ଟ୍ରେନରେ ମହିଳାଙ୍କୁ ମାଡିବସିଥିଲେ ମନମୋହନ | ASPN News

แชร์
ฝัง
  • เผยแพร่เมื่อ 16 ก.ย. 2024
  • ବିଜେପି ସଭାପତିଙ୍କ ନାମରେ ସାଂଘାତିକ ଅଭିଯୋଗ | ଟ୍ରେନରେ ଜଣେ ମହିଳାଙ୍କ ଉପରେ ମାଡିବସିଥିଲେ |
    #aspnnews #odishanews #mohanmajhi #bjpodisha
    Advance system for public News
    This is an Official Channel of ASPN NEWS Channel.
    Odisha's Most Growing Digital News web Portal...
    This is one of the leading Digital News Platforms of the Odisha & is Coming up with various Objectives and Issues of Human intrests since last 3 year.
    ASPN NEWS delivers reliable information across including Television, Internet, Newspaper
    A news channel for the People.
    Not Owned by any Politician, Businessman or any other's.
    A Digital news Channel of True Journalists..
    Subscribe our Channel / aspn news to get latest news and Updates.
    Please follow up page facebok.com/Aspn news to watch Social issues, Special Story, Political issues with the latest videos added every hour.
    Please visit our website www.aspnnews.in, www.aspnnews.live for latests Opinion and Detailed news coverage.

ความคิดเห็น • 670

  • @reetap4008
    @reetap4008 หลายเดือนก่อน +29

    ବାଃ ବାଃ ବଢିଆ ମଜା ମୋହନ ବଜାଉଛି ଗୁଜରାଟୀ ବାଜା 😂😂😂😂

  • @Ambassador_Christ
    @Ambassador_Christ หลายเดือนก่อน +103

    ନବୀନ ପଟ୍ଟନାୟକ ❤🙏

  • @soumyashreebiswalsaina3065
    @soumyashreebiswalsaina3065 หลายเดือนก่อน +70

    ଏଇତ ଆରମ୍ଭ ମାତ୍ର ଆଗକୁ ଦେଖ କ'ଣ ହେଉଛି

  • @କଳ୍କୀ
    @କଳ୍କୀ หลายเดือนก่อน +116

    ମନ ମୋହନ ଯାଦୁ ମଲମ

  • @kishorkumar3809
    @kishorkumar3809 หลายเดือนก่อน +115

    ଅର୍ଗସ ଓ ଓ ଟିଭି କୁ ଟିକେ କୁହ ଏ କଥା ଘନ ଘନ ବଜାଉ

    • @anandamohakuda4943
      @anandamohakuda4943 หลายเดือนก่อน +10

      Seguda sabu godi media 😅😅

    • @bibhutigampai9229
      @bibhutigampai9229 หลายเดือนก่อน +2

      😂😂😂😂

    • @BrundabanPujari-k2h
      @BrundabanPujari-k2h หลายเดือนก่อน +5

      ଏମିତି news ଦେଖେଇ ବାକୁ argus otv konak news କୁ ଅନୁମତି ଦେଇ ନାହାନ୍ତି. ଖାଲି bjd news ଦେଖେଇବେ 😂😂

  • @dipakking2121
    @dipakking2121 หลายเดือนก่อน +49

    ଶଳାଙ୍କୁ ଲଙ୍ଗଳା କର ଭାଇ ଆମେ ଟିକେ ଦେଖିବୁ...

  • @Sarojkumarsahoo-xw3nn
    @Sarojkumarsahoo-xw3nn หลายเดือนก่อน +99

    ସାମ୍ବାଦିକ ଭାଇ ମାନେ ତମେମାନେ ଜାଗ୍ରତ ହୁଅ ନହେଲେ ବିଜେପି ବାଲା ଓଡ଼ିଶା କୁ ବର୍ବାଦ କରିଦେବ

    • @hussyjena6746
      @hussyjena6746 หลายเดือนก่อน +2

      24ବର୍ଷ ରେ ବର୍ବାଦ ହେଇନ, ଆଉ ବାକି ରହି ଗଲା କି

    • @i_amhbb
      @i_amhbb หลายเดือนก่อน +6

      @@hussyjena6746re mg jadi patha satha padhithanta 1999 thu aji jayen dekha economy gdp rajaswa kete thila kete badhichi
      Au ta rahila regional party ruling re thile kendriya sahayata ete aratha diantini taa satwe se etiki karichi bjd
      Hn aeiya kahiparu job scam au kichhi mana mukhi sasana karuthila
      Naveen vali kehi nuha ❤

    • @subhransudalai8360
      @subhransudalai8360 หลายเดือนก่อน

      ସାରା ଦେଶ ରେ ବିଜେପି ର କାରନାମା ଦେଖ, ସାମ୍ବାଦିକତା ରେ ଭାରତ ର ସ୍ଥାନ କେଉଁଠି ଦେଖ, ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ଦେଖ​@@hussyjena6746

    • @jaybharat7162
      @jaybharat7162 หลายเดือนก่อน

      Are sambadika nhi bjp😂😂😂

    • @SKumar-rb1tz
      @SKumar-rb1tz หลายเดือนก่อน +1

      Tumey sambadika?????

  • @sadanandasahoo3707
    @sadanandasahoo3707 หลายเดือนก่อน +65

    ରାଜ୍ୟପାଳ ଙ୍କ ପୁଅକୁ ମାଡ ସମୟରେ ଏତେ ଜୋରରେ କେହି ସାମ୍ବାଦିକ ପାଟି ଖୋଲୁ ନଥିଲେ ତ। ସାମ୍ବାଦିକ ମାନେ ବିଜେପିର ଚାଟୁକାରିତା କରୁଛନ୍ତି, କିଏ ଆପଣଙ୍କୁ ସହଯୋଗ କରିବ? ସାମ୍ବାଦିକ ମାନଙ୍କୁ ଲୋକସେବା ଭବନ କୁ ଛାଡିଦେଇ ମହାନ କାମ କରିଛନ୍ତି ପରା

    • @sabyasachimalla6595
      @sabyasachimalla6595 หลายเดือนก่อน +1

      Thik

    • @bishnucharantripathy8938
      @bishnucharantripathy8938 หลายเดือนก่อน +1

      Absolutely correct.

    • @durgeshpatra4498
      @durgeshpatra4498 หลายเดือนก่อน

      ନିଜେ ଖାଇଲା ଠୁ ପାଟି କରୁଛିଏଇଟା ଆରମ୍ଭ ମନମୋହନ ସାମଲ ବିଜେଡିର ନେତାଙ୍କୁ ପଟେଇ ନେଉଛି ଏଇ ମାଇପ କାମ ପାଇଁ ତାକୁ ବିଜେପି କାଢି ଦେଇଥଲା ଧମେନ୍ଦ୍ର ତାକୁ ଆଣିଛି

    • @s.mohapatra-i1k
      @s.mohapatra-i1k 29 วันที่ผ่านมา +2

      ରାଜ୍ୟପଳ ପୁଅ ବଡ଼ାଇ ଥିଲା

    • @ashokjena7397
      @ashokjena7397 28 วันที่ผ่านมา

      Thik

  • @pravatsethy8647
    @pravatsethy8647 หลายเดือนก่อน +31

    ପୂର୍ବରୁ ତମେ ବିଜେପି ସପୋର୍ଟ କରୁଥିଲ. ଏଵେ ମାଡ ଖୀଈ ଲ..... କେମିତି ଲାଗୁଚି? Governer ପୁଅ ମାଡ ମାରିଲା aso ଓଡ଼ିଆ ପୁଅ ତ ନାୟ ପାଇଲା ନାହିଁ ଆଉ ତମେ କଣ ପାଇବ ନୀୟ ?

    • @sabyasachimalla6595
      @sabyasachimalla6595 หลายเดือนก่อน +1

      Thik

    • @sabitasahoo5208
      @sabitasahoo5208 หลายเดือนก่อน +1

      Right 👍 bro..ye kichhi din purbaru bjp support re kahuthile.

    • @ashokjena7397
      @ashokjena7397 28 วันที่ผ่านมา

      ସତ କଥା ଭାଇ

  • @user-pu9qo1sg6p
    @user-pu9qo1sg6p หลายเดือนก่อน +67

    ଆପଣଙ୍କ କିଛି ସାମ୍ବାଦିକ ଭାଇ ବିଜେପି ସରକାରଙ୍କ ଚାଟୁକାରିତା କରୁଛନ୍ତି ରାତିପାହିଲେ।ଆପଣଙ୍କ ଚାଟୁକାର ଭାଇ ଆପଣଙ୍କୁ ସହଯୋଗ କରିବେ ତ?

    • @anandamohakuda4943
      @anandamohakuda4943 หลายเดือนก่อน

      Kichi karibe

    • @SKumar-rb1tz
      @SKumar-rb1tz หลายเดือนก่อน +1

      Sambidika mananka ra source of income kana, au kipari income karanti lekhi janaibey ki????

    • @nakulnaik1423
      @nakulnaik1423 หลายเดือนก่อน +1

      ସମସ୍ତେ ଏକା, ସାମ୍ବାଦିକ ମାନେ କାହା ଗାଣ୍ଡି ନ ଚାଟିଲେ income କରିପାରନ୍ତିନି

    • @kapilasmahakur8371
      @kapilasmahakur8371 29 วันที่ผ่านมา

      iye fasiba 😂😂😂😂, ttautar no 1

  • @sagardas3777
    @sagardas3777 หลายเดือนก่อน +5

    ଆଜ୍ଞା,, ଅସ୍ମିତା ଅସ୍ମିତା ଏ ହେଉଛି ବିଜେପି ର ,, ଅସଲ ଅସ୍ମିତା,,, ଇଏତ ଆରମ୍ଭ,,,
    ଏବେ ଅସ୍ମିତା କୁ ତିନି ମାସ ଚାଲିଛି,,, ଅସ୍ମିତା ଆଗକୁ ଯେତେ ବଡ଼ ହେବ ସେ ସେତେ ନୂଆ କାହାଣୀ ତିଆରି କରିବ,,,,,,,,
    ଜୟ ହୋ ବିଜେପି ର ଅସ୍ମିତା,,,,,,,

  • @subhransudalai8360
    @subhransudalai8360 หลายเดือนก่อน +21

    ବିଜେପି ମୁକ୍ତ ଭାରତ ଆବଶ୍ୟକ

  • @aurobindamahapatra3840
    @aurobindamahapatra3840 หลายเดือนก่อน +9

    This is the first and last chance for BJP.

  • @Ajohn-zy5yr
    @Ajohn-zy5yr หลายเดือนก่อน +21

    ଜୟ ଜଗନ୍ନାଥ .....

  • @babajeesamal6821
    @babajeesamal6821 หลายเดือนก่อน +48

    ସେ ଶଳା ଜିଲ୍ଲାପାଳଙ୍କୁ ପଚାର ସେ କେତେଦିନରେ ରିପୋର୍ଟ ଦେବ ? ତାର ତଦନ୍ତ ଆଉ କେତେ ବାଟଗଲ ।ଇଛାମସ୍ୟର ସମାଧାନପାଇଁ ଗୋଟିଏ ବାଟ ରାଜ୍ୟପାଳ,ମୁଖ୍ୟମନ୍ତ୍ରି, ପୋଲିସ ଡିଜି ଏ ତିନିଜଣଙ୍କୁ ଦାଣ୍ଡରେ ପିଟ। ଆପେଆପେ ସମସ୍ୟା ସମାଧାନ ହୋଇ ଯିବ।

    • @subudhakumarjena001
      @subudhakumarjena001 หลายเดือนก่อน

      ତୁ କିଏ ବେ

    • @subudhakumarjena001
      @subudhakumarjena001 หลายเดือนก่อน

      ତୁ କି ସାମ୍ବାଦିକ

    • @KrishnaJena-xx8up
      @KrishnaJena-xx8up หลายเดือนก่อน

      ​@@subudhakumarjena001 Tame BJP Dalal ki

    • @rameshchandranayak7768
      @rameshchandranayak7768 25 วันที่ผ่านมา

      ଇଏ କି ପ୍ରକାର ରାଜନିତୀ ସ୍ପୃହଣୀୟ ନୁହେଁ,ଭୁକିଲା କୁକୁର କାମୁଡେ ନାହିଁ, ଦୁଇଦିନ ରହିଲେ ବି ନିଦ ହଜାଇ ଦେବେ,୨ମାସ ହେଇନି ଏତେ ବ୍ୟସ୍ତବିବ୍ରତ ଏଇତ ଟ୍ରେଲର ମାତ୍ର ଫିଲ୍ମ ଦେଖିବା ନା !😂😂😂😢😅😅😅😅

  • @manaskumar00
    @manaskumar00 หลายเดือนก่อน +20

    Right sir

  • @bharatchandranayak8876
    @bharatchandranayak8876 20 วันที่ผ่านมา +2

    ତୁ ବି ନିଜକୁ ଗୋଟେ ମୁଣ୍ଡି ଭାବୁଛୁ.....
    ଯାହାର ଭାଷା ବ୍ୟବହାର ଏହି ପ୍ରକାର.....କି ବାଳ ସାମ୍ବାଦିକ....

  • @saratranjanbehera6661
    @saratranjanbehera6661 หลายเดือนก่อน +7

    ଆରେ ବାବୁ... ସେ ପା ମନ ମୋହନ... ତାଙ୍କ ନାମ ରୁ କିଛି ବୁଝି ପାରୁନ... ତେଣୁ କୌଣସି ସ୍ତ୍ରୀ ଲୋକ ଙ୍କୁ ଏମିତି ବ୍ୟବହାର କରିବା କିଛି ବିଚିତ୍ର କଥା ନୁହେଁ.. 👍

    • @sradhamihir5552
      @sradhamihir5552 หลายเดือนก่อน +1

      ସବୁ ଗୋପବାଳା ମୋହନଙ୍କର ପା 😂😂

  • @srikantarauta8200
    @srikantarauta8200 หลายเดือนก่อน +17

    ଅଛିନୁହେଁ କରିକି ଦେଖାଇଦିଅ ଆରେ ଭାଇ ନୂଆନୂଆ ଉଡ଼ୁଛନ୍ତି ପରା ଆପଣଙ୍କ ସାମ୍ବାଦିକ ମାନେ ଏକଜୁଟୁନାହାନ୍ତିବୋଧେ ମଉନମୁହାଁ ବଡ଼ ଡେ଼ଞ୍ଜରବା କିଳାଦିଅ ଆପଣଙ୍କୁ ଭିଭିନ ବାଘ ଛାଲଦେଖାଇବେ ପଛଘୁଂଚାଦିଅନି ଆକୁ ହିଁ କୁହନ୍ତି ସାମ୍ବାଦିକ ମାଡିଚାଲ ଭାଇନା

  • @user-mq7qs1jz7r
    @user-mq7qs1jz7r หลายเดือนก่อน +9

    ମନ ମୋହନ ଯାଦୁ ମଲମ ଲଗେଇ ଚାଲ

  • @satyabannaik4539
    @satyabannaik4539 หลายเดือนก่อน +15

    ୟେ ବି ସେତେବେଳେ ତାଙ୍କ ସାଙ୍ଗରେ ଥିଲେ l

  • @sushantkumarsahoo4014
    @sushantkumarsahoo4014 หลายเดือนก่อน +5

    Right

  • @niranjannayak2084
    @niranjannayak2084 หลายเดือนก่อน +8

    ଓଡିଆ ଅସ୍ମିତା ର ପ୍ରସ୍ଥାବକ କିଏ । ଏହାକେଉଁଶବ୍ଦକୋଷରୁ ଆସିଛି ଏହାର ଶଙ୍ଗ୍ୟା କଣ। ଜନସାଧାରଣରେ ପ୍ରକାଶ କଲେ ଭଲହୁଅନ୍ତାନି??? ।

    • @Zanil-kr7ll
      @Zanil-kr7ll หลายเดือนก่อน +2

      Soumya Ranjan Pattanaik

  • @maushumisoy904
    @maushumisoy904 หลายเดือนก่อน +13

    ତୁମେ ଏବେ ବାମ୍ଫ ନିଅ,

  • @bijayparida8085
    @bijayparida8085 หลายเดือนก่อน +2

    ବିଜେପି ର ହୀନରାଜନିତି

  • @DeepakKumar-lv4li
    @DeepakKumar-lv4li หลายเดือนก่อน +4

    ବରଦା ଭାଇ ଆପଣଙ୍କ ବଜ୍ରକିଳା କଣ କରୁଛି ବଜ୍ରକିଳା ପୁରେଇ ପାରୁନାହିଁ ଏମାନେ ଦେଶ ସ୍ବାଧୀନତାର ୭୮ ବର୍ଷ ପରେ ଓଡିଶାରେ ଶାସନକୁ ଆସିଛି ବିଜେପି ଏମାନେ ତ ନିଜେ ଜାଣି ପାରୁନାହାନ୍ତି କଣ ଇଏ ରାଜ୍ୟ ଚଳାଇବେ ଖାଲି ଅଶାନ୍ତି ହିଁ ଅଶାନ୍ତି ସବୁବେଳେ ସମାଲୋଚନାର ପାତ୍ର ହେଉଛନ୍ତି

  • @mrsahuhk1972
    @mrsahuhk1972 หลายเดือนก่อน +1

    ସାମ୍ବାଦିକ ଭାଇମାନେ ନାମ ନିଅ । ବିଜେଡି ବିରୁଦ୍ଧରେ ବହୁତ ଗପୁଥିଲ । ୟେ ହେଇନି କିଛି ଇଏ ହେଇନି କିଛି ଦେଖ ଆଗକୁ କଣ ହେଉଛି । ଏବେ ଓଡ଼ିଶା ଲୋକେ ନାମ ନେବେ । ଜୟ ଜଗନ୍ନାଥ 🙏

  • @Raja-c9j
    @Raja-c9j หลายเดือนก่อน +2

    ଏଇଟା ହିଁ ହିନ୍ଦୁ ରାଷ୍ଟ୍ର up ରୁ ମୋନିପୁର୍,mp, cg, ପରେ ଓଡ଼ିଶା ଆସିଲା ଚାଖ ୫, ବର୍ଷ

  • @amasangathanakakarudrapurj9664
    @amasangathanakakarudrapurj9664 หลายเดือนก่อน +8

    Jay jagannatha 👃

  • @user-je5lr6tm6t
    @user-je5lr6tm6t หลายเดือนก่อน +15

    ଆଗରୁ କହୁ ନଥିଲ । ଆଜି ମନେ ପଡ଼ିଲା

    • @anandamohakuda4943
      @anandamohakuda4943 หลายเดือนก่อน +2

      Ebe thik time achi no problem

    • @user-je5lr6tm6t
      @user-je5lr6tm6t หลายเดือนก่อน

      @@anandamohakuda4943 ତାହେଲେ ଅପେକ୍ଷା କର ସମୟକୁ

  • @user-yg2nl2xn5d
    @user-yg2nl2xn5d 22 วันที่ผ่านมา

    Go ahead Sir.

  • @niranjanparhi5726
    @niranjanparhi5726 หลายเดือนก่อน

    Very good talking

  • @soumendramudali6780
    @soumendramudali6780 11 วันที่ผ่านมา

    ଜଣେ ଜାତୀୟ ସ୍ତରର ଓଡିଆ ନେତାଙ୍କ ବିରୁଦ୍ଧରେ ଏଭଳି ଅରୂଚୀକର ପ୍ରାମାଣିକ ତଥ୍ୟବିନା ଅପପ୍ରଚାର ନ କରିବା ପାଇଁ ଅନୁରୋଧ !

  • @dipakking2121
    @dipakking2121 หลายเดือนก่อน +23

    ଅର୍ଘସ ଟିଭି ଶଶୁର ପୁଅ ବିଜେପି ବାଲାଙ୍କର ଚମଚା.. ଚାଟୁକାର..

    • @rabikumarmohanty912
      @rabikumarmohanty912 หลายเดือนก่อน

      ଆଉ ନନ୍ଦିଘୋଷ ଟିଭି ?

    • @subhamdash6906
      @subhamdash6906 หลายเดือนก่อน

      ​@@rabikumarmohanty912 Otv ,Argus tv hela bjp tv

    • @dipakking2121
      @dipakking2121 หลายเดือนก่อน

      @@rabikumarmohanty912 ଭାଇ ନନ୍ଦିଘୋଷ ଟିଭି ଏକ ପାଖିଆ କାହା news କରିନାହାନ୍ତି.. କି କରିବେନି.. ଯାହା କହିବେ ସମସ୍ତଙ୍କ ପାଁଇ.. କିନ୍ତୁ ଅର୍ଘୋଷ ଟିଭି ଵାଲା ଖାଲି ବିଜେଡି ଗାଣ୍ଡିରେ ଲାଗିଲେ... କଣ ଦରକାର ଛେଳି ହେଇକି ବାଘ ଗାଣ୍ଡିରେ ଗୋଡ଼ାଇଲେ କଣ ଲାଭ ହବ କହିଲ.. 24 ବର୍ଷ ର ବାଘ ବିଜେଡି.. ବୁଝିଲ ଭାଇ..

    • @BrundabanPujari-k2h
      @BrundabanPujari-k2h หลายเดือนก่อน

      ​@rabikumaଆଉ ତୁ କାହାର 🤣🤣rmohanty912

    • @sradhamihir5552
      @sradhamihir5552 หลายเดือนก่อน +2

      Otv ବି ଭାଇ ଘରଜୁଇଁ ଅଛି 😂😂bjp ର

  • @binayakumarmohanty8486
    @binayakumarmohanty8486 หลายเดือนก่อน +3

    ଏମିତି କଲେ ଆଗାମୀ ନିର୍ବାଚନ ରେ ଜନତା କ୍ଷମତା ଚ୍ୟୁତ କରିଦେବେ

  • @ththandthclasssciencebySANTOSH
    @ththandthclasssciencebySANTOSH หลายเดือนก่อน +5

    OTV ଓ ARGUS TV ତୁମେ କୁଆଡେ ଗଲ ?
    ଏସବୁ କଣ ହଉଚି ? ତୁମକୁ ଦେଖାଯାଉନି ?

  • @chandankar-ez3kl
    @chandankar-ez3kl หลายเดือนก่อน +2

    Thik katha

  • @gobindasahoo3222
    @gobindasahoo3222 หลายเดือนก่อน +3

    ଆଇନ କୁ ଆଉ କେହି ଡରିବନି ଶଳା ଗୋଟେ ଲୋକ ପାଇଁ ଆଇନୀ ନାହିଁ

  • @satyajitrout2411
    @satyajitrout2411 25 วันที่ผ่านมา

    ଏମାଗିହାଟ୍ରେମ ଭିତରେ ମାଇକିନିଆଁକୁ ମନ ମହନ୍ ସାମଲ ମାଡିବଶୁଚୁତାର ଡାଙ୍ଗ ବହୁତ ଟାଣ

  • @gitanjalimohanty6657
    @gitanjalimohanty6657 หลายเดือนก่อน +4

    ହିନ୍ଦୀ ,ଓଡିଆ ଓ ଇଂରାଜୀ

  • @amitkumarbehera9980
    @amitkumarbehera9980 หลายเดือนก่อน

    Love you Brother ❤❤❤❤

  • @brajeswarisingh909
    @brajeswarisingh909 27 วันที่ผ่านมา

    ସବୁ ଜଗା ଦେଖୁଛି, ଯିଏ ଦୋଷୀ ତାକୁ ଦଣ୍ଡ ଦେବେ, ବିଜେଡି ବାହୁତ ସମ୍ମାନ ଦେଇଛି

  • @prayashswain7959
    @prayashswain7959 28 วันที่ผ่านมา +1

    ବଜ୍ରକିଳା କୁ ଆଗରୁ ମୁଁ ସମ୍ମାନ କରେ କିନ୍ତୁ ଆଜି ଆଉ ମୁଁ ନିଜକୁ ଜାଣିପାରୁନି କାହାକୁ ବିଶ୍ୱାସ
    ଆପଣ କେତେ ନେଇଛନ୍ତି ବବି ବାବୁଙ୍କ ଠାରୁ ଏ ତିନି ସପ୍ତାହ ଭିତରେ.....
    ଥୁ ଥୁ.......

    • @SidharthMishra99
      @SidharthMishra99 26 วันที่ผ่านมา

      Eie loka ta tulia ki ??Kusi Harmony pakha re SAI Vihar pakha re ruhe ki ?

  • @bapidalai2649
    @bapidalai2649 หลายเดือนก่อน +4

    ଭଲ ହେଇଛି

    • @anandamohakuda4943
      @anandamohakuda4943 หลายเดือนก่อน +1

      Tate mg ku bhala habani au

    • @user-wc3rq1ki5w
      @user-wc3rq1ki5w หลายเดือนก่อน

      ଏ ଟୁଲା ଶତପଥି ପରମ ମା ଘିଆ.. ମଦ ଟିକେ ପାଇଁ blackmaling କରେ ଲୋକଙ୍କୁ ଭଲ ହୋଇ ଛି ତାକୁ...​@@anandamohakuda4943

  • @AshokNayak-kk3nk
    @AshokNayak-kk3nk หลายเดือนก่อน

    Very good sir

  • @santoshkumarmishra2620
    @santoshkumarmishra2620 24 วันที่ผ่านมา

    ସୁନ୍ଦରିଆ ଟୋକି ଯୋଗେଇ ଦିଅନ୍ତି. ଛିଛି ଲଜ୍ଜା.

  • @SanatanchattarChattar
    @SanatanchattarChattar หลายเดือนก่อน +3

    ସେ bjp ନେତା କୁ ଏକେଲ। ଟାର୍ଗେଟ କରି ସଫା କରି ଦିଅ ।

  • @kalandicharanmallick630
    @kalandicharanmallick630 หลายเดือนก่อน

    Right katha

  • @user-ms4gu2pv8v
    @user-ms4gu2pv8v หลายเดือนก่อน

    wow wow super

  • @LeehibanandaMohanty
    @LeehibanandaMohanty หลายเดือนก่อน +13

    ମୋହନ ସରକାର ଏଷ୍ଟଫା ଦିଅ

  • @bijaykumarben9402
    @bijaykumarben9402 หลายเดือนก่อน +1

    Mr. Gentle man well said against Man Mohan absolutely right

  • @MasterGulu1
    @MasterGulu1 27 วันที่ผ่านมา

    ଚନ୍ଦା ମନମୋହନ 🎉❤

  • @najnar1264
    @najnar1264 หลายเดือนก่อน +3

    ଭାଇ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଛତିଶଗଡ଼ର ଗୁଣ୍ଡା। ଦୁଇ ମାସ ହେଲାଣି ଏପର୍ଯ୍ୟନ୍ତ ବିଜେପି ସରକାର କିଛି ବୁଝି ନାହାନ୍ତି ଆଉ ଆପଣଙ୍କ କଥା କ'ଣ ବୁଝିବେ ବୋଲି ଆପଣ ଭାବୁଛନ୍ତି। ଜୟ ଜଗନ୍ନାଥ

  • @rameshchsahoo8850
    @rameshchsahoo8850 23 วันที่ผ่านมา

    ଏ ଶଳା ଏକ ଵାଳ ସମବାତିକ ।ବିଯେପି ବି ରୋଧୀ।

  • @kishorkumar3809
    @kishorkumar3809 หลายเดือนก่อน +7

    ଭିଡିଓ ସହ ଅଡିଓ ଥାନାରେ ଦିଅ ।

  • @SureshPal-kl8lv
    @SureshPal-kl8lv หลายเดือนก่อน

    Naveen babu ❤❤

  • @madhusudanparida4161
    @madhusudanparida4161 หลายเดือนก่อน +4

    This is the ideology of BJP leaders.

  • @judhistirprathan4975
    @judhistirprathan4975 หลายเดือนก่อน

    ❤❤❤❤❤❤❤❤❤❤RIGHT❤❤❤❤❤❤

  • @anandachandrapadhan2482
    @anandachandrapadhan2482 หลายเดือนก่อน

    Very good arrangement bhai 🎉🎉

  • @NandakishorSahu-we8lf
    @NandakishorSahu-we8lf 4 วันที่ผ่านมา +1

    Manmohan Ku gate out kara jau BJP,, president ru

  • @user-re4eq6mi1y
    @user-re4eq6mi1y หลายเดือนก่อน +1

    India is my Modi country.
    Ba Ba 🙏🪷🪷🪷🙏

  • @1987vijaya
    @1987vijaya 22 วันที่ผ่านมา

    We are proud of you

  • @PRATYUSHPATTNAIK-gu6zb
    @PRATYUSHPATTNAIK-gu6zb 7 วันที่ผ่านมา

    ତାଙ୍କ ପ୍ରେମିକା ଏବେ ବହୁ ବଡ଼ ପଦବୀ ରେ ଅଛନ୍ତି, ଚୁପ୍ ରୁହ ।

  • @parameswarmahanta-rv5or
    @parameswarmahanta-rv5or หลายเดือนก่อน

    ଏଟା ଗୋଟେ ମଦୁଆ ଭାଡୁଆ ସାମ୍ବାଦିକ

  • @PrativaJena-ps5zg
    @PrativaJena-ps5zg หลายเดือนก่อน

    BJP jindabad

  • @mithunabhoi8732
    @mithunabhoi8732 หลายเดือนก่อน

    ମନମୋହନ ସାମଲ ଗୋଟିଏ ଟାଉଟର୍

  • @jhariapradhan
    @jhariapradhan 24 วันที่ผ่านมา

    ଠିକ୍.କଇଛ.ଶାରେ

  • @santoshkumarswain6547
    @santoshkumarswain6547 หลายเดือนก่อน

    Bhai salute

  • @bijayanandapanda8816
    @bijayanandapanda8816 หลายเดือนก่อน

    ଭାଇ ଆଗକୁ ରାଜ୍ୟ ସଭା 😅

  • @bijayabehera533
    @bijayabehera533 หลายเดือนก่อน

    Welcome bhai

  • @akhilchandrabarik6440
    @akhilchandrabarik6440 หลายเดือนก่อน

    Best chances for BJP to Enjoy Power.

  • @kailashswainkailashswain6878
    @kailashswainkailashswain6878 หลายเดือนก่อน

    ଏଇଟା ନିଶା ଖାଇଲାପରି ଲାଗୁଛି ।

  • @sukunabehera3730
    @sukunabehera3730 หลายเดือนก่อน

    BJP out

  • @jaladharbehera5698
    @jaladharbehera5698 28 วันที่ผ่านมา

    ଏହିଭଳି ଅଭଦ୍ର ଭାଷା କହୁଥିବା ବ୍ୟକ୍ତି ର ଖବର ପ୍ରଚାର କରୁଥିବା ମେଡ଼ିଆ ଵାଲା ବି ଅଭଦ୍ର l

  • @KushaSingh-1234
    @KushaSingh-1234 หลายเดือนก่อน

    ଦିଲ୍ଲୀ ର ଓଡିଶା ଭବନ

  • @manoranjanbehera1627
    @manoranjanbehera1627 หลายเดือนก่อน

    Jai Naveen Pattnayak 🙏

  • @rajendragochhayat4052
    @rajendragochhayat4052 หลายเดือนก่อน

    Thik

  • @yudhistirapanda3874
    @yudhistirapanda3874 หลายเดือนก่อน

    ଏହି ସରକାର କାମକୁ ନୁହେଁ

  • @santoshkumarnayak4569
    @santoshkumarnayak4569 หลายเดือนก่อน

    BJP down down

  • @debendramishra2768
    @debendramishra2768 22 วันที่ผ่านมา

    ରାହୁଲ ଗାନ୍ଧୀ ସଂସଦରେ ଯାହା କହିଛନ୍ତି ତାହା ୧୦୦% ସତ ବିଜେପି ମାନେ ବଲତ୍କାରୀ ଜନତା ପାର୍ଟି , ବେଶର୍ମ ଜୁମଲା ପାର୍ଟି ଓ ବେଲଜ୍ୟା ଯାତ୍ରା ପାର୍ଟି ନିଜକୁ ହିନ୍ଦୁ କହୁଥିବା ଓ ହିନ୍ଦୁ ରାଷ୍ଟ୍ର ଗଠନର ସ୍ବପ୍ନ ଦେଖୁଥିବା ଦଳ ହିଁ ହିଂସ୍ର ଅଟନ୍ତି

  • @ODISHABHAI-eq8jq
    @ODISHABHAI-eq8jq หลายเดือนก่อน

    ଅର୍ଗସ ଓ ଟିଭି, ପୁରୁଣା mg, ସବୁ କର୍ମଚାରୀ,

  • @amarendra29
    @amarendra29 หลายเดือนก่อน +4

    LAJYA BJP SARKAR

  • @pradeepkumarparida191
    @pradeepkumarparida191 หลายเดือนก่อน +5

    Bhala heichhi( b j p ku bhot dia )

  • @pradeepjena3595
    @pradeepjena3595 หลายเดือนก่อน

    Very True said

  • @bijayparida8085
    @bijayparida8085 หลายเดือนก่อน +1

    ଅପାରଗ ସରକାର ବିଜେପି

  • @chagulujena6933
    @chagulujena6933 หลายเดือนก่อน

    Jay kejriwal sir please come back to odisha,

  • @sahoocreation-du4ym
    @sahoocreation-du4ym หลายเดือนก่อน +1

    Nisha heichi

  • @ranjanmohanty2203
    @ranjanmohanty2203 หลายเดือนก่อน +1

    Good news

  • @trailoknathkhatua6995
    @trailoknathkhatua6995 23 วันที่ผ่านมา

    ସାରା ଭାରତରେ ପରିସ୍ଥିତି ଏହିଭଳି

  • @NarsinghPujari-b9t
    @NarsinghPujari-b9t 10 วันที่ผ่านมา

    Jay nobin

  • @kabitabiswal2987
    @kabitabiswal2987 หลายเดือนก่อน

    Thaknes ❤

  • @1987vijaya
    @1987vijaya 22 วันที่ผ่านมา

    Jay bajrakila❤❤❤

  • @bbsenapati2245
    @bbsenapati2245 หลายเดือนก่อน +3

    Ebe janilu BJP bhal na BJD bhal.

  • @manishapattanayak2152
    @manishapattanayak2152 28 วันที่ผ่านมา

    👍👍👍

  • @RameshKumarDash-s4d
    @RameshKumarDash-s4d หลายเดือนก่อน

    Bahut Anyaya

  • @augustinxaxa759
    @augustinxaxa759 หลายเดือนก่อน

    Thanks for your speach.

  • @nilayabeheravlogs535
    @nilayabeheravlogs535 หลายเดือนก่อน

    Acation ଖୁବ ଶୀଘ୍ର ହବା ଦରକାର

  • @Mr24811
    @Mr24811 หลายเดือนก่อน

    ତୁମେ ମାନେ ଦୀର୍ଘ ୨ମାସ ହେବ ବିଜେପି କହି ପାଣି ପିଉ ନଥିଲ ବେଶୀ, ଓଟିଭି, ଅରଗ୍ରସ୍,ଆଉ କନକ, ଏବେ କ'ଣ ହେଲା ଅପେକ୍ଷା କର, ଯାହାର ଖାଇଲ ତାକୁ ଆଗ ବଦନାମ୍ କଲ ଏବେ ନାମ ନିଅ ବିଜେପି କାହାରି ନୁହେଁ,

  • @goutamkumarchand9611
    @goutamkumarchand9611 หลายเดือนก่อน +1

    ବିଜେଡି ର ସମସ୍ତ ଙ୍କୁ କହିସାରିବା ପରେ ଏଵେ ବିଜେପି ଏବଂ କିଛି ଦିନ ପରେ କଂଗ୍ରେସ ତା ପରେ ନିର୍ଦଳୀୟ.. ଯାହାହେଉ ଏଵେ ସୁର ଙ୍କ ପରେ ଆଉଜଣେ ମିଳିଗଲାସିନେମା ତ ବନ୍ଦ ଏହିମାନେ କିଛି ମିଶି ସିନେମା କରିବେ ହାୟ ରେ ଆମେ ଜନତା

  • @SaisuhaniPal
    @SaisuhaniPal หลายเดือนก่อน

    Yesh