Police conduct late-night checks for drunk drivers in Bhubaneswar

แชร์
ฝัง
  • เผยแพร่เมื่อ 9 ก.พ. 2025
  • Police conduct late-night checks for drunk drivers in Bhubaneswar
    ୩ ଗଣିଲା ଯାଏ ଫୁଙ୍କ.. ଛାଡ଼ିଦେଉଛୁ କଣ ?
    'ନୂଆବର୍ଷଟା.. କଣ ସାରେ ମୁଁ ଲୋକାଲ୍ ଲୋକ ପରା..ବର୍ଷ ସାରା ପଡ଼ିଛି.. ଆପଣଙ୍କର ଭଲ ହେଉ..ଜଗତର ମଙ୍ଗଳ ହେଉ.. ଭଗବାନଙ୍କ ରାଣ ସାର୍.. ଛାଡ଼ି ଦିଅନ୍ତୁ.. '
    #NightPatrolling #Bhubaneswar #newyear #newyear2024 #HappyNewYear #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 329

  • @SubhransuBehera-xc4ie
    @SubhransuBehera-xc4ie ปีที่แล้ว +213

    ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ମାନିବାକୁ ପଡ଼ିବ ! ସାପ ହୋଇ କାମୁଡିବା , ଗୁଣିଆହୋଇ ଝାଡ଼ିବା ।

    • @JaiUtkalaMaa
      @JaiUtkalaMaa ปีที่แล้ว +6

      ପୁରା ଠିକ କହିଲେ ଭାଇ 😂😂

    • @uttambaba6800
      @uttambaba6800 ปีที่แล้ว +3

      Khali odishare mado baki state re joma nunhe😅😅😅😅😅

    • @SubhransuBehera-xc4ie
      @SubhransuBehera-xc4ie ปีที่แล้ว

      @@uttambaba6800 ଭାଇ ଦେହକୁ ନେଇ ଗଳକି

    • @machinecode2.047
      @machinecode2.047 ปีที่แล้ว +6

      Jadi ete safety chinta tahele Shop band kara new year re na karibani Shop Malika pelibe

    • @umakantachhatria7063
      @umakantachhatria7063 ปีที่แล้ว +2

      Chhada ma mada kain pieba kain hairan heba ebe nama nia

  • @arunkumarsahoo4076
    @arunkumarsahoo4076 ปีที่แล้ว +172

    ସାଧାରଣ ଲୋକଙ୍କୁ ହଇରାଣ କରି ସମୟ ନଷ୍ଟ ନକରି ମଦଦୋକାନ ବନ୍ଦ ରଖିଲେ ବହୁତ୍ ଭଲ
    ମଦର ରାଜସ୍ବ ଫାଇନ ଲଗାଇ ରାଜସ୍ବ

    • @ksrv
      @ksrv ปีที่แล้ว +7

      Mada dokan band hele black re sell haba. Mada piba crime nuhe, piki gaadi chaleiba hauchi crime

    • @Civilian2fauji
      @Civilian2fauji ปีที่แล้ว

      ତମ ସେହି ସାଧାରଣ ଲୋକ କ'ଣ ଗାଣ୍ଡି ମରେଇବା ପାଇଁ ମଦ ପିଉଛନ୍ତି 😂

    • @OdiaTech24knowledge
      @OdiaTech24knowledge ปีที่แล้ว

      ଠିକ୍ କହିଲ ଭାଈ... You are Right Bro

    • @SadboyJitu
      @SadboyJitu ปีที่แล้ว +2

      Bhai alkohol hauchhi sabu danger ra region mularu close karidele drinks karibe kemeti ba accident heba kemeti na kana bhai

    • @anuanuanuanu2190
      @anuanuanuanu2190 ปีที่แล้ว

      Absolutely 💯 correct bro

  • @lalitparida1132
    @lalitparida1132 ปีที่แล้ว +40

    Checking କରୁଛ, BAR ରାତି ୨ଟା ପର୍ଯ୍ୟନ୍ତ କାହିଁକି ଖୋଲୁଛ?

  • @vedicscienceasitisharivija3575
    @vedicscienceasitisharivija3575 ปีที่แล้ว +79

    ଭଲ ଓଡ଼ିଆ ସରକାର, ସାମନାରେ ମଦ ଦୋକାନ ,ମଦ୍ୟପାନ କରନ୍ତୁ, ପଛରେ ଛୁରୀ, ଚେକିଂ ଚାଲୁଛି କେଉ୍ଁଥି ପାଇଁ।

  • @sagar655
    @sagar655 ปีที่แล้ว +88

    ଆନି ଅନୁଯାଇ ଯାହା କାର୍ଯ୍ୟ ଅନୁଷ୍ଠାନ ନବା କଥା ନିଅନ୍ତୁ 🙏🙏 କିନ୍ତୁ ନିଜ ବାପା ବୟସ ର ଲୋକଙ୍କ ସହିତ ତୁ ତାକର କରି କଥା ହେବା ତୁମ ଶିଷ୍ୟକତାର ପରିଚୟ ଜଣଉଛି 😂😂

  • @rjsoy4432
    @rjsoy4432 ปีที่แล้ว +62

    ମଦ ଓଡିଶା ❤ ନବୀନ୍ ଓଡ଼ିଶା 😅😅😅😅

  • @srikantakumarhota6134
    @srikantakumarhota6134 ปีที่แล้ว +14

    ବହୁତ ଭଲ ପଦକ୍ଷେପ।
    ମଦ ପିଈ ଗାଡି ଚଳାଈବା ମନା ।
    କିନ୍ତୁ ସରକାର ମଦ ଦୋକାନ ଖୋଲିବେ।
    ଜନତା ମଦ ପିଈବେ।
    ରାସ୍ତା ଘାଟ ଖାଲ ଢିପରେ ପରିପୂର୍ଣ ।
    ରାସ୍ତା ମରାମତି କରିବା କାମ କାହାର।
    ସରକାର ରାସ୍ତାରେ ଚାଲୁଥିବା ଯାନ ବାହାନ ଠାରୁ ଟିକସ ନେଉଛନ୍ତି। କିନ୍ତୁ ମରାମତି କରୁ ନାହାଁନ୍ତି ।

  • @arunkumarsahoo4076
    @arunkumarsahoo4076 ปีที่แล้ว +43

    ପାଇପ କୁ ଜୀବାଣୁ ମୁକ୍ତ କର
    ନହେଲେ କରୋନ ମାଗିକରି ଆଣିବା କଥା।

  • @ommomm5431
    @ommomm5431 ปีที่แล้ว +15

    ଗୋଟିଏ ମେସିନ୍ ର ପାଇପ୍ କୁ ସମସ୍ତ କ‌ ପାଟିରେ ପୁରେଇ ଅଇଁଠା କରି କରି ଚେକ୍ କରିଲେ କୋରଣା ପରି ଅନେକ ରୋଗ ବ୍ୟାପି ପାରେ ଜୟ ଜଗନ୍ନାଥ 🙏🙏🙏🙏🙏

  • @krishna.prabhat
    @krishna.prabhat ปีที่แล้ว +29

    *ମୋର ଗୋଟେ ପ୍ରଶ୍ନ ଥିଲା*
    ନିଶା ମାପିବା ଯନ୍ତ୍ର ସମସ୍ତେ ସେ ପାଇପ ପାଟିରେ ପୁରେଇ ଫୁଙ୍କୁ ଛନ୍ତି , ତାହା ଦ୍ଵାରା ଯଦି infection ହେଲା, କି କିଛି ରୋଗ ବ୍ୟାପିଲା ତାହେଲେ ?

    • @chittaranjanbadatya333
      @chittaranjanbadatya333 ปีที่แล้ว

      Karona

    • @Akp530
      @Akp530 ปีที่แล้ว +1

      Bhai sei police bala ku kahiba ta tike phunkiba pain😂😂

  • @harischandrasethi1948
    @harischandrasethi1948 ปีที่แล้ว +53

    Odisha govt good idea.mada re paisa dia mada pieki bi paisa dia

  • @pramodsahoo1755
    @pramodsahoo1755 ปีที่แล้ว +21

    ଚେକିଗେ ଠିକ୍ ଅଛି କିନ୍ତୁ ୧ଟି ପାଇପ ନିଉ ପାଇପ ଲାଗିଲେ ଭଲ ସାର

  • @JaiUtkalaMaa
    @JaiUtkalaMaa ปีที่แล้ว +20

    ମଦ ବିକୁଚ କାହିଁକି ।ମଦ ପିଆଇ ଦୋକାନରେ ଶୂଆଇ ରଖ ନହେଲେ ବୁଢାର ହେଲିକେପ୍ଟରେ ମଦୁଆକୁ ଘରେ ଛାଡ 😂

  • @natureindian4346
    @natureindian4346 ปีที่แล้ว +13

    Sir ମାନେ
    Please pipe change କରନ୍ତୁ

  • @222mbv
    @222mbv ปีที่แล้ว +11

    ପାଇପି ସବୁ ବେଳେ ବଦଳାନ୍ତୁ ଏତିକି ଅନୁରୋଧ ମୋର ପୋଲିସ୍ ସାର୍ ମାନକୁ ଜୟ ଜଗନ୍ନାଥ 🙏

  • @sukantamaharana1226
    @sukantamaharana1226 ปีที่แล้ว +14

    ଏପଟେ ପ୍ରଶାସନ ମଦ ପାଇଁ ଲାଇସେନ୍ସ ପ୍ରଦାନ ସେପଟେ ଆଜି ପାଇଁ ମୋଟା ଅଙ୍କ ମାନି ବାକୁ ପଡିବ ଓଡ଼ିଶା ସରକାର

  • @ramakantaenterprises4240
    @ramakantaenterprises4240 ปีที่แล้ว +8

    କହିଲ ଏ ପାଇପ ଚେଞ୍ଜ ହୁଏ ନା ସମସ୍ତେ ସେଇ ଗୋଟିଏ ପାଇପ......

  • @Ranjan__Official__1
    @Ranjan__Official__1 ปีที่แล้ว +18

    ସରକାର ତୋ ନିଜେ ମଦୁଆ ଲୋକେ କାହିଁକି ମଦୁଆ ହେବେ ନାହି 😂 ପ୍ରଥମେ ମଦ ଦୋକାନ ଖୋଲିବ ଆଉ ପରେ ମଦ କିଏ ପିଉଛି ନା ନାହିଁ ଚେକ୍ କରିବା 😂

  • @ajayhial4639
    @ajayhial4639 ปีที่แล้ว +14

    Aji chadi diontu sir,happy new year vabbi ki😂😂😂

    • @baikunthabehera3971
      @baikunthabehera3971 ปีที่แล้ว +1

      BAPA CHHENDA .RANDI MANAKAR KATHA KIA BUJHIBA . .KARMA SARA .GHARKU ASA .GADHHUA ...HAP PANTA SHIRT PINDHHA .DHANTA JEMITE SAFA THIBA ..GHARAMANHI KU KUHA CHAKHENHI DHEBE LUNHI SUKHUA BHAJA ACHAR .BOTAL KHOL .GLASS RE BHARA .SODHH .PAKA .SEBAN KARA .AHI SAMAYARE PILANKA KATHA BUJHA .SALARI PARIBAR KU DHEIDHIA ..RATRA MEEL NIA .CHUPA CHAP GHARMANHI PAKHE SUA .CHITA NIMAL RAHIBA .DRIVEING FRES LAGIBA .

  • @skumarroul
    @skumarroul ปีที่แล้ว +19

    Hope they are changing or sanitizing the mouth piece (pipe) of the breath analyser, each time.

    • @jaga325
      @jaga325 ปีที่แล้ว +1

      😂😂 govt ra Paisa nahi,se sabu Kariba paien

  • @p643-f1x
    @p643-f1x ปีที่แล้ว +18

    ନବୀନ ଓଡିଶା ମଦ ଓଡିଶା

  • @pravatparida252
    @pravatparida252 ปีที่แล้ว +7

    bahi counter band kala ni checking kan pain😂😂😂

  • @Bastabjiban734
    @Bastabjiban734 ปีที่แล้ว +5

    ମୁଁ 25ବର୍ଷ ର Experience ରୁ କହିବି.. ମଦ ଖରାପ ନୁହେଁ.. ମଦୁଆ ଖରାପ.. Ft. ଅନୁଗୁଳିଆ ବଣ୍ଟି ❤😂

  • @alokranjanpanda7046
    @alokranjanpanda7046 ปีที่แล้ว +6

    Best income source of Odisha Govt Scheme.

    • @diptisahoo4421
      @diptisahoo4421 ปีที่แล้ว +3

      Mada pie ki gadi cadhei ki loka nku maridele vala

    • @asitpradhan4814
      @asitpradhan4814 ปีที่แล้ว

      ​@@diptisahoo4421mada kana pani bikri hauchi

  • @mohanmandal3368
    @mohanmandal3368 ปีที่แล้ว +4

    ତାକୁ ଛାଡି ଦିଅ ସେ ଆଉ ମଦ ପି ବୋନି 😂

  • @sanjaysahoo5544
    @sanjaysahoo5544 ปีที่แล้ว +23

    ମୁଁ କାଲି ଗାଣ୍ଡି ମାରେଇ ଛି
    15000 😢

    • @satyaswarupnayak4381
      @satyaswarupnayak4381 ปีที่แล้ว

      😂😂😂😂😂

    • @sanjaysahoo5544
      @sanjaysahoo5544 ปีที่แล้ว

      @@satyaswarupnayak4381
      ହଁ ପରା ତୁମ କୁ ହସ ଲାଗିବ ପା
      😔

    • @satyaswarupnayak4381
      @satyaswarupnayak4381 ปีที่แล้ว

      @@sanjaysahoo5544 Bhai mo comment ta padha post re

  • @debaprakashmahanta1589
    @debaprakashmahanta1589 ปีที่แล้ว +1

    ବୋଧ ହୁଏ ରାତିରେ ମଦ ପିଇଲେ accident heba day re hebani😂😂Happy New year

  • @saileshmishra75
    @saileshmishra75 ปีที่แล้ว +1

    କିଛି କହିବାର ଆଉ ନାହିଁ😅😅 ତମେ ସରକାର ଜାଣି ଶୁଣି କି ମଦ ବିକୁଛ ତା ପରେ ପୋଲିସ୍ କୁ ଆଉ Media କୁ ଲଗେଇକି ଟଙ୍କା ଆଦାୟ କରୁଛ😅 ମଦ କୁ ସମ୍ପୂର୍ଣ୍ଣ ବନ୍ଦ ନ କରି ଏମିତି ଜାଣିଶୁଣି କି ମିଛ ଡ୍ରାମା କରୁଥିବାରୁ ଓ ତୁମ ନିଜର ପକେଟ ଗରମ୍ କରୁଥିବାରୁ ଆମେ ସାଧାରଣ ଜନତା ତୁମକୁ ଆହୁରି ଅଧିକ ଧନ୍ୟବାଦ ଦେଉଛୁ ରାଜ୍ୟ ସରକାର😂😂ହଉ କେତେ ଦିନ ଏମିତି କରୁଛ କର.... କିନ୍ତୁ ସର୍ବଶେଷ ରେ ଶେଷ ନିଷ୍ପତି ଓ ତୁମ କର୍ତବ୍ୟ ର ଫଳ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ହାତରେ ବୋଲି ମଧ୍ୟ ଜାଣିଥାଅ😊👍.....ସବୁବେଳେ ନ୍ୟାୟ ଆଉ ସତ୍ୟ ର ଜୟ ହେଇଛି ଆଉ ହେବ ମଧ୍ୟ କିନ୍ତୁ ସମୟ କୁ ଅପେକ୍ଷା 😊👍....🙏ଜୟ ଜଗନ୍ନାଥ🙏

  • @skb4925
    @skb4925 ปีที่แล้ว +1

    ଗୋଟିଏ ପାଇପ୍ ସମସ୍ତଙ୍କ ପାଟିରେ ପୂରାଯାଉଛି।

  • @baikunthabehera3971
    @baikunthabehera3971 ปีที่แล้ว +4

    Good work .HAPPY NEW YEAR ALL ODISSA

  • @satyasmall9720
    @satyasmall9720 ปีที่แล้ว +2

    New year re kharcha pain 😂

  • @SUSHILARJUNNDAS
    @SUSHILARJUNNDAS ปีที่แล้ว +1

    ଓଁ*****ବନ୍ଦେ***** ଉତ୍କଳ*****ଜନନୀ*****ଯନନୀ*****ଓଁ

  • @FUNNYharm164
    @FUNNYharm164 ปีที่แล้ว +2

    ମଦ ବନାଉ ଥିବା ଜାଗାରେ ପୋଲିସ ବନ୍ଦ୍ କରିବା କଥା

  • @debendrapattanayak9683
    @debendrapattanayak9683 ปีที่แล้ว +1

    New year re tk relax kariba katha

  • @rajanikantarout5621
    @rajanikantarout5621 ปีที่แล้ว

    Happy new year 🎉❤ - semanku jia mo comment padhuchi

  • @prasantakumarjena4437
    @prasantakumarjena4437 ปีที่แล้ว +7

    ପୋଲିସ ବାବୁ ମାନେ ଦମ୍ ଅଛି ତ ମଦ ବନ୍ଦ କରିକି ଦେଖାଅ

    • @shivanandapradhan1130
      @shivanandapradhan1130 ปีที่แล้ว

      Bhalia bhalia kan katha kahucha bhai..police r kama mada band Kariba nube

  • @desikhanpan599
    @desikhanpan599 ปีที่แล้ว +2

    ମଜା ନିଅନ୍ତୁ ନାଁହି କାହରି, କିଛି ସମୟ ପରେ ଆପଣ ନଙ୍କୁ ମିଟର ଲାଗିଲା ପରେ ମିଟର ଉଠିବ, ହରେଶ କରନ୍ତୁ ନାହିଁ please

  • @chitrasentv
    @chitrasentv ปีที่แล้ว

    ବାଲ ସରକାର୍

  • @suhaniexpress1432
    @suhaniexpress1432 ปีที่แล้ว

    Sir hasiki kahuchanti 106 seita bahut cute laguchi 😂😂

  • @SUSHILARJUNNDAS
    @SUSHILARJUNNDAS ปีที่แล้ว +1

    ଓଁ*****ସତ୍ୟ*****ମେବ*****ଜୟତେ*****ଓଁ

  • @Xuy788
    @Xuy788 ปีที่แล้ว +4

    ମଦ କାହିଁକି ବିକୁଛ, ଭଲ ଗାଣ୍ଡି ମାରୁଛ ଦୁଇ ଆଡୁ 😂😂😭

  • @youtubestar.aditya
    @youtubestar.aditya ปีที่แล้ว +3

    Nice

  • @TheKakarot_itachi
    @TheKakarot_itachi ปีที่แล้ว +1

    Is it hygenic?

  • @fanindubhushanmohapatra4913
    @fanindubhushanmohapatra4913 ปีที่แล้ว +7

    So obliged to the police who serve tirelessly in new year cold for public safety! Just be respectful for these sentinels of sanity.

  • @hariharbiswal778
    @hariharbiswal778 ปีที่แล้ว +2

    Bad work of odisha gov,,because gov give more lincens winshop

  • @swarupanandadash7447
    @swarupanandadash7447 ปีที่แล้ว +1

    ସତ୍ୟ ଯୁଗର ଅୟମାରମ୍ଭ ଦୃଷ୍ଟିରୁ ଷ୍ଟେଜ ରିଅଲସଲ ।

  • @Akp530
    @Akp530 ปีที่แล้ว

    Police mane maja pura full dam re neuchanti auuuu😂😂😂😂

  • @rajeshmohapatra1391
    @rajeshmohapatra1391 ปีที่แล้ว

    ଫାଇନ୍ ଦେଇଦେଲେ ମଦ ପିଇ ଗାଡି ଚଲାଇଲେ acident ଆଉ ହବ ନାହିଁ ବୋଲି ଯାହାହେଉ ସରକାର ଭଲଭାବେ ଗବେଷଣା କରିଛନ୍ତି ।ଆଉ ଏହା ଉପରେ କେତେ ସତ୍ୟତା ଅଛି ସେ ବିଷୟରେ ମିଡିଆ ର ପ୍ରଶ୍ନ ପଚାରିବାର ସତସାହସ ଆଉ ନାହିଁ ।

  • @jyotirmayasahu6723
    @jyotirmayasahu6723 ปีที่แล้ว

    Ago police manankara check karo 😂😂😂

  • @Suryaarts77451
    @Suryaarts77451 ปีที่แล้ว

    Gotai pipe re samastnku phunki ba ku deba thik nunha roga hele kie dai heba?

  • @-zone-143
    @-zone-143 ปีที่แล้ว

    Nice step❤❤

  • @Naresh_Behera
    @Naresh_Behera ปีที่แล้ว

    ଦୟା କରି ମଦ ଯାଞ୍ଚ କରାଯାଉଥିବା ମେସିନ୍ ର ଯାଞ୍ଚ୍ ନଳୀ କୁ ଏକାଧିକ ଲୋକଙ୍କୁ ପାଟିରେ ପୁରେଇବାକୁ ଦିଆଯାଉଛି କଣ ଏହା ଲୋକଙ୍କ ର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନୁହଁ କି
    ଏହି manual ମେସିନ୍ ର ବିକଳ୍ପ ମେସିନ୍ କଣ କମିଶନରେଟ ପୋଲିସ କୁ ମିଳୁ ନାହିଁ

  • @kanha3430
    @kanha3430 ปีที่แล้ว +1

    Direct counter band karidiantu

  • @surjyamanisethybabul5009
    @surjyamanisethybabul5009 ปีที่แล้ว

    Sir police officer drinks karuchanti ke nahi

  • @kanha3430
    @kanha3430 ปีที่แล้ว

    Ama area re 15% baharile b gadi neijauchhanti

  • @chandrasekharnayak8871
    @chandrasekharnayak8871 ปีที่แล้ว

    ❤ଓଡିଶା ଏଠି ଗୋଟିଏ କଥା ଆମେ ବୁଝି ପାରୁନୁ ,ମଦ ପିଉଛନ୍ତି କାହିଁକୀ ,ବିକ୍ରି କରୁଛନ୍ତି ବୋଲି ପିଉଛନ୍ତି, ଯଦି ମଦ ବିକ୍ରି ହିଁ ବନ୍ଦ ହେଇଯିବ ତାହାହେଲେ ଲୋକମାନେ ପିଇବେ କୋଉଠୁ, ନା ଆପଣ ମାନେ ରାତି ବାରଟା ଯାଏ ଥଣ୍ଡାରେ ଡ଼ିଉଟି କରିଥାନ୍ତେ କାହିଁକି,ଆଉ ଅଧିକ ତଥ୍ୟ ଦେବାକୁ ଚାହୁଁନୀ, ଜଗନ୍ନାଥ ସମସ୍ତଙ୍କୁ ସୁଖରେ ରଖନ୍ତୁ, ହରେ କୃଷ୍ଣ,

  • @izibhubaneswarodishaproper5671
    @izibhubaneswarodishaproper5671 ปีที่แล้ว +1

    Corona habare gote pipe use kale

  • @NarendraKumarBhoi
    @NarendraKumarBhoi ปีที่แล้ว

    Please change the pipe for each check otherwise it will be an invitation to COVID again and other diseases. There should also be a guideline for this.

    • @shree1787
      @shree1787 ปีที่แล้ว

      💯💯💯💯💯

  • @PrasantaParida-w9m
    @PrasantaParida-w9m ปีที่แล้ว +1

    Aare bhai Moda hi band kara

  • @RameshMishar-dt7dn
    @RameshMishar-dt7dn ปีที่แล้ว +1

    Gote pipe ku kete jana patibhitare pureE be baa baa sarkar

  • @KrushnaNaik-n4e
    @KrushnaNaik-n4e หลายเดือนก่อน

    ଚେକିଂ କରିବା ଭଳ କିନ୍ତୁ ଚେକିଂ ନକରି ମଦଦୁକାନ ବନ୍ଦ କରିବା ଭଳ ସରକାର ଙ୍କୁ ଜଣାଅ

  • @GolokbihariDash
    @GolokbihariDash หลายเดือนก่อน

    August 15 hyiniki

  • @kartik9685
    @kartik9685 ปีที่แล้ว

    ❤❤❤❤❤❤

  • @SKSports8249
    @SKSports8249 ปีที่แล้ว

    That's very good but Sir akihi checking machine ke sath har kisi ke mouth main kiu gusarehehe yah to galat hai Sir abi to COVID time ka rules nahi hai kya sir. Change karke cheking karna chahiye sir.

  • @ashisdash1976
    @ashisdash1976 ปีที่แล้ว

    Good initiative. Due to this lot of innocent life were destroyed .

  • @anilkumarpanda5616
    @anilkumarpanda5616 ปีที่แล้ว

    Pipe why not changing

  • @uditpatel9074
    @uditpatel9074 ปีที่แล้ว +1

    The pipes are being given to one person after another for smoking without cleaning them. Very bad😂

    • @shree1787
      @shree1787 ปีที่แล้ว

      Corona spreading 😁🤣😂😀😆😅

  • @prangyaparamitanayak9865
    @prangyaparamitanayak9865 ปีที่แล้ว

    Mouth enter pipe ta change houchi na gote pipe samastanku dia jauchi

    • @shree1787
      @shree1787 ปีที่แล้ว

      No change of mouth pipe 😮 spreading Corona

  • @InnocentMountains-wv7dh
    @InnocentMountains-wv7dh ปีที่แล้ว

    ଏଇ ଭଳି election ପୂର୍ବଦିନ କଣ ପାଇଁ ଦେଖୁନ😂😂

  • @St.talking
    @St.talking ปีที่แล้ว +3

    Mada odisha Naveen odisha😂😂😂

  • @jugalkishaoremall8590
    @jugalkishaoremall8590 ปีที่แล้ว

    Samsta nka muhare lgauchhanti corona hebani ta?

  • @banamalisubudhi9716
    @banamalisubudhi9716 ปีที่แล้ว +1

    ଜନ ଗହଳି ସମୟ ରେ ଚେକିଂ କଲେ ଭଲ ହୁଅନ୍ତା, ରାତ୍ର ୧୧.୩୦ ପରେ ରାସ୍ତା ବେଶୀ ଫାଙ୍କା ଥାଏ . ଏଇଟା ବି ଆମେ ଶିଖେଇବୁ..

  • @rajudehury6439
    @rajudehury6439 ปีที่แล้ว

    Chadi diantu sir

  • @ashishranjandhungia6288
    @ashishranjandhungia6288 ปีที่แล้ว +2

    ପ୍ରଶାସନ ଯାହା କରୁଛି ଠିକ୍ ମଦ୍ୟପ ମାନେ ସାବ।ଡ୍ ହେବେ,କିନ୍ତୁ ଗୋଟେ କଥା ଏଇଠି ଖରାପ ଲାଗୁଛି ଦେଖିକି ଯେ ଗୋଟିଏ ପାଇପ୍ କୁ ସମସ୍ତଙ୍କୁ use କରାଉଛନ୍ତି ଏଇଟା ଠିକ୍ କଥା ନୁହଁ ଯାହା ଆମକୁ ଲାଗୁଛି।।।

  • @lifeofaseafarer3662
    @lifeofaseafarer3662 ปีที่แล้ว +1

    Don't use the analyzer pipe in every one's mouth.

    • @shree1787
      @shree1787 ปีที่แล้ว

      Corona Spreading 😂😅

  • @Narendramodid6
    @Narendramodid6 ปีที่แล้ว +1

    Se machine sanitize heuchhi na nahin

    • @shree1787
      @shree1787 ปีที่แล้ว

      Nahi 🙁😧☹️😠😥

  • @linkan356
    @linkan356 ปีที่แล้ว

    ଭିଡିଓରୁ ଯେତିକି ଦେଖିଲି ସେଇ ଗୋଟେ ପାଇପକୁ ସମସ୍ତଙ୍କ ମୁଁହରେ ପୁରାଉଛନ୍ତି, ଏଟା କେତେ ବଡ ଦାୟିତ୍ଵହୀନତା ପୋଲିସ ବିଭାଗ ପକ୍ଷରୁ । ମଦ ଚେକିଂ କରୁଛ ନା ରୋଗ ଜୀବାଣୁ ସ୍ପ୍ରେଡ କରୁଛ ?

  • @Goslow3037
    @Goslow3037 ปีที่แล้ว +1

    ଭଲ ପଦକ୍ଷେପ, ଓଡ଼ିଶା କମିଶନରେଟ ପୋଲିସ

  • @GYAN1926
    @GYAN1926 ปีที่แล้ว

    Loo bhai tu pie new year celebrate kare kintu bhai pieki drive kare na 😂😂

  • @brahmanandapradhan4859
    @brahmanandapradhan4859 ปีที่แล้ว

    ବିଷ୍ନୁ କରି ନାତ ମରୁଛନ୍ତି ବିଜେଡି ସରକାର।।
    ମଦ ତ ମନ୍ ଇଛା ଖୋଲୁଚ।

  • @aimoflife3001
    @aimoflife3001 ปีที่แล้ว

    Drunk and drive case ରେ court re fine dele govt chakiri prati impact padiba ki?

  • @atalbiharipattnaik
    @atalbiharipattnaik ปีที่แล้ว

    Gotie pipe ku samaste patire purauchanti, Jane funki sarila pare se pipe ku sanitize karuchanti ki nai?

  • @hiteshbrand2
    @hiteshbrand2 ปีที่แล้ว

    Odisha develop

  • @ashirbad9612
    @ashirbad9612 ปีที่แล้ว

    1:43 ...piyaku jauchi sanga gharuku....phunki dei bhari khusi...ki hasa bopa😂😂😂

  • @OdiaTech24knowledge
    @OdiaTech24knowledge ปีที่แล้ว

    ଜମା ଫୁକନି ରେ କୋରନା ହେବ...😅

  • @pramodadora2245
    @pramodadora2245 ปีที่แล้ว

    ଦୁଇ ଦିନ ପିଅନି, ତାପରେ ପିଇବ, ସରକାର ତ ଗଦା ଗଦା ମଦ ଦୋକାନ ଖୋଲିଛନ୍ତି, କାଇଁ ବ୍ୟସ୍ତ ହେଉଛ ।

  • @onlyssproduction
    @onlyssproduction ปีที่แล้ว

    Kehi V marii deeeooooo
    Mu Case neba paiiñ 1000% Ready

  • @KBehera-BSc-MBA-LLB
    @KBehera-BSc-MBA-LLB ปีที่แล้ว

    ଆପଣ ଭିଡିଓ କରି news channel ରେ ଛାଡିବା କେତେ ଦୂର ଠିକ୍???

  • @mpksyogafitness5235
    @mpksyogafitness5235 ปีที่แล้ว

    Sir counter close karantu

  • @bijayajhankar3125
    @bijayajhankar3125 ปีที่แล้ว

    Samaste phunka phunki karuchhanti safa hauchhi ki.....

  • @jayramsanta
    @jayramsanta ปีที่แล้ว

    ସେ ପାଇପି କେତେଜଣଙ୍କ ପାଟିରେ ପୁରେଇବ 😄😄 ଯିଏ ପିଇଛି ସେ ପୁରାଉଛି ଯିଏ ପିଉନି ସେ ବି 😅😅

  • @dk.kishor906
    @dk.kishor906 ปีที่แล้ว

    Eti kn mojak chalichi 😂😂

  • @SiNiSTER-Si6
    @SiNiSTER-Si6 7 หลายเดือนก่อน

    😂😂😂 are kn sir mooo

  • @KanhuNayak-e2m
    @KanhuNayak-e2m ปีที่แล้ว

    Karona asuchi mesin paeip change karo sir

  • @KANHAIMAJHI-p6o
    @KANHAIMAJHI-p6o ปีที่แล้ว

    Govt should closed the all wine shop ,Then no need to tracking any person

  • @SouRaYuvan
    @SouRaYuvan ปีที่แล้ว

    Aie checking tharu chora dharile ame besi safe rahibu

  • @ranjankumarmohanta2003
    @ranjankumarmohanta2003 ปีที่แล้ว

    ଆରେ Pipe ଟା change କରୁନ ମନଇଚ୍ଛା କ'ଣ ୟା ତା ପାଟିରେ ପୁରେଇ ଦେଉଛ

  • @prittamkumarbarik5368
    @prittamkumarbarik5368 ปีที่แล้ว

    ବାଳ କୁ ମଦ ଦୁକାନ ସବୁ ଛକ ରେ ତ ଗଭର୍ନମେଣ୍ଟ ଖୋଲି ଦେଇଛି ତ ବାଳକୁ ଚେକିଂ କରୁଚ ଶଳା ଗୋଟେ ତାମସା 😂😂😂😂😂😂

  • @SubrataSwain-i5q
    @SubrataSwain-i5q ปีที่แล้ว

    Chhadi diantu sar😅😅😅😅😅😅

  • @stylestar486
    @stylestar486 ปีที่แล้ว +1

    ସେ ନଳ ଭିତରେ ଛିପ ପଶିଯିବ ରେ