ସାଇବାବାଙ୍କୁ ଠାକୁର ଘରେ ରଖି ପୂଜା କଲେ କଣ ହେବ ||ଭକ୍ତିଓ ବିଶ୍ୱାସ

แชร์
ฝัง
  • เผยแพร่เมื่อ 2 ม.ค. 2025

ความคิดเห็น • 383

  • @sangramnayak1429
    @sangramnayak1429 11 วันที่ผ่านมา +27

    ନମଃ ପାର୍ବତୀ ପତି ହର ହର ମହାଦେବ 🙏🚩
    🙏
    ଆପଣ ପ୍ରଥମେ ପତିତପାବନ ବାନା ରେ ଦେଖନ୍ତୁ ସେଥିରେ ଅର୍ଦ୍ଧ ଚନ୍ଦ୍ର ଓ ବିନ୍ଦୁ ରହିଛନ୍ତି ତତ୍ସହିତ ମହଦେବ ଙ୍କ ମଥାରେ ମଧ୍ୟ ଅର୍ଦ୍ଧ ଚନ୍ଦ୍ର ବିଦ୍ୟମାନ,
    ଆପଣ ତାଙ୍କ ସହିତ ତୁଳନା କରୁଛନ୍ତି..........
    ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ୧୦-୧୧ବର୍ଷ ହେବ ସାଇ ପୂଜାକୁ ବାରଣ କରିଛନ୍ତି, ଏଥିପାଇଁ କୋର୍ଟ ରେ କେସ ମଧ୍ୟ ହୋଇଛି କୋର୍ଟ ମଧ୍ୟ ଜଗତଗୁରୁଙ୍କ ପ୍ରମାଣ ରେ ଏକ ମତ ହୋଇ ସାଇ ପୂଜାକୁ ବାରଣ କରିଛନ୍ତି.........
    ସାଇ ବ୍ରାହ୍ମଣ ହେଲେ ମଧ୍ୟ ସେ କୌଣସି ଗୁରୁ ପରମ୍ପରା ଅନ୍ତର୍ଭୁକ୍ତ ନୁହଁନ୍ତି ଆପଣ କେମିତି ତାଙ୍କର ପୂଜା କରିବାକୁ ଅନୁମତି ଦେଉଛନ୍ତି
    ଆମ ଧର୍ମ ଗ୍ରନ୍ଥ ର ମଧ୍ୟ ଲିପିବଦ୍ଧ ଯେ ପ୍ରେତଙ୍କୁ ପୂଜା କଲେ ପ୍ରେତ ଯ୍ୟୋନି ପ୍ରାପ୍ତ ହୋଇଥାଏ।
    ଭାବୁଛି ଆପଣ ବୁଝିପାରୁଥିବେ 🙏......

    • @Ankit-Das123-h6v
      @Ankit-Das123-h6v 9 วันที่ผ่านมา

    • @arpitamohanty3216
      @arpitamohanty3216 8 วันที่ผ่านมา +2

      AME ta jani parunu court mana kala, semiti hele court Sai mandir ku ban karanta, ama country re Sabu dharma ku sammana diajaichi, kie kahaku puja kariba na kariba se byakti ra swadhinata. AMA thakura Sri jagannath bi Sabu dharma ra lokanku saman druati re dekhanti,Sethi pain Salabega pain Ratha ataki jaithila

  • @pritichhandamohanty555
    @pritichhandamohanty555 10 วันที่ผ่านมา +10

    😂 ଓ ଆପଣ କି ବାଜେ story କହୁଛନ୍ତି, ଔରଞ୍ଜେବ ପୂର୍ବରୁ ଶ୍ରୀ mandira ରେ ବାନା ଲାଗେ ଆରମ୍ଭରୁ ,,ଔରଙ୍ଗଜେବ ପଛରେ ଆକ୍ରମଣ କରିଥିଲା, ତା story bi alaga କିଛି ବି ଗପୁଛ

    • @Smrutirekhamishra638
      @Smrutirekhamishra638 9 วันที่ผ่านมา

      Apana thik kohuchhanti mu kichhi bujhiparuni lokamane support karuchhanti ekatha ku

  • @LingarajRana-kr9ps
    @LingarajRana-kr9ps 11 วันที่ผ่านมา +23

    Didi aapana bhul rasta dekhantu nahi mu odiaa didi nka katha ku sanman diantu se savubele thik katha kuhanti. Aame sanatani jagannath sanskuti ku rakhya kariba aamasamastankara kartabya. Jaijagannath🙏

    • @BhaktioBiswas
      @BhaktioBiswas  11 วันที่ผ่านมา

      Jay jagganath 🙏

  • @laxminarayanpadhy9867
    @laxminarayanpadhy9867 11 วันที่ผ่านมา +8

    ଆପଣ କିପରି ଭାବରେ କହିଛନ୍ତି ଜଣେ ମୁସଲମାନ ବ୍ୟକ୍ତି ହିନ୍ଦୁ ମନ୍ଦିର ଵା ଘରେ ପୂଜା କରିବା ପାଇଁ ଆପଣଙ୍କ କିଛି ଜ୍ଞାନ ନାହିଁ ଜୟ ଜଗନ୍ନାଥ

    • @BhaktioBiswas
      @BhaktioBiswas  10 วันที่ผ่านมา +1

      Bhala bhabare bujhi kahile bhalagiba

  • @Kamal364-c2s
    @Kamal364-c2s 11 วันที่ผ่านมา +9

    ଦିଦି ପ୍ରଥମ ଥର ତମ vedio ଦେଖିଲି ସାଇ ଙ୍କୁ ଗୁରୁ ମାନିକି ପୂଜା କରିବା ଇଏ ନିଜ ବ୍ୟକ୍ତିଗତ ତାଙ୍କୁ ଗୁରୁ ମାନ କି ଯାହାବି ହେଲେ ସାଇ ଙ୍କୁ ରାମ କୃଷ୍ଣ ଶିବ ଙ୍କ ଅବତାର ଲୋକ କହୁଛନ୍ତି ୪ ବେଦ ମହାପୁରାଣ କିମ୍ୱା ଉପ ପୁରାଣ , ଉପନିଷଦ ମଧ୍ୟ ରୁ କେଉଁ ଠି ସାଇ ଙ୍କୁ ବିଷ୍ଣୁ ଶିବ ଙ୍କ ଅବତାର ବର୍ଣିତ ହୋଇଛି ସେଟା କୋଉଠି ଅଛି l ଆଉ ମାଣବସା ରେ ମାଣ ସାଙ୍ଗେ ସାଇ ପୂଜା କରିବା କେତେ ଦୂର ଠିକ କାଇଁ ନା ସାଇ ଭକ୍ତ କହୁଛନ୍ତି ସେ ନାରାୟଣ କହି ତାଙ୍କୁ ମା ଲଷ୍ମୀ ଙ୍କ ସହ ପୂଜା କରୁଛନ୍ତି ସେଟା କେତେ ଦୂର ଠିକ l
    ଆଉ ଯେତେ ଗୁରୁ ରହିଲେ ବର୍ତ୍ତମାନ ତ କେତେ ଗୁରୁ ଭରିଲେଣି ହେଲେ ବି ଆଜି ଯଦି ହିନ୍ଦୁ ଧର୍ମ ଯାହା ପାଇଁ ବଞ୍ଚିଛି ଆମେ ଯେଉଁ ଚାରି ଧାମ ଦେଖୁଛୁ ଯିଏ ଆମ ଇଷ୍ଟ ଜଗନ୍ନାଥ ସେ ପାତାଳି ଥିଲେ ଯାହାଙ୍କ ଯୋଗୁ ଆମେ ତାଙ୍କୁ ବର୍ତ୍ତମାନ ଦର୍ଶନ କରି ପାରୁଛୁ ହିନ୍ଦୁ ଧର୍ମ ର ସର୍ବୋଚ୍ଚ ଗୁରୁ ଜଗତଗୁରୁ ସଙ୍କରାଚାର୍ଯ୍ୟ ଙ୍କ ବାଣୀ ଆମ ସମସ୍ତ ଙ୍କ ଶିର ଧାର୍ଯ୍ୟ ହେବା ଉଚିତ ତାଙ୍କୁ ଛାଡି ଦେଲେ ଆମେ କିଛି ବି ନୁହଁ ତାଙ୍କ ବାଣୀ ଅନୁସାରେ ହିଁ ସାଇ ପୂଜା ଅନୁଚିତ୍ l ଗୁରୁ ଙ୍କ ଉପଦେଶ ନ ମାନି ଲେ କେଉଁ ଇଶ୍ୱର ଆମ ପୂଜା ଗ୍ରହଣ କରିବେ ନାହିଁ l
    ସର୍ବ ଶେଷ ରେ ଆପଣ ବଡ଼ ଭଉଣୀ ପରି ହେବେ ଆପଣ ଙ୍କୁ ଅପମାନ କରିବା ମୋ ଉଦେଶ୍ଯ ନୁହଁ ବାସ ଆପଣ ଙ୍କ vedio ଦେଖି ମୋତେ ଯାହା ଠିକ ଲାଗିଲା କହିଲି ଭୁଲ ଥିଲେ କ୍ଷମା କରିବେ l ଜୟ ଜଗନ୍ନାଥ 🙏🏻
    ସର୍ବ ଶେଷ କୁ ମୋର ତମକୁ ଗୋଟିଏ ପ୍ରଶ୍ନ ଶଙ୍କରାଚାର୍ଯ୍ଯ ଙ୍କ ଉପଦେଶ ମାନି ସାଇ ପୂଜା ନ କରିବା ଠିକ ? କି ଗୁରୁ ଆଜ୍ଞା ଅବଜ୍ଞା କରି ସାଇ ପୂଜା କରିବା ଠିକ ?
    କିଏ ମାନୁ କି ନମା ନୁ ପ୍ରତେକ ହିନ୍ଦୁ ର ସର୍ବୋଚ୍ଚ ଗୁରୁ ଶଙ୍କରାଚାର୍ଯ୍ଯ l ମୋର ଏ ପ୍ରଶ୍ନ ର ଉତ୍ତର ଦେବାକୁ ଅନୁରୋଧ l ଜୟ ଜୟ ଜଗନ୍ନାଥ l ଜୟ ଜଗତଗୁରୁ ଶଙ୍କରାଚାର୍ଯ୍ଯ l ଜୟ ଗୋମାତା l 🚩

    • @BhaktioBiswas
      @BhaktioBiswas  11 วันที่ผ่านมา +1

      Bahut sundar apananka samasta Katha uttara nischinta debi

    • @Kamal364-c2s
      @Kamal364-c2s 11 วันที่ผ่านมา

      @BhaktioBiswas th-cam.com/users/shortskLJgjZfWwAs?si=UiBzosM6kgZbdBpu
      th-cam.com/users/shorts_WqEEAopDy4?si=Yb6ymg7tBqYIklZO

    • @Alankrutaa
      @Alankrutaa 10 วันที่ผ่านมา

      Mu kouthi sunini k sai baba kahuchanti se jane abatar boli.. loka nka andha vakti je k jaha ku biswas kale tanku pura nei brahma jaga re basei dauchanti.vul ethi sei andha vakta nkara je k seema hi langhi jauchanti.
      Se jane baba jemiti k neem karoli baba , mahaavatar baba n baki sabu baba mane janma nei thanti ama jagata kalyan o satmarga re pathapradarsaka hoi.
      Tanku nei vagwan nka jaga re baseiba uchit nuhe.semane b vakta rupe hi asithanti.
      Kintu eta b kahiba je se jane muslim n se mada mansa khauthile yar kichi pramana mu ejaen paini.
      Ame jemiti guru nku manu semiti evali kichi adarsha byakti nku b sammana dau je samaja kalyan diga re nija jiban lageichanti.
      Au gote katha je hindu muslim ku nei jou jhagada lagichi ta bujhi rakhiba uchit k sai baba jou time re thile sebe hindu au muslim dharma india re already thila. Au british sasana chalithila ta se samaya ra abasyakata ku nei se loka nka vitare milapa kariba diga re epari khuthile k sabka malik ek.
      Se samaya re seia darkar thila.
      Ramayana juga re jaha thila mahabharata juga re seia smaya nathila.
      Sai nk time re jaha thila ebe time b seia nuha.
      Juga badalichi au amaku b juga saha tala dei chalibaku padiba.

  • @alankaracharya3109
    @alankaracharya3109 11 วันที่ผ่านมา +17

    ଭୂଲ କୁ ଯେତେ ଘୋଡେଇଲେ ବି ଭୂଲ ଭୂଲ ହିଁ ଠିକ କିପରି ହେବ? ଐତିହାସିକ ପ୍ରମାଣ ବା ଶାସ୍ତ୍ରୀୟ ପ୍ରମାଣ ଅଛି ଏଇ ଶ୍ରୀମନ୍ଦିରର କଥା କୁ ନେଇ କିଛି ଆପଣଙ୍କ ପାଖେ? ପୁଣି ତିଳକ (ଯାହା muslim ଧର୍ମରେ ସ୍ପଷ୍ଟ ଭାବେ ବାରଣ )ତାକୁ ଆପଣ କିପରି କହୁଛନ୍ତି ସମାନ ବୋଲି? ଗଭୀରତାକୁ ଯାଇ ଲୋକଙ୍କୁ ସରଳ ଭାବେ ବୁଝାନ୍ତୁ l ଆଉ ହିନ୍ଦୁଧର୍ମର ମୁଖ୍ୟ ପୁରୋଧା ଆଦି ଶ୍ରୀଶଙ୍କର ଙ୍କ ଶିଷ୍ୟ ଯାହା ବିରୋଧ କରୁଛନ୍ତି ତାହା ଆମର ମାନିବା କେବଳ ଧର୍ମ ନୁହଁ ପରମ କର୍ତ୍ତବ୍ୟ ମଧ୍ୟ୍ୟ l ଓଁ ନମଃ ଶିବାୟ

    • @BhaktioBiswas
      @BhaktioBiswas  11 วันที่ผ่านมา

      Apanankara darkar nije khojantu paijibe

    • @alankaracharya3109
      @alankaracharya3109 11 วันที่ผ่านมา +3

      @@BhaktioBiswas ତ ଲୋକଙ୍କୁ ଅଯଥାରେ ମିଛ କହି ହିନ୍ଦୁ ଧର୍ମର ହାନି କରନ୍ତୁନି l ସାଧାରଣ ଶିଷ୍ଟାଚାର କଣ ନ ଜାଣି religion ଆଉ history ଉପରେ video କରିବାଠୁ ଦୁରେଇ ରୁହନ୍ତୁ

    • @positivesoul4075
      @positivesoul4075 10 วันที่ผ่านมา +2

      ଏଠି କାହା ଆଖିରେ ଅହଂର ଚଷମା, କାହା ଆଖିରେ ଅନ୍ଧଶ୍ରଦ୍ଧାର ପରଳ। କାହାର ଦୀକ୍ଷା ଅସମ୍ପୂର୍ଣ୍ଣ କାହାର ପ୍ରଶିକ୍ଷଣ ସନ୍ଦିଗ୍ଧ।ତେଣୁ ନିଜ ସମ୍ମାନକୁ ଜଗି ଜଗନ୍ନାଥଙ୍କ ଶରଣରେ ରହିଲେ ତ ଯାଏ। ତାଙ୍କର ଇଚ୍ଛା ହିଁ ଏମିତି। ଏ ଯୁଗରେ ଅର୍ଥହୀନ ନାମ ରଖି ପିଲାଙ୍କର ,ଲୋକେ ଭକ୍ତିର ପରିଚୟ ଦିଅନ୍ତି ହେଲେ ଦାମୋଦର,କୃତ୍ତିବାସ,ଚଣ୍ଡିଚରଣ ପରି ନାମ ଆଉ କିଏ ଦେବେନି...ସେତେବେଳକୁ ଭକ୍ତି ଅସିୟାକାଳର ମନେହୁଏ। .ସମୟ ସହ ସମସ୍ତଙ୍କ ପାଟି ରୁଚି ବଦଳେ। ଏକ ପତିରେ ତୋଷ ନହେବା ରମଣୀ ଏ ଯୁଗେ ଆଦରଣୀୟା....ବହୁଧା ନାରୀଗାମୀ ଏବେ ସ୍ତ୍ରୀ-ଅସ୍ମିତାର ଓକିଲ। "ହରି-ହର-ଚଣ୍ଡୀ" ଅତିରିକ୍ତ କେହି ନା କେବେ ଆମ ଆରାଧ୍ଯ ଥିଲେ ନା ରହିବେ ଏହା ସମସ୍ତଙ୍କୁ ଜଣା। ଏ ବାବାଜୀ ମାନେ ଆସିବେ ଅସଂଖ୍ଯ, ଅସ୍ଥିତପ୍ରଜ୍ଞ- ଟଳମାନ ଭକ୍ତିଧାରୀ ମାନେ ସେମାନଙ୍କ ପକ୍ଷ ନନେଲେ ଜଗନ୍ନାଥଙ୍କ ଇଚ୍ଛାସୃଷ୍ଟିରେ ତ ସମସ୍ତେ ସମାନ ହେଇଯିବେ।ଧୂଆ ମୂଳା ,ଅଧୁଆ ମୂଳା ସମାନ ହେଲେ, ନିର୍ବାଚନ ହବ କେମିତି? ବାକି ଦୀକ୍ଷା ନେଇ କେହି ଭକ୍ତ ହେବନି....କି ମଣିଷ/ ପ୍ରେତପୁଜି କେହି ପବିତ୍ରଆତ୍ମା ହେବେନି।କାହାକୁ କୁଠାରାଘାତ ହେଉ ବା ଚପେଟା.....ଯାହା ସତ ତା ଫୁଟି ବାହାରିବ ସର୍ବଦା.....ଖାଲି ଧୈର୍ଯ୍ୟର ସହ ସନ୍ମାର୍ଗ ରେ ରହିଲେ ହେଲା। କାହାକୁ(ନାରୀ ବିଶେଷତଃ) କଟୁ କହି ଆପଣ ନିଜ ପୌରୁଷ ତଥା ଶିକ୍ଷା ସଂସ୍କାର ଓପରେ ପ୍ରଶ୍ନବାଚୀ ନ ଲଗାଇବାକୁ ଅନୁରୋଧ।ଏଠି ସମସ୍ତେ ଜାଣନ୍ତି-ବୁଝନ୍ତି ସେମାନେ ଯାହାକୁ ସିନେମା ଧାରାବାହିକ ରୁ ଅନ୍ଧାନୁକରଣ କରୁଛନ୍ତି ତାହା ଆଖିମୁଜି ଦୁଧପିଇବା।ହେଲେ ଚାଇଁ ଶୋଇଚନ୍ତି ଯେ ତାଙ୍କୁ ଉଠାଇବାକୁ ଆପଣଙ୍କ ଶକ୍ତି ସାରନ୍ତୁନି। ଯାହା ଚାଲିଛି ଏ ନିତ୍ଯନୂତନ ତଥାକଥିତ ସମାଜରେ , ସେୟା ଚାଲିବ।ଯିଏ ପାଟି ଫିଟାଇବ, ଅପମାନିତ ହବ।କରନ୍ତୁ ଯାହାର ଯା ଇଚ୍ଛା।ଜଗନ୍ନାଥଙ୍କ ଶରଣରେ ସମସ୍ତେ,ସେ ସମୟ ଆସିଲେ ଆଖି ଖୋଲିବେ ....କାହାର ଟିକେ ଆଗେ,ଟିକେ ପରେ ଆଉ କାହାର।

  • @damayantikhatua1969
    @damayantikhatua1969 9 วันที่ผ่านมา +4

    ମୁସଲିମ ମାନଙ୍କ ପାଟିରେ ଅଲ୍ଲା ଛଡ଼ା ଆଉ କିଛି କହୁନଥିଲେ ଆମେ ହିନ୍ଦୁ ମାନେ କଣ ପାଇଁ ଅଲଗା ଧର୍ମ ର ବାବା ଙ୍କୁ ଘରେ ରଖିବା

    • @BhaktioBiswas
      @BhaktioBiswas  9 วันที่ผ่านมา

      Acha bhakta salabega kie ki... Kahiparibe

    • @KiranJyoti-i1g
      @KiranJyoti-i1g 9 วันที่ผ่านมา

      Apana bodhe Bhakta salebeganku apananka thakuranka pakhare bodhe puja karuchhanti
      Salbega Bhakta aha ra Artha ki ame tanku puja kariba ki
      Hna ame tanku sanman karibu
      Karana ame ama ghara ra sadasya sebhali sanskara deinahanti
      JAY JAGANATH 🙏🙏🙏

    • @BhaktioBiswas
      @BhaktioBiswas  9 วันที่ผ่านมา

      Katha bujhiparileni bodhe muslim nka patire ala chada jadi kichi nahni tahele bhakta salabega nka patire jagannth kipari baharila au se ete bada bakta heiparile... Bagaban dharma dekhantini eita kebala apanamanankara kuschita chintadhara.... Thik kahichanti Apana ghara sadasya kharap katha chinta kariba kharap katha kahiba sikheichanti

    • @KiranJyoti-i1g
      @KiranJyoti-i1g 9 วันที่ผ่านมา +1

      @@BhaktioBiswas sai para kahuthile ekadasire amiss khaa aha kete dur thi kuhantu mu ta muslaman asnman karuni se jane byakti ame ate a sanskarare Radha heunu je bhul bhal tahya ku thik boli kahibi
      JAY JAGANNATH 🙏🙏🙏

    • @BhaktioBiswas
      @BhaktioBiswas  9 วันที่ผ่านมา

      Srusthi arambha ru bhagaban religion tiari karinahanti ei manisa sabu karichi rahila saibabanka mansa katha seita bhul tathya....

  • @SunitaSagar-s9h
    @SunitaSagar-s9h 8 วันที่ผ่านมา

    Nice bishnupriya 👍❤

  • @varietube623
    @varietube623 9 วันที่ผ่านมา +1

    Sundar video

  • @BiswajitSethy-l3q
    @BiswajitSethy-l3q 11 วันที่ผ่านมา +10

    ଦୀକ୍ଷା ଆଉ ପୂଜା ର ଭିତରେ ବହୁତ୍ ଫରକ୍ ଅଛି।
    କ୍ଷମା ଚାହୁଁଛି କିନ୍ତୁ ଆପଣଙ୍କ ବାର୍ତ୍ତା ଗ୍ରହଣୀୟ ନୁହଁ। 🙏

  • @truptimayeebaral1971
    @truptimayeebaral1971 11 วันที่ผ่านมา +23

    Mu odia did sabu sata kuhanti

    • @KiranJyoti-i1g
      @KiranJyoti-i1g 9 วันที่ผ่านมา +1

      Are mu bi janichi se sabukichhi thik kahanti
      Thik jinisa ku loka grahana kariba ku bhala paantini
      Bhul jinisa ku sighra ghrahana karanti
      Karan sastra beda upanishad sabu semananka pain mulya Hina tanka mananka pain fake katha jea amara pujya nuhahanti mane seithiki jibe jouthiki gala ki ama prabhu Jagannath apaman hindu dharma ra apaman heba chhada semananka pain agudika mulya Hina murkha ku kichhi kahibara abasyaka nahi
      JAY JAGANNATH 🙏🙏🙏

  • @priyankaswain1902
    @priyankaswain1902 9 วันที่ผ่านมา +3

    ସେ ଯାହାବି ହେଉ ଇଶ୍ୱର ଏକ ମାନବ ଆତ୍ମାରେ ବି ଇଶ୍ୱର ଅଛନ୍ତି ସମସ୍ତ ଙ୍କୁ ସଂମାନ ଦେବା ଆମର ଧର୍ମ ଲକ୍ଷ୍ୟ ଲକ୍ଷ୍ୟ ସାଇ ଭକ୍ତ ଅଛନ୍ତି ସାଇଙ୍କ ବିଷୟରେ ଏମିତି କହିବାଦ୍ବାରା ସେମାନଙ୍କୁ କଷ୍ଟ ହେଉଛି ଆଉ ସେ କଷ୍ଟ ର ପାପ ନିଶ୍ଚୟ ଲାଗିବ ଭାଗବତ ପଢ଼ିନ ବୋଧେ ନହେଲେ ଏତେ ଗର୍ବ କରିନଥାନ୍ତ ବୁଝିଲ ମୋ ବାବାଙ୍କୁ ସନ୍ନମାନ ନଦିଅ but ଏମିତି ଅପମାନ ବି ଦିଅ ନି plzzz🙏🏼🙏🏼🙏🏼🙏🏼

    • @BhaktioBiswas
      @BhaktioBiswas  9 วันที่ผ่านมา

      🙏

    • @Ankit-Das123-h6v
      @Ankit-Das123-h6v 9 วันที่ผ่านมา +1

      Apana debata nku chardi preta Puja karuchanti

    • @Ankit-Das123-h6v
      @Ankit-Das123-h6v 9 วันที่ผ่านมา +1

      Sai Baba bahut bhala Luka karana se Nija Dharma ku kebe chardi nathile . Se sabubele Ala Malik kahuthile . Ta chara Anya kichi kahunathile . But apana nija Dharma ku chardi ki Jane Muslim ku Puja karuchanti

    • @Ankit-Das123-h6v
      @Ankit-Das123-h6v 9 วันที่ผ่านมา

      Apana mate kahiparibe Sai Baba nka katha keo beda re lekha heaichi . Kalki bhagaban janma nei nahanti kintu tanka katha ama beda re lekha heaichi Apana kahuchanti Sai Baba lord Shiva nka ansa tebe tanka katha Shiva purana aou Anya grantha manankare lekha jainai kahiki . Jahara kichi pramana nai apana tanku Puja karuchanti hela jaha apananku narka gami kariba . Jenu apana Jane preta nku Puja karuchanti tebe apana preta lika jatra karibe .eita Jani rakhanti preta Puja bahut bhaynkara 😂

    • @BhaktioBiswas
      @BhaktioBiswas  9 วันที่ผ่านมา

      Dhanyabad ete bhala chinta karuthibaru

  • @Pgvlogs8160
    @Pgvlogs8160 12 วันที่ผ่านมา +23

    Didi 🙏🏻ଆପଣ ବହୁତ ଭଲ ଭାବେ ବୁଝାଇ ଦେଲେ କିନ୍ତୁ ଆଉ ଗୋଟିଏ ଚେନ୍ନାଲ ରେ ଏମିତି କୁହାଯାଉଛି sai baba nka ନାଁ ରେ ଆମକୁ ତ ପୁରା ଭୟ ଭିତ କରାଯାଉଛି.ସେ ପୁରା ଯୁକ୍ତି ରେ କହୁଛନ୍ତି sai babanku ପୂଜା ନ କରିବା ପାଇଁ ସେଥିପାଇଁ ଆପଣଙ୍କୁ ବାବାଙ୍କ ଉପରେ ପ୍ରଶ୍ନ ଆସିଲା. କିନ୍ତୁ ଆପଣ ଏମିତି ସୁନ୍ଦର ଭାବେ ଆମକୁ ବୁଝାଇ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ ଭଉଣୀ 🙏🏻🙏💐

    • @ashutoshsahu9324
      @ashutoshsahu9324 11 วันที่ผ่านมา +13

      Sea t thik kahuthile ate thakur achanti mahaprabhu jagannath maa laxmi achanti au kau baba darkar nahanti

    • @laxmanswain3469
      @laxmanswain3469 11 วันที่ผ่านมา +6

      ଆମେ ବି ସାଇବାବା ଙ୍କୁ ପୂଜା କରୁଥିଲୁ କିନ୍ତୁ ମୁଁ ଓଡିଆ ଚ୍ୟାନେଲ ର ସେହି ଭିଡିଓ ଦେଖି ଆମକୁ ତ ଭୟ ଲାଗିଲା ନାହିଁ??

    • @sakuntalasahoo3953
      @sakuntalasahoo3953 11 วันที่ผ่านมา

      Anek anek dhanyabad.

    • @SabitaPalo
      @SabitaPalo 11 วันที่ผ่านมา +6

      Ethi bhaya lagiba no lagiba ra prasna nuha ethi thare bhabiki dekhantu kou hindu ekadasi bratare amisa bhakhyana karibaku kahibo ethu hi bujhijiba katha kie kn kahibo kahaku, nija mana ku hi pachariki kariba uchit

    • @DM-wn5su
      @DM-wn5su 11 วันที่ผ่านมา

      Se haramjadi mu odia bahut bakwas karuchi

  • @arpitamohanty3216
    @arpitamohanty3216 8 วันที่ผ่านมา

    Bahut bhala Kahile, dhanyabad

  • @DitimayeeMishra
    @DitimayeeMishra 9 วันที่ผ่านมา +1

    ❤❤ ଦିଦି ଆପଣଙ୍କୁ ସତକୋଟି❤❤ ପ୍ରଣାମ❤❤ ଜୟ ସାଇ ରାମ୍ ❤❤ସଵ୍
    କାମାଲିକ ଏକହେ। ଜଗନ୍ନାଥ ଦାରୁନିମ ଵାଵାନିମ୍ବଗଛତଳେ ଧ୍ୟାନକରୁଥିଲେ। ପାଦେପାଦେ ସିଏ ଭକ୍ତଙ୍କୁ ❤❤ଜଗନ୍ତି❤❤ସାଇମୁକତିର❤❤ପଥ। ନରେନ୍ଦ୍ର ମୋଦୀ ❤ଓରାଷ୍ଟ୍ରପତି ଶିରିଡି ଜାଉଛନ୍ତି,❤❤ସେକଣ ପାଇଁ ଶିରିଡି ❤❤ ଯାଉଛନ୍ତି ❤❤କେବଳ କୃପା ପାଇଁ। ମୁଁ ଆଖି ❤❤ଵୁଜିଦେଲେ❤❤ତୁମେ❤❤ ଦିଶୁଛ ସାଇ❤❤ଜୀବନ❤❤ ଜିଇଁ ଛି❤❤ସାଇତୁମରି❤❤ ପାଇଁ। ଜାଣି ମୁଁ ନଥିଲି❤❤ତୁମେ‌❤❤ବ୍ରହ୍ମା ବିଷ୍ଣୁ ମହେଶ୍ୱର ❤❤ଜାଣିଗଲାପରେ❤❤କିଅଵା❤❤ମାଗିବି❤❤ତମ❤❤ଚରଣରେ❤❤ଜାଗାଦେଵ।❤❤ ସାଇ ଠାକୁର ମୋ❤❤ ସାଇ ଠାକୁର ଜୟ ଶ୍ରୀ ସାଇ ରାମ୍ ❤❤ଶ୍ରୀ ସଦ୍ ଗୁରୁ ସାଇନାଥ ମହାରାଜ କି ଜୟ ❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏🌹🌹🙏🙏🙏🙏🙏🌹🙏🙏🙏🙏🙏

  • @dipunmoharana8843
    @dipunmoharana8843 11 วันที่ผ่านมา +2

    Alpa bidya bhayankari.......

  • @Bani208
    @Bani208 12 วันที่ผ่านมา +21

    Sai Baba bhagaban nuhanti sai baba nku maa laxminka pakhare basei dele jeuta sampurna bhul

    • @BhaktioBiswas
      @BhaktioBiswas  11 วันที่ผ่านมา

      Thakuranka pakhare baseiba thik nuhne

    • @parbatimaharana2660
      @parbatimaharana2660 10 วันที่ผ่านมา +1

      Ame sai nku bhi puja karu. But jie maa nka pakhare sainku baseile seta bhul. Karan laxmi maa nka pakhare keval Narayan hin basithanti.

  • @SasmitaPradhan-h3q
    @SasmitaPradhan-h3q 10 วันที่ผ่านมา +3

    Sai babanku Puja kariba anuchitt,,se muslim ,ame Hindu ame Sanantana dharma,,sai Puja banda kara jauu,,se amanku kichi bi deenahanti,,jahabi deechanti pravu Jagannath deechanti...

  • @Smartgirlgeeta
    @Smartgirlgeeta 10 วันที่ผ่านมา +4

    Thik katha didi 👌🙏 ସବୁ ଏକ ଭଗବାନ name ଅଲଗା ସାଇ ବି ଠାକୁର ନିଜର ହୀନ ମାନସିକତା ଲୋକ ଙ୍କ ର ମୋ ସାଇ 🙏♥️luv u mo baba omm shree sairam ❤🙏

    • @Ankit-Das123-h6v
      @Ankit-Das123-h6v 9 วันที่ผ่านมา

      Mate kahiparibe Sai Baba nka katha keo beda ra lekha jaichi . Kalki bhagaban janma nei nahanti kintu tanka katha ama beda re lekha heaichi . Apana ta kahuchanti Sai Baba lord Shiva nka ansa tebe tanka katha ta Shiva purana re lekha Jai nai kahiki😂

    • @Ankit-Das123-h6v
      @Ankit-Das123-h6v 9 วันที่ผ่านมา

      Apana hi Hina manasika dhari lika😂

    • @Ankit-Das123-h6v
      @Ankit-Das123-h6v 9 วันที่ผ่านมา

      Jahara kichi pramana nai apana tanku Puja karuchanti

    • @Smartgirlgeeta
      @Smartgirlgeeta 9 วันที่ผ่านมา

      @@Ankit-Das123-h6v hau thik achi tume na puja 😂🤣tumaku kie kahuchi pujibaku 😂🤣so mo mind jaha mu kahili saemiti tume bak bak hauthao....ame janu tume kahiba darkar nai

  • @sangitapadhy6016
    @sangitapadhy6016 11 วันที่ผ่านมา +6

    ଆପଣ ଙ୍କର ରାମ ଙ୍କ ଉପରେ କି ଜଗନ୍ନାଥ ଙ୍କ ଉପରେ ବିଶ୍ୱାସ ଥିଲେ ଏହିପରି ଡରି ନ ଥାନ୍ତେ

    • @BhaktioBiswas
      @BhaktioBiswas  11 วันที่ผ่านมา

      Seita kn apana bujhiparibe

    • @padmabatimohanta252
      @padmabatimohanta252 9 วันที่ผ่านมา

      ​@@BhaktioBiswasapana bahut bujhichhanti au

  • @manininayak9426
    @manininayak9426 11 วันที่ผ่านมา

    Thank you didi 🙏apananka katha suni bahut bhala lagila ❤

  • @bhargavi_nilayam_tarot
    @bhargavi_nilayam_tarot 6 วันที่ผ่านมา

    Mam this topic specially comparing the spirituality and beliefs of 2 religions is too sensitive. Hindu and Muslim are comparatively completely different philosophy. It can hurt the spiritual being of a Hindu if we shall compare our religion which holds the highest supremacy - we are the Hindus or Sanatanis. I never worshipped sai baba neither I have any issues with people whose estadev is sai baba. But encouraging Islam culture to promote sai baba is so untrue. We are too proud of you for sharing meaningful videos related to Hindu rituals 😊, kindly don’t deteriorate all your hard earned efforts. 🙏🏻 Jay Shree Jagannath.

  • @suptinayak2769
    @suptinayak2769 11 วันที่ผ่านมา +1

    Great......God bless you...

  • @rajlaxmisahoo451
    @rajlaxmisahoo451 10 วันที่ผ่านมา +4

    Mu bahut bhala pae saibaba nku😢😢

    • @Ankit-Das123-h6v
      @Ankit-Das123-h6v 9 วันที่ผ่านมา

      Nija debata nku chardi Anya kaha ku kemiti apana bhala pai paruchanti😊

    • @rajlaxmisahoo451
      @rajlaxmisahoo451 9 วันที่ผ่านมา

      @Ankit-Das123-h6v mu jetebele 8th class re padhuthili baba nku bahut mane👏👏more bahut kichi anubhuti achi baba nka pakhare ,,mu amiti nahi ki saibabanku mane mu sabu god nku mane👏👏jagannath nku bahut mane ..saibaba nku apna kn pain bhala paunahanti,, achha hou tama mentality jaha ,,but mu bahut bhala pae

  • @monalishajena7457
    @monalishajena7457 11 วันที่ผ่านมา +7

    ବ୍ରାହ୍ମଣ ହୋଇ ମାଂସ ଖାଇବ

    • @banojkumarpradhan5006
      @banojkumarpradhan5006 11 วันที่ผ่านมา

      Guru Dronacharya had eaten meat. Please go through the Mahabharat.

    • @BiswajitSethy-l3q
      @BiswajitSethy-l3q 11 วันที่ผ่านมา +2

      ପ୍ରଥମେ ଶାସ୍ତ୍ରୀୟ ଜ୍ଞାନ ଗ୍ରହଣ କରନ୍ତୁ। ପରେ ସବୁ କହିବେ

  • @lifeofgruhini1761
    @lifeofgruhini1761 11 วันที่ผ่านมา +3

    Maam...mu 10 year helani Mumbai re rahuchi athi sai baba nku bahut mananti...ame samaste bhala bhabare janichu je baba sastra re nahanti mo kahiba katha khali sai baba nuhanti ahuri bi bahut bhagwan achanti jeunmane sastra sanmata nuhanti fir bhi ame tanku manuchu maa santoshi maa.... Yanku mu bi pooja kare ebe bi karuchi MAA ta sastra nahanti....alekh baba...mu dekhichi yanku jiye pooja karanti tanka ghare chaura bi nahi kahanti baba hi sabu kichi mane sunya devata..guru anugulchandra...ramakrusna paramhansa and maa sarada yanku ta Odisha re savitri satyaban kari pooja karanti mu b age bhabu thili yanku savitri satyaban boli...se jaha b heu jiye jahaku bhagwan manile tanka icha...loka patharare sindur lageiki b pooja karuchanti...se b gote asta...9th ya 10th re gote topic thila jaha tharu manisa labha paile tanku bhagwan manile sujya,chandra,pani, pabana, gacha....ta dheere dheere emane bhagwan hei gale jemiti ki ama bapa maa se ama pain bhagwan ta ame sei pakruti tharu asiche ta se hi ama pain bhagwan au gote katha kahibi sethi banglore mahalaxmi topic jaha asichi taku gote odia pua ta ghara bhadrak se mu**r karichi mu jete thara a topic sethi comment show heuni .... dekhibaku gale sabutharu bada bhul hela amar jemti bahar citys ra loka mane tanka culture ku alaga city re prachar kale ame Odia setiki ama sanskruti ku prachar kari parinahu ebe b ama bhitare jatibad ku nei bahut mean mentality achi jaha bahar citys re dekha jayeni bahar City re loka kuhanti bas Indian hei thiba darkar....but ame kan karuchu....huyeta kharap lagipare aita hi nirat satya...

    • @suptinayak2769
      @suptinayak2769 11 วันที่ผ่านมา +1

      @@lifeofgruhini1761 I am from Bangalore...u r Absolutely correct

    • @banojkumarpradhan5006
      @banojkumarpradhan5006 11 วันที่ผ่านมา +2

      You are 100% right

    • @BhaktioBiswas
      @BhaktioBiswas  11 วันที่ผ่านมา +1

      Sampurna thik katha kahichhanti 🙏

    • @lifeofgruhini1761
      @lifeofgruhini1761 11 วันที่ผ่านมา

      @@BhaktioBiswas 🙏❤️

  • @manishamohapatra1224
    @manishamohapatra1224 11 วันที่ผ่านมา

    Bhakti re hi ama bhagwan.❤❤

  • @rojalinmohanty6807
    @rojalinmohanty6807 10 วันที่ผ่านมา

    ❤Jagatara natha jagannath❤

  • @KiranJyoti-i1g
    @KiranJyoti-i1g 11 วันที่ผ่านมา +8

    Sai baba sastriya debata nuhanti
    Sai baba jane proper musalman
    Sai baba jane fakira
    Apana sai satcharita patha karantu tapare video karantu
    Ama garba hauchi ame sanatani
    Ama parichaya sree jaganath
    Mu aji janigali apana ama dharmaku kete mananti

    • @BhaktioBiswas
      @BhaktioBiswas  11 วันที่ผ่านมา

      Mu ta manakarini ki sanatani nuha boli

    • @KiranJyoti-i1g
      @KiranJyoti-i1g 11 วันที่ผ่านมา

      Kyama karibe apana mo gurujana
      Jeans sanatani sea kebebi kahibani ki asastriya debatanku puja kariba pain
      Apana first sai satcharita book padhantu na didi janiparibe mu kahniki kahuchi
      Se barta madhya youtube chanel deantu mu ta besi Khushi hebi
      Jay jaganath 🙏🙏🙏

    • @ArushikhaBehera-g8h
      @ArushikhaBehera-g8h 8 วันที่ผ่านมา

      @@KiranJyoti-i1g mu mo jejenku pacharili saibaba kea sea kahile se kou debata mo jejenku 87 age ....but se janinahanti😂😂mu hasi hasi peta daraj

  • @priyankaswaroopsuryanshi1871
    @priyankaswaroopsuryanshi1871 12 วันที่ผ่านมา +16

    Mo saibaba mo biswas mo niswas mo sabu kichi,,mo baba nka pain mu sabukichi paichi mo baba mo saha every moment re achanti,,lv uu baba so much 🙏🙏🙏🌹🌹🌹Om Sai Ram 🌹🌹🌹🌹

    • @laxmanswain3469
      @laxmanswain3469 11 วันที่ผ่านมา +4

      ସେ ଜଣେ ବାବା କୌଣସି ଭଗବାନ ନୁହଁନ୍ତି, ଭିଡିଓ ଦେଖି ବୁଝି ପାରିଲ ନାହିଁ ବୋଧେ??

    • @SabitaPalo
      @SabitaPalo 11 วันที่ผ่านมา +2

      Hmm hindu deba debi nka sakti sabu sarigolani to se saibaba hi udhari debe bedha par karidebe aaauuu

    • @sangitapadhy6016
      @sangitapadhy6016 11 วันที่ผ่านมา +2

      ଆପଣଙ୍କ ଯାହା କୁ ପୂଜା କରିବା କୁ ଇଛା କରନ୍ତୁ କିନ୍ତୁ ଗୋଟିଏ କଥା ମନ ରଖନ୍ତୁ ସାଈ ରାମ ନୁହନ୍ତି ସାଇ ରାମ କୁହନ୍ତୁ ନାହିଁଁ
      ପ୍ରଭୁ ରାମ କେବଳ ରାମ ରାମ ରାମ ରାମ

    • @SatyaprakashSwain-se6eh
      @SatyaprakashSwain-se6eh 11 วันที่ผ่านมา +2

      @@sangitapadhy6016 yes mam apana thikk kahuchanti, sai nka name ama sastra kouthire bi lekha nai
      Eimane hi tanku bhagaban banei chanti

    • @SatyaprakashSwain-se6eh
      @SatyaprakashSwain-se6eh 11 วันที่ผ่านมา +1

      @@SabitaPalo hnmm
      Binasa kale biparit budhhi

  • @ASHOKJENA-eo1ss
    @ASHOKJENA-eo1ss 11 วันที่ผ่านมา +3

    Mu odia di sabu sata kuhanti

  • @banojkumarpradhan5006
    @banojkumarpradhan5006 5 วันที่ผ่านมา

    It is essential to remember that:
    (i) Everyone has the right to their own beliefs and practices.
    (ii) Respect and tolerance are essential for harmonious coexistence.
    (iii) Nobody has the right to curse Sai devotees by thinking he/she is right person.
    Some people are opposing because of
    (i) Ego or Pride, feeling that their own beliefs or practices are superior.
    (ii) Fear of change Or unconditional practices.
    (iii) Negative personal experience with Sai devotees.
    (iv) Misconception or lack of understanding.
    (v) Cultural differences.
    (vi) Jealousy
    Ultimately, Sai devotees, like followers of any faith or spiritual path, deserve respect, understanding, and tolerance.

  • @AnitaraniMohanty-oq8pi
    @AnitaraniMohanty-oq8pi 12 วันที่ผ่านมา +1

    Right❤️❤️❤️👍🏼👍🏼👍🏼Mam🌺OmSriSaiRam🌹🌹🌹🌹🌹

    • @sangitapadhy6016
      @sangitapadhy6016 11 วันที่ผ่านมา +1

      ସାଇ ରାମ ନୁହନ୍ତି ମୋ ପ୍ରଭୁ ରାମ ଙ୍କ ନାମ କୁ ଏପରି ବ୍ୟବହାର କରନ୍ତୁ ନାହିଁ ଆପଣ ଜଣେ ସନାତନ ଧର୍ମର ଆପଣ ଯାହାକୁ ଚାହୁଁଛନ୍ତି ପୂଜା କରନ୍ତୁ କିନ୍ତୁ ମୋ ପ୍ରଭୁ ରାମଚନ୍ଦ୍ରଙ୍କ ନାମକୁ ଏପରି ବ୍ୟବହାର କରନ୍ତୁ ନାହିଁ ଜୟଶ୍ରୀ ରାମ କୁହନ୍ତୁ

  • @monalishajena7457
    @monalishajena7457 11 วันที่ผ่านมา +1

    ଧନ୍ୟ ରେ ସମାଜ

  • @srimatidora
    @srimatidora 12 วันที่ผ่านมา +4

    Thik katha kahile bahut kharap kahuchanti sai baba nka na re😢😢

  • @banojkumarpradhan5006
    @banojkumarpradhan5006 5 วันที่ผ่านมา

    Saibaba's teachings emphasize the importance of:
    (i) All faiths are sacred and deserving of respect - Every religion has its unique teachings, practices, and traditions that bring people closer to the divine.
    (ii) Discrimination is a violation of divine principles - Religion discrimination goes against the fundamental principles of love, acceptance, and compassion that are inherent in many spiritual traditions.
    (iii) We are all children of the same divine source - Recognizing that we are all connected and part of the same human family, regardless of our religious affiliations.
    Saibaba's message of love, acceptance and unity continues to inspire millions of people around the world, regardless of their backgrounds. Thanks for reading.

  • @sarojinirath5520
    @sarojinirath5520 11 วันที่ผ่านมา +4

    Didi🙏🙏prathama katha heuchi saibaba heuchhanti jane phakira ba sadhu...jaha heuchi hindumana nkara bhasa .tanku bhagaban nka stanadeba uchit nuhe...biswasa karantu au manantu athire kichhi bhul nahi kintu didi gurubara maa laxmi nka bara re saibaba nka brata rakhiba au puja kariba thik nuhe na au maa laxmi nka pakhare baseiba bi thik nuhe apana bahut bhala bhabare bujheidele bahut bhala lagila kafidini heigala bahut sara alochana chalichi.....mo didi pura clear re bujheidele........ thank you Didi ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️ sabubele comment kariparuni mate kshyama kariba🙏🙏

    • @BhaktioBiswas
      @BhaktioBiswas  11 วันที่ผ่านมา +1

      Naire khyama kn pai.... Sabubele khusire ruha

    • @sarojinirath5520
      @sarojinirath5520 11 วันที่ผ่านมา

      @@BhaktioBiswas 🥰🥰

  • @saishorts991
    @saishorts991 11 วันที่ผ่านมา +1

    Omm sairam 🙏

    • @sangitapadhy6016
      @sangitapadhy6016 11 วันที่ผ่านมา

      ସାଈ ରାମ ନୁହନ୍ତି

    • @SabitaPalo
      @SabitaPalo 11 วันที่ผ่านมา +1

      Sai nku ram kahi sriram nka apoman karuchanti apon jay sri ram kuhantu

    • @tunilahajal620
      @tunilahajal620 11 วันที่ผ่านมา

      ନାଇଁ ନାଇଁ ଓଃ ଶୀସାଇ ରାମ ❤❤❤❤

    • @sangitapadhy6016
      @sangitapadhy6016 11 วันที่ผ่านมา

      @@tunilahajal620 ଶ୍ରୀ ରାମ ଆପଣ ଙ୍କୁ ସତ୍ ବୁଦ୍ଧି ଦିଅନ୍ତୁ ଜୟ ଶ୍ରୀ ରାମ
      ଜୟ ଶ୍ରୀ ହନୁମାନ

  • @ankitttt_
    @ankitttt_ 9 วันที่ผ่านมา +3

    Aunty aie video re mun jama sahamata nuhe 🥲

    • @BhaktioBiswas
      @BhaktioBiswas  9 วันที่ผ่านมา

      Kichhi bi asubidha nahni baba

    • @padmabatimohanta252
      @padmabatimohanta252 9 วันที่ผ่านมา +1

      ​@@BhaktioBiswasasubidha Kain heba aw ta lokanku bhul sikhya pain hin e video tiari karichhanti

    • @BhaktioBiswas
      @BhaktioBiswas  9 วันที่ผ่านมา

      Tame ra agraha mo sikhya neba pai sethi undiki rahicha... Ba ba great

  • @annapurnasahoo1189
    @annapurnasahoo1189 11 วันที่ผ่านมา

    Biswas hin bhagaban❤❤

  • @monalishajena7457
    @monalishajena7457 11 วันที่ผ่านมา +4

    ମୁସଲମାନ ମାନେ ଗୋମାତାଙ୍କୁ ମାରୁଛନ୍ତି କାହିଁକି

  • @arpitamohanty3216
    @arpitamohanty3216 8 วันที่ผ่านมา +1

    Apananka video re bahut -ve comment Dekhili, satire mana dukha karantuni, emane dharmandha loka, emane dharma namare Rakta pata kariba ku pachhaibeni, sabuthu Bada Dharma heuchi Manav dharma, Manav seva hi Madhav seva, dharma Nama re katu katha kahiba, Nija ku Bhagwan Bhabu chanti ki Supreme Court bhabuchhanti, se jananti, kahuchanti Sai bhakta, narka ku jibe.

  • @Sasmita5674
    @Sasmita5674 11 วันที่ผ่านมา +1

    Jay shree ram Jay shree jagannath

  • @dishakuhu5921
    @dishakuhu5921 10 วันที่ผ่านมา

    Didi apanka katha bahut bhala lagila

  • @kabitakabi1697
    @kabitakabi1697 9 วันที่ผ่านมา

    Sathhik bhabare vidio karantu kanhiki nija nija bhitare hinsha jhagada baharuchi

  • @saisoumyacreation8220
    @saisoumyacreation8220 11 วันที่ผ่านมา

    Bahut bhala lagila ଅପଙ୍କ katha. dhanyawad

  • @Ltsahoo
    @Ltsahoo 11 วันที่ผ่านมา +4

    Right😢ସେ ମୁଁ ଓଡ଼ିଆ ଚ୍ୟାନେଲ ଅତି ଭକ୍ତି ଦେଖାଉଛନ୍ତି.1st ସନ୍ତୋଷୀ ମାଆଙ୍କୁ ଅପମାନ ତାପରେ ସାଇବାବାଙ୍କ 😢

    • @KiranJyoti-i1g
      @KiranJyoti-i1g 11 วันที่ผ่านมา +4

      Apana ta sanatani dharmaru asithile kebebi abhali mu odia chanel bisayare kahinathanta
      Apana ama Jagannath sanskruti ra apaman karucha
      Nije aga sastra beda ra Artha bujha

    • @SatyaprakashSwain-se6eh
      @SatyaprakashSwain-se6eh 11 วันที่ผ่านมา

      @@Ltsahoo tanka pakjare prove achhi
      Au seita hi sata
      ଶଙ୍କରାଚାର୍ଯ୍ୟ bi ei kathare ek mata, au tame sabu tanka tharu bada pandita nai

    • @SatyaprakashSwain-se6eh
      @SatyaprakashSwain-se6eh 11 วันที่ผ่านมา

      @@Ltsahoo tu kahiba mane ଶଙ୍କରାଚାର୍ଯ୍ୟ kichhi jani nahanti, au tu bada pandit

    • @Ltsahoo
      @Ltsahoo 11 วันที่ผ่านมา

      @SatyaprakashSwain-se6eh ଶଙ୍କରାଚାର୍ଯ୍ୟ ଙ୍କୁ ମୁଁ ମାନେନା ଏବେ ଯିଏ ଅଛନ୍ତି ତାଙ୍କ ବଂଶଧର ଭୋଗବିଳାସରେ ରହୁଛନ୍ତି।😡🫵ଇଶ୍ଵର ଏକ ସାଇବାବାଙ୍କ ଚମତ୍କାର ମୁଁ ଦେଖିଛି ଆଉ ତାଙ୍କୁ କେବେ ଛାଡ଼ିବିନି।ସେ ମୁସଲିମ୍ ନୁହଁନ୍ତି ସେ ବ୍ରାହ୍ମଣ 🙏🌹💗 ପୁରା ସାଧାରଣ ଜୀବନଶୈଳୀ ।

    • @saritasatapathy6032
      @saritasatapathy6032 11 วันที่ผ่านมา +1

      Kou sastra re achi Sai aue santoshi na

  • @truptirout4074
    @truptirout4074 10 วันที่ผ่านมา

    Right madam

  • @kabitakabi1697
    @kabitakabi1697 9 วันที่ผ่านมา

    Dekhantu tara proof Kichhi

  • @ChinalataBehera-z5j
    @ChinalataBehera-z5j 12 วันที่ผ่านมา +4

    Mu baba kna krupa paichhi❤om sai ram ❤

    • @SabitaPalo
      @SabitaPalo 11 วันที่ผ่านมา +1

      Hn hn alha jisu samastanka krupa b milijibo sethi ku b jaiki gote pranam kariki semananka brata b rakhidiantu

  • @MamataSwain-bw6xf
    @MamataSwain-bw6xf 12 วันที่ผ่านมา +4

    Didi bohut bohut dhanyawad tamaku ❤ mu semit b Puja kare golap milile die kintu kebe b tulasi deini baba nku . Baba nka pain mo Pua bohut bada operation heiki b aji bhala achi au biswas mo pua Sara din yemit bhala rahiba baba au Jagannath nka Krupa ru🙏

  • @JyotirmayeeBiswal-re5zx
    @JyotirmayeeBiswal-re5zx 10 วันที่ผ่านมา +1

    Ame manuchu vagban ek,bt semane manunahanti na,jadi semane manu nahanti ame maniki kn mada khaiba ki?ame bi ama sanatan dharmaku banchei rakhiba,maam thare vabantu ame authare mogal manankara golami kariparibaki?

  • @nirmalabehera305
    @nirmalabehera305 12 วันที่ผ่านมา +2

    🙏🔱 Hari Omm Namah shivaya 🔱🙏dii aapana nka pakhare sabu question ra answer achhi❤ dii always right ❤

  • @ritapanda3297
    @ritapanda3297 10 วันที่ผ่านมา

    Thik katha

  • @ChakradharMaharana-mw5vf
    @ChakradharMaharana-mw5vf 12 วันที่ผ่านมา +3

    Om Sai Ram

  • @kumarpriyadarshanbhutia7001
    @kumarpriyadarshanbhutia7001 11 วันที่ผ่านมา

    Bahut bhala katha didi. Mu bi dari jaithili. Tuma katha suni bhala lagila❤❤

  • @Omsai.sahu2013
    @Omsai.sahu2013 11 วันที่ผ่านมา

    Right ❤

  • @debanjanarout4861
    @debanjanarout4861 11 วันที่ผ่านมา

    Didi apana bahut bhala kahile 🙏🙏🙏

  • @rashmitamoharana7053
    @rashmitamoharana7053 11 วันที่ผ่านมา

    Didi aapanka Katha bahut sunder ❤

  • @AjaySwain-s5w
    @AjaySwain-s5w 11 วันที่ผ่านมา +5

    Tame vul kahuchha ame jagannath sanskrutira manisa eita hn sata sai baba ama debata nuhanty mu odia didi thik kahichhanti jay jagannath

  • @swatikumar712
    @swatikumar712 12 วันที่ผ่านมา +8

    You are right.i can very well understand your point.katha kahiba bhi gote art."mu odia"channel re se lady sai baba nka against re bahut negative opinion deuchanti.that really hurt me a lot.kau dharama ku kharab kahiba adhikar kahar nahin..mu jagannath biswasi .mo dharama kaha ku ete taschalya Kari ki kahiba SIKHAYEE nahi.bahut kalihudi,asabhya stree loka ti.

    • @BhaktioBiswas
      @BhaktioBiswas  11 วันที่ผ่านมา

      🙏🥰

    • @sangitapadhy6016
      @sangitapadhy6016 11 วันที่ผ่านมา

      ଆପଣ ଙ୍କପରି ଲୋକ ମାନଙ୍କ ପାଇଁ ରାମ ମନ୍ଦିର ବନିବା କୁ ଏତେ ବର୍ଷ ଲାଗିଗଲା
      ଜୟଶ୍ରୀ ରାମ
      ଜୟ ହନୁମାନ

    • @youtubergayatri4262
      @youtubergayatri4262 11 วันที่ผ่านมา

      ​@@BhaktioBiswassie bhakta nku narka ku patheideuchanti😂

  • @sairinkisahu2621
    @sairinkisahu2621 11 วันที่ผ่านมา

    Didi vy gd reply to others

  • @stylishsudipta7844
    @stylishsudipta7844 9 วันที่ผ่านมา

    No di😅

  • @Alankrutaa
    @Alankrutaa 10 วันที่ผ่านมา

    Bahut sundar kahile..
    Mu sai baba nka vakta nuhe kintu hindi serial sai nka upare dekhila pare mu tanka katha ku pasand kare.
    Sabu dharma ek au sabu sei param brahma re hi lina..
    Dharma re parthakya dekhei ajatha jhagada kariba apekhya milimisi samastanku samman kari chalile sabu khusi re rahibe.
    Baki rahila je kahuchanti mruta byakti nku puja kale preta yoni re jiba mu eia kahibi je pita mata ba pitru purusa nka mrityu pare ame tanku puja karu eta ama paramara au tanka prati samman o vala paiba.
    Pratyek manisa vitare ishwara achanti ta prathame nija vitare atma nku paramatma saha milei k dekha ta pare e bacha bichara kichi b dekha jibani samaste saman hi lagibe.
    Ki hindu muslim christian hei ladhucha..
    Ta pare puni hindu vitare b baishnava shaiba shakta hei ladhiba.
    Sabu ek ishwara ek.
    Dharma pathare chaliba uchit. E sabu ganda gola ru durei rahiba vala.
    E sabu gandagola kebala juddha au binasha adaku hi muhainba.

    • @BhaktioBiswas
      @BhaktioBiswas  10 วันที่ผ่านมา

      Hrudayaru dhanyabad apananku.... Bahut sundar bichara 🙏

  • @omsaisilvy2843
    @omsaisilvy2843 12 วันที่ผ่านมา +1

    You are right Didi🙏Bahut kichi janilu. Thank you

  • @Cutestar2013
    @Cutestar2013 11 วันที่ผ่านมา +4

    Mu odia channels mam nku e video ta darkar

    • @BiswajitSethy-l3q
      @BiswajitSethy-l3q 11 วันที่ผ่านมา +1

      ସେ ଠିକ୍ ଅଛନ୍ତି ଆପଣ ପ୍ରଥମେ ନିଜ କଥା ଭାବନ୍ତୁ।

  • @lipi419
    @lipi419 11 วันที่ผ่านมา +1

    Omm Namah shivay 🙏🙏🙏 Bht bht dhanyawad bhauni 🙏🙏🙏

  • @sandaminati902
    @sandaminati902 11 วันที่ผ่านมา

    Right 👍

    • @suptinayak2769
      @suptinayak2769 11 วันที่ผ่านมา

      @@sandaminati902 sai puja ku jadi barana karichi court tebe sabu jaga re siridi re sabu place re kipari puja chalichi...court ra order kana kichi nuhe

    • @BhaktioBiswas
      @BhaktioBiswas  11 วันที่ผ่านมา

      👍🏻

  • @Omsai.sahu2013
    @Omsai.sahu2013 11 วันที่ผ่านมา

    Satakhatha😊madam

  • @rockstarvlogger9753
    @rockstarvlogger9753 11 วันที่ผ่านมา +1

    Sai baba nku rakhibu narakhibu nija upare nirbhar kaha kathare change hebani

  • @manasiray9680
    @manasiray9680 12 วันที่ผ่านมา +2

    Bahut sundar katha kahile madam 🙏

  • @kabitakabi1697
    @kabitakabi1697 9 วันที่ผ่านมา

    Apan Kouthhi thhile setebele

  • @kabitakabi1697
    @kabitakabi1697 9 วันที่ผ่านมา

    Kou mathha mandira rethhiba babanku kie pranam kare sina kan puja kare

  • @AmitaRashmi-p7s
    @AmitaRashmi-p7s 11 วันที่ผ่านมา +2

    Bahut badhiya lagila valase bujheile Apana ,

  • @Harapriya90
    @Harapriya90 12 วันที่ผ่านมา +7

    Apana mane jaha b kahuchanti bhala bhabe bujhi research kari kuhantu social media re bhabi chinti post karantu loka mane sata bhabibe prove diantu Aurangzeb ra chinha Bana re rahila boli kn kahuchanti apana Jagannath nka tilaka ku kaha saha compare karantuni plz apana mane sabu channel band kariba uchit alpa Vidya bhayankari apana manankara age heini kaunasi dharma bisayare tipanni deba

    • @BhaktioBiswas
      @BhaktioBiswas  12 วันที่ผ่านมา +1

      Bina katha na bujhi na jani mu kuheni Apanankara jadi biswas na heuchi apana research kariparanti dhanyabad 🙏

    • @SabitaPalo
      @SabitaPalo 11 วันที่ผ่านมา +3

      Emanka pain hi lokomane bhramita heuchanti alpa bidya bhayankari pori heuchanti se bahi re kn lekhahoichi padhi ki kahile hebo na kou hindu ekadasi re mansa bhakhyana kare

    • @subashchandraMallick-i4l
      @subashchandraMallick-i4l 11 วันที่ผ่านมา

      ​@@DEVOTIONALSHORTS95sai mandira kuha ya sai masjid kuha hele tanku bhoot preta kahibara bhul karanahi

    • @madhusmitarout_
      @madhusmitarout_ 11 วันที่ผ่านมา +2

      Mu saibaba nka upare opinion dabaku chahuni
      Kintu ama jaganath nka patitabana bana upare apana pura michha kahuchanti
      Sei Chandra Bindu chinha jaha achhi patitabana bana re ta upare tk gyana aaharan karantu
      Emiti bhabe taku muslim nka chinha kuhantu nai
      Eha jagannath sanskruti ra apamana..,.,.

    • @sagarikamohanty8601
      @sagarikamohanty8601 11 วันที่ผ่านมา

      Aapne kothi read kale Aurangajeb nka sapna Katha please page num number dakhantu..kothi read eita..
      Murkha Mane Paisa pain emiti heuchanti..
      Tama pakhare kichi proof nahi..
      Khali bakuchanti

  • @RojaPradha
    @RojaPradha 11 วันที่ผ่านมา

    Right sis

  • @Umashankar-jm7hf
    @Umashankar-jm7hf 5 วันที่ผ่านมา

    Chaipa ka

  • @sarojinimishra2655
    @sarojinimishra2655 10 วันที่ผ่านมา

    Bahut bhala lagila mam jaha kahile sabu thik

  • @ManaswiniKar-ml1gf
    @ManaswiniKar-ml1gf 11 วันที่ผ่านมา +3

    Sai Baba nku mu antararu bhalapaa

  • @tapasbehera2338
    @tapasbehera2338 11 วันที่ผ่านมา +1

    Kouthhi lekha achhi dekhatu praman dekhatu

  • @debendraamat4776
    @debendraamat4776 10 วันที่ผ่านมา

    ଓମ୍ ସାଇରାମ

  • @srimatidora
    @srimatidora 12 วันที่ผ่านมา +8

    Sai Baba nku mu bahut biswas kare

  • @SonaliRout-od4yt
    @SonaliRout-od4yt 11 วันที่ผ่านมา

    Apana.theki.kahichanti.didi.vhagabana..sabu..aka.sai.jia.siba.sia..narayana.bi.sia.❤

  • @saritasatapathy6032
    @saritasatapathy6032 11 วันที่ผ่านมา +2

    Kanhiki lokanku bhul kahuchanti

  • @sarojinimishra2655
    @sarojinimishra2655 10 วันที่ผ่านมา

    Mu apanka sahit pura akamatha

  • @KiranJyoti-i1g
    @KiranJyoti-i1g 12 วันที่ผ่านมา +9

    Sai baba ama sastriya thakura nuhanti

    • @BhaktioBiswas
      @BhaktioBiswas  11 วันที่ผ่านมา

      Angya

    • @KiranJyoti-i1g
      @KiranJyoti-i1g 11 วันที่ผ่านมา +1

      Ama sastrare re tanka bisayara kouthi bi barnana karajainahi
      Ama sastra bahare kounasi deba debi puja kariba thik nuhe
      Apana Jani sastra ra adhayana karithante tahele kebebi kahinathante jane pathana fakira ku puja karibaku
      Jay Jagannath 🙏🙏🙏🙏

  • @ShushobhanDas
    @ShushobhanDas 11 วันที่ผ่านมา +5

    ଆପଣଙ୍କ କଥାରେ ମୁଁ ପୁରା ପୁରି ସହମତି ପ୍ରଦାନ କରୁଛି ❤😊

  • @SabitaPalo
    @SabitaPalo 11 วันที่ผ่านมา +1

    Mu odia didi hi jane prakruta sanatani jahaku nija prabhunka apoman badheni taku kebe b prakruta sanatani kuhaJiboni 2t naa re godo dele gote b naa kulare lagiboni majhinai re budijibo

  • @damayantikhatua1969
    @damayantikhatua1969 9 วันที่ผ่านมา

    ସ୍ବପ୍ନ ର କୌଣସି ସତ୍ୟତା ନାହିଁ କି ପ୍ରମାଣ ନାହିଁ

  • @lilaswain8359
    @lilaswain8359 12 วันที่ผ่านมา +4

    Bhauni thik katha kahile kaha biswasa upare emiti kahiba katha nuhe. Baba sabu bele kahuthile sabaka malik aek.

    • @suptinayak2769
      @suptinayak2769 11 วันที่ผ่านมา

      U r right...Baba seya hi kahuthile...

    • @BhaktioBiswas
      @BhaktioBiswas  11 วันที่ผ่านมา

      🙏

  • @madhu7994
    @madhu7994 11 วันที่ผ่านมา

    Right

  • @tapasbehera2338
    @tapasbehera2338 11 วันที่ผ่านมา +1

    Praman dekhao

  • @LipiJena-w6r
    @LipiJena-w6r 10 วันที่ผ่านมา

    Pruvu nei camera samna ku aasantu. Katha ta aamaku kahi aase.

  • @SanjogSamal-vj2xi
    @SanjogSamal-vj2xi 10 วันที่ผ่านมา

    Kain mu Odia chanel re didi ta kichhi dareila bhaliya katha kahinahanti se ama dhrma ra rakhya karuchanti Jay shree jagarnath 🙏

  • @saritasatapathy6032
    @saritasatapathy6032 11 วันที่ผ่านมา +1

    Manabasa re sai puja kariba kn thik
    Jagannath Nam pila nker debaku laja laguchi
    Sai rakhibe chi

  • @saisudhadas1611
    @saisudhadas1611 11 วันที่ผ่านมา

    Bahut badhiya kahile madam🙏 , kahinki ebe kichhi dina tale jane TH-camr sai anka bisaya re jaha kahile muh suniki rati sara kandithili moh jhiya ra na muh sai na re achhi, tenu vabantuta ame tanku guru boli manichu kan mote lagithiba sei madam ankara katha ete kada thila je tankara katha suniki mote chapuda lagiba pari laguthila, sate kan moo bahut bada bhul karichi saianku puja kariki 😭😭😭😭

  • @truptimayeebaral1971
    @truptimayeebaral1971 11 วันที่ผ่านมา

    alidid sabuthu bast

  • @SabitaPalo
    @SabitaPalo 12 วันที่ผ่านมา +9

    Se alha malik kahuthule eita to muslim word, hindu word nuha se ekadasi re amisa khaibaku kahuthule eita b bhul hi ame hindu ama pakhare anek hindu deba debi achanti ama prabhu nka pakhare kn sakti nahi se kn amoku sahajya kariparibeni kahinki epot sepot heba ame. amo prabhu amora yaku taku kahinki pujiba
    Sai Jagannath nuhanti emiti kahiba dwara ki sai hi Jagannath boli ebhali kahile loko maa laxmi nka pakhare sai nku baseiki puja karideuchanti
    Plz daya kariki narayana nka saha sai nku tulana karantuni plz se ek tanka saman au kehi nuhanti sai hindu nka thakura nuhanti. Daya kariki lokonku bhramita karantuni sai au jaga kebe b ek hoiparibeni

    • @BhaktioBiswas
      @BhaktioBiswas  11 วันที่ผ่านมา

      Mu ta kahini tanku thakuranka stanare puja kara boli video tiku bhalare bujhantu

    • @SabitaPalo
      @SabitaPalo 11 วันที่ผ่านมา +1

      No kahile kn hebo apona sainku bhagaban saha tulana karuchanti se baba nku amo aradhya ram nka saha kebe b tulana karibeni lajo lagiba katha j nija prabhunku gote baba nka saha saman karuchanti ram au sai ek boli kahuchanti aponanka bhali kichi lokonka pain hi maa laxmi nka pakhare narayana nka jaga re sai nku rakhiki puja karideuchanti loko mane loko nku thik guide karantu plz nije gote hindu hebara samasta nku taro maryada rakhiba uchit jouthi b amo prabhunka apoman hebo sethi 2pada nischaya kahiba uchit emiti bhul pramot kariba uchit nuha

  • @MamataSwain-bw6xf
    @MamataSwain-bw6xf 12 วันที่ผ่านมา +1

    Didi Tq soo much ❤️ thakura ra ghara chada au kouthibi subidha nahin amara Puja pain mu baba nku gote side re b rakhiki Puja kare .

  • @sarojinimishra2655
    @sarojinimishra2655 10 วันที่ผ่านมา

    Saibaba ku jia manile kishi problem nahi