Hahaha, tanku jana sabu low, tenu se chati fulei sabu kahuchanti, aau sabu kaama karuchanti, kintu ame saviyen musa bhali chup chap jaki juki heiki rahu, yes or no, jemiti police bhabuchanti aame bahut upare aamaku kehi kichi kari paribeni
Bhai tumhara iss vedio Dil ko chuu goya...lekin ajj ka duniya me kobhi v ladkiyon ko ijjat or ajadi kobhi nehi milegi .. ghor me v or bahar v ....ham jitne b age jae lekin kobhi sukoon se Nehi jine paaungi 😢😢
Aaj ka time mein ladkiyan bahut ghatiya hai... Bt ladkon ko dost deta hai.. isiliye ladki ko Suraksha nahin Dena chahie agar Dena chahie to ladka aur ladki donon ko same Dena chahie... Ghatiya ladki Ko nahin 👊🤬🤮🤬🤬🤮🤮
Bhai mu tamaku bahut support kare Tamara sabu video dekhe kintu jau topic upare video ta banicha taupare bhala se tk study kara puni auphare au gote new video ana , news 7 re ex navy officer ai topic re kahichanti tk video ta dekha au lokanku sata dekha humble request bhai next video ta odisha police pani true basis re hau na ki tanka agent's re
@@sambitkumardas3893Tame dekhithila ki taku sexually harassing hebara ?? Aau hospital Lobby ra viral CCTV footage accordingly she is completely fine. Jaddi beleive heuni Bhaskar tv ra news re dekha pura footage
Sete bele ta cctv rahunathila ta mane kn loka amara nyaya paunathile ..kain se CCTV pachhare padichha sabu cctv re ta ankita laguchhi sate gunda giri karuchhi boli au thanare 2 jane mada pii ki asiki bar re dance kariki pila mananku middle finger dekhaiki kahuchhi mora abhijoga rakha nahele bhasa use karuchhi police ku ta ra duty bisayare pacharuchhi ..se kia ki kan inquiry officer hoiki jaithila thana ku ..salinata ta jama rakhuni au anya thu nyaya kain maguchhi..
ସାଧାରଣ ପାନ ଦୋକାନରେ CCTV Camera ରହୁଚି କିନ୍ତୁ ଥାନାରେ ନାହିଁ 😂😂
Point to be noted...
Bhai police hni sabuthu bada chora
DHRUV RATHEE ❌ BHUBANESWAR MUNDA❤✅
Actually MELB€T ✅
Na Dhruv ❌ Na Bhubaneswar Munda Bhai
Right katha kahila Bhai❤
Aau gote video asu a topic re
Right bhai justice for ladies
You are great brother 👍😊
❤ Pura thik katha bhai ❤
😊
Bhai bahut vala lagila aji ra video ta 🙏🙏🙏
Thik achi...
Betting app promote kariba nihati darkar?
Social awareness pain video.... Sethire betting app promote... Waah!! Bhut badhia
ଯାହା କୁହ ପଛେ ଭାଇ ଯେତିକି ମୁଁ ଏ news ରୁ ଜାଣିଛି ଏଠି police ଙ୍କ ଭୂଲ ଠାରୁ ବେଶୀ ଭୂଲ army officer ଆଉ ତାଙ୍କ ବାନ୍ଧବୀ ଙ୍କର,👍👍👍👍👍 ଝିଅ ଟି ର medical ଯିବା ର viral video ଦେଖନ୍ତୁ au medical ରୁ ବାହାରିବା ପର ର video ଦେଖନ୍ତୁ 👍ସେ ଦୁଇ ଙ୍କ roll ଅଲଗା ପ୍ରକାର କଣ army officer ବୋଲି କଣ ସମସ୍ତଙ୍କୁ ହାକିମ ଦେଖେଇ ବ
Exactly point
Jhio kharap achhi mu kaha vedio ru dekhili
Exactly
Hahaha, tanku jana sabu low, tenu se chati fulei sabu kahuchanti, aau sabu kaama karuchanti, kintu ame saviyen musa bhali chup chap jaki juki heiki rahu, yes or no, jemiti police bhabuchanti aame bahut upare aamaku kehi kichi kari paribeni
ତୁଷାର ଭାଇ ମୁଁ ଭାବିଥିଲି କି ତମେ ହିଁ ଆର ସତ ଟା ବାହାରକୁ ବାହାର କରିପାରିବ କିନ୍ତୁ ନାଇଁ ତମେ ବି ସେଇ ଝିଅ ସପୋର୍ଟ ରେ କିନ୍ତୁ ସେ ଝିଅ ପୁରା ସତ କହୁନାହିଁ, ସେ ଗୋଟେ ଉଦ୍ଧତ ଝିଅ ବୋଲି ଜଣାପଡୁଛି ଭଗବାନ କରନ୍ତୁ ଦୋଷୀ କୁ ଦଣ୍ଡ ମିଳୁ ଓ ନିର୍ଦୋଷ କୁ ନ୍ୟାୟ 🙏🥹
Mu b gote jhio heiki b se puo manku support karuchhi...
ଏଇଟା ପଇସା ନେଇକି ଭିଡ଼ିଓ କରିଛି @@nibeditabehera7862
To saha hele janibu dine@@nibeditabehera7862
Tame kete bhala bbsr munda
Ame janichu
Bhai first case ku bhala se study kariki video upload kara adha adhura topic ku neiki upload karntuni taki miss information public pakhaku jauchhi
Super news Bhai
Thiki katha kahicha bhai
Good.job.❤you.bhai.
Yeta Odisha Bhai
Kichhi dina gale puni nua news asijiba
Au yeh puruna heijiba
But justice milibani 😢
ପଲେଇ ପୁଅ , ଆର side ଷ୍ଟୋରୀ କଣ ତୋ ବୋପା କହିବ ? ଶଳା ବହୁତ୍ ଗିହାଳିଆଟା ତ । ଅଧା କଥା ସୁନିକି ଆସିଲା opinion debaku.
Tu video karau nu 😂😂
Thik kahila bhai
Bhai tumhara iss vedio Dil ko chuu goya...lekin ajj ka duniya me kobhi v ladkiyon ko ijjat or ajadi kobhi nehi milegi .. ghor me v or bahar v ....ham jitne b age jae lekin kobhi sukoon se Nehi jine paaungi 😢😢
Rightful words bhai
Good subject re vedio kricho 👍👍👍👍
💯 thanks for making this video
Very good suggetion
Bhai thik kahila love you broo❤❤❤❤❤❤❤❤❤❤
I'm on ur support dr Bbsr Munda
Try all the possibilities as u can to give justice to this lady
Bhai 100k kebe haba mu wait karichi❤ celebration pain dakiba mote tikia ❤
ଭାଇ ମେଡ଼ିକାଲର ସିସିଟିଭି video viral ହଇଛ
Good job vai
Please stop promoting bating app.. ଜଣା ନାହିଁ କେତେପିଲଙ୍କ ଜୀବନ ଖରାପ୍ ହଉଛି😢😢😢😢
True words at last part of your video 💯
Nice video bro ❤❤❤❤
Aaj ka time mein ladkiyan bahut ghatiya hai... Bt ladkon ko dost deta hai.. isiliye ladki ko Suraksha nahin Dena chahie agar Dena chahie to ladka aur ladki donon ko same Dena chahie... Ghatiya ladki Ko nahin 👊🤬🤮🤬🤬🤮🤮
I think eta ra proper investigation heba darkar hae pare police micha kahuchi,hae pare se lady micha kahu chanti kichi bhi hae pare😊
Jay jagannath
ନ୍ୟାୟ କେବେ ମିଳିବନି , ପୋଲିସ ମେଳି କରି ଜଣାଇ ଦେଇଛି , ଏଭଳି କାମ ଆମେ ବାରମ୍ଵାର କରିବୁ | ଏଥିପାଇଁ ସେମାନଙ୍କୁ କୌଣସି ବାଧକ ନାହିଁ , କି ରଖାନଯାଉ |
You the best bro 👍🏼
Your right bro 👍👌
Bhai video dekhiki mun speechless... Ame kana satare safe .??.. Ame kan police upare bharasa kariba???
ପୋଲିସ ତ ଠିକ୍ କାମ କରୁନାହାନ୍ତି ଓଡ଼ିଶା ରେ but bhubaneswar munda ଭାଇ actually ଝିଅ ର first ଭୁଲ୍ middle finger ଦେଖେଇବା mohan majhi kea mun janini କହିବା
Boys କିଛି ଭୁଲ୍ ନାହିଁ lady first misbehave କରିଛି full dum ରେ ତା pare toka misbehave କରିଛନ୍ତି ଠିକ୍ କଥା କୁହ। ପୁଅ ଭୁଲ୍ ଭୁଲ୍ ଆଉ ଝିଅ କଣ ସତି ତୁଳସୀ
Nice bhai
Well done bhai
A bhai ama odisha police mohan 🙏🙏🙏semane khali basibe au peta fuleibe g mara paisa khai khai
Au khali helmet check kariki fine nebe 😂😂😂
@@thekingofhartalok thik kahicha 😂😂..
right Bhai👍👍👍👍👍👍👍👍👍🙏🙏🙏🙏🙏
Bhai last seen mast kahichha
ଭରତପୁର ଥାନା ପାଖରେ ଥିବା Omfed ଦୋକାନ ରେ CCTV ଅଛି କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ଭାରତପୁର ଥାନା ରେ CCTV ନାହିଁ.....🙏
Ri8, cc tv lageile sale gandi masti kemiti karibe
Right bhai
Bhai mu apanankara Bahut bada fan....❤❤❤
Right my brother ❤
Right bro🙏🙏🙏🙏
😂😂 ଆମ ଓଡ଼ିଶା ରେ ଯଦି ଗୋଟେ ସାଧାରଣ ଲୋକ ଗୋଟେ ମୋଟର ସାଇକେଲ ରେ ନିଜ ସ୍ତ୍ରୀ ପିଲାଙ୍କୁ ବସେଇ କି ନେଲା ତାହେଲେ ପୋଲିସ ଆକ୍ସନ ମୁଡ୍ କୁ ପଳିଆସେ ହେଲେ ଯୋଉଠି ଆକ୍ସନ ମୁଡ୍ କୁ ଆସି ନ୍ୟାୟ ଦେବାକୁ ପଡେ ସେଥି ସେମାନେ ଏମିତି କିଛି ଆକ୍ସନ କରନ୍ତି 😂😂😂
Absolutely right bhai 👍
Right bro..😂😢😢
ଏକ୍ ଦମ୍ right 👍👍
Bhae mu Tamara bahuta bada fan
Bhai mu tamaku bahut support kare Tamara sabu video dekhe kintu jau topic upare video ta banicha taupare bhala se tk study kara puni auphare au gote new video ana , news 7 re ex navy officer ai topic re kahichanti tk video ta dekha au lokanku sata dekha humble request bhai next video ta odisha police pani true basis re hau na ki tanka agent's re
Beti Padhao Beti Bachao ❌ Andha ko Padhao Andha ka Aankh khulwao ✅✔️
ବଡ଼ ଭାଇ ଏଠି ଓଡ଼ିଶା ପୋଲିସ୍ ର ଭୁଲ ଅଛି ଆଉ ସେ ଭୁଲ ପାଇଁ ସେ ଶସ୍ପେଣ୍ଡ ହେଇଛନ୍ତି ସେଟା ଯଥେଷ୍ଟ। ଆଉ ଆପଣ ଯୋଉ ନିଶା ଖାଇବା କଥା କହୁଛନ୍ତି ଝିଅ ଜଣଙ୍କ ସେ ପିଲାଙ୍କୁ ଗାଳି କରି କମେଣ୍ଟ ତ ମାରିଥିବେ। ଆଉ ଯେ ଝିଅ ଆପଣ ଯାହାକୁ କହୁଛନ୍ତି ପୀଡ଼ିତା ତାଙ୍କର ଏକ ଡ଼ାକ୍ତରୀ ମାଇନା କରା ଯାଉ ସତ ଜଣା ପଡ଼ିଯିବ।
Mate tk apananka no mili pariba ki please 🙏🙏
କିଏ କିଏ ମା__ଆ ଦେଖିଚ, ଏ ଯୋଉ ଭୁବନେଶ୍ୱର ମୁଣ୍ଡା ହଉଚି ହ୍ୟାଟ୍ରିକ ମା_ଘିଆ
Pata Nei Kisine Hume Mombati Pakdna Sikhadiya,
Warna Nari ke Sanman me to MAHABHARAT our LANKA DAHAN ki Sanskrit thi Hamari 🙌
ଭାଇ ଝିଅ ର ବି ଭୁଲ୍ ଅଛି
Bhai right 👍👍👍👍
Jay Jagannath
You are write bro❤❤
ପୁଣି 😢 କେତେ ଆଉ ଆମେ ମାନେ ବଳାତ୍କାର ର ଶିକାର ହେବୁ 😢😢😢 କଣ ଆମର ସୁରକ୍ଷିତ ହେବନି କେବେ 😢 ଗୋଟେ ନାରୀ ଠୁ ଜନ୍ମ ନେଇ ସେଇ ନାରୀ କୁ ପୁଣି ଏମିତି 😢😢😢
କଣ ଭାଇ ନିଆ ନାହିଁ ଧୂଆଁ ଉଠିଲା କେମିତି ଭାଇ ସେ viral ଭିଡିଓ ରୁ ସବୁ ଜଣା ପଡୁଛି କିଏ କେମିତି ସେ ଝିଅ କେମିତି ହଉଥିଲା ସମସ୍ତେ ଦେଖିଛନ୍ତି
Se jhia hela boli Police mane sexual assault karibe nuhe?aeita kau nyaya katha bhai...kau sambidhana re lekha achi or kau shastra re lekha heichi
@@sambitkumardas3893 ପୋଲିସ asult କରିଛନ୍ତି ବୋଲି ମେଡିକାଲ prof ବି ଦବା ଦରକାର ଭାଇ । ଠିକ୍ ଅଛି ଯଦି ପୋଲିସ asult କରିଛନ୍ତି ଆଉ ଆ କଥା ଏତେ viral ହଉଛି ତାହେଲେ ସବୁ ପୋଲିସ ଷ୍ଟେସନ ରେ ଏମିତି କରାଯାଉଛି ସବୁଥେଇ ଏମିତି ହବ ଦରକାର ନାହିଁ କିନ୍ତୁ ମିଡିଆ ବାଲା ଏଇ କଥା କୁ କାଇକି ଏତେ ହେଇଲାଇଟ୍ କରୁଛନ୍ତି କଣ army ଅଫିସର ସ୍ତ୍ରୀ ବୋଲି ସେ କଣ ଦୁନିଆ ବାହାରେ ଆଉ ନିରୀହ ଲୋକ କଣ ଲୋକ ନୁହନ୍ତି
@@sambitkumardas3893 ପୋଲିସ asult କରିଛନ୍ତି ବୋଲି ମେଡିକାଲ prof ବି ଦବା ଦରକାର ଭାଇ । ଠିକ୍ ଅଛି ଯଦି ପୋଲିସ asult କରିଛନ୍ତି ଆଉ ଆ କଥା ଏତେ viral ହଉଛି ତାହେଲେ ସବୁ ପୋଲିସ ଷ୍ଟେସନ ରେ ଏମିତି କରାଯାଉଛି ସବୁଥେଇ ଏମିତି ହବ ଦରକାର ନାହିଁ କିନ୍ତୁ ମିଡିଆ ବାଲା ଏଇ କଥା କୁ କାଇକି ଏତେ ହେଇଲାଇଟ୍ କରୁଛନ୍ତି କଣ army ଅଫିସର ସ୍ତ୍ରୀ ବୋଲି ସେ କଣ ଦୁନିଆ ବାହାରେ ଆଉ ନିରୀହ ଲୋକ କଣ ଲୋକ ନୁହନ୍ତି
@@sambitkumardas3893Tame dekhithila ki taku sexually harassing hebara ?? Aau hospital Lobby ra viral CCTV footage accordingly she is completely fine. Jaddi beleive heuni Bhaskar tv ra news re dekha pura footage
Right bro
Sete bele ta cctv rahunathila ta mane kn loka amara nyaya paunathile ..kain se CCTV pachhare padichha sabu cctv re ta ankita laguchhi sate gunda giri karuchhi boli au thanare 2 jane mada pii ki asiki bar re dance kariki pila mananku middle finger dekhaiki kahuchhi mora abhijoga rakha nahele bhasa use karuchhi police ku ta ra duty bisayare pacharuchhi ..se kia ki kan inquiry officer hoiki jaithila thana ku ..salinata ta jama rakhuni au anya thu nyaya kain maguchhi..
You are right Bhai 👍
Bhai that not expected to you
Abe editing bhala achhi bhai👌👌
❤
Love you bhai ❤
👍👍👍👍
Right Right Sir
Moumita pi justice maguthile niya ebe bbsr re v start 😢
ଭାଇ ଯଦି ସମସ୍ତେ ଡବଲ ଇଞ୍ଜିନ ସରକାର ଖୋଜୁଥିଲେ ହେଲେ ଆଜି ଓଡ଼ିଶା ରେ ଏମିତି ସବୁ ଘୃଣ୍ୟ କାମ ଦେଖିବାକୁ ମିଳୁଛି କଣ ପାଇଁ । କୁଆଡେ ଗଲେ ଆମ ଗାମୁଛା ବାଲା ଭାଇ ଆଉ କିଛି ଅନ୍ଧ ଭକ୍ତ କୁଜି ନେତା ମାନେ। ଯଦି ଏଠି ତେଲ, ଆଳୁ, GST , ଗୋଟେ ଗୋଟେ ଦିନ ରେ ବଢ଼ି ପାରୁଛି ତାହେଲେ ୧୫ ରୁ ଆଜି ଯାଏ Conclusion ଆସିନି କଣ ପାଇଁ ଖାଲି ବହସ୍ପଟିଆ କଥା ମିଛ ପ୍ରତିଶୁତି ଆଉ ଲୋକ ମାନଙ୍କୁ ଭଣ୍ଡେଇକି ସରକାର ଗଢିଲେ ରେ କିଛି ଲାଭ ନାହିଁ। ଯେଉଁ ସୁଭଦ୍ରା ଯୋଜନା ନାମ ରେ ବ୍ୟାଙ୍କ ଖାତାକୁ ୫୦୦୦ ଟଙ୍କା ପଥାଉଚ୍ଚ ସେହି। ମା ସୁଭଦ୍ରା ସଦୃଶ୍ୟ ଭଉଣୀ ମା ଙ୍କୁ ସୁରକ୍ଷା ବି ଦିଆଯାଉ। ହଁ ଶେଷରେ ଏତିକି କହିବି ଯଦି ସେ ଭଉଣୀ ଙ୍କ କଥା ସତ ତାହେଲେ ପୋଲିସ ମାନଙ୍କର ଏତେ ସାହାସ ଆସୁଛି କୋଉଠୁ??????? ଏମିତି କିଛି ଅଭଦ୍ର ପୋଲିସ ମାନଙ୍କ ପାଇଁ ପୁରା department ବଦନାମ।
ସବୁ ପୋଲିସ ସମାନ
It's dubble engine sarkar😅
Odisha change hau6i bhai😅
Ea ki6i nuha agaku ahuri bahut ki6i dekhiba ra a6i loka nku
God please save Odisha
Bro's content previous days🤡 Bro's content now a days🗿🗿✅
Jay Jagannath 😢
ପୀଡିତ ହେଇଥିବା ଟୋକାର କୌଣସି ବୟାନ ବା ତାଙ୍କ ବିଷୟରେ କେହି କିଛି କହୁ ନାହାନ୍ତି କଣ ପାଇଁ, ଟୋକା ଟା ମୁକ ବଧିର ଥିଲା ବୋଧେ😮, ନାରୀ କାର୍ଡ ଖେଳା ଯାଉଛି ଭଳି ଲାଗୁନି କି 😮 କୁନ୍ଦୁଲି, ପରୀ,ପିପିଲି ଭଳି ଅନେକ କେସ ରେ ମିଡ଼ିଆ ତ ଚୁପ୍ ରହି ବଦମାସ୍ ପୋଲିସ୍ କୁ suport କରିଲ, ଆଉ ଏଠାରେ ତ ମଦ ପିଇ ଉଦ୍ଧାତ ଝିଅ କୁ support କରୁଛ ଆଉ କର୍ତ୍ତବ୍ୟ ନିଷ୍ଠ ପୋଲିସ ଉପୋରେ ଆରୋପ,, ପୋଲିସ୍ ର କାମ ନାହିଁ ତ ଉଦ୍ଧତ ଝିଅ କୁ ବାଣ୍ଡ ଦେଖିବ, ଆଉ ବିନା ବଳାତ୍କାର ରେ ଛାଡ଼ି ଦେଇ ବଦନାମ ହେବ,, ଆହୁରି ବି ଲେଡୀ ପୋଲିସ ଥିଲେ, ତେଣୁ ଏହା ମିଛ ଭଳି ଲାଗୁଛି,
CCTV ନାହିଁ ବୋଲି ଆଜି ନିରୀହ 5ଜଣ ସସ୍ପେଣ୍ଡ ହେଲେ 😢 ଯେଉଁମାନେ କି ତାଙ୍କ ଡିଉଟି କରିଥିଲେ,,
Shameless odisha police..
Right
ଭାଇ ସେ ଝିଅ ଯାହା କହୁଛି ସବୁ କଣ ସତ ? ନ ଜାଣି ପୋଲିସ ନାମ ରେ ମିଛ କାହିଁକି କହୁଛ
ବିଜେପି ସରକାର ଆସିବା ପରେ ରାସ୍ତା ରେ ଗୁଣ୍ଡା ଯିଏ ରାସ୍ତା ରେ ଲୋକଙ୍କୁ ପଚାରୁଛନ୍ତି ମୋହନ ମାଝୀ କୁ ଜାଣିଛ, ଯେମିତି ମୋହନ ମାଝୀ କୁ ନଜାଣିଲେ ଓଡିଶା ରେ ରହି ହେବନି କି, ଆଉ ଲୋକ ଆଙ୍କ ଜାଳା ରୁ ବଂଚିବାକୁ ଥାନାକୁ ଗଲେ ସେଠି ପୋଲିସ ଲିଙ୍ଗ ଦେଖେଇବ, ନିର୍ଲଜ ସରକାର ଓଡିଶା କୁ ଜଙ୍ଗଲ ରାଜ କରିବ ଆସି
Tame bhai a jhia support re ...bhai taa viral vdo dekha
Kali asiba
ଭାଇ ତମ କଥା ରେ ମୁଁ ଏକ ମତ ଓଡ଼ିଶା police ଖାଲି ଲାଞ୍ଚ ନେବେ au କିଚି କାମ କରନ୍ତି ନାହିଁ
🙏🙏🙏💖
Thik katha Bhai
Love you brother
ଭାଇ ମୁଁ କହୁନି ଆମ ଓଡିଶା ପୋଲିସ ଭଲ ବୋଲି କିନ୍ତୁ ଭାଇ ଟିକେ ଚିନ୍ତା କର ସେ madam ଙ୍କର ଜଉ ଭିଡିଓ ସବୁ ଆମେ ଦେଖୁଛ ସେଥିରୁ ସେ ଗୋଟେ ଭଦ୍ର ଆଉ ସଂସ୍କରି ପରିବାର ର ଝିଅ ଭଳିଆ ଟିକେ ବି ଲାଗୁନି
Police bhai khali helmet pindhina 500 kadha atiki aka jana
Right answer
Plzz respect yaar😢
Hn emati case re video kara loka tate support karibe aeau udit bhai saha kan pani laguchu goa cheli heijiba ⚠️🙏⚠️
ଭାଇ ତମଠୁ ଏମିତି ଆଶା ନଥିଲା
Sarkar change .... officer bi changes asiba na 😅..... only nabin sarkar
🎉🎉🎉
Bhai 1st comment plz reply ❤
ଏଇଟା ଶଳା characterless ଝିଅ ଟା 😂
Hii bro big fan ❤