- 51
- 1 902 097
VASTU SACHETANATA
เข้าร่วมเมื่อ 24 พ.ค. 2020
କେଉଁ କେଉଁ ବାସ୍ତ୍ରୁ ଦୋଷ ରୁ କିଡ୍ନୀ ରୋଗ ହେଇଥାଏ ଓ ତାର ପ୍ରତିକାର ।
କେଉଁ କେଉଁ ବାସ୍ତ୍ରୁ ଦୋଷ ରୁ କିଡ୍ନୀ ରୋଗ ହେଇଥାଏ ଓ ତାର ପ୍ରତିକାର ।
มุมมอง: 1 584
วีดีโอ
ଗୃହରେ ଧନ ହାନୀର ପ୍ରମୁଖ ୬ ଟି କାରଣ ଓ ନିରାକରଣ।
มุมมอง 2.2Kปีที่แล้ว
ଗୃହରେ ଧନ ହାନୀର ପ୍ରମୁ ୬ ଟି କାରଣ ଓ ନିରାକରଣ।
ମୁଖ୍ୟ ଦ୍ଵାର ଉପରେ ଶ୍ରୀଗଣେଷଙ୍କ ଫଟୋ ବା ମୂର୍ତ୍ତି ସ୍ଥାପନ ଯୁକ୍ତିଯୁକ୍ତ କି?
มุมมอง 3.9Kปีที่แล้ว
ମୁଖ୍ୟ ଦ୍ଵାର ଉପରେ ଶ୍ରୀଗଣେଷଙ୍କ ଫଟୋ ବା ମୂର୍ତ୍ତି ସ୍ଥାପନ ଯୁକ୍ତିଯୁକ୍ତ କି?
ଆପଣଙ୍କର ପ୍ରତ୍ୟକ କାର୍ଯ୍ୟରେ ବିଳମ୍ବ ଘଟିବାର କାରଣ ଓ ତାର ବାସ୍ତୁ ପ୍ରତିକାର
มุมมอง 3.3Kปีที่แล้ว
ଆପଣଙ୍କର ପ୍ରତ୍ୟକ କାର୍ଯ୍ୟରେ ବିଳମ୍ବ ଘଟିବାର କାରଣ ଓ ତାର ବାସ୍ତୁ ପ୍ରତିକାର
ଗୃହ ନିର୍ମାଣ ସମୟରେ ହଠାତ୍ କାମ ଅଟକି ଯିବା/ଆଗକୁ କାମ ନ ବଢିବା କାରଣ କଣ?
มุมมอง 7Kปีที่แล้ว
ଗୃହ ନିର୍ମାଣ ସମୟରେ ହଠାତ୍ କାମ ଅଟକି ଯିବା/ଆଗକୁ କାମ ନ ବଢିବା କାରଣ କଣ?
ଘର ର ନମ୍ବର(ସଂଖ୍ୟା) ଗୃହକର୍ତ୍ତା ଙ୍କୁ କ୍ଷତି କରିଥାଏ କିପରି ଆସନ୍ତୁ ଜାଣିବା
มุมมอง 4.3K3 ปีที่แล้ว
ଘର ର ନମ୍ବର(ସଂଖ୍ୟା) ଗୃହକର୍ତ୍ତା ଙ୍କୁ କ୍ଷତି କରିଥାଏ କିପରି ଆସନ୍ତୁ ଜାଣିବା
ଘରେ ବାସ୍ତୁ ସମସ୍ୟା ଥିଲେ କେଉଁ କେଉଁ ଅସୁବିଧା ଉପୁଜି ଥାଏ ଓ ତାର କଣ କଣ ପ୍ରତିକାର କରାଯାଇ ପାରିବ?
มุมมอง 6K3 ปีที่แล้ว
ଘରେ ବାସ୍ତୁ ସମସ୍ୟା ଥିଲେ କେଉଁ କେଉଁ ଅସୁବିଧା ଉପୁଜି ଥାଏ ଓ ତାର କଣ କଣ ପ୍ରତିକାର କରାଯାଇ ପାରିବ?
ରୋଷେଇ ଘର କେଉଁ ଦିଗ ରେ କରିବା ଉଚିତ୍ ଓ କେଉଁ ଦିଗ ରେ କରିବା ଉଚିତ୍ ନୁହେଁ ?
มุมมอง 29K3 ปีที่แล้ว
ରୋଷେଇ ଘର କେଉଁ ଦିଗ ରେ କରିବା ଉଚିତ୍ ଓ କେଉଁ ଦିଗ ରେ କରିବା ଉଚିତ୍ ନୁହେଁ ?
ବିଦିଶା ପ୍ଲଟ୍ କଣ?ବିଦିଶା ପ୍ଲଟ୍ ରେ ଘର କରିବା କ୍ଷତିକାରକ କି?
มุมมอง 19K3 ปีที่แล้ว
ବିଦିଶା ପ୍ଲଟ୍ କଣ?ବିଦିଶା ପ୍ଲଟ୍ ରେ ଘର କରିବା କ୍ଷତିକାରକ କି?
ଦକ୍ଷିଣ ଓ ପଶ୍ଚିମ ଦିଗ କୁ ଘର ବୃଦ୍ଧି କରିହେବ କି??
มุมมอง 214K3 ปีที่แล้ว
ଦକ୍ଷିଣ ଓ ପଶ୍ଚିମ ଦିଗ କୁ ଘର ବୃଦ୍ଧି କରିହେବ କି??
ମୁଖ୍ୟ ଫାଟକ/ମୁଖ୍ୟ ଦ୍ଵାର ର ସଠିକ୍ ସ୍ଥାନ ନିରୂପଣ
มุมมอง 20K3 ปีที่แล้ว
ମୁଖ୍ୟ ଫାଟକ/ମୁଖ୍ୟ ଦ୍ଵାର ର ସଠିକ୍ ସ୍ଥାନ ନିରୂପଣ
ସିଡିର ଯୁଗ୍ମ/ସମ ପାହାଚ ସଂଖ୍ୟା ବାସ୍ତୁ ଦୋଷ ସୃଷ୍ଟି କରେ କି ?
มุมมอง 123K3 ปีที่แล้ว
ସିଡିର ଯୁଗ୍ମ/ସମ ପାହାଚ ସଂଖ୍ୟା ବାସ୍ତୁ ଦୋଷ ସୃଷ୍ଟି କରେ କି ?
କ୍ଲକ୍ ୱାଇଜ୍ ଓ ଆଣ୍ଟି କ୍ଲକ୍ ୱାଇଜ୍ ସିଡି ।
มุมมอง 59K3 ปีที่แล้ว
କ୍ଲକ୍ ୱାଇଜ୍ ଓ ଆଣ୍ଟି କ୍ଲକ୍ ୱାଇଜ୍ ସିଡି ।
ଘର ର ଉତ୍ତର ଓ ପୂର୍ବ ଦିଗ ରେ ସିଡି କରି ହେବ କି ?
มุมมอง 443K3 ปีที่แล้ว
ଘର ର ଉତ୍ତର ଓ ପୂର୍ବ ଦିଗ ରେ ସିଡି କରି ହେବ କି ?
ବାସ୍ତୁ ଭୂମିରେ ଗୃହ ନିର୍ମାଣ ପୂର୍ବ ରୁ ଏହି ୧୦ଟି କଥା କୁ ନିଶ୍ଚିତ ଜାଣନ୍ତୁ
มุมมอง 122K3 ปีที่แล้ว
ବାସ୍ତୁ ଭୂମିରେ ଗୃହ ନିର୍ମାଣ ପୂର୍ବ ରୁ ଏହି ୧୦ଟି କଥା କୁ ନିଶ୍ଚିତ ଜାଣନ୍ତୁ
ଜାଣନ୍ତୁ କେଉଁ ଦିଗ ରେ ବସି ପାଠ ପଢିଲେ ସଫଳତା ପାଇବେ...
มุมมอง 2.1K3 ปีที่แล้ว
ଜାଣନ୍ତୁ କେଉଁ ଦିଗ ରେ ବସି ପାଠ ପଢିଲେ ସଫଳତା ପାଇବେ...
ବାସ୍ତୁ ସଚେତନତା:-ପାଠପଢା ରେ ବାସ୍ତୁର ଉପଯୋଗ
มุมมอง 3.5K4 ปีที่แล้ว
ବାସ୍ତୁ ସଚେତନତା:-ପାଠପଢା ରେ ବାସ୍ତୁର ଉପଯୋଗ
Very nice, Sir. Thanks a lot🙏
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
Sir ,Nayrutya konore mukhya bata thile kan pratikar kariba tike kuhantu
ସୁବିଧା ଥିଲେ ଅନ୍ୟ ଦିଗର ୩ୟ/୪ର୍ଥ ଭାଗକୁ ସିଫ୍ଟ କରିଦିଅନ୍ତୁ । ନହେଲେ ବ୍ରାସ୍ ହେଲିକ୍ସ, ହାର୍ମୋନାଇଜର, ବ୍ରାସପଟି, କିଳିକ, ଏନର୍ଜି ପାଉଡ଼ର ଓ ଉମରା ପଟି ଦୁଆର ମୁହଁରେ ପୋତି ଦିଅନ୍ତୁ ।
ସାର୍ ପ୍ରଣାମ ମୋ ଘର ପୂର୍ବ ମୁଖା ଚୌଡା 19.11 ଲମ୍ବା 43.6 ହେଇଛି ଉତ୍ତର ପଚିମ ରେ ଶିଡ ହୋଇଛି anticlock wise au red colour dia hoichi
Plz sir reply debe kn karibi
ଠିକ୍ ପଶ୍ଚିମ ରୁ ଆରମ୍ଭ ହେଇଥିଲେ ଅଣ୍ଟିକ୍ଳକ୍ୱାଇଜ୍ ସିଡ଼ି ଠିକ୍ ଅଛି, କିନ୍ତୁ ଲାଲ ରଙ୍ଗ ଠିକ୍ ନୁହେଁ । ଲମ୍ବ ଅଧିକ ଥିବାରୁ ଅଫ ହ୍ୱାଇଟ୍, ଗ୍ରେ କିମ୍ବା ବ୍ଲୁ ରଙ୍ଗ ଦେଲେ ଠିକ୍ ହେବ l
Sir 🙏amara ghara purba mukha utara paschima konare anticlockwise sidi hoichi kn prtikara karibi plz sir reply karibi🙏🙏
ସୁତା ଦିଆ ସରିଲା ପରେ ଜମି ଭାଗ ଗଣ୍ଡଗୋଳ ଯୋଗୁଁ ପୂର୍ବ ପଟ ବlରଣ୍ଡାଟି ଆଗ କରିକି ପଶ୍ଚିମ ପଟ ଟି ପରେ କରି ହେବ କି ଉତ୍ତର ମୁହାଁ ଘର.
ଆତୁରେ ନିୟମ ନାସ୍ତି , କିନ୍ତୁ ନିଜ ସୀମା ବାହାର କରି ବାସ୍ତୁ ନିୟମ ଅନୁସାରେ ଘର କରିବା ଉଚ଼ିତ ।
ପ୍ରଣାମ ଗୁରୁଜୀ ମୋର ଉତ୍ତର ରେ ରାସ୍ତା ଏବଂ ଉତ୍ତର ମୁଖି ଘର ତେଣୁ ସିଡ଼ି ଓ ପୂଜା ଘର କେଉଁ ଦିଗରେ ରହିବ ଟିକେ ଜଣେଇବେ
ସିଡ଼ି NNW ରୁ ଆରମ୍ଭ କରି NW ଦେଇ କରନ୍ତୁ ଓ ପୂଜାଘର NE ରେ କରନ୍ତୁ ଓ ଠାକୁରଙ୍କୁ West facing ରଖନ୍ତୁ ।
Sir pranam,amara puruna ghara achi au taku lagi dakhinaku gote matighara achi sir ame seimati ghara bhangi sethi nua ghara badheiparubu (dakhiinaku).
ଅଲଗା କରିବା ଭଲ କିନ୍ତୁ ସେଇମିତି ଦକ୍ଷିଣକୁ ବଢେଇ କରିବାକୁ ଚାହୁଁଥିଲେ ନିକଟସ୍ଥ କୌଣସି ଅଭିଜ୍ଞ ବାସୁବିତଙ୍କୁ ଡାକି ତାଙ୍କ ପରାମର୍ଶରେ ନୂତନ ବନ୍ଧରେ ଘର କରିପାରିବେ ।
Sir ପୂର୍ବ ଦିଗରେ clock wise ସିଡି ଅଛି ଦକ୍ଷିଣ ମୁହାଁ ଘର କଣ ଅସୁବିଧା ଅଛିକି ?
ଆପଣଙ୍କର କ'ଣ ଅସୁବିଧା ହେଉଛି କୁହନ୍ତୁ ।
Sir ବର୍ତମାନ ଅସୁବିଧା ନାହିଁ ଭବିଷ୍ୟତରେ କିଛି ଅସୁବିଧା ହେବକି ?
ଚାକିରୀ, ବିବାହ ବିଳମ୍ବ ଓ ଉତ୍ତମ ଲୋକସମ୍ପର୍କ ହାନୀ ପ୍ରଭୃତି ଘଟିପାରେ ।
@@vastusachetanata9394 ପ୍ରତିକାର ବ୍ୟବସ୍ଥା ଅଛି କି ସାର୍ ଧନ୍ୟବାଦ
୯ଟି ଆଣ୍ଟିକ୍ଳକ୍ ୱାଇଜ ଷ୍ଟେନ୍ଲେସ୍ ଷ୍ଟିଲ୍ ସ୍ପ୍ରିଙ୍ଗ ଆମାଜନ୍ତରୁ ମଗାଇ ସିଡ଼ିର ପ୍ରଥମ ପାହାଚ଼ରେ ତ୍ରିଭୂଜା କାର କରି ପୋତିବେ ।
North side re main gate kale kan heba
ଉତ୍ତର ଦିଗର ୩ୟ/୪ର୍ଥ ଭାଗରେ ମେନ୍ ଗେଟ୍ ସର୍ବ ଶୁଭ ଅଟେ ।
Sir T juction plot ra kichi pratikara achi ki?
ପ୍ରାୟ ଉତ୍ତର ଓ ପୂର୍ବରେ T junction ଏତେ କ୍ଷତି କରି ନଥାଏ । ଅଗ୍ନି, ଦକ୍ଷିଣ, ନୈଋତ ଓ ପଶ୍ଚିମ ଦିଗରେ ଏହା କ୍ଷତି କରିଥାଏ । ଦିଗକୁ ନେଇ ଭିନ୍ନ ଭିନ୍ନ ପ୍ରତିକାର କରାଯାଇଥାଏ ।
@vastusachetanata9394 ଧନ୍ୟବାଦ୍ ସାର୍
ଧନ୍ୟବାଦ୍, ଜୟ ଶ୍ରୀ ଜଗନ୍ନାଥ ।
Sir number
Super shar
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
Number mobile
sir, 2ta plot ku misaiki ghar karihebaki
ହଁ, କରିହେବ । ଅନେକ ଯାଗାରେ ଏପରି ହେଉଚ଼ି ।
Piz sir mobile no
ଆପଣ କହୁଛନ୍ତି ପଶ୍ଚିମ ଦଯଣ ଦିଗରେ ସିଡି ଘର ପାଇଖାନା ରହିବ ତାହାହେଲେ ଶୋଇବାଘର କେଉଁ ଦିଗରେ ହେବ।
ଭୂମିର ଆକାର, ଅବସ୍ଥିତି ଓ ଆବଶ୍ୟକତାକୁ ଦେଖି ସ୍ଥିର କରାଯାଏ ଯେ କ'ଣ କରିହେବ ।
Sir ମୋ ଘର କୁ ଟିକେ ଦେଖିବେ ଆଉ କଣ ଉପଚାର କରିବା sir ଆପଣ ଙ୍କ ନମ୍ବର ଟିକେ ଦରକାର
9337664861
ସାର୍ ଆମର ନୂଆ ଘର କାମ ଚାଲୁଅଛି କିନ୍ତୁ ପ୍ରତିଷ୍ଠା ହେଇନି ମୁଁ ଚାହୁଁଛି ପଶ୍ଚିମ ଦିଗ କୁ ବୃଦ୍ଧି କରିକି ପାଇଖାନା ଆଉ ଗାଧୁଆଘର କରିବାକୁ କରିହେବତ ସାର୍ ପ୍ଲିଜ୍ କହିବେ
ପ୍ରଥମେ ଘର କଲାବେଳେ ଏ ବିଷୟରେ ଚିନ୍ତା କରିବାର ଥିଲା । ଏବେ ଚାହିଁଲେ ଘରକୁ ଛାଡ଼ି (ପଶ୍ଚିମ ନୁହେଁ) WNW ରେ ଶୌଚାଳୟ କରିପାରିବେ । ଯଦି ଘରକୁ ଲଗେଇ କରନ୍ତି ତେବେ ଶୌଚାଳୟ କରିସାରିବା ପରେ Iron Strip ଦ୍ୱାରା ଏହାକୁ ମୁଳ ଘରଠାରୁ ଅଲଗା କରିଦେବେ, କୌଣସି ଅସୁବିଧା ହେବନାହିଁ । ନକଲେ ଭବିଷ୍ୟତରେ ଅସୁବିଧା ଆସିପାରେ ।
ସାର୍ ଘରକୁ ଲଗେଇକି କଲେ iron strip ଦ୍ଵାରା କିପରି ଘରର ମୂଳ କୁ ଅଲଗା କରିହେବ
ଘରର ବାହାରପାଖ ଓ ଶୌଚାଳୟର ଭିତର ପାଖ ଫ୍ଳୋର ରେ ଲୁହାପାତ ଦେଇ ଅଲଗା କରିବେ I
ସାର୍ ବାସ୍ତୁର୍ବିଦ ଅଲଗା କରିବେ ନା ମିସ୍ତ୍ରୀ କରିପାରିବେ ଟିକେ ଦୟାକରି କହିବେ
@kahnunayak8728 ଜାଣିଗଲେ ମିସ୍ତ୍ରୀ ମଧ୍ୟ ସହଜରେ କରିପାରିବେ । ଏହା କିପରି ହେବ ଜାଣିବା ପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ସାକ୍ଷାତ କରନ୍ତୁ l
ସାର୍ ମୁଁ ଗୋଟିଏ ଘର ବାୟୁ କୋଣରେ ଏବଂ ପୁରୁଣା ଘର ଠୁ ୫ ଫୁଟ୍ ଛଡେଇ କରିବାକୁ ଚାହୁଁଛି। ଏଥରେ ବାସ୍ତୁ ଦୋଷ ରହିବ କି? ନୂତନ ଘରଟି ଉତ୍ତର ଦିଗକୁ କିଛି ମାଡୁଛି ଓ କଛି ବାୟୁ କୋଣକୁ ରହୁଛି, ଏହାର ପ୍ରତିକାର କଣ ହେବ?
ବାଉଣ୍ଡାରୀ ବୁଲାଇ ନୂଆ ବନ୍ଧରେ ଘର କଲେ କୌଣସି ଅସୁବିଧା ହେବନାହିଁ । ବାଉଣ୍ଡାରୀ ଗେଟ୍ ଓ ଘରର ମୁଖ୍ୟ ଦ୍ଵାର ଶୁଭ ଭାଗରେ କରିବେ ।
ସାର ପୂର୍ବ ମୁହଁ ଦ୍ଵାର କଲେ ଶୁଭ କି ଅଶୁଭ ଏହା କିଭଳି ଶୁଭ ବା ଅଶୁଭ ଦୟାକରି କହିବେ
ଏ ବିଷୟରେ ଭିଡ଼ିଓ ଅଛି ଦେଖନ୍ତୁ ।
Sir ଆପଣଙ୍କ ନମ୍ବର ଦିଅନ୍ତୁ
9337664861
Agya utara diga re dakhina ku muha hoi sidi achhi kichhi kharab haba ki , ???
ଉତ୍ତର ଦିଗରୁ ସିଡ଼ି ଆରମ୍ଭ ହୋଇଥିଲେ anticlockwise ଚଢିବା ଉତ୍ତମ ଅଟେ । Clockwise ଥିଲେ ସମସ୍ୟା ଆସିପାରେ । ସମସ୍ୟା ଦୂର ପାଇଁ anticlockwise alluminium spring ନଅଟି ସିଡ଼ିର ପ୍ରଥମ ପାହାଚରେ ପୋତିଦେବେ, ଯାହାବି ସମସ୍ୟା ଥିବ ଦୂର ହୋଇଯିବ । ଦକ୍ଷିଣ ଦିଗରେ ସିଡ଼ି ଘର ଠାରୁ ସାମାନ୍ୟ ଉଚ୍ଚା କରି ଏକ Room କରି ଦିଅନ୍ତୁ ।
Metal strip Keonthi mile ?
Metal Strip Keonthi Mile ?
Sir amara new gharaku asiba pare bahut problem hauchi skin rogo au helth esu au mony problem and ayisanya kono choto au agni kono bada hele agni kono pratikara karichu au ayisanya kono kana karibu
ନୂଆ ଘର ଯଦି ଏତେ ସମସ୍ୟା ଦେଉଛି ତେବେ ନିଜେ କିଛି ପ୍ରତିକାର କରନ୍ତୁ ନାହିଁ । ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଦେଖାନ୍ତୁ ଓ ତାଙ୍କ ପରାମର୍ଶ ନେଇ ପ୍ରତିକାର କରନ୍ତୁ ।
Sir ଓଡ଼ିଶାରେ ବାସ୍ତୁ school ବା college କେଉଁ ସ୍ଥାନରେ ଅଛି ଦୟା କରି କୁହନ୍ତୁ ଜୟ ଶ୍ରୀ ଜଗନ୍ନାଥ
11x32=352 ... 15mx32=480m or 8 Degree. .. .. 352+8=360 Degree
Sir amor ghara ebe plinth beam jaye heichi South ku tike bodheibaku chahunchu kichi asubidha hebo ki
ଦକ୍ଷିଣକୁ କେତେ ବଢେଇବେ, ତାଦ୍ବାରା ଘରର ମୂଳ ଶୁଭବନ୍ଧ ପ୍ରଭାବିତ ହେବକି ଏସବୁ ପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତକୁ ଡାକି ଦେଖାନ୍ତୁ ଓ ତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
ପୁରୁଣା ଘର ଟି ପୂର୍ବ ଦିଗରେ ଅଛି ପୁରୁଣା ଘର ଠୁ 10 ଫୁଟ ଛାଡି ପଶ୍ଚିମ ଦିଗରେ ଘର କଲେ ହବ କି ନାହିଁ ଦୟା sir ଜଣାଇବେ
ହଁ ହେବ, କିନ୍ତୁ ନୂଆ ଘରର ମୁଖ୍ୟ ଦ୍ଵାର ଯେପରି ଠିକ୍ ଭାଗରେ ରହେ ସେଥିପ୍ରତି ନଜର ଦେବାକୁ ପଡ଼ିବ ।
Sir namaskar, amara ghara ra mukhya dwara utara digaku achhi vaga vitare, kintu agaku putika avaga re badhiki heichhi, sei utara digaku vaga thhu agaku badhichhi, thik ki vul plz 🙏sir kahibe tike
Sir ama ghara mukhya dwara utara digaku achhi, utara ku vaga thhu badheiki putika baranda karichhu, thik ki vul tike kuhantu sir,
ଏଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତକୁ ଡାକି ଘର ଦେଖାନ୍ତୁ ଓ ନିଜ ସମସ୍ୟା ମଧ୍ୟ କୁହନ୍ତୁ । ସେ ମହାଶୟ ଘର ଦେଖି ସମସ୍ୟାକୁ ବୁଝି ଯାହା ପ୍ରତିକାର ଆବଶ୍ୟକ କହିବେ ।
Sir amara nua ghara karichhu 4 year hela , kintu dakhina ku 9 fit badheiki sidi ghara dakhina pashima kona re heichhi , sidi tale larten barthroom heichhi, au dakhina purba pataku gyas rakhi rosei heuchhi, sir kn asubidha heba ki sir, plz 🙏tike janaibe sir
ଘର ବୃଦ୍ଧି ପରେ ଘରର ମଧ୍ୟ ବିନ୍ଦୁ ବଦଳି ଯାଇଥାଏ l ଏହା ବେଳେ ବେଳେ ଅସୁବିଧାରେ ପକାଇପାରେ । ଦକ୍ଷିଣ ପଶ୍ଚିମରେ SSW ବୋଲି ଗୋଟେ ଯାଗା ଅଛି ଏଠାରେ ଯଦି ଶୌଚାଳୟ ହେଇଥିବା ତେବେ କୌଣସି ଅସୁବିଧା ନାହିଁ ନ ହେଲେ ସିଡିତଳ ଶୋଚାଳୟ ଭବିଷ୍ୟତରେ ଅସୁବିଧା ଦେଇପାରେ ।
@vastusachetanata9394 sir bhaga thhu dakhina ku jou amara 9 fit ghara badhiki sidi karideichhu tara kichhi pratikara achhi ki, latin barthroom ta sidi tale jou achhi taku seithhu utheidebu ki sir plz tike kuhantu, mo deha bhala rahuni, choto moto deha kharab lagi ki rahuchhi, dakhina ku ghara badhi thibaru mo deha kharab lagi rahuchhi ki, plz sir tike kuhantu,
Good
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
Sir pranam, vayu cone re sidhi ghara kale chalib ki
ବାୟୁ କୋଣରେ ସିଡ଼ି ଘର କରିହେବ, କିନ୍ତୁ exact ବାୟୁ କୋଣରୁ ସିଡ଼ି step ଆରମ୍ଭ ହେବ ନାହିଁ । ସିଡ଼ି ଚଢ଼ିଲା ବେଳେ ପଶ୍ଚିମ କିମ୍ବା ଦକ୍ଷିଣକୁ ମୁହଁ କରି ଚ଼ଢିବ ।
ସିଡି କରିବା ସମୟରେ ପୂର୍ବ କାନ୍ଥକୁ ଛୁଇଁକି ଦକ୍ଷିଣ ପଶ୍ଚିମ ଦିଗରେ ସିଡିକରି ହବକି
Sir purba mukhi ghare vayukona re sidhi ghara kari heba ki
ହଁ କରିହେବ, କିନ୍ତୁ ଠିକ୍ ବାୟୁ କୋଣରୁ ସିଡ଼ି ଆରମ୍ଭ ହେବନାହିଁ । ଉତ୍ତରରୁ ଆରମ୍ଭ ହୋଇ ବାୟୁ କୋଣ ଦେଇ ସିଡ଼ି ଯାଇପାରିବ । ଚଢ଼ିଲା ବେଳେ ପଶ୍ଚିମ କିମ୍ବା ଦକ୍ଷିଣକୁ ମୁହଁ କରି ଚଢ଼ିବେ ।
11.15×32=356.8 ଏହା 360 ଡିଗ୍ରୀ ହେଉ ନାହିଁ
ପ୍ରଥମେ ୩୨x୧୧ ଡିଗ୍ରୀ = ୩୫୨ ଡିଗ୍ରୀ । ଏକ ଡିଗ୍ରୀ = ୬୦ ମିନିଟ୍ I ୩୨×୧୫ମିନିଟ =୪୮୦ ମିନିଟ I ୪୮୦÷୬୦=୮ ଡିଗ୍ରୀ । ୩୫୨ ଡିଗ୍ରୀ+୮ ଡିଗ୍ରୀ=୩୬୦ ଡିଗ୍ରୀ
Can I get your phone number please
Hi
Thanku bhalakathakahila
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
ସାର ପଶ୍ଚିମକୁ କୋଉ ଷ୍ଟ୍ର ଦେବା
କଣପାଇଁ ଷ୍ଟଡ୍ ଦେବେ?
Namaskar sir amr dakhina digaku badha heijaichi kn karajiba please reply me sir
ଡରିବାର କିଛି ନାହିଁ, ଯଦି କୌଣସି ସମସ୍ୟା ସୃଷ୍ଟି ହେଉଥିବ ତେବେ ବର୍ଦ୍ଧିତ ଅଂଶକୁ ତମ୍ବାପାତ ଦ୍ୱାରା ଅଲଗା କରିଦେବେ, ନହେଲେ ନାହିଁ ।
Many many thanks sir Pls Ur contact number mentioned in every episode sir, Thanks
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ । Ph no. ନ ଦେବାର କାରଣ ବହୁତ କାମ ଆସୁଛି I ତଥାପି ଯେଉଁମାନେ message ରେ Ph no. ମାଗୁଛନ୍ତି ସେମାନଙ୍କୁ ଦିଆଯାଉଛି ।
ପ୍ରଣାମ ସାର୍, ମୋର ଅଗ୍ନି କୋଣରେ ସିଡ଼ି ହୋଇଛି। ମୋର ଅସୁବିଧା ହେଉଛି। ଦୟାକରି ମୋର ସମସ୍ୟା ଦୂର କରନ୍ତୁ।
Please
Sir mo gharara sidi dakhina purba kanthaku lagi anti clockwise re hoi paschim ba dakhina ku sariba taha thik achi ki please janantu
ବ୍ୟସ୍ତ ହେବାର କିଛିନାହିଁ, ପ୍ରଥମେ ଦେଖନ୍ତୁ ଅସୁବିଧା କିଛି ହେଉଛି କି? ଯଦି ସମସ୍ୟା ଆସୁଥାଏ ତେବେ ପ୍ରତିକାର କରିବ ନହେଲେ ନାହିଁ ।
Dhanyabada sir
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
Jnenu mane ghara bahare sidi karuchhanti tahara bastu bisayare kuhantu koupate kaleheba. Jnenum mane pura sidha sidi karuchhanti tahar bastu kipari heba darakara. Praya dokan manankare bahare sidi karithibe au sidha sidi karithibe. Esabura ki pravab padiba taupare gote vedio karantu please. Ame bahut upakruta hebu
Share kalavali ati uchakotira vedio
Guruji bahut school manankare bi ame dekhuchhu main gate pakhare pravu Ganesh nkara murti sthapana karuchhanti. Eha kariba thik ki vul janantu. School manankare heu ki office manakare heu kouthi basaiba
Guruji mnu ghara bahare sidi karichhi. Gharara baharapate jou sidi karajaetahara bastu upare gote vedio karantu.
ଠିକ୍ ଅଛି, କରିବା ।
Guruji bidisha plot re kemiti yaku hisab kariba please kuhantu
ଏ ବିଷୟରେ ଭିଡ଼ିଓ ଅଛି ଦେଖନ୍ତୁ ।
@vastusachetanata9394 thank you