ମୋ ଜୀବନର ସବୁଠୁ ସୁନ୍ଦର ଟ୍ରେନଯାତ୍ରା || THAILAND TRAIN JOURNEY EXPERIENCE

แชร์
ฝัง
  • เผยแพร่เมื่อ 7 ม.ค. 2025

ความคิดเห็น • 875

  • @MuTraveller
    @MuTraveller  ปีที่แล้ว +605

    ଶୀଘ୍ର ୫ ଲକ୍ଷ SUBSCRIBER ହବା ପାଇଁ ଭିଡ଼ିଓଟିକୁ SHARE କର .... ଧନ୍ୟବାଦ 🙏

    • @sridharaprusty4811
      @sridharaprusty4811 ปีที่แล้ว +14

      Sabu bele dakuchi bhai bhagwanku tamr 1 million hei jau boli share v maruchi

    • @papakipari2442
      @papakipari2442 ปีที่แล้ว +17

      Tome chinta karono bhai
      Seita amo kamo
      Keep it up 👍👍👍👍

    • @ABHISHEK_43
      @ABHISHEK_43 ปีที่แล้ว +6

      Very good morning nice bhai

    • @kunamamaBlog6438
      @kunamamaBlog6438 ปีที่แล้ว +5

      Bhai Tama number dela

    • @popugiri3734
      @popugiri3734 ปีที่แล้ว +5

      Good morning laba hasandha💖💖💖🙏🙏🙏

  • @anubhabriderofnagpuri301
    @anubhabriderofnagpuri301 ปีที่แล้ว +95

    ଆମ କୁ ଭବ ଭାଇ ବହୁତ ଭଲ ଭଲ ଯାଗା ଦେଖାଉଛନ୍ତି ତାଙ୍କ ପାଇଁ ଗୋଟେ like ହେବା ଦରକାର 🙏

  • @manojpradhan3184
    @manojpradhan3184 ปีที่แล้ว +38

    ଲବ ଭାଇ ପାଇଁ ଶୁଭ ସକାଳ ଲବ ଭାଇ ଙ୍କୁ ହିରୋ କହିଲେ ହିରୋ ହୋଇନାହାନ୍ତି ସାଙ୍ଗ ମାନେ ଭାଇ କେମିତି କଷ୍ଟ କରୁଛନ୍ତି ଭଗବାନ ଜାଣନ୍ତି ଭାଇ କୁ ୨ ଲକ୍ଷ୍ୟ ଉର୍ଦ୍ଧ ଲୋକ ଦେଖୁଛନ୍ତି ୧ ଲକ୍ଷ୍ୟ ଆମେ ୧୦୦‌ -୨୦୦ ଟଙ୍କା ଯାଏଁ ସାହାଯ୍ୟ କରାଗଲେ ଉପକୃତ ହୁଅନ୍ତନ୍ତା

  • @itssangramvlogs952
    @itssangramvlogs952 ปีที่แล้ว +81

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.❤

  • @odiamotivation22
    @odiamotivation22 ปีที่แล้ว +40

    ଲବ ଭାଇ ଆମର ଗର୍ବ ଓ ଗୌରବ..
    ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି କି ତୁମେ ସବୁ ବେଳେ ଖୁସିରେ ରୁହ

  • @neelxofficial8496
    @neelxofficial8496 ปีที่แล้ว +61

    ଲବ ଭାଇ ତମେ ଓଡିଶା ର Real Hero ☺️❤️❤️❤️❤️

  • @m3official745
    @m3official745 ปีที่แล้ว +13

    ଆପଣ ଏତେ କଷ୍ଟ କରିକି ପୁରା ଦୁନିଆ କୁ ଦେଖାଉଛନ୍ତି.. ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ ଭାଇ।।। ବହୁତ ଭଲ ଲାଗିଲା 👌👌✌

  • @MRJATINCREATION
    @MRJATINCREATION ปีที่แล้ว +214

    ପଶ୍ଚିମ ଓଡ଼ିଶା ର ପବିତ୍ର ଗଣପର୍ବ ନୂଆଖାଇ ଉପଲକ୍ଷେ ସମସ୍ତଙ୍କୁ ମୋ ତରଫ ରୁ ଅଭିନ୍ଦନ ଓ ଶୁଭେଚ୍ଛା ନୂଆଁଖାଇ ଜୁହାର 🙏

  • @anupamanayak8568
    @anupamanayak8568 ปีที่แล้ว +10

    ଅନେକ ଅନେକ ଶୁଭେଚ୍ଛା ଲବ ଵେଟା ।ତୋ ପାଇଁ ଆମେ ମାନେ ସୁନ୍ଦର ଦୁନିଆ କୁ ଉପଭୋଗ କରୁଅଛୁ ।ଭଗବାନ ତୋତେ କୋଟି ପରମାୟୁ ଦିଅନ୍ତୁ ।

  • @RamsinghHaiburu-c6u
    @RamsinghHaiburu-c6u ปีที่แล้ว +12

    ଲବ ଭାଇଙ୍କୁ କିଏ କିଏ ଭଲ ପାଉଛନ୍ତି ସବୁବେଳେ ହୃଦୟ ସହ ଭଲ ପାଉଥିବା

  • @subhrataranipradhan5369
    @subhrataranipradhan5369 ปีที่แล้ว +28

    କେତେ ସଫା ଆଉ ମନୋରମ ଟ୍ରେନ ..... ଆଉ nature ଏବଂ ସ୍ଥାନ କୁ ଦେଖି ଖୁସି ଲାଗିଲା।

    • @SSBOYVLOG-iy8hp
      @SSBOYVLOG-iy8hp ปีที่แล้ว

      Didi S S BOY VLOG ku tk dekha video bhal ଲାଗିଲେ subscribe ଗୋଟେ କରିଦିଅ

  • @pramodswain974
    @pramodswain974 ปีที่แล้ว +10

    ମୋର ଇଚ୍ଛା ତୁମ ଜୀବନର ଚଲାପଥ ବହୁତ ସୁନ୍ଦର ହେଉ ❤❤❤❤

  • @E.eswar..Dj.Com.143
    @E.eswar..Dj.Com.143 ปีที่แล้ว +37

    ଜୟ ଜଗନ୍ନାଥ ଲବ ଭାଇ ଭଗବାନ ଙ୍କ ପାକରେ ପ୍ରାଥାନା କରୁଛି ଭଲରେ ଥାଅ ❤❤ ଲବ ଭାଇ ଙ୍କ ପାଇଁ ଗୋଟେ like ହେଇଯାଉ ❤❤❤🎉😊😊😊😮

  • @ShaniSingh_01
    @ShaniSingh_01 ปีที่แล้ว +10

    ଜୀବନ କୁ ଉପଭୋଗ କର ଲବ ଭାଇ - Happy journey ❤❤❤

  • @DhaneswarMajhi-oi5ud
    @DhaneswarMajhi-oi5ud ปีที่แล้ว +17

    ଭାଇ ଆଜି ମୁଁ ତୁମ ଭିଡିଓ ପ୍ରଥମ ଦେଖିଲି ❤❤❤❤❤❤❤❤❤❤❤❤ ଲବ ଭାଇ ଙ୍କ ପାଇଁ ଗୋଟେ ଭଲ like❤❤❤❤

  • @RebatrajVlog
    @RebatrajVlog ปีที่แล้ว +23

    ଜୟ ଜଗନ୍ନାଥ ଲବଭାଇ...🙏🏻 କେମିତି ଅଛନ୍ତି?? ଆପଣଙ୍କ ଭିଡିଓ ଆମ ଓଡ଼ିଶା ବାସୀ ଙ୍କପାଇଁ ଖୁସି ଆଣିଦେଇଛି ❤❤ ଆମ ଓଡ଼ିଶା ବାସୀ ଙ୍କ ଭଲ ପାଇବା ଆପଣ ପାଇଁ ରହିଛି ରହିବ ସବୁବେଳେ...❤❤❤ ଜୟ ଜଗନ୍ନାଥ 🙏🏻

  • @FB-hj8vs
    @FB-hj8vs ปีที่แล้ว +10

    ଭାଇ ଆପଣ ଥରେ କେଦାର ନାଥ ମନ୍ଦିର ବୁଲିବାକୁ ଯାଆନ୍ତୁ please 😊

  • @harilaltec8680
    @harilaltec8680 ปีที่แล้ว +9

    ପଶ୍ଚିମ ଓଡ଼ିଶା ଗଣପ୍ରବ ନୂଆଁଖାଇ ଜୁହାର ସମସ୍ତଙ୍କୁ 🙏🙏

  • @rasmitasatyabhama2086
    @rasmitasatyabhama2086 ปีที่แล้ว +11

    ଶୁଭ ରେଳ ଯାତ୍ରା ଲବ ଭାଇ ଟିଟିଲାଗଡ଼ ର ନା ଧରିଲ ଶୁଣିକି ବହୁତ ଖୁସି ଲାଗିଲା ମୁଁ ଟିଟିଲାଗଡ଼ ର

    • @sushilchakisushil557
      @sushilchakisushil557 ปีที่แล้ว

      ❤❤

    • @SSBOYVLOG-iy8hp
      @SSBOYVLOG-iy8hp ปีที่แล้ว

      Didi S S BOY VLOG KU tk dekha jadi video bhal ଲାଗିଲେ ଗୋଟେ subscribe karidia plz 🙏🙏🙏

    • @KkcsLifeVlog
      @KkcsLifeVlog ปีที่แล้ว

      ମୁଇ ବି କଲାହାଣ୍ଡି ର ବହେନ୍

    • @KkcsLifeVlog
      @KkcsLifeVlog ปีที่แล้ว

      th-cam.com/video/3Z-sF1KC2vs/w-d-xo.htmlsi=DJlIe77UtOgemig6

    • @rasmitasatyabhama2086
      @rasmitasatyabhama2086 ปีที่แล้ว

      @@KkcsLifeVlog 👍🏻

  • @manoranjandakuamanoranjan215
    @manoranjandakuamanoranjan215 ปีที่แล้ว

    ବିଦେଶରେ ଏମିତି video କରିକି ଦେଖେଇବା ବହୁତ ସାହସିକତା ର କାମ👍
    ଓଡ଼ିଶା ରେ କେବଳ ଜଣେ ଭାଇ ଲଵଭାଇ କ ଜରିଆରେ ଆମେମାନେ ସମସ୍ତେ ବିଦେଶର କଥା ସବୁ ଦେଖି ପାରୁଛେ ଯାଣିଵି ପାରୁଛେ ସେଥିପାଇଁ ହୃଦୟରୁ ଆପଣଙ୍କୁ ଧନ୍ୟବାଦ ❤

  • @PradeepKumarNag-sz1cr
    @PradeepKumarNag-sz1cr ปีที่แล้ว +70

    Advance congratulations 🎉👏 for 5lakhs subscribers

  • @anupamadas6512
    @anupamadas6512 ปีที่แล้ว +1

    ଅନେକ ଅନେକ ଶୁଭେଚ୍ଛା ଲବ ବେଟା । ସୁଦର ଭିଡିଓ ପାଇଁ ଧନ୍ୟବାଦ । ଖୁବ୍ ଭଲ ଲାଗୁଛି ।

  • @judhisthiranaik2503
    @judhisthiranaik2503 ปีที่แล้ว +1

    ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା, ବହୁତ ସୁନ୍ଦର ସୁନ୍ଦର ସ୍ଥାନ ଦେଖାଉ ଥିବାରୁ ବହୁତ ବହୁତ ଧନ୍ୟବାଦ, ଜଗନ୍ନାଥ ଆପଣଙ୍କ ଯାତ୍ରା ମଙ୍ଗଳ କରନ୍ତୁ l

  • @santaandpooja123
    @santaandpooja123 ปีที่แล้ว +30

    Praise the lord brother ,God bless you

  • @ollywoodhitesh8025
    @ollywoodhitesh8025 ปีที่แล้ว +7

    ଲବ ଭାଇ ମୁ ବହୁତ ଖୁସି ଯେହେତୁ ତମେ ଟିଟିଲାଗଡ଼ ନା ଧରିଲ I am so happy ..... Jay jagannath 🙏

    • @KkcsLifeVlog
      @KkcsLifeVlog ปีที่แล้ว

      th-cam.com/video/3Z-sF1KC2vs/w-d-xo.htmlsi=DJlIe77UtOgemig6

  • @Oneacrefarming121
    @Oneacrefarming121 ปีที่แล้ว +15

    Advance congratulations 0.5 million subscriber Jagannath Prabhu tamar sapna puran karantu full support love form kalahandi❤❤❤

  • @DebrajMeher-su1hi
    @DebrajMeher-su1hi ปีที่แล้ว +14

    Nuakhai juhar laba Dada 🙏

  • @debashishparida7288
    @debashishparida7288 ปีที่แล้ว +4

    ଆଜି ସକାଳୁ ସକାଳୁ ଭିଡ଼ିଓ ଟି ଦେଖି ବହୁତ ଖୁସି ଲାଗିଲା 😊❤❤

  • @dineshbhoi6480
    @dineshbhoi6480 ปีที่แล้ว +7

    Happy journey laba bhai.. Take care.. god bless you.. excellent video.. jai hind jai bharat 🇮🇳🇮🇳.. like comment share 🙏🙏🙏

  • @Podcastwithme1234
    @Podcastwithme1234 ปีที่แล้ว +5

    Laba bhai tame ama pain ate parisrma karucha. Ame tomar pain 5 lakh subscriber karibata karibi. Jie jie sahamata acha like karo. 🙏🏽🙏🏽👍👍❤❤

  • @Localjatra
    @Localjatra 9 หลายเดือนก่อน +2

    ଭାଇ ତମ ଙ୍କୁ ମୋର ବହୁତ୍ ବହୁତ୍ ନମସ୍କାର
    ସବୁଆଡେ ଜାଉଚ ସବୁଜୀନିସ ଦେଖୋଉଚ
    ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏🙏🙏🙏♥️♥️♥️♥️

  • @comedyhouse2-rk
    @comedyhouse2-rk ปีที่แล้ว +2

    ଭାଇ ଜାହା ହେଉ ତୁମେ ବୁଲି ପାରୁଛ ଏଇଟା ବଡ଼ କଥ ଆମେ ତୋ କୁଅ ବେଙ୍ଗ god bless you

  • @nikhilesh754
    @nikhilesh754 ปีที่แล้ว +5

    ଜୟ ଜଗନ୍ନାଥ ଓଡ଼ିଶା ବାସି ଆମ ଲବ ଭାଇ ଙ୍କ ର 1m ଜଲ୍ଦୀ କମ୍ପ୍ଲିଟୀ କରିଦିଅ ନୂଆ ବର୍ଷ ର ଉପହାର ହେବ ଆମ ଓଡ଼ିଶା ତରଫରୁ ନୂଆ ଖାଇ ଜୁହାର ସଭିଙ୍କୁ ଜୟ ଜଗନ୍ନାଥ 🙏🏻

  • @Dillipkumar-v5v
    @Dillipkumar-v5v ปีที่แล้ว +10

    Hero ❤ odisha Laba bhai 🎉

  • @ranjitnayak4298
    @ranjitnayak4298 ปีที่แล้ว +1

    Really duare bahut Sundar jaga achi bahut lucky sia je pura dunia travel Kari paruchi bahut lucky brooo tame

  • @rajenbabu2832
    @rajenbabu2832 ปีที่แล้ว +2

    Bhai most laguchi jaga happy journey Jay jaganath bholo re tho good bless you

  • @hrudanandasankhua5824
    @hrudanandasankhua5824 ปีที่แล้ว +2

    ଲବ ଭାଇ ଭିଡ଼ିଓ ଦେଖି ବହୁତୁ ଖୁସି ଲାଗିଲା Love you Laba Bhai ❤❤️❤️❤️❤️❤️❤️ ଜୟ ଜଗନ୍ନାଥ 🙏Good bless you 👍

  • @shryanshbabu2518
    @shryanshbabu2518 ปีที่แล้ว +2

    ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ଅବସରରେ ଲବ ଭାଇକୁ ମୁଁ ଝାରସୁଗୁଡା ରୁ ଅନେକେ ଅନେକ ଅଭିନନ୍ଦନ.HAPPY JURNEY

    • @KkcsLifeVlog
      @KkcsLifeVlog ปีที่แล้ว

      th-cam.com/video/3Z-sF1KC2vs/w-d-xo.htmlsi=DJlIe77UtOgemig6

  • @Sangitatudu567
    @Sangitatudu567 ปีที่แล้ว +33

    Be happy 😊😊 we always with you ♥️ your all wishes will be come true ❤❤

  • @Mahendraguru113
    @Mahendraguru113 ปีที่แล้ว +2

    Mahendra Guru TH-cam channel super video

  • @rjranjitop610
    @rjranjitop610 ปีที่แล้ว +5

    Power of ଲବ ଭାଇ ❤

  • @satyabratapanda7894
    @satyabratapanda7894 ปีที่แล้ว +11

    Love from Jagatsinghpur ❤laba bhai ❤

  • @realityboyofficial2141
    @realityboyofficial2141 ปีที่แล้ว +18

    Love you laba dada 🎉❤🎉❤🎉❤

  • @damodarhansda9385
    @damodarhansda9385 ปีที่แล้ว +7

    Happy journey to Thailand 🎉 Jay jagannath ❤

  • @RajaKumar-t5r1t
    @RajaKumar-t5r1t ปีที่แล้ว +10

    Proud of you bhai❤❤❤❤

  • @sksidharthofficial3263
    @sksidharthofficial3263 ปีที่แล้ว +10

    ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚

    • @SSBOYVLOG-iy8hp
      @SSBOYVLOG-iy8hp ปีที่แล้ว

      Bhai S S BOY VLOG Tk bhuli asa video bhal ଲାଗିଲେ subscribe ଗୋଟେ କରିଦିଅ 🙏🙏🙏🙏

  • @dasarathimohapatra618
    @dasarathimohapatra618 ปีที่แล้ว

    ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, ଜଗନ୍ନାଥଙ୍କ କୃପାରୁ ଯାତ୍ରା ମଂଗଳ ମୟ ହେଉ,

  • @prabhatdas5433
    @prabhatdas5433 ปีที่แล้ว +10

    Bhai travel kara journey to Thailand god bless you

  • @samsunmurmu9668
    @samsunmurmu9668 ปีที่แล้ว +13

    Very nice video laba babu 🎉🎉🎉🎉🎉🎉🎉

  • @baipaihostar2871
    @baipaihostar2871 ปีที่แล้ว +1

    Odisha ର culture represent କରୁନାହାନ୍ତି କଣ ପାଇଁ ? That is johar, namaskar, Jay jagannath and Jai odisha etc.......

  • @cyclepee9682
    @cyclepee9682 ปีที่แล้ว +11

    Laba.da is Amazing... Near 500k..🔥🔥🔥

  • @mamatasoren8469
    @mamatasoren8469 ปีที่แล้ว +5

    Happy Thailand train journey and good language God bless you❤❤

  • @avilashmohanty9071
    @avilashmohanty9071 ปีที่แล้ว +1

    Super bhai....
    Bahut bhala lagila...
    New new jaga dekhiba miliba puni ethara...
    So excited bhai...
    🙏Jay Jagannath🙏

  • @reenirini5685
    @reenirini5685 ปีที่แล้ว +24

    Happy journey bro take care, God bless you bro love from malkangiri 👍👍👍👍🙏🙏👏

  • @Sejal_5s
    @Sejal_5s ปีที่แล้ว +11

    Proud of you bro..🎉

  • @ashoksoren9632
    @ashoksoren9632 ปีที่แล้ว +10

    Johar ge labo da 🎉🎉🎉

  • @bajainaik7430
    @bajainaik7430 ปีที่แล้ว +6

    Beautiful place Thailand.

  • @jasenmarndi4723
    @jasenmarndi4723 ปีที่แล้ว +15

    Beautiful place 😊

  • @bharatranjanrout3951
    @bharatranjanrout3951 ปีที่แล้ว +8

    God bless you laba❤

  • @MRJATINCREATION
    @MRJATINCREATION ปีที่แล้ว +5

    Love from Titilagadia PILA 💕🥀💞
    I love titilagad ❤

  • @debabrataverma8822
    @debabrataverma8822 ปีที่แล้ว +1

    BEST OF LUCK LABAJI .GOD BLESS YOU.

  • @Luckykalo
    @Luckykalo ปีที่แล้ว +1

    ଧନ୍ୟବାଦ୍ ଭାଇ ଏତେ detail ରେ ସବୁ ଦେଖାଉଥିବାରୂ 😍

  • @mr_xromio147
    @mr_xromio147 ปีที่แล้ว +7

    ❤ u Laba Bhai
    Always Support ❤❤

  • @sidhuraika2946
    @sidhuraika2946 ปีที่แล้ว +7

    Such a wonderful tarin journey.. Bhai amazing ❤❤❤ and background music are also peaceful and amazing...

  • @pskentertainment1564
    @pskentertainment1564 ปีที่แล้ว

    Bhala lagila bhai..... Thank you so much bhai... ❤️❤️Love you y

  • @Tikilifestyle
    @Tikilifestyle ปีที่แล้ว +4

    କିଏ କିଏ କେଉଁଝର ରୁ ଲବ ଭାଇ ଙ୍କ ଭିଡ଼ିଓ ପ୍ରତ୍ୟେକ ଦିନ ଦେଖୁଛନ୍ତି ପ୍ଲିଜ଼ ❤️❤️ସେ ଗୋଟେ ଗୋଟେ like କରିଦିଅନ୍ତୁ ଆଉ ଏଇ ସାନ ଭଉଣୀ କୁ ଟିକେ ସାହାଯ୍ୟ କରନ୍ତୁ 🙏🙏🙏🙏🙏

    • @Tikilifestyle
      @Tikilifestyle ปีที่แล้ว

      Bhai cute cat ❤️❤️

    • @Tikilifestyle
      @Tikilifestyle ปีที่แล้ว

      Morning view most ❤️❤️

  • @priyameher2320
    @priyameher2320 ปีที่แล้ว +3

    Waoooo bhai enjoy
    Nuakhai juhar

  • @dasumakanta9235
    @dasumakanta9235 ปีที่แล้ว +4

    ଭାଇ ତମେ ଆଜି ପୁରା ହେରୋ ଦେଖାଯାଉଛି.....👌😍🥰🙂

  • @linamajhi2814
    @linamajhi2814 ปีที่แล้ว +13

    So beautiful brother 🥰🥰🥰👍👍🙏🙏🙏

  • @jotin_kumar
    @jotin_kumar ปีที่แล้ว +13

    LAND OF WHITE ELEPHANTS 🐘 BHAI ELEPHANT AREA KU JAA TK ଦେଖାଅ 🙏🏻🌟

  • @kailashpati9864
    @kailashpati9864 ปีที่แล้ว +1

    East or West laba hansdah vlog is best 👌

  • @PradoshBeheraBehera-yr4ft
    @PradoshBeheraBehera-yr4ft ปีที่แล้ว +3

    Jay Jagannath laba bhai.aji sathhi osa.bhala tarakari khaiba

  • @Artofsanatan116
    @Artofsanatan116 ปีที่แล้ว +10

    Love from odisha ❤

  • @LilimaniMarndi-
    @LilimaniMarndi- ปีที่แล้ว +9

    So beautiful video Laba babu❤❤❤

  • @sabitasahu1717
    @sabitasahu1717 ปีที่แล้ว +2

    Good mng Sana bhai❤❤❤❤❤❤❤ tuma jatra safala heu Jay Jagannath🙏🙏🙏🙏🙏

  • @padmalavahajari7678
    @padmalavahajari7678 ปีที่แล้ว +8

    Jay Jagnnath Bhai ❤❤❤❤❤

  • @JyotsnaSahoo-w4k
    @JyotsnaSahoo-w4k ปีที่แล้ว

    Tq laba bhai apnk jogu ame bahut sundar jaga dekhi paruchu taha puni India baharara many many thanks again apnk vidio tike deri heigale lage lababhink deha vala achit jaha hau vai bahare ekuti rahucha nija dehara jatna NABA tapare blog

  • @upendraawpl5916
    @upendraawpl5916 ปีที่แล้ว +2

    ଲବ ଭାଇ ପାଇଁ Dilse ଗୋଟେ like କରନ୍ତୁ 👌👌👌👌👌👌👌👏👏👏📢📢📢📢

  • @PurnabasiRaita
    @PurnabasiRaita ปีที่แล้ว +2

    ବହୁତ୍ ଭଲ ଲାଗିଲା ଭାଇ 👌👌

  • @akashoperating3988
    @akashoperating3988 ปีที่แล้ว +2

    Ama ghare mo papa mama sbu aneiki basuchanti tama video dekhibaa pain...😄😄.....
    Bht pasand karuchanti...Tama ku....😊

  • @kumarsantosh193
    @kumarsantosh193 ปีที่แล้ว +3

    I very big proud of filling brother and so proud of filling in my state of the odisha ✨️✨️✨️✨️👍

  • @skgauri7392
    @skgauri7392 ปีที่แล้ว +6

    Happy journey brother ❤❤❤❤🎉🎉🎉

  • @pintuvillagetour
    @pintuvillagetour ปีที่แล้ว +8

    ଲବ ଭାଇ ଓଡ଼ିଶାର ଗର୍ବ ଆଉ ଗୌରବ ❤❤ ଭଗବାନ ଭଲରେ ରଖନ୍ତୁ 👍👍

  • @pramodswain974
    @pramodswain974 ปีที่แล้ว +3

    ପ୍ରତ୍ୟେକଟି ସକାଳ ତମ ଜୀବନ ରେ ସରସ ସୁନ୍ଦର ଭାବରେ କଟୁ❤❤❤❤

  • @jashepmallick
    @jashepmallick ปีที่แล้ว +1

    Bhai Tama videos bahut interest laguchi

  • @soomu7162
    @soomu7162 ปีที่แล้ว +5

    Love from sundargarh.. Odisha ❤

  • @pravashchandrapradhan5556
    @pravashchandrapradhan5556 ปีที่แล้ว

    ବଢିଆ ସୁନ୍ଦର ଭିଡିଓ train journey ଆପଣଙ୍କୁ ବହୁତ ଧନ୍ୟବାଦ

  • @rajasheerising9141
    @rajasheerising9141 ปีที่แล้ว +2

    Bahut sunder TREN Bhai💖💖💖

  • @kajalsahoo4034
    @kajalsahoo4034 ปีที่แล้ว

    Laba bhai ate sundar vdo ku edit kariki beautifully describe karucha... ❤❤🎉🎉

  • @sureshmajhi4280
    @sureshmajhi4280 ปีที่แล้ว

    ଭାଇ ଥାଇଲାଣ୍ଡ ଟ୍ରେନ୍ 🚆 ଯାତ୍ରା ବହୁତ ଭଲ ଲାଗିଲା,,

  • @user-ce9rn6Nandan
    @user-ce9rn6Nandan ปีที่แล้ว

    🙏🇮🇳💝👌🥇ଜୟ ଜଗନ୍ନାଥ ଲବ ଭାଇ ଭଲଲାଗିଲା ଭିଡ଼ିଓ ସୁପର 👌👌👌👌🥇🥇🥇🎗️👍👏📽️

  • @srani-o5p
    @srani-o5p ปีที่แล้ว +1

    Good bless you laba bhai my supar hero❤❤❤❤au odisha pai b supar hero

  • @ramachcndrabariha9079l
    @ramachcndrabariha9079l ปีที่แล้ว +3

    My first comment bro❤❤❤❤❤ ଯିଏ ଯିଏ ଲବ ଭାଇଙ୍କୁ ଭଲପାଅ ସେମାନେ ଲାକ୍ କର ଦିଲ୍ ସେ ❤❤❤❤

  • @brahmanchhaivillagefastiva1093
    @brahmanchhaivillagefastiva1093 ปีที่แล้ว +1

    ଲବ ଭାଇ
    ଭାଇମାନଙ୍କ ଦୁଃଖ ଟିକେ ଶୁଣ ❤
    ଭାଇମାନେ ଏକୁଟିଆ ଅଛନ୍ତି 😂 ସୁନ୍ଦରିଆ ଝିଅ ଥାଇଲାଣ୍ଡରେ ଅଛନ୍ତି କିଛିଟାକୁ ବ୍ୟାଗରେ ପୁରେଇ ଆଣ ❤ ଆମ ପାଇଁ ଏତିକି ଅନୁରୋଧ ❤

  • @puspanjalibehera3651
    @puspanjalibehera3651 ปีที่แล้ว +1

    Jay 🙏jagannatha ⭕❗⭕ 🙏🙏🙏🙏🚩🚩🚩🚩❤❤❤❤ laba bhai video bhala heichi 👌👌

  • @DhunaMalik-qn2kq
    @DhunaMalik-qn2kq ปีที่แล้ว +1

    ବହୁତ ବହୁତ ଧନ୍ୟବାଦ ଭାଇ

  • @manojpradhan3184
    @manojpradhan3184 ปีที่แล้ว +3

    ଜୟ ଜଗନ୍ନାଥ TH-camr ସାଙ୍ଗ ମାନେ ଆମ ଓଡ଼ିଶା ର ପୁଅ ଲବ ଭାଇ ସାରା ପୃଥିବୀରେ ଜୟ ଜଗନ୍ନାଥ ସିକ‌ଉଛି‌ ଆମ ଗରିବ ଙ୍କୁ ସାଙ୍ଗ ହୋଉଛି କିଏ ଜଣେ ଉପହାର ଧୋଉନି‌ ଆପଣ ମାନେ ଦେଖିଥିବେ ଯିଏ ଭାଷା ଖରାପ କରୁଥିବା TH-camr କୁ ଘର ଖୋଜି ଉପହାର ଦେଉଥିଲେ ଲବ‌ ଭାଇ ଜୀବନ ଦେଇ ଦେଖ‌ଉଛନ୍ତି‌ ତାଙ୍କ ପାଇଁ କିଛି ନାହିଁ 8:35

  • @dinabandhugagarai8648
    @dinabandhugagarai8648 ปีที่แล้ว

    Thank u bahi Naya Naya deso jaga vedeo dekne keliye intizar he Danya baad

  • @manoranjannath5724
    @manoranjannath5724 ปีที่แล้ว +1

    5 lakh hone wala hai advance congratulations 🎊 👏 💐 🥳 Jay Jagannath 🙏 💖 ❤️

  • @SushantaBehera-et6oh
    @SushantaBehera-et6oh ปีที่แล้ว +3

    ❤❤❤ enjoying laba bhaiii