Non-Sevayats Were Still Present At Chariot Despite Informing Govt: Badagrahi Haladhar Das Mohapatra
ฝัง
- เผยแพร่เมื่อ 11 ก.ค. 2024
- Non-sevayats were still present at chariot despite informing the govt. The government is focused on its own defence, considering its benefits over ours: Badagrahi Haladhar Das Mohapatra
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews
ମୋତେ ଯାହା ଲାଗୁଛି ସମସ୍ତ ସେବାୟତ ମାନଙ୍କ ମଧ୍ୟରେ ପ୍ରାୟ ବୁଝାମଣା ଠିକ୍ ରହୁନାହିଁ ସେଥିଲାଗି ଏ ଅବବ୍ୟସ୍ତା
Crct 💯
Sabu ta khali ha ha hauchanti paisa lutibe boli tanka bhitare kemiti padiba
ପ୍ରଶାସନ fail
ଗଜପତି ଙ୍କ ପ୍ରତି ସେବକ ସମାଜ ର ଉପଯୁକ୍ତ ସମ୍ମାନ ନାହିଁ
Fail×✓T.J.M.L√÷✓®Sg©©©©©©©L
ତୁମେ ତ ଦଇତା ତୁମରସେବା ତ ସୀମିତ ତୁମକୁ ବର୍ଷ ସାରା କଣ ସୁବିଧା ମିଳିବ?ରଥଯାତ୍ରାର ଅର୍ଥ ରେ ତ ମାଲାମାଲ ତୁମ ମାନଙ୍କର ଟଙ୍କା ସୁନା ଜାଗା କେଉଁଥିରେ ଅଭାବ ଅଛି ପୁରୀ ରେ ତ ବହୁତ ହୋଟେଲ ତୁମମାନଙ୍କର ଅଛି।
Jay Shree Balbhadra jii❤
ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କାହିଁକି ନିଆ ଯାଉ ନାହିଁ?
BJP ra paduni na tanka sangare😊
ଦଇତାପତି ମାନଙ୍କ ମଧ୍ଯରେ ହଳଧର ଦାସ ମହାପାତ୍ର ବହୁତ ସରଳ ମିଷ୍ଟଭାଷୀ ମହାପ୍ରଭୁଙ୍କ ଅଙ୍ଗଲାଗି ସେବକ ।ଯାହାକହଛନ୍ତି ସତ ସେବି ନିରୁପାୟ ସରକାର ବି ନିରୁପାୟ ଯିଏ ଭଲକାମ କଲା କଟକଣା ଲଗେଇଲା ତାଙ୍କୁ ପୂର୍ବ ସରକାର ରାଜନୈତିକ ଚାପରେ ଚେପାକରି ଦେଇଛନ୍ତି ଉଦାହରଣ ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରବାଲ। ଏଥର ଅରବିନ୍ଦ ପାଢୀ ଆସିଛନ୍ତି ମୁଖ୍ଯ ପ୍ରଶାସକ ହୋଇ ଏ ଅରବିନ୍ଦ କିନ୍ତୁ ଅଲଗା ପ୍ରକାରର ବିନ୍ଦୁ ବିନ୍ଦୁରେ ବି ଛାଡନ୍ତିନି ସରକାର ବି ବିଜେପିର ବ୍ଯବସ୍ଥାର ପରିବର୍ତ୍ତନ ହୋଇପାରେ
Jay shree Jagannath 🛕☸️🐚🕉️✡️🚩🌄🙏🏻👣🛐🙏🙏🙏🙏⭕‼️⭕👣🛐🪷🌿🍏🍎🍇🥭🥥🍈🍌🍐🍓🍍🍏🌼🙏🌹🙏🙏🙏🙏🙏🌼🌼🌼🌼🌼🌼🌼🌼🌼🌼🌼🙏🙏🙏🙏🌼🌼🌼🌼🌼🌼🌼🌼🌼🌼🌼🌼🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
ନନା ଠିକ୍ କହୁଛନ୍ତି ରଥ ଉପରେ ଅଧିକ ରୁ ଅଧିକ ସେବାୟତମାନେ ରହିବାରୁ ଅଘଟଣ ଘଟୁଛି। ନମସ୍କାର
ଆପଣ ଠିକହିଛନ୍ତି.. 🙏
କେତେକ ସେବାୟତମାନଂକ ଅହଂ ଭାବ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦରକାର ଓ ବରିଷ୍ଟ ସେବାୟତମାନଙ୍କଏଥିପ୍ରତି ସମର୍ଥନ ଦରକାର
Jay shree Jagannath patitapaban mahaprabhu jay shree Balaram mahaprabhu 🛕🔔☸️🐚🕉️✡️👏🦚⭕‼️⭕📿🚩🌄🙏🏻🪔🪔🪔🪔🪔🌿🍈🍌🍐🍓🍍🥥🥭🍇🍎🍏🌿🌹🌼🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
Thanks
ଜୟ ବତ ଠାକୁର ଜୟ ମା ସୁଭଦ୍ରା ଜୟ ଜଗନ୍ନାଥ 🙌
ଏବେ ଅରବିନ୍ଦ ବାବୂ ମନ୍ଦିର ପ୍ରଶାସକ ହୋଇଛନ୍ତି l ମୋର ଅନୁରୋଧ ପ୍ରତ୍ୟେକ ରଥ ଉପରେ କେଉଁମାନେ ଓ କେତେ ଜଣ ସେବକ ଯିବେ ସେଥି ପାଇଁ ନିର୍ଦିଷ୍ଟ ଆଇନ
କରି ଦୃଢ ଭାବେ କାର୍ଯ୍ୟକାରୀ କରାଯାଉ l ଦ୍ଵିତୀୟ ଅନୁରୋଧ ରଥ ପରିଚାଳନା ପାଇଁ ସୁତନ୍ତ ଆଇନ କରାଯାଉ l
ଅଧିକ ସେବାୟତ ପାଇଁ ଭକ୍ତମାନେ ୩ଠାକୁରଙ୍କୁ ଦେଖିପାରୁନାହିଁନ୍ତି କେତେ ଦୁଃଖ ଲାଗୁଥିବ ଦୁରରୁ ଆସିଥିବା ଭକ୍ତମାନେ
ସରକାର କଣ କରିବେ ,ଆପଣ ମାନେ କାହିଁକି ନିଜେ ବସି ଆଲୋଚନା କରୁ ନାହାନ୍ତି ,ଆପଣମାନେ କଣ ଜାଣିପାରୁନାହାନ୍ତି କିଏ ସେବାୟତ କିଏ ସେବାୟତ ନୁହେଁ ,ଆପଣ ମାନେ ତ ନବକଳେବର ଠାରୁ ରାଜନୀତି କରୁଛନ୍ତି .ଦାରୁ ଚିନ୍ହଟ ଠାରୁ ନବକଳେବର ପର୍ଯ୍ୟନ୍ତ ଆପଣ ମାନେ କଣ କଲେ ଭକ୍ତ ସବୁ ଦେଖିଛନ୍ତି .
Right sir
Nadia gute kininba 20 au received katiba 20 au piti debe 100 bele gute Nadia ku 140 debaku padiba
Barsa sara tame daitapati sevaka mane thakura nku dekhila darshana kala ,but barsha ka re thare thakura bhakta mananku darshana debaku baharu chanti but tame mane agare thia hoe darshana karei deu naha !!!!
Tenu thakura darshana debaku dhain aasile....!!!!!!
❤❤❤❤❤❤❤❤❤
💐💐💐💐💐💐💐💐💐
ଠିକ କଥା. ପଣ୍ଡାଙ୍କ ସବୁ ଭୁଲ
ନା ଯାହାଙ୍କ ସମୟରେ ଘଟିଛି ତାଙ୍କୁ ଜଗନ୍ନାଥଙ୍କ ସେବାରୁ ଆଜୀବନ ପ୍ରତିବନ୍ଧ ଲାଗେ ଯାଉ। ଆମର ନିବଦନ
Jay shree Jagannath ମୋତେ ଲାଗୁଛିକି ଛି ମେଞ୍ଚଡ଼ନନା ପାଇଁ ଏଇ ଅବସ୍ଥା ଆଗରଥ ଉପରମୋବାଇଲ ବନ୍ଦ କରାଯାଉଆଉକିଛି ବରିଷ୍ଠ ନନାମାନଙ୍କର ମତ ନିଆଯାଉ
Ok
Ate ama sambalpur re hua ni thakura darsan free re hua...
ଠିକ୍ କହିଲେ
I card system laguheu
ସେବକ ମାନଙ୍କର I CARD କାଇଁ
ବାଡ଼ଗ୍ରାହି ଙ୍କ କହିବା କଥା 20 ବର୍ଷ ହେଲା ଏମିତି ଅବ୍ୟବସ୍ଥା ଚାଲିଛି ତା ମାନେ ଜଗନ୍ନାଥ ଙ୍କୁ ନେଇ ବିଜେପି ହେଉ କି BJD ଖାଲି ରାଜନୀତି ହିଁ କରିଆସୁଛନ୍ତି
Why he didn't wear Janeu ପଇତା
because he is not brahmin .
both Brahmins and non brahmins serve Jagannath.
Daita nk na thae sudra semane
He is not a Brahmin , he is from daitaa community , shabar by cast . All the daitaa sevayats present on three chariots are daitaas , not Brahmins . People don't know their cast and only blame Brahmins and pandas .
ଏଟା ଫୁଲ ଭାଙ୍ଗ ଖାଇଛି
ତାଙ୍କ କଥା ଏମିତି ସବୁବେଳେ ଭାଙ୍ଗ ଖାଇବା ସହିତ ସମ୍ପର୍କ ଏଥିରେ କିଛି ନାହିଁ ସେ ଏମିତି ଧୀରେ ସୁସ୍ଥ ରେ ସବୁବେଳେ କହନ୍ତି
Tu Mada kahu chu😅
Ye, thakuchi ,,,,,
ପୁରୀ ଜମ କୁ ନେଇ ଜାଉଛି କଣ ଠିକ୍ ଅଛି ୨୦୩୦❤❤❤❤
Lokanath tample re b bahut thakuchhanti magihe sebayata Mane
Nisadi pari laguchi
Sebayat Mane osmany hionty.
Jiye jaha paila ta manaku mana karichalila kahaku manibara nahi nijaku nije Raja fala jaha heba katha heba sethire bhabibara kan achhi luchhi gote niyama rakhunahanti agyna
Puri tample re sebayata Mane bahut thakuchhanti loka manku heti pain amiti heuchhi
ସାଡେ ଗାଲୁଆ ସେବାୟତ ସରକାର ମିଡ଼ିଆ ପାରିବେନି ଯାହା ଜଗନ୍ନାଥ ବୁଝିବେ ଏମାନଙ୍କ କଥା
Sir nka paita kai😮
Tm tahele ଜଗନ୍ନାଥ ଙ୍କ ବିଷୟରେ କିଛୁ ଜାଣିନାହ😂😂😂
ଦଇତା - ଦରକାର ନାହିଁ ପଇତା😊
Daita mane bramhin nuhanti.semane sabar.biswabasu nka bansa dara.
ଦଇତା ପତି ସେବକ ଙ୍କର ପଇତା ପିନ୍ଧନ୍ତି କେବେ ଦେଖିଛ ସେ ହେଲେ ଅବ୍ରାହ୍ମଣ ସେବକ ଜଗନ୍ନାଥ ସଂସ୍କୃତି ବିଷୟରେ ଟିକେ ଜାଣିବାକୁ ଚେଷ୍ଟା କର
Aei voli daitwo neichonti apono Bodo thakura nku ate osanman
Kete au micha kahiki thakiba jaganathanku
24 years, soithila ki,,,,,
Ate thakami keuthi b heu nahin Puri re besi heuchhi
Tke bhagwan nku bhagwan bhalia mana.......tanka saha selfie reels are the extreme bastrd things
Magihe katkia Mane Puja Naa re besi thakuchhanti
Kam rakhya karuchanti ratha tuma paitruka sampati selfi nebe
Ehi bhadralok doshi
ଏ ସଲେ ଚୋର। ସେବାୟତ କୁଁ ବନ୍ଦ କଲେ ଯେ ସଲେ ମାନିବେ ନି।
Bcz he is not a Brahmin servitor
Ja gannatah swami
Sabu sebayata maribe magihe
😂
Government Rathajhiba ,sale, thakanahi,,,
Galuwa lokata
Where is BJP's spok person? Govt is unable to handle Ratha Yatra.
Pura Puri loka nkar pari tautara katah...
Ja gannatah swami