ଏମିତି ହବ ବୋଲି ଭାବିନଥିଲି / I WAS TRAPPED IN A ISLAND

แชร์
ฝัง
  • เผยแพร่เมื่อ 19 ก.ย. 2024
  • ପ୍ରିୟ TH-cam ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ,
    ମୋତେ ସାହାଯ୍ୟ କରିବାପାଇଁ
    PhonePe - 8144660726
    UPI ID - 8144660726@ybl
    ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1

ความคิดเห็น • 1.6K

  • @MuTraveller
    @MuTraveller  ปีที่แล้ว +1658

    ଭାଇମାନେ କାଲି ତମ ଲବ ଭାଇ ବାଟବଣା ହେଇଯାଇଥିଲା ......

    • @bisujena9224
      @bisujena9224 ปีที่แล้ว +70

      ଭାଇ ଭଗବାନ ଙ୍କ ଆଶିର୍ବାଦ ରୁ ତୁମ ର ସବୁ କାର୍ଯ୍ୟ ଭଲରେ ଭଲରେ ହେଇଯାଉ ❤❤❤

    • @BIBHU_VLOGS_7735
      @BIBHU_VLOGS_7735 ปีที่แล้ว +36

      Tumor pai kichi nuho bro sobu thik heijibo bhai ❤❤

    • @mkaditya7624
      @mkaditya7624 ปีที่แล้ว +32

      ଭାଇ ମତେ ଭହୁତ ଦୁଃଖ ଲାଗୁଚି

    • @prasantaSethi-wy6ix
      @prasantaSethi-wy6ix ปีที่แล้ว +22

      Nice work bhai

    • @akashkumarsahoo6931
      @akashkumarsahoo6931 ปีที่แล้ว +12

      Don't worry bhai ama mana nka vala paiba 💞' bhagwan nka ashribada achhi 🙏♥️sabu problem shutout. Heijib❤jay Jagannath 🙏♥️

  • @PRAMILARANA-kd4sr
    @PRAMILARANA-kd4sr ปีที่แล้ว +18

    ଭାଇ, ଜିବନରେ କିଛି ଭୁଲ୍ ହେଲେ ଯାଇ କିଛି ନୂଆ ସିଖିବାକୁ ମିଳେ। କିଛି ପାଇବାକୁ ହେଲେ କିଛି ହରେଇବା କୁ ପଡେ। କିନ୍ତୁ ତୁମ ସାହସ ଆଉ ଧୋଯ୍ୟ କୁ ମାନିବାକୁ ପଡିବ। ଭଗବାନ ତୁମକୁ ସବୁେବେଳ ସାଥ ଦିଅନ୍ତୁ ଆଉ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ ଜୟ ମା ତାରିଣୀ 🙏🙏

  • @Krishnamusic112
    @Krishnamusic112 ปีที่แล้ว +755

    କେଉଁ ମାନେ ଚାହୁଁଚ 2024 ଲବ ଭାଇ ଙ୍କର 1 million Subscribers ହେଇଯାଉ ❤❤❤

    • @sanjaykumarsanjay1842
      @sanjaykumarsanjay1842 ปีที่แล้ว +1

      My bi chahuchi ete kasta kariki video karuchi mane one million heba daraka rt

    • @Narendrakaruanvlogs
      @Narendrakaruanvlogs ปีที่แล้ว +6

      ମୁଁ ଚାହୁଚି ୨୦୨୪ ପୂର୍ବରୁ ଲବ ଭାଇ ଙ୍କ 1M ହେଇ ଯାଉ ବୋଲି

    • @sujitnaik275
      @sujitnaik275 ปีที่แล้ว +2

      Right 👍

    • @thakuramurmu4266
      @thakuramurmu4266 ปีที่แล้ว +2

      Right

    • @mantuputel4959
      @mantuputel4959 ปีที่แล้ว +1

      Subscribe Kara dada mane 🙏

  • @mahadevt__143
    @mahadevt__143 ปีที่แล้ว +45

    ମୋତେ ଲୋବ ଭାଇଙ୍କ ପରି Simple style ରେ ରହିବାକୁ ବହୁତ ଭଲ ଲାଗେ ଆଉ ଲୋବ ଭାଇଙ୍କ କଥାବାର୍ତ୍ତା ମୋତେ ବହୁତ ଭଲ ଲାଗେ 🥰🥰

  • @truefact2639
    @truefact2639 ปีที่แล้ว +72

    ଭାଇ ତୁମର କିଛି ବି ଅସୁବିଧା ହବନାହିଁ କାରଣ ଭଗବାନକଂ ଆଶିର୍ବାଦ ସହିତ ସମସ୍ତଂକର ଆଶିର୍ବାଦ ତୁମ ଉପରେ ଅଛି...🙏ଧନ୍ୟତୁମେ ଓ ଧନ୍ୟତୁମର ପ୍ରୟାସ...ଭଗବାନ ତୁମର ଓ ତୁମ ପରିବାର ବର୍ଗକୁଂ ମଗଂଳ କରନ୍ତୁ🙏🙏🙏

  • @debashishparida7288
    @debashishparida7288 ปีที่แล้ว +380

    ଭାଇ ଭଗବାନ ଯାହା କରିଛନ୍ତ କିଛି ତ ଗୋଟେ ମଙ୍ଗଳ ପାଇଁ କରିଥିବେ ।ତୁମେ ସବୁବେଳେ ଭଲରେ ରୁହ ଭାଇ ❤

  • @Bhanjvloggersaraswati
    @Bhanjvloggersaraswati ปีที่แล้ว +16

    ନୂଆ ଜାଗା, ନୂଆ ମନ, ନୂଆ ଚିନ୍ତାଧାରା, ନୂଆ culture , wao ଶିଘ୍ର ଶୀଘ୍ର ଭିଡିଓ ଦିଅ, discovery channel କୁ ପଛରେ ପକାଇ ଦେଲ , ଲବ ଭାଇ ।
    ଲବ ଭାଇଙ୍କୁ ସପୋର୍ଟ କରନ୍ତୁ

  • @itssangramvlogs952
    @itssangramvlogs952 ปีที่แล้ว +165

    ଲବ ଭାଇଙ୍କୁ ଭଲ ପାଉଥିବା ଭାଇ ଓ ଭଉଣୀ ମାନେ କେବଳ Like 👍🏻 କରିବେ.

  • @ganeshtudu3660
    @ganeshtudu3660 ปีที่แล้ว +9

    ଜୀବନ ରେ ସବୁବେଳେ ସୁଖ ନ ଥାଏ ବେଳେ ବେଳେ ଦୁଃଖ ବି ଥାଏ ଲବ ଭାଇ 👍👍👌❤️❤️❤️love you ଭାଇ

  • @itssangramvlogs952
    @itssangramvlogs952 ปีที่แล้ว +152

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.

  • @santoshkumarofficial1086
    @santoshkumarofficial1086 ปีที่แล้ว +7

    ଭାଇ ଭଗବାନ ଅଛନ୍ତି ତୋମର କିଛି ବି ଅସୁବିଧା ହେବ ନାହିଁ ସବୁ ଠିକ୍ ହେଇଯିବ। ମାଡ଼ି ଚାଲ 👍

  • @bisujena9224
    @bisujena9224 ปีที่แล้ว +47

    ଭାଇ ଭଗବାନ ଙ୍କ ନିକଟରେ ମୋର ପ୍ରାର୍ଥନା ତୁମେ ସବୁ କାର୍ଯ୍ୟ ରେ ସଫଳତା ହାସଲ କର ❤❤❤

  • @asish7034
    @asish7034 ปีที่แล้ว +3

    ଭାଈ ହେଇ ପରେ ଯେ ଏ video ଟା ସେତେ ଭଲ ଲାଗୁ ନଥିବା କାହାକୁ କିନ୍ତୁ beach ପାଖରେ ଜଉ କଥା ଗୁଡାକ କହିଲା ନା ଗୋଟେ ବଡ ଲାଇଫ lesson👍❤

  • @ODISHA_KUHE
    @ODISHA_KUHE ปีที่แล้ว +48

    ଭାଇ ଯାହା ବି ହୁଏ ପ୍ରାଣୀର ମଙ୍ଗଳ ପାଇଁ ହୁଏ ।
    life re ଏମିତି ବାଧା ବିଘ୍ନ ଆସିବ। ଯାହା ହେଉ ତମେ ଭଲସେ ସେଠୁ ଫେରିଲ,ଆମର ପ୍ରଭୁ ଜଗନ୍ନାଥ ଅଛନ୍ତି।
    ଜୟ ଜଗନ୍ନାଥ ଭାଇ❤❤❤

  • @kumarjit779
    @kumarjit779 ปีที่แล้ว +29

    ଭାଇ ତୋମ ଭ୍ଲଗ୍ ଦେଖିବାକୁ ବହୁତ ଭଲ ଲାଗେ ଖାସ୍ କରି ତୋମ କହିବା ଶହଳି ବହୁତ ମଯାଳୀଆ ହଇଥାଏ ।
    ଭଗବାନ ତମକୁ ସବୁବେଳେ ଖୁସି ରେ ରଖନ୍ତୁ ଓ ଭଲରେ ରଖନ୍ତୁ 😊
    ଜୟ ଜଗନ୍ନାଥ 🙏🏻❤

  • @satyassahoo8352
    @satyassahoo8352 ปีที่แล้ว +254

    ପ୍ରଭୁ ଜଗନ୍ନାଥ ତୁମକୁ ଭଲ ରେ ରଖନ୍ତୁ 🥺🥺
    ଜୟ ଜଗନ୍ନାଥ ଲବ ଭାଇ☺️☺️
    Love from ଆଠଗଡ

  • @samuelmunda4869
    @samuelmunda4869 ปีที่แล้ว +7

    ହେ ପ୍ରଭୁ ଲବ ଭାଇ ତୁମକୁ ଭଗବାନ ତୁମ ଜାତ୍ରା ମଙ୍ଗଳ କରନ୍ତହୁ ❤❤

  • @sudhakarsjgamer257
    @sudhakarsjgamer257 ปีที่แล้ว +6

    ଏବେ କେମିତି ଅଛ ମୋ ଭାଇ କୁହ ,,,,, ଆମେ ସିନା ଘରେ ବସି Video ଦେଖୁଚୁ ଆମକୁ କିଛି ଜଣା ପଡୁନି ହେଲେ ତୁମେ ଯୋଉ କଷ୍ଟ କରି ଏତେ ସାରା place ବୁଲି ଆମକୁ ଦେଖାଉଛ ବହୁତ୍ କଷ୍ଟ କରୁଚ ଭାଇ so ତମ ପାଇଁ God ଙ୍କ ପାଖରେ Pray 🙏 କରୁଚି ଭଲ ରେ ରୁହ Tq Tq Tq Tq so much..........Laba Bhai ❤❤❤❤ Dil se Love you Namaste

  • @ManojR9
    @ManojR9 ปีที่แล้ว +46

    ଜୟ ଜଗନ୍ନାଥ 🙏🏻 ଲବ ଭାଇ ତୁମକୁ ଭଗବାନ ତୁମର ଯାତ୍ରା ସମୟରେ ଜଗନ୍ନାଥ ସାହାଯ୍ୟ କରିବେ🙏🥰🥰🙏

  • @itssangramvlogs952
    @itssangramvlogs952 ปีที่แล้ว +26

    ମୟୁରଭଞ୍ଜ ରୁ କିଏ କିଏ ଅଛ Comments କର. ❤️

  • @user-en2kz7ym8f
    @user-en2kz7ym8f ปีที่แล้ว +27

    ଭାଇ ତମର କିଛି ହବନି କାରଣ ଜଗନ୍ନାଥ ତମ ସହ ଅଛନ୍ତି ଜୟ ଶ୍ରୀ ରାମ

  • @ranjanswain99
    @ranjanswain99 ปีที่แล้ว +18

    ନଡ଼ିଆ seen ବହୁତ୍ ସୁନ୍ଦର 😊 15:23

  • @mr.rakesh....3413
    @mr.rakesh....3413 ปีที่แล้ว +16

    ଭାଇ ତୁମେ ସବୁବେଳେ ମନେ ରଖିବ ଭଗବାନ କାହାକୁ କେବେ ଓପାଶ ରଖନ୍ତିନି love from bhadrak ♥️

  • @ranjitcreations6163
    @ranjitcreations6163 ปีที่แล้ว +71

    ଭଗବାନ ଙ୍କୁ ଏତିକି ପ୍ରାଥନା କରୁଛି ତମେ ସବୁବେଳେ ଭଲରେ ରୁହ ଭାଇ, 💐💐🎉🎉ଜୟ ଜଗନ୍ନାଥ 🙏

  • @durgaprasadhota
    @durgaprasadhota ปีที่แล้ว +12

    ଭାଇ ତମ ର କିଛି ହବନି।।
    ପ୍ରଭୂ ଜଗନ୍ନାଥ ତମ ସହିତ ଅଛନ୍ତି।। ଆଉ ଆମେ ମାନେ ବୀ ଅଛୁ।।
    Jay Jagannath 🙏

  • @itskapilvlogs
    @itskapilvlogs ปีที่แล้ว +49

    ତମେ ଭାଙ୍ଗି ପୋଡିଲେ ହେବ କି ଭାଇ.. B strong broo 💪💪💪❤❤❤

  • @klbrofunnyboy766
    @klbrofunnyboy766 ปีที่แล้ว +23

    ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ ଭାଇ ଭଗବାନ ଆପଣଙ୍କ ସହ ଅଛନ୍ତି... ♥️💪

  • @prangya411
    @prangya411 ปีที่แล้ว +51

    ଯାହା ହଉଛି ଭଲ ହଉଛି ଓ ଯାହା ହବ ଭଲ ହବ, so don't worry bro❤ God ସବୁବେଳେ ଭଲ ଲୋକ ଙ୍କୁ ଟିକେ ଏମିତି ହଇରାଣ କରିଥାନ୍ତେ...

  • @rabimobileyt2023
    @rabimobileyt2023 ปีที่แล้ว +25

    ଲବ ଭାଇ ଆମ ଓଡ଼ିଶା ର ହିରୋ ❤️❤️❤️ ଲବ ଭାଇ ପାଇଁ ଗୋଟେ like ହେଇଯାଉ 👍

  • @jotin_kumar
    @jotin_kumar ปีที่แล้ว +11

    ଭଗବାନ ଙ୍କ ନା ନେଲ 🙏 ସ୍ୱୟଂ ଭଗବାନ ଏକ ନଡ଼ିଆ ଦେଲେ ଆପଣଙ୍କୁ 🥰 GOD BLESS U ଭାଇ ଭଗବାନ ତୁମ ସହ ଅଛନ୍ତି 🙏

  • @mrbablu5746
    @mrbablu5746 ปีที่แล้ว +11

    ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସମସ୍ତ ବିପଦରୁ ରକ୍ଷ୍ୟା କରିବେ 🙏🙏🙏

  • @BadalKhoraOfficial164
    @BadalKhoraOfficial164 ปีที่แล้ว +14

    ଭାଇ ତମେ ଆମ ପାଇଁ ବହୁତ କଷ୍ଟ ପଡୁଛ Thank you So much 🙏❤️ God bless you

  • @trilochananayak2590
    @trilochananayak2590 ปีที่แล้ว +9

    🙏ଜୟ ଜଗନ୍ନାଥ 🙏
    ଭାଇ ଜୀବନରେ ଏମିତି ମୁହୂର୍ତ ବେଳେବେଳେ ଆସେ ପ୍ରଭୁ ଜଗନ୍ନାଥ ଅଛନ୍ତି କିଛି ଅସୁବିଧା ହବନି 👍
    ସୁସ୍ଥ ରୁହ ସୁରକ୍ଷିତ ରୁହ ❤️❤️❤️❤️❤️❤️❤️

  • @bisujena9224
    @bisujena9224 ปีที่แล้ว +34

    କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤❤

  • @jyotiranjanmohanty9719
    @jyotiranjanmohanty9719 ปีที่แล้ว +7

    Beautiful natural places, experience helps for future, ଜୟ ଜଗନ୍ନାଥ।

  • @sudhirmpm7488
    @sudhirmpm7488 ปีที่แล้ว +54

    ଭାଈ ଦେଖିକି ଦୁଃଖ ଲାଗୁଥିଲା କି ତମେ ହଇରାଣ ହେଉଥିଲପୁଣି ଦେଖିକି ଖୁସିଲଗିଲା କି ତମେ ବାଲି ରେ ଭଲରେ ପହଞ୍ଚି ଗଲ ଆଊ ତମ bag ବି ମିଳିଗଲା ଜୟ ଜଗନ୍ନାଥ ❤❤❤❤❤

  • @oyeeshorters2023
    @oyeeshorters2023 ปีที่แล้ว +6

    Brother,i pray to god Fullfil your dreams 💗💗💗

  • @PurnabasiRaita
    @PurnabasiRaita ปีที่แล้ว +48

    ଭାଇ କେମିତିକା ଦିନ ଆସିଲା ତମ ଜୀବନରେ ଯାହାହେଉ ଭଲରେ ଅଛ ପ୍ରଭୁ ଜଗନ୍ନାଥ ହିଁ ସାହା ଭରଷା

  • @hrudanandasankhua5824
    @hrudanandasankhua5824 ปีที่แล้ว +7

    ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ସବୁବେଳେ ଲବ ଭାଇ ଭଲରେ ରୁହନ୍ତୁ ଲବ ଭାଇ ଭିଡ଼ିଓ ଦେଖି ଭଲ ଲାଗିଲା Love you Lada Bhai ❤️❤️❤️❤️❤️❤️❤️❤️❤️❤️❤️
    ଜୟ ଜଗନ୍ନାଥ 🙏 Good bless you 👍

  • @Kalahandiavlogger
    @Kalahandiavlogger ปีที่แล้ว +43

    ଲବ ଭାଇ ଙ୍କୁ କିଏ କିଏ ଦିଲ ରୁ ଭଲପାଉଛ ଲାଇକ କର ❤😊 ଲଭ ୟୁ ଲବ ଭାଇ 😊

  • @tirupatipujari2294
    @tirupatipujari2294 ปีที่แล้ว +9

    ବେସ୍ତ ହୁଅନ୍ତୁ ନାହିଁ ଲବ ଭାଈ
    ସବୁ ଠିକ୍ ହେଇ ଯିବ ।।
    ଆମ ଭଲ ପାଇବା ସଦା ବେଳେ ଆପଣଙ୍କ ପାଖରେ ଥାଉ।।Love ❤❤❤from କୋରାପୁଟ।।

  • @saritascreativeart7043
    @saritascreativeart7043 ปีที่แล้ว +15

    ସେଇ ସମୁଦ୍ର ବେଳାଭୂମି unique ଥିଲା.........ଆଉ ଟିକେ vediography ସେଠି ହେଇ ପାରିଥାଆନ୍ତା....ସେଠି time spent କରିବ ବୋଲି ଭଗବାନ ତୁମ flight miss କରେଇ ଦେଲେ 😁😁

  • @stuntboyratnakar
    @stuntboyratnakar ปีที่แล้ว +2

    Nadia seen ta bhala lagila ❤❤

  • @Madhaba_Dora
    @Madhaba_Dora ปีที่แล้ว +13

    ୨୦୨୪ ମସିହା ସୁଦ୍ଧା ଲବ ଭାଇଙ୍କ ୟୁଟ୍ୟୁବରେ 1M Subscribers ହେଇଯାଉ !!🙏ଜୟ ଜଗନ୍ନାଥ 🙏🙏 Awesome vlog Video bhadiyaa heichi 👏❤

  • @manojpatmajhi
    @manojpatmajhi ปีที่แล้ว +7

    Loba brother Love you ❤❤❤Really you are great. GOD Bless you and protect you every moment.

  • @devilskk1955
    @devilskk1955 ปีที่แล้ว +69

    ଜୀବନ ରେ ସବୁ ଦୁଃଖ କଷ୍ଟ ସହିବାକୁ ପଡିବ ଲୋ ମୋ ଭାଇ 😢

  • @sasmitapanda3688
    @sasmitapanda3688 ปีที่แล้ว +3

    Think positive...everything will be alright 👍 God will help u 🙏 😊

  • @rajeshsahurajeshsahu975
    @rajeshsahurajeshsahu975 ปีที่แล้ว +63

    Congratulation for 433k subscriber 🥳
    Love from HIRAKUD 💌

  • @santoshparimanik4728
    @santoshparimanik4728 ปีที่แล้ว +5

    ନଡ଼ିଆ ଖସିଚି ବେ...😂 Always love u... Broo❤❤

  • @Jayjagannath3X92
    @Jayjagannath3X92 ปีที่แล้ว +34

    ବେଷ୍ଟ ହୁଅନି କେଛି ହବନି। ଜଗନ୍ନାଥ ତମକୁ ରକ୍ଷା କରିବେ

  • @anumunu01
    @anumunu01 ปีที่แล้ว +2

    Very nice video Bhai Bhagwan Jagannath apananka paribara ku bhalare rakhantu Jay Jagannath 🙏

  • @SinuDasOdiaVlogs
    @SinuDasOdiaVlogs ปีที่แล้ว +13

    ଜୟ ଜଗନ୍ନାଥ ଭାଇ ଭଗବାନ ତମକୁ ଭଲ ରେ ରଖନ୍ତୁ ❤

  • @gunuchunusorts9978
    @gunuchunusorts9978 ปีที่แล้ว +11

    ଭାଇ ଭଲରେ ଭଗବାନ ଫେରେଇ ଆଣନ୍ତୁ ସବୁ ବେଳେ ଭଲରେ ରୁହ ❤❤❤

  • @om_kumar_009
    @om_kumar_009 ปีที่แล้ว +22

    ଲବ ଭାଇ, ତୁମେ ଚେଷ୍ଟା କର ଆଗକୁ ଏମିତି ଭୁଲ ନ କରିବା ପାଇଁ । ସବୁବେଳେ ସଚେତନ ରୁହ। ତୁମେ ସେଠାରେ ଭଲରେ ରହିଲେ ଆମେକୁ ଭଲ ଲାଗିବ। କାରଣ ତୁମେ ହେଲ ଆମ ପରିବାରର ମୁଖ୍ଯ ସଦସ୍ଯ।
    ଆଶା କରୁଛି ଆଗକୁ ସବୁବେଳେ ନିଜର ଯତ୍ନ ନେବେ ଏବଂ ନିଜେ ଦେଖି ଅନ୍ୟ କୁ ଦେଖାଇବେ।
    ଧନ୍ୟଵାଦ।

  • @kanhaacademy233
    @kanhaacademy233 ปีที่แล้ว +4

    ଭାଇ ଜୀବନରେ ଏମିତି ପରିସ୍ଥିତି ଆସେ
    କିନ୍ତୁ ଆମେ ଧର୍ଯ୍ୟଧରିବାକୁ ହେବ

  • @dataWorld231
    @dataWorld231 ปีที่แล้ว +45

    I love kandhamal ❤❤

  • @durgacharanmarndi8772
    @durgacharanmarndi8772 ปีที่แล้ว +5

    You are real Hero brother. Your videos are like a film. God bless you👌

  • @anilkumarmahuria9076
    @anilkumarmahuria9076 ปีที่แล้ว +7

    ଭାଈ ତମେ ଭଲରେ ରୁହ, ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାଥାନା କରୁଛି,,❤❤ love from odisha balesar,❤❤

  • @rojalinurma7255
    @rojalinurma7255 ปีที่แล้ว +23

    beautiful island

  • @kanhasethi8735
    @kanhasethi8735 ปีที่แล้ว +43

    I Have seen many TH-cam vloggers But I'm honestly saying You are a pure Gem Brother, while I watching your vlogs I can related many things with u you.i just praying to God one day you will be a big TH-camr.keep it up..jai hind

  • @dusmantanayak8304
    @dusmantanayak8304 ปีที่แล้ว +4

    ଭାଇ, ଆପଣ ଆଦୌ ବ୍ଯସ୍ତ ହୁଅନ୍ତୁ ନାହିଁ, ଭଗବାନ ଯାହା ବି କରାନ୍ତି ତାହା ଆମ୍ଭମାନଙ୍କ ର ମଂଗଳ ପାଇଁ ❤

    • @dusmantanayak8304
      @dusmantanayak8304 ปีที่แล้ว

      🙏ଭାଇ, ❤ you. From ଦୁଷ୍ମନ୍ତ ନାୟକ, ନିଳଗିରି, ବାଲେଶ୍ୱର

  • @Techba704
    @Techba704 ปีที่แล้ว +46

    You’re one of the quality vlogging channels worth following.
    You put your best efforts into making this vlog look perfect and it is.🤗🤗❤️...

  • @phalgunibhatra2247
    @phalgunibhatra2247 ปีที่แล้ว +10

    ସମସ୍ତ ଭଗବାନ ଙ୍କୁ ଡାକ ଲବ ଭାଇ ବୋଲ ରେ ଆସୁ ଜୟ ଜଗନ୍ନାଥ

  • @kunimajhi9155
    @kunimajhi9155 ปีที่แล้ว +9

    Really bro u r great 🙏 ଭଗବାନ ତୁମକୁ help କରିବେ ଆମ ମାନଙ୍କର ଭଲ ପାଇବ ଅଛି

  • @bhubananandamunda3935
    @bhubananandamunda3935 ปีที่แล้ว +1

    ଲବ ଭାଇ ତମ ଉପରେ ଭଗବାନ୍ ଙ୍କ ଆଶିର୍ବାଦ ଅଛି ତମୋର କିଛି ହୋବନି ଓଡ଼ିଶା ତମ ଅପେକ୍ଷାରେ ଅଛି l

  • @jayantilugun6013
    @jayantilugun6013 ปีที่แล้ว +3

    ଆମେ ସମସ୍ତେ ଆପଙ୍କ ସହିତ ଅଛୁ,God always save you.

  • @naturesart4838
    @naturesart4838 ปีที่แล้ว +3

    Great your presence 🙏👍 all the best.

  • @Kalahandiavlogger
    @Kalahandiavlogger ปีที่แล้ว +13

    ଭାଇ ତମର ଭଗବାନ ମଗଂଲ କରନ୍ତୁ ଜୟ ଜଗନ୍ନାଥ ❤🙏

  • @NabaghanaBehera-qn6dn
    @NabaghanaBehera-qn6dn ปีที่แล้ว +2

    ଭାଇ ତୁମେ ବହୁତ ପରିଶ୍ରମ କରୁଛ ଭଗବାନ ତୁମକୁ ଭଲରେ ରଖନ୍ତୁ

  • @pinky6776
    @pinky6776 ปีที่แล้ว +8

    ନା କିଛି ହବନି ଦେଖିକି ରୁହ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @Sanu003-c6r
    @Sanu003-c6r ปีที่แล้ว +2

    ଏହି ଭଳି ଜାଗାରେ ଫସି ଭିଡ଼ିଓ ବେନେଇବା ଓ ଜାଗା ବହୁତ ଭଲ ଲାଗୁଛି ❤❤❤❤

  • @MrAshok07655
    @MrAshok07655 ปีที่แล้ว +3

    ଭଗବାନ ଯାହା କରନ୍ତି ପ୍ରାଣିର ମଙ୍ଗଳ ପାଇଁ 👍 ତମ ସହ କିଛି ନୂଆ ହବ ମନେ ହେଉଛି 💯

  • @chunibtofficial6101
    @chunibtofficial6101 ปีที่แล้ว +4

    ଭାଇ ସବୁ କିଛି ସାମ୍ନା କରିବା ପାଇଁ ପଡେ ❤ I Pray for You

  • @bhagabanpradhani2255
    @bhagabanpradhani2255 ปีที่แล้ว +16

    ଲବ ଭାଇ ବହୁତ୍ ବହୁତ୍ ଦୁଃଖର କଥା 😭😭😭😭😭😭😭😢 ଲବ ଭାଇ ଭଗବାନ ତମର ସବୁ ସମସ୍ୟା ର ସମାଧାନ କରିଦେଉ ମୁଁ ଭଗବାନଙ୍କ ପାକରେ ପ୍ରାଥନା କରୁଛି । ଜୟ ଜଗନ୍ନାଥ 😭😭🙏🙏🙏🙏

  • @TGFunny-tapan
    @TGFunny-tapan ปีที่แล้ว +6

    ଆମ ଆଶୀର୍ବାଦ ଅଛି ତମ ଉପରେ ତୁମର କିଛି ହବନି ଲବ ଭାଇ

  • @pramodswain974
    @pramodswain974 ปีที่แล้ว +22

    ଭାଇ ଏମିତି ଭୂଲ କରନ୍ତୁ ନାହିଁ ବାହାର ଜାଗା ❤❤❤❤

  • @pinkikandi5596
    @pinkikandi5596 ปีที่แล้ว +1

    ସତରେ ଭାଇ ମୁ ତ ପୁରା କାନ୍ଦିପକାଇଲି ଭିଡ଼ିଓ ଦେଖି ଭଲ ଲୋକ ମାନେ ବେଶୀ ଅସୁବିଧା ରେ ପଡନ୍ତି🥺ଆମେ ସବୁ ଅଛୁ ଭାଇ ଭଗବାନ ଙ୍କୁ ପ୍ରଥନା କରିବୁ ତମର କିଛି ହବନି🙏ସବୁ ବେଳେ ଖୁସି ରେ ରୁହ ❤ love you ଭାଇ

  • @saritaraniachary2261
    @saritaraniachary2261 ปีที่แล้ว +12

    Beautiful Island ❤❤❤

  • @TaniTanveerTribal
    @TaniTanveerTribal ปีที่แล้ว +1

    Jay jagannath l take care ଭାଇ. Smile ପ୍ଲିଜ଼

  • @srinivashbehera
    @srinivashbehera ปีที่แล้ว +15

    A great salute to ur dedication and determination.. Towards exploration of world.. We r proud of brother.. ❤❤

  • @RupaiHembram-vl4kn
    @RupaiHembram-vl4kn ปีที่แล้ว +4

    You know you are great ❤

  • @b.kstatusstudio2341
    @b.kstatusstudio2341 ปีที่แล้ว +32

    ଜୟ ଜଗନ୍ନାଥ ଭାଇ ମାଡିଚାଲ । ଜଗତର ନାଥ ପ୍ରଭୁ ଜଗନ୍ନାଥ ଓଡ଼ିଶାବାସୀଙ୍କ ସାଥିରେ ସବୁବେଳେ ଅଛନ୍ତି । ଭାଇ ମୁ କେନ୍ଦୁଝର ରୁ ଭଲ ପାଇବା ପଠେଇଲି।

  • @santanukumarrout7384
    @santanukumarrout7384 ปีที่แล้ว +5

    God save you,little brother ..

  • @bijayamarandiofficial8738
    @bijayamarandiofficial8738 ปีที่แล้ว +13

    U r great bro❤❤❤❤love u so much❤❤❤god blessing him... God bless u BRO....

  • @kartikdas7219
    @kartikdas7219 ปีที่แล้ว

    ଲବ ଭାଇ ଦୁଃଖ କରନ୍ତୁ ନାହିଁ। ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ।

  • @suchismitanaik2261
    @suchismitanaik2261 ปีที่แล้ว +3

    ପ୍ରଭୁ ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ ଲବ ଭାଇ ଜୟ ଜଗନ୍ନାଥ🙏🙏

  • @sibaprasadmisra7929
    @sibaprasadmisra7929 ปีที่แล้ว +2

    You are really pride for Odisha and Indian... Love you Bhai... please contest in election... you are a really and true face of Odisha...
    Love you from Tanzania ...

  • @Sached299
    @Sached299 ปีที่แล้ว +5

    ଆଜିର ବ୍ଲୋଗ ସବୁ ବ୍ଲୋଗ ଠାରୁ ଭଲ ଲାଗିଲା 😍

  • @user-yh8jf3il8s
    @user-yh8jf3il8s ปีที่แล้ว +2

    Jay jagannath 🙏🥰 ଲବ ଭାଇ ତମେ ଭଲରେ ରୁହ ❤❤ ଭଗବାନ ତମର magala karatu ❤❤

  • @bapun_sikun
    @bapun_sikun ปีที่แล้ว +13

    ଲବ ଭାଇଙ୍କୁ ଜଉ ମାନେ ଭଲପାଓ Dilse ଗୋଟିଏ like କର 🙏 ଜୟ ଜଗନ୍ନାଥ 🙏 ଭଗବାନ ତୁମର ସବୁ ଆଶା ପୁରଣ କରିଵେ

  • @crazyboysbp-vm9gz
    @crazyboysbp-vm9gz ปีที่แล้ว +1

    ପ୍ରକୃତରେ ଭାଇ, ତୁମେ ବହୁତ ଭଲ really bhai I love you ♥️♥️

  • @BIBHU_VLOGS_7735
    @BIBHU_VLOGS_7735 ปีที่แล้ว +4

    Best TH-camr odisha ra....... ❤

  • @pinkypravati4707
    @pinkypravati4707 ปีที่แล้ว +4

    ଭାଇ ସାହସ ବାନ୍ଧି ରୁହନ୍ତୁ, ସବୁ ଠିକ ହେଇଯିବ

  • @rajeshsahurajeshsahu975
    @rajeshsahurajeshsahu975 ปีที่แล้ว +9

    Jie jie laba bhai ku Dil❤ ru sopert karu6anti seimane like kara 😊👍🏻

  • @BijayalaxmiBaliarsingh-dw1df
    @BijayalaxmiBaliarsingh-dw1df ปีที่แล้ว +3

    Beautiful 🥰

  • @bpdboysujitreturns
    @bpdboysujitreturns ปีที่แล้ว +22

    Brother, in this video, I have found more fun in what you have said, ନୋଡ଼ିଆ ଖୋସିଛି ବେ ନୋଡିଆ ଖୋସିଛି you have brought me by running away. 😅😅
    If you find this topic funny then like it❤

  • @dipakkumarbehera1143
    @dipakkumarbehera1143 ปีที่แล้ว +3

    ସବୁ ଭଗବାନ ଙ୍କ ଦୟା ରୁ ଭଲ ହେବ, ଲଵ ଭାଇ

  • @dbvisual67
    @dbvisual67 ปีที่แล้ว +7

    Whenever you go, wherever you go plz put a notes regarding expenses in description box for staying and travel for tourists, that's why we can know, if we plan for that location. 👍🏻👍🏻👍🏻Lobo Bhai you are Amazing,.... Odia Baer Grill...🎉

  • @B.NBOYOFFICEL
    @B.NBOYOFFICEL ปีที่แล้ว +1

    ମଣିଷ ବେଳେ ବେଳେ କିଛି ଭୁଲ ଥିଲେ ଶିକ୍ଷା ର ଉଦାହରଣ ସୃଷ୍ଟି କରେ❤✈️🛫🛬🌎

  • @nirmalmarandi5763
    @nirmalmarandi5763 ปีที่แล้ว +28

    You are really Making History BROTHER ❤❤❤❤Love from Mayurbhanj
    Always stay Healthy and Happy 😊