ସାଇବାବାଙ୍କୁ ନେଇ ଏତେ ଆଲୋଚନା କଣ ପାଇଁ||ଭକ୍ତିଓ ବିଶ୍ୱାସ

แชร์
ฝัง
  • เผยแพร่เมื่อ 2 ม.ค. 2025

ความคิดเห็น •

  • @subrat276
    @subrat276 3 วันที่ผ่านมา

    Apananka voice bahut sweet 😊

  • @priyankaswain1902
    @priyankaswain1902 10 วันที่ผ่านมา +11

    ମାଲିକ ତ ସମସ୍ତ ଙ୍କ ପାଖରେ ଅଛନ୍ତି ତ ଆମେ ପ୍ରଥମେ ସମସ୍ତ ଙ୍କୁ ସନ୍ନମାନ ଦେଇ ଶିଖିବା କାହାରି ମନକୁ କଷ୍ଟ ଦବା ସବୁଠୁ bada ପାପ ମୋ ବାବା ଙ୍କୁ ଠୁ ମୁଁ ଏହା ଶିକ୍ଷା କରିଛି ଓମ ସାଇରାମ 🙏🏼🙏🏼🙏🏼

    • @sasmitanath5397
      @sasmitanath5397 9 วันที่ผ่านมา +3

      Thik kahila sister sai baba sabubele kahaty kaha manare kebe dukha nadabalagi au amane ta bohut badhila bhali kuhuchaty sai baba nku au joumane puja karuchaty semanakubi omm sai ram 🙏🙏

    • @priyankaswain1902
      @priyankaswain1902 9 วันที่ผ่านมา +1

      @sasmitanath5397 omsairam

    • @subratasingh5297
      @subratasingh5297 8 วันที่ผ่านมา

      Om sai ram

    • @SoniSahu-r7l
      @SoniSahu-r7l 8 วันที่ผ่านมา

      Om sai❤

  • @damayantikhatua1969
    @damayantikhatua1969 9 วันที่ผ่านมา +11

    ଏବେ ଲୋକମାନେ ନିଜ ଧର୍ମ କୁ ଭୁଲି ବାବା ମାନଙ୍କ ପଛରେ ପଡିଛନ୍ତି

    • @debasmitadas74
      @debasmitadas74 8 วันที่ผ่านมา +1

      Iswar ek nama anek....1 st bujha....

  • @damayantikhatua1969
    @damayantikhatua1969 9 วันที่ผ่านมา +9

    ଆମେ ସ୍ୱାଧୀନ ବୋଲି କଣ ଆମ ଧର୍ମ କୁ ରକ୍ଷା କରିବନି

    • @BhaktioBiswas
      @BhaktioBiswas  9 วันที่ผ่านมา

      Nischinta karibe nija dharmaku kehi bhulibeni angya

  • @madhu7994
    @madhu7994 10 วันที่ผ่านมา +6

    Pura thik katha kahile sabu biswasa Om Sai Ram

  • @milinaodiayoutuber
    @milinaodiayoutuber 10 วันที่ผ่านมา +6

    Om sai ram 🙏🙏🙏

    • @subhamnaik-lz1ll
      @subhamnaik-lz1ll 10 วันที่ผ่านมา +1

      ସାଇ ନାମ ରେ ପ୍ରଭୁ ଶ୍ରୀ ରାମଙ୍କ ନାମ କଣ ପାଇଁ ଲାଗିଛନ୍ତି ଇଟା ପାପ ନିଶ୍ଚୟ ନର୍କ ଗାମୀ ହେବ ❤ଜୟ ଶ୍ରୀ ଜଗନ୍ନାଥ ❤

    • @pritichhandamohanty555
      @pritichhandamohanty555 10 วันที่ผ่านมา

      ଜୟ ଶ୍ରୀ ରାମ, ସାଇ ବାବା not sai ram, କେବେ ବୁଝିବ

  • @subhamnaik-lz1ll
    @subhamnaik-lz1ll 10 วันที่ผ่านมา +21

    ସାଇ ପଠାଣ ସାଇ ପୂଜା ବନ୍ଦ କର ସାଇ ପୂଜା ସେ କେବଳ ମୁସଲିମ ଫକିର ବ୍ୟକ୍ତି ଆମ ଧର୍ମ ର ନୁହେଁ ❤🙏ଜୟ ଶ୍ରୀ ଜଗନ୍ନାଥ

    • @swatikumar712
      @swatikumar712 10 วันที่ผ่านมา +3

      @@subhamnaik-lz1llJAHA KU BHALA NA LAGUCHI SAI BABA NKU PUJA NA KARANTU.BUT...BUT....DONT ADVISE OTHERS.SAMASTE BAHUT EDUCATED.THEY KNOW WAT THEY R DOING.RIGHT???BHAKTA SALA BEGA BHI MUSLIM THILE, AAU SE JAGANNATH NKU BAHUT MANU THILE.

    • @user-khilikhilihasa52062
      @user-khilikhilihasa52062 9 วันที่ผ่านมา

      Thik🥰

    • @mamamunna2035
      @mamamunna2035 8 วันที่ผ่านมา

      ​@@swatikumar712 Se bhakta thile kintu ସାଇ nijaku bhagban dekhae

    • @swatikumar712
      @swatikumar712 8 วันที่ผ่านมา

      @mamamunna2035 U R WRONGLY INFORMED.SAI BABA KEBE BHI KAHA KU KAHI NAHANTI KI SE BHAGWAN.SETHI PAIN SE KUHANTI SAB KA MALIK EK.SE BRAHMANA PARIVAAR JANAMA GRAHAN KARI THILE.AAPNA SIRIDI SANSTHAN KU PACHARI PARIBE.DETAILS PAI JIBE.MAXIMUM HINDU MAHARASTRIANS WORSHIP HIM.TA HELE SEMANE BHI DOSHI?SALABEGA TA MUSLIM THILE.SE KAHINKI HINDU GOD KU PUJA KARU THILE?TA HELE SE KAUNA MUSLIM DHARAMA DROHI?

    • @subhamnaik-lz1ll
      @subhamnaik-lz1ll 8 วันที่ผ่านมา

      @@mamamunna2035 ଏଠି ମୁଁ ଭକ୍ତ କଥା କହିନୀ ଏଠି ଭଗବାନ କଥା ମୁଁ କହିଛି ❤️ଜୟ ଶ୍ରୀ ଜଗନ୍ନାଥ 🙏❤️

  • @AjaySwain-s5w
    @AjaySwain-s5w 8 วันที่ผ่านมา +2

    Jay jagannath

  • @sibasankarsahoo2619
    @sibasankarsahoo2619 10 วันที่ผ่านมา +3

    Jay shree ram jay bajarangbali ❤️ love you dii❤❤

    • @BhaktioBiswas
      @BhaktioBiswas  10 วันที่ผ่านมา

      Kn siba kichi video sunucha na khali didi kahiki comment karicha

    • @sibasankarsahoo2619
      @sibasankarsahoo2619 10 วันที่ผ่านมา

      Didi mu apanka vedio first ru last pajanta dekhe taa pare comment kare didi au rahila loko nka katha didi athi loko mane saja macha re poko pakieba loko achanti Kate jana achanti apana kaha katha bii sunatuni apana nka saha mu au khichi bhai bhauni bii Achu apanku support karibaku apna kichi bii mana dukha karantuni kie kn kahila naa kahila kichi bii tension niatuni kii karap bhabantuni apana amiti agaku chalantu mu apanka saha achi jay bajarangbali didi ❤️

    • @BhaktioBiswas
      @BhaktioBiswas  10 วันที่ผ่านมา

      Thanks a lot🥰

    • @sibasankarsahoo2619
      @sibasankarsahoo2619 10 วันที่ผ่านมา

      Love you so much mo didi ❤️

  • @priyankaswaroopsuryanshi1871
    @priyankaswaroopsuryanshi1871 9 วันที่ผ่านมา +2

    U r so sweet didi❤

    • @BhaktioBiswas
      @BhaktioBiswas  9 วันที่ผ่านมา +1

      Thank you 😊

    • @priyankaswaroopsuryanshi1871
      @priyankaswaroopsuryanshi1871 8 วันที่ผ่านมา

      @BhaktioBiswas didi au gote katha ..jau Dina Amara upabas sedina agadhua Pani pe heba na

  • @Swetasworld139
    @Swetasworld139 8 วันที่ผ่านมา

    Bahut badhia katha kahile maa

  • @manarakathamokabita176
    @manarakathamokabita176 10 วันที่ผ่านมา +13

    କିଛି କଥା ନାହିଁ ଯାହାକୁ ବିଶ୍ୱାସ ହେଲା ଯିଏ ଉପକୃତ ହେଲେ ସିଏ ପୂଜାକଲେ ଆପଣଙ୍କ ଇଚ୍ଛା ପୂଜା କର ନକର ଏତେ ଆଲୋଚନା କଣ ପାଇଁ ଠିକ କହିଲେ ଭଉଣୀ❤❤ ଯେମିତି ବାପା ମା ଙ୍କୁ ଭକ୍ତି କରୁଛେ ସେମିତି ବାବା କୁ ଅଲଗା ଘରରେ ଜଣେ ମୁଖିଆ ଭାବି ପୂଜା କର❤

  • @priyankaswaroopsuryanshi1871
    @priyankaswaroopsuryanshi1871 9 วันที่ผ่านมา +2

    💯 right didi,,jahara echa hauchi puja kara nahele nahi ete alochana kn pain...Sai Baba is a god...Sai mo biswas mo niswas mo sabukichi..❤

  • @Bhaktipal1980
    @Bhaktipal1980 4 วันที่ผ่านมา

    Didi kn kahile👌👌l like u.Are dum achi ta suna au bujha

  • @JagannathPanigrahi-l8x
    @JagannathPanigrahi-l8x 10 วันที่ผ่านมา +3

    Omm Sai Ram🙏

    • @JagannathPanigrahi-l8x
      @JagannathPanigrahi-l8x 10 วันที่ผ่านมา

      ମୁସଲିମ ମାନେ ଯଦି ଗୋରୁମାଂସ ଖାଉଛନ୍ତି ତାହେଲେ ହିନ୍ଦୁ ମାନେ କଣ ପାଇଁ ଆମିଷ ଖାଉଚ ମୁସଲିମ ମାନେ ବି ଗୋଟେ ନିରୀହ ପଶୁକୁ ମାରିକି ଖାଉଛନ୍ତି ତାହେଲେ ହିନ୍ଦୁ ମାନେ କେମିତି ନିରୀହ ପଶୁ ମାନଙ୍କୁ ମରିକି ଖାଉଚ। ଗାଈ ଯଦି କ୍ଷୀର ନ ଦେଲା ତାହେଲେ ତାକୁ ନେଇକି ବିକି ଦଉଚ ଆଉ କହୁଚ ମୁସଲିମ ମାନେ ଗୋରୁମାଂସ ଖାଉଛନ୍ତି। ତଙ୍କେ ମାନେ ଖରାପ ଆଉ ଆମ ହିନ୍ଦୁ ଲୋକ କେତେ ଭଲ।

    • @JagannathPanigrahi-l8x
      @JagannathPanigrahi-l8x 10 วันที่ผ่านมา

      ଆପଣ କିଛି ଭୁଲ କହିନାତି।

    • @JagannathPanigrahi-l8x
      @JagannathPanigrahi-l8x 10 วันที่ผ่านมา

      Mam please kn bi reply debe mu thik kahichi na bhul

    • @BhaktioBiswas
      @BhaktioBiswas  10 วันที่ผ่านมา

      Same katha mu bi kahichi ei videore

  • @animamohapatra6843
    @animamohapatra6843 10 วันที่ผ่านมา +1

    Apana jete uparaku jibe sete prasna utheibe sei loka mane tenu apana byasta jama hebeni ❤

  • @mamascreation505
    @mamascreation505 10 วันที่ผ่านมา +9

    ମୁଁ ତ ଗୋଟିଏ କଥା କହିବି, ବିଶ୍ୱାସ ମୂଳେ ଭଗବାନ
    ନାରାୟଣ ସର୍ବତ୍ର ବିଦ୍ୟମାନ, କାଷ୍ଠରେ, ତୃଣରେ, ମାତା ପିତା ଓ ଗୁରୁଙ୍କ ହୃଦୟରେ ♥️ଯାହାକୁ ଯେମିତି ବିଶ୍ୱାସ ଆସିଲା ସେ ସେମିତି ପୂଜା କଲା 👍👍

    • @BhaktioBiswas
      @BhaktioBiswas  10 วันที่ผ่านมา

      Thik kahichhanti bhauni🙏❤️❤️

    • @subratasingh5297
      @subratasingh5297 8 วันที่ผ่านมา

      Om sai ram

  • @Maaa8094
    @Maaa8094 10 วันที่ผ่านมา +3

    Didi you are right 👍

  • @prashantswain3406
    @prashantswain3406 8 วันที่ผ่านมา

    Right👍 didi sai baa guru ❤guru pari rahibe 🙏🥀

  • @Incredible_India_Insight12
    @Incredible_India_Insight12 10 วันที่ผ่านมา +6

    Aree ସେ ସାଇ ଗୋଟେ bhanda

  • @subhasrisomu817
    @subhasrisomu817 9 วันที่ผ่านมา +2

    You said Exactly perfect On this topic ❤God bless you sister

  • @arpitamohanty3216
    @arpitamohanty3216 7 วันที่ผ่านมา +1

    Thik kahile, Kali se madam mote bi bahut katha kahichanti, bahut pride tankara, abhisap dele,

  • @soudaminimahakud4200
    @soudaminimahakud4200 7 วันที่ผ่านมา

    Om Sri Sai Ram

  • @jenatraveldiaries89
    @jenatraveldiaries89 5 วันที่ผ่านมา

    ଆପଣ ଯାହା କହୁ ଛନ୍ତି ସେଇଟା ବି ଠିକ୍।। ସିଏ ବି ଯାହା କହୁ ଛନ୍ତି ସେଇଟା ଠିକ୍।। ଆମ ଧର୍ମ ରେ ଏତେ ଠାକୁର ଠାକୁରାଣୀ ଅଛନ୍ତି ଆମେ ଏଇ ବାବା ମାନଙ୍କୁ ପୂଜିବା କଣ ଦରକାର।।। ଆଗରୁ କଣ ଚାଲୁ ଥିଲା ତା ଠୁ ଅଧିକ ଗୁରୁତ୍ଵ ଆଗକୁ କଣ ହେବ।। ଆଗାମୀ ପିଢ଼ି ନିଜ ଧର୍ମ ବିଷୟରେ ଜାଣୁ ତାକୁ ସମ୍ମାନ ଦେଉ ଆଉ ସେତେ ସୁନ୍ଦରତା ର ସହ ଆଗକୁ ବଢେଇ ନେଉ ସେଇଟା ସମସ୍ତଙ୍କର ଇଚ୍ଛା।। TH-cam ରେ ଲୋକ ମାନେ ଯଦି ଆପଣଙ୍କୁ follow କରୁ ଛନ୍ତି ଆପଣ ମାନଙ୍କର ଚେଷ୍ଟା ଭଲ ଶିକ୍ଷା ପାଇଁ ଯିବା ଦରକାର।। ୟେ ଅଯଥା କଥା ରୁ ଦୂରେଇ ରୁହନ୍ତୁ।।jauta ଆପଣଙ୍କୁ ଠିକ୍ ଲାଗୁଛି ଆପଣ କରନ୍ତୁ jauta ତାଙ୍କୁ ଠିକ୍ ଲାଗୁଛି ସେ କରନ୍ତୁ।। ହେଲେ ୟେ ବାବା ମାନ ଙ୍କ ଠୁ ଆମ ସମାଜ ଦୂରେଇ ରହୁ।। ମୁଁ ଆପଣଙ୍କ କଥା ବି ଶୁଣେ ଆଉ ତାଙ୍କ କଥା ବି ଶୁଣେ।। ଆପଣ ମାନେ ୟେ ସବୁ ଠୁ ଦୂରେଇ ଆମ ଧର୍ମ ବିଷୟରେ ଆଉ ଆମ ପୂଜା ପଦ୍ଧତି ଏ ଗୁଡାକ ଆଗେଇ ନିଅନ୍ତୁ।।🙏

    • @BhaktioBiswas
      @BhaktioBiswas  5 วันที่ผ่านมา

      Bahut sundar katha... Ehibhali bhabare jadi lokanku samaste bujheiparante ete katha uthantani dhanyabad 🙏

  • @ChakradharMaharana-mw5vf
    @ChakradharMaharana-mw5vf 10 วันที่ผ่านมา +4

    Om Sai Ram

  • @BiswajitSethy-l3q
    @BiswajitSethy-l3q 10 วันที่ผ่านมา +8

    Namaskar 🙏
    ପ୍ରଥମେ ମୋର ପ୍ରଣାମ ଗ୍ରହଣ କରିବେ।
    ପ୍ରଥମତଃ ମୁଁ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଆପଣଙ୍କ video ଦେଖିଛି।
    ମୁଁ ଆପଣଙ୍କ କଥା ର ଅର୍ଥ ବୁଝିପାରୁଛି। ଆପଣଙ୍କ ସପକ୍ଷ ରେ କହିନାହାନ୍ତି ନା ହି ଆପଣ ପରୋକ୍ଷ ରେ କହିଛନ୍ତି।
    କିଛି ତ୍ରୁଟି ଥିଲେ କ୍ଷମା କରିବେ କିନ୍ତୁ ମାଆ ଆପଣ ଏଠାରେ ଆପଣ ଜାଣିଛନ୍ତି ସାଇବାବା ହେଉଛନ୍ତି ଜଣେ ସାମାନ୍ୟ ମନୁଷ୍ୟ। ମାନୁଛି ସେ ଜଣେ ଫକୀର କିନ୍ତୁ ତା ର ଅର୍ଥ ନୁହଁ ସେ ଭଗବାନ୍।
    ଏଠାରେ ଲୋକ ମାନଙ୍କ ଭୁଲ୍ ରହିଛି।
    ମାଆ
    ପ୍ରଥମତଃ ଆମେ ସନାତନୀ ଆଉ ଆମର ଗୁରୁ ସାକ୍ଷାତ୍ ଶିବ ତତ୍ତ୍ଵ ରୂପେ ବିଦ୍ୟମାନ ସାକ୍ଷାତ୍ adishankaracharya. ଏବଂ ସେ ମଧ୍ୟ ଏହାକୁ ଖଣ୍ଡନ କରିଅଛନ୍ତି।
    ପ୍ରଥମେ ମା ଆପଣ ଦେଖନ୍ତୁ ବହୁତ୍ ଫକିର ଅଛନ୍ତି ତେବେ ସମସ୍ତେ kn ଭଗବାନ୍ ?? ନୁହଁନା ସେଇ ଭଳି ସାଇବାବା ବି ସାମାନ୍ୟ ମନୁଷ୍ୟ ସେ ଭଗବାନ୍ କେମିତି ହେଲେ????????
    ମାଆ ଆପଣ ଏଠାରୁ ଜାଣିଥିବେ ମୃତ ବ୍ୟକ୍ତି ଙ୍କ ପୂଜା କୁ ପ୍ରେତ ପୂଜା ସହ ସମାନ ବୋଲି ଧରାଯାଏ। ତେବେ ସାଇ ପୂଜା ସମ୍ପୂର୍ଣ ବର୍ଜନୀୟ।
    ତେବେ କହି ରଖୁଛି ଓଡ଼ିଶା ର ବହୁତ୍ ଓଡ଼ିଆ ଘରେ ସାଇ ପୂଜା କରାଯାଏ ନାହିଁ। ସାଇ ବାବା ସମ୍ପୂର୍ଣ ବର୍ଜନୀୟ।
    ମାଆ ଆପଣ ଙ୍କ ମାଆ sontashi ମା ଙ୍କ କଥା ଟିକେ ଗ୍ରହଣୀୟ ନୁହଁ। କହୁଛି କେମିତି ଦେଖୁନ୍ତୁ ପ୍ରଥମେ ସେ ମାଆ ଅର୍ଥାତ୍ ଶକ୍ତି ତେଣୁ ଆମେ ଶକ୍ତି ଙ୍କୁ ଏଠାରେ ମାଆ ବୋଲି ପୂଜା କଲେ। ଆପଣ ବା ନିଜେ କହିଲେ ଆମେ ଯଦି ପଥର କୁ ସିନ୍ଦୂର ଦେଇ ପୂଜା କଲେ ମଧ୍ୟ ସେ ଭଗବାନ୍ ପାଲଟି ଯିବେ ସେଇ ଭଳି ମା sontashi ଙ୍କୁ ମାଆ ବୋଲି ମାନି ପୂଜା କଲେ କୌଣସି ତ୍ରୁଟି ନାହିଁ।
    ସାଇପୂଜା କଦାପି ଗ୍ରହଣୀୟ ନୁହଁ।
    ଆଶା କରୁଛି ଆପଣ ବୁଝିପାରିବେ ମାଆ 🙏
    ବୟସ ରେ ମୁ ଆପଣଙ୍କ ଠାରୁ ବହୁତ୍ ସାନ କିନ୍ତୁ କୌଣସି ତ୍ରୁଟି ଥିଲେ କ୍ଷମା କରିବେ।

    • @swatikumar712
      @swatikumar712 10 วันที่ผ่านมา +1

      @@BiswajitSethy-l3q BAPA MAA MALA PARE BHI TA AGYAN AME TANKA PHOTO PUJA KARUCHE...TA HELE KAUNA SETA PRETAA PUJA???🤔TA CHADA AAGYAN KIYE KAHA KU MANIBA,PUJA KARIBA ETA PERSONAL CHOICE.AME KAHAKU FORCE KARI PARIBA NAHI.BISWASE MILAAYE KRISHNA TARKE BAHUT DURA 😊.

    • @BiswajitSethy-l3q
      @BiswajitSethy-l3q 10 วันที่ผ่านมา

      @swatikumar712 ଏଠାରେ ଫକୀର ଙ୍କ ପୁଜା ବିଷୟ ରେ ମୁଁ କହିଛି।
      ବିଶ୍ୱାସ ମୂଳ ରେ ଭଗବାନ୍ ସେ କଥା ଜଣେ ଦେବୀ ଭକ୍ତ ଭାବେ ମୁ ନିଜେ ଜାଣିଛି। ପିତା ମାତା ଆଉ ଫକିର ଙ୍କ ମଧ୍ୟେ ବହୁତ୍ ଅନ୍ତର ଅଛି ଆଜ୍ଞା ସେ କଥା କୁ ଦୃଷ୍ଟି ଦିଅନ୍ତୁ । Kn ଆପଣ ଫକିର ଙ୍କୁ ପିଣ୍ଡ ଦାନ କରୁଛନ୍ତି????? ଫକିର ଙ୍କୁ ବଡ badua ଡାକ ଦେଉଛନ୍ତି ନୁହ ନା ।
      ଆଉ ରହିଲା ପୁଜା କଥା ମଣିଷ ମରିଗଲା ପରେ ତେବେ କନ ପାଇଁ ସଂସ୍କାର ପୁଜା କରାଯାଉଛି?
      ବିଶ୍ୱାସ କରନ୍ତୁ ଅସଲ ସତ୍ୟ କୁ ତା ମାନେ ନୁହେଁ ଯୋଉ ଜିନିଷ ବର୍ଜନୀୟ ତାକୁ ବିଶ୍ୱାସ କରିବା

    • @BhaktioBiswas
      @BhaktioBiswas  10 วันที่ผ่านมา +1

      Na kichi bi truti nahni mu bujhiparichi... Eithi dekhantu apana kete sundar bhabare bujhe lekhichanti padhile peta purijauchi... Mu ta e sabuku aswikara karuni... Kintu lokanku emiti apamana kari kahiba lakonka emotion sahita kheliba ketedur thik.... Prakruta sanatani bahu sarala hrudayara hoithanti.... Mista bhasi hoithanti... Nariki sanmana deba janithanti... Kintu emiti katakhya kari kahiba kete dur thik... Apana nija kuhantu... Reply apekhya re rahili... Mu ta bas sabu kichi bujheibaku chesta karichi

    • @BiswajitSethy-l3q
      @BiswajitSethy-l3q 10 วันที่ผ่านมา +1

      @@BhaktioBiswas ମାଆ ପ୍ରଣାମ 🙏 ଆଜ୍ଞା ଆପଣଙ୍କ କଥା ର ଅର୍ଥ ମୁଁ ବୁଝି ସାରିଛି ଏବଂ ମୁଁ ମଧ୍ୟ ନିଜେ comment section ଦେଖୁଚି।
      କିଛି ଅଶାସ୍ତ୍ରୀୟ ଲୋକ ନାରୀ ଙ୍କୁ ଅପମାନ କରୁଛନ୍ତି ପୁଣି ନିଜକୁ sanatani କହୁଛନ୍ତି। ଏହା ଗ୍ରହଣୀୟ ନୁହ।
      ଶାସ୍ତ୍ର କୁହେ
      सर्वं खिल्विद् मेवाहम नान्यदस्ति सनातनम्ll
      ଅର୍ଥାତ୍ ମାତା କହିଛନ୍ତି ମୁଁ ହିଁ ସବୁ କିଛି ଦ୍ୱିତୀୟ କେହିବି sanatani କିମ୍ବା ପରଂବ୍ରହ୍ମ ନୁହନ୍ତି।
      ଶାସ୍ତ୍ର କଥା କହି ଲୋକ ଯୁକ୍ତି ବାଢ଼ନ୍ତି କିନ୍ତୁ ନାରୀ ଙ୍କୁ ଅସମ୍ମାନ କରନ୍ତି
      ଏହା ହେଲା ଆଜି କାଲି ର ସନତାନି ର ପରିଚୟ।
      Duitya ରେ କିଛି ନ ବୁଝି ନ ଶୁଝି comment ଦେଉଛନ୍ତି ବୋଧେ ହୁଏ କୋଉ ଯୁଦ୍ଧ କରିବାକୁ ଆସୁଛନ୍ତି।

    • @BhaktioBiswas
      @BhaktioBiswas  10 วันที่ผ่านมา

      Thik bujhiparichhanti dhanyabad 🙏... Apanankara sahajoga pai

  • @animamohapatra6843
    @animamohapatra6843 10 วันที่ผ่านมา +2

    Se agyani mananku apana bujhei paribeni tenu apana clarify kariki nijaku apaman diantuni ❤️

  • @ArchanaSingh-ol2cr
    @ArchanaSingh-ol2cr 10 วันที่ผ่านมา +4

    Apanankara katha kahiba saili bahut sunder🥰

  • @subhasrisomu817
    @subhasrisomu817 9 วันที่ผ่านมา +1

    Thnx for your valuable information Dear sister 🙏

  • @swarnalatamahapatro3957
    @swarnalatamahapatro3957 10 วันที่ผ่านมา +2

    Hmm Didi aapana thik kahichhanti

  • @GhasiramkharaGK
    @GhasiramkharaGK 10 วันที่ผ่านมา +1

    Jay shree Jagannath 🙏🙏🙏

  • @JyotirmayeeBiswal-re5zx
    @JyotirmayeeBiswal-re5zx 3 วันที่ผ่านมา

    Adhika biswasa Amara hebaru ame dharma paribartana karideuche,ama vitare ekata rahunahin,tenukari hindu sanataniku ekathi hebaku padiba,nahele samaya asiba hindu dharma au ame nathiba

  • @rashmisenapati2811
    @rashmisenapati2811 10 วันที่ผ่านมา +2

    Didi thik kahile jahara jaha upare faith achhi sethire kahara kichhi kahibara nahin apana thik bhabare bujhei chhanti thanks 🙏🙏🙏

  • @artidas53152
    @artidas53152 8 วันที่ผ่านมา

    👏👏👏👏👏❤❤❤❤❤👏👏👏👏

  • @Ltsahoo
    @Ltsahoo 10 วันที่ผ่านมา +34

    ମୁଁ ଆପଣଙ୍କ ସହ ସହମତ ❤😊🙏ମୁଁ ଓଡ଼ିଆ channel ମୋତେ ବିରକ୍ତି ଲାଗୁଛି ଅତି ହେଇକି ଦେଖାଉଛନ୍ତି।

    • @KiranJyoti-i1g
      @KiranJyoti-i1g 10 วันที่ผ่านมา +18

      Apna tahale ama jaganath sanskrutira loka hi nuhanti heithile apana kebe thik katha ku bhul kahinathante ki bhul Artha re nei nathante Jay jaganath🙏

    • @DM-wn5su
      @DM-wn5su 10 วันที่ผ่านมา

      Ame Tama bhalia mo odia aunty ra chamcha nuhen​@@KiranJyoti-i1g

    • @haripriyamajhi5472
      @haripriyamajhi5472 10 วันที่ผ่านมา +6

      Hn se jagannath nku manu na thibe.

    • @BiswajitSethy-l3q
      @BiswajitSethy-l3q 10 วันที่ผ่านมา +9

      Jadi birakta laguchi dekhuchanti kn pain?????

    • @KiranJyoti-i1g
      @KiranJyoti-i1g 10 วันที่ผ่านมา +3

      Right bhai

  • @swapnarani715
    @swapnarani715 9 วันที่ผ่านมา +2

    Jeun baba ee sansara re nahanti, bahut barsa hela sansara tyaga karisarileni,,, tanku expose karibaku ate parisrama,,, kintu aji bahut vanda baba mane bahut lokanku thaku chhanti,,, tank bisayare kahibaku sahasa nanhi..... Sai baba ta kebe kahi nahanti je se bhagwan, kebala tanku nhi puja kara. Siridi ra loka mane tanku bhagwan asanate baseile. Setebele sehivali kichi miracle heithiba kimba loka mane aloka ra patha dekhithibe saibaba nka dwara, nija nija jibanare unnati karithibe, tenu siridi lokamane tanku puja kale. Baki loka mane ichha hele puja kara na hele nain.
    Jahaku b puja kara , mantra and dhyana re concentration power badhe.

  • @Ivyscuteworld
    @Ivyscuteworld 10 วันที่ผ่านมา +7

    Sabu baba bhanda... Sai baba Muslim... Bahi Bahara karidele kehi bhagwan heijibeni... Jie sabu baba Mata puja karuchha sabu dine Tara phala bhogiba...

    • @swatikumar712
      @swatikumar712 10 วันที่ผ่านมา

      @@Ivyscuteworld BHALA HELA AAPNA PUJA KARU NAHANTI.😂😂

  • @laxmanswain3469
    @laxmanswain3469 10 วันที่ผ่านมา +7

    ଦିଦି ବର୍ତ୍ତମାନ ହେତୁବାଦୀ ମାନେ ସଂପୂର୍ଣ୍ଣ ବିଜ୍ଞାନ କଥା କହି ସମାଜରେ Rationality ସ୍ରୁଷ୍ଟି କରିବାରେ ଲାଗି ପଡିଲେଣି, ସେଥିପାଇଁ ଆପଣ Rational odia ଚ୍ଯାନେଲ୍ କୁ ଦେଖି ପାରିବେ, ତେଣୁ ଯଦି ଏପରି ପରିସ୍ଥିତି ରେ ଲୋକେ ୫ଦେବଙ୍କୁ ଛାଡି ବାବା ମାତାଙ୍କ ଆଡକୁ ଅଗ୍ରସର ହେବେ ତେବେ ଆଗାମୀ ପିଢି ମାନେ ପୂଜାପାଠ ଆଉ କରିବେ ତ?

    • @BhaktioBiswas
      @BhaktioBiswas  10 วันที่ผ่านมา +1

      Na 5 debanku chadiba murkhamira kama e sabu kehibi karibeni

  • @bansikalenka8739
    @bansikalenka8739 10 วันที่ผ่านมา

    Didi apana nka bujheiba process bahut badhia❤

    • @BhaktioBiswas
      @BhaktioBiswas  10 วันที่ผ่านมา

      Thankyou ❤️

    • @bansikalenka8739
      @bansikalenka8739 9 วันที่ผ่านมา

      Didi mote sankha phunki asuni tk bajeiba trick video re dekhantu 😊

  • @priyankaswain1902
    @priyankaswain1902 10 วันที่ผ่านมา +4

    Om sairam omsairam omsairam my life my baba he prabhu amanaknu sadbudhidia ହିଂସା ରେ ତ ବୁଡିକି ରହୁଛ ଆଉ କେତେ କେତେ ଧର୍ମ ବୋଲଉଛ ମୋ ବାବା ସବୁବେଳେ ମୋତେ ଭଲ କଥା ଶିକ୍ଷା ଦେଇଛନ୍ତି ସେଥିପାଇଁ ତୁମମାନଙ୍କୁ କିଛି ବି କହିବାକୁ ଚାହୁଁନି but ଭଗବାନ ଙ୍କୁ ପଛେ ପ୍ରଣାମ କରିବି ଏ ଦୁଷ୍ଟ ଆଉ ମୂର୍ଖ ପାପି ଅହଂକାରୀ ଲୋକଙ୍କୁ ଆଗ ମୁଣ୍ଡିଆ ମାରୁଛି ହେ ସାଇ ସଦାସର୍ବଦା ଏମାନଙ୍କ ଠୁ ଦୁରେଇ ରଖନ୍ତୁ ଓମ ସାଇ

  • @kumarpriyadarshanbhutia7001
    @kumarpriyadarshanbhutia7001 10 วันที่ผ่านมา

    Thank you so much di ❤❤

  • @subashchandraMallick-i4l
    @subashchandraMallick-i4l 10 วันที่ผ่านมา +3

    Thik kahichanti aapana. Ishwara au guru eka heiparineni samasta nka stana alaga alaga . Kehi jadi bhul re heu ki jaha b heu maa laxmi nka pakhare baba nku rakhidele ki tulasi tanka paada re dele se bhul sei loka jana nka kale ethire baba nkara kn bhul.
    Baba nku bhoota preta pathana rakta khia pichasa emiti apasabdda baba nku kanhiki kahuchanti.
    Mora gote request jia bhul kale tanku kuha baba nku kichhi kahibara adhikar kia dela aapana mananku .
    Nija ku hindu sanatani dharma ra kahuthiba loka mane aama dharma aamaku hinsa manobhaba sikhayeni.

  • @ritapanda3297
    @ritapanda3297 10 วันที่ผ่านมา

    Om sai ram

  • @hemalakra2409
    @hemalakra2409 8 วันที่ผ่านมา

    Jati dharma nirbi sheshare samaste saman.

    • @BhaktioBiswas
      @BhaktioBiswas  8 วันที่ผ่านมา

      Seita kn samaste bujhuchhanti ki

  • @bhargavi_nilayam_tarot
    @bhargavi_nilayam_tarot 6 วันที่ผ่านมา

    Haan thik katha, I agree bahut Hindu mane specially gaan loko bass use karanti gou mata nku au use karila pare road re chadi dianti. Au jadi tame road ru chua bachuri ku ani ta sewa karilo to sei gaan wala asi tamaku dhamak debe ki kaha permission re tame bachuri ku neigalo. Duniya bahut kharap.

  • @sabitadash1218
    @sabitadash1218 10 วันที่ผ่านมา +1

    Give good message to your society

  • @sarojinimishra2655
    @sarojinimishra2655 9 วันที่ผ่านมา

    Mam i am totally agree with you

  • @pushpanjalimallick1183
    @pushpanjalimallick1183 10 วันที่ผ่านมา +1

    Jay jagannath mam sai baba achanti smastaka daka sunati

  • @prangyadugu
    @prangyadugu 10 วันที่ผ่านมา +6

    ମୁଁ ଓଡ଼ିଆ channel ମୋତେ ଭାରି ବିରକ୍ତି ଲାଗୁଛି ମୋ ବାବା ଙ୍କ ବିଷୟରେ କହୁଚି ସିଏ ନିଜକୁ ଗୋଟେ ପଣ୍ଡିତ ଭାବୁଛି

    • @Omsai.sahu2013
      @Omsai.sahu2013 10 วันที่ผ่านมา +1

      Sata khatha right 😂

    • @Santilifestyel17618
      @Santilifestyel17618 10 วันที่ผ่านมา

      ତୁମକୁ ଯଦି ଏତେ ଖରାପ ଲାଗୁଚି ତାହାଲେ ଦେଖୁଚ କାହିଁକି କଣ ତୁମକୁ ରିକ୍ୱେଷ୍ଟ କରି ଥିଲେ କି ଆସ ମୋ channel ନ ଦେଖିଲେ ମୁ ମରି ଯିବି ମୁ ଓଡିଆ channel କହି ଥିଲା କି ତୁମକୁ ।

    • @Kamal364-c2s
      @Kamal364-c2s 10 วันที่ผ่านมา +1

      ସତ ତିକ୍ତ ହେଲେ ବି ସତ୍ୟ ସମ୍ପୂର୍ଣ୍ଣ ପୌରାଣିକ ବେଦକ୍ତ କଥା ହିଁ ସେ କୁହନ୍ତି l ପୁରା ବହି page ଶ୍ଲୋକ ଦେଖେଇ l

    • @PratimaMalik-z4p
      @PratimaMalik-z4p 9 วันที่ผ่านมา

      @@prangyadugu doo. Na

    • @BhaktioBiswas
      @BhaktioBiswas  9 วันที่ผ่านมา

      🙏

  • @monalisarout7640
    @monalisarout7640 6 วันที่ผ่านมา

    Didi mu gurubare white red saree pindhe .taw didi kou b month re gurubarare period chalithiba taw kn pindhiparibi?????

    • @BhaktioBiswas
      @BhaktioBiswas  6 วันที่ผ่านมา

      Alaga kn pindhibe.... Sankranti re pindhiparibe

  • @ChakradharMaharana-mw5vf
    @ChakradharMaharana-mw5vf 10 วันที่ผ่านมา +1

    Thanku didi

  • @SudhanwaBehera-j2h
    @SudhanwaBehera-j2h 7 วันที่ผ่านมา +1

    Ama dharma re jaha achhi mun odia channel re se katha kahu chhanti kichhi bhul kahu nahanti apana semiti kuhantu nahni sata katha kastalage

    • @BhaktioBiswas
      @BhaktioBiswas  7 วันที่ผ่านมา

      Sampurna katha jadi bujhithante aji e comment karinathante prathame bujhantu dhanyabad 🙏

  • @puspamohanty-rk7qf
    @puspamohanty-rk7qf 9 วันที่ผ่านมา +2

    ଧନ୍ୟବାଦ apa.baba nka puja mu kare.mu mo pua nama sai ram rakhichi

  • @rajlaxmisahoo451
    @rajlaxmisahoo451 9 วันที่ผ่านมา

    👏👏👏👏

  • @BNJENA-g2z
    @BNJENA-g2z 10 วันที่ผ่านมา

    Right sister ❤

  • @Agfdsaagvhh
    @Agfdsaagvhh 9 วันที่ผ่านมา +1

    Bele bele apnaķa vdo for you re mo pakhaku ase ...mu 2 mint dekhe...hna kie jane puja channel kholi chanti nija vdo karu chanti...aji mu apna ku bahut dhanyawad dauchi...jetabele samaste gote sight re apna aka sahasa ra sahita vdo karuchanti...prabhu jagannath apnaķa ra apnaķa parbara ra mangala karantu

    • @BhaktioBiswas
      @BhaktioBiswas  9 วันที่ผ่านมา +1

      Apananku ases ases Dhanyabad 🙏

    • @Agfdsaagvhh
      @Agfdsaagvhh 8 วันที่ผ่านมา +1

      ​​@@BhaktioBiswasmu odia channel ra subscriber apnaku jemit harash karuchanti sei pari se kunmun sister ku b semiti harash karanti...se stree loka kahiba katha mu pura 24 carat hallmark gold au baki sabu 14 carat tenu mu jaha kahuchi tame sabu mana...na hele tama pachare mo chela manaku mu lagei jhadi jhudi hoi basi padibi

    • @Agfdsaagvhh
      @Agfdsaagvhh 8 วันที่ผ่านมา +1

      ​@@BhaktioBiswas Bar bar sai baba nku badnam jani suni controversy karuchi publicity pai..daily daily sai baba nka vdo... bajat stree loka ra kichi kama nahi...ghare 2 ta chua homework nahi..swami saasu atte samaya se pauchi kouthu...ki baje stree loka.

    • @BhaktioBiswas
      @BhaktioBiswas  8 วันที่ผ่านมา +1

      Sata katha kahile bhai e katha mu bi chinta kare ete samaya se pauchi keunthu... Sange sange sabu jogad se kouthu karuchi.... Garba badhile bhagban sabubele garba ganjana pai sakta chapuda dianti bhai apana dekhibe jetebele ta thi bajiba sara odisa basi sunibe bahut jaldi se dina nischinta asiba🙏... Sry bhai msg mu dekhinathili

    • @Agfdsaagvhh
      @Agfdsaagvhh 7 วันที่ผ่านมา

      ​@@BhaktioBiswasNichaya bajiba. Se jaha nuhe sei ta public nku dekhauuchi...gote vdo re cheein ki nagin pari uthila se kunmun sister uppare taa subscriber mana ku bhadkei la dekha kemiti mo subscriber nka mana re bisa manji sabu bunu chanti...au samastinka pacha re taa subscriber nku lagei daba...nije bhadra mahila hoi basi padiba. Boka subscriber dala b bujhiba kotha Are ame a stree loka pai kanhiki kaha sahita jhagada kariba..a ta a ra personal bepara...se aga ku kana kipari vdo anuchi dekhiba....

  • @banojkumarpradhan5006
    @banojkumarpradhan5006 5 วันที่ผ่านมา

    Attacking Saibaba, a spiritual figure is not only unfair but also disrespectful and hurtful to millions of people who hold them in high esteem.
    Saibaba's teachings emphasize love, compassion, and acceptance, and he is widely regarded as a symbol of unity and harmony. Criticizing or attacking him serves no constructive purpose and can only lead to division and discord.
    Moreover, Saibaba's message is one of inclusivity, encouraging people to follow their own spiritual paths while respecting others' beliefs. Attacking him undermines this message of tolerance and understanding. Thanks.
    A fault(if any) of one Sai devotee does not indicate the fault belongs to all Sai devotee. Thanks.

  • @ayanmahakul4529
    @ayanmahakul4529 6 วันที่ผ่านมา

    Han dii sei mam hi kahithile stree loka mane shankha bajantini boli...o laxmi maa nka puja re shankha bajajaa nahi boli

    • @BhaktioBiswas
      @BhaktioBiswas  6 วันที่ผ่านมา

      Se ta nije bajanti

    • @SPEEDGEMAR100
      @SPEEDGEMAR100 6 วันที่ผ่านมา

      Na tanka husband bajanti mu nije dekhichi jadi apank pakhe praman achi debe

    • @BhaktioBiswas
      @BhaktioBiswas  6 วันที่ผ่านมา

      Husband bajeithibara video se dekheibe au ei reply ta asiba boli mu janithili... Au jou pramana maguna goti goti kari sabu video search kara pura prathamaru paijiba....

    • @SPEEDGEMAR100
      @SPEEDGEMAR100 6 วันที่ผ่านมา

      Mu tamaku pacharili aithi lagi tame a comment deicha ki se nije bajanti as a regular viewer of mu odia mu nije dekhichi se bajantini mu kan search karibi regular viewer ba mu au tame kouthi fekhicha se bajeibara kuha mu tanku kahibi se nije kemiti pathabrasta heuchanti au tame abhali mulyahina cross ❌ question karucha kan search karibi

    • @BhaktioBiswas
      @BhaktioBiswas  6 วันที่ผ่านมา

      Tama katha jadi ete mulyaban boli bhabucha pakhare rakha ethi west kai karucha.... Au rahila ama mulyahina katha ta se mulyahina katha ku kn pai padhucha

  • @monalisarout7640
    @monalisarout7640 7 วันที่ผ่านมา

    Madam mu Khali adu sadu swapna dekhuchhi dina hau ki ratii.....kn karibi

    • @BhaktioBiswas
      @BhaktioBiswas  7 วันที่ผ่านมา

      Hanumannka chalisa soiba purbaru patha kariki soibe

  • @biswanathnayak4281
    @biswanathnayak4281 8 วันที่ผ่านมา

    Right

  • @sasmitanath5397
    @sasmitanath5397 10 วันที่ผ่านมา +3

    Hmm didi munbi kichi bujhi paruni ki babanka puja ku nei ate kn pai katha uthuchi sai babanka upare kan pain semanakara ate raga baba kahara kharap karaty nahi barag sai baba sabu lokanka dukha sunati

  • @ZX_Creator_HD
    @ZX_Creator_HD 10 วันที่ผ่านมา +1

    Bahut sundar katha kahile apana Mam ❤

  • @CAfinalistlichan
    @CAfinalistlichan 10 วันที่ผ่านมา +2

    Santoshi maa is daughter of sree Ganesh and its is written in mythology Ganesh puran❤

    • @BhaktioBiswas
      @BhaktioBiswas  10 วันที่ผ่านมา

      Kintu guru sankarachajya manakaruchanti

    • @CAfinalistlichan
      @CAfinalistlichan 10 วันที่ผ่านมา

      @BhaktioBiswas sri Devi adi parashakti lalita ammba renuka created the entire universe with the help of purush and prakruti and the most important thing is there is no village in our country without having any gramma devati temple but there reference is not there in sastra but one reference is there before sankarachaya and shastras only god exists and there exists only one way to describe his blessings that is only bhakti,in odia we have a code that "viswase milanti Hari tarke bahut dura "

    • @BhaktioBiswas
      @BhaktioBiswas  10 วันที่ผ่านมา

      Bahut bahut dhanyabad apananku 🙏

  • @JagannathPanigrahi-l8x
    @JagannathPanigrahi-l8x 10 วันที่ผ่านมา +4

    ସାଇ ବାବା କେବେବି ନିଜକୁ ପୂଜା କରିବାକୁ କହିନାତି ତାଙ୍କେ ସବୁବେଳେ କହିଚନ୍ତି ସବକାମାଲିକ ଏକ ହେ

  • @Incredible_India_Insight12
    @Incredible_India_Insight12 10 วันที่ผ่านมา +1

    ଆପଣ ଙ୍କ ପାଇଁ ଆଜି ସନାତନ ଧର୍ମ ଆଜି ର ଏ ଅବସ୍ତା,
    ସୁଧୁରି ଯାଆନ୍ତୁ mam

    • @BhaktioBiswas
      @BhaktioBiswas  10 วันที่ผ่านมา +5

      Are bhai kichi bhala kama karibara achi ta kebala comment re lekhidedele hebani kichi baharaku bahari kamare kariki dekhao... Kaha pachare rahi pali dharile kichhi labha nahni

  • @monalishajena7457
    @monalishajena7457 10 วันที่ผ่านมา

    ଶିବ ଶଙ୍କର ଅଲେଖ ମହିମା ଧର୍ମ କଥା ଅଛି

  • @RohitKumar-h5v4p
    @RohitKumar-h5v4p 6 วันที่ผ่านมา

    କେବଳ ସାଇସତଚରିତ ପଢ

  • @mamamunna2035
    @mamamunna2035 8 วันที่ผ่านมา +1

    Jay sree jagannath mu apananka againest rekahuni ki mu odia channel support re bi kahuni atiki kahuchi satare ama sanatana dharmare kou debata mada kimba amisha bhojana karantini au gote katha je rama mandira pratistha bele se kahithile sata katha je gote ghara sampurna tiari na heiki pratistha karantiki semiti sethi ama swayam narayana prabhu sree ram biraja karibe tahele mandira sampurna na heunu kana pain puni pousha masha jou masa re ki kounasi dharma karya kara jaeni kana pain karajauchi puni amara sankaracharjya mana nku bi nimantrana asanmana karajaithila

    • @BhaktioBiswas
      @BhaktioBiswas  8 วันที่ผ่านมา

      Seita sabu bada bada sadhu santha mananka paramarsa neiki karajaithila ete bada kama hela sasta kn pagala thile kehi janiparileni bhala kn au kharap kn

  • @bijayalaxmitikina701
    @bijayalaxmitikina701 10 วันที่ผ่านมา +10

    Mun Sai Baba nki Puja kare aau baht biswas kare karana mun bahut kichi paichi jibanare. Gote video dekhili jouthi saibaba nku
    Preta Jane mruta byakti boli kahichanti mun bas etiki kahibi didi bhagwan Rama , srikrishna emankara v mrutyu heichi tanku v kn ame emiti kahi pariba .emiti video dekhi bahut kasta laguchi

    • @sasmitanath5397
      @sasmitanath5397 10 วันที่ผ่านมา +4

      Are sister joumane murkha semane hi sai babanku amiti kohuchanty tame kaha katha sunani ame janichu ama sai baba ama pai kn jou mane jani nahaty semane amiti kohuchanty ame puja karuchu agakubi karibu omm sai ram 🌷🙏

    • @MamataSwain-bw6xf
      @MamataSwain-bw6xf 10 วันที่ผ่านมา +2

      Mu bi Puja kare bhouni Saibaba nku au biswas b bohut kare au bohut kichi paichi tanka pain . Hele ye mu Odia chalel re gote stree loka yemit katha kahuchanti 😢 baba nku neiki chada tame dekhile jani pariba

    • @sasmitanath5397
      @sasmitanath5397 10 วันที่ผ่านมา +2

      ​Hmm munbi dekhichi se babanka birudhare bohut kharap kahichaty au jou mane sai babanku puja karuchaty semanakubi bohut kharap kahichaty kahili para jou mane murkha semane kemiti babanku janibe mo sai bohut Dayalu tame khaha katha sunani vhouni babanku kebe chadibani kaha katha sunani jia jemiti Karma kariba semiti phala paiba jia jete sai babanku nida kariba katha karatu@@MamataSwain-bw6xf

    • @suryanshsriranjandash1712
      @suryanshsriranjandash1712 10 วันที่ผ่านมา +2

      Om Sai Ram 🙏🙏🙏🙏 ama baba ama biswas🙏🙏🙏
      Shirdi Sai Baba bina mo anya gati nahi jiye mate nua jibana dei chanti 🙏🙏

    • @sasmitanath5397
      @sasmitanath5397 10 วันที่ผ่านมา

      Hmm ama sai baba omm sai ram 🙏

  • @Agfdsaagvhh
    @Agfdsaagvhh 7 วันที่ผ่านมา +1

    Mu odia channel ku b tankara kichi chella guruma ra akhya dau thile. Au se b nijaku guruma boli mani nei thile...tanku jane TH-camr guruma guruma kahi tanka chella manaku uphasa kari baru se mani le na mu guruma nuhe😂

    • @BhaktioBiswas
      @BhaktioBiswas  7 วันที่ผ่านมา

      He bhagaban... Sarathibabanka bhakta nka tharu bi baligale

    • @AmulyaSahu-gn8vz
      @AmulyaSahu-gn8vz 6 วันที่ผ่านมา

      Ate michha katha ...mu Odia re nija dharma katha bujha uchhanti

    • @Agfdsaagvhh
      @Agfdsaagvhh 6 วันที่ผ่านมา

      @@AmulyaSahu-gn8vz Se kie dharma katha bujhei baku ...se kou bramhana na guru...se nije Anya manaka vdo copy kari kanhi bujhau chi

  • @monalisarout7640
    @monalisarout7640 9 วันที่ผ่านมา

    Didi latin gale jou saree blouse saya inner panty pindhithibuu se sabu mara hue ki ........inner jinisa se sabu ku pindhi ghare pasiparibu ta.......

    • @BhaktioBiswas
      @BhaktioBiswas  9 วันที่ผ่านมา

      Dhoidebe nahele mara heba

  • @KshirodraBhue-x8e
    @KshirodraBhue-x8e 10 วันที่ผ่านมา

    Nija Bapa ma ku jie prathame pooja kare seheuchhi bhagabank 1st bhakta

  • @sabitadash1218
    @sabitadash1218 10 วันที่ผ่านมา +1

    Puja karina pure personal decision

  • @susamabehera4882
    @susamabehera4882 9 วันที่ผ่านมา

    ସତ କଥା ଦିଦି ଏମିତି କଣ ଠାକୁର ଙ୍କ ବିଷୟରେ କହିକି ଡରେଇବା କଥା ଆରେ ଜିଏ ଯେଉ ଠାକୁର ଙ୍କ ପୁଜା କରିକି ଡାକି ପାରିଲା ବହୁତ ଲୋକ ଅଛନ୍ତି ଏମିତି video ଦେଖିକି ଡରିଲେନି ଠାକୁରଙ୍କ ଉପରେ ଏତେ କଣ ପାଇଁ କଥା ଉଟୁଛି ମୁଁ କଛି ବୁଝି ପାରୁନି ଯାହାର ଯେଉ ଠାକୁର ଙ୍କୁ ପୁଜା କରିବା କଥା କରନ୍ତୁ କଣ ହେଇଗଲା ସେଇଠୁ ଭାବ ଭକ୍ତି ରେ ଡାକିଲେ ସବୁ ଠାକୁର ଶୁଣିବେ ସମସ୍ତେ video ଦେଖୁଚନ୍ତି କିଛି ଶିଖି ବା ପାଇଁ ଡୋରି ବା ପାଇଁ video ଦେଖୁ ନାହାନ୍ତି 🙏

  • @Subhashreearts
    @Subhashreearts 6 วันที่ผ่านมา

    Apana jeun kahile mu jouta khauni seita tanku kahibaku mana karibini sehi pari apana jadi sigaret tanunathibe apananka pila jadi tanika setebele apana mana karibeni that is the example

    • @BhaktioBiswas
      @BhaktioBiswas  6 วันที่ผ่านมา

      Anusasana nija ghare nija pilanku kariba au diniyaku kariba bhitare bahut farak achi angya asakaruchi bujhiparibe

  • @suchiskitchen8474
    @suchiskitchen8474 10 วันที่ผ่านมา

    Thik katha

  • @padmabatimohanta252
    @padmabatimohanta252 7 วันที่ผ่านมา +1

    Apana jadi kahuchhanti sai babanku neiki ete alochana kn pain.Tebe ei video re ete alochana kn pain.Kain baa maanka photo rakhile asubidha kn pain. Mun odia channel jadi sai baba bisayare kichhi kahile tebe apana kn pain react kariki e video tiari kariba. upare hasile kn heba apananka antar jaluchhi seithi pain ta e video. Nirlaja bhabe mo pachhare gachha baharile chhai deba janeni ta pachha dekha jiba boli ja hau re manisa chaluni kahuchhi chhunchi ku

    • @BhaktioBiswas
      @BhaktioBiswas  7 วันที่ผ่านมา

      Tame didi kn tamaku ete pachhare patheile kahibapai 😂😂

  • @SunitaSagar-s9h
    @SunitaSagar-s9h 8 วันที่ผ่านมา

    Right bishnupriya love you 😘😘 om sai ram

  • @SasmitaNayak-o7x
    @SasmitaNayak-o7x 10 วันที่ผ่านมา +2

    Didi mu sai baba nku bahut vala pae tanku mu sabu kichhi mane kahibaku gale se mo jibana .

    • @sasmitanath5397
      @sasmitanath5397 9 วันที่ผ่านมา

      Munbi sai baba nku bohut bhala pae au bohut biswas kare jia jaha kohatu ame janichu ama sai baba ama pai sabu kichi omm sai ram 🙏🙏

  • @sarmisthabhuyansvlog
    @sarmisthabhuyansvlog 9 วันที่ผ่านมา

    👍

  • @manininayak9426
    @manininayak9426 10 วันที่ผ่านมา +2

    ଏକ ଦମ ଠିକ କଥା କହିଲେ ଦିଦି 👍ଶୁଣି ବହୁତ ଖୁସି ଲାଗିଲା 🥰 ଆପଣ ଜାଣନ୍ତି ଦିଦି ବାବା ଙ୍କ ଉପରେ ଆଉ ଜଣେ ୟୁ ଟୂ ବର ଦିଦି କେମିତି ଭିଡ଼ିଓ ଉପଲୋଡ କରିଥିଲେ ଆଉ ମୁଁ କମେଣ୍ଟ ଦେବାରୁ ମୋତେ ବହୁତ ଖରାପ କଥା ମଧ୍ୟ କହିଲେ ହେଲେ ଆଜି ଆପଣଙ୍କ କଥା ଶୁଣି ମୋତେ ବହୁତ ଭଲ ଲାଗିଲା 😊 Thank you dii ❤️and love you so much♥️

    • @sasmitanath5397
      @sasmitanath5397 10 วันที่ผ่านมา +1

      Tame kaha katha sunani didi ame babanku puja karuchaty au kariba kaha katha suniba kichi darkar nahi

    • @manininayak9426
      @manininayak9426 10 วันที่ผ่านมา +1

      Sata kahila sister 🥰 Thank you 🥰

  • @monalisarout7640
    @monalisarout7640 9 วันที่ผ่านมา

    Didi rati re soila bele keun diga ku muhn kari o kou thakura nku daki ki soibaa???

    • @BhaktioBiswas
      @BhaktioBiswas  9 วันที่ผ่านมา

      Uttara digaku munda karibani... Tumara istanku pranam kari soiba

  • @sujatadash6077
    @sujatadash6077 9 วันที่ผ่านมา

    Sai baba Muslim. .

  • @alinasahoo2077
    @alinasahoo2077 9 วันที่ผ่านมา +1

    Didi mu 16 years hela saibabanku thakuranka ghare rakhi Puja karuchi mo puara nabi tanka nare deichi apanka kathare mu pura ekamata,❤

  • @sarojinirath5520
    @sarojinirath5520 10 วันที่ผ่านมา

    Didi🙏🙏aithi saibaba nku neiki bahut tarka bitarka chalichi jadi ame kahara sanmana kariparibani tahale amar kounasi adhikara nahin je kahara apaman kariba tenu apana nka mata ethare juktijukta.....🙏❤️🙏apana agaku madichalantu amti adhyamtika video banei amamananku pooja bisayare tathya dei chalanru ame spana nka sahita achhu khas kari mu...didi.....❤❤❤❤❤❤❤❤❤❤❤❤❤❤❤❤❤❤❤🙂🙏

  • @GhasiramkharaGK
    @GhasiramkharaGK 10 วันที่ผ่านมา

    Sayane sapne sububele Mahaprabu shree Jagannath nku bhajantu jibane re sabu paijibe.kahaku nei ki jukti tarka rahibani samastanku request rahila Jay shree Jagannath 🙏

    • @BhaktioBiswas
      @BhaktioBiswas  10 วันที่ผ่านมา

      Jay jagganath 🙏

  • @sasmitanath5397
    @sasmitanath5397 10 วันที่ผ่านมา +4

    Sai baba nka puja agaru hei asuthila ajibi houchi au agakubi sabu karibe jane kn hajar koti loka lagilebi sai babanka puja roki paribeni karana sai baba jete bele deha dhari thile kete loka tanka birudhare lagi thile hele sabu sesare har mani thile sesare babanka pada tale padi vhal magi thile karana se nije vhagaban thile jou mane janina kichi so please daya kari chup ruhatu kaha manare aghat dela bhali katha kuhatu nahi

  • @Agfdsaagvhh
    @Agfdsaagvhh 7 วันที่ผ่านมา +1

    Abay tanka chella kahileni tama kantha saraswati nka bhali...ta kie kahilani tame sakhyat maa laxmi nka pari sadhabani ku bujhei la bhali bujhau chha. Se pura khusire hata jodi 🙏 grahana kari nela ni se jagannatha nka dui patni laxmi saraswati 😂 mane bhu devi sri devi

  • @SubhasmitaDas-m3i
    @SubhasmitaDas-m3i 9 วันที่ผ่านมา

    Sarathi gote bhanda thaka thila ama hindu manankara ate biswasa j taku lakhya lakhya loka puja karuthile thakura ghare tara phota rakhiki

    • @lifeofgruhini1761
      @lifeofgruhini1761 8 วันที่ผ่านมา

      Kan kahibi se topic ... kolkata re thila bele jane kendrapara family ama pakhare rahu thile se family pura baba nka prema re ubu tubu ...but setebebe tanka karanama bisayare kehi jani na thile mu se aunty nku pacharili je sarathi baba kan bhagwan tanku puni tulasi deucha jaha kebela maha prabhu shree jagannath nku lage se aunty kahile baba hele janganth nka abatar ...bayasare bahut bada kichi kahi b parilini bhari raga lagila ....ebe b se aunty baba nku pooja karuchanti..

  • @biswanathnayak4281
    @biswanathnayak4281 8 วันที่ผ่านมา +2

    Sai babanka bisayare asabu suni kasta lage

  • @Mramiya95561
    @Mramiya95561 10 วันที่ผ่านมา +8

    ଆପଣ ବିସାସ୍ଵ କଥା କହୁଛନ୍ତି ଯଦି ବିସାସ୍ଵରେ ଜଣେ ଆମିଷରେ ତୁଳସୀ ପକେଦେବ ତାହେଲେ କ'ଣ ପ୍ରସାଦ ହେଇଯିବ।

    • @subhamnaik-lz1ll
      @subhamnaik-lz1ll 10 วันที่ผ่านมา

      @@Mramiya95561 ଆପଣ ଆମିଷ ତୁଳସୀ କଣ ପାଇଁ ଦେବା ଆପଣ ନିଶ୍ଚୟ ନର୍କ ଗାମୀ ହେବେ ଏହା ମା ବୃନ୍ଦାବତୀ ଙ୍କ ଓ ପ୍ରଭୁ ନାରାୟଣ ଙ୍କ ଅପମାନ ଏହି ଅପରାଧ ର ପ୍ରାୟଶ୍ଚିତ ନାହିଁ 🙏 ଜୟ ଶ୍ରୀ ଜଗନ୍ନାଥ ❤️

    • @BhaktioBiswas
      @BhaktioBiswas  10 วันที่ผ่านมา

      Apana jagannth nkara pakhaku tanka bhakta amisa neiki jibara story bodhe sununahanti sethipai emiti question kale.... Apana mo katha ra kn artha bujuile kejani emiti pacharile

    • @Kalipriya.z5c
      @Kalipriya.z5c 10 วันที่ผ่านมา

      Loka drusti re seita apabitra kintu iswara nka drusti re sabu samaan.
      Mansa ku iswara ghruna karunahanti. Maa kali ku mu nije ashtami re macha munda bhoga diye, mo thakurani ku seita apabitra achuta lagena. Se grahana kare, praman deiki grahana kare. Jadi gote third person ku eita kharap laguchi, lagu. Mora kana jauchi. Sey third person mate gali deiki dine marijiba. Pancha bhuta re bilina heijiba. Tara bichaara, opinion ra kichi existence bhi rahibani.

    • @Mramiya95561
      @Mramiya95561 10 วันที่ผ่านมา

      Ooo😮

    • @BhaktioBiswas
      @BhaktioBiswas  10 วันที่ผ่านมา

      🙏

  • @pushpanjalipaikray3106
    @pushpanjalipaikray3106 10 วันที่ผ่านมา

    Mam right, jahaku biswas heuchhi semane Saibaba nku Puja karantu, complain Kariba darkar nahi, pm Narendra Modi Sai mandir sirdi re Puja karithile. Sarba dharma samanya ra rastra Bharat.

  • @kabitakabi1697
    @kabitakabi1697 10 วันที่ผ่านมา +1

    Sabu sastra gyana apanku jana

  • @monalishajena7457
    @monalishajena7457 10 วันที่ผ่านมา

    କାହିଁକି ସନାତନ ଭୁଲ୍ କଥା କହୁଛନ୍ତି

  • @lord-lt2on
    @lord-lt2on 9 วันที่ผ่านมา

    Aankul Chandra ka bisayare achutananda lekhichanti malika bichara re sunantu

  • @nileshmohapatra7437
    @nileshmohapatra7437 10 วันที่ผ่านมา +2

    Anugul chandra jane banglesh desi taku puja kariba katha nuhe

  • @swatikumar712
    @swatikumar712 10 วันที่ผ่านมา

    COMPLETELY I AGREE WITH YOU 👍👍👍

  • @sujatadash6077
    @sujatadash6077 9 วันที่ผ่านมา

    Mu odia channel best..

  • @BuduramBhatra-sd4ci
    @BuduramBhatra-sd4ci 10 วันที่ผ่านมา +1

    ଦିଦି ମୁଁ ନବରଙ୍ଗପୁର୍ ଟୁ କହୁଛି ଭୟଶ୍ 28

  • @sabitadash1218
    @sabitadash1218 10 วันที่ผ่านมา +1

    Tumakatha sabu thik