ye topic re video baneibaku mora anurodh thila aau apana aaji ye topic re video baneithibaru bahut bahut dhanyavad 🙏bahut sundara bhabare baneichhanti aau tike bi explain hoi parithanta lekin fir bhi bahut bhala achhi🙏
Jatibadi mane tama kanare bhala bhabe suna,eka brahma ame samaste gotie brahmaru srusti.manisa nije nije jati srusti kari ajathare ghanti heuchhi.❤ahi vedeo speech bahut bhala lagila.🙏
Pride to be karana 🔱 , one of the most educated & respected community along with brahmins in odisha , because of good thing i have done in my past life i born in this caste 🔱 , odisha's ruling cm caste #କରଣ
Pranam sir, thank you for explain your wives sir. The fact is we are all tied with one divine energy . our basic substance is one . The casts are to identify the professional work of the humans . because of this ignorance we try to sho small and big . but the truth is all are equal. 🌹🪔🕉️🪔🌹🇮🇳.
Pride to be "kulta" most power full,educated,re spected,reachest,populated community."kulta" & "brahman" best friend & famous in odisha Western in "kulta" Eastern in "brahman"
@@AnandBiswal-m3r kulta ye konsa jati hai 🤣 Pehle richest ka spelling likhna sikhle gawar , pride nahi proud hota wo Educated ?🤡 hahaha 🤣 Brahmin kbse shudra ko apna best friend banane lag gye 🤣🤣 Ye wahi jati hai na Schedule Caste jisko jharsuguda by election mein humara naveen patnaik sarkar ne Bhubaneswar mein rehne kai liye jameen diya hai #dipali_das #Naba_das #Khanti_karana
In ancient 4 tipe JATI was created to fullfill the work need for human 😂 now this JATI turned in to 400 type work to full fill the need 🧐. Jay Jagannath 🙏
ଅତି ସୁନ୍ଦର କଥା sir 🙏
ପ୍ରଣାମ୍ ଆଜ୍ଞା । 🙏🏻🕉️🌹
Right ସାର
ଆଗକୁ ହିନ୍ଦୁ ଧର୍ମ ବିନାଶ ହେବ ଶ୍ରୀ କୃଷ୍ଣ 🙏 😭 🙏
ଅଧୁରା ଜ୍ଞାନରେ ପରଖିଲେ କୌଣସି ବିଷୟକୁ ବୁଝିହୁଏନା , ଶାସ୍ତ୍ର ପଢନ୍ତୁ ନିଶ୍ଚୟ କିଛି ବୁଝିପାରିବେ । 🕉️🌹
ଅତି ସୁନ୍ଧର
🙏🏻🕉️🌹
ବହୁତ ସୁନ୍ଦର କଥା
🙏🕉️
Very much knowledgeable video every body have to understand this. Your great 👍 👌 guruji pranam Guruji.
Pranam agya 🙏🙏🙏🕉️🌹
Great message for society guru bhai
Pranam agya. 🙏🙏🙏🕉️
🙏🙏ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ ଆପଣଙ୍କର କଥା ମୋତେ କାହିଁକି କଛି ଗଡ୍ ବଡ ଲାଗୁଛି କିଛିତ ସତ୍ଯ
କୌଣସି ଶାସ୍ତ୍ରରେ ଜାତି ପ୍ରଥାର ବର୍ଣନା ନାହିଁ । ଜାତି ଧର୍ମକୁ କେବଳ ମନୁଷ୍ୟ ନିର୍ମାଣ କରିଛି ଆଉ ମାନୁଛି ।
ଜାତି ଦୁଇ ପ୍ରକାର ଗୋଟିଏ ପୁରୁଷ ଆଉ ଗୋଟେ ମହିଳା, ଆଉ ଜାତି କୋ ଆଡୁ ଆସିଲା ହିନ୍ଦୁ ଧର୍ମରେ ସମସ୍ତେ ସମାନ
🕉️🌹🪔
ଯେଉଁ ଠାରେ ଯିଏ ଥାଉନା କାହିଁକି ଯେଉଁ କୁଳେ ହେଉ ଜାତ. ଗୋଟିଏ ମାଆର ସନ୍ତାନ ସରବେ ତାହାର ନାମ ଭାରତ. ଧନ୍ଯବାଦ ନମସ୍କାର ଭଲ ଆଲୋଚନା.
ପ୍ରଣାମ୍ ଆଜ୍ଞା । 🕉️🌹🪔
ଯେତେବେଳେ ରକ୍ତ ଦରକାର ସେତେବେଳେ ଜାତି ଧର୍ମ ନେଇ ଦେଖନ୍ ବାକି ଟାଇମ ଉଚ୍ଚ ନୀଚ୍ଚ ଜାତି ହେଲା ପୁରୁଷ ଗୋଟେ ଆଉ ନାରୀ ଗୋଟେ
ଯିବ ଏକ୍ ଅଟେ । 🕉️🌹🪔❤️
ye topic re video baneibaku mora anurodh thila aau apana aaji ye topic re video baneithibaru bahut bahut dhanyavad 🙏bahut sundara bhabare baneichhanti aau tike bi explain hoi parithanta lekin fir bhi bahut bhala achhi🙏
Pranam agya 🙏🙏🙏🕉️🌹 Yaha satya, spaata, pranjala. Thank you sir. 🙏🙏🙏🕉️🌹
Sir apananka chintaku salute
🙏🌹🕉️🪔
ବ୍ରାହ୍ମଣ ଜାତି ଉଚ୍ଚ ନୀଚ ଦେଖ ସନ୍🫵🏻🤌🏻🫴🏻🤏🏻🫴🏻
କଥା କଥିତ ବ୍ରାହ୍ମଣ , ବ୍ରହ୍ମ ଜ୍ଞାନୀ ବ୍ରାହ୍ମଣ ନୁହେଁ । 🕉️🌹
Chhot bhabana nei kehi ucha nuhanti.Sansarare sabu sarirare Atma achhanti tenu sabu lok saman.Uchit kahithibaru thankyou sir.
ପ୍ରଣାମ୍ ଆଜ୍ଞା । ଧନ୍ୟବାଦ୍ ଆଜ୍ଞା । 🕉️🌹🪔
ବହୁତ ସୁନ୍ଦର ବିଚାର 🙏 💐🌷🌹🌸🌼
ସମାଜରେ ଥିବା ଅପରିଷ୍କାର ଆବର୍ଜନା ଗୁଡ଼ିକର ନିବାରଣ ପାଇଁ ଅର୍ଥାତ୍ ସାମାଜିକ ପ୍ରଦୂଷଣର ଏହା ହିଁ ଉତ୍ତମ ମାଧ୍ୟମ । 👍
ଏହିପରି ଆମ “ମଣିଷ ସମାଜ” ଦେହରେ ଲାଗିଥିବା “ଜାତିଭେଦ ରୂପୀ ରୋଗ” ପାଇଁ ଏହା ହିଁ ଉତ୍ତମ ଔଷଧ । 👍
॥ ବସୁଧୈଵ କୁଟୁମ୍ବକମ୍ ॥
ଆପଣଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ । 🙏
ପ୍ରଣାମ୍ ଆଜ୍ଞା । 🙏🏻🕉️
@@tatwamuhi3460 🙏🕉️🙏
ଶତ ପ୍ରତିଶତ ଠିକ୍। ସପ୍ରେମ ଜୟଜୀବ୍ 🙏
Pranam Maa. 🙏🙏🙏🕉️
ମୁଁ ନାସ୍ତିକ କିନ୍ତୁ ଆପଣଙ୍କ କଥା ମତେ କିଛି ମାତ୍ରା ରେ ଭଲ ଲାଗିଲା।
ଆସ୍ତିକ, ନାସ୍ତିକ ଆମ ମାନ୍ୟତା । ପ୍ରତ୍ୟକ ସରିର ସେହି ଈଶ୍ବରଙ୍କର ଅଂଶ । 🙏🏻🌹🕉️
Oh God Very much true. Sooo nice of you , soooo kind of you Gurudev. A lots of love and pranam to you Gurudev.
Pranam sir . 🙏🕉️🌹❤️🪔
ହରିଜନ ପୁଅଝିଅଙ୍କ ବାହାଘର ବ୍ରାହ୍ମଣ ପରିବାରରେ ହୋଇପାରିବ କି?
ହୋଇ ପାରିବ କଣ ଆଜ୍ଞା, ହଉଚି , କଣ ଅସୁବିଧା ହେଉଛି କିଛିବି ନାହିଁ ।
ବିନା ରୋକ ଠୋକ ରେ ହେଉଚି କି ପ୍ରମାଣ ଦିଅ l 😶@@tatwamuhi3460
@@tatwamuhi3460brahaman tharu adibasi chota jati
This channel is for every humans . thank you very much to share this deep knowledge to the world Gurudev. 🙏🙏🙏🙏🙏🙏🕉️🕉️🕉️🕉️🕉️🇮🇳🇮🇳🇮🇳❤️❤️❤️🍁🍁🍁🌹🌹🌹
Pranam agya 🙏🙏🙏🕉️🌹
You are right sir. Thank you very much.
ପ୍ରଣାମ୍ ଆଜ୍ଞା । 🙏🙏🙏🕉️🌹
Nice thought, people should learn.
Stay blessed. 🕉️🌹🪔
Ati Sundar.Learnable msg
🕉️🌹🪔
very nice 👌👌👌👌👌👍👌👍
🙏🏻🙏🏻🙏🏻🌹🕉️
awesome
Pranam sir. 🙏🕉️🌹
ସୁପର
🕉️🌹❤️🪔
Jatibadi mane tama kanare bhala bhabe suna,eka brahma ame samaste gotie brahmaru srusti.manisa nije nije jati srusti kari ajathare ghanti heuchhi.❤ahi vedeo speech bahut bhala lagila.🙏
ଧନ୍ୟଵାଦ ଆଜ୍ଞା । 🙏🏻🕉️🌹❤️
So good
Pranam agya 🙏🙏🙏🕉️🌹
Ati sundar chinta dhara sir
Stay blessed. 🕉️🌹
କରୋନା କାଳ ରେ କି ଜାତି ଥିଲା.... ଜାତି ଏକ ମାନସିକ ପାଗଳାମି.. ମଣିଷ ପରି ମଣିଷ ଟିଏ ହୁଅ.. କାମ ଖତମ
ନିଶ୍ଚୟ ମହାଶୟ ଜାତି ଧର୍ମ ମିଥ୍ୟା କେବଳ ଆମେ ମାନିଛେ । 🕉️🌹
ଗୋଟିଏ ଜାତି ପୁରୁଷ ଅନ୍ୟ ଟା ସ୍ତ୍ରୀ ଜାତି
🕉️🌹🪔
ଗୋଟିଏଜାତିପୁରୁଷଅନ୍ୟଟିହେଉଛିସ୍ତୀଜାତି
Tu adibasi chuaa boli chodibhauchu
Ete dina pare jane prakruta bramha gyani nkara darsana milila. Pranam SIR tuma pade sarana.
ପ୍ରଣାମ୍ ମା 🙏🙏🙏🙏🕉️🕉️🕉️🌹🌹🌹🪔
ଜାତି ଦୁଇଟି ନୁହେଁ କି ଚାରିଟି ନୁହେଁ । ମାନବ ହେଉଛି ଗୋଟିଏ ଜାତି । ଶ୍ରୀମଦ୍ ଭଗବତ ଗୀତାର ଦଶମ ଅଧ୍ୟାୟର ଚାରିପଦ ଏବଂ ଅଷ୍ଟାଦଶ ଅଧ୍ୟାୟର ଏକଚାଳିଶ ପଦରେ ଗୁଣ, କର୍ମ, ବର୍ଣ୍ଣ ଓ ସ୍ଵଭାବ ଗୁଡ଼ିକୁ ନେଇ ଭଗଵାନ ଶ୍ରୀ କୃଷ୍ଣ ମନୁଷ୍ୟକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଥିବା କଥା ଅତି ସୁନ୍ଦର ଭାବରେ କହିଛନ୍ତି । ଜାତି କଥା କୌଣସି ଶାସ୍ତ୍ରରେ କୁହା ଯାଇନାହିଁ ।
ଜାତି ବାଦ ସ୍ବାର୍ଥପର ମଣିଷ ସୃଷ୍ଟି କରିଛି । ଏହା ମଣିଷ ସମାଜର ଏକ ଭୟାଵହ କଳଙ୍କ ଅଟେ । ଏହା ଯୋଗୁଁ ମଣିଷ ମଧ୍ୟରେ ଥିବା ସ୍ନେହ ସମ୍ପର୍କ ତୁଟିଲା , ଦେଶ ବାସୀ ଏକତା ହରାଇଲେ , ଫଳସ୍ୱରୁପ୍ ଦେଶ ବାରମ୍ବାର ପରାଧୀନ ହେଲା ଓ ଶେଷରେ ବିଶାଳ ଦେଶ ଭାରତ ଖଣ୍ଡ ବିଖଣ୍ଡିତ୍ ହୋଇ ଛୋଟିଆ ଦେଶରେ ପରିଣତ ହେଲା । ତଥାପି ସ୍ବାର୍ଥ ପର ମଣିଷ ଜାଣିପାରୁ ନାହିଁ । ସ୍ବାର୍ଥ ପର ମଣିଷ ମାନଙ୍କ ଯୋଗୁଁ ଆଜି ବି ଜାତି ବାଦ ବଞ୍ଚିଛି ।
ଜାତି ପ୍ରଥା ଏକ ସାମାଜିକ ବ୍ୟାଧି, କଳଙ୍କ ଅଟେ । ଏହା ଯଥା ଶୀଘ୍ର ମଣିଷ ସମାଜରୁ ଉଛେଦ ହେବା ଦରକାର୍ ।
ପ୍ରଣାମ୍ ମହାଶୟ । ଅତି ସୁନ୍ଦର ଭାବେ ବର୍ଣନାକରି ଲେଖିଛନ୍ତି । ଜାତି ଧର୍ମ ମିଥ୍ୟା, ସ୍ଵର୍ଥପର ମନୁଷ୍ୟ ନିର୍ମାଣ କରିଛି । 🕉️🌹🪔
ମୋ ମତରେ ପରିଷ୍କାର ପରିଚ୍ଛନ ଆଉ ସଚୋଟ ଲୋକ ମାନେ ହେଲେ ଗୋଟେ ଜାତି ଆଉ ଅନ୍ୟମାନେ ହେଲେ ଆଉ ଗୋଟେ ଜାତି, ଜୟ ଜଗନ୍ନାଥ
Correct point
🕉️🌹🪔
ଯଦି ଜଗନ୍ନାଥ ମନ୍ଦିରରେ ଛୋଟ,ବଡ ଭେଦଭାବ ନାହିଁ,ତାହାହେଲେ ଦାସିଆ ବାଉରୀ କୁ ମନ୍ଦିର ଭିତର କୁ ପ୍ରବେଶ ନିଷେଧ ହୋଇଥିଲା କି? ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍,ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ ନିଷେଧ ହୋଇଥିଲା।ଏହି ବିଷୟରେ ଆଲୋଚନା କରନ୍ତୁ।
Jati prathara barnana kaunasi sastrare ahi, samadrustihi adhyatmikatara sarvocha prapti. 🕉️🌹🪔
Nice 👍👍 content guru Bhai 🙏🙏🙏
Pranam agya 🙏🙏🙏🕉️🌹
You are so good
🙏🌹🕉️
Satya katha jay Hanuman ji ki jay
Jaya ho. 🕉️🌹
ମହାଶୟ ପ୍ରଣାମ l ମହାଶୟ ମୁଁ ଜାଣିବାକୁ ଚାହୁଁଚି ଯେ, ଜାତି ଭେଦ ଭାବ ହେଇକି ଭଲ ହୋଇଛି ନାଁ ଖରାପ ହେଇଛି
ପ୍ରଣାମ୍ ଆଜ୍ଞା । ନିଶ୍ଚୟ ମୋ ମତରେ ଖରାପ ହୋଇଛି । ମାନବ ସମାଜର ଅଖଣ୍ଡତାର , ଅଦ୍ଵୈତତାର , ଅଭିନ୍ନତାର , ବନ୍ଧୁତାର , ମିତ୍ରଭାବର ଏକତାର , କ୍ଷୟହୋଇଛି । ଘୃଣାଭାବ ସୃଷ୍ଟିହୋଇଛି , ଇର୍ଷାଭାବ ସୃଷ୍ଟିହୋଇଛି । 🕉️🌹
Right sir
🙏🏻🕉️🌹
Dr ambedkar srhele gyani se sresta
ଆଜ୍ଞା 🙏🕉️🌹🪔
Nice video
🕉️🌹❤️🪔
Great Sir. Saprem Jai Jeeb sir
Saprem Jai Jeeb sir. 🙏🙏🙏🕉️🌹
❤Pranam,real educated person,no diference all is one.
ପ୍ରଣାମ୍ ଆଜ୍ଞା । 🙏🙏🙏🕉️🌹❤️
Good think
🕉️🙏🏻🌹
Nice sir 🙏
ପ୍ରଣାମ୍ ଆଜ୍ଞା । 🙏🙏🕉️🌹🙏
Om Shri Guru, dhanyvad
ପ୍ରଣାମ୍ ଆଜ୍ଞା । 🙏🏻🙏🏻🙏🏻🕉️🌹❤️🪔
Sprem Jai jeeb guruji
Saprem Jai Jeeb sir. 🙏🙏🙏🕉️🕉️🕉️🌹
Right
Stay blessed. 🌹🕉️
ସମଗ୍ର ଭାରତ 🌍 ବର୍ଷରେ ଅନେକ ରାଜ୍ଯରେ ଜାତିପ୍ରଥା ଭେଦଭାବ ବା ଛୁଁଆ ଅଛୁଆଁ ଭେଦଭାବ 🤔 ସାଧାରଣତଃ ଓଡିଶା'ରେ ସହରଠାରୁ ଗାଁ ପଯ୍ର୍ୟନ୍ତ ଜାତିପ୍ରଥା ଭେଦଭାବ ଛୁଁଆ ଅଛୁଆଁ ଭେଦଭାବ କରିଆସୁଛନ୍ତି ଅନ୍ୟ ୩'ଟି ଜାତିର (ବ୍ରାହ୍ମଣ, କ୍ଷେତ୍ରୀୟ,ବୈଷ୍ୟ ) ଲୋକମାନେ ହରିଜନ ଏବଂ ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ଜିତିଆଣ ଭେଦଭାବ ଛୁଁଆ ଅଛୁଆଁ ଭେଦଭାବ କରୁଛନ୍ତି ଏମାନେ ହରିଜନ ଶ୍ରେଣୀରେ (ସେଠୀ,ଦାସ,ଗୋଛାୟତ,ଯେନା,ସିଂ,ନାୟକ,ମଲ୍ଲିକ,)ଏବଂ ଆଦିବାସୀ ଲୋକମାନଙ୍କୁ
୧👉 ମନ୍ଦିର କୁ ପ୍ରବେଶ ମନା !!
୨👉ଛୁଆଁ ଅଛୁଆଁ ବାରିବା !!
୩👉ବସିବା , ଉଠିବା, ପଢିବା, ଖାଈବା, ସୋଈବା କ୍ଷେତ୍ରରେ ଭେଦଭାବ କରିବା !!
୪👉ପ୍ରେମବିବାହ କ୍ଷେତ୍ରରେ ବାରିବା !!
ପ୍ରଣାମ୍ ଆଜ୍ଞା, ଆପଣ ଜାହଭି ଲେଖିସନ୍ତି ସତ୍ୟ, ବହୁତ ଦୁଃଖରକଥା ଆଜ୍ଞା । ସେ ସବୁ ଅନ୍ଧବିସ୍ଵସରୁ ସମାଜକୁ ଉଧାରକରିବାପାଇ ଆମ ପ୍ରୟାସ ଜାରିଅଛି ଆଜ୍ଞା । ତିନିଦିନ ପରେ daily 7pm to 8pm, and sunday 9Am to 10Am online ସତସଙ୍ଗ କାର୍ଯ୍ୟକ୍ରମ ଦେଖିପାରିବେ । ଆପଣ ଏହି ନୁମ୍ବର୍ ରେ call କରନ୍ତୁ ଆମେ କଥାହେବା 8917621507 🙏🙏🙏🕉️🌹
ଜୟ ଜଗନ୍ନାଥ ହରିବୋଲ ଦେଇ
🕉️🌹♥️
🙏👍
🙏🕉️🌹
Nice
🕉️🌹🪔
👌
🕉️🌹🪔
Sir, ଆମ societyre ଧର୍ମ କୁ ନେଇକି କାହିଁକି ଝଗଡା ଚାଲିଛି,କହିପାରିବେ କି.
ସତ୍ୟର ସଠିକ୍ ପ୍ରଚାରନହେବା । ଅବିଦ୍ୟାରେ ଜାତି ଧର୍ମକୁ କେବଳ ମାନିବା । ସତ୍ୟକଣ୍ ବୁଝିବାପାଇ ପ୍ରୟାସନକରିବା । ,❤️🌹
Thik kathaa
🙏🏻🕉️🌹❤️🪔
ନା, ମୋ ବାପା ଯେଉଁ ଜାତି ଥିଲେ ମୁ ଯାହା କାମ କଲେ ବି ସେହି ଜାତି ହେବି କାରଣ ଜମି ପଟ୍ଟା ରେ ଜାତି ଲେଖା ଅଛି
ମାନିବାର ଉର୍ଦ୍ଧକୁ ଯାଇ , ଶାସ୍ତ୍ର ପଡନ୍ତୁ ନିଶ୍ଚୟ କିଛି ସିଖିପାରିବେ , କାଗଜରେ ଲେଖିଦେଲେ ଜାତି ହୋଇଯିବ , ମଣିସତ କାଗଜଓ ଲିପି ବାହାରିବା ପୂର୍ବରୁ ଥିଲା , ତାହାଲେ କାଗଜରେ କାହାକୁ ଅଧାର କରି ଲେଖିଲା ତର୍ଜମାକରନ୍ତୁ । 🕉️🌹
👌👏👏👏👍
🙏🏻🕉️🌹🪔
🙏🙏
🙏🕉️🌹
Sundar kota kohilo baba 🙏🙏🙏🙏
ପ୍ରଣାମ୍ ଆଜ୍ଞା । 🙏🏻🕉️🌹
Right meater
🕉️🌹
Bahut sundar. Jay jib kai sansta re kuhanti.
🙏🕉️🌹
God bless u guru bhai
Pranam 🙏🕉️🌹
ଯଦି ଜଣେ ସୁଦ୍ର ଲୋକ ସାତ୍ର ପାଠ କଲେ ସେ କଣ ବ୍ରାହ୍ମଣ ହେଇଯିବେ କି ?
ନିଶ୍ଚୟ ମହାଶୟ ସେହି ବ୍ରାହ୍ମଣ । 🕉️🌹
ନିଶ୍ଚୟ ଭାଇ.. ଶୁଦ୍ର ମୁନି ସାରଳା ଦାସ... ବ୍ରହ୍ମ କର୍ମ କରେ ଯେ ସେ ବ୍ରାହ୍ମଣ
Volo kohilo thank u
Welcome sir. Stay blessed.
Dhanyabad aagya jae jagarnath
Jaya Jagannath agya. 🕉️🌹
Jay Jagannath ❤
Jai Jagannath agya. 🙏🏻🕉️🌹
Sir kalangi au sundhi
Ea cast re 2 janka Mrg heipariba ki
Nischaya hoipariba agya. Jati pratha ame maniche, satya hela ame samaste se Ek Atma shaktiku adharakari parichalana heuchey . Bibahare heuchi duita Sharira Eka Mana hoi , Gruhasti ashramara niyamaku acharanakari , sadhana madhyamare Ishwara Prapti karibara byabasta. 🕉️🌹
@@tatwamuhi3460 ni sir kalngi cast ra Gote pua
Gote sundi cast jhia ku Mrg kariba Pia 2 family raji au kula raji haba ki ni kuhantu
Jay Jagannath Swami ❤❤❤❤❤❤❤❤❤❤❤❤❤❤
Jai Jagannath agya. 🙏🏻🕉️🌹🌹🌹❤️
ରାଜା ପ୍ରଜାମାନଙ୍କୁ ଶାସନ କରିବା ପାଇଁ ଏସବୁ କରିଛି
🕉️🕉️🌹🪔
❤❤❤❤
🕉️🌹❤️🪔
ଅନ୍ଦ ଭକ୍ତି ଗୋବର ମଳମୂତ୍ର ସେବନ କାଣ୍ଡ ଶାସ୍ତ୍ର ରେ ହିଁ ଜାତି ଧର୍ମ ଭେଦଭାବ ଅଛି , ଏଣୁ କେବଳ ବ୍ରାହ୍ମଣ ଭଗବାନଙ୍କ ଶାସ୍ତ୍ର ମନ୍ତ୍ର ପାଠ କରିବେ ଆଉ ଅନ୍ୟ ମାନେ କରତାଳି ମାରିବେ ଏଣୁ ପାତର ଅନ୍ତର କେଉଁ ମାନଙ୍କ ଠାରୁ ହେଲା ? ସେମାନେ କେବଳ ସତ୍ୟ ବାଦୀ ଅନ୍ୟ ମାନେ ମିଥ୍ୟା ବାଦୀ
🌹🌹🌹🌹🕉️
Apan thik kahichhanti
ପ୍ରଣାମ୍ ଆଜ୍ଞା । ଧନ୍ୟବାଦ । 🙏🏻🕉️🌹
Pranam 🙏
Pranam Maa 🙏🙏🙏🙏🕉️🌹
Hare Krishna hare Krishna 🙏🙏
ହରେ କୃଷ୍ଣ । 🙏🏻🙏🏻🕉️🌹
ପ୍ରଣାମ ଆଜ୍ଞା
Pranam agya 🙏🙏🙏🕉️🌹
ଆମ୍ୱେଦକର ଭାରତର ପ୍ରଥମ ଗ୍ୟାନି ତାଙ୍କପରେ ବ୍ରାହ୍ମଣ ଛୋଟ ଜାତି
ଜ୍ଞାନି ଭିତରେ ବିବେକଥାଇ । ଜ୍ଞାନି ସମଦ୍ରୁଷ୍ଟି ହୋଇଥାନ୍ତି । ଜ୍ଞାନି ପାତର ଅନ୍ତର କରନ୍ତିନାହିଁ । 🙏🕉️🌹🪔❤️❤️❤️
ଜୟ ଭୀମ 🙏🇪🇺🙏
😊😊
ବ୍ରାହ୍ମଣ ମାନଙ୍କ ଅଭିଶାପ ପଡ଼ିବ ତତେ
Ame jati ek karantu je .sarakara sarakara kuta lagauchhanti.
It is universal truth
Yes sir perfectly this is universal truth. scriptures are the documentary proof of all the talks which is Upanishad .
Bahut bhala lagila kintu gaon gahali re jati pratha prabala matra re achi
ଆଜ୍ଞା ନିଶ୍ଚୟ, କିନ୍ତୁ ଆମେ ପ୍ରୟାସ କଲେ ଏ ଅନ୍ଧ ବିଶ୍ୱାସକୁ ଦୁରେଇ ପାରିବା। 🕉️🌹
Casteism is something like upper and lower amongst the man. Thanks
🕉️🕉️🌹🪔
Pride to be karana 🔱 , one of the most educated & respected community along with brahmins in odisha , because of good thing i have done in my past life i born in this caste 🔱 , odisha's ruling cm caste #କରଣ
Pranam sir, thank you for explain your wives sir. The fact is we are all tied with one divine energy . our basic substance is one . The casts are to identify the professional work of the humans . because of this ignorance we try to sho small and big . but the truth is all are equal. 🌹🪔🕉️🪔🌹🇮🇳.
Pride to be "kulta" most power full,educated,re spected,reachest,populated community."kulta" & "brahman" best friend & famous in odisha
Western in "kulta"
Eastern in "brahman"
@@AnandBiswal-m3r kulta ye konsa jati hai 🤣
Pehle richest ka spelling likhna sikhle gawar , pride nahi proud hota wo
Educated ?🤡 hahaha 🤣
Brahmin kbse shudra ko apna best friend banane lag gye 🤣🤣
Ye wahi jati hai na Schedule Caste jisko jharsuguda by election mein humara naveen patnaik sarkar ne Bhubaneswar mein rehne kai liye jameen diya hai
#dipali_das
#Naba_das
#Khanti_karana
@@AnandBiswal-m3r 🙏🙏🙏
Jay jagarnath swami
Jai Jagannath agya. 🕉️🌹
Jai Bhim 💙💙💙💙💙💙💙💙
Jai Bhim Ji. 💚💚💚🏵🌻🌹🌹🌹
Sabu pratha badoligola but eii gote jati pratha socity re rahigola ,but bahut jaldi dura habo morden society re....oneday will come very soon,,,,,
There will definitely be a change. Stay blessed.🌹🌹🌹
ଦେଶ ମଧ୍ୟରେ ଜାତି ନାହିଁ ପାକିସ୍ଥାନ ଚାଇନା କହିଲେ କହିଲେ ଭାବି ଦେଖ ।
ଆଜ୍ଞା ସତ୍ୟ କହୁସନ୍ତି ।
ଘଟେ ଜାତି ରୋ ଝିଅ କୁ ମେରେଜ କଳେ କଣ ହୁଏ କହିପାରିବ କି
କଛି ଅସୁବିଧା ହୁଅନି ଆଜ୍ଞା । ମନ ପବିତ୍ରହୁଅ , ସମଦ୍ରୁଷ୍ଟି ଜାଗୃତ ହୁଏ । 🕉️🌹
We are all equal all men are same Don't caste feelings
TRUE sir. 🙏🕉️🌹
In ancient 4 tipe JATI was created to fullfill the work need for human 😂 now this JATI turned in to 400 type work to full fill the need 🧐. Jay Jagannath 🙏
Mahasay, if we understand the truth , what is the purpose of the Jati then whether it is 400 or even 4000, it will not make any difference
Pranam baba sudar besabu kamkarnte kan vhul
Bhesare nuhe Gyanare Dhyana diantu kichi sikhiparibe.
No sir jaati char ti Manisha ,pashu ,pakshyi and sarishrupa.
ଆଉ ଟିକେ ଉର୍ଦ୍ଧକୁ ଗଲେ ବୁଝିପାରିବେ ପ୍ରତେକ ଭୂତିକ ପଦାର୍ଥର ଆଧାର ଏକ୍ ଅଟେ । 🕉️🌹🪔
Jati ଯାହା ଭି ହଉ
ଭଗବାନ ପରେ ବ୍ରାହ୍ମଣ କୁ ସମ୍ମାନ ଦେବା ସନାତନ ର କର୍ତ୍ତବ୍ୟ
ବ୍ରହ୍ମ ଜ୍ଞାନୀ ବ୍ରାହ୍ମଣ । 🕉️🌹
ବ୍ରାହ୍ମଣ କିଏ ସେ? ଏହାର ପରିଚୟ ଦେଇ ପାରିବେ?
Sir adivasi mane କଉ ଗୋତ୍ର ରେ ଗଣାଯାଏ
ଜାତି , ଧର୍ମ , ଗୋତ୍ର ସବୁ ଆମେ ବନାଇଛେ ଆଉ ମାନିଛେ । କେଉଁ ସତ୍ ଶାସ୍ତ୍ରରେ ଜାତି ଗୋତ୍ରର ବର୍ଣନା ନାହିଁ ।
Samaja Ku Jadi Bhag Bhaga Karuchi Kia Seheucbi Bramhan Samajare Jadi Gruna Hinsa Ucha Nicha Bhea Bhaba Danga Kebal Bhamhan Hi Ahar Sadhajantrakari
ଆମେ ନିଜେ ସଚେତନ୍ ହେବା । 🕉️🌹
Jai shree Jagarnath 🙏❤️🤍
ଜୟ ଜଗନ୍ନାଥ ଆଜ୍ଞା । 🙏🕉️🌹🪔
ବ୍ରାହ୍ମଣ ମାନେ କେଉଁ ଜାତିର
ଜାତି ଧର୍ମ ମିଥ୍ୟା ଆମେ ମାନିଚେ । ସେଉ ଶାସ୍ତ୍ରରେ ଜାତି ଧର୍ମ ର ବର୍ଣନା ନାହିଁ । ❤️🌹
Bahut loka bujhiparunahanti aei katha . Bada bada loka bi
Bujhibe agya , sastrara pramana dei kahile bujhibe..
@@tatwamuhi3460 bahut kharap katha kuhanti loka 😏
Harijan Mane Kan kama karsan boli harijan hele tike patane sir
Ye Brahma maya Sansarare Samasthey brahma atanthi. 🙏🏻🌹🕉️❤️
sir samantha caste kisme aata hai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Iswar ek Manushya jati ek. 🙏🏻🙏🏻🙏🏻🙏🏻
Ai niyam ta odisha re odhika
Ghruna karantu semananku , duteiruhantu se swarthinka tharu. 🕉️🌹🪔