ไม่สามารถเล่นวิดีโอนี้
ขออภัยในความไม่สะดวก

2022 New Song କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ || Kumar Bapi Live in Concert || Movie_Bandhu Mohanty

แชร์
ฝัง
  • เผยแพร่เมื่อ 17 ก.พ. 2019
  • #କମଳଦେଶ_ରାଜକୁମାର 80th #Birth_Day_Celebration_of_Music_Legend_Sj #Prafulla_Kar-2019
    #KumarBapiLive
    #କାହିଁ_ଗଲେ_ଶ୍ୟାମଘନ_ଏ_ଘନ_କାଳରେ
    #Kahin_Gale_Shyama_Ghana
    #Movie_Bandhu_Mohanty
    Stage performance by Kumar Bapi, presenting "Kahin Gale Shyama Ghana A Ghana Kalare" Film Bandhu Mohanty 1977. at Rabindra Mandap, Bhubaneswar. Odisha. Org by- Prafulla Kar Foundation. 15th&16th February 2019. ଏହି ସୁନ୍ଦର ଭଜନଟି ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ବନ୍ଧୁ ମହାନ୍ତି ଚଳଚିତ୍ରର ଏକ ଅଭୁଲା ଭଜନ, ଯାହାକୁ ପ୍ରସିଦ୍ଧ ଗାୟକ ଚିତ୍ତ ଜେନା ଗାଇଥିଲେ l
    Song Credits:
    #Song - Kahin Gale Shyama Ghana
    #Artist - Chittaranjan Jena
    #Film - Bandhu Mohanty (1977)
    #Lyricist - Prafulla Kar
    #Music Director - Prafulla Kar
    #Original Link - • Kahin Gale Shama Ghana...
    #Label - / saregamaregional
    Event Record by Team Canvas Odisha !
    ପ୍ରଫୁଲ୍ଲ କରଙ୍କ ୮୦ତମ ଜନ୍ମ ଦିବସ ଅବସରରେ ତା୧୫-୧୬ରିଖ ଦୁଇ ଦିନ ବ୍ୟାପି ରବିନ୍ଦ୍ର ମଣ୍ଡପଠାରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ "କମଳଦେଶ ରାଜକୁମାର' ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାର ଘରେ ଘରେ ପରିଚିତ ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ ସମେତ ମୁମ୍ବାଇରୁ ଆସିଥିବା କଣ୍ଠଶିଳ୍ପୀ ସାରିକା ସିଂହଙ୍କ ସ୍ୱରର ଯାଦୁରେ ଉପସ୍ଥିତ srota nku ବାନ୍ଧି ରଖିପାରିଥିଲା । ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଶିଷ୍ଟ କବି ରମାକାନ୍ତ ରଥ ଏବଂ ଦାଶ ଫାଉଣ୍ଡେସନର ଅଧ୍ୟକ୍ଷ ଶିତିକାନ୍ତ ଦାଶ ଯୋଗଦେଇ ପ୍ରଫୁଲ୍ଲ କରଙ୍କ କାଳଜୟୀ ଗୀତଗୁଡିକ ସବୁ ସମୟରେ ସବୁ ପିଢିର ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରୁଥିବ ବୋଲି କହିଥିଲେ । ଫାଉଣ୍ଡେସନର ଅଧ୍ୟକ୍ଷ ଦାଶବେନହୁରଙ୍କ ସଭାପତିତ୍ୱରେ ସମ୍ପାଦକ ଚୈାଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଶଙ୍କର ଦାଶ, ସଂଯୋଜକ ଡ. ଜେନାମଣି ସଞ୍ଜୀବ କୁମାର ଓ "ସଂସ୍କାର'ର ସାଧାରଣ ସମ୍ପାଦକ ମହାଦୀପ କର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ PULWAMA re ଶହୀଦ ଯବାନ, ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା, ଅର୍ଜୁନ ଚରଣ ସାମଲଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରଯାଇଥିଲା । ଏହି ଅବସରରେ ତବଲା ବାଦକ ପ୍ରସନ୍ନ କୁମାର ମିଶ୍ର ଏବଂ ପୂର୍ବରୁ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଘାଟନୀ ଉତ୍ସବପରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ "ରେ ଆତ୍ମନ ନିଦ୍ରା ପରିହରି', ଦେବାଶିଷ ମହାପାତ୍ରଙ୍କ କଣ୍ଠରୁ "ତୋ ସାଥେ ପିରତି କରି', ଗୀତା ଦାଶଙ୍କ କଣ୍ଠରୁ "ତୁମେ ଦେବ ମୁଁ ପୂଜାରିଣୀ', ଛନ୍ଦା ମିଶ୍ରଙ୍କ କଣ୍ଠରୁ "ହେ ଫଗୁଣ କାନ୍ଦନାରେ', କୁମାର ବାପିଙ୍କ କଣ୍ଠରୁ "ବନ୍ଧୁରେ କାହିଁ ଗଲେ ଶ୍ୟାମଘନ' ଏବଂ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ମହାପ୍ରସାଦ କର ଏବଂ ସାରିକା ସିଂଙ୍କ କଣ୍ଠରୁ "ଏ ମେରେ ହମସଫର. ସାରିକା କଣ୍ଠରୁ "ପାଦରେ ପାଦ ଛନ୍ଦା' "ମୋତେ ବାନ୍ଧିନେରେ ପୋଲିସ ବାବୁ' "ଏ ଫୁଲ କହ ଥରେ'....। ପ୍ରଫେସର ମୃତ୍ୟୁଞ୍ଜୟ ରଥ ସଙ୍ଗୀତ ଆସରକୁ ସଂଯୋଜନା କରିଥିଲେ ।
    ~Song Lyric~
    କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ
    ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ
    ବନ୍ଧୁରେ ...
    ହେ କୃଷ୍ଣ ହେ କହ୍ନାଇ ଡାକି ଡାକି ରାଇ
    ନିରାଶେ ନିକୁଞ୍ଜେ ଆହା ପଡିଚି ଘୁମାଇ
    ବାର ବାର ହୃଦ ଥରେ
    ଯେବେ କୃଷ୍ଣ ନାମ ଭାଳେ
    ଝରଝର ଲୁହ ଧାର
    ନୟନୁ ଝରେ
    ବନ୍ଧୁରେ ...
    କିଏବା କହିବ ଯାଇ ରାଇକୁ ବୁଝାଇ
    ରାଧା ନାମ ଗାଇ ଗାଇ ମୁରଲୀ ଝୁରଇ
    ଥିଲେ ଯେତେ ଦୂରେ ଦୂରେ
    ମନ ଖୋଜେ ମନକୁ ରେ
    ଏକକୁ ଆରେକ ବନ୍ଧା
    ପୀରତି ଡୋରେ
    ବନ୍ଧୁରେ...
    For always being informed, and entertained find us here:
    News Website: www.canvasodisha.com
    Facebook: / canvasodisha. .
    TH-cam: th-cam.com/channels/Lak.html...
    Twitter: / odishacanvas
    Google Plus: plus.google.com/u/0/
    Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.

ความคิดเห็น • 274

  • @thirdeye9492
    @thirdeye9492 2 ปีที่แล้ว +7

    ଠିକ ଅଛି... ଚଳିବ ❤❤
    CHITTA JENA.. A Legend
    Justified the song. Thanks.

  • @pratapkumardwibedy1702
    @pratapkumardwibedy1702 ปีที่แล้ว +1

    ବହୁତ ସୁନ୍ଦର କଣ୍ଠ ଅଭିନନ୍ଦନ ଜଣାଉଛି ହରି ଓମ୍

  • @bisikeshanbhuyan8352
    @bisikeshanbhuyan8352 3 หลายเดือนก่อน +2

    Excellent performance by Bapi Bhai.2020 Ama school kbpitha golden jubilee ku asi madhya bahut sunder suder bhajan boli thile

  • @prafullachandrasethy6222
    @prafullachandrasethy6222 ปีที่แล้ว +2

    Chita jeena was my melodious voice. Abhula smriti. Keia deva ani sei piladina.

  • @sudarshanchand3858
    @sudarshanchand3858 ปีที่แล้ว +1

    ଆଗେଇ ଚାଲ କୁମାର ବାପି 👍

  • @satchipanigrahi1985
    @satchipanigrahi1985 ปีที่แล้ว

    ଆଉ ଜଣେ ଚିତ୍ତଜେନା କେଉଁଠୁ ଆସିବ? Impossible.
    I pine for that sweet and enchanting voice.
    He is in his grave and oh the difference to me!

  • @manoramaskj1974
    @manoramaskj1974 ปีที่แล้ว +2

    Bahut badhia

  • @srikantagharai8325
    @srikantagharai8325 2 ปีที่แล้ว +7

    ଆମ ଭୋଗରାଇର ରତ୍ନ ବାପି ବାବୁ😊💐 ସୁମଧୁର ସୁନ୍ଦର କଣ୍ଠ💐

    • @rabindranathdash5132
      @rabindranathdash5132 ปีที่แล้ว +1

      ବାପି will be good singer if he continue this। practice।He should try to sing ହିନ୍ଦୀ songs as well।

    • @sadanandapani2281
      @sadanandapani2281 6 วันที่ผ่านมา

      Pppppppppppppppppppppppppjzq ugh​@@rabindranathdash5132

  • @dusmantanaik2506
    @dusmantanaik2506 4 ปีที่แล้ว +10

    କି ସୁନ୍ଦର voice ପାଇଛ ବାପି ଭାଇ ..ମାନିବାକୁ ପଡିବ

  • @tamasarout3710
    @tamasarout3710 5 หลายเดือนก่อน +1

    Excellent performance 👏👏

  • @madanmohanpatra6106
    @madanmohanpatra6106 2 ปีที่แล้ว +2

    ଖୁବ୍ ସୁନ୍ଦର ଭଜନ ପରିବେଷଣ କଲେ ମଧୁର କଣ୍ଠସ୍ବର,,,

  • @sipramohanty6587
    @sipramohanty6587 ปีที่แล้ว +1

    Ati sundar

  • @ashishkumardas3186
    @ashishkumardas3186 2 ปีที่แล้ว +1

    ଅତି ସୁନ୍ଦର । 🌷🌷🌷🙌🙌🙌

  • @ranurajpani4846
    @ranurajpani4846 ปีที่แล้ว +2

    👌👌👌👌👌👌 ମନ ମୁଧ୍ଗକର ଅତି ସୁନ୍ଦର୍🙏🙏

  • @manaranjanbishi3837
    @manaranjanbishi3837 ปีที่แล้ว +1

    Jai jagannath prabhu

  • @GAVS104
    @GAVS104 2 ปีที่แล้ว +3

    ଅନନ୍ୟ ସଙ୍ଗୀତ ଅନନ୍ୟ ଗୀତିକାରିତା ଅନନ୍ୟ କଣ୍ଚଦାନ-ଧନ୍ୟ ଚିତ୍ତ ଜେନା...💐💐💐

  • @prashantakumarmohapatra4341
    @prashantakumarmohapatra4341 2 ปีที่แล้ว +1

    Very nice......
    Thank u so much

  • @sriyacreation7967
    @sriyacreation7967 2 ปีที่แล้ว +3

    wow chamatkar voice and music

  • @jitusabar3474
    @jitusabar3474 หลายเดือนก่อน

    Love ur voice kumarbapi

  • @chittaranjandas9370
    @chittaranjandas9370 4 ปีที่แล้ว +7

    Now Kumar bapi is the best singer in odisha .

  • @hrudayaragita7961
    @hrudayaragita7961 2 ปีที่แล้ว +3

    ଜୟ ଜଗନ୍ନାଥ ମହାପ୍ରଭୁ ଭରସା ହୁଅନ୍ତୁ 🌺🌺🙏🙏

  • @niranjankanhor7280
    @niranjankanhor7280 4 ปีที่แล้ว +14

    Really a great voice keep it up. You are one of the jewel of our odia film industry.

  • @arunnalla8981
    @arunnalla8981 2 ปีที่แล้ว +3

    ଚିତଜେନା‌ ଙ୍କର ସଙ୍ଗୀତ ‌କୁ ବାପି ଭାଇ ଙ୍କର ସୁମଧୁର କଣ୍ଠ ସ୍ବର ରେ ପରିବେଷଣ ଅତି ସୁନ୍ଦର। ବହୁତ ବହୁତ ଧନ୍ୟବାଦ ବାପି ଭାଇ।

    • @CANVASODISHA
      @CANVASODISHA  2 ปีที่แล้ว

      Thank you so much❤❤❤

  • @SukantaLenka-yj7kh
    @SukantaLenka-yj7kh 2 หลายเดือนก่อน

    Jay jaganatha ⭕‼️⭕🙏🙏 prafula kara bhaina padatale 🙏🙏 tanka Putra sundara gaile God bless you 👌👌♥️♥️

  • @santoshmahapatra9834
    @santoshmahapatra9834 4 ปีที่แล้ว +1

    ବହୁତ ସୁନ୍ଦର ଲାଗିଲା ମୁଁ ଜାଣି ପାରିଲି ନାହିଁ କିଏ ଏହି ଗୀତଟି ଗାଉଛନ୍ତି

  • @rajeshkumarbag1364
    @rajeshkumarbag1364 2 ปีที่แล้ว +3

    Nice song

  • @krishnasahoo1941
    @krishnasahoo1941 2 ปีที่แล้ว +2

    I never seen such a genius mein singer having versati singing talent.

  • @dharanidharbiswal1122
    @dharanidharbiswal1122 4 ปีที่แล้ว +3

    କାନଭାସ୍ ଇଣ୍ଡିଆ କୁ ଅଶେଷ ଅଶେଷ ଧନ୍ୟବାଦ।

  • @JitendraSahu-zn4kz
    @JitendraSahu-zn4kz 2 ปีที่แล้ว +1

    Good trying. Chitta Jena is LEGEND for ever.

    • @CANVASODISHA
      @CANVASODISHA  2 ปีที่แล้ว

      Jay Jagannath, ଧନ୍ୟବାଦ, ଆପଣ ମାନଙ୍କ ଏହି ଭଲ ପାଇବା ପାଇଁ ...!! 🙏

  • @biswarupabiswal7519
    @biswarupabiswal7519 2 ปีที่แล้ว +1

    Very nice jay jagannath

  • @lalatendukanungo5013
    @lalatendukanungo5013 ปีที่แล้ว +2

    Talented Singer. God bless him.

    • @prasantamohapatra2723
      @prasantamohapatra2723 ปีที่แล้ว

      Still I remember late chitta Jena the great singer of Orissa which I visited in calcutta musical programme there I had lisen this song by chitta jena

  • @GAVS104
    @GAVS104 2 ปีที่แล้ว +1

    କୁମାର ବାପି , ଅନନ୍ୟ...👌👌👌

  • @itspabitracreation4130
    @itspabitracreation4130 2 ปีที่แล้ว +4

    Excellent voice Kumar Bapi Sir.....
    You r Great Singer our Odia induy

    • @CANVASODISHA
      @CANVASODISHA  2 ปีที่แล้ว

      ଜୟ ଜଗନ୍ନାଥ 💐🙏

  • @satyasuvampatra1958
    @satyasuvampatra1958 2 ปีที่แล้ว +1

    Pura mitha voice ,au singing feelings👌👌

  • @lokanathcommunication9881
    @lokanathcommunication9881 4 ปีที่แล้ว +4

    Excellent bapi Bhai 🙏🙏🙏

  • @bikashbarik230
    @bikashbarik230 4 ปีที่แล้ว +3

    My favourite singer

  • @saratpradhan2503
    @saratpradhan2503 2 ปีที่แล้ว +3

    god gifted voice pride of odisha

  • @myrailway79
    @myrailway79 ปีที่แล้ว +1

    9/10

  • @jagabandhujena7404
    @jagabandhujena7404 ปีที่แล้ว +2

    Good 🙏

  • @somanathsahoo3040
    @somanathsahoo3040 2 ปีที่แล้ว +1

    Wow

  • @SS-gc8ue
    @SS-gc8ue 3 ปีที่แล้ว +2

    Mr Kumar Baki looking very grounded person and nice human being like a legendary.🙏

  • @MunaCreation_10k
    @MunaCreation_10k 4 ปีที่แล้ว +18

    *ଜଗନ୍ନାଥ ତୁମକୁ ଏମିତି ଖୁସିରେ ରଖିଥାନ୍ତୁ କୁମାର ବାପି ଭାଇ👍👍👍👍👍👍*

  • @sasmitamaharana8573
    @sasmitamaharana8573 ปีที่แล้ว +1

    Very nice sweet voice 😀😀😀

  • @rajkishorejena6459
    @rajkishorejena6459 4 ปีที่แล้ว +7

    Love you brother.. Speach less.. It will directly connect to the soul...

  • @alokasatapathy1543
    @alokasatapathy1543 2 ปีที่แล้ว +1

    Nice👌🏻🙏🏻

  • @asitkumargiri5805
    @asitkumargiri5805 2 ปีที่แล้ว +1

    Best

  • @gajanannaik6096
    @gajanannaik6096 4 ปีที่แล้ว +6

    First class song. thanks you so much Kumar bapi.

    • @CANVASODISHA
      @CANVASODISHA  4 ปีที่แล้ว +1

      thank you please subscribe our channel for more update jay jay jagannath.

  • @prasantakumar3902
    @prasantakumar3902 2 ปีที่แล้ว +1

    Jay jagannath

  • @rinamanisethy6996
    @rinamanisethy6996 2 ปีที่แล้ว +2

    Excellent voice

  • @simpiranisahu2046
    @simpiranisahu2046 2 ปีที่แล้ว +1

    waaaao

    • @CANVASODISHA
      @CANVASODISHA  2 ปีที่แล้ว

      ଜୟ ଜଗନ୍ନାଥ💐

  • @TheBaikunta
    @TheBaikunta 3 ปีที่แล้ว +1

    Great try...

  • @supravaroutray575
    @supravaroutray575 2 ปีที่แล้ว

    My favourite singer bapi Bhai

  • @jayashreedas474
    @jayashreedas474 ปีที่แล้ว +1

    V nice voice

  • @mamamiddleclassvlog3949
    @mamamiddleclassvlog3949 4 ปีที่แล้ว +3

    Always happy Kumar bapi

  • @biswendumallick4836
    @biswendumallick4836 5 ปีที่แล้ว +6

    Ollywood badsaha mo bhai ❤❤

    • @CANVASODISHA
      @CANVASODISHA  4 ปีที่แล้ว +1

      ଆପଣଙ୍କର ବହୁମୁଲ୍ୟ ମତାମତ ପାଇଁ ଧନ୍ୟବାଦ, ଏହିପରି ନୁଆ ନୁଆ ଭିଡିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ 🙏

  • @manojkumarsahoo3107
    @manojkumarsahoo3107 3 ปีที่แล้ว +3

    ବହୁତ ସୁନ୍ଦର... ଅନେକ ଅନେକ ଧନ୍ୟବାଦ କୁମାର ବାପି...

  • @royalrockersipun6429
    @royalrockersipun6429 ปีที่แล้ว +1

    khubsundargitaà

  • @durgamishra3628
    @durgamishra3628 5 ปีที่แล้ว +14

    Excellent heart touching.god bless u brother.

    • @CANVASODISHA
      @CANVASODISHA  4 ปีที่แล้ว

      ଆପଣଙ୍କର ବହୁମୁଲ୍ୟ ମତାମତ ପାଇଁ ଧନ୍ୟବାଦ, ଏହିପରି ନୁଆ ନୁଆ ଭିଡିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ 🙏

  • @jogeswaribhanja8132
    @jogeswaribhanja8132 2 ปีที่แล้ว +4

    Heart touching song

  • @chandrakantapathi8044
    @chandrakantapathi8044 3 ปีที่แล้ว +3

    Excellent.speechless

  • @pramilabarik3626
    @pramilabarik3626 ปีที่แล้ว +1

    Good voice

  • @aratiranipatra1106
    @aratiranipatra1106 ปีที่แล้ว +1

    Greatvoicebhogori

  • @basantikar60
    @basantikar60 2 ปีที่แล้ว +1

    👌👌👌👌

  • @lalitmahabhoi5520
    @lalitmahabhoi5520 4 ปีที่แล้ว +2

    The talent singar bapi bhai

  • @omdigitaldharamgarh1342
    @omdigitaldharamgarh1342 2 ปีที่แล้ว +1

    ଏହି ଗୀତ ଟିକୁ ଆମ ପଶ୍ଚିମ ଓଡିଶା ର ପାରାୟଣ ଗାୟିକା ସୁମଧୁର କଣ୍ଠଶିଳ୍ପୀ ଶ୍ରୀମତୀ ମୋନାଲି ମହାପାତ୍ର ବହୁତ ସୁନ୍ଦର ଭାବରେ ଗାଈ ଛନ୍ତି

    • @CANVASODISHA
      @CANVASODISHA  2 ปีที่แล้ว +1

      ଜୟ ଶ୍ରୀ ଜଗନ୍ନାଥ 💐🙏

  • @ruchikabehera5775
    @ruchikabehera5775 2 ปีที่แล้ว +1

    Beautiful. Thnx

    • @CANVASODISHA
      @CANVASODISHA  2 ปีที่แล้ว

      th-cam.com/video/V1zl9OdUMXE/w-d-xo.html

  • @akashkumardigal656
    @akashkumardigal656 4 ปีที่แล้ว +3

    Kumar Bapi.. excellent Singer

  • @sachimohanty2170
    @sachimohanty2170 2 ปีที่แล้ว +1

    Marvelous

    • @CANVASODISHA
      @CANVASODISHA  2 ปีที่แล้ว

      ଜୟ ଜଗନ୍ନାଥ 💐🙏

  • @nandabhoi3226
    @nandabhoi3226 2 ปีที่แล้ว +2

    Marvellous voice

  • @pramoddas8409
    @pramoddas8409 2 ปีที่แล้ว +3

    I love this song which is sang by bapi Kumar

  • @laxmanpradhan2949
    @laxmanpradhan2949 2 ปีที่แล้ว +1

    bahut sundar ..

  • @shibasethi4610
    @shibasethi4610 4 ปีที่แล้ว +4

    Bhai.. Mu kahibi koeli ra sura.... Amazing bahu lokapriya gita..

    • @CANVASODISHA
      @CANVASODISHA  4 ปีที่แล้ว

      ଆପଣଙ୍କର ବହୁମୁଲ୍ୟ ମତାମତ ପାଇଁ ଧନ୍ୟବାଦ, ଏହିପରି ନୁଆ ନୁଆ ଭିଡିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ 🙏

  • @renukasahoo6927
    @renukasahoo6927 3 ปีที่แล้ว +1

    ହୃଦୟ ସ୍ପର୍ଶୀ

  • @lalitmahabhoi5520
    @lalitmahabhoi5520 4 ปีที่แล้ว +2

    My favorite singar Olney one bapi bhai

  • @aviramcreation4097
    @aviramcreation4097 4 ปีที่แล้ว +4

    Jay Jagannath 🙏🙏🙏

  • @ramachandrapradhan169
    @ramachandrapradhan169 3 ปีที่แล้ว +1

    Odisha ra garba o gaurava Kumar Bapi.

  • @lokanathanka862
    @lokanathanka862 2 ปีที่แล้ว +1

    Excellent.

    • @CANVASODISHA
      @CANVASODISHA  2 ปีที่แล้ว

      ଜୟ ଜଗନ୍ନାଥ💐

  • @santoshkumarnayak5471
    @santoshkumarnayak5471 2 ปีที่แล้ว

    So beautiful singing 🌹💟🌹❤🌹💛🌹🖤🌹🎸🙏🙏

  • @rashmiprava9340
    @rashmiprava9340 2 ปีที่แล้ว +2

    Jai jagannath 🙏

  • @geniusmathandphysics2841
    @geniusmathandphysics2841 2 ปีที่แล้ว +4

    Tingling sensation in voice

  • @santoshkumarnayak5471
    @santoshkumarnayak5471 2 ปีที่แล้ว +1

    Wowa so beautiful singing🎤🌹 🌹💟🌹💛🌹🖤🌹🎸🌹🙏🙏

  • @karunakarnaik8545
    @karunakarnaik8545 2 ปีที่แล้ว +1

    Bahut Sundar 👌👌

  • @jkinfo6703
    @jkinfo6703 4 ปีที่แล้ว +2

    Au gita asuni bhai ra.. Kebe au gaiba bhai.. ❤

  • @rashmitanahak6992
    @rashmitanahak6992 ปีที่แล้ว

    Heart touching voice

  • @pravatmishra4403
    @pravatmishra4403 2 ปีที่แล้ว +3

    Heart touching voice.

  • @adibaba3744
    @adibaba3744 4 ปีที่แล้ว +4

    My favourite odia singer.

  • @nutanakumara2725
    @nutanakumara2725 2 ปีที่แล้ว +1

    Bapi bhai no 1

  • @chatakparvat7858
    @chatakparvat7858 4 ปีที่แล้ว +4

    ହୃଦୟସ୍ପର୍ଶୀ 🌹

  • @nurupamapanda6806
    @nurupamapanda6806 2 ปีที่แล้ว +1

    🙏🙏🙏🙏🙏🙏

  • @asitrout7659
    @asitrout7659 2 ปีที่แล้ว +1

    🙏🙏🙏

  • @sarojnanda2759
    @sarojnanda2759 2 ปีที่แล้ว +1

    Very very nice old song.

    • @CANVASODISHA
      @CANVASODISHA  2 ปีที่แล้ว

      ଜୟ ଜଗନ୍ନାଥ 💐🙏

  • @ashokkumarbadamali415
    @ashokkumarbadamali415 ปีที่แล้ว +1

    ସୁପର 👌ଆଗେଇ ଚାଲନ୍ତୁ. 👌

  • @chandanasahoo851
    @chandanasahoo851 2 ปีที่แล้ว +1

    Beautiful voice & so fantastic perfermance,

    • @chandanasahoo851
      @chandanasahoo851 2 ปีที่แล้ว

      Thanks

    • @chandanasahoo851
      @chandanasahoo851 2 ปีที่แล้ว

      I am a housekeeper
      Or I love song or singing in starmaker I also want to sing studeo.plz help me if u want

  • @rahasaparida
    @rahasaparida 4 ปีที่แล้ว +3

    Very good singing Bapi vai

  • @mamataacharjya9300
    @mamataacharjya9300 ปีที่แล้ว +1

    Herttouchingsong

  • @gspallrounder3298
    @gspallrounder3298 2 ปีที่แล้ว +1

    କୁମାର ବାପି ବେଷ୍ଟ...

  • @sagarbehera7284
    @sagarbehera7284 4 ปีที่แล้ว +2

    Bahuta sundara bhaba re gaile bapi Bhai thanks bapi bhai

  • @bijayasahoo4955
    @bijayasahoo4955 2 ปีที่แล้ว +1

    Exilent

  • @ashokkumarnayak9183
    @ashokkumarnayak9183 2 ปีที่แล้ว +1

    Kumar Bapi sir Jai Jagannath

  • @hrushikeshmahakud842
    @hrushikeshmahakud842 4 ปีที่แล้ว +4

    Good performance