ନେହେରୁ ଓ ଆମ୍ବେଦକରଙ୍କ ପଡୁନଥିଲା ହେଲେ ଅପମାନ କରିନାହାନ୍ତି ! Amit Shah should apologies on Ambedkar.

แชร์
ฝัง
  • เผยแพร่เมื่อ 25 ม.ค. 2025

ความคิดเห็น • 56

  • @sritansws
    @sritansws หลายเดือนก่อน +4

    25 ବର୍ଷ ଶାସନ ନବୀନ କରିଲା କେବେ ହେଲେ ଦଳିତ ଆଦିବାସୀ ଙ୍କ ପାଇଁ କିଛି କରିନି କିନ୍ତୁ 6 ମାସ ର ସରକାର ଙ୍କୁ କହୁଛି ଦଳିତ ଆଦିବାସୀ ଙ୍କ ପାଇଁ କିଛି କରିନି ତୁ ପରମ ମାଗିଆ ଟା 😂

  • @najendraraita3310
    @najendraraita3310 25 วันที่ผ่านมา

    Absolutely correct sir❤❤❤

  • @balarammalik4197
    @balarammalik4197 หลายเดือนก่อน

    Great sir

  • @muktikantabehera3939
    @muktikantabehera3939 หลายเดือนก่อน

    Nice super

  • @sanjuktamohanty9668
    @sanjuktamohanty9668 26 วันที่ผ่านมา

    Your analysis is very correct 👌 👍

  • @maheswatalenka9023
    @maheswatalenka9023 หลายเดือนก่อน

    Right analysis .,

  • @rudraprasadbehera3153
    @rudraprasadbehera3153 หลายเดือนก่อน +3

    ଏକଦମ୍ ସଠିକ ବିଶ୍ଳେଷଣ କରିଛନ୍ତି । 👌 ବାସ୍ତବରେ କଂଗ୍ରେସ ନେତାଙ୍କର ଅପାରଗତା କାରଣରୁ ଆଜି ଏ ସାମ୍ପ୍ରଦାୟିକ ଦଙ୍ଗାକାରୀ ଦଳ ମୁଣ୍ଡ ଟେକି ଚାଲୁଛି ।

  • @bhajakanta6145
    @bhajakanta6145 หลายเดือนก่อน +1

    ଦେଶ ଆଗରେ ଆମ୍ବେଦକର ନେହରୁ ଉପାଖ୍ୟାନ ଠାରୁ ବଡ଼ ବଡ଼ ସମସ୍ୟା ଅଛି... ନୋଟବନ୍ଦୀ, GST ଲୋକଙ୍କୁ କାଙ୍ଗାଳ କରିଦେଲାଣି.. ବେକାରୀ ବଢ଼ି ଚାଲିଛି, ମୁଦ୍ରାସ୍ଫିତି ଓ ମହଙ୍ଗା ଲୋକଙ୍କ ଅଣ୍ଟା ଭାଙ୍ଗି ଶଯ୍ୟାଶାୟୀ କରିଦେବାରେ ଜଳ ଜଳ ଦେଖା ଯାଉଛି.. ମଧ୍ୟବିତ୍ତ ଗରିବ ହେବାକୁ ବସିଲେଣି.. ଶିକ୍ଷା ସ୍ୱାସ୍ଥ୍ୟ କଥା ନ କହିଲେ ଭଲ.. OIL ବଣ୍ଡର ଆଳରେ ଇନ୍ଧନ ₹100 ପ୍ଲସ.. ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଆଳୁ, ପିଆଜ ରସୁଣ ଭାଉ ଆକାଶ ଛୁଆଁ... ପରୀକ୍ଷାରେ ପ୍ରଶ୍ନପତ୍ର ଲିକ, ନିଟ ପରୀକ୍ଷାରେ କେଳେଙ୍କାରୀ, ମଣିପୁର ହିଂସା ଥମିବାର ନାହିଁ.. ଏହି ଭଳି ଅସଂଖ୍ୟ ସମସ୍ୟାରେ ଦେଶ ତଥା ନାଗରିକ ପେଷି ହେଉଥିବା ସ୍ଥଳେ ବେକାର ବେକାର କଥାରେ ସଂସଦ ତଥା ବିଧାନସଭା ରେ ତର୍କ କରି ସମୟ ଓ ଅର୍ଥ ବର୍ବାଦ କରାଯାଉଛି... ନିର୍ବାଚନ ସମୟରେ ଏମାନଙ୍କୁ ଭୋଟ ଦେବା ସମୟରେ ଜନତା ଲକ୍ଷେ ଥର ଭାବିବା ଜରୁରୀଯେ ସେମାନେ ନିଷ୍ଠାବାନ ଓ ଉତ୍ତମ ଚରିତ୍ର ସମ୍ପନ୍ନ ଲୋକଙ୍କୁ ଜିତାଉଛନ୍ତି ତ..

  • @anjaliswain2215
    @anjaliswain2215 หลายเดือนก่อน +10

    Right 👍 ଆପଣ ଠିକ୍ କହିଛନ୍ତି କାଂଗ୍ରେଶ ରେ ବାବା ସାହେବ୍ ଆମ୍ବେଦକର ଙ୍କୁ ବିରୋଧ କରୁଥିଲେ ବୋଲି କେମିତି ମାନିନବୁ l ଯଦି ବା ବିରୋଧ କରୁଥିଲେ ତ ଭାରତ ବର୍ଷର ପ୍ରଥମ ଆଇନ୍ ମନ୍ତ୍ରୀ ହେଲେ କେମିତି l ଜଉ ସମ୍ବିଧାନ ଆଇନ୍ ର ପ୍ରଣୟ ତା ରେ ନାରୀଙ୍କୁ ସମ୍ମାନ ଆଉ ସମାନ ଅଧିକାର ମିଳିଲା l ଯାହା ଫଳରେ ଇନ୍ଦିରା ଗାନ୍ଧୀ ଇଲେକ୍ସନ ଲଢ଼ିଲେ l ଏ କଥା କଣ ମିଛ କି l ସେ ଯାହା ବି ହଉ ବର୍ତ୍ତମାନ ରାହୁଲ୍ ଗାନ୍ଧୀ ଜିନ୍ଦାବାଦ 🎉 ଲୋକ ସଭାର ବାବା ସାହେବ୍ ଆମ୍ବେଦକର ଙ୍କୁ ଅପମାନ କରାଯାଉଛି ବୋଲି ଅଭିଯୋଗ କରିଥିଲେ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ସମ୍ବିଧାନ

  • @Mun2Divyakirti
    @Mun2Divyakirti หลายเดือนก่อน +3

    ଆମ୍ବେଦକର ଙ୍କୁ ଭାରତ ରତ୍ନ ଜେନ୍ ଦେଇଛନ୍ ହେଟା ହିଁ ଚୁତିୟା ଗିରି କାମ୍ କରିଛନ୍, କାରଣ୍ ଆମ୍ବେଦକର ଭାରତ ରତ୍ନ ରୁ ଭି ଉପରେ ଆନ୍, ସେଥିରେ ଲାଗି ତ ଗାନ୍ଧୀ କେ ସୁବାସ ଚନ୍ଦ୍ର ବୋଷ କେ ଭଗତ୍ ସିଂହ କେ ଭାରତ ରତ୍ନ ଦିଆ ନାଇଁ ହେଇ, ଇ ସଲା BJP ବିଜେପି ବାଲେ ଆମ୍ବେଦକର ଙ୍କୁ ଭାରତ ରତ୍ନ ଦେଇ କରି ତାଙ୍କର୍ କଦ୍ କେ କମଜୋର୍ କରିଛେ, ଚୁତିୟା ଗିରି କାମ୍ କରିଚେ ବିଜେପି BJP....

    • @nareshchandra4295
      @nareshchandra4295 หลายเดือนก่อน

      ତୁ ସଳା ପାଗଳ ତୁ

  • @NITYANANDAMALLICK_111.
    @NITYANANDAMALLICK_111. หลายเดือนก่อน +5

    You are right sir

  • @SamimKhan-vm3sg
    @SamimKhan-vm3sg หลายเดือนก่อน

    Absolute Right

  • @ammimummy4257
    @ammimummy4257 หลายเดือนก่อน +4

    Sir your analysis are correct

  • @DushasanMahanandia
    @DushasanMahanandia หลายเดือนก่อน +5

    Mohana phashiba tk ruha

  • @BhuleMahanand
    @BhuleMahanand หลายเดือนก่อน +2

    Right sir,

  • @sesadevbehera4576
    @sesadevbehera4576 หลายเดือนก่อน +2

    Right sir

  • @BasantaBehera-gl3li
    @BasantaBehera-gl3li หลายเดือนก่อน +5

    Absolutely right sir 👍👍👍💯

  • @sitaramkumarpradhan842
    @sitaramkumarpradhan842 หลายเดือนก่อน

    Mohon majhi murkha cm in odissa first time dekhilu 6 month hela only speech re neretive re chalichi kam 0000000000000000.

  • @dharanidharbehera3204
    @dharanidharbehera3204 หลายเดือนก่อน +2

    Excellent analysis

  • @Bibhutikumars
    @Bibhutikumars หลายเดือนก่อน

    sarapana sachotaloka jaybhim jaysambidhan

  • @BispreetBehera
    @BispreetBehera หลายเดือนก่อน +3

    Definitely sr..❤

  • @alokbhoi2106
    @alokbhoi2106 หลายเดือนก่อน +3

    Right

  • @rjsoy4432
    @rjsoy4432 หลายเดือนก่อน

    ପାଗଳ ସମତା 😂😂😂

    • @alexanderfleming7906
      @alexanderfleming7906 หลายเดือนก่อน

      Au tu helu moha pagolo 😂😂😂😂😂

    • @gurukrupa4151
      @gurukrupa4151 28 วันที่ผ่านมา

      ସମତା ପାଗଳ ନୁହେଁ , ତୁମ ଭଳି ସୁବିଧାବାଦୀ କେବଳ ଏହି କଥା ହିଁ କହିବେ

  • @SIMANCHALCHAUDHURI143
    @SIMANCHALCHAUDHURI143 หลายเดือนก่อน +2

    👍👍👍👍

  • @tushardash1507
    @tushardash1507 หลายเดือนก่อน

    baba saheb nku prime minister kariba pai Neheru dai akatha kahiba pai laja laguni. Prime minister kie kahaku kariba. Modi Advani nku kahiki Prime minister karei deleni.

  • @RakeshSamal-h7k
    @RakeshSamal-h7k หลายเดือนก่อน +2

    ତତେ ମାଗି ଆକୁ ମୁଖ୍ ମନ୍ତ୍ରୀ କରିବା କଥା

  • @pareshchandrarath255
    @pareshchandrarath255 หลายเดือนก่อน

    Khali chanda collection re BJP byasta electoral bond sahajyare

  • @harapriyamalik1491
    @harapriyamalik1491 หลายเดือนก่อน

    Sir aapana thik katha kahichnti.congress birodh karithila boli amit saha birodh kariba.bjp sambhidan birodhi

  • @MnKYI4
    @MnKYI4 หลายเดือนก่อน

    Sarala bali kn jaha debe padhibe naa kan.

  • @trinathparichha8536
    @trinathparichha8536 หลายเดือนก่อน

    Padunathila Mane apamana karuthile

  • @rahulsuna3069
    @rahulsuna3069 หลายเดือนก่อน

    Ita kana kahu6u re murkha pandita

  • @PrabirDas-u8p
    @PrabirDas-u8p หลายเดือนก่อน

    E ta mo banda sambadika,

  • @trinathparichha8536
    @trinathparichha8536 หลายเดือนก่อน

    Apna jane congress chatu heithibe Sethi pahi congress katha kauchanti

    • @SamuelRaja-s8p
      @SamuelRaja-s8p หลายเดือนก่อน

      Au tame bjp ra chatu thiba loka bodhe sata katha tamaku badhuchi

  • @SurajKumar-zy6kq
    @SurajKumar-zy6kq หลายเดือนก่อน

    👍👍👍👍

  • @NabinJagat-j7y
    @NabinJagat-j7y หลายเดือนก่อน

    Right sir

  • @soumyaranjanpatra9510
    @soumyaranjanpatra9510 หลายเดือนก่อน

    Right

  • @PITAMBARPATRA-bp4yy
    @PITAMBARPATRA-bp4yy หลายเดือนก่อน

    Right