Pravasi Bharatiya Divas : କାଲି ପ୍ରବାସୀ ଭାରତୀୟ ଦିବସ | Pravasi Bharatiya Divas in Odisha from Jan 8

แชร์
ฝัง
  • เผยแพร่เมื่อ 7 ม.ค. 2025

ความคิดเห็น • 25

  • @lijupradhan3037
    @lijupradhan3037 9 ชั่วโมงที่ผ่านมา +6

    ବହୁତ ଭଲ ପର୍ଯ୍ୟଟନ କ୍ଷେତ୍ର ରେ ଓଡ଼ିଶା ଆଗ କୁ ଯିବ ❤❤❤

  • @ranjanmandal7721
    @ranjanmandal7721 19 ชั่วโมงที่ผ่านมา +8

    Mohan majhi good cm in odisha

  • @RoastingBoy1993
    @RoastingBoy1993 8 ชั่วโมงที่ผ่านมา +1

    Jay Jagannath

  • @Astropoint2017
    @Astropoint2017 9 ชั่วโมงที่ผ่านมา +2

    ଭାଈ ପ୍ରବାସୀ ଭାରତୀୟ ଙ୍କୁ ଟିକେ ମୋର ଅନୁରୋଧ ଚୌଦ୍ଵାର କଟକ ରେ ଗୋଟେ ଶିଳ୍ପ ଆଳିନେ ଆମେ ଚିର ରୁଣୀ ରହିବୁ ମୋର ମିଡ଼ିଆ କୁ ଅନୁରୋଧ ଏ କଥା ଟିକେ ପ୍ରବାସୀ ଓଡ଼ିଆଙ୍କ ପାଖରେ ପହଚନ୍ତୁ

  • @butupalai5624
    @butupalai5624 11 ชั่วโมงที่ผ่านมา +1

    ଓଡିଶା ରେ ସବୁ ଦର ଦାମ ବଢିବ

    • @biruamamalaxmi541
      @biruamamalaxmi541 10 ชั่วโมงที่ผ่านมา

      @@butupalai5624 #ଚାଷ କର 24yrs ରେ ବିଜେଡି କୁଢିଆ କରି ଦେଇଚି

  • @Guru-j2r
    @Guru-j2r 7 ชั่วโมงที่ผ่านมา

    Let's make Odisha great again as it used to be in ancient time.

  • @JitendraKumarNayak-ov2gl
    @JitendraKumarNayak-ov2gl 11 ชั่วโมงที่ผ่านมา

    👍

  • @Artsofnatures-kp5vf
    @Artsofnatures-kp5vf 10 ชั่วโมงที่ผ่านมา +2

    Hmpv virus odisha ku aniba plan

  • @advocatesubash2360
    @advocatesubash2360 11 ชั่วโมงที่ผ่านมา +1

    Say govt to promote odia people like biju Pattnaik. Mo KHANI MO PANI MO INDUSTRY.

  • @bhubansabar9923
    @bhubansabar9923 13 ชั่วโมงที่ผ่านมา

    Hotel bala mane besi faida hebe

  • @ArpitaNayak-z3f
    @ArpitaNayak-z3f 14 ชั่วโมงที่ผ่านมา +1

    ସୁରଟ ବାଙ୍ଗାଲୋର ଵାଲା ପ୍ରବାସୀ ନୁହେଁ

    • @biruamamalaxmi541
      @biruamamalaxmi541 12 ชั่วโมงที่ผ่านมา +1

      ପ୍ରବାସୀ ଭାରତୀୟ ମାନେ ଭାରତ ବାହାରେ ରହୁଥିବା ଭାରତୀୟ

    • @prasantapandaprasanta8824
      @prasantapandaprasanta8824 10 ชั่วโมงที่ผ่านมา

      Pravasi mane kan aage kuha gendalia

  • @gyanranjanpradhan5312
    @gyanranjanpradhan5312 13 ชั่วโมงที่ผ่านมา +2

    Naveen sabu development Bhubaneswar re karichi , ye katha samaste jananti BJP khali ranga maruchi

    • @ArpitaNayak-z3f
      @ArpitaNayak-z3f 12 ชั่วโมงที่ผ่านมา +4

      ଗୋଟିଏ cm ର duty ଯାହା ନବୀନ ସେଇଆ କରିଛନ୍ତି ସେଇଥି ପାଇଁ ତାକୁ 24 ବର୍ଷ ଲୋକେ ଭୋଟ ଦେଇଥିଲେ last 10 year ପାଣ୍ଡିଆନ କୁ ଦାୟିତ୍ୱ ଦେଇ ନିଜ duty ରେ ଅବହେଳିତ କରିଥିଲେ
      ଦୁର୍ନୀତି ଭ୍ରଷ୍ଟାଚାର ର ଶେଷ ସୀମା ଟପିଯାଇଥିଲା
      ଓଡିଶା ର ଜନତା ଜାଣିବା କଥା( cm ) ବି ଗୋଟିଏ ଚାକିରୀ ଯିଏ duty ଠିକ se ନ କରିବ 5year ପରେ out

    • @prasantapandaprasanta8824
      @prasantapandaprasanta8824 10 ชั่วโมงที่ผ่านมา

      ​@@ArpitaNayak-z3fabsolutely true...

  • @RajeshPatra-y9d
    @RajeshPatra-y9d 7 ชั่วโมงที่ผ่านมา

    କି ହେବ ତ ସମୟ କହିବ ଅପେକ୍ଷା କର

  • @bbsenapati2245
    @bbsenapati2245 5 ชั่วโมงที่ผ่านมา

    Godi reporter.. jemiti industrialist meet heuchi semit kahucha

  • @debendranarayandash9040
    @debendranarayandash9040 6 ชั่วโมงที่ผ่านมา

    Jay Jagannath