ରେଆତ୍ମନ ନିଦ୍ରା ପରିହରି || Pranab Pattnaik Live || Re Atman Nidra Parihari || Odia Movie "Mamata" 1975

แชร์
ฝัง
  • เผยแพร่เมื่อ 17 ก.พ. 2019
  • #କମଳଦେଶ #ରାଜକୁମାର 80th Birth Day Celebration of Music Legend Sj Prafulla Kar.
    Stage performance by Pranab Kishore Pattnaik, presenting "Re Atman Nidra Parihari". at Rabindra Mandap, Bhubaneswar. Odisha. Org by- Prafulla Kar Foundation. 15th&16th February 2019.
    Song Credits:
    Song - #ReAtmanNidraParihari
    Artist - Sri #PranabKishorePattnaik
    Film - #Mamata (1975)
    Lyricist - #Bhaktakavi Madhusudan Rao
    Composer - #PrafullaKar
    Event Record by Team Canvas Odisha !
    ପ୍ରଫୁଲ୍ଲ କରଙ୍କ ୮୦ତମ ଜନ୍ମ ଦିବସ ଅବସରରେ ତା୧୫-୧୬ରିଖ ଦୁଇ ଦିନ ବ୍ୟାପି ରବିନ୍ଦ୍ର ମଣ୍ଡପଠାରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ "କମଳଦେଶ ରାଜକୁମାର' ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାର ଘରେ ଘରେ ପରିଚିତ ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସମେତ ମୁମ୍ବାଇରୁ ଆସିଥିବା କଣ୍ଠଶିଳ୍ପୀ ସାରିକା ସିଂହଙ୍କ ସ୍ୱରର ଯାଦୁରେ ଉପସ୍ଥିତ srota nku ବାନ୍ଧି ରଖିପାରିଥିଲା । ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଶିଷ୍ଟ କବି ରମାକାନ୍ତ ରଥ ଏବଂ ଦାଶ ଫାଉଣ୍ଡେସନର ଅଧ୍ୟକ୍ଷ ଶିତିକାନ୍ତ ଦାଶ ଯୋଗଦେଇ ପ୍ରଫୁଲ୍ଲ କରଙ୍କ କାଳଜୟୀ ଗୀତଗୁଡିକ ସବୁ ସମୟରେ ସବୁ ପିଢିର ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରୁଥିବ ବୋଲି କହିଥିଲେ । ଫାଉଣ୍ଡେସନର ଅଧ୍ୟକ୍ଷ ଦାଶବେନହୁରଙ୍କ ସଭାପତିତ୍ୱରେ ସମ୍ପାଦକ ଚୈାଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଶଙ୍କର ଦାଶ, ସଂଯୋଜକ ଡ. ଜେନାମଣି ସଞ୍ଜୀବ କୁମାର ଓ "ସଂସ୍କାର'ର ସାଧାରଣ ସମ୍ପାଦକ ମହାଦୀପ କର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ PULWAMA re ଶହୀଦ ଯବାନ, ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା, ଅର୍ଜୁନ ଚରଣ ସାମଲଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରଯାଇଥିଲା । ଏହି ଅବସରରେ ତବଲା ବାଦକ ପ୍ରସନ୍ନ କୁମାର ମିଶ୍ର ଏବଂ ପୂର୍ବରୁ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଘାଟନୀ ଉତ୍ସବପରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ "ରେ ଆତ୍ମନ ନିଦ୍ରା ପରିହରି', ଦେବାଶିଷ ମହାପାତ୍ରଙ୍କ କଣ୍ଠରୁ "ତୋ ସାଥେ ପିରତି କରି', ଗୀତା ଦାଶଙ୍କ କଣ୍ଠରୁ "ତୁମେ ଦେବ ମୁଁ ପୂଜାରିଣୀ', ଛନ୍ଦା ମିଶ୍ରଙ୍କ କଣ୍ଠରୁ "ହେ ଫଗୁଣ କାନ୍ଦନାରେ', କୁମାର ବାପିଙ୍କ କଣ୍ଠରୁ "ବନ୍ଧୁରେ କାହିଁ ଗଲେ ଶ୍ୟାମଘନ' ଏବଂ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ମହାପ୍ରସାଦ କର ଏବଂ ସାରିକା ସିଂଙ୍କ କଣ୍ଠରୁ "ଏ ମେରେ ହମସଫର. ସାରିକା କଣ୍ଠରୁ "ପାଦରେ ପାଦ ଛନ୍ଦା' "ମୋତେ ବାନ୍ଧିନେରେ ପୋଲିସ ବାବୁ' "ଏ ଫୁଲ କହ ଥରେ'....। ପ୍ରଫେସର ମୃତ୍ୟୁଞ୍ଜୟ ରଥ ସଙ୍ଗୀତ ଆସରକୁ ସଂଯୋଜନା କରିଥିଲେ ।
    For always being informed, and entertained find us here:
    News Website: www.canvasodisha.com
    Facebook: / canvasodisha. .
    TH-cam: th-cam.com/channels/Lak.html...
    Twitter: / odishacanvas
    Google Plus: plus.google.com/u/0/
    Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.
    ଜୀବନ ଚିନ୍ତା
    - ଭକ୍ତକବି ମଧୁସୂଦନ ରାଓ
    ରେ ଆତ୍ମନ୍! ନିଦ୍ରା ପରିହରି
    ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ,
    ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି
    ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ|୧|
    କି ବେଗରେ ଯାଉଅଛି ଚାଲି
    ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି,
    ଯାହାର ସ୍ମରଣେ ନର ଶୋକଶ୍ଵାସ ଢାଳି
    ଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି|୨|
    ହେ ଇଶ୍ବର ପରିତତାରଣ,
    ପ୍ରାଣର ମୋ ନିରଞ୍ଜନ, ଭୟ ବିଘ୍ନବିନାଶନ,
    ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ,
    ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ|୨୫|

ความคิดเห็น • 163

  • @sankalpakumar32
    @sankalpakumar32 5 ปีที่แล้ว +39

    ଆଉ ଥରେ ନୂଆ ପୃଥିବୀ ର ରଚନା ହେଲେ ମଧ୍ଯ,ଏଇ ଭଳି ପ୍ରତିଭା ଙ୍କୁ ଶୁଣିବାକୁ କିମ୍ବା ଦେଖିବାକୁ ମିଳିବେନି ।ଧନ୍ଯ ତୁମ କଣ୍ଠ ,ଧନ୍ଯ ତୁମ ରଚନା,ଧନ୍ଯ ତୁମ ସ୍ବର ।ଏମାନେ ସବୁ ସରସ୍ବତୀ ଙ୍କ ବରପୁତ୍ର ।ତାଙ୍କୁ କୋଟି କୋଟି ନମସ୍କାର ।

  • @kishorsahoo3034
    @kishorsahoo3034 ปีที่แล้ว +3

    ସରସ୍ବତୀଙ୍କ ଦୁଇ ନମସ୍ୟ ବରପୁତ୍ରଙ୍କୁ ପାଇ ଏ ମଞ୍ଚ ଆଜି ଧନ୍ୟ।

  • @thebharatglobalpower6411
    @thebharatglobalpower6411 2 ปีที่แล้ว +3

    ହେ ଜଗନ୍ନାଥ ଏମିତି ପ୍ରତିଭା ଏମାଟିକୁ ଦିଅନ୍ତୁ । ପ୍ରଣବ ସାର୍ ଆପଣଂକ କଣ୍ଠ ଅବର୍ଣନୀୟ , ଅତୁଳନୀୟ । ପ୍ରଫୁଲକରଂକ ନିର୍ଦେସନା ଅତି ଚମତ୍କାର

    • @CANVASODISHA
      @CANVASODISHA  2 ปีที่แล้ว +1

      ଜୟ ଜଗନ୍ନାଥ 🙏

  • @maitriprakashparida7381
    @maitriprakashparida7381 3 ปีที่แล้ว +5

    ଜୀବନକୁ ବୁଝିବା ଲୋକଟି ଠିକ ବୁଝିଛି ଆଉ ସମୟ ର ସ୍ରୋତ କୁ ଚାଲିଯିବାର ଆଖିରେ ଦେଖି ଦେଖି ଆତ୍ମା କୁ ପରମାତ୍ମା ସହ ମିଶାଇ ବାର ଗୀତରେ ପ୍ରୟାସ କରିଛି 🙏🙏

  • @gangarampradhan1707
    @gangarampradhan1707 3 ปีที่แล้ว +3

    ଜଣେ ଯୋଗଜନ୍ମା ଚୀର ନମସ୍ୟ ସଙ୍ଗୀତ ସାଧକ। କୋଟି କୋଟି ପ୍ରଣାମ ।

  • @sujatalenka1879
    @sujatalenka1879 ปีที่แล้ว +2

    ଆଖିରେ ଲୁହ ଯାକେଇଗଲା ଆଜ୍ଞା........ ସେହିଭଳି ଗୀତିକାର ଏବଂ ଗାୟକ ଆଉ କଣ ଉତ୍କଳ ମାଟିରେ ଜନ୍ମ ନେବେନି....?? କାହିଗଲେ ଖୋକା ଭାଇ, ରଘୁନାଥ ପାଣିଗ୍ରାହୀ, ଚିତ୍ତ ଜେନା ପ୍ରଫୁଲ କର ମହାଶୟ...... ପ୍ରଣବ ଭାଇଙ୍କୁ କାଳିଆ ଠାକୁର ଘଣ୍ଟ ଘୋଡେଇ ରଖନ୍ତୁ...... ଏତିକି ପ୍ରାର୍ଥନା.....
    ??
    .

  • @arunakumarpanigrahi4459
    @arunakumarpanigrahi4459 หลายเดือนก่อน

    ଭକ୍ତକବି ମଧୁସୂଦନ ରାଓଙ୍କ ଜୀବନ ଦର୍ଶନ ଓ ମାନବିକ ମୂଲ୍ୟବୋଧ ଏ ଭଳି ପ୍ରତିଭା ମାନଙ୍କ ଦ୍ଵାରା ବହୁଗୁଣିତ ହୋଇ ପାରିଛି । ଜୀବନର ନିଶବ୍ଦ ସ୍ରୋତରୁ ଶାମୁକା ଆଣି ମୃତ୍ୟୁ ସିନ୍ଧୁରେ ମୋତିର କରାଳ ଲହରୀ ସୃଷ୍ଟି କରିଥିବା ଏଭଳି ବାଣୀ ପୁତ୍ରଙ୍କୁ ମୋର ଶତ ଶତ ପ୍ରଣାମ ।

  • @chandaneswarmohapatra6927
    @chandaneswarmohapatra6927 3 ปีที่แล้ว +10

    ବାସ୍ତବରେ ଆଉଥରେ ପୃଥିବୀ ରଚନା ହେଲେ ମଧ୍ୟ ପ୍ରଣବ ପଟ୍ଟନାୟକ ସାର ଓ ପ୍ରଫୁଲ୍ଲ କର ସାର ଙ୍କ ଭଳି ଗାୟକ ଙ୍କୁ ଦେଖିବାକୁ ମିଳିବ ନାହିଁ କି ଏଭଳି ମୂଲ୍ୟବାନ ଗୀତ ଓ ସଙ୍ଗୀତ ଶୁଣିବାକୁ , ଅନୁଭବ କରିବାକୁ ମିଳିବ ନାହିଁ । ଏମାନେ ବାସ୍ତବରେ ମା ସରସ୍ଵତୀ ଙ୍କ ବରପୁତ୍ର ଅଟନ୍ତି ଉଭୟଙ୍କୁ କୋଟି କୋଟି ପ୍ରଣାମ 🙏🙏

    • @subalchandragiri8514
      @subalchandragiri8514 3 ปีที่แล้ว +1

      Mahasaya nku mora pranam

    • @annapurnapatra547
      @annapurnapatra547 2 ปีที่แล้ว +1

      100000 PANAMA
      PRAFULLA KAR MAHODAY
      PRANAB PATTNAIK MAHODAY.
      EMANE AMAR RUHANTU
      EMANE BARAPUTRA

    • @CANVASODISHA
      @CANVASODISHA  2 ปีที่แล้ว

      😭

  • @puspanjalidevi6396
    @puspanjalidevi6396 2 ปีที่แล้ว +3

    ଶତକୋଟି ପ୍ରଣାମ ଆପଣଙ୍କୁ । ଏ ବୟସରେ ଏତେ ସୁନ୍ଦର ଗୀତ ବୋଲୁ ଛନ୍ତି ।🙏🙏🙏

  • @ashoksahoo6912
    @ashoksahoo6912 10 หลายเดือนก่อน +2

    ହେ ଇଶ୍ଵର, ପତିତ ତାରଣ .... ସଂସାରକୁ ରକ୍ଷା କର....🙏🙏

  • @rabindrakumarmohanty9415
    @rabindrakumarmohanty9415 2 ปีที่แล้ว +2

    ପରିଣତ ବୟସରେ ସେଇ ଯାଦୁକରି କଂଠରୁ ଝରି ପଡୁଥିବା ଭକ୍ତ କବି ମଧୁସୂଦନ ରାଓ ଙ୍କ ର ଭକ୍ତି ଗୀତ ଭାବମୟ ପରିବେଶ ସୃଷ୍ଟି କରୁଛି। ଏହି ମହାନ ଗାୟକ ଙ୍କୁ ଶତ ଶତ ନମନ କରୁଛି।

  • @premkumarmohanty2444
    @premkumarmohanty2444 หลายเดือนก่อน

    Akshay Mohanty, Prafulla Kar,Pranab Patnaik,Chitta Jena,and Sikandar Alam are legends of Odia Film Industry.

  • @ajayapati4618
    @ajayapati4618 3 วันที่ผ่านมา

    ଏହିମାନେ ଓଡ଼ିଶାର ବରପୁତ୍ର ଓ ଗୌରବ

  • @biswajithota3712
    @biswajithota3712 8 หลายเดือนก่อน +1

    🙏🏻🙏🏻🙏🏻🙏🏻🙏🏻 What can someone write... We mere mortals don't have the capacity to describe such an immortal voice ❤

  • @tarundabu
    @tarundabu 5 หลายเดือนก่อน +1

    What a wonderful performance

  • @BalaramRoutehatesthereBa-tz3ml
    @BalaramRoutehatesthereBa-tz3ml 2 หลายเดือนก่อน

    A marvelous singer of world, Jay jagannath

  • @manojmohanty9535
    @manojmohanty9535 ปีที่แล้ว +1

    Incredible ❤

  • @sitakantahotta6261
    @sitakantahotta6261 3 ปีที่แล้ว +2

    Mora Pranam to Pranab pattnaik and Prafulla kar Sir - you are truly gems of odissa.

  • @swagatdas4418
    @swagatdas4418 2 ปีที่แล้ว +1

    Prafulla sir tanka hrudaya ai gita tire rakhi deichanti au jahaku pranab sir rupa deichanti.......mahaprabhu odissa ra ahi jewel mananku ghanta ghodei rakhithantu...........

  • @hadibandhubehera6384
    @hadibandhubehera6384 2 ปีที่แล้ว +1

    Hadibandhu Behera JAI JAGANATH

  • @upendrakumarparida7921
    @upendrakumarparida7921 ปีที่แล้ว +1

    A great combination of two Legendary singers... heart touching

  • @bijaykumarsahoo7853
    @bijaykumarsahoo7853 2 ปีที่แล้ว +2

    No words to comment on such a great song by such a great singer

  • @mogaamospandana7938
    @mogaamospandana7938 2 ปีที่แล้ว +1

    ଅତି ମର୍ମସ୍ପର୍ଶୀ । 🙏

  • @ashutoshtripathy7075
    @ashutoshtripathy7075 4 ปีที่แล้ว +6

    I'm a soldier of Ardaulia, Jajpur from Ladakh Army camp.
    Pranam 🙏🥀🌹🌷💐👍👍👍

  • @chinmayanayak6935
    @chinmayanayak6935 4 ปีที่แล้ว +3

    Hrudaya re bhasa nahin amiti Singer nka pain kichhi kahibaar Satare 💞💞💞💞💞

  • @jayantisenapati9078
    @jayantisenapati9078 2 ปีที่แล้ว

    Just superb !!!!

  • @niranjan8431
    @niranjan8431 3 ปีที่แล้ว +1

    Best singer. Odisha's pride.Nice devotional song.👌👌👌👌. Outstanding voice. Excellent performance.

  • @manoranjanrout7896
    @manoranjanrout7896 4 ปีที่แล้ว +2

    Amara saubhagya sateki .
    Krishna ,jaganath nku gotae
    Mancha re darsana pailuu

  • @manoranjanswain7369
    @manoranjanswain7369 4 ปีที่แล้ว +1

    He jatira brudha maharthi ....APAN MANANKU BHUMISTA PRANAM..chhua dinauru ame chira runi........

  • @banamalibehera9430
    @banamalibehera9430 3 ปีที่แล้ว +1

    Among all. The veteran singer Mr Pranab job is an evergreen and versatile singer , listening from my childhood, I prefer him very much ,He may longlive,

  • @pravatdas4522
    @pravatdas4522 5 ปีที่แล้ว +8

    What a feeling! wow pranab sir very nice

  • @pravatjena833
    @pravatjena833 2 ปีที่แล้ว +1

    I am spell bound by the song performed by pranap patnaikji

  • @nachiketapurohit9921
    @nachiketapurohit9921 4 ปีที่แล้ว +3

    Outstanding initiatives
    Jaya Jagath

  • @rabindrarath9474
    @rabindrarath9474 2 ปีที่แล้ว +1

    God gift

  • @skabduljahur8677
    @skabduljahur8677 4 ปีที่แล้ว +1

    Moo garbita ki Odisha basi aau ama Odisha re ete sundara abang ete pratibhabaan kantha silpi achhanti. Mane pade pila beda.

  • @mousumiroy7445
    @mousumiroy7445 4 ปีที่แล้ว +6

    Incomparable! Fully satisfied!

  • @rajaniseth9453
    @rajaniseth9453 2 ปีที่แล้ว +1

    Wow 👌 👏 😍 👍 🥰 ☺ 👌

  • @niranjanhota9135
    @niranjanhota9135 3 ปีที่แล้ว +1

    Apan Odisha ra Namasya o amar byactitwa .pranam

  • @rabinarayan8882
    @rabinarayan8882 3 ปีที่แล้ว +1

    Odia matirgatha gaurb yuge yuge amar

  • @sandeepkumarsahu1116
    @sandeepkumarsahu1116 4 ปีที่แล้ว +4

    Pranab sir and parfulla sir legend of odia sangita

  • @charulata6741
    @charulata6741 2 ปีที่แล้ว +1

    Exelent

  • @prajnangaming9671
    @prajnangaming9671 3 ปีที่แล้ว

    Would be centenarian: Long Live Pranab pattanayak The Great Architect of Odia Music Arena

  • @sarojkumarmishra380
    @sarojkumarmishra380 11 วันที่ผ่านมา

    କାଳଜୟୀ ସୃଷ୍ଟି

  • @alokchandramohapatra8793
    @alokchandramohapatra8793 ปีที่แล้ว +1

    ❤ ate sudar

  • @manjushreemukhi7715
    @manjushreemukhi7715 4 ปีที่แล้ว +3

    Excellent.great sangita sadhaana

  • @saratkumarbhol9711
    @saratkumarbhol9711 2 ปีที่แล้ว +1

    Best song by Sri Pranab Pattanaik .film MAMATA

    • @CANVASODISHA
      @CANVASODISHA  2 ปีที่แล้ว

      th-cam.com/video/V1zl9OdUMXE/w-d-xo.html

  • @dusmatanayak9921
    @dusmatanayak9921 2 ปีที่แล้ว +2

    Really sir ur voice magically

  • @nadabrahmaproduction
    @nadabrahmaproduction 2 ปีที่แล้ว +1

    Best Best Best. .God Bless Jay Jagannath

  • @ashutoshtripathy7075
    @ashutoshtripathy7075 4 ปีที่แล้ว +5

    God gifted voice

  • @saratpanda9208
    @saratpanda9208 2 ปีที่แล้ว +1

    Live long

  • @user-el3mf8eg9h
    @user-el3mf8eg9h 2 หลายเดือนก่อน

    Pranab sir top ❤

  • @Lakhsmipriyaa
    @Lakhsmipriyaa 3 ปีที่แล้ว +1

    Kaalajai sangeetagyan prannab pattanaik n praffulla kar sat sat prannam

  • @bulusahu154
    @bulusahu154 2 ปีที่แล้ว +1

    Odisha great pershon 🙏🙏🌹

  • @banamalibehera9430
    @banamalibehera9430 3 ปีที่แล้ว +1

    Mr Pranabji indeed has attracted all by his defficult and sweeter voice,

  • @kshetramohanswain7709
    @kshetramohanswain7709 2 ปีที่แล้ว +1

    Jay jagannath

  • @SANJAYDAS-zh7fw
    @SANJAYDAS-zh7fw ปีที่แล้ว

    Sir lots of salutes to you both

  • @samarendrabehera6047
    @samarendrabehera6047 2 ปีที่แล้ว +1

    Ethi bayasa har manithaye . Odia jati ra garba apana Mane.Apana mananku nei gote odia juga juga ku garbita.

  • @sirishsahoo4264
    @sirishsahoo4264 2 ปีที่แล้ว +1

    👌👌🙏🙏 God's blessings to you All

  • @krushnachandrasahoo1758
    @krushnachandrasahoo1758 3 ปีที่แล้ว

    He Odia Jatira dui Maharathi apanaduinku mora bhumistha pranam. Jay Jagannath.

  • @chittaranjansahoo4308
    @chittaranjansahoo4308 3 ปีที่แล้ว

    Mora koti koti pranama ahi dui prativanku🙏🙏🙏🙏🙏.........

  • @UmakantMishra
    @UmakantMishra 2 ปีที่แล้ว +1

    I love Pranab Patnaik ❤️❤️🙏

  • @ajodhyanath4284
    @ajodhyanath4284 4 ปีที่แล้ว +1

    Pranab sir apanka gita sunila pare mo akhiru luha jhari asithila.....really ap nakara voice bahut sundar.......mo pakhare bhasa nahi kana mu kahibi.....bahut sundar mu jagannath nku parthna kauchhi bhutapanakara au prafulla sir nkara dirghayu heu...bhalare rahantu....

    • @CANVASODISHA
      @CANVASODISHA  4 ปีที่แล้ว

      thank you please subscribe our channel for more update jay jay jagannath.

  • @narayanmishra8843
    @narayanmishra8843 2 ปีที่แล้ว +1

    🌹🙏🙏🙏🙏🌹

  • @bishnucharansahoo9434
    @bishnucharansahoo9434 4 ปีที่แล้ว +3

    Really Heart touching song

    • @CANVASODISHA
      @CANVASODISHA  4 ปีที่แล้ว

      Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !

  • @satyasuvampatra1958
    @satyasuvampatra1958 4 ปีที่แล้ว +4

    Wow ki bhaba

  • @debasishpanda967
    @debasishpanda967 2 ปีที่แล้ว +1

    Strange, in Old age, impossible.

  • @kulamanipradhan4217
    @kulamanipradhan4217 4 ปีที่แล้ว +3

    Golden eagal of odisha

  • @manoranjanpatnaik1744
    @manoranjanpatnaik1744 4 ปีที่แล้ว +1

    meaning full ,mental peice &heart touch songs for ours.👌👌👌👌👌👌👍

    • @CANVASODISHA
      @CANVASODISHA  4 ปีที่แล้ว

      Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !

  • @minakhidas8858
    @minakhidas8858 20 วันที่ผ่านมา

    Kalajayee Geeta.

  • @ranjulatanayak584
    @ranjulatanayak584 5 ปีที่แล้ว +5

    They are the inventors of Odia songs. How the Odisha will create such an amazing singer.

  • @bidyutpravamishra9962
    @bidyutpravamishra9962 4 ปีที่แล้ว +2

    Apana satabdi purusa huantu.jagannatha nka pakhare mora etiki kamana .🙏🙏

    • @CANVASODISHA
      @CANVASODISHA  4 ปีที่แล้ว

      Please subscribe our channel 🙏

  • @bikashdash4152
    @bikashdash4152 3 ปีที่แล้ว +1

    Jai Prafulla and Jai Pranab

  • @krushnabiswal487
    @krushnabiswal487 4 ปีที่แล้ว +2

    Best odia singer.salute

  • @simapatnaik8813
    @simapatnaik8813 ปีที่แล้ว +1

    Maa Saraswati's blessed sons

  • @satyaprakashpadhi6478
    @satyaprakashpadhi6478 3 ปีที่แล้ว +1

    Legend Praffula da...

  • @anantagopalsatapathy.2082
    @anantagopalsatapathy.2082 3 ปีที่แล้ว +4

    This is God gifted voice

  • @geetanjalimohanty6866
    @geetanjalimohanty6866 2 ปีที่แล้ว +1

    My favourite song n singer

  • @kushaleswarpanda28
    @kushaleswarpanda28 4 ปีที่แล้ว +3

    Old is gold always

  • @suchitramishra7236
    @suchitramishra7236 3 ปีที่แล้ว +1

    Koti koti pranam

  • @pravatkumarpanda9168
    @pravatkumarpanda9168 ปีที่แล้ว +1

    Khusi lage sanga

  • @tanmayakumar6498
    @tanmayakumar6498 4 ปีที่แล้ว +6

    This is the real music of ODISHA , love you sir

  • @baradadas159
    @baradadas159 3 ปีที่แล้ว +1

    Probably Pattanaik is unique

  • @tapu6628
    @tapu6628 4 ปีที่แล้ว +2

    Proud of odisha...

    • @CANVASODISHA
      @CANVASODISHA  4 ปีที่แล้ว

      Thanks for this valuable comments please subscribe us for more cultural update. comming soon this channel exclusive interview regarding odishas top eminet artists !

  • @niranjankar1969
    @niranjankar1969 4 ปีที่แล้ว +5

    Legendary Artists in Odiya Songs
    May God bless him .
    Niranjan Kar

    • @CANVASODISHA
      @CANVASODISHA  4 ปีที่แล้ว

      Thanks for watching this soulful video, please subscribe us and press the bell icon for more upcoming event 🙏

  • @biswajitnayak7742
    @biswajitnayak7742 4 ปีที่แล้ว +2

    Really heart touching song and meaningful

    • @CANVASODISHA
      @CANVASODISHA  4 ปีที่แล้ว

      thank you please subscribe our channel for more update jay jay jagannath.

  • @mogaamospandana7938
    @mogaamospandana7938 3 ปีที่แล้ว

    ମୋର ପ୍ରଣାମ 🙏 ।

  • @bimalpatnaik5614
    @bimalpatnaik5614 5 ปีที่แล้ว +4

    Excelent singer of odisha

    • @CANVASODISHA
      @CANVASODISHA  5 ปีที่แล้ว +1

      Welcome sir❤

    • @karunakarpahadasingh1106
      @karunakarpahadasingh1106 2 ปีที่แล้ว +1

      @@CANVASODISHA Karunakar Pahadasing .. Sj.Prafulla sir. Sj.Pranab sir nka bhali aau kehi kanthsilpi abom sangeet nirdeshak a jagatare janma hebe nahin.Jagannathanku prarthana emane dirghayu hoithantu aau
      Mohaprasad Kar nka bhali jogya kalakar srusti karantu.Mu jane Bhajan gitikar ate. Jagatar nath Jagannathnku eha maguchhi.

    • @CANVASODISHA
      @CANVASODISHA  2 ปีที่แล้ว

      @@karunakarpahadasingh1106 you are mostly welcome to our channel sir.. Hv a nice day

  • @pradeepsahoo8359
    @pradeepsahoo8359 2 ปีที่แล้ว +1

    Bapa thila pua sabhaku jain nahi.

  • @chidanandananda871
    @chidanandananda871 2 ปีที่แล้ว +1

    Superb

  • @susantachaudhury6663
    @susantachaudhury6663 4 ปีที่แล้ว +2

    Odisha apnka panai garvita sir

  • @pravakarsethy1107
    @pravakarsethy1107 14 วันที่ผ่านมา

    🙏🙏

  • @prabhatsethy9061
    @prabhatsethy9061 4 ปีที่แล้ว +1

    A bhali kalakar thare pai jaechu haraele juga saregale au paeba nahe a great senger sadha smariya

  • @chemakumar3378
    @chemakumar3378 4 ปีที่แล้ว +1

    Amara krutitu Jay jagannath

  • @ahalyaranidip6931
    @ahalyaranidip6931 3 ปีที่แล้ว

    Namaskar sir, ଆପଣଙ୍କ ଗମ୍ଭୀର ସ୍ୱର ଭଗବାନ ଙ୍କ ଅସ୍ତିତ୍ବ ଉପଲବ୍ଧ କରାଏ. ବାସ୍ତବରେ ଆପଣ ଜଣେ ମହାନ ଗାୟକ

  • @ahalyaranidip6931
    @ahalyaranidip6931 3 ปีที่แล้ว

    🙏🙏🙏🙏🙏

  • @learnenglish1730
    @learnenglish1730 4 ปีที่แล้ว +2

    Beautiful

  • @birentripathy2690
    @birentripathy2690 4 ปีที่แล้ว +1

    Memorable person of Odisha

    • @CANVASODISHA
      @CANVASODISHA  4 ปีที่แล้ว

      Thanks for watching this soulful video, please subscribe us and press the bell icon for more upcoming event 🙏

  • @sradhanjalikalta5006
    @sradhanjalikalta5006 4 ปีที่แล้ว +2

    Legendary singer of odisha

    • @CANVASODISHA
      @CANVASODISHA  4 ปีที่แล้ว +1

      thank you please subscribe our channel for more update jay jay jagannath.

  • @mamitasahoo8394
    @mamitasahoo8394 2 ปีที่แล้ว +1

    Madhu babu angankrachhit a bhktigit Manish Manrethiba ershabhabkunei updeshti hruday sparsi

  • @krishnakar8082
    @krishnakar8082 3 ปีที่แล้ว +1

    Person voice good job