March 16, 2023

แชร์
ฝัง
  • เผยแพร่เมื่อ 7 ม.ค. 2025

ความคิดเห็น • 1

  • @santoshkumarlenka6723
    @santoshkumarlenka6723 ปีที่แล้ว

    ଚାରୋଟି ମୃଦଙ୍ଗ ରେ କୀର୍ତ୍ତନ ଦଳ ଅତ୍ୟନ୍ତ ସୁନ୍ଦର l ଚୈତନ୍ୟ ଚରିତାମୃତ ର ଆଦ୍ୟ ଲୀଳା ରେ ବେଢା ପରିକ୍ରମା ସମୟରେ ଚୈତନ୍ୟ ମହାପ୍ରଭୁ ଯେଉଁ ସଂକୀର୍ତନ ଦଳ ତିଆରି କରିଥିଲେ ସେଥିରେ ସମୁଦାୟ 21 ଜଣ ରହୁଥିଲେ, ଜଣେ ଗାୟକ,4 ବାୟକ ବାକି 16 ଜଣ ତାଳ ବଜାନ୍ତି l ଏଠି 4 ବାୟକ ଙ୍କୁ ଦେଖି ମୋର ମନେ ପଡିଗଲା ଚୈତନ୍ୟ ମହାପ୍ରଭୁ ଙ୍କ କଥା l ଗୌର ପ୍ରେମାନନ୍ଦେ ହରିବୋଲ 🙏🙏🙏ଦୟାକରି ଷଡ଼ ଗୋସ୍ୱାମୀ ଙ୍କ ରଚିତ ଗୌର ଭଜନ ଗାଇଲେ ସୁନ୍ଦର ଲାଗନ୍ତା 🙏🙏