Nabin Nka Charcha With Kantabanji, BJP MLA Laxman Bag

แชร์
ฝัง
  • เผยแพร่เมื่อ 5 ม.ค. 2025

ความคิดเห็น • 164

  • @yadavranjitadjuard4377
    @yadavranjitadjuard4377 หลายเดือนก่อน +18

    ବହୁତ ସୁନ୍ଦର ହେଇଛି ଆଜିର ନବୀନ ର ଚର୍ଚ୍ଚା ରେ ଜଣେ ତଳ ସ୍ଥଳ ର ରାଜ ନେତା ଙ୍କୁ ବା ବିଧାୟକ ଙ୍କୁ ବାକିଥିବା ରୁ, ବର୍ତ୍ତମାନ ରାଜନୀତି ରେ ଏମାନଙ୍କ ର ଦରକାର ଅଛି, ଆପଣଙ୍କ ର ବହୁତ ବହୁତ ଧନ୍ୟବାଦ ....

  • @trilochanpatnaik6321
    @trilochanpatnaik6321 หลายเดือนก่อน +35

    Laxman bag ଜଣେ ଭିନ୍ନ ମଣିଷ ଓ ଜଣେ ଅସାଧାରଣ ରାଜନୈତିକ ନେତା ବୋଲି ମାନିବାକୁ ପଡ଼ିବ।

  • @sunakarsamantaray9737
    @sunakarsamantaray9737 หลายเดือนก่อน +10

    ଆଜିର ସାକ୍ଷ।ତ୍କାର ହୃଦୟ ଛୁଆଁ ଥିଲା

  • @gopinathsahoo5614
    @gopinathsahoo5614 หลายเดือนก่อน +1

    ନିର୍ଭୟ ର ସୁନ୍ଦର ଉପସ୍ଥାପନା।

  • @ramachandrapanipani7424
    @ramachandrapanipani7424 หลายเดือนก่อน +16

    ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଲକ୍ଷ୍ମଣ ବାଗ ହମାରା ଶେର ଆମର ସିଂହ ।

  • @ramachandrapanipani7424
    @ramachandrapanipani7424 หลายเดือนก่อน +22

    ବେଶୀ ପାଠ ପଢ଼ି ନାହାନ୍ତି । କିନ୍ତୁ ଲୋକଙ୍କୁ ଭଲ ପାଆନ୍ତି । ତାଙ୍କ ପାଇଁ କିଛି କରିବେ । ଦାଦନଗଡରୁ ଦାଦନ ହଟାଇବେ ।

    • @trilochanmeher-rx1ng
      @trilochanmeher-rx1ng หลายเดือนก่อน +1

      ନିଜେ ଦାଦନ ସର୍ଦ୍ଦାର

    • @debasishmeher7942
      @debasishmeher7942 หลายเดือนก่อน +1

      ନବିନ୍ ପାନ୍ଡୁ ରୁ ତ ଭଲ ଅଛି

  • @bishnucharnrana3282
    @bishnucharnrana3282 หลายเดือนก่อน +12

    ବାସ୍ତବରେ ନବୀନ ପଟ୍ଟନାୟକଙ୍କ ଭଳି ଜଣେ ପ୍ରତିଶୋଧ ପରାୟଣ ନେତାଙ୍କ ଅପେକ୍ଷା ଲକ୍ଷ୍ମଣ ବାଗ୍ ଙ୍କ ପରି ଜଣେ ସରଳ ନିରଳସ ସ୍ପଷ୍ଟବାଦୀ ନେତାଙ୍କୁ ଲୋକେ ଅଧିକ ପସନ୍ଦ କଲେ । ସେ ମହାଶୟଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।

  • @PradeepDhal-wj2ug
    @PradeepDhal-wj2ug หลายเดือนก่อน +9

    ଲକ୍ଷ୍ମଣ ବାଗ ଜଣେ ଅସାଧାରଣ ବ୍ୟକ୍ତି, ଭଗବାନ ତାଙ୍କର ମଙ୍ଗଳ କରନ୍ତୁ

  • @dineshkumarnag
    @dineshkumarnag หลายเดือนก่อน +12

    ଲକ୍ଷ୍ମଣ ବାଗ ଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବା ଉଚିତ୍

  • @saratmishra7100
    @saratmishra7100 หลายเดือนก่อน +18

    Very simple person.
    Beautiful podcast

  • @Manoranjansahoo34680
    @Manoranjansahoo34680 หลายเดือนก่อน +30

    ରାଜନୀତିରେ ଏପରି ଧନୀ ବୋଧହୁଏ ଆଜି ବିରଳ,ସେ ତାଙ୍କର କଣ୍ଟାବାଞ୍ଜିର ଉତ୍ତରୋତ୍ତର ଉନ୍ନତି କରନ୍ତୁ ଏବଂ କଣ୍ଟାବାଞ୍ଜିବାସୀଙ୍କୁ ସୁଖରେ ରଖନ୍ତୁ ଏହା ପ୍ରଭୁଙ୍କ ପାଖରେ ଛୋଟିଆ ଅଳି, ଧନ୍ୟବାଦ ଲକ୍ଷ୍ମଣବାବୁ, ଧନ୍ୟବାଦ ନବୀନବାବୁ, ଜୟ ଜଗନ୍ନାଥ 🙏🙏🙏

    • @santoshkumarsahu6586
      @santoshkumarsahu6586 หลายเดือนก่อน +1

      ❤️🙏🙏❤️ Jay Sri Jagannath ❤️🙏🙏❤️

  • @gopinathsahoo5614
    @gopinathsahoo5614 หลายเดือนก่อน +1

    Public worker,ସଦା ସବୁରି, ସ୍ବାଭିମାନ ବ୍ୟବହାର ସମ୍ପନ୍ନ ବ୍ୟକ୍ତି ।

  • @skdsingerkumarsaroj655
    @skdsingerkumarsaroj655 หลายเดือนก่อน +35

    ସତରେ ଆପଣଙ୍କ ର କଥା ହୃଦୟ ଛୁଇଁଗଲା
    ଜୟ ଜଗନ୍ନାଥ

  • @ramapanda4747
    @ramapanda4747 หลายเดือนก่อน +1

    ନାମର ସାର୍ଥକତା ରହିଛି। ରହିବ ମଧ୍ୟ । ଜୟ ଶ୍ରୀରାମ

  • @ghasiramsandha7833
    @ghasiramsandha7833 หลายเดือนก่อน +9

    ଲକ୍ଷ୍ମଣ ବାଗ ଜଣେ ସଂଘର୍ଷମୟ ଜୀବନ ଜିତି ଥିବା ମଣିଷ, ଏମିତି ବ୍ୟକ୍ତିତ୍ୱ ଯାହା କି ଆମ ସମସ୍ତଙ୍କ ପାଇଁ ଗୋଟେ ଉଦାହରଣ ସୃଷ୍ଟି କରିଛି

  • @bipracharanjena2736
    @bipracharanjena2736 หลายเดือนก่อน +18

    ସଂଗ୍ରାମ କଲେ ସଫଳତା ମିଳେ ଦୁନିଆରେ କେହି ସବୁବେଳେ ବିଜୟୀ ହୁଏ ନାହିଁ

    • @sashibhusanbhukta3818
      @sashibhusanbhukta3818 หลายเดือนก่อน

      😊

    • @ishwarchandra3980
      @ishwarchandra3980 หลายเดือนก่อน

      କିନ୍ତୁ ସମସ୍ତଙ୍କ ଭାଗ୍ୟରେ ମିଳେ ନାହିଁ !

  • @PrasantKumarSwain-f5t
    @PrasantKumarSwain-f5t หลายเดือนก่อน +3

    କେବଳ ଜୟ ଜୟକାର କରୁନି ଜଣେ ସାଧାରଣ ପରିବାରର ସଦସ୍ଯ ହୋଇ ବିଧାନସଭାକୁ ନିର୍ବାଚିତ ହୋଇ ଥିବାରୁ ସମର୍ଥନ ଜ୍ଞାପନ କରୁଛି ।

  • @laxmidharapanda6086
    @laxmidharapanda6086 หลายเดือนก่อน +9

    ଏପରି ବ୍ୟକ୍ତିମାନେ ରାଜନୀତିକୁ ଆସିଲେ ରାମରାଜ୍ୟ ହେବା ଅସମ୍ଭବ ନୁହେଁ !

    • @santoshkumarsahu6586
      @santoshkumarsahu6586 หลายเดือนก่อน

      💕🌹💕💯💯✓💯💯💕🌹💕

    • @ishwarchandra3980
      @ishwarchandra3980 หลายเดือนก่อน

      ରାମ ରାଜ୍ୟ ହେବା ପାଇଁ ବହୁତ କମ ସମୟ ?
      ରାମ ରାଜ୍ୟ ସେଇଦିନ ଆସିବ ଯୋଉ ଦିନ ଯେତେ ବିପଦ ଆସିଲେବି ଲୋକେ ସତ କହିବେ !
      ଜୟ ଜଗନ୍ନାଥ 🙏

  • @bijaypanda1843
    @bijaypanda1843 หลายเดือนก่อน +8

    ମୋଦିଜୀ ଙ୍କ ଅନୁଗାମୀ 🙏

  • @RanjanBehera-ge1kf
    @RanjanBehera-ge1kf หลายเดือนก่อน +19

    ☀️ ଲକ୍ଷ୍ମଣ ସାର୍... ଆପଣଙ୍କୁ ଅଶେଷ୍ ଅଶେଷ୍ ଧନ୍ୟବାଦ...👍💐💐💐🌹🌹🌷🌷🌋🌋🌋❣️💛❣️💙❣️💜👌👌👌🌷🌷🌹🌹🏵️

  • @satyanandasahu335
    @satyanandasahu335 หลายเดือนก่อน +1

    ଜୟ ଶ୍ରୀ ରାମ

  • @basantapattnaik7812
    @basantapattnaik7812 หลายเดือนก่อน +9

    ସାର ପ୍ରଣାମ 🙏🌹

  • @satyabansarangi7693
    @satyabansarangi7693 หลายเดือนก่อน +4

    ମଣିଷ ପରି ମଣିଷ ଟିଏ। ସବୁ ରାଜନେତା ତାଙ୍କ ଠାରୁ ଅନେକ କିଛି ଶିକ୍ଷା ପାଇବା ଉଚିତ୍।

  • @chandankumarroutray09
    @chandankumarroutray09 17 วันที่ผ่านมา +1

    ଏବେ ଜଣା ପଡୁଛି ନବୀନ ବାବୁ ନିଜ ପରିବାର କୁ ନ ପଚାରିବାର ଆଉ ହାରିବାର କାରଣ ।🙊

  • @bipracharanjena2736
    @bipracharanjena2736 หลายเดือนก่อน +6

    କଳଙ୍କିତ ଅଧିକାରୀ ଆଜି ଦଣ୍ଡିତ ହେଉଛନ୍ତି ଭଗ ବାନ ସବୁ ଦେଖିଛନ୍ତି ଓ ଫଳ ଦେଉଛନ୍ତି

  • @Kalundia436
    @Kalundia436 หลายเดือนก่อน +1

    ❤❤❤

  • @SabitaKhuntia-ih5yq
    @SabitaKhuntia-ih5yq หลายเดือนก่อน +4

    Jay Jagannath sir namaskar apana nka charcha bahut bhala lagila very nice program 🙏🙏

  • @satishchandrabehera7291
    @satishchandrabehera7291 หลายเดือนก่อน +14

    ମାନ୍ୟବର ବିଧାୟକ " ଲକ୍ଷ୍ମଣ ବାଗ " ଏକ ସାର୍ଥକ ନାମ।
    କଳିଯୁଗର ଲକ୍ଷ୍ମଣ ସିଏ ଗୁରୁ ତାଙ୍କର ପ୍ରଭୁ ଶ୍ରୀରାମ।।

    • @santoshkumarsahu6586
      @santoshkumarsahu6586 หลายเดือนก่อน

      ❤️🙏❤️ Jay Sri Rama ❤️🙏❤️ Jay Ho ❤️🙏❤️🪔🪔🪔🪔🪔❤️🙏❤️

    • @sanghamitradas371
      @sanghamitradas371 หลายเดือนก่อน +1

      @@satishchandrabehera7291 badhiya katha te lekhichanti

    • @satishchandrabehera7291
      @satishchandrabehera7291 หลายเดือนก่อน +1

      @@santoshkumarsahu6586
      ଧନ୍ୟବାଦ ବନ୍ଧୁ।
      ଜୟ ଜଗନ୍ନାଥ!!!

    • @satishchandrabehera7291
      @satishchandrabehera7291 หลายเดือนก่อน +1

      @@sanghamitradas371
      ଆପଣଙ୍କୁ ଅଶେଷ ଧନ୍ୟବାଦ।
      ଜୟ ଜଗନ୍ନାଥ!!!

    • @sanghamitradas371
      @sanghamitradas371 หลายเดือนก่อน

      @satishchandrabehera7291 Jay Jagannath mahaprabhu 🙏

  • @rabindradas3711
    @rabindradas3711 หลายเดือนก่อน +2

    ❤ ଆପଣ ଙ୍କର ଜୀବନ କାହାଣୀକୁ ଆଜିକାର ଯୁବସମାଜ ହୃଦୟଙ୍କମ କରିବା ଉଚିତ ଲକ୍ଷ୍ମଣ ବାଗଙ୍କ ଅଶେଷ ଅଶେଷ ଧନ୍ୟବାଦ୍ 🌹💐🌹 ଜୟ ଜଗନ୍ନାଥ 🌹🙏

  • @maheswarprusty3043
    @maheswarprusty3043 หลายเดือนก่อน +7

    Very good✅ congratulations to both

  • @RanjitKingal
    @RanjitKingal หลายเดือนก่อน +6

    କଣ୍ଟାବାଞ୍ଜି ର big fighter sir 🙏

  • @bijayprakashpanda6583
    @bijayprakashpanda6583 หลายเดือนก่อน +1

    ବିଶାଳ ହୃଦୟର ମଣିଷ।

  • @alekhachandra6982
    @alekhachandra6982 หลายเดือนก่อน +2

    କର୍ମବୀର, ପାଇଁ ସବୁ ସମ୍ଭବ, କାନ୍ତବାନଝି ର ବାଘ. 👍

  • @rajanikantabiswal2669
    @rajanikantabiswal2669 หลายเดือนก่อน +3

    ସାର୍ ମୁଁ ଆଜି ପାର୍ଟି ଅଫିସରେ ଲକ୍ଷ୍ମଣ ଭାଇ ଙ୍କ ସହିତ ମିଶିବା ର ସୁଯୋଗ ମିଳିଲା ଏକ ଅମାୟିକ ବ୍ଯକ୍ତି ତ୍ୱ

  • @chandipadapanda4707
    @chandipadapanda4707 หลายเดือนก่อน +25

    ଲକ୍ଷ୍ମଣ ବାଗ ମହୋଦୟଙ୍କ ଆତ୍ମ ବଳ ଓ ଆତ୍ମ ବିଶ୍ବାସକୁ ଅଶେଷ ଧନ୍ଯବାଦ।

  • @pratapchandrasahoo-xd8zj
    @pratapchandrasahoo-xd8zj หลายเดือนก่อน +9

    Laxman Bhai Jindabad.. Apananku asesh pranam Jai Hind. Jai SriRam.. Jay Jarnnath.

  • @p.njagadev9597
    @p.njagadev9597 หลายเดือนก่อน +2

    A heart touching interview really 💐Thanks Nabin ji💐💐

  • @KamalakantaNayak-z3o
    @KamalakantaNayak-z3o หลายเดือนก่อน +2

    ସାର୍, ଆପଣ ଦୁଇ ଜଣଙ୍କ ଆଲୋଚନା ଆଖିରେ ଲୁହ ଆସିଗଲା। ଏହିପରି ବ୍ୟକ୍ତି ରାଜନୀତି ରେ ଆସିବା ଉଚିତ୍।

  • @manjupravamishra8000
    @manjupravamishra8000 หลายเดือนก่อน +1

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @bhagabanpanda4839
    @bhagabanpanda4839 หลายเดือนก่อน +5

    ଆଶିଷ ସାର ଙ୍କ ମନ୍ତ୍ୟବ ହିଁ ନୁଆ ରାହା ଦେଖାଇଲା।

  • @manjushaswain1037
    @manjushaswain1037 หลายเดือนก่อน +9

    ଧନ୍ୟବାଦ ବାଗ୍ ମହୋଦୟ
    ଆଗକୁ ବଢି ଚାଲନ୍ତୁ
    ଜଗନ୍ନାଥ ଅଛନ୍ତି ।

    • @santoshkumarsahu6586
      @santoshkumarsahu6586 หลายเดือนก่อน

      ❤️🙏❤️ Jay Sri Jagannath ❤️🙏❤️💯💯✓💯💯❤️🙏❤️

  • @chittapadhan6168
    @chittapadhan6168 หลายเดือนก่อน +4

    Great leader

  • @sankarsansahoo47
    @sankarsansahoo47 หลายเดือนก่อน +1

    Jay shree jagannath ❤❤❤❤

  • @BPATRA-by9yz
    @BPATRA-by9yz หลายเดือนก่อน +3

    ଲକ୍ଷଣ ବାବୁ ଆପଣଙ୍କ ସଂଗ୍ରାମ କୁ ଶହେ ସଲାମ୍

  • @dillipkumarmishrasings
    @dillipkumarmishrasings หลายเดือนก่อน +12

    The win against nabin patnaik is achivement

  • @ramachandrapanipani7424
    @ramachandrapanipani7424 หลายเดือนก่อน +2

    ପରିବାରର ଅଧିକାଂଶ ବାପା, ଭାଇ, ଭାଉଜ ନିଜେ, ନିଜ ପତ୍ନୀ ରାଜନୀତିକୁ ଆଦରି ନେଇଛନ୍ତି । ଲୋକ ସେବା ମୁଖ୍ୟ କର୍ମ ଓ କର୍ତ୍ତବ୍ୟ ।

  • @poetmadhusudannag447
    @poetmadhusudannag447 หลายเดือนก่อน +2

    ମୁନୁଷ ଭିତରେ ମୁନୁଷ ଟେ ଆମର ଲକ୍ଷ୍ମଣ ବାଗ 🌹👌🌹

  • @bibekanandarout4931
    @bibekanandarout4931 หลายเดือนก่อน +2

    🎉❤ sir ur rock

  • @PabitraPabitra-l8e
    @PabitraPabitra-l8e หลายเดือนก่อน +1

    Real hero lakhman bag

  • @ramachandrapanipani7424
    @ramachandrapanipani7424 หลายเดือนก่อน +3

    ପୂର୍ବରୁ ତାଙ୍କର ଏକ ସାକ୍ଷାତ୍କାର ଦେଖିଥିଲି ।
    ପୂର୍ବର ଦୁଃଖଦ ଜୀଵନ କଥା ସ୍ମରଣ କରି କାନ୍ଦି ପକାଇଥିଲେ ।

  • @ramachandrapanipani7424
    @ramachandrapanipani7424 หลายเดือนก่อน +4

    କୁଲୀ ମଜଦୂରରୁ ବିଧାୟକ ଲକ୍ଷ୍ମଣ ବାଗ ।

  • @baidharpradhan6717
    @baidharpradhan6717 หลายเดือนก่อน +1

    Miraculous. Unbelievable in the present political social situation. . Congratulations.

  • @ShashadharSethy
    @ShashadharSethy หลายเดือนก่อน +2

    Sir ଆପଣଙ୍କୁ ପ୍ରଣାମ

  • @user-fu5zl6pz6m
    @user-fu5zl6pz6m หลายเดือนก่อน +1

    Thanks for your valuable information, thanks to Laxman Majhi.

  • @hemantkumarsingh1387
    @hemantkumarsingh1387 หลายเดือนก่อน +1

    Laxman Bag should write letter to PM to visit Kantabanji and should take step for removal of DADAN in Kantabanji.

  • @rabimohanty112
    @rabimohanty112 หลายเดือนก่อน +1

    Best leader.

  • @nilakanthamishra7154
    @nilakanthamishra7154 หลายเดือนก่อน +1

    Jayjaganatha

  • @ramachandrapanipani7424
    @ramachandrapanipani7424 หลายเดือนก่อน +3

    ଜୟ ଶ୍ରୀ ଜଗନ୍ନାଥ !

  • @mihirdwivedi8843
    @mihirdwivedi8843 หลายเดือนก่อน +1

    A befitting presentation. Sri Bagh is a clear hearted man

  • @tuladharpradhan
    @tuladharpradhan หลายเดือนก่อน +1

    Dhanyawad lakhana bag . Bhai Jay hind

  • @SantanuthapaMantuathapa
    @SantanuthapaMantuathapa หลายเดือนก่อน +1

    Sakshyakar uchhkotir 😅thank you

  • @kumudchandrapradhan4353
    @kumudchandrapradhan4353 หลายเดือนก่อน +6

    1st viewer

  • @rajatkumaragasti9186
    @rajatkumaragasti9186 หลายเดือนก่อน

    So proud 👍👍

  • @raghumaninayak9593
    @raghumaninayak9593 หลายเดือนก่อน +2

    କଳାହାଣ୍ଡି ଜ଼ିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଏ ଯୁଗର ଉଦୀୟମାନ ତାରକା ବିଧାୟକ ଭାବେ ପରିଚୟ ପାଇବା ହକଦାର 🙏🙏🙏🧿‼️🧿🕉️🇮🇳🚩🏹🔱✡️🙏🧡🌹❤️🙏👍🎎🔥🎉🪔🛐🙏... 🙏

    • @trilochanmeher-rx1ng
      @trilochanmeher-rx1ng หลายเดือนก่อน

      ବଲାଙ୍ଗୀର ଜିଲ୍ଲା ର କଣ୍ଟାବାଞ୍ଜି ସହର

    • @SREEYANSIPUNJI
      @SREEYANSIPUNJI หลายเดือนก่อน

      Bolangir. Distik

  • @prakashchandrabiswal2363
    @prakashchandrabiswal2363 หลายเดือนก่อน +1

    Well come Mr Laxman Bag.

  • @AchintyaBiswal
    @AchintyaBiswal หลายเดือนก่อน

    Sir, with tearful eye I am very much impressed with ur interview and thanx to Bag who is a very honest, straightforward and kindhearted person. I salute him.

  • @ladlyonline2696
    @ladlyonline2696 หลายเดือนก่อน +1

    Jai ma samalei God bless you da

  • @niranjansahoo9155
    @niranjansahoo9155 หลายเดือนก่อน

    God bless you

  • @MohanSahoo-j1x
    @MohanSahoo-j1x หลายเดือนก่อน +1

    ଲକ୍ଷ୍ମଣ ବାଗ ମହାନ୍ ।

  • @arabindapati608
    @arabindapati608 หลายเดือนก่อน +1

    Shri Laxman Bag is a honest person with integrity!

  • @prafulasingh2267
    @prafulasingh2267 หลายเดือนก่อน +1

    କୁହାଯାଏ ଉପରବାଲା ଦବତ ଛପର ଫାଡ଼ିକି ଦେବ ଉପରବାଲା ମାନେ ଭଗବାନ । ମାଧବ ସେବା ହଁ ମାନବ ସେବା ଅର୍ଥ ମାନବଙ୍କ ସେବା କରିବା ମାଧବ ବା ଭଗବାନଙ୍କ ସେବା କରିବା , ଯାହା ଭାଇ ଲକ୍ଷ୍ମଣ ବାଗ୍ କରିଛନ୍ତି ତେଣୁ ମାନବ ରୂପି ଭଗବାନ , ଲକ୍ଷଣ ଭାଇଙ୍କ ଶ୍ରମ ଓ ସେବା ର ଫଳ ଦେଇଛନ୍ତି ମାଧବ ।
    ଜୟ ଶ୍ରୀରାମ

  • @nilamanimallick8089
    @nilamanimallick8089 หลายเดือนก่อน

    Great person ❤

  • @arunkumarprusty1968
    @arunkumarprusty1968 หลายเดือนก่อน +1

    ଭୋକ ହେବାପାଇଁ ଔଷଧ ଖାଉଥିବା ଲୋକ ଭୋକିଲା ଲୋକଙ୍କ କଷ୍ଟ ବୁଝିପାରେ ନାହିଁ।କଣ୍ଟାବାଞ୍ଝିର ମାନ୍ୟବର ବିଧାୟକ ଲକ୍ଷ୍ମଣ ବାଗ ମହୋଦୟ ନିଜର ବାଲ୍ୟ କାଳରୁ ଅଭାବ କ'ଣ ଅନୁଭବ କରିଥିବାରୁ ଅଭାବୀ ଲୋକ ପାଖରେ ସର୍ବଦା ସହାୟକ ହେବେ ନିଶ୍ଚୟ।

  • @suryasnatabehera838
    @suryasnatabehera838 หลายเดือนก่อน

    I think the best interview ever by u sir...A lot to learn from a human being like Mr Laxman Bag

  • @shyammajhi1082
    @shyammajhi1082 หลายเดือนก่อน

    Apanka kotha re satha mukha ❤

  • @suryasnatabehera838
    @suryasnatabehera838 หลายเดือนก่อน

    U r great 👍

  • @Manu-nz8gx
    @Manu-nz8gx 11 วันที่ผ่านมา

    Great person

  • @ShesadevBag-vr5yk
    @ShesadevBag-vr5yk หลายเดือนก่อน +1

    B. J. P jindabad❤❤❤❤❤

  • @AchintyaBiswal
    @AchintyaBiswal หลายเดือนก่อน

    A long time struggle brings happiness and success at the end. It has been proved in Hon'bl Laxman Bag case. Hats up to Mr. Bag.

  • @sridharpatel2459
    @sridharpatel2459 หลายเดือนก่อน

    ଜିନ୍ଦାବାଦ ଧନ୍ୟବାଦ ଲଣ୍ମ ବାଘ୍

  • @PURNACHANDRABISWAL-d5q
    @PURNACHANDRABISWAL-d5q หลายเดือนก่อน

    Very nice ❤

  • @rabindrakumarpatro131
    @rabindrakumarpatro131 หลายเดือนก่อน

    Ur great sir

  • @prasantakumarswain1968
    @prasantakumarswain1968 หลายเดือนก่อน +2

    Sir,I have been watching your episode.It is very interesting to interview grassroot leader.Kind request to interview M.L.A Jagatsinghpur because he began his poltics from B.J.D.

  • @lokanathbishoyi7456
    @lokanathbishoyi7456 หลายเดือนก่อน

    LAXMAN. BAG VAI. VARI. GOOD❤❤❤❤❤❤❤

  • @hrudanandasahuofficial
    @hrudanandasahuofficial หลายเดือนก่อน

    ଲଖଣବାଗ ଜିନ୍ଦାବାଦ 👍

  • @prafuldash9832
    @prafuldash9832 หลายเดือนก่อน

    Thank you Nabin babu for your interview with a true man in politics. People's judgement is really justified to elect a true hero of a common family in contrast to Nabin Pattnaik who is a virtual hero of Odisha.

  • @JhasaPradhan-bi5bv
    @JhasaPradhan-bi5bv หลายเดือนก่อน

    Very good 😮😮😊😊

  • @biswabhusannanda8664
    @biswabhusannanda8664 หลายเดือนก่อน

    May Mahaprabhu Sri Jagannatha and Maa Maha Lakshmi bless Sri Lakshman Bag Hon' MLA Kantabanjhi.

  • @JagadishMahapatra-pr7vc
    @JagadishMahapatra-pr7vc หลายเดือนก่อน +5

    Great fighter laxman bag

  • @prasantkumardash879
    @prasantkumardash879 หลายเดือนก่อน

    This is called " Chakrabat Paribartante Sukhanicha Dukhamicha,Dukhanicha Sukhanicha " .....(Jay Jagannath Swami)👏

  • @Funnytrainvideos-u1g
    @Funnytrainvideos-u1g หลายเดือนก่อน

    He is really a giant killer ❤

  • @dropadinaik7045
    @dropadinaik7045 หลายเดือนก่อน +1

    I Like Mr Bag

  • @PandiaBabu
    @PandiaBabu หลายเดือนก่อน +1

    Laxman Bagh is the real hero sir

  • @AnnapurnaBaliarsingh-ny7tf
    @AnnapurnaBaliarsingh-ny7tf หลายเดือนก่อน

    Nabin Sir namaskar . Laxmana Bag Bhai apananku. MAHAPRABHU JAGANNATH Sahaya hoi Naya pradan kale . Apana emiti agaku agaku madi chalantu .

  • @JhasaPradhan-bi5bv
    @JhasaPradhan-bi5bv หลายเดือนก่อน

    Love you 😮😮

  • @bijaypanda1843
    @bijaypanda1843 หลายเดือนก่อน

    ଆମକୁ କାନ୍ଦ ଲାଗିଲାନି 🙏👌

  • @prasantabal6843
    @prasantabal6843 หลายเดือนก่อน +1

    Itihasa re rahijiba naveen pattanaik Hari thile boli

  • @binayamishra3723
    @binayamishra3723 หลายเดือนก่อน

    👌👌👌

  • @neerennayak7417
    @neerennayak7417 หลายเดือนก่อน

    ରିଅଲ ଲିଡର

  • @golakbiharisahoo4795
    @golakbiharisahoo4795 หลายเดือนก่อน

    ଏହା କଣ ବାଗ୍ ବାବୁଙ୍କର ସାକ୍ଷାତକାର ର ଦ୍ବିତୀୟ ସଂସ୍କରଣ ?