News Fuse 25 Oct 2019 | ଫ୍ୟୁଜ ଚାଟଶାଳୀ | Modern ପିଲାଙ୍କ ପୌରାଣିକ ଜ୍ଞାନ ଟେଷ୍ଟ | ନ୍ୟୁଜ ଫ୍ୟୁଜ ଓଟିଭି

แชร์
ฝัง
  • เผยแพร่เมื่อ 30 ก.ย. 2024
  • The highest rated show among all Odia news television which focuses on analysing the socio-political issues. Famous Ollywood Comedia Hrushikesh Das presents the small but realistic issues faced by the general audience in a semi-comical manner. This show acts like a moral police for Odisha citizens.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: live.odishatv.in/
    TH-cam: goo.gl/Ehz6OP
    Facebook: / otvnews
    Circle on G+: google.com/+otvodisha
    Twitter: / otvnews
    Instagram: / otvnews
    #NewsFuse #OdishaTV #OTV

ความคิดเห็น • 2.6K

  • @gajnybhai955
    @gajnybhai955 2 ปีที่แล้ว +61

    ଏମାନେ ଭାରତୀୟ ସଂସ୍କ୍ରୁତୀ ପଢିଲେ ସିନା ଜଣିବେ ।ଗଧ ସବୁ ମୋବାଇର ଚକ୍କରେ ନିଜର ହିତା ହିତ ଧନ୍ଦାରେ ଲଗେଇଛନ୍ତି।

    • @ranjanaprusty4440
      @ranjanaprusty4440 ปีที่แล้ว

      Apana ekdam sata Katha kahichhanti mo matare emanaku olata tangi tentulia chhata re pitiba katha😡

  • @birendrachoudhury4070
    @birendrachoudhury4070 3 ปีที่แล้ว +21

    ସବୁ ମୂର୍ଖ ଆଜି କାଲି ର ପିଲା ଖାଲି ଲାଇନ ମାରି ଯାଉଛନ୍ତି

  • @manasbehera3922
    @manasbehera3922 3 ปีที่แล้ว +125

    ସବୁ ବାପା -ମା ଙ୍କୁ ଅନୁରୋଧ ପିଲା ମାନଙ୍କୁ କିଛି କିଛି ଜେନେରାଲ୍ ନଲେଜ୍ ଶିକ୍ଷା ଦିଅନ୍ତୁ

    • @ratnakarbhatra3747
      @ratnakarbhatra3747 2 ปีที่แล้ว +3

      So nice.

    • @amiya95
      @amiya95 2 ปีที่แล้ว +2

      Pl tell brahmin pl treat all hindu are equal

    • @preetamkumar4829
      @preetamkumar4829 2 ปีที่แล้ว

      @@ratnakarbhatra3747 aa

    • @kedakeda8551
      @kedakeda8551 2 ปีที่แล้ว

      @@ratnakarbhatra3747 aAaAAAA

    • @pihu1941
      @pihu1941 2 ปีที่แล้ว

      Right 👍

  • @itishree_ot7
    @itishree_ot7 2 ปีที่แล้ว +24

    ଏତେ ସହଜ ପ୍ରଶ୍ନ ର ଉତ୍ତର ଦେଇପାରୁନାହାନ୍ତି, ଏମାନେ ମାଟ୍ରିକ ପାସ କଲେ କେମିତି 😂😂😂

  • @spparida6739
    @spparida6739 3 ปีที่แล้ว +10

    ଏମାନେ ପାଠ ପଢିବା ଲାଗି ଆସୁନାହାନ୍ତି time pass ଲାଗି ଆସୁଛନ୍ତି

  • @hariharmohanty8551
    @hariharmohanty8551 5 ปีที่แล้ว +108

    ଯାହା ହେଉ ଆମକୁ ବି କିଛି ଶିଖିବାକୁ ମିଳୁଛି

  • @jagannathabadatya6513
    @jagannathabadatya6513 4 ปีที่แล้ว +23

    ତାଙ୍କୁ ପଚାରିବେ ଟିକ ଟକ ଭିଡିଓ କେମିତି କରନ୍ତି ସେ କହିବେ ଏଗୁଡ଼ାକ କାହିଁକି ପଚାରୁ ଛନ୍ତି

  • @samirranjansinha
    @samirranjansinha 4 ปีที่แล้ว +38

    717 dislike sabu aei vedio re achanti 😄😄

  • @DevBhaiOfficial
    @DevBhaiOfficial 3 ปีที่แล้ว +10

    ଯୁକ୍ତରାଷ୍ଟ୍ର 😂 ଗାନ୍ଧାରୀ husband

  • @intertamantodisha3129
    @intertamantodisha3129 3 ปีที่แล้ว +8

    ମୁଁ ଓଟିଭି କୁ ନିବେଦନ କରୁଚି କି ସେ ଏମିତିକା ପୋଗରାମ କରି ସରକାର ଙ୍କୁ ଜଣାନ୍ତୁ college re ଆମର ସଂସ୍କୃତି ବିଶୟ ରେ ପାଠ ପଢା ହେଉ ନ ହେଲେ college bandh କରାଜାଉ

  • @SG_EDUCATION_
    @SG_EDUCATION_ 5 ปีที่แล้ว +138

    Newsfews bala : ଗାନ୍ଧାରୀ ଙ୍କ ସ୍ବାମୀ ଙ୍କ ନାମ?
    ରାଜଧାନୀ କଲେଜ୍ ଝିଅ : ଯୁକ୍ତରାଷ୍ଟ୍ର
    Show ra host : ଯୁକ୍ତରାଷ୍ଟ୍ର ଆମେରିକା ନା trumph ବା😁😅😆😂🤣

  • @dp7158
    @dp7158 5 ปีที่แล้ว +91

    ଦଶମ ପାସ୍ କରିଛନ୍ତି ତଃ

    • @devbiswal5334
      @devbiswal5334 5 ปีที่แล้ว +4

      Copy kari pass kari6anti

    • @krupasindhumohanty6586
      @krupasindhumohanty6586 5 ปีที่แล้ว +7

      ପ୍ରେମ ବିଦ୍ୟା ରେ ପାରଙ୍ଗମ ସେମାନେ

    • @hrushikeshpanda7923
      @hrushikeshpanda7923 4 ปีที่แล้ว +3

      @@krupasindhumohanty6586 setaa paa all pass

    • @jugendrosabar1808
      @jugendrosabar1808 4 ปีที่แล้ว +4

      Sobu kopi kori pass korichonti.....bode.....?

    • @jaganmohanz
      @jaganmohanz 4 ปีที่แล้ว +3

      Dasam pass Kariba darker nahi mo je je Maa kichi padhini kintu 100 ru 100% answer janithila...
      Hindu dharma ra gote gote kalanka....
      Plz being Hindu join RSS.
      So it is very important to join in RSS

  • @Adarshabinash
    @Adarshabinash 4 ปีที่แล้ว +37

    ମତେ ବିଷ ଦେଇଯା ରେ ମତେ ବିଷ ଦେଇଯା🤣

  • @kartikrao3106
    @kartikrao3106 3 ปีที่แล้ว +289

    The handicap boy was very talented God bless you bro

  • @sekharbhoi_official489
    @sekharbhoi_official489 3 ปีที่แล้ว +2

    ଏମାନକୁ କିଏ ଅଙ୍ଗନବାଡ଼ି ନିଅ ରେ 😂😂

  • @anandpranab80180
    @anandpranab80180 5 ปีที่แล้ว +176

    ପ୍ରିୟ ପାଠୁଆମାନେ ଊତ୍ତର ଜାଣି ନଥିେଲ ଦୟାକରି ଏଣେ ତେଣେ ଊତ୍ତର କହି ଲୋକ ହସା ହୁଅନ୍ତୁ ନି।
    ଟି ଭି ରେ ବାପା ମାଁ ଦେଖିଲେ ତାଙ୍କର ଇଜ୍ଜତ ରହିବ ଟି ?

    • @Bhq12345
      @Bhq12345 4 ปีที่แล้ว +1

      Samanya gyan ta atyanta samanya...Semane jani nahanti dhik tanka jeebana

    • @NareshKumar-vu9bo
      @NareshKumar-vu9bo 4 ปีที่แล้ว +1

      Bala izzat G diantu ..

  • @birenbiren2909
    @birenbiren2909 5 ปีที่แล้ว +93

    Kebe ama Ganjam aade asa
    Pura answer milijiba🤣🤣😂

  • @gyanaranjanmallick3821
    @gyanaranjanmallick3821 5 ปีที่แล้ว +281

    ଖୁସି ଯେତିକି ଲାଗୁନି ଦୁଃଖ ଲାଗୁଛି ଆମ ଭବିଷ୍ୟତ କୁଆଡ଼େ ଯାଉଛି

    • @theriseingsambalpur8780
      @theriseingsambalpur8780 4 ปีที่แล้ว +6

      Tuma bhabishyta dharmika purana re achhi ki bhai

    • @shradhanjaliswain4179
      @shradhanjaliswain4179 4 ปีที่แล้ว +4

      Ekdam right bro

    • @jaganmohanz
      @jaganmohanz 4 ปีที่แล้ว

      Alaha ho Akbar

    • @a.harshvardhan9611
      @a.harshvardhan9611 4 ปีที่แล้ว +2

      @@theriseingsambalpur8780 ଆମ ଭବିଷ୍ୟ ସେଇ ଧାର୍ମିକ ପୁରାଣ ର ଆଧାର ଶିଳା ଉପରେ ଠିଆ ହେଇଛି।
      ଟାଣେ ବି ତାଙ୍କ ଭିତରୁ ଗୋଟେ ଭଳି ଲାଗୁଛ

    • @Mrcamerawalabhaya
      @Mrcamerawalabhaya 4 ปีที่แล้ว +3

      କୁଆଡେ ଆଉ ଯିବ ଧାଡ଼ି ଦେଖି ପିଲେ ମାଡି ଯାଉ ଛନ୍ତି 😂😂😂😂😂

  • @giftsonchintalu5021
    @giftsonchintalu5021 3 ปีที่แล้ว +9

    College ପଢୁଛନ୍ତି ନା ଆଉ କୁଆଡେ ବୁଲିବାକୁ ଯାଇଛନ୍ତି।

  • @Alphamunna7
    @Alphamunna7 3 ปีที่แล้ว +24

    ଲାଜ ନାହିଁ ଏମାନଙ୍କୁ ହସି ହସି କହୁଛିନ୍ତି

  • @SG_EDUCATION_
    @SG_EDUCATION_ 5 ปีที่แล้ว +119

    ଭାଇ କି ବେଜିତ୍ କିରେ । ଏରା ଦେଖିଲେ ନିଜକୁ ଖରାପ୍ ଲାଗୁଛି😆😂🤣

    • @sudiptamallick1111
      @sudiptamallick1111 4 ปีที่แล้ว +3

      🤣🤣🤣🤣🤣🤣🤣😂😂😂😂😂😂😂

    • @danishingbiswa2774
      @danishingbiswa2774 4 ปีที่แล้ว +3

      😂😂🤣🤣😋😋😋😋😋🤣🤣🤣🤣

    • @bandananayak5014
      @bandananayak5014 4 ปีที่แล้ว +1

      😂😂😂

    • @jasminejayasingh4236
      @jasminejayasingh4236 4 ปีที่แล้ว +1

      Odia boli kharap laguchi

    • @_x_god_96_
      @_x_god_96_ 3 ปีที่แล้ว

      😂😂😂😂😂🤣🤣🤣🤣🤣

  • @formalfootage24
    @formalfootage24 4 ปีที่แล้ว +5

    ଏବେ ଗୁଡାକ ସବୁ ମେଟ୍ରିକ କେମିତି ପାସ କଲେ ମୁଁ ଜାଣିପାରୁନି

  • @smiletapinayak8387
    @smiletapinayak8387 5 ปีที่แล้ว +50

    News fuse amiti ek program jahara tulana nahi👌👍❤ASM. News fuse program ru bahuti kichi sikhibaku paechi thx to OTV & all team👌BEST OF NEWS FUSE❤❤❤❤

  • @ଓଡ଼ିଆଭକ୍ତିବନ୍ଧନ
    @ଓଡ଼ିଆଭକ୍ତିବନ୍ଧନ 3 ปีที่แล้ว +2

    କଲେଜ ପିଲା ନଲେଜ କମ 😄😄😄😄😄😄😄କିଛି ଜାଣଆମ ପରମ୍ପରା ବିଷୟରେ 😜😜😜😜😜😜😜😜😜😜

  • @lokanathnayak9769
    @lokanathnayak9769 3 ปีที่แล้ว +4

    ସାମାନ୍ୟ general knowledge ଆସୁନି ତମ ମାନଙ୍କୁ ତମେ ମାନେ କଣ ଉନ୍ନତି କରିବ ........🙄

  • @dhaneswaribehera160
    @dhaneswaribehera160 3 ปีที่แล้ว +21

    ପରୀକ୍ଷାରେ କେମିତି ୬୦% ରଖୁଛନ୍ତି ଛାତ୍ରଛାତ୍ରୀ ମାନେ ରାଜଧାନୀର

  • @gautamtechnical1782
    @gautamtechnical1782 5 ปีที่แล้ว +57

    ମରୁନ ତୁମେ ,କଲେଜରେପଢୁଛ ନା
    ପ୍ରେମରେ ପଡିଛ ତୁମ ଭବିଷ୍ୟତ ଅନ୍ଧାର,,

    • @sadasivrout7910
      @sadasivrout7910 4 ปีที่แล้ว +4

      ।ଏମାନେ ପଞ୍ଚ ଶ୍ରେଣୀ ରେପଢିବା କଥା

    • @Why__k.d.
      @Why__k.d. 4 ปีที่แล้ว

      Ha ha😆😆😆

    • @sadasivrout7910
      @sadasivrout7910 4 ปีที่แล้ว

      @@Why__k.d. Thank you bro

  • @rakeshmohapatra1459
    @rakeshmohapatra1459 5 ปีที่แล้ว +187

    ପିଲାମାନେ ବହୁତ Style କଥା କହୁଛନ୍ତି କିନ୍ତୁ answar ଅଣ୍ଡା 😂

  • @premgaming1379
    @premgaming1379 3 ปีที่แล้ว +3

    🤣🤣🤣🤣🤣

  • @KABILTalentExplore_1412
    @KABILTalentExplore_1412 3 ปีที่แล้ว +2

    ଜାଣିବା ଦରକାର
    *🏹 ରାମଚରିତ ମାନସର କେତେକ ରୋଚକ ତଥ୍ୟ:
    ୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।
    ୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।
    ୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।
    ୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।
    ୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।
    ୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।
    ୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।
    ୮: ସୁଗ୍ରୀବଙ୍କ ବଳ ଥିଲା= ୧୦,୦୦୦ ହାତୀ ର।
    ୯: ସୀତା ମହାରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।
    ୧୦: ମାନସ ରଚନା ସମୟରେ ତୁଳସୀଦାସଙ୍କ ବୟସ= ୭୭ ବର୍ଷ ଥିଲା।
    ୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ଘଣ୍ଟା ଥିଲା।
    ୧୨: ରାମଦଳ ତଥା ରାବଣ ଦଳର ଯୁଦ୍ଧ= ୮୭ ଦିନ ଚାଲିଥିଲା।
    ୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।
    ୧୪: ସେତୁ ନିର୍ମାଣ= ୫ ଦିନରେ ହୋଇଥିଲା।
    ୧୫: ନଳ ଓ ନୀଳ ଙ୍କ ପିତା= ବିଶ୍ଵକର୍ମା ଅଟନ୍ତି।
    ୧୬: ତ୍ରିଜଟା ଙ୍କ ପିତା= ବିଭୀଷଣ ଅଟନ୍ତି।
    ୧୭: ବିଶ୍ଵାମିତ୍ର ରାମଙ୍କୁ ନେଇ ଯାଇଥିଲେ= ୧୦ ଦିନ ପାଇଁ ।
    ୧୮: ରାମ ରାବଣଙ୍କୁ ସବୁଠାରୁ ପ୍ରଥମେ ମାରିଥିଲେ= ୬ ବର୍ଷ ବୟସରେ ।
    ୧୯: ରାବଣକୁ ଜୀବନଦାନ ଦେଇଥିଲେ= ସୁସେନ ବୈଦ୍ୟ ନାଭିରେ ଅମୃତ ରଖି।

    • @ranjankumarnayak1211
      @ranjankumarnayak1211 ปีที่แล้ว +1

      ଆପଣ ଙ୍କୁ ଅଶେଷ ଧନ୍ୟବାଦ 💐🙏👍

  • @Elina760-q5c
    @Elina760-q5c 3 ปีที่แล้ว +125

    ଭାରି ଦୁଃଖ ଲାଗୁଛି ଆଜିର ପିଲା ମାନେ ନିଜ ଧର୍ମ ଉପରେ ଆଗ୍ରହ କମି ଯାଉଛି

  • @parsuramghadei2577
    @parsuramghadei2577 5 ปีที่แล้ว +45

    Janu, baby Au mele babu ne thhana thhaya pacharile thik answer milithanta, 😛😛😛 faltu students

  • @sunilbiswal494
    @sunilbiswal494 4 ปีที่แล้ว +44

    ଧନ୍ୟ ଧନ୍ୟ ଏମିତି ପିଲାଙ୍କ ବାପା ମାଆ nku ଭଲ ଶିକ୍ଷା ଦେଇଛନ୍ତି କାହିଁକି ଏମାନଙ୍କୁ clg ଛାଡୁଛନ୍ତି ପାଠ ପଢାଇବାକୁ ରୋଷେଇ ଆଉ ଚାଷ କରିବାକୁ କୂହ

  • @Madan2322
    @Madan2322 2 ปีที่แล้ว +17

    ଉପସ୍ଥାପକ-ଓଡ଼ିଶା ବିଧାନସଭା ରେ ସିଟ ସଂଖ୍ୟା କେତେ?
    ଛାତ୍ର-ମୁଁ ତୋ କେବେ ଭିତରକୁ ଏଣ୍ଟ୍ରି କରିନି।
    😂😂😂😂😂😂😂😂😂😂😂

  • @KUDMIALIMOHANTA
    @KUDMIALIMOHANTA 3 ปีที่แล้ว +13

    ଘଡା ଡିମ୍ବ ପାଠ ପଢ଼ୁଛନ୍ତି 😂

  • @rkodgamer1030
    @rkodgamer1030 4 ปีที่แล้ว +23

    ଭୋଉଣୀ ମାନଙ୍କୁ ମୋର ଅନୂରୋଧ୍ ପଢା ପୁଢି ଛାଡ଼ି ଦେଈ ବାପା ମା'ଙ୍କୁ ସାହାଯ୍ୟ କର.....

  • @Mahakali75
    @Mahakali75 4 ปีที่แล้ว +61

    ନିଜ ଧର୍ମ ପୁରାଣ ବିଷୟରେ ଆମର ପିଲାମାନେ ସଚେତନ ନହେବାରୁ ଭବିଷ୍ୟତ ବଡ ଭୟଙ୍କର

  • @surajtechnicalchannel9925
    @surajtechnicalchannel9925 4 ปีที่แล้ว +20

    😭😭😭ମୋର ଭାଇ ଓ ଭଉଣୀ ମାନଙ୍କୁ କହିବାକୁ ଚାହୁଁଚି ଯେ 😭ଯଦି ଉତ୍ତର ନ ଜାନିଚ ଦୟାକରି ମୂଲ୍ୟ ହିନ କଥା କୁହନ୍ତୁ ନାହିଁ 😂କାରଣ - କଥାରେ ଅଛି ଫଳ ଥିବା ଗଛ ସଵୁଵେଳେ ନଇଁକି ଥାଏ ଫଳ ନ ଥିବା ଗଛ ସବୁବେଳେ ଉପରକୁ 😂 ଯୋଉ କଥା ର କିଛି ମୂଲ୍ୟ ନ ଥାଏ ସେ କଥା କହିଵା ଦ୍ୱାରା ଆମର ହିଁ ଖ୍ୟାତି ହୋଇଥାଏ 😂 ଯଦି କିଛି ଭୁଲ କଥା କହିଥିଵି ତେବେ ମୋତେ କ୍ଷମା କରିବେ

  • @abhimanyusamal9084
    @abhimanyusamal9084 2 ปีที่แล้ว +1

    ଆରେ ଭାଇ ଏଇଟା ପିଲାଙ୍କ ଦୋଷ ନୁହେଁ। ଏଇଟା ହେଉଛି ଆମେ ବାପା ମାଆ ଆଉ ଗୁରଜନ ମାନଙ୍କ ଦୋଷ । ପିଲାଦିନରୁ ଯଦି ଆମେ ଭଲ ସଂସ୍କାର ନ ଶିଖେଇବା ତେବେ ସେମାନେ ଜାଣିବେ କଣ। ଏ ଭିଡ଼ିଓ ଦେଖିଲା ପରେ ଲଜ୍ୟା ରେ ମୁଣ୍ଡ ତଳକୁ ହେଇଯାଉଛି। ଧିକ ଆମେ ଓଡ଼ିଆ ଜାତି ର ଦାୟାଦ

  • @debasis667
    @debasis667 3 ปีที่แล้ว +86

    ସାରେ ଆପଣଙ୍କ ଚ୍ୟାନେଲକୁ ବହୁତ ବହୁତ ଧନ୍ୟବାଦ । ଏହିପରି ପ୍ରତି ଏପିସୋଡରେ ଗୋଟିଏ ଗୋଟିଏ କଲେଜରେ କାର୍ଯକର୍ମ ଦେଖାଇଲେ । ପିଲାଙ୍କ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ଗାଇଡ୍ କରିପାରନ୍ତେ ।

  • @naughtyboyshiva4782
    @naughtyboyshiva4782 5 ปีที่แล้ว +42

    7:02
    Ete au English Chobani lo

  • @hrudendumallik5243
    @hrudendumallik5243 5 ปีที่แล้ว +184

    Tiktok bisare questions pachara answer correct milijiba...

    • @DeepakDeepak-vw9py
      @DeepakDeepak-vw9py 4 ปีที่แล้ว +1

      yes broo

    • @debabratodisha5322
      @debabratodisha5322 4 ปีที่แล้ว +2

      Hele sir vulta kahara pilanka na jou education system ama purano bisayare school clg re ,,gyana Diya jaounahi

    • @udaynarayan6477
      @udaynarayan6477 4 ปีที่แล้ว

      @@debabratodisha5322 point on target,, m searching this kinda comments from the section

    • @tosmanrana6287
      @tosmanrana6287 4 ปีที่แล้ว

      Hii brother.

    • @jasminejayasingh4236
      @jasminejayasingh4236 4 ปีที่แล้ว +2

      Correct bro laja laguni pinu hasuchanti

  • @karandas9768
    @karandas9768 2 ปีที่แล้ว +3

    Sri krushna ମହାଭାରତ ର mentor thile ପାଣ୍ଡବଙ୍କର

  • @cutegirl-ku2fh
    @cutegirl-ku2fh ปีที่แล้ว +1

    ରାମ nkra ପିତା ଦଶରଥ kahe paruna 🤣🤣🤣

  • @aloknayak3542
    @aloknayak3542 3 ปีที่แล้ว +1

    ପାଠ କିଛି ନାହିଁ ସୁରାଟ ଯିବେ ସବୁ

  • @sandhyaranibarik3184
    @sandhyaranibarik3184 5 ปีที่แล้ว +19

    my favorite news fuse amiti episode dekhao

  • @letslearn7477
    @letslearn7477 2 ปีที่แล้ว +6

    ସାର ଆପଣ କହିଲେ ଅର୍ଜୁନ ପାଣ୍ଡୁ ରାଜା ଓ କୁନ୍ତୀ ଙ୍କର ପୁଅ ହେଲେ ପୁରାଣ ଅନୁସାରେ ଅର୍ଜୁନ ଇନ୍ଦ୍ରଙ୍କର ଔରସରୁ ଜନ୍ମ ହେଇଥିଲେ ତ ଅର୍ଜୁନଙ୍କ ବାପା କିଏ ଆପଣ କହି ପାରିବେ କି?

  • @ranjanjena2550
    @ranjanjena2550 5 ปีที่แล้ว +18

    ନିଜ ଧର୍ମ ବିଷୟରେ କିଛି ଜାଣିନାହାନ୍ତି ଆମ ଶିକ୍ଷିତ ଯୁବପିଢି ଧନ୍ୟରେ ତୁମେ, ଆମ ଧର୍ମର ଏବଂ ଆଗାମୀ ଦିନରେ ଅବସ୍ଥା ଚିନ୍ତା କଲେ ଡର ଲାଗୁଛି। ଘରେ ବାପା, ମା ମାନେ ଆଗ ନିଜ ଧର୍ମ ବିଷୟରେ ପିଲାଙ୍କୁ ଶିକ୍ଷା ଦିଅନ୍ତୁ ପରେ ଡାକ୍ତର ଇଂଜିନିୟର କରିବା ପାଇଁ ଚିନ୍ତା କରିବ

    • @nironiak1198
      @nironiak1198 5 ปีที่แล้ว +1

      U r great bro I sapat you

    • @tariniacharya4440
      @tariniacharya4440 5 ปีที่แล้ว +1

      English medium pilanku ta ama odisha ra history bisayare kicchi jana nahin

    • @CA_BISWARANJAN
      @CA_BISWARANJAN 5 ปีที่แล้ว +1

      Eguda sabu odia medium pilare bhai

    • @prasantalakra5083
      @prasantalakra5083 2 ปีที่แล้ว

      Thik bhai

  • @01Bharatiya
    @01Bharatiya 3 ปีที่แล้ว +1

    ଓଡ଼ିଶାରେ ଲୋକଙ୍କ ଏଇ ଭଳି ଅସାଧାରଣ ଜ୍ଞାନ ପାଇଁ ଓଡ଼ିଶାରେ ମଦୁଆ ଛାମୁ ୨୫ ବର୍ଷ ହେଲା ....

  • @prakashjena461
    @prakashjena461 2 ปีที่แล้ว +3

    Mahabharata yudha
    Gf Vs Bf manaka madhyare heithila

  • @bimalsahoo3397
    @bimalsahoo3397 4 ปีที่แล้ว +17

    Tiktok heroine haba pain chesta karile haba kana

  • @MoGURU.950
    @MoGURU.950 3 ปีที่แล้ว +11

    Please sir ଏହି ଯୋଉ ପିଲା ମାନେ ଭୁଲ୍ ଉତ୍ତର ଦଉଛନ୍ତି ସେଇ ପିଲା ମାନଙ୍କୁ କିଏ ମାର୍କ ଦେଇ ପାସ କରିଛନ୍ତି ସେଇ teacher ମାନଙ୍କୁ ପାଠ ପଢେଇ ଆସେନି, ଆଉ ସେମାନଙ୍କୁ ମଧ୍ୟ ଟିକେ ପଚରାଯାଉ , ସେମାନଙ୍କୁ ବି ଆସିବ ନାହିଁ ଲାଗୁଛି 🙏

    • @sanjeevnaik869
      @sanjeevnaik869 2 ปีที่แล้ว

      ଆଉ କଣ

    • @sanjeevnaik869
      @sanjeevnaik869 2 ปีที่แล้ว

      ନିଜେ ତା ସେ ମାନେ ରଖି ନୋ ଥିବେ ଯିଏ କି question କରୁଛନ୍ତି ତାଙ୍କୁ ଦି ଦିନ ଆଗରୁ ପ୍ରସ୍ତୁତ ହେବା କୁ ପଡ଼ୁଥିବା।

  • @subhaprakash5257
    @subhaprakash5257 3 ปีที่แล้ว +10

    School re kehi padhinahanti emane...bahut intelligent.😂😂😂

  • @roastigirl9349
    @roastigirl9349 3 ปีที่แล้ว +3

    😂😂😂

  • @rajeshmohanty992
    @rajeshmohanty992 3 ปีที่แล้ว +1

    Amane oye jibe. 😁😂

  • @holygraphite1292
    @holygraphite1292 4 ปีที่แล้ว +15

    14:36 ନୂଆ marriage ହେଇଛି ଦୀପାବଳି ରେ ପୁରା ଧୁମ୍ ଧାମ୍ ପାଇଁ ready 😂😂😂

  • @mrKiran-nf6xk
    @mrKiran-nf6xk 4 ปีที่แล้ว +8

    କଣ ନଦେଖେଇଲ ତମେ ଭାଇ🤣🤣🤣🤣🤣🤣
    ବହୁତ୍ ଲାଜ ଲାଗୁଛି ଏମିତି ଅବସ୍ଥା ଦେଖି।।।।
    "ଏଥି ପାଇଁ ଦାୟୀ କିଏ " ??????🙄🙄🙄🙄🙄

    • @post9336
      @post9336 3 ปีที่แล้ว

      Govment

  • @ballavasahoo7484
    @ballavasahoo7484 5 ปีที่แล้ว +36

    Pratidin emanku ଟିଉସନ kariba darkar nahele e mane ସୁଧୁରି beni

  • @joginathpanda8836
    @joginathpanda8836 2 ปีที่แล้ว +1

    ଶାସକ ଯଦି ନିଜ ଭାଷା ଜାଣି ନାହିଁ ସେ ରାଜ୍ଯ ର ଶିକ୍ଷା ବ୍ଯବସ୍ଥା ଅନୁମେୟ

  • @sunitaparida712
    @sunitaparida712 3 ปีที่แล้ว +14

    The answer of this mrd person is so amazing 🤣🤣🙏

  • @bishu7953
    @bishu7953 5 ปีที่แล้ว +15

    Tik Tok kainki kara jae.
    ANS- bcoz mental hospital re seat na thae, tapai aame ghare rasta re jouthi pailu pagalami karu.

    • @p_b_n393
      @p_b_n393 5 ปีที่แล้ว +1

      😁😁😁👍👍👍👍

  • @chinmay8283
    @chinmay8283 5 ปีที่แล้ว +24

    Chi chi chi....ete murkha😝😝

  • @sushreesangita4827
    @sushreesangita4827 4 ปีที่แล้ว +14

    Speechless... patha emanku padhipakeichi bodhe...

  • @anamikatiwari1625
    @anamikatiwari1625 3 ปีที่แล้ว +11

    So shame on these students.....my 8 years son knows everything about mahabharat

  • @nirakarroutrye7521
    @nirakarroutrye7521 2 ปีที่แล้ว +1

    Kebala college jauchanti line maribapain General knlodge asiba koutho

  • @niranjanpradhan4823
    @niranjanpradhan4823 4 ปีที่แล้ว +19

    1:42 3:00 12:39 କୋଉଠି ଗୋଟେ ଦେଖିବା ପରି ଲାଗୁଛି
    May be khandapada PS COLLEGE

  • @tarundash2936
    @tarundash2936 3 ปีที่แล้ว +4

    Sabu love bisayare janibe bhai a jhia pua college jauchanti new new girl's au new boys' pateiba pain MAA tu nari netri habulo

  • @pradipkumarahoo
    @pradipkumarahoo 5 ปีที่แล้ว +8

    Ethire sundari jhia te asundari answer dei heart bhangidela.....kan kala looooooo

  • @ankitapriyadarshinee7188
    @ankitapriyadarshinee7188 3 ปีที่แล้ว +1

    Kouthu asucha sabu🤷, at least basic knowledge ta rakha ama culture upare

  • @adityamahapatra4073
    @adityamahapatra4073 3 ปีที่แล้ว +1

    ଛି ଛି ଲାଜ ଲାଗୁଚି ନିଜକୁ ଓଡ଼ିଆ କହିବା ପାଇଁ।

  • @sudiptamallick1111
    @sudiptamallick1111 4 ปีที่แล้ว +40

    He bhagwan 🤭🤭😂🤣 kn comment re lekhibi jani paruni😂😂😂😂😂🤣🤣🤣 lol🤣🤣😁😂

  • @kumartulusahoo676
    @kumartulusahoo676 4 ปีที่แล้ว +4

    Pathapadha pura zero.. Government padha System pura dhila karisarilani.. 😬😬😬😬😬😬

  • @SingBabuVlogs
    @SingBabuVlogs 4 ปีที่แล้ว +4

    15:11ଟୋକା ପୁରା ପକ୍କତ୍ ଗାଲୁଆ ଟା । ଦେଖ ତ ଉତ୍ତର କେମିତିକା ଦେଉଛି ।

    • @ashutosh77577
      @ashutosh77577 3 ปีที่แล้ว

      🤣🤣🤣🤣👌🏻👌🏻👌🏻👌🏻

  • @chhabilamunda9529
    @chhabilamunda9529 3 ปีที่แล้ว +1

    ତୁମେ କଓ କଲେଜ ରେ ପଢୁଛ ବେକାର ବାଳକ ବାଳିକା
    ଆଗକୁ ତୁମେ ଜୀବନେରେ କରିବେ କଣ ।

  • @byasadevsahu8867
    @byasadevsahu8867 3 ปีที่แล้ว +2

    ଛି ଛି ଛି ଲଜ୍ୟା.... ଆଃ ଥୁ ଉ ଉ ଉ....

  • @Baishakhisahoo123
    @Baishakhisahoo123 3 ปีที่แล้ว +3

    Maharshi clg student achhanti ethire

  • @debashissethi3907
    @debashissethi3907 5 ปีที่แล้ว +24

    Odisha re ruhanii palaa😀😀

  • @villain9934
    @villain9934 3 ปีที่แล้ว +8

    ମୋର ପିଲା ଦରକାର,,,,ମୋ ଗାଇର ଗୋବର ପୋଛିବା ପାଇଁ😁😁😁😂😂

  • @subhankardas3670
    @subhankardas3670 2 ปีที่แล้ว

    ଗାନ୍ଧାରିଙ୍କ hasband ଯୁକ୍ତରାଷ୍ଟ୍ର ଆମେରିକା(ଡୋନାଲ୍ଡ ଟ୍ରମ୍ପ)😂😂😂😂😂

  • @BijayKumar-te4vy
    @BijayKumar-te4vy 10 หลายเดือนก่อน

    ହୃଷୀକେସ୍ ସାର ,,, ସୀତା ମାତାଙ୍କ ପିତାଙ୍କ ନାମ ,,, ଜନକ ନୁହେଁ ,,, ତାଙ୍କ ଟାଇଟଲ୍ ହଉଚି ଜନକ ,,, କିନ୍ତୁ ପିତାଙ୍କ ନାମ ହୋଉଛି ,,, ଶିବଧ୍ଵଜ ଜନକ ,,, from ଗଞ୍ଜାମ ଟୋକା ,, ବିଜୟ୍ କୁମାର ମଲିକ

  • @allstarfame7794
    @allstarfame7794 5 ปีที่แล้ว +7

    Kichhi janinii college asiki.... Sabu bhuli jaichho

  • @niranjankhatua6095
    @niranjankhatua6095 3 ปีที่แล้ว +3

    Ama clg ra name kharap karuchanti 😡😡😡

  • @smiletapinayak8387
    @smiletapinayak8387 5 ปีที่แล้ว +20

    Really ajii ra episode bahuti interesting thila so mor request ki every week ra last episode mane friday re GK opare hin episode ti bana jau plz . I love watching to News fuse ❤Love u so much❤

  • @princemedia8959
    @princemedia8959 3 ปีที่แล้ว +1

    Ashok Bijaya dashami
    Palana kari samrat Ashok.... Deep jalei ki... Sara deshare budha bhikhyu Mane Ashok Bijaya dashamire ... Jouta ki Aaji loke ulta bujhuchhanti kahu6nti Aau bujhauchhanti..... Real fact heu6i Ashok Vijaya dashami...

  • @ipsitaaparimita1873
    @ipsitaaparimita1873 2 ปีที่แล้ว +19

    Students go to College to do time pass and find life partner. For whole life do nothing and eat on parents property.

    • @voodoomagician4509
      @voodoomagician4509 2 ปีที่แล้ว

      Then later on they cry for jobs if failed in getting a job. Do suicide or blame govt

    • @bikashbhoi6133
      @bikashbhoi6133 2 ปีที่แล้ว

      Only go to college time pass and falling love

  • @9658165971
    @9658165971 4 ปีที่แล้ว +52

    Just to correct you Narana - (6:09) - Arjun was the son of Kunti and Lord Indra (Biological Father). King Pandu was Arjun's foster father!

    • @abhilashapanda3810
      @abhilashapanda3810 4 ปีที่แล้ว

      Arjun was the son of Kunti and lord Sun not indra indra was the 1 who fooled him by begging him kawach & kundal given by his father sun or surya dev

    • @mrutyunjayamohapatra2851
      @mrutyunjayamohapatra2851 4 ปีที่แล้ว +1

      Right vai...

    • @mrutyunjayamohapatra2851
      @mrutyunjayamohapatra2851 4 ปีที่แล้ว +6

      @@abhilashapanda3810 bro you r wrong.... karna is the son of kunti and sun.

    • @sambitlenka6005
      @sambitlenka6005 3 ปีที่แล้ว

      Op vai

    • @debanarayanadas4036
      @debanarayanadas4036 3 ปีที่แล้ว +2

      @@abhilashapanda3810 bhai bhul kahila, Arjuna Indrankara pua, Karna Suryankara pua. tike gyana rakha, hindudharma ku tale pakao ni, english kahidele educated kuha jaeni,,
      Bhai, MATRUBHUMI MATRUBHASA RE MAMATA JA HRUDAYE JANAMI NAHIN , TAKU JADI GYANI MANA RE GANIBA AGYANI RAHIBE KAHIN, .

  • @polakipraveen
    @polakipraveen 3 ปีที่แล้ว +10

    If S.S Rajamouli starts Mahabharata movie project, then this generation will know about Mahabharata & Characters 😀😀😀😀

  • @spadhy8253
    @spadhy8253 5 ปีที่แล้ว +22

    Omg..kn helani juga....pila nkara general knowledge mane nahi...camera face kale huyeta kichi taa bhul huye but sabu ans amiti bhul huyeni ....😠😠

    • @sadboykisan6397
      @sadboykisan6397 5 ปีที่แล้ว +1

      S padhy # Aapana kn sabu janichanti 🙈🙈🙈🙈🙈🙈🙈

    • @spadhy8253
      @spadhy8253 5 ปีที่แล้ว

      @@sadboykisan6397 kahin jetiki question pocharile setiki apna Jani nahanti ki ?

    • @lipu7816
      @lipu7816 5 ปีที่แล้ว

      Khali pua mananku disuji au e jen gadhuni jhia mane

    • @sudambarik4104
      @sudambarik4104 5 ปีที่แล้ว

      Thikk

    • @spadhy8253
      @spadhy8253 5 ปีที่แล้ว +1

      @@lipu7816 😠 both r same pua jhio kouthu asila kiye bhi ta thik ans daie parunahantu

  • @pradiprout9683
    @pradiprout9683 3 ปีที่แล้ว +1

    Lajya lajya lajya

  • @statusmaker3109
    @statusmaker3109 3 ปีที่แล้ว +2

    Sabu intelligent student ki education

  • @jagdishnayak4328
    @jagdishnayak4328 4 ปีที่แล้ว +19

    Jetebele emananka ghara loka esabu dekhibe.....😂😂😂

  • @seemamajhi8432
    @seemamajhi8432 4 ปีที่แล้ว +4

    Sir plz sabu episode re chatasali fuse dekhantu. Bahut sikhibaku miluchi amaku.. 👍👍👍👍👍

  • @rupashripriyadarsini5432
    @rupashripriyadarsini5432 5 ปีที่แล้ว +30

    So intelligent students... 🤣🤣

  • @prakashpradhan753
    @prakashpradhan753 3 ปีที่แล้ว +2

    Economics students no idea 🤣🤣🤣

  • @anandarana9731
    @anandarana9731 2 ปีที่แล้ว +1

    Ooo😄😃😂 Dii....Apana 1st ru +2 paryanta bodhe patha padhi nahanti..... Town school/college ku Adhika val paanti.... Semane Ate ଧର୍ମ ଶାସ୍ତ୍ର ବିଷୟରେ kana hanibe...l

  • @jigyanshananda9112
    @jigyanshananda9112 4 ปีที่แล้ว +7

    Bisa khaedebi 🤣😂

  • @skd6289
    @skd6289 5 ปีที่แล้ว +24

    This is not their fault, this is the fault of our education system that no Hindu mythological story being narrated in any study material, which can be a good subject.

  • @jspurvlog
    @jspurvlog 5 ปีที่แล้ว +15

    Continue this type of episode

  • @batakrishnanath3653
    @batakrishnanath3653 3 ปีที่แล้ว +1

    କପିକରି ପାଠ ପଢିଛି

  • @Jay_shivshankar
    @Jay_shivshankar 2 ปีที่แล้ว

    ମୋବାଇଲ୍ ଯୁଗ ର side effects ଏଗୁଡ଼ିକ