful to Bhaskar news channel for highlight.

    • @mamunijena2533
      @mamunijena2533 ปีที่แล้ว +1

      Mo jete bela dakhuche mo khanduche

    • @mamunijena2533
      @mamunijena2533 ปีที่แล้ว +1

      Aje kale amete hauche maa porusa ropa be naryan bole aje ae sama jare valare help karatene kn lage

  • @srabindranath4943
    @srabindranath4943 ปีที่แล้ว +6

    ନାରୀ ନୁହେଁ ତୁ ନାରାୟଣୀ 🙏

  • @krishnagoldmasti1124
    @krishnagoldmasti1124 ปีที่แล้ว +4

    Reporter mm... ଆପଣଙ୍କ ପୂର୍ବ ର report sabu dekhi ki bahut ଭଳ ଲାଗୁଥିଲା ... ଆପଣଙ୍କ ପ୍ରତି ମୋ ମନରେ respect ଥିଲା.… କିନ୍ତୁ ଭଳିଆ reporting ଯଦି କରିବେ ... ଆଉ ସେ ସମ୍ମାନ ରହିବନାହି... ଖାଲି ସୋଧା ଖାଇବେ ଆଉ ଛେଚା ଖାଇବେ 🙏🏻🙏🏻🙏🏻🙏🏻

  • @suryamanisethi8074
    @suryamanisethi8074 ปีที่แล้ว

    ଦିଦି u r great

  • @ashutoshbehura9635
    @ashutoshbehura9635 ปีที่แล้ว

    Bhaskar tv Bahut vala kama karichi

  • @prasantanayak1541
    @prasantanayak1541 ปีที่แล้ว

    Thanks a lot

  • @ratnakarrout5572
    @ratnakarrout5572 8 หลายเดือนก่อน

    Jaya Shree jagarnnth swami narayan Pathagami Bhabatume OM shanti OM shanti OM shanti🙏🙏🙏

  • @biswambarrout6279
    @biswambarrout6279 ปีที่แล้ว +5

    ଧନ୍ୟ ରେ ତୁ ଭାସ୍କର 🙏🙏🙏🙏🙏

  • @Tanuja_Priyadarsini
    @Tanuja_Priyadarsini ปีที่แล้ว +1

    Satare emiti maa bhagban 🥺

  • @SalomiPatra
    @SalomiPatra ปีที่แล้ว +5

    ମା ତୁମେ ମହାନ ତୁମ ପରି ମୁଁ କେବେ ଦେଖିନି ମୋ ହୁଦୟ ରୁ ତୁମକୁ ପ୍ରଣାମ ମା ତୁମେ ବହୁତ ଧନ୍ୟ 🙏🙏🙏 ମୁଁ ଭାବିପାରୁନି କେତେ କଷ୍ଟ ତୁମେ ସହିଛ... ଜୀବନ ରେ କେବେ ଥରେ ଦେଖାହେଲେ ନିହାତି ମୁଁ ତୁମ ପାଦ ଧରିବି 🙏🙏

  • @Chhandanaaaa
    @Chhandanaaaa ปีที่แล้ว +2

    Vaskar channel ku dhanyavaad,

  • @sureshkumarkhara1535
    @sureshkumarkhara1535 ปีที่แล้ว +20

    ତାଙ୍କ ଝିଅ ବର୍ତ୍ତମାନ କଣ କରୁଛନ୍ତି ?? ଦୟାକରି କେହି କହି ପାରିବେ କି ??

    • @rajlaxmimohapatra4233
      @rajlaxmimohapatra4233 ปีที่แล้ว

      Marriage karissrilani. 10 year hela

    • @premsahu3001
      @premsahu3001 ปีที่แล้ว

      @@rajlaxmimohapatra4233 mother salut you give your conta number

    • @sureshkumarkhara1535
      @sureshkumarkhara1535 ปีที่แล้ว

      ସେ ଝିଅ କୁ ଯାଏଁ ପାଠ ପଡ଼ିଲେ ଓ ତାଙ୍କ ସ୍ୱାମୀ କଣ କରୁଛନ୍ତି

    • @rajlaxmimohapatra4233
      @rajlaxmimohapatra4233 ปีที่แล้ว

      Thanks.

  • @ManiMani-uz7eo
    @ManiMani-uz7eo ปีที่แล้ว +23

    bahutu dukha lagila suni 😭

  • @jitendraswain629
    @jitendraswain629 ปีที่แล้ว +3

    ଆପଣ ମହାନ କିନ୍ତୁ ସବୁ ପୁରୁଷ କି ସବୁ ନାରୀ ସମାନ ନୁହଁନ୍ତି ଏମିତି ନାରୀ ଅଛନ୍ତି ଯିଏ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡି ପର ପୁରୁଷ ସାଁଥିରେ ଯାଉଛନ୍ତି, ଖାଲି ପୁରୁଷ ରୁପି ରାକ୍ଷସ ଦୁଃଖ ର ବିଷୟ, ଏବେ ତ 14,15ବରଷ ଝିଅ ମାନେ ତାଙ୍କ ଦେହ ର ଭୋକ ପାଇଁ ନୂଆ ନୂଆ ପୁଅ ସାଙ୍ଗ ସହ ଦେହ ଉପଭୋଗ କରୁଛନ୍ତି, ମାଆ ତମେ ମହାନ କିନ୍ତୁ ସମସ୍ତେ ନୁହନ୍ତି 🙏

  • @sarojdas3756
    @sarojdas3756 ปีที่แล้ว +2

    Good

  • @biswajitpatra6699
    @biswajitpatra6699 ปีที่แล้ว +3

    Madam, you are really great. I salute you.

  • @CheerfulJackrabbit-sc1iw
    @CheerfulJackrabbit-sc1iw 5 หลายเดือนก่อน

    Right katha kahilo mam

  • @jayantijati235
    @jayantijati235 ปีที่แล้ว

    U r great mother. Salute madam

  • @JyotirmayeeParida-o1j
    @JyotirmayeeParida-o1j 2 หลายเดือนก่อน

    Best,super mother😊❤

  • @rameshmunenkal8997
    @rameshmunenkal8997 ปีที่แล้ว

    You are right mam

  • @sagardoraraghav9065
    @sagardoraraghav9065 ปีที่แล้ว +2

    ବହୁତ୍ ବହୁତ୍ ବହୁତ୍ ଖରାପ ଚେନେଲ ଟା ଏଟା
    କାମ କିଛି ନାହିଁ ଆଊ ୟାର
    ଘରେ ଘରେ ପଶି କିଏ ଶୋଇଲା କିଏ ପାଇଲା ହିସାବ କରୁଛି

  • @sunitarana2425
    @sunitarana2425 ปีที่แล้ว +14

    ଭଗବାନ ଅଛନ୍ତି ଭଉଣୀମାନେ ବିଶ୍ଵଶ ରଖ 🙏🙏

    • @mr.Amarjena609
      @mr.Amarjena609 6 หลายเดือนก่อน

      Rakhutha aau thiba jhia mane bujhuna

  • @atamramdas7736
    @atamramdas7736 ปีที่แล้ว +6

    ମା ତୁମେ ମହାନ 🙏

  • @priyamajhi9096
    @priyamajhi9096 7 หลายเดือนก่อน

    Jai jagannath
    Jai jagannath
    Jai jagannath

  • @radhakantapanigrahi188
    @radhakantapanigrahi188 ปีที่แล้ว +26

    ହେ ଭଗବାନ 🙏🏼🙏🏼🙏🏼😭😭

  • @manojdasfooding9992
    @manojdasfooding9992 ปีที่แล้ว +3

    Salut madam thank you

  • @binodkumarnayak6453
    @binodkumarnayak6453 ปีที่แล้ว

    Thank madam

  • @Mohadev-h2p
    @Mohadev-h2p 7 หลายเดือนก่อน

    Mam u r so great

  • @sarojkumarpradhan6312
    @sarojkumarpradhan6312 ปีที่แล้ว +7

    ହେ ଭଗବାନ.......

  • @limikapatra5344
    @limikapatra5344 ปีที่แล้ว +5

    Maa always a Maa

  • @mkrcreate3498
    @mkrcreate3498 ปีที่แล้ว

    Thank you medam

  • @manojsahoo1622
    @manojsahoo1622 ปีที่แล้ว

    Satare maa tuma pada tale koti pranama

  • @AlokPradhanAlokpradhan-v1v
    @AlokPradhanAlokpradhan-v1v 9 หลายเดือนก่อน

    Maa tame mahan

  • @sarojsamal9185
    @sarojsamal9185 ปีที่แล้ว +1

    Bhala manisa tume

  • @RajeshKumar-ct1wk
    @RajeshKumar-ct1wk ปีที่แล้ว +1

    Maaaa

  • @dontknowaboutfact9971
    @dontknowaboutfact9971 ปีที่แล้ว

    I salute 🫡 you.....ete struggle karichanti apana....satare...ame purusa mane....apanka dukhara ....faida uthaauchu.....

  • @ranibisoyee1028
    @ranibisoyee1028 ปีที่แล้ว +24

    Bahuta dukhalagila maa 😭😭😭😭😭😭😭😭😭😭🙏🏻🙏🏻🙏🏻😭😭😭😭😭😭

    • @rnsoren6487
      @rnsoren6487 ปีที่แล้ว

      ତୋ ବିଆ କୁ 100ଟୋକା ଗେହୁଁ
      କାମ କାମ କରିବାକୁ ବଳ ନ ଥିଲା କି 30ବର୍ଷ ରେ yy🖕

  • @Mkstory244
    @Mkstory244 10 หลายเดือนก่อน +5

    ଗୋଟିଏ ନାରୀର ଛାତି ତଳେ ଥିବା କଷ୍ଟକୁ କେହି ବୁଝି ପାରନ୍ତିନି ଯେତେବେଳେ ସେ ବଞ୍ଚିବାକୁ ଦେହ ବିକେ ସେତେବେଳେ ସମସ୍ତଙ୍କ ଜିଭ ବହୁତ କିଛି କୁହେ

  • @ପ୍ରେମାନନ୍ଦସାହୁ1000
    @ପ୍ରେମାନନ୍ଦସାହୁ1000 ปีที่แล้ว +1

    ଭାସ୍କର news କୁ ଧନ୍ୟବାଦ

  • @skyseries24
    @skyseries24 ปีที่แล้ว +1

    bhaskar news bala ku koti pranam

  • @Mahapatra-oy4rk
    @Mahapatra-oy4rk ปีที่แล้ว

    Heart touch I respecte you

  • @jayadevsahoo9916
    @jayadevsahoo9916 ปีที่แล้ว +17

    Hee maa tumaku koti 🙏🙏🙏🙏🙏

  • @ramsinghhaiburu5626
    @ramsinghhaiburu5626 ปีที่แล้ว

    Good mother

  • @mohansahoo4214
    @mohansahoo4214 5 หลายเดือนก่อน

    Salute to this Maa.

  • @sailanag1297
    @sailanag1297 ปีที่แล้ว

    Ur great

  • @RAHULSINGING-kr6dp
    @RAHULSINGING-kr6dp ปีที่แล้ว +1

    Salute ❤

  • @rudrafitness9705
    @rudrafitness9705 ปีที่แล้ว +2

    Gote maa ra katha sunike bahut dukha laguchi 🥺

  • @sadaarmyexpress6200
    @sadaarmyexpress6200 10 หลายเดือนก่อน

    Bhagaban bhalare rakhantu

  • @khirabdhimeher8189
    @khirabdhimeher8189 ปีที่แล้ว +2

    You are very great mom

  • @rameshdongri2968
    @rameshdongri2968 ปีที่แล้ว +7

    Mam ତୁମେ ପ୍ରଭୁ ଙ୍କ ଠାରେ ବିଶ୍ୱାସ କର ସେ ତୁମର ସବୁ ପାପ କ୍ଷମା କରିବେ

  • @bhagbanbehera5601
    @bhagbanbehera5601 ปีที่แล้ว +4

    Nija chhua manakar bhoka dauru rakhya karibaku jai deha dana karibata ku besya kuhantini Maa. You are the great mother. God bless you

  • @pramoddash1194
    @pramoddash1194 ปีที่แล้ว +3

    Mother is great 😭

  • @ranjannayak3591
    @ranjannayak3591 ปีที่แล้ว

    ତମସହିତ ଜାହା ହେଇଚି ଆଉକୋଉ ନାରିସହିତ ନହେଉ ଜୟଜଗନାଥ

  • @saratnayak1567
    @saratnayak1567 ปีที่แล้ว +11

    Real heart touch story.

  • @rabindrabehera1970
    @rabindrabehera1970 ปีที่แล้ว

    Prabhu Sir Jagannath Bharosha

  • @diptirekhabiswal9827
    @diptirekhabiswal9827 ปีที่แล้ว +1

    Bahut dukha laguchi akhiri luha aisijauchi

  • @pitambarbehera6758
    @pitambarbehera6758 ปีที่แล้ว

    Thank, you.

  • @milanmohanty1727
    @milanmohanty1727 ปีที่แล้ว

    I think you're a great Mother

  • @jitendraswain629
    @jitendraswain629 ปีที่แล้ว +28

    ଆଜିର ଅଶ୍ଳୀଳ ଦୁନିଆରେ ପେଟ ପୋଷିବା ପାଇଁ ବେଶ୍ୟା ବୃତ୍ତି ପାପ ନୁହେଁ 🙏

    • @rajlaxmimohapatra4233
      @rajlaxmimohapatra4233 ปีที่แล้ว

      Thanks

    • @yashokirtipradhan999
      @yashokirtipradhan999 ปีที่แล้ว

      Duniare kn au kichhi kama nahi karibaku...... Loke basana Mazi madhya Peta posuchhanti..... Bujhila bhai....

    • @rajlaxmimohapatra4233
      @rajlaxmimohapatra4233 ปีที่แล้ว

      Thanks

    • @AllhaSuarwala
      @AllhaSuarwala ปีที่แล้ว

      @@yashokirtipradhan999 ଲୋକେ ବାସନ ମାଜିବା ପାଇଁ ବି ଆଜି କେହିଁ ଦଉ ନାହାଁନ୍ତି। କାହିଁକି ନା ଲୋକେ ଚ଼ାହାଁନ୍ତିନି କାହାକୁ ବାସନ ମଜେଇବା ପାଇଁ। ତମ ଭଳି ଲୋକେ ବୋଧେ ବାସନ ମଜେଇଥାଆନ୍ତ,

    • @yashokirtipradhan999
      @yashokirtipradhan999 ปีที่แล้ว

      @@AllhaSuarwala au Tama bhali loka emitika aslila kama ku prasaya dauchhi.... Tama bhali lokaku emiti ka kama bhala laguchhi

  • @hrudananda7497
    @hrudananda7497 ปีที่แล้ว

    You are the great

  • @Babysgallary
    @Babysgallary 5 หลายเดือนก่อน +1

    ସମାଜରେ ବହୁତ ଝିଅ ମାନେ ନିଜ ପେଟ ପୋଷିବା ପାଇଁ ବାହାର ରାଜ୍ୟରେ ପୁଅ ମାନଙ୍କ ପରି ଦାଦନ ଖଟୁଛନ୍ତି 😢ସେମାନେ ତ କାଇଁ ବେଶ୍ୟା ବୃତ୍ତି କରୁନାହାନ୍ତି l ନିଜର ଚିନ୍ତାଧାରା ବଦଳେଇବାର ଅଛି l

  • @satyadurga1267
    @satyadurga1267 ปีที่แล้ว +14

    O.my.good

  • @kamlakant6304
    @kamlakant6304 ปีที่แล้ว

    Very nice maa

  • @tapaskumarsamal6521
    @tapaskumarsamal6521 ปีที่แล้ว

    Satare i love Bhaskar

  • @DreamGirlSima
    @DreamGirlSima ปีที่แล้ว +4

    Jay Jagannath swami

  • @SantoshKumar-vi7xv
    @SantoshKumar-vi7xv ปีที่แล้ว +13

    Respect 🙏

  • @BijayKumar-se1ce
    @BijayKumar-se1ce ปีที่แล้ว +17

    ଦୁନିଆକୁ ଭଲ ଶିକ୍ଷା ଦେଉଛ ଭାସ୍କର ଟିଭି ସବୁ ସାରିଦେଲ

  • @pramodanayak3256
    @pramodanayak3256 ปีที่แล้ว

    Good madam ur jiniys

  • @ckdas7044
    @ckdas7044 ปีที่แล้ว +1

    Maa tama sahas ku manibaku padiba tamaku paristhiti badhiya karichi

  • @hemantasethi9543
    @hemantasethi9543 ปีที่แล้ว +4

    God bless you maa

  • @srabani.123
    @srabani.123 ปีที่แล้ว

    Ur . great.