Please. Apananka vedio ku many many thanks bahubar karichhi.susanta baba adhunika juba baba amaripari sikhita ehipari pilanku baba boli kahi jeu baba sabdare puruna loka criticise karanti apana sudhyara odia bhasare ama santhanka manara bhabanaku pariprakasa chalurakhantufrom Nirmala asha Didi
Jay Jagannath Jay panchasakha
Jay🎉🎉🎉
Jay Jagannath Jay Kalki Rama Jay
Super Ranjan Sir pls continue the same
Apana odisara santhamananka samajika durniti nibarana pain jeun Malika barnaku ehiparibakhya karichalantu from Nirmala asha Didi.
Please. Apananka vedio ku many many thanks bahubar karichhi.susanta baba adhunika juba baba amaripari sikhita ehipari pilanku baba boli kahi jeu baba sabdare puruna loka criticise karanti apana sudhyara odia bhasare ama santhanka manara bhabanaku pariprakasa chalurakhantufrom Nirmala asha Didi
Juba baba hoi apana sudhya odia bhasare santhanka manara samajika alodanaku apana ehiparichalurakhantu.from Nirmala asha Didi
Perfect kahile vai. Thanks
ଜୟ ଗୁରୁଦେବ 🙏🙏🙏 ।
ଜୟ ପଞ୍ଚସଖା 🙏🙏🙏 ।
ଭକ୍ତଵନ୍ଧୁ , ଆପଣମାନଙ୍କୁ ମୋର ସାଦର ପ୍ରଣାମ । ଆପଣମାନେ ବିଭିନ୍ନ ପ୍ରସାରଣ ସାରଣୀର କାର୍ଯ୍ୟକ୍ରମ ଦେଖି ସାରିଲେଣି ହେଲେ ମନ ସନ୍ତୁଷ୍ଟ ହେଉନାହିଁ । କାରଣ କଥାକାରମାନେ ମହାପୁରୁଷଙ୍କ ଭାବାର୍ଥ ପୂର୍ଣ୍ଣ ଲେଖା ମାଳୀକାର ବ୍ୟାଖ୍ୟା କରିନାହାନ୍ତି ନିଜେ ଆତ୍ମ ଘୋଷିତ ହେବାପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି ହେଲେ ସଵୁ ମିଥ୍ୟା ଏବଂ ଫଳ ଶୂନ୍ୟ । ପ୍ରସାରଣ ସାରଣୀ ଅଧିକାରୀ ନାୟକ ବାବୁ ଆପଣଙ୍କ ପାଇଁ ମଧ୍ୟ ସେହି ଗୋଟିଏ କଥା ଅନେକ ମିଛୁଆ ଙ୍କ ନିକଟକୁ ଯାଇଛନ୍ତି ହଲେ ଆଶାନୁରୂପ ଫଳ ମିଳିନାହିଁ । ସମୟାନୁଶାରେ ଖୋଜିଲେ କିଛି ମିଳିପାରେ ।
ମହପ୍ରଭୁ -- ଵେଦ ମାରଗ କୁ ନ ଘେନନ୍ତି
ଅବେଦ ମାର୍ଗେ ସେ ଚଳନ୍ତି । ପ୍ରଭୁଙ୍କ ନିର୍ଦ୍ଧାରିତ ଵେଶଭୁଷା ନାହିଁ ।ସେ ନିଜ ଶରୀରରେ କିଛି ମାଳା ତିଳକ ଧାରଣ କରିନଥିଵେ ଶାହାସ୍ତ୍ର ପୁରାଣ ମାଳିକା ଇତୟାଦି ଲୋକ ମାନଙ୍କ ଆଗରେ ଵା ସାରଣୀ ମାଧ୍ୟମରେ ଆତ୍ମ ଘୋଷିତ ହେବାପାଇଁ ପ୍ରବଚନ ଦେଉନଥିଵେ ସେ ଯେଉଁଠାରେ ଥିଵେ ଗୁପ୍ରରେ ଥିଵେ ।ତାଙ୍କ ମୁଖମଣ୍ଡଳରୁ କେଵେହେଲେ ଏଭଳି କଥା ପ୍ରକାଶ ହେଉନଥିବ । ଅତି ସରଳ ଭାଵରେ ସାଂସାରିକ ଜୀବନ କଟାଉଥିଵେ ଯଦି ଆପଣ ଏହିଭଳି ବ୍ୟକ୍ତିଙ୍କ ସନ୍ଧାନ କରନ୍ତି ତେଵେ କିଛି ଫଳ ମିଳିପାରେ ନଚେତ୍ ନିରାଶ ହେବା ଥୟ । ଏହା ନିରାଟ ସତ୍ୟ ।
ପ୍ରଭୁଙ୍କ ସଦ୍ ଇଛା ପୂର୍ଣ୍ଣ ହେଉ ।
ଜୟ ଜଗନ୍ନାଥ 🙏 🙏 🙏 🙏।
ଜୟ ଅଚ୍ୟୁତାନନ୍ଦ 🙏 🙏 🙏 ।
Angya apananka mobile number diantu
@@RameshOjha-u8bଆଜ୍ଞା ନମ୍ବର ଆବଶ୍ୟକତା ନାହିଁ । ସତ କହିଲି ଆଉ ଯାହାଥିଲା ପୁରା କରୁଛି । ପଚିଶ, ଛଵିଶରେ ବହୁତ ନିପାତ ହେଵ । ଯାହା କଳନା କରାଯାଇ ନପାରେ । ଶତାଇଶରେ ପ୍ରଭଙ୍କର ପ୍ରକାଶ ହେଵ ଏହା ସତ୍ୟ ।
Asali kalki nku keun channel re ame dekhiparibu kuhantu
ତାଙ୍କୁ କିଏ ଦେଖିବ ? ଆଉ ସପ୍ତ ତିଳ ଚୀନ କଣ ସେ ଦେଖେଇକି ବୁଲିବେ ? ନା କେମିତି ?
Kasinatha mishra pua kie ? Asali na Nakali ?
ଯୁବକ ହେଲେ ମଧ୍ୟ ଉପଯୁକ୍ତ ଜ୍ଞାନ ଆହରଣ କରି ବାଣ୍ଟୁଛନ୍ତି ତେଣୁ ଧନ୍ୟବାଦ ।
ଭକ୍ତ ଓ ଦେବୀ ମାନେ ଆସିନାହାନ୍ତି ବୋଲି ଆପଣ କେମିତି ଜାଣିଲେ ?
ମହାଶୟ କିଛି ଠିକ୍ କଥା କହିଲେ, କିନ୍ତୁ ଅଙ୍କ ଘୋଷି ଦେଇଛନ୍ତି,ଅଙ୍କର ସୁତ୍ର ଘୋଷି ନାହାନ୍ତି। ଯେଉଁଥିପାଇଁ କିଛି ଭୁଲ୍ ମଧ୍ୟ କହୁଛନ୍ତି। ମାର୍ଗ ବାବଦରେ ପ୍ରସ୍ତାବ ଦେଇଥିବାରୁ ଧନ୍ୟବାଦ, କିନ୍ତୁ ମାର୍ଗ କୁ ସ୍ବୀକାର ନକରୁଥିବା ବ୍ୟକ୍ତି ମାନଙ୍କୁ କ'ଣ କୁହାଯିବ ?
Apana tike kahunahanty anka kan. ?
Kasinatha misha pua kan kalki. ? Tume paa kahucha ? Tume kemitee janila Sarat babu. ? Tume kou hisabare ganana kala. ? Se anka kan. ?
Tuma katha ame kanhiki sunibu lo maa
ଆଜ୍ଞା ଅଙ୍କ ସୂତ୍ରର ଟିକେ ସମ୍ପୁର୍ଣ ସୂଚନା ଦିଅନ୍ତୁ !
@@PinkyBarik-jn7ydଆଜ୍ଞା ଯଦି କଥା କୁ ଗ୍ରହଣ କରୁଥାନ୍ତି ତେଵେ ମନେରଖନ୍ତୁ ପକାଘର ହୋଇଥିଲେ କାନ୍ଥ ଖୋଳି ଲେଖି ରଖନ୍ତୁ ପଚିଶ , ଛଵିଶ ବହୁତ ନିପାତ ହେଵ ସତାଇଶ ରେ ପ୍ରଭଙ୍କର ଆବିର୍ଭାବ ହେଵ ଏହା ସତ୍ୟ ।କିପରି ଜାଣିଲେ କିଏ କହିଲା ଏକଥା ପଚାରନ୍ତୁ ନାହିଁ । ଏହାବଡ ଗୁମର କଥା ।ଆ
Bhai nakali kalki nka thikana ?
😂😂😂
Kasinatha mishra pua kie ? Asali na Nakali ?