@@vastusachetanata9394sir mo jami ti 3 konia rasta achhi pashimare jami mapa ta paibini hele video ru sabu thik jagare sabu rakhi men dwar purbaku kale kharap prabhab kichhi padibaki sir?
Mor sampurna plot 6 decimal,kintu mu chhota ghara te karibaku chahunchhi,bandha mapa purbaru paschima ku 20' o utra ru dakina ku 23'3",utara ku mukhya dwara rakhibaku chahunchhi,mokhya o ulata Stana 27 o 28 ghara hele 4'10" hauchhi,taha bahut bada dwara heijiba,kan karibi?
Sir, I am Pratap Sahoo from Phulnakhara Nuapatna . Ama plot 3 decimile. Lamba purba paschima , Uttara au Dakhina ku nahin jaga . Ama mukhya dwara dakhina pata ku road pata ku karichu. Alaga pate kichhi bata nahin. Bastu anusare mukhya phataka kou diga re rahiba ? Mun apananka saha contact karibaku chahunchi. Kichhi contact number nahele address provide karantu.
Sir amoro Uttar muhore 8 hato jaga ochi Ago pote 8 hato but pocho potu 7 hato houchi measurement kole Mane ago potu chouda ..pochopote soru.. Saithi ame ghoro teki rohi paribu ki .. pls sir kohibe tike pls 🙏🙏
Sir pranam, ama ra puruna chapar ghara achhi..khanja ghara, amar sei ghara re agaru besi asubidha heithila...bastu hisabare... sabu paribartan kara jaichi...hele dina ku dina ame...down heiki jauchu...development kichhi hauni, hele...auu 2ti jinisa ame thik kari pari nahu..tubewll NW re achhi, auu NW corner gote puruna ghara ama se chapar gharaku conect heichi...jete chesta karuchu..taku rectify kariba paai..kichhi..kai hei paruni....tenu ame decide kari gote new house banei chu sei ghara ku sift heba paai but....delay hauchi ame sethiki b jai parunu...plz tk kichhi suggest karibe
ସାର୍ ଆପଣଙ୍କ ଙ୍କୁ କୋଟି ପ୍ରଣାମ। ନିଃସ୍ୱାର୍ଥପର ସେବା ଓ ସାହାଯ୍ୟ ପାଇ ଆମେ ଚିର ରୁଣି।
Samay bahara kari video gudika dekhuthibaru bahut bahut dhanyawad.
ସାର ମୁଁ ଆପଣଙ୍କ ଭିଡ଼ିଓ ଟି ଆଜି ଦେଖିଲି ବହୁତ ଭଲ ଓପଦେଶ, ପୁରୁଣା ସୁତା ରେ ଘର ଅଛି, ଆଉ କିଛି ଦଘ୍ୟ ଆଉ ପ୍ରସ୍ଥ୍ୟ ବାଡେଇବା ପାଇଁ ଚାହଁଉଛି, ଆପଣଙ୍କ ଭିଡ଼ିଓ ହିସାବରେ ହେବକି?
ହଁ ହେଇପାରିବ, କିନ୍ତୁ ପାଖରେ ଥିବା କୌଣସି ଉତ୍ତମ ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନିଅନ୍ତୁ I
ଧନ୍ୟବାଦ sir ଆପଣଙ୍କ ପରାମର୍ଶ ପାଇଁ
ପ୍ରଣାମ ସାର
Pranam. Jay Jagannath.
Awesome 👍👍👍👍👍 Details...Sir.......Thank You ...
Dhanyabad
ପଶ୍ଚିମ ପୁର୍ବ
Sir namaskar . Sir apanaka tips mote bahuta bhala laguchi. sir apana kundali madhya banantiki.....
Vastu Sachetanata video gudika dekhuthibaru bahut bahut dhanyawad. Bartaman Mu kundali banaunahi.
Jay🙏🙏 jagannaath🙏🙏
Jay Jagannath.
ମହାଶୟ ପ୍ରଣାମ
ପ୍ରବେଶ ଦ୍ୱାର ଠାରୁ ଅଧିକ ଅଂଶ ଦକ୍ଷିଣ ରହିବ ଠିକ କି ? ଆପଣଙ୍କ ଏହି ତଥ୍ୟରେ ଦ୍ୱାର ର ବାମରେ ଅଥିକ ଭାଗ ବାମରେ ରହୁଛି । ଦୟାକରି ଏହି ସନ୍ଦେହ ଦୂର କରିବା ହେବେ । ବାସ୍ତୁ ଶାସ୍ତ୍ର ଅନୁଶାରେ ଦ୍ୱାର ଦକ୍ଷିଣ ଭାଗ ଅଧିକ ରହିବ ଠିକ କି?
ଦୟାକରି ଆପଣ ଙ୍କ ଯୋଗାଯୋଗ ନମ୍ବର ପ୍ରଦାନ କରିବେ
Kebala south door re right ku kam rahiba
ମହାଶୟ ପ୍ରଣାମ,
ଆପଣ ପତି କାର ସ୍ୱରୁପ କୋଉ ଦିଗରେ କୋଉ କଲର ର ପଟି ଦିଆ ଯିବ ସେ ବିଷୟରେ ଦୟା କରି ମହାଶୟ କହିବେ କି।
Dhanyawad sir paramarsh pai rite 🙏🙏🙏
Dhanyabad. Jay Jagannath.
ସାର୍ ପ୍ରଣାମ 🙏
ମୋର ଗୋଟେ ପ୍ରଶ୍ନ ଥିଲା
୧. ସାର୍ ଆପଣ ଙ୍କ କଥା ଅନୁସାରେ ଘରର ଯେଉଁ ଦିଗରେ ରୋଡ଼ ଥିବ ସେଇ ଅନୁସାରେ ମୁଖ୍ୟ ଫାଟକ ହେବ ପୁଣି ମୁଖ୍ୟ ଦିଗରେ ଏହା ତ ଠିକ୍ ।
ଯଦି ପୂର୍ବରୁ ଦକ୍ଷିଣ ପଶ୍ଚିମ ପଟେ ଘର ସରିଛି ତ ବାୟୁ କୋଣ ରେ ଫାଟକ ହେଇ ପାରିବ କି ନା ହେଇ ପାରିବନି।
ବାୟୁ କୋଣରୁ ଉତ୍ତର ଦିଗ ଆଡ଼କୁ ୩ୟ/୪ର୍ଥ ଭାଗରେ ମୁଖ୍ୟ ଫାଟକ କରି ପାରିବେ ।
ପଶ୍ଚିମର ୩/୪ର୍ଥ ଭାଗ କିମ୍ବା ଉତ୍ତରର ୩/୪ର୍ଥ ଭାଗରେ ହେଇପାରିବ । ବାୟୁ କୋଣ ଦ୍ଵାର ଅଶୁଭ ଅଟେ ।
@@vastusachetanata9394 ସାର୍ ପ୍ରଣାମ 🙏
ଆମ ଘରର ପଶ୍ଚିମ ଦିଗରେ ରୋଡ଼ ଅଛି ତ କେବଳ ବାୟୁ କୋଣରେ ହିଁ କିଛି ଜାଗା ବାକି ଅଛି ଆଉ ସବୁ ଜାଗାରେ ଘର ହେଇ ଯାଇଛି ତ ବାୟୁ କୋଣରେ ମୁଖ୍ୟ ଫାଟକ କଲେ ଅଶୁଭ ତେବେ ତାର ପ୍ରତିକାର କଣ ହେବ
ଆଜ୍ଞା ଦକ୍ଷିଣ ଦିଗରେ ଘର ର ଜାଗା ଛାଡି ହେଇ ଛି ତାର ପ୍ରତିକାର କେମିତି କରିହେବ
ପ୍ରଶ୍ନଟି ବୁଝି ହେଉନି ।
ଆଜ୍ଞା ଘର ର ଦକ୍ଷିଣ ଦିଗରେ open place ଅଧିକ ଅଛି ତାର ପ୍ରତିକାର କଣ
ଯତିକ ଅଧିକ ଅଛି ତାକୁ କଞ୍ଚାବାଡ କିମ୍ବା ପାଚେରୀ ଦେଇ ଅଲଗା କରିଦିଅନ୍ତୁ I ଯିବାଆସିବା ପାଇଁ ଏକ ଫାଟକ ରଖି ପାରିବେ I
ମକର ରାଶି ବ୍ୟକ୍ତିଙ୍କ ପାଇଁ ଉତ୍ତର ମୁଖା ଘର ଭଲ ହେବ କି ସାର୍
Makara Rashi ra adhipati graha Sani O uttara diga ra adhipati graha Budha. Ubhaya paraspara Mitra atanti. Tenu Makara Rashi ra byaktinka pain uttara mukha ghara bhala.
Sar Ram ram
sir plz sent mob no
paresh ch Dhara At/po=Baralapokhari,Via- Charampa,Dist Bhadrsk. mob8328884050
9337664861
Which color to be used for other direction to stop negative energy.
ଗୁରୁ ଜୀ ପ ଣାମ,ଗୁରୁଜୀ ତଳମହଲାର ଐଶାନ କୋଣରେ ରୋଷେଇ ଘର ଅଛି, ଠିକ୍ ସେଇ କୋଣରେ ଉପର ମହଲାରେ ଠାକୁର ଘର ଅଛି , କିଛି ଅସୁବିଧା ଅଛି କି,ଦୟା କରି ତାର ପ୍ରତିକାର ବତାନୁ
Thakura Ghara thik jagare achhi kintu Roseighara thik jagare nahi. Subidha thile Roseighara SE, SSE ku sift karidiyantu.
Pranam sir
Pranam. Jay Jagannath.
ମକର ରାଶି ପାଇଁ ଫାଲଗୁନ ମସରେ ଭୂମି ପୂଜା ହୋଇପାରିବ କି ସାର୍
Panjire phaguna masare gruharambha joga nahi.
ସାର୍ ମିଥୁନ ରାଶି ପାଇଁ ବୈଶାଖ ମାସରେ ଭୂମିପୂଜନ ଅଛି କି
ସାର୍ ନମସ୍କାର ମକର ରାଶି ପାଇଁ ଉତ୍ତରମୁଖା ବସୋପଯୋଗି ଘାର ନିମନ୍ତେ ଭୂମିପୂଜନ ବୈଶାଖ ମାସରେ କେବେ ଅଛି
Srabana makara pain baisakhare gruharambha nahi. Ashadha masa sreegundicha dina achhi.
Good
Dhanyabad
ସାର ନମସ୍କାର, ଆପଣଙ୍କ ଆଡ୍ରେସ ଦିଅନ୍ତୁ
Contact:-9337664861
Bidisa ghare mukhya dwara keuthi rahiba
ବିଦିଶା ଘରେ ମୁଖ୍ୟ ଦ୍ଵାର ବାହାର କରିବା ଏକ କଷ୍ଟକର ବ୍ୟାପାର । ଅନେକ ବିଦିଶା ଘରେ ମୁଖ୍ୟ ଦ୍ଵାର ମିଳିଯାଇଥାଏ । ଅନେକ ବିଦିଶା ଘରେ ମୁଖ୍ୟ ଦ୍ଵାର ମିଳିନଥାଏ I
Kuch bat he
Namaskar sir
Namaskar.
ହରେ କୃଷ୍ଣ 🙏sir ଆପଣଙ୍କ ଘର ଏବଂ ଯୋଗାଯୋଗ ନମ୍ବର ଦିଅନ୍ତୁ ଦୟାକରି
9337664861.
Sir ame gaa re ghare କରେବୁ apana ame bastu naksa gaa re Kari asebe apana
@rashmidas9210 contact -9337664861
Thanku sir
Dhanyawad
Which side gate is better??
West or South??
We have two side option...
Jeunpate subidha heuchi 3/4 bhagare Main Gate karantu.
ସାର୍ ପୂର୍ବ ଦିଗ ରେ 1ମ ଓ 2ଯ ରେ ଫାଟକ ନର୍ମାଣ କରିବା ପାଇ କଣ ପତିକାର କରିବାକୁହେବ.
ପୂର୍ବର ୧ମ ଓ ୨ୟ ଫାଟକ ଅଗ୍ନି ଦୁର୍ଘଟଣା, ଦୁର୍ଘଟଣା , ଆଶା କରି ନ ଥିବା କ୍ଷତି ଓ ବଦଖର୍ଚ୍ଚ ପ୍ରଦାନ କରିଥାଏ । ଯଦି ଏପରି ଅନୁଭବ କରୁଥାନ୍ତି ତେବେ ମୁଖ୍ୟ ଫାଟକ ତଳେ ୪ ଇଞ୍ଚ ଚଉଡାର ସବୁଜରଙ୍ଗ ଦେଇ ଦିଅନ୍ତୁ କିମ୍ବା ଷ୍ଟେନ୍ଲେସ୍ ଷ୍ଟିଲ୍ ପାତ ଦେଇ ଦିଅନ୍ତୁ I
ଧନ୍ୟବାଦ ସାର
ଧନ୍ୟବାଦ । ଜୟ ଶ୍ରୀ ଜଗନ୍ନାଥ ।
Dakhina ku ucha kari haba ki nahin
Purba O Uttara tharu Dakhina O Paschima ucha rahiba uchit.
Sir, Purba paschim 32 rakhichhanti, south & north 48 thik ki...?
ସାର୍ ଜୟ ଜଗନ୍ନାଥ। ଆପଣ ମୁଖ୍ୟଦ୍ଵାର ବିଷୟ ରେ ଛାଡିଥିବା ଭିଡିଓ ଟି ଦେଖିଲୁ। କିନ୍ତୁ କମ୍ପାସ ଅନୁସାରେ ମୁଖ୍ୟଦ୍ଵାରର ସ୍ଥାନ କେଉଁଠାରେ ହେବ ଆମେ ଜାଣିପାରୁନୁ। କମ୍ପାସ ଅନୁସାରେ ମୁଖ୍ୟଦ୍ଵାରର ସ୍ଥାନ ବଦଳି ଯିବ କି ନା ସେହି ସ୍ଥାନରେ ରହିବ ? ଦୟାକରି ଜଣାଇବେ।
Mo channel re thiba ମୁଖ୍ୟ ଫାଟକ/ମୁଖ୍ୟ ଦ୍ଵାର ର ସଠିକ୍ ସ୍ଥାନ ନିରୂପଣ ଭିଡ଼ିଓ ଟିକୁ ଦେଖନ୍ତୁ ।
Dakhina diga pai keu pati lagiba
Red colour pati.
Sir ପ୍ରାଣାମ ଐସାନ୍ୟାକୋଣରେ ଠାକୁରଙ୍କ ଘର ତାପାଖକୁ ବେଡ଼ରୁମ ତାପରେ ପାଇଖାନା ପୁର୍ବରୁ ପଶ୍ଚିମ କୁ ଉତ୍ତର ଦିଗରେ ହେଵତ???
Uttara digare paikhana karajainahi. Purbaru jadi heithai tara pratikara karajaithai.
Sir 20/30
ତିଯୁବୟେଲ ର ମୁହଁ କୋଉ ଦିଗକୁ ଓ ହ୍ୟାଣ୍ଡେଲ କୋଉ ପଟକୁ ରହିବ?
Tubewell ra muha uttarku kimba purbaku rahiba.
Thank you so much sir.
Sir Vehicle keu digare rakhiba uchita, front keu pata rahib.
Sir, diga ku bhaga kala bele, clock wise direction re kara jiba ki,
Jemiti Apana karichhanti ?
Han, plot ba ghara bhitaru baharaku clockwise karaheba.
Dakhina pate ki colour pati lagiba
Kan pain Pati lagaibe.
Thank u sirr
Dhanyabad.
Sir gharaku lamba 8 bhaga kariba ki 9 bhaga kariba ples sir reply karantu🙏
ଘରକୁ ନୁହଁ, ଦିଗକୁ ଆଠ ଭାଗ କରିବା ଉଚ଼ିତ ।
Sir plot ku rasta pashima dakhina kona re achi kana karibaku padiba
ରାସ୍ତା ତ ବଦଳେଇ ହେବନି, କିନ୍ତୁ ଘରର ମୁଖ୍ୟ ଦ୍ଵାର ଦକ୍ଷିଣ କିମ୍ଵା ପଶ୍ଚିମ ଦିଗର ୩ୟ /୪ର୍ଥ ଭାଗରେ କଲେ ଦକ୍ଷିଣ ପଶ୍ଚିମ ଦିଗରେ ଥିବା ରାସ୍ତାର କୁ ପ୍ରଭାବ ଘର ଉପରେ ପଡ଼ିନଥାଏ।
Ghar r mukhya dwar udar diga ku hei chi .
Purba dakhin muha heichi dwar
Kichhi problem achhi ki ?
Sir dakhina pate ki colour pati deba..plz reply...
Red colour pati/colour.
@@vastusachetanata9394 thank u sir
Sir NamaskarMu Appananku annibaku chahunchhi
9337664861.
ସାର୍ ନମସ୍କାର ଦକ୍ଷୀଣ ପଟକୁ ମୁଖ୍ୟ ଦ୍ଵାର ପଡୁଛି kn କରିବୁ ବୁଛିପରୁନୁ ଦୟ କରି ଫୋନ ନମ୍ବର ଦୀୟନ୍ତୁ
କିଛି ଡରିବାର ନାହିଁ I ଦକ୍ଷିଣ ଦିଗର ୩ୟ/୪ର୍ଥ ଭାଗରେ ମୁଖ୍ୟ ଦ୍ଵାର କରନ୍ତୁ । ବୁଝି ନ ପାରିଲେ ନିକଟରେ ଥିବା କୌଣସି ଉତ୍ତମ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ ।
M-9337664861
Sir , ଅନେକ ବାସ୍ତୁ channel 9 ଭାଗରେ ବିଭକ୍ତ କରି main door ର location କରୁଛନ୍ତି କିନ୍ତୁ ଆପଣ 8 ଭାଗରେ ବିଭକ୍ତ karuchhanti।
8 bhaga hin thik.
Thanks
Sir, ମୋ ଘର ର ପଶ୍ଚିମ ରେ ରାସ୍ତା,ଘର ଦକ୍ଷିଣ ମୁଖି,boundary ରେ maingate କେମିତି ହେବା ଦରକାର
Jeun digare subidha achhi, Main Gate kariheba Plot ra se digaku 8 bhaga Kari 3/4th bhagare Gate karantu.
Sir South face ghara re kan karajiba, tk kuhantu please
Sir suppose plot ti koniya achhi abong aisanya kana ku face au rasta ochhi tebe koniya plot re fataka kaithi heba......
Han, kariheba. Sethipain nija anchalara kounasi abhignya vastubitnka paramarsha niyantu. Se jai jagaku anudhyana kari fatakara sathik sthana nirupana kariparibe.
Sir mu jadi plot ra darghya prasta abong degree lekhiki pakhaku anibi apana plot ra fataka ghara ra fataka bahar kari dei paribe....
Sir please tell me.....karana ama ariea re bhala vastubid mo hisabare nahanti karana semane 32ti debata jaga ku 9 bhagare bibhakta karuchanti.
Tume jadi bhul tathya nei asiba, tebe sabu bhul heijiba.
3 ,4 bhagare men dwar haba janilu sir hele bujhi helani mapa kouthu karibu ? Mejia hauchi 15' wall hauchi 10" , Mejia ru mapibu na wall ru ?
Mejia nuhe ki wall nuhe, digaku 8 bhaga karajiba. Diga janiba pain compas tia nihati darakara O compas gyana thiba nihati abasyaka.
@@vastusachetanata9394 ok sir jami jadi 60' achhi ghar 32 ' re hue sei 32' ghar pain ta thik jaha paibu kemiti?
Plot ku dekhi maingate O gharaku dekhi mukhya dwara bahara karajaithai, taha puni compass dekhi.
@@vastusachetanata9394sir mo jami ti 3 konia rasta achhi pashimare jami mapa ta paibini hele video ru sabu thik jagare sabu rakhi men dwar purbaku kale kharap prabhab kichhi padibaki sir?
ସାର୍ 🙏
ଆମ ଘରଟି ବାସ୍ତୁ ହିସାବରେ ସୁଝୁଛି ଲମ୍ବ ୩୪'୯"୩/୪ ଓ ପ୍ରସ୍ଥ ୨୬'୨"୧/୪ ତେଣୁ ଘରର ମୁଖ୍ୟ ଫାଟକ ୩,୪ ଭାଗରେ କେତେ ପଡ଼ିବ??
ଏହା ଜାଣିବା ପାଇଁ ନିକଟରେ ଥିବା କୌଣସି ଉତ୍ତମ ବାସ୍ତୁ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଡାକି ଯାଗା ଦେଖାନ୍ତୁ । ସିଏ ହିଁ କହିପାରିବେ ୩ୟ/୪ର୍ଥ ଭାଗ କେଉଁଠି ପଡ଼ିବ, କାରଣ ଏହା ଏକ ପ୍ରାକ୍ଟିକାଲ୍ ବିଷୟ । ଯାଗା ର କମ୍ପାସ ଡ଼ିଗ୍ରୀ ଓ ସେଣ୍ଟର କୁ ଧରି ଏହା କରାଯାଇଥାଏ । ଜୟ ଶ୍ରୀ ଜଗନ୍ନାଥ ।
Mor sampurna plot 6 decimal,kintu mu chhota ghara te karibaku chahunchhi,bandha mapa purbaru paschima ku 20' o utra ru dakina ku 23'3",utara ku mukhya dwara rakhibaku chahunchhi,mokhya o ulata Stana 27 o 28 ghara hele 4'10" hauchhi,taha bahut bada dwara heijiba,kan karibi?
Sir ma plot agnikoaru 18 kodi uttarko achhi 2nd bikopanahin upay kohantu
Sir i want to contact u how it possible
9337664861
Sir jadi dukan+mukhy duara 15ft re haba taha hele kemiti haba
ଦୋକାନ ଯେଉଁ ଦିଗକୁ ମୁହଁ କରିଥିବା ସେହି ଦିଗକୁ (ଦୋକାନକୁ ନୁହ ଦିଗକୁ) ଆଠ ଭାଗ କରି 3/4ର୍ଥ ଭାଗରେ ମୁଖ୍ୟ ଦ୍ଵାର କଲେ ଶୁଭ ହେବ l
Main phataka east ku rahile north ku kam rahiba na south ku kam rahiba
Mo channel re thiba bivinna digare Mukhyadwar O tahara phala dekhantu.
ସାର୍ ଆପଣଙ୍କ ଲେଖା ବାସ୍ତୁ ବହିଅଛି କି? ଯଦି ଅଛି କେଉଁଠି ମିଳିବ
ବର୍ତ୍ତମାନ ବହି ନାହିଁ, ଆଗକୁ କରିବାର ଯୋଜନା ଅଛି।
sir Asubha phatakara ପ୍ରତିକାର ରଙ୍ଗ କୁହନ୍ତୁ
ଦିଗ ଅନୁସାରେ ଅଶୁଭ ଫାଟକ ର ପ୍ରତିକାର ପାଇଁ ରଙ୍ଗ ଦିଆଯାଇଥାଏ ଯଥା:- north-blue, east-green, South-red, west-white
ସାର୍ ଯଦି ଆପଣ ଜଣଙ୍କ ଘରକୁ ଯାଇ ବାସ୍ତୁ ସମସ୍ୟା ର ସମାଧାନ କରିବାକୁ ଯିବେ ତେବେ କେତେ ଟଙ୍କା ନେବେ। ଆପଣ ଙ୍କୁ ଜଣେ ଗରୀବ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକ ନେବାକୁ ଚାହିଁଲେ କେତେ ଟଙ୍କା ପ୍ରଦାନ କରିବ। ଦୟାକରି ଜଣାଇବେ ସାର୍
Sir ନମସ୍କାର ଫୋନ ନମ୍ବର ଦଉନ
Sir, I am Pratap Sahoo from Phulnakhara Nuapatna . Ama plot 3 decimile. Lamba purba paschima , Uttara au Dakhina ku nahin jaga . Ama mukhya dwara dakhina pata ku road pata ku karichu. Alaga pate kichhi bata nahin. Bastu anusare mukhya phataka kou diga re rahiba ?
Mun apananka saha contact karibaku chahunchi. Kichhi contact number nahele address provide karantu.
Sir ଆମେ ଉତ୍ତର ଦକ୍ଷିଣ ଲମ୍ବ କରି ଘର କରିପାରିବ। କି ନାହିଁ? ନ। ସୂର୍ୟ ଡିୟା ହେବ?
Jaga semiti thile karibaku badhya hebe. Ama ghara semiti heichi, kintu vastu niyama anusare karantu, kichhi asubidha hebanahi.
Sir,🙏🙏 ମୁଁ ଆପଣଙ୍କ ସହିତ ph ରେ କଥା ହେଇପାରିବିକି ।ମୋର ଘର ର ମୁଖ୍ୟଦ୍ୱାର ବିଷୟରେ ଟିକେ ଜାଣିବାର ଥିଲା ।
M-9337664861
5 and 6 me kare kiy hoga
Karke dekho, sub samajhme ajaega.
Sir namaskar. Sir apana madhya kundali banantiki...
Sir mu Katha hebaku chauchhi
9337664861
9337664861
Sir amoro Uttar muhore 8 hato jaga ochi
Ago pote 8 hato but pocho potu 7 hato houchi measurement kole
Mane ago potu chouda ..pochopote soru..
Saithi ame ghoro teki rohi paribu ki ..
pls sir kohibe tike pls 🙏🙏
Panda Sir, ketebele 9 bhaga karuchhanti, 8 bhaga Madhya karuchhanti...
8 bhaga hin thick ate.
This 8 pada rule only applicable for square plot..This can't be applicable on rectangular plot.. Totally wrong procedure.
Sir i want your private consultancy for my home and shop,
please provide some details about it so i could connect with you
9337664861.
Sir pranam, ama ra puruna chapar ghara achhi..khanja ghara, amar sei ghara re agaru besi asubidha heithila...bastu hisabare... sabu paribartan kara jaichi...hele dina ku dina ame...down heiki jauchu...development kichhi hauni, hele...auu 2ti jinisa ame thik kari pari nahu..tubewll NW re achhi, auu NW corner gote puruna ghara ama se chapar gharaku conect heichi...jete chesta karuchu..taku rectify kariba paai..kichhi..kai hei paruni....tenu ame decide kari gote new house banei chu sei ghara ku sift heba paai but....delay hauchi ame sethiki b jai parunu...plz tk kichhi suggest karibe
Nija anchalara kounasi abhignya vastubitnku jaga dekhantu O paramarsha niyantu.
Sir ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ଆପଣଙ୍କର ଫୋନ ନଂ ଟିକେ ଦିଅନ୍ତୁ
9337664861
Sir jadi trikona plot hoithai
Tinikonia plot vastu pain subha nuhe, kintu plot bada thile ta madhya ru 4 konia plot bahar kari ghara karajaipare.
Sir, Please provide your address.Your vedios are very nice and informative.Keep it up🙏
Dhanyawad. M-9337664861
Thakurank sihasan kathare heba na cimentare heb.
NE, NNE O ENE re kathare heba, kintu Westre cimentre heba.
ସାର୍ ମୁଁ ଆପଣଙ୍କ ସହିତ କଥା ହେବାକୁ ଚନୁଅଛି ମୋବାଇଲ ନମ୍ବର ଦିଅନ୍ତୁ ପ୍ଲଟ ଯଦି ବର୍ଗ କ୍ଷେତ୍ର ହୋଇନଥାଏ ତାହାଲେ କେମିତି କେନ୍ଦ୍ର ଜାଣିବା
9337664861
🙏 ସାର୍ ଆପଣଙ୍କର ଫୋନ ନମ୍ବର ଦିଅନ୍ତୁ
9337664861.
Phon no milibaki
Sir which book is best for vastu learning
SIR ୧୧' ଚଉଡ଼ା ଘରେ କେମିତି ଭାଗ କରିବେ
Sir purba pate keun cooler dia heba please kuhantu
Sabuja (green) colour.
@@vastusachetanata9394 thanks sir
Mahabhag namaskar, mote dayakari kahiparibeki mora plot 21 '6" × 70' jagati achhi jou jagara uttar digare road achhi , uttar digare mu mukhya phatak karibaku chahunchi , uttar digare mora plot ra osar 21 '6" , tebe paschimaru kete feet re mukhya phatak kimba mukhya dwar karibaku heba? Eha byatita mu kendrare uttara ku muhan kari chhida hebi tapare 90 deegri jeunthare heba tapare kan karibi
Tuma jagara thik samanare uttara diga kete degree re achhi?
@@vastusachetanata9394 21deegri west ku modi hoi achhi , jadi 21deegri west ku jainathanta tebe jagatira sidha north ku gramya road thanta
Sir namaskar dayakari kuhantu mora main gate , door 21 '.5" osara jagare kouthi rahiba
ଆପଣଙ୍କ ମୋବାଇଲ୍ ନମ୍ବର ଦିଅନ୍ତ
9337664861
Plz sir apana nka adress tk send karantu
Bhubaneswar, M-9337664861.
Sir,Pranam.Apananka contact no. Diantu.Mora plot bisayare kichhi pacharibi.
9337664861
Sir apananka no.pls.south facing house pain kau colour Subha heithae
Pink colour
9337664861, thank you
Thank u sir,vdo Sabu bhala laguchhi.
Apananka contact no miliba ki
9337664861
Guruji bat kese karna Aapka sath no dejeye
9337664861.
Sir no douna
9337664861.
Sir, Namaskar, apananka video bhala laguchhi. Please apananka address o Telephone number dele tike katha hoi dekha karanti
Bhubaneswar, M-9337664861
Sir pls no diantu 🙏
9337664861.
Latini keui digare kariba darakar
Sir ପ୍ରାଣାମ.pratham linetabujhiparilini
NE-aisanya, NNE-uttara-aisanya, ENE-purba-aisanya.
Sir tike number ta deithante contact kariba paine
9337664861.
sir apananka adress pH no.lekhantu
Bhubaneswar, 9337664861.
Sir apanka number deantu
9337664861
Sir mobile no.diantu
9337664861
Sir address and mobile no.
Bhubaneswar, 9337664861
Cont no dejeye
9337664861.
Sir apanka phone no dia
9337664861
Good morning sir.
Pls. Mob no debe ...
Subha Sakala. Jay Jagannath. 9337664861.
Sir mobile number
9337664861.
Aapananka mobile number diantu
9337664861.