ଘଟଣାକୁ ନୂଆ ମୋଡ ଦେଉଛି କିଏ ? | Odisha Reporter

แชร์
ฝัง
  • เผยแพร่เมื่อ 21 ก.ย. 2024

ความคิดเห็น • 307

  • @chiku4140
    @chiku4140 7 ชั่วโมงที่ผ่านมา +60

    ଠିକ୍ କଥା କହିଛନ୍ତି ମ୍ୟାଡମ ପୋଲିସ ମାଦର ଚୋଦ ଚୋର ସଳା କାହାକୁ ଭରତ ପୁର ଥାନାରେ ନ୍ୟାୟ ମିଳିନାହିଁ ମୁଁ ନିଜେ ଅନୁଭବି ପଇସା ଖିଆ ପୋଲିସ ତାଙ୍କୁ ଜେଲରେ ପୁରାଅ ଖାଲି ସଂସ୍ପେଣ୍ଡ ଚଳିବ ନାହିଁ

  • @JagannathBehera-g8o
    @JagannathBehera-g8o 7 ชั่วโมงที่ผ่านมา +13

    Right katha kahuchanti

  • @Thetwinsistersvlog
    @Thetwinsistersvlog 7 ชั่วโมงที่ผ่านมา +10

    Absolutely ryt madam ❤

  • @saradasahoo2409
    @saradasahoo2409 7 ชั่วโมงที่ผ่านมา +16

    ମଦ ପିଅନ୍ତୁ ସରଳ ସୁନ୍ଦର ଜୀବନଚର୍ଯ୍ୟା କରନ୍ତୁ

  • @anilbaliarsingh6475
    @anilbaliarsingh6475 6 ชั่วโมงที่ผ่านมา +2

    You are right mam
    I appreciate you. We stand with justice

  • @itsmebiswajit91roul37
    @itsmebiswajit91roul37 7 ชั่วโมงที่ผ่านมา +4

    Myam ଆପଣ ମୋ ମନ କଥା କହିଲେ 🙏🙏

  • @narasinghasahu3501
    @narasinghasahu3501 45 นาทีที่ผ่านมา +2

    ମଦ ମଦ ଆଉ ମଦ । ସବୁ ବିଭ୍ରାଟ ର ମୂଳ କାରଣ। ଆମକୁ ଏହା ଗ୍ରହଣ କରିବାକୁ ପଡ଼ିବ ।

  • @GyanaGyana-d3y
    @GyanaGyana-d3y 6 ชั่วโมงที่ผ่านมา +2

    Justice for odisha police

  • @sibapati8437
    @sibapati8437 7 ชั่วโมงที่ผ่านมา +8

    Madam mohan sarakar ଙ୍କୁ ଫସେଇ ବାର ଏଇଟା ଯୋଜନା କରିଛି ପୋଲିସ ଆପଣ ଜାଣି ରଖନ୍ତୁ ଏଇ ଭଳିଆ ଥାନାରେ ପୁଣି cctv ନାହିଁ 😅😅😅😅 କାରଣ ସରକାର change ହେଇଛି ସବୁ କେଶ ଆଗକୁ ଆସିବ ବୋଲି ସବୁ ପୋଲିସ ଜାଣିଛନ୍ତି ଏମିତି କଲେ ସରକାର ବଦଲି ଯିବ କିନ୍ତୁ mohan ସରକାର ଦୃଢ଼ ରୁହନ୍ତୁ ଆପଣ jagannath ଙ୍କୁ ମାଆ ତାରିଣୀ ଙ୍କ କୃପାରୁ cm ହେଇଛନ୍ତି pubic ନ୍ୟାୟ ଆପଣଙ୍କ ନ୍ୟାୟ

    • @biswajitbhoi881
      @biswajitbhoi881 27 นาทีที่ผ่านมา

      Are pagal sethipain kn police daiki cctv lagilani se kn taa gharu aniki lageithanta ki

    • @prajanadattaputhal7034
      @prajanadattaputhal7034 25 นาทีที่ผ่านมา

      Police thik karichhi se jhia ta kharap.

  • @kalingaranjan2074
    @kalingaranjan2074 3 ชั่วโมงที่ผ่านมา +2

    ଏହା ଅନୁମାନ କରାଯାଇପାରେ ଏହି ମାମଲାରେ ପୋଲିସ୍ ଏବଂ ରାସ୍ତା କଡ଼ରେ ଥିବା ଯୁବକମାନେ ଗୋଟିଏ ଦଳ ହୋଇପାରନ୍ତି କିଛି ଯୁବକ ହୁଏତ କିଛି ଶାସକ ବିଜେପି ପାର୍ଟୀର ରାଜନତିକ ପୃଷ୍ଠପୋଷକତାରେ ଅଛନ୍ତି |

  • @RajendraDas-q5p
    @RajendraDas-q5p 6 ชั่วโมงที่ผ่านมา +4

    Correct mam

  • @pauldigi8867
    @pauldigi8867 7 ชั่วโมงที่ผ่านมา +10

    Ma'am jhia micha kahi pua manaku fasei deba boli pua mane video karichanti. Na hele jhia jaha kahiba judge sabu thik boli accept kariba.. pua mane video karichanti boli aji semane mukulile

  • @amarendrakumardas2564
    @amarendrakumardas2564 7 ชั่วโมงที่ผ่านมา +2

    Good madam ji Jay jagannath

  • @pravatachandrarath2847
    @pravatachandrarath2847 3 ชั่วโมงที่ผ่านมา +4

    ପୋଲିସ ସବୁବେଳେ କଳଙ୍କିତ

  • @pradeepkumarsinha803
    @pradeepkumarsinha803 37 นาทีที่ผ่านมา +2

    ସବୁରି ମୂଳର କାରଣ ହେଉଛନ୍ତି ନେତା,ମନ୍ତ୍ରୀମାନେ।ଏହି ମାନଙ୍କଯୋଗୁ ସାରା ସମାଜ ଆଜି ଦୁର୍ଦ୍ଦିନ ଦେଖିବାକୁ ମିଳୁଛି। ଯଦି ନେତା ମନ୍ତ୍ରୀମାନେ ନିଜର ସ୍ବାର୍ଥ ହାସଲ ପାଇଁ କେତେଜଣ ସରକାରୀ କର୍ମଚାରୀ/ଅଧିକାରୀ/ପୋଲିସ ଅଧିକାରୀମାନଙ୍କୁ ଅସ୍ତ୍ର ହିସାବରେ ବ୍ୟବହାର କରୁଛନ୍ତି।
    ଯଦି ମୂଳରୁ ଅନ୍ୟାୟ, ଦୁର୍ନୀତିଖୋର ସରକାରୀ କର୍ମଚାରୀ/ଅଧିକାରୀ/ପୋଲିସ ଅଧିକାରୀମାନଙ୍କୁ କାର୍ଯ୍ୟରୁ ତୁରନ୍ତ ବହିଷ୍କାର କରି ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ କରିଥାଆନ୍ତେ ତେବେ ଏହି ଦିନ ଦେଖିବାକୁ ମିଳୁ ନଥାଆନ୍ତା।
    ସେଥିପାଇଁ NORTH KOREAର ଶାସନ ସ୍ବାଗତ ଯୋଗ୍ଯ।
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
    ସାବଧାନ। ସାବଧାନ।

  • @pauldigi8867
    @pauldigi8867 7 ชั่วโมงที่ผ่านมา +8

    Nighty pindhithiba video dekhichanti ki... Apana vala re dekhantu.

    • @Krishna77787
      @Krishna77787 7 ชั่วโมงที่ผ่านมา

      CCTV udei dekhibe chanti para
      Sange sange Change krdele 😂😂

    • @mail2kamaldas
      @mail2kamaldas 7 ชั่วโมงที่ผ่านมา

      All videos are there.but where is the video of nighty.

    • @nareshchandra9999
      @nareshchandra9999 6 ชั่วโมงที่ผ่านมา

      Nighty wearing ladies was sitting in Bharatpur, police station, which has now been removed by police , I don't know how, but in initial videos it was clearly seen

    • @jpsmath9600
      @jpsmath9600 6 ชั่วโมงที่ผ่านมา +1

      Aita chikana kuha bedha maikina

  • @PuspaJena-j7f
    @PuspaJena-j7f 6 ชั่วโมงที่ผ่านมา +2

    ମାଡାମ ଠିକ୍ କଥା କହୁଛନ୍ତି

  • @User-yhjjgzz
    @User-yhjjgzz 4 ชั่วโมงที่ผ่านมา +2

    Right said

  • @manoramaskitchen8836
    @manoramaskitchen8836 7 ชั่วโมงที่ผ่านมา +5

    That army person wanted to avoid the situation with the students because he knew that this girl is over reacting and shouting on top.
    Video eta bi viral heichi je jetebele siye police station re udhata hauthila sete belaku ta otha phati sarithila... Hele siye samastanku kahichi je police station re taku mariki otha phateile. Apananku laguni eta double standard.

  • @jimalmurmu915
    @jimalmurmu915 7 ชั่วโมงที่ผ่านมา +4

    Strong alcohol ta pee thile sethi pai a dasha

  • @KabuShoo
    @KabuShoo 7 ชั่วโมงที่ผ่านมา +2

    Right

  • @CITYTWRITE
    @CITYTWRITE 51 นาทีที่ผ่านมา +2

    ପୁଅ ମାନଙ୍କ ବିଷୟରେ କଣ ଫାଲତୁ କହୁଛନ୍ତି 7 ଝଣ attack କଲେ କଣ ଝିଅ ବଞ୍ଚି ଥାନ୍ତା madom ଟିକେ ଠିକ କଥା କୁହନ୍ତୁ

  • @GaneshJena-mr1hf
    @GaneshJena-mr1hf 2 ชั่วโมงที่ผ่านมา +1

    ୧୦୦ ଦିନରେ ସରକାର ଏତିକି କାଳାକାରନାମା କରିଛନ୍ତି। ବିଜେଡ଼ି ଭଳିଆ ଶାସନ ଆରମ୍ଭ ହେଉଛି।

  • @biruamamalaxmi541
    @biruamamalaxmi541 30 นาทีที่ผ่านมา +3

    ମଦୁଆ ଝିଅ କୁ ବଞ୍ଚିବାକୁ ଏତେ ଚେଷ୍ଟା କଣ କରା ଯାଉଛି 😂😂😂😂

  • @dipenkumarbarik7137
    @dipenkumarbarik7137 7 ชั่วโมงที่ผ่านมา +5

    Tikke jhia bisayare ta kuha

  • @rabindrarathor1013
    @rabindrarathor1013 ชั่วโมงที่ผ่านมา +1

    Correct। madam।

  • @sureshpatra5975
    @sureshpatra5975 7 ชั่วโมงที่ผ่านมา +1

    Right 👍 madam

  • @sandhyamaharana1357
    @sandhyamaharana1357 43 นาทีที่ผ่านมา +1

    Thank you madam 😊

  • @Odiaclasic
    @Odiaclasic 7 ชั่วโมงที่ผ่านมา +1

    ଉଭୟ ପୋଲିସ ଆଉ ସେ ମହିଳା ମିଛ କହୁଛନ୍ତି..... ମେଡିକାଲ test ହେଲେ injury ସତ କି ମିଛ ଜଣାପଡିବ, ସେତେବେଳେ ଆସିକି ମିଡ଼ିଆ ରେ comment କରିଲେ ଭଲ ହେବ

  • @K.Siladityavlogs
    @K.Siladityavlogs 7 ชั่วโมงที่ผ่านมา +27

    Ye ମହିଳା ଆଉ ତା ଝିଅ ବି ସମାନ catagory ର ସେଥିପାଇଁ ye ଏମିତି କହୁଛି

    • @mdshahidanwar4540
      @mdshahidanwar4540 7 ชั่วโมงที่ผ่านมา

      Right sabu poltics

    • @jagannathascomputerstudych9769
      @jagannathascomputerstudych9769 7 ชั่วโมงที่ผ่านมา +3

      To ଗାଣ୍ଡୀ କାଇଁ ଫାଟିଲା ବେ । ସେ କଣ ଭୁଲ କହୁଛନ୍ତି।

    • @IASaspairant
      @IASaspairant 7 ชั่วโมงที่ผ่านมา +4

      ଇୟେ ଆଉ ତା ଝିଅ ୨ ଜଣ ମିଶିକି ମଦ ପିଅନ୍ତି ଆଉ ମାଆ ଝିଅ ବାପା ଠୁ ମିଶି କି ଗିହାଁ ଖାଉଥିବେ ? ଇୟେ ଯେଉଁଭଳି କହୁଛି ଯେହେତୁ ୟା ର ଚିନ୍ତାଧାରା ଏତେ Devlop

    • @akshayabehera9597
      @akshayabehera9597 7 ชั่วโมงที่ผ่านมา +4

      Magia​@@IASaspairant

    • @akshayabehera9597
      @akshayabehera9597 7 ชั่วโมงที่ผ่านมา

      ​@jagmadhuruchodannathascomputerstudych9769

  • @biruamamalaxmi541
    @biruamamalaxmi541 28 นาทีที่ผ่านมา +1

    Madam ମଦୁଆ ଝିଅ କୁ ବଞ୍ଚାଇବାକୁ ଚେଷ୍ଟା ଚାଲିଛି

  • @NilakanthaSatpathy-gu2er
    @NilakanthaSatpathy-gu2er 7 ชั่วโมงที่ผ่านมา +11

    ମେଜର ଙ୍କ ରକ୍ଷିତା ଚାଲି ଚାଲି ଡାକ୍ତରଖାନା ଭିତରକୁ ଗଲେ, ବାହାରିବା ବେଳକୁ ହ୍ବିଲ ଚେୟାର ରେ 😂😂

    • @jagannathascomputerstudych9769
      @jagannathascomputerstudych9769 7 ชั่วโมงที่ผ่านมา

      ଶତପଥୀ ବାବୁ ବ୍ରାହ୍ମଣ ବାଦି ଚିନ୍ତା ଚାଡ। ପୋଲିସ କୁ support କରନି ବ୍ରାହ୍ମଣ ବୋଲି

    • @Keshavdanceplanet1994
      @Keshavdanceplanet1994 5 ชั่วโมงที่ผ่านมา

      😂😂😂

    • @Worldcinemabj
      @Worldcinemabj 5 ชั่วโมงที่ผ่านมา +1

      Au kn thana ru ta hata goda paster kariki jaithanta hospital.....kede murkha ta kire , medical checkup pare hni sabu janapadila au a jou police side neunu dine raha to gandi re dine jadi na pasiba kahibu

    • @BNayaKVLOG
      @BNayaKVLOG 3 ชั่วโมงที่ผ่านมา

      Maghia toh gadi re gehibi mejar nku amiti kohuchhu sola

  • @mesmerizeart663
    @mesmerizeart663 6 ชั่วโมงที่ผ่านมา +1

    ଆଞା ମ୍ୟାଡମ ମଣିଷ ଆଗରୁ ଲଙ୍ଗଳା ହେଇକି ଜଙ୍ଗଲରେ ବୁଲୁଥିଲା, ତା ପରେ ଗଛର ବକଳ ପିନ୍ଧି ନିଜର ଦେହକୁ ଘୋଡେଇଲା, ତାପରେ ଆସ୍ତେ ଆସ୍ତେ ସମ୍ପୁର୍ଣ୍ଣ ପୋଷାକ ପିନ୍ଧିଲା କିନ୍ତୁ ତମ ହିସାବରେ ଯୋଉମାନେ ଖଣ୍ଡେ ଖଣ୍ଡେ ବ୍ରା ଆଉ ଚଡି ପିନ୍ଧି ବୁଲୁଛନ୍ତି ସେମାନେ ବଣ ମଣିଷ ଆଡକୁ ଯାଉଛନ୍ତି ନା ଆଧୁନିକ ଯୁଗକୁ। ଭଗବାନ ମନୁଷ୍ଯ କୁ ଗୋଟେ ବିଚାର ଶକ୍ତି ଦେଇଛନ୍ତି ଯୋଉଟାକି ସେ ଜିନିଷ ଟି ପଷୁ ମାନଙ୍କ ପାଖରେ ପରିଲିଖିତ ହୁଏ ନାହିଁ,ଦ୍ବିତୀୟ କଥା ପିତା ମାତାଙ୍କର ପ୍ରଥମ କର୍ତ୍ତବ୍ଯ ସାମାଜିକ ସଂସ୍କାର ପିଲା ମାନଙ୍କୁ ଦେବା ଯୋଉଟା ଏ ଛିଅ ପାଖରେ ନାହିଁ, ସେ କଣ ପାଇଁ ରାତି ଦୁଇଟାରେ ବୟଫ୍ରେଣ୍ଡ ସହ ବାରରେ ମଦ ପିଇ ରାସ୍ତାରେ ବୁଲିବ ଯଦି କିଛି ଅଘଟଣ ଘଟିଯାଏ ତା ପାଇଁ ଦାୟୀ କିଏ ରହିବ, ଆଉ ଏମିତ କରିହବନି ସାରା ଓଡିଶା ରେ ପ୍ରତି ୧୦ ହାତରେ ଗୋଟେ ଅଫିସର ଠିଆ କରିବେ। ଆଗ ନିଜ ଭୁଲ କୁ ସ୍ବୀକାର କର ପିଲାମାନଙ୍କୁ ସଂସ୍କାର ଦିଅ, ଆମର ବି ଉଚ୍ଚ ଶିକ୍ଷିତା ଭଉଣୀ ଅଛନ୍ତି ଚାକିରୀ ମଧ୍ଯ କରିଛନ୍ତି MNC COMPANY ରେ କିନ୍ତୁ ଏଭଳି ଉଦ୍ଧତ ନୁହଁନ୍ତି। ଯଦି ଲୋକ ତାର ଡ୍ରେସ କୁ ଦେଖି ଜଜ କଲେ ତମେ ପାଶ୍ଚାତ୍ୟ ପୋଷାକ ସପକ୍ଷରେ ମନ୍ତବ୍ୟ ଦଉଚ ତମେ କାହିଁକି ଲୁଗା ପିନ୍ଧି ବାଇଟ ଦଉଚ ବ୍ରା, ଚଡି ପିନ୍ଧି ବାଇଟ ଦିଅ ସାମାଜକୁ ଭଲ ବାର୍ତ୍ତା ଗଲା କି ନାହିଁ ୧୦ ମିନିଟ ଭିତରେ ତମ ଘର ଲୋକ ଫୋନ କରି ଜଣେଇ ଦେବେ

  • @chittaranjandutta1781
    @chittaranjandutta1781 6 ชั่วโมงที่ผ่านมา +1

    Right now madam

  • @southheroinecuts7323
    @southheroinecuts7323 38 นาทีที่ผ่านมา +1

    Corect

  • @soumyaranjan7964
    @soumyaranjan7964 7 ชั่วโมงที่ผ่านมา +3

    Those who are pointing at victim they all should come out of their ego 1st. And I request them to keep their sisters n daughters inside the home or else anything can be happened

  • @ajitakumarsahoo9458
    @ajitakumarsahoo9458 25 นาทีที่ผ่านมา +1

    ପୋଲିସ ର କାର୍ଯ ସନ୍ଦେହଜନକ 😢😢😢😢

  • @dileswarbiswal2962
    @dileswarbiswal2962 7 ชั่วโมงที่ผ่านมา +14

    ସେ ଝିଅ ର ଭୁଲ୍ ଅଛି🎉🎉

  • @bhagabanpradhan7500
    @bhagabanpradhan7500 ชั่วโมงที่ผ่านมา

    Thanks 💯 Madam
    Jay jaban

  • @saransha5937
    @saransha5937 6 ชั่วโมงที่ผ่านมา

    ❤ voice of a well educated person

  • @ranjankumarnayak4109
    @ranjankumarnayak4109 7 ชั่วโมงที่ผ่านมา

    ସ୍ୱାଗତ ଯୋଗ୍ୟ କଥା 🙏🏻

  • @ashmitswain5045
    @ashmitswain5045 7 ชั่วโมงที่ผ่านมา +19

    Army officer blood test pain kahinki raaji heleni ????

    • @sarojpatnaik8664
      @sarojpatnaik8664 7 ชั่วโมงที่ผ่านมา +1

      Daru pithila

    • @deepakacharya3892
      @deepakacharya3892 7 ชั่วโมงที่ผ่านมา +8

      ପୋଲିସ୍ ହାରାମି ମାନେ କଣ ଅମୃତ ପି DUTY କରନ୍ତି। ବୀର ସେନା ଙ୍କୁ ଅସମ୍ମାନ କରନ୍ତୁ ନାହିଁ।

    • @lalsangramjena9542
      @lalsangramjena9542 7 ชั่วโมงที่ผ่านมา

      ​@@deepakacharya3892😂

    • @niranjansharma6435
      @niranjansharma6435 6 ชั่วโมงที่ผ่านมา +1

      Don't u have commonsense? Why he should do the blood test? When he was off duty it's his choice to drink or not...who r u to judge someone...get some brain man..

    • @PuspaJena-j7f
      @PuspaJena-j7f 6 ชั่วโมงที่ผ่านมา +1

      ଆପଣ ଦେଖିଥିଲେ

  • @satyanaik7321
    @satyanaik7321 59 นาทีที่ผ่านมา +1

    ଦେଖିଲ ତ ନବରଙ୍ଗପୁର ରେ ପୋଲିସ୍ ବାବୁ ଏଭଳି କାମ କରନ୍ତି ଯେତେବେଳେ ସାଧାରଣ ଲୋକ ପ୍ରତିବାଦ କରନ୍ତି ତାଙ୍କ ମୁଁହ ବନ୍ଦ କରିବା ପାଇଁ ପୋଲିସ ପାଖରେ ଅନେକ ପ୍ରକାର ବାଟ ରହିଛି ଭରତପୁର ଥାନା ରେ ମଧ୍ୟ ଏପରି ହୋଇଛି ଆଉ ଏପଟେ ପୋଲିସ ଆନ୍ଦୋଳନ କରିଛି ନ୍ୟାୟ ପାଇଁ ପୋଲିସ ଗୁଡାକ ଏକଦମ୍ ବେଧ ଗୁଡାକ 😂😂😂😂

  • @pratapkumartripathy9739
    @pratapkumartripathy9739 44 นาทีที่ผ่านมา

    You are always genuine, mam.

  • @jagannathmishra1599
    @jagannathmishra1599 5 ชั่วโมงที่ผ่านมา

    Thik kahi chhanti madam

  • @pradeeprout8982
    @pradeeprout8982 6 ชั่วโมงที่ผ่านมา

    Love you odisha police

  • @Odiaclasic
    @Odiaclasic 7 ชั่วโมงที่ผ่านมา +11

    ଭୁଲ ଉପସ୍ଥାପନା କରୁଛନ୍ତି ଆପଣ

    • @Surviving_one
      @Surviving_one 7 ชั่วโมงที่ผ่านมา

      Sata ta tume kuha ta dekhiba.

  • @ashmitswain5045
    @ashmitswain5045 7 ชั่วโมงที่ผ่านมา +2

    Aapana kemiti janile je duty officer nighty thile .

    • @mantoshmohanty3712
      @mantoshmohanty3712 7 ชั่วโมงที่ผ่านมา

      Jadi kichhi update naha pacharani

  • @janakilatapatra580
    @janakilatapatra580 19 นาทีที่ผ่านมา

    Bahut sundar Madam exactly apana jaha kahuchhanti jie bujhi paruthiba se thik janiparuthiba

  • @baralcreations4636
    @baralcreations4636 7 ชั่วโมงที่ผ่านมา

    Right statement

  • @chinnubehera2346
    @chinnubehera2346 39 นาทีที่ผ่านมา

    You are right sir

  • @girijaprasadsahoo7146
    @girijaprasadsahoo7146 6 ชั่วโมงที่ผ่านมา

    Right Madam

  • @narasinghasahu3501
    @narasinghasahu3501 51 นาทีที่ผ่านมา

    You are right ma'm.

  • @rdagrawal5051
    @rdagrawal5051 2 ชั่วโมงที่ผ่านมา

    U r right

  • @pravatsingh2819
    @pravatsingh2819 7 ชั่วโมงที่ผ่านมา

    True

  • @gourangaswain2476
    @gourangaswain2476 29 นาทีที่ผ่านมา

    ସବୁ ପୋଲିସର ଅନ୍ତିମ ସମୟ ଆସିଲା,,, ଏବେ ସବୁ ପୋଲିସଙ୍କୁ,,,, ଆର୍ମି ବାଲା,,,,encounter କରିଦିଅ

  • @PuspaJena-j7f
    @PuspaJena-j7f 6 ชั่วโมงที่ผ่านมา +1

    ଡିସିପି କୁ ତଦନ୍ତ ଘେରାକୁ ଅଣା ଜାଉ

    • @jpsmath9600
      @jpsmath9600 6 ชั่วโมงที่ผ่านมา

      To maa ku b ana jau. Tu to bopa ra chhua ki nahin

  • @bibhusishedla9438
    @bibhusishedla9438 2 ชั่วโมงที่ผ่านมา +1

    ମଦ ପିଇବା କେତେ ଟିକ୍ ମେମ୍ ଆଉ police ମାନଙ୍କୁ ବିରକ୍ତି କରିବା ପୁଣି ଯୁବକ ମାନଙ୍କ maa ଙ୍କୁ ଗାଳି ଦେବା କେତେ ଟିକ୍

    • @shadow2.0372
      @shadow2.0372 43 นาทีที่ผ่านมา

      କେଡେ mg ଟା କିରେ sethi ତୋ ମା ଥିଲେ 😂

  • @K.Siladityavlogs
    @K.Siladityavlogs 7 ชั่วโมงที่ผ่านมา +10

    କୋଉ video ରେ ye ପାଗଳ ଦେଖିଲା ଥାନା ରେ ନାଇଟୀ ପିନ୍ଧିକି ବସିଛନ୍ତି. To ବୋହୁ ତତେ ଝାଡ଼ୁରେ ପିଟୁ.

  • @hemantsamal1977
    @hemantsamal1977 7 ชั่วโมงที่ผ่านมา +1

    Jubati nije nijaku uchaluchanti

  • @KamalakantaNayak-z3o
    @KamalakantaNayak-z3o 24 นาทีที่ผ่านมา

    ନବ ଦାସ ଙ୍କ ହତ୍ୟାକାରୀ ଗୋପାଳ ଦୋଷୀ ସାବ୍ୟସ୍ତ ହୋଇନାହିଁ। ସେ ସସ୍ପେଣ୍ଡ ହେଲେ ଓ ଜେଲରେ ଅଛନ୍ତି ।ଗୁଳି ମିଳିନାହିଁ। ସେ ଆସୋସିଏସନ୍ ର ସଭ୍ୟ ନ ଥିଲେ ବୋଧହୁଏ। ତାଙ୍କ ପାଇଁ ଆସୋସିଏସନ୍ ର ଭୁମିକା କ'ଣ ?

  • @sashikantapatra7683
    @sashikantapatra7683 4 ชั่วโมงที่ผ่านมา

    👌👌👌👌

  • @arjunsahoo5
    @arjunsahoo5 3 ชั่วโมงที่ผ่านมา

    Jaithilu... Major pakhaku... Anilumi vdo.... Drink and drive case regarding kichi kahuni

  • @POWER_OF_BAPPA
    @POWER_OF_BAPPA 4 ชั่วโมงที่ผ่านมา

    ପୋଲିସ ଥାନା ରେ ଲେଖିଛନ୍ତି WE CARE WE DARE ତାହେଲେ ଘଟଣାରେ ପରଦିନ କଣ ପାଇଁ ପୋଲିସ ମୁହଁ ଖୋଳିଲେନି ମିଡ଼ିଆ ଆଗରେ,ଆଇନ ମନ୍ତ୍ରୀ ୬ଦିନ ହୋଇଗଲାଣି କିନ୍ତୁ ତାଙ୍କର ନୂଆ ବିଜେପି ସରକାର ଆଇନ ୧୦୦ ଦିନରେ ଭାରତସାରା ଓଡିଶା ନାଁ ପ୍ରଥମ ସ୍ଥାନ ଗ୍ରହଣ କରିଛି |

  • @rajbeersingham8712
    @rajbeersingham8712 6 ชั่วโมงที่ผ่านมา

    rati 10 ta pare mada piki gadi chaleiba ta thik?? waoooo madam juhar

  • @mantoshmohanty3712
    @mantoshmohanty3712 7 ชั่วโมงที่ผ่านมา

    Right talk same to same as like my thought.

  • @anjalisethi8528
    @anjalisethi8528 7 ชั่วโมงที่ผ่านมา +5

    Madam apna adhika gapuchanti
    Apna mane khali mahila samaj seba nam re bhandami karuchanti

  • @GaneshJena-mr1hf
    @GaneshJena-mr1hf 2 ชั่วโมงที่ผ่านมา

    Ur correct.Thanks to Madam. Odissa govt. ବୁଝି ବା ଦରକାର,ଏ ଘଟଣାକୁ ଚାପି ଦେବାପାଇଁ ଚେଷ୍ଟା ଜୋର ସର ଚାଲିଛି । ରାଜ୍ୟପାଳ ପୁଅ ପିଟିବା କଥା ହେଉ ।ସି ସି କେମେରା ଗଲା କୁଆଡେ,ସେମାନେ କ'ଣ ଗଣ୍ଡ ଗୋଳ କରିବାକୁ ଯାଇ ଥିଲେ କି ? କି ଭଳି ପଦକ୍ଷେପ ଥାନା ବାବୁ ନେଲେ ଜଣା ଗଲା ନାହିଁ ।

  • @biruamamalaxmi541
    @biruamamalaxmi541 32 นาทีที่ผ่านมา

    ଝିଅ strong ମଦ ପିହିବାରେ

  • @34-subhamswagatika51
    @34-subhamswagatika51 6 ชั่วโมงที่ผ่านมา +1

    Police nangala haba 😅se drinks kala but control re achhi ame dekhichu hela jhia ku vul diani police aga cctv dau

  • @pratapkumarmohanty9899
    @pratapkumarmohanty9899 6 ชั่วโมงที่ผ่านมา +3

    ମୋତେ ଲାଗୁଛି ଉଭୟ ପକ୍ଷ ର ଭୁଲ୍ ରହିଛି। ଯାହାବି ଭିଡିଓ ରେ ଦିଶୁଚି, ଉଭୟ ପକ୍ଷ ସାମାଜ ବିରୋଧୀ ଏବଂ ଆଇନ୍ ବିରୋଧୀ କାର୍ଯ୍ୟ କଳାପ ପ୍ରଦର୍ଶନ କରିଛନ୍ତି।

  • @pauldigi8867
    @pauldigi8867 7 ชั่วโมงที่ผ่านมา +8

    Police pitini.. se acting karuchi. Medical cctv re ta pura fit achhi.

  • @Odiasupporter8214
    @Odiasupporter8214 6 ชั่วโมงที่ผ่านมา

    ସତ କଥା କହିଛନ୍ତି ଆପଣ ମ୍ୟାମ୍

  • @abinashbehera9184
    @abinashbehera9184 6 ชั่วโมงที่ผ่านมา

    Madam u r polarizing case...

  • @ashokkumarsahoo2574
    @ashokkumarsahoo2574 ชั่วโมงที่ผ่านมา

    ଠିକ୍ କଥା କହୁଚ ମାମ୍

  • @nabakishoresahoo5712
    @nabakishoresahoo5712 2 ชั่วโมงที่ผ่านมา

    ରାତି 2ଟାରେ party attend କରି ପ୍ରଚୁର ମଦ ପିଇ, smoke କରି ଅର୍ଦ୍ଧ ଲଙ୍ଗଳା ବେଶରେ ଫେରିବା କଣ ଠିକ?

  • @pradeepnayak-377.
    @pradeepnayak-377. 7 ชั่วโมงที่ผ่านมา

    ମୋହନ ମାଝୀ କିଏ ସେ ତ ଜାଣିନି ।କିନ୍ତୁ ପ୍ରଭାତୀ ମାଡ଼ାମ ଙ୍କୁ ଜାଣିଚି

  • @pinakbhusanrath3620
    @pinakbhusanrath3620 51 นาทีที่ผ่านมา

    ପୋଲିସ ର ବ୍ୟବହାର ତୁ ତା ରେ ରା ବେ ବା ଶଳା. ମହିଳା ପୋଲିସ ନାଇଟି ପିନ୍ଧି ଥିଲା ଦେହର ଗରମ ଥଣ୍ଡା କରି ସୁଖ ନବା ପାଈଁ

  • @bhubanbehera2379
    @bhubanbehera2379 6 ชั่วโมงที่ผ่านมา

    Thanks Madam Namrata you deserve credit.Always your analysis is superb.2+2=4 ,what I understand from your statement /analysis.

  • @Makehappy5
    @Makehappy5 ชั่วโมงที่ผ่านมา

    Nighty ta କଣ dress ଗୋଟିଏ bikini ଆପଣ କଣ nighty ପିନ୍ଧି ନାହାନ୍ତି ଯଦି ପିନ୍ଧିଛନ୍ତି ତାହେଲେ ଆପଣ ସେଇ catagory ରେ ଆନ୍ତର୍ବୁକ୍ତ

  • @Mahanpreet
    @Mahanpreet 7 ชั่วโมงที่ผ่านมา +10

    ଅଧା ଜ୍ଞାନ ଥିବା ଜିନିଷ ଉପରେ ମନ୍ତବ୍ୟ ଯିଏ ଦିଏ ତାକୁ ମହା ମୂର୍ଖ କୁହାଯାଏ। ତେଣୁ ଏହି ବିଷୟରେ କିଛି ନଜାଣି tv ସମ୍ମୁଖରେ ମୁଖ ଚମକେଇବାକୁ ଆସନ୍ତୁ ନାହିଁ।

    • @thecommonman5169
      @thecommonman5169 7 ชั่วโมงที่ผ่านมา +1

      ଠିକ୍ କଥା

    • @thecommonman5169
      @thecommonman5169 7 ชั่วโมงที่ผ่านมา +1

      ଠିକ୍ କଥା

  • @lingarajdash9585
    @lingarajdash9585 6 ชั่วโมงที่ผ่านมา

    ମାଡାମ ସେ ଝିଅ ଆମ cm ଙ୍କୁ ଥଟା କରିବ ଆଉ କହିବ ମୋହନ ମାଝୀ ନାଁ ହନି ମୁନ ମାଝୀ .?? ଏ ବିଷୟରେ ଟିକେ କୁହନ୍ତୁ

  • @madhusudandas2630
    @madhusudandas2630 ชั่วโมงที่ผ่านมา

    ଭୟାନକ

  • @dineshbehera1287
    @dineshbehera1287 7 ชั่วโมงที่ผ่านมา

    Pink movie re eita bhalase explains karajaichi....

  • @vigyan657
    @vigyan657 5 นาทีที่ผ่านมา

    Justice for odisha police... Suspend thd army major from army

  • @ashmitswain5045
    @ashmitswain5045 7 ชั่วโมงที่ผ่านมา +5

    Lady police officer kan mahila nuhanti ???

    • @mmproduction7485
      @mmproduction7485 6 ชั่วโมงที่ผ่านมา

      ମହିଳା ହେଲେ ବି ଜଣେ ପୋଲିସ ଅଧିକାରୀ

    • @jpsmath9600
      @jpsmath9600 6 ชั่วโมงที่ผ่านมา

      Naa ta --- jagare aai bedha maikina husband ra banda lageiki asichi

  • @Ajay-dx3qc
    @Ajay-dx3qc 7 ชั่วโมงที่ผ่านมา

    DCP should be sacked asap or CM will resign automaticallly. Pandiya is ruining the Govt.

  • @bikashranjanbehera9690
    @bikashranjanbehera9690 ชั่วโมงที่ผ่านมา

    ଭିଡ଼ିଓ ରେ ସ୍ପଷ୍ଟ ଅତ୍ୟାଚାର ଓ ଅନ୍ୟାୟ ର ପ୍ରମାଣ ରହିଛି, କେହି ମୋଡ ବଦଳେଇପାରିବେନି

  • @rutukantapradhan2306
    @rutukantapradhan2306 4 ชั่วโมงที่ผ่านมา

    Madam thik kahuchanti

  • @subratmaharathy435
    @subratmaharathy435 42 นาทีที่ผ่านมา

    ଆଉ କିଏ କହିଛି ଝିଅ ପିଲା ମଦ ପିଇ ରାସ୍ତା ରେ ମାତାଲ୍ ହେବ।ଆଉ କହିବ ମୁଁ ଗୋଡ଼ ଦେଖାଏ , ମୁଁ ବାଳ ଦେଖାଏ । ତୁ କିଏ ବୋଲି ପିଲାଙ୍କୁ କହିବ।ମୋହନ ମାଝି କିଏ ସେ ଜାଣିନି।ଓଡ଼ିଆ ଝିଅ ହୋଇ ଓଡ଼ିଆ କହି ଶିଖିନି।ଆଉ ଆପଣ ମାନେ ପୁଣି ଆସି କହିବେ ଓଡ଼ିଆ ସଂସ୍କୃତି , ଜଗନ୍ନାଥ ସଂସ୍କୃତି।ଓହୋ ଆମ ସଂସ୍କୃତି ରେ ଲେଖା ହୋଇଛି ମଦ ପିଇବ ଆଉ ରାସ୍ତା ରେ ଗୋଡ଼ ଆଉ ବାଳ ଦେଖେଇବ।ହଁ ପୋଲିସ ନିଜ କୁ ସଜାଡିବ।ଆଉ ସେ ଝିଅ କୁ ତମେ ସାଜାଡ।ହଁ ମାଆ ଦୁର୍ଗା ଏମିତି ମଦ ପିଇ ମାତାଲ୍ ହେବାକୁ କୁହି ନାହାନ୍ତି।ସେ ସତ ଜଣ ପୁଅ ସହ ଲଢ଼ିନି। ମଦ ନିଶାରେ ସେ ଲଢ଼ୁଛି।ହଁ ଆର୍ମି ଅଫିସର ର ବାନ୍ଧବୀ କହିବ ପିଲାଙ୍କୁ ତେରୀ ମାଆ କି।ରାତି ଅଧରେ ମଦ ପିଇ ବୁଲିବା କଣ ଦରକାର।ସମାଜସେବା ନା ରେ ଝିଅ କୁ ଉଦ୍ଧତ କରିବା ଶିଖେଇ ଦେଉଛନ୍ତି ଆପଣ।ଆଉ ଝିଅ କୁ ମଦ ପିଆଇ ରାସ୍ତାରେ ମାତାଲ୍ ହୋଇ ସମାଜରେ ପୁଅ ମାନଙ୍କୁ ଦେଖେଇ ହେବା ପାଇଁ ଆପଣ ଶିଖେଇ ଛନ୍ତି

  • @debendranarayandash9040
    @debendranarayandash9040 ชั่วโมงที่ผ่านมา +1

    ପୂର୍ବ ସରକାରଙ୍କ ପରାଜୟକୁ ଗ୍ରହଣ କରି ପାରୁନାହାଁନ୍ତି ନୁଆ ସରକାରଙ୍କୁ ବଦନାମ କରିବା ପାଇଁ ଏ ହେଉଛି ସଡଜନ୍ତ୍ର

  • @mkm.creation6665
    @mkm.creation6665 7 ชั่วโมงที่ผ่านมา

    Dhana Kariba asha

  • @ashmitswain5045
    @ashmitswain5045 7 ชั่วโมงที่ผ่านมา +1

    Middle fingure dekheiki tease karuthile ekatha tike pacharantu .

    • @nareshchandra9999
      @nareshchandra9999 6 ชั่วโมงที่ผ่านมา

      If somebody showing middle finger, or leg or dancing ,does it give a right to that scoundrel to harras her and the gundas of Bharatpur police to molest her. Can't a woman go a Hotel and enjoy, please wash your brain and put some good thought . If a lady going with her Husband or fiancee can't she enjoy her life in India. God save from such people

  • @RaabhiOdiaVlogs
    @RaabhiOdiaVlogs 6 ชั่วโมงที่ผ่านมา

    Mam , she was drunked its clear From the video
    she clearly played the victim Card on the spot..
    This case should be investicated properly

    • @avenger9871
      @avenger9871 ชั่วโมงที่ผ่านมา

      Mada Naveen babu b pianti
      Still 24 year cm odisha
      Ta mane mada kaharap nuha

    • @avenger9871
      @avenger9871 ชั่วโมงที่ผ่านมา

      Odisha govt has generated 7000 crore revenue from alcohol in financial year 2023-24

  • @pakhalia
    @pakhalia 3 ชั่วโมงที่ผ่านมา

    Jhia middle finger dekheile kan kuha jiba 😢

  • @SeturaajaMajhi
    @SeturaajaMajhi 6 ชั่วโมงที่ผ่านมา

    ଭିଡ଼ିଓ ନ ବନେଇଲେ ପ୍ରମାଣ କେମିତି ଆସିବ?

  • @lingarajdash9585
    @lingarajdash9585 6 ชั่วโมงที่ผ่านมา

    ମାଡାମ ସେ ମହିଳା ରାତି 2 ଟା ରେ କୁଆଡେ ଯାଉଥିଲେ.??

    • @BNayaKVLOG
      @BNayaKVLOG 3 ชั่วโมงที่ผ่านมา

      Toh maku gehibaku

  • @pradiptakumarmohanty9740
    @pradiptakumarmohanty9740 53 นาทีที่ผ่านมา

    Madam home delivery hele mada vala Karan loka mada pie ghare basibe.

  • @ANTARYAMIJENA-t8t
    @ANTARYAMIJENA-t8t ชั่วโมงที่ผ่านมา

    ମାଡ ମ ରାଇଟ କହିଲେ

  • @rupashree6515
    @rupashree6515 6 ชั่วโมงที่ผ่านมา

    ପୋଲିସ ତ ଚୋର ବୋଲି ଆମେ କଣ ସମସ୍ତେ ଜାଣିଛନ୍ତି। ଓଡ଼ିଶାର ପ୍ରଥମ ଡକାୟତ ଚୋର ଅଭଦ୍ର ହେଉଛନ୍ତି ପୋଲିସ ଵାଲା। ପୋଲିସ ମାନେ ତ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି। ପୋଲିସ ର 100ଭାଗ ଦୋଷ ରହୁଛି।କିନ୍ତୁ ଝିଅ ର ମଧ୍ୟ 90 ଭାଗ ଦୋଷ ରହୁଛି। ଏବେକା ସମୟ ବହୁତ ଖରାପ ଚାଲିଛି। ଦିନ କଣ ରାତି କଣ ଗୁଣ୍ଡା ଗରଦି ଚାଲିଛି। ଭରତପୁର ଅଞ୍ଚଳ ଜମାରୁ ଭଲ ନୁହେଁ। ବହୁତ ବଡ଼ ବଡ଼ ହୋଟେଲ ରେଷ୍ଟୁରାଣ୍ଟ ରାତି 9.30 10ଟା ସୁଦ୍ଧା ବନ୍ଦ କରିଦେଉଛନ୍ତି। ଏହି ଝିଅଟି ରାତି ରେ ହୋଟେଲ ଖୋଲା ରଖି ପୁଅ ଝିଅ ନାଚ କରୁଛନ୍ତି,ଏଇଟା କେତେଦୂର ଠିକ? ସେ ଆର୍ମି ର ଝିଅ ହେଲେବି କଣ ହେଲା?
    ଝିଅ ପିଲା ଗାଡି ରୁ ଓଲହେଇ ଏତେ ପୁଅ ପିଲାଙ୍କ ସହିତ ଯୁକ୍ତିତର୍କ କରିବା କେତେଦୂର ଠିକ?
    ସେଠୁ ଚୁପଚାପ କଟିଯିବାର ଥିଲା। ଝିଅ ପିଲା ପିଇବା କେତେ ଦୂର ଠିକ? Over confidence heba bhala nuhe ki over smart heba bhala nuhe.