Hann ..re Tamara ta cm pandian agare bhayare sasan ku teki deithila...laja laguni...ye sabu ias ra sahas kouthu asila..karana pandian thila bele emane neta mantri nku snmaan deba kemiti janinahanti
It is not the word of minister,it is the word of officer. It was continuing before. The officer thinks the Mohan govt is weak govt so the govt should sus pedal the officer
ଯାହା ହଉ ମନ୍ତ୍ରୀ ସାହସ କରି କହିଲେ ଆଗରୁ କେହି ସାହସ କରୁ ନ ଥିଲେ କାହିଁକି ନା ବନ୍ଧୁକ ଗୁଳି ତାଙ୍କର ଯେମିତି ନବ ଦା ରାମ ନାମ ସତ୍ଯ ହେ ।
ମନ୍ତ୍ରୀ ନିହାତି ସତ କଥା କହିଛନ୍ତି ୨୪ ବର୍ଷ ହେଲା ସରକାରଙ୍କ ଚାନ୍ଦା ଆଇଏଏସ ଅଧିକାରୀ ଚାଷୀଙ୍କ ଠାରୁ ଯୋଗାଣ ବିଭାଗ ମାଧ୍ୟମରେ ଆଦାୟ କରୁଥିଲେ ସରକାର ବଦଳିଲା ପରେ ସତ ବାହାରୁଛି
ପୂର୍ବରୁ ଅଫିସର ରାଜ ଚାଲିଥିଲା ଗରିବମାନଙ୍କ ଟଙ୍କାରୁ ଅଫିସର ଜରିଆରେ ମିଲର ଜରିଆରେ ଗରିବଟଙ୍କାରୁ ଭାଗ ନେଇଥିଲେ ସେ ଅଭ୍ୟାସ ଏବେ ନିଜ ମୁଁହଁରେ ସତ୍ୟପ୍ରକାଶ କରୁଛନ୍ତି ଅଭ୍ୟାସ ଥିବା କଥା ଗରିବମାରଣ କର୍ମଚାରୀ ଓ ପୂର୍ବ ସରକାର ଙ୍କ କାରନାମା ଜଣାଯାଏ😮❤😮
ମନ୍ତ୍ରୀ ଠିକ୍ କଥା କହୁଛନ୍ତି. ସମସ୍ତଙ୍କୁ ସଜାଡ଼ିବାକୁ ସମୟ ଲାଗିବ. ମନ୍ତ୍ରୀ ସାଧାରଣ ଲୋକ ବୋଲି ସତକଥା ଖୋଲିକି କହିଦେଉଛନ୍ତି. କଥାକୁ ଇଆଡ଼ୁ ସିଆଡୁ ଭାବନ୍ତୁ ନାହିଁ
ମନ୍ତ୍ରୀ ମହୋଦୟ, ମଣ୍ଡି ଆରମ୍ଭ ହେବା ଆଗରୁ
କହୁଥିଲେ ଧାନ କିଣାରେ ମିଲର୍ କିମ୍ବା କୌଣସି middle manର କୋୖଣସି ଭୂମିକା ରହିବ ନାହିଁ। ସରକାର ବିନା କଟ୍ନି ଛଟ୍ନିରେ ଧାନ କିଣି ମିଲର୍ କୁ ଯୋଗାଇବ।ଏଥିରୁ ଜଣା ପଡୁଛି, ଆପଣଙ୍କର policy ର କୌଣସି ଗ୍ୟାରେଣ୍ଟି ନାହିଁ।
ସରକାର୍ ଯେଉଁ ନିତି ନିୟମ କରୁଛନ୍ତି, ତାଙ୍କ ନିତି ନିୟମ କୁ ଯେଉଁ ଅଫିସର୍ ମାନୁ ନାହାଁନ୍ତି , ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର୍ । ମନ୍ତ୍ରୀଙ୍କ କଥା ଅଫିସର୍ ମାନୁ ନାହାଁନ୍ତି । ଦୋଷ କାହାର୍ । ଜଣେ ମନ୍ତ୍ରୀ କହୁଛନ୍ତି ମାନେ , ମୁଖ୍ୟମନ୍ତ୍ରୀ କହୁଛନ୍ତି। ମୁଖ୍ୟମନ୍ତ୍ରୀ କଥାକୁ ଜଣେ ଅଫିସର୍ ମାନୁ ନାହାଁନ୍ତି , ତାହେଲେ ତାଙ୍କ ପ୍ରତି କିଭଳି କାର୍ଯ୍ୟକାରୀ ହେଵା ଦରକାର୍ । ସୋମ୍ୟରଞ୍ଜନ ବାବୁ ଯାହା କହିଥିଲେ କହିଥିଲେ , ତାହା ଅକାଟ୍ୟ । ପୁଣି ସେଇ କଥା ଶୁଣି ବାକୁ ମିଳୁଛି। ଯଦି ମନ୍ତ୍ରୀଙ୍କ କଥା କୋୖଣସି କ୍ଷେତ୍ରରେ ରହିବ ନାହିଁ , ତାହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି MLA , MP ନିର୍ବାଚନ କାହିଁକି ହେବ। ବଡ଼ ମୁଣ୍ଡିଙ୍କ ଉପରେ କୋୖଣସି ଏକ୍ସନ ହେଵ ନାହିଁ, ସମ୍ବିଧାନର ନିୟମ ଅଛି।
Ias officer upare action niajau
ମିଲର୍ ମାନଂକ ଠାରୁ IAS ବାଳେ ପଇସା ପାଆନ୍ତି। ତେଣୁକରି ସେ ଅଫିସର୍ ଏମିତି କହୁଛନ୍ତି। ତାଂକ କଥା ଚାଷୀମାନଙ୍କୁ କହ, ସେମାନେ ଯାହା କହିବେ,ତାହାହେଲେ।
ମିଲରଙ୍କ ଅସାଧୁ କାର୍ଯ୍ୟ ପାଇଁ ସରକାର ନିଶ୍ଚୟ ଚାଷୀ ମାନଙ୍କ ପାଖରେ ନିନ୍ଦିତ ହେବେ
ଏଇଟା କଟଣୀ ଛଟଣୀ ନୁହେଁ, ଏଇଟା ବଟି ଆଦାୟ ନିରିହ ଚାଷୀ ଠାରୁ ।
ସେ IAS ବାବୁଙ୍କୁ ମନ୍ତ୍ରୀ ପାରୁ ନାହାନ୍ତି
Se,I.A.S.,ku,,,direct,suspend,korontu,late,korontu,nahin,take,,Action.
ଏ ମନ୍ତ୍ରୀ ହାୱା ମାରୁଛନ୍ତି
ଚାଷୀ ଧାନ ଦେଲେ ୨୪ଘଣ୍ଟ ରେ ପଡ଼ିବା କଥା କିନ୍ତୂ। ପଡୁନାହିଁ। କାହିଁକି। ୨୪ଦିନ ଲାଗୁଛି। ଧନ୍ୟବାଦ୍ ସରକାର
କଟନି ଛଟନି ହେଉଛି। ପୂର୍ବ ବର୍ଷମାନଙ୍କ ଅପେକ୍ଷା ଅଧିକ ହେଉଛି।
ଗତ ବର୍ଷ ବିଜେପି ନେତା ପ୍ରତାପ ସଢଙ୍ଗୀ ଯେମିତି ମଣ୍ଡିରେ ଚଢୋଉ କରୁଥିଲେ,ଏ ବର୍ଷ ନାହିଁ।
ଯୋଗାଣ ମନ୍ତ୍ରୀ କହୁଥିଲେ' ନା,କଟନି ଛଚନି ହେଉନି। ଏଫ ଏ କ୍ୱୁ ମାନ ଲାଗି ଯାହା ହେଉଛି,ସେଥିରେ ମିଲର ଓ ଚାଷୀ ସହମତ।"
ଆଜି ମନ୍ତ୍ରୀ କହୁଛନ୍ତି ' ଜଣେ ଆଇ ଇ ଏସ୍ ଅଫିସର କହୁଛନ୍ତି ସାର୍ ଆପଣ ଏଥିରେ ମୁଣ୍ଡ ଖେଳାନ୍ତୁନି ।'
ଜବାବରେ ମନ୍ତ୍ରୀ କହୁଛନ୍ତି ' ତେବେ ଆମ ପଲିସି !'
ବିଚକ୍ଷଣ ମନ୍ତ୍ରୀ ଆମର।
କାଲିକା କଥା ଆଜି ଓଲଟା।
ପୁଣି 'ଜଣେ ଆଇ ଇ ଏସ୍' ମୁଣ୍ଡ ରେ ଅଠା ବୋଳିଦେଲେ !
ବୁଝିହେଉନି ବିଜେପି ସରକାରରେ ମନ୍ତ୍ରୀଙ୍କର ଏ ବିବଶତା ତ ହେବାକଥା ନୁହେଁ।
ସାର୍ ଜାଣନ୍ତି,ଆଇ ଇ ଏସ୍ ଅଫିସର ନାଁ ରେ ଯେତେ ଯାହା କହିଲେ ଚଳିବ।
ସେମାନେ ଗଣମାଧ୍ଯମକୁ ଆସି ବୟାନବାଜି କରିପାରିବେନି।
କେବଳ ଚାକିରି ରୁ ଅବସର ପରେ ଯାହା ଚୁଗୁଲି କରିପାରିବେ ଓ ଲେଖିପାରିବେ।
Mayurbhanj re per quantal re 8 kg
Chandua lamp re b 8 kg cutting heuchhi
ମନ୍ତ୍ରୀ ନୁହେଁ, ସେ ଗୋଟେ ମାଇଚିଆ
This is the ground situation .
ଯାହା ଚାଷୀଙ୍କ ଲାଭ ଦେବ,ତାହା ହେଉ।
କଟଣି ଛଟନି ହେଉଛି illegal. ଯଦି FAQ ଧାନ ନୁହେଁ RETURN କରିଦିଅ। ଯଦି ଅଧିକାଂଶ ଲୋକ ଙ୍କର FAQ ଧାନ ହୋଇପାରୁନି ତାହେଲେ FAQ ମାନ FEASIBLE ହେଲା ଭଳି ସେଟ୍ କରନ୍ତୁ।
ଅସହାୟ ମନ୍ତ୍ରୀ, ଅସହାୟ ସରକାର କାରଣ ଠିକ୍ ସମୟରେ ଉପରୁ ନିର୍ଦ୍ଦେଶ ଆସିପାରୁ ନାହିଁ, ତେଣୁ କଣ କରିବେ ଚିନ୍ତା କରିପାରୁ ନାହାନ୍ତି।
ଏବେବି ଅଫିସରଙ୍କ ରାଜ ଚାଲିଛି ନଚେତ ଜଣେ IAS ଅଫିସର ପରାମର୍ଶ ଦେଉଛନିଂ ସରକାରଙ୍କୁ,
3:42
Sabu jaga re katni chhatni chalichhi..almost mandi close hei sari lani😅
Supply minister fearing IAS officers😅😅😅
Hann ..re Tamara ta cm pandian agare bhayare sasan ku teki deithila...laja laguni...ye sabu ias ra sahas kouthu asila..karana pandian thila bele emane neta mantri nku snmaan deba kemiti janinahanti
OK Right Katha Bhai
Mantri nkara millar sahita hata achhi
ଧାମନଗର ରେ ୭ kg per quintal
Thanks to minister for his true voice.
ନୟାଗଡ ଜିଲ୍ଲା ମଗରବନ୍ଧ ଗ୍ରାମ ପଂଚାୟତ ରେ 9kg କାଟୁଛନ୍ତି ଆଜ୍ଞା.
Dhan ଉଟିଲା ପରେ ବି 24 ଘଣ୍ଟା ପରେ ବି ପଇସା ଛାଡୁ ନାହାନ୍ତି ଏଇଟା ହିଁ dabal enngin sarkar dabal ଧୋକା
Taking salary by taxpayers money and harrassment of general public would lead India to disaster.
ମାଈଚିଆ ଯୋଗାଣ ମନ୍ତ୍ରୀ ଏହି ପଦବୀ ପାଇଁ ଅଯୋଗ୍ୟ ବକ୍ତବ୍ୟରେ ଜଣାପଡ଼ୁଛି ସେ ଅସହାୟ
ସେ ଯେକୌଣସି ଅଧିକାରୀ ମିଲର କିମ୍ବା ବ୍ଯକ୍ତି ହୁଅନ୍ତୁ ସରକାର ତାଙ୍କ
ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବା
ଉତିତ୍
ସେ IAS ଅଫିସର କିଏ
ଏହାର ଅର୍ଥ ଯୋଗାଣ ମନ୍ତ୍ରୀ ଅକ୍ଷମ। ବିଜେପି କହିଥିଲା ମନ୍ତ୍ରୀ ବଡ଼ ନା ଅଫିସର। ମନ୍ତ୍ରୀ ନିଜର ପାରିବା ପଣିଆ ଜଣାପଡ଼ୁଛି।
ଓଡିଶା ରେ ଗୋଟେ ସରକାର ଥିଲା ଭଳିଆ
ଲାଗୁନି. ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ସମସ୍ତ ମନ୍ତ୍ରୀ
ଦୀର୍ଘ ଦିନ ହେଲା ବିରୋଧୀ roll କରୁଥିଲେ
ହଠାତ ହିରୋ ରୋଲ୍ଲ କରିବାକୁ ବହୁତ ରିହର୍ସଲ କରିବା ଦରକାର.
ଆଳୁ ମନ୍ତ୍ରୀ ପାରୁନାହାନ୍ତି
8 ମାସର ସରକାର ରେ ବାବୁ ରାଜ ସମାପ୍ତ କରିପାରିଲାନି.... କି କଥା ଏ ଗୁଡାକ...
ମନ୍ତ୍ରୀ କ'ଣ ହେଲା ଜଣେ ନାଁ କ'ଣ କହିବେ
balo laguchi, ସବୁକୁ ମାଡ଼ ଦରକାର
Sar kar be hesaba paiba katha
Galua maha galua jogan mantri
If you know about the IAS officer and millers why not take action it is quiet ridiculous
I A S ଅଫିସର ମାନେ ୧ କି ଗ୍ରା ପାଉଛି ।
ମନ୍ତ୍ରୀହେବାର।ଜୋଗୈତା। ନାହିଁ
Tu Bala peon ku jogyta achhi tora
ବିଜେଡି ସରକାର ସମୟରେ କେମିତି ଚାଲି ଥିଲା। ଏବେ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରହିଛି।
BJP Bala sabu jagare feel aniya ku dush deba BJP Desh Gandhi Nehru daye BJP Bala galuaami Dala
ଏ ଅପାରଗ ବିଜେପି ସରକାର ନିଜ ଦୁର୍ବଳତା ଲୁଚାଇ ବାକୁ ଲୁଚାଇ ବାକୁ ଏ ମନ୍ତ୍ରୀ ମିଛ କହୁଛି ,ଏ ଅk କ୍ଷମ ସରକାର କଟନୀ ଛ ଟି ନି ରୋକି ପାରିଲାନି ତେଣୁ ମିଛ
Nayagarh re 10 kg
No 1 Mantri perfet kata kahuchanti
ବିଜେପି ସବୁବେଳେ ସବୁଜାଗାରେ ଗୋଟେ ଗୋଟେ କାହାଣୀ କହୁଛନ୍ତି ।
Only 3day mondi open then it closed last 7 days in my block chikiti
Mantri IAS officer nku daruchhanti ki nama kahibaku
Ganjam re 1q. re 4kg kotani houchi
Keonjhar sadar block re katni chatni chalu achi
ଯଦି ମନ୍ତ୍ରୀ ଇସ୍ତଫା ଦେବେ ତ କଣ କଂଗ୍ରେସ ଆଉ ବିଜେଡି ସରକାର କରି କି ପୁଣି ଲୁଟିବା । ଭଲ ଷ୍ଟେଟ ମେଣ୍ଟ
Ias officer upare turanta karyanustan niajau
Mayurbhanj re 8 kg cutting heuchhi
ତୁମ ସରକାର କିଛି କରି ପାରିବ ନାହିଁ. ଶୀଘ୍ର ଇସ୍ତଫା ଦେଇଦିଅ.
Prkrutasata purba sarakarra chamchagiri.arun babu sunithantu.
It is not the word of minister,it is the word of officer. It was continuing before. The officer thinks the Mohan govt is weak govt so the govt should sus pedal the officer
Ama Area ra Mandi re Quintal picha 5kg semane karuchnati
Farmers allready skaning note trance transfer in framers bank accounts mony
Kau se IS officer ?
ଭଦ୍ରକ ଜିଲା େର 10 କେଜି 100 ରୁ କାଟୁଛନ୍ତି
ତିହିଡି ରେ 1କ୍ୱାଲିଟି ପ୍ରତି 10kg କଟା ଯାଉଛି
Wete. Karibaku .Anirodh
Tame sarkar ku hogya nuha ki mantri ku hogya nuha
ଏ ସରକାର ମେଲୋଡ଼ି ସରକାର
Chasi ra bhala dhana anile bi Sabu ade 12 ru 14 kg katachalichi
Nayagarh majhianakhanda re 8 kg per 100 kg
Sabu rice ku chhattisgarh ,jharkhand , andra pradesh , west bengal miller k govt dyidyly a odisha ra miller au IAS bataku assiby
ମନ୍ତ୍ରୀ FAQ manara dhan chasi deiparibe nahin,tenu chasi dhan bikri kari paribe nahin,karana machine re dhan amala kale faq manara dhan asiba nahin. Quintal picha 3 ru chari k.g. agadi bahariba.seho dhanaku jadi labour lagai pachhuda jae labour kharcha 200 tanka padiba tebe jai faq manara dhan asiba.mantri mahasaya chasa karu nahanti tenu se janiparibe nahin.
Mantri.and.ias.millku.jai.joint.visitkari.kete.sarakarnka.tharu.kini.chanti.kete.millre.stockachi.ozan.kantara.rasidku.dekhi.melakarantu.sabu.janapadijiba
bhadrak dist basudebpur rea
100 kg rea 10 kg
Katni heaichi
ତୁମେ କଣ ସରକାର ଚାଲେଇବ ଯଦି ଜଣେ ଅଣଓଡିଆ ଆଇଏଏସ୍ କୁ ଡ଼ରୁଛ,ଓଡ଼ିଆ ଅସ୍ମିତା ଗଲା କେଉଁଠି କି?
ଆପଣ ଜାଣିନଥିଲେ କି ଆମେ ମିଛୁଆ l ମିଛ କହି ସରକାରକୁ ଆସିଥିଲୁ l
Kichhi kata habani
90
Ebe bi katuchanti
ତାହାହେଲେ ଆପଣ ହାରି ଗଲେ ମନ୍ତ୍ରୀ ମହୋଦୟ ଆପଣ ଇସ୍ତଫା ଦିଅନ୍ତୁ
Michhua alu mantri nka galua katha
ପରି କଥା ଟିକେ ପଚାର 😜
Ias cena guda officer
Chasi nku gandi maruchanti
Bakbas story kahuchi
Bahana Ye ki pagal mantri ta😂
sahu bhujaa pocket ku jauthilaa sethipaain badeii chatii hauchi bada pandit gyani loka ta... Lajyaa nahiii Amara para 7 kg katithila 2024 re