TARZAMA : ଖୁବଶୀଘ୍ର ବିଜେଡିରେ ବିଜୟ ! | Nirbhay Suchana
ฝัง
- เผยแพร่เมื่อ 15 ก.ย. 2024
- ବିଜେପି କାହିଁକି ସବୁଠୁ ଅଧିକ ଭି କେ ପଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରୁଛି । ଏହା ପଛରେ ରହସ୍ୟ କଣ । ନବୀନ ପଟ୍ଟନାୟକଙ୍କ ପରେ ବିଜେଡିରେ ନେତୃତ୍ୱ ନେବାର କ୍ଷମତା କଣ ଏଇ ଦୁଇ ନେତାଙ୍କ ପାଖରେ ଅଛି କି ? ଏ ପ୍ରଶ୍ନ ଉଙ୍କି ମାରିବା ସ୍ଵାଭାବିକ । କାରଣ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରଠାରୁ ସବୁଠୁ ଅଧିକ ଆକ୍ରୋଶର ଶିକାର ଏହି ଦୁଇ ନେତା ଓ ତାଙ୍କର ଅତି ଘନିଷ୍ଠ ମାନେ ହେଉଛନ୍ତି। ବିଜେଡିରେ ଆହୁରି ଅନେକ ନେତା ଥିଲେ ବି ଏହି ଦୁଇ ଜଣଙ୍କ ପରି ବିଜେପି ଅନ୍ୟମାନଙ୍କୁ ସେତେଟା ଗୁରୁତ୍ଵ ଦେଉଥିବା। ଦେଖାଯାଉନାହିଁ। ଅର୍ଥାତ ନବୀନଙ୍କ ପରେ ଦଳକୁ ସୁରକ୍ଷା ଦେବାର କ୍ଷମତା ଏହି ଦୁଇ ନେତାଙ୍କ ପାଖରେ ଅଛି ।
#BJD #BJP #naveenpatnaik #pranabprakashdas #vkpandian #bijaymohapatra #mohanmajhi #politicalnewsupdates
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
#Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
TH-cam Link: / nirbhaysuchana
Facebook Link: / nirbhaysuchanaofficial
Instagram :
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🌹❤️🚩
ବହୁତ ଭଲ ହେବ
ଜୟ ଜଗନ୍ନାଥ ଜୟ ନବୀନ
I love you ନବୀନ ବାବୁ
ବିଜୟ ମହାପାତ୍ର ବର୍ତ୍ତମାନ ବିଜେଡ଼ି ଦଳ ପାଇଁ ରକ୍ଷାକବଚ ସାବ୍ୟସ୍ତ ହୋଇପାରିବେ । ରାଜ୍ୟର 147 ବିଧାନ ସଭା ନିର୍ବାଚନ ମଣ୍ଡଳୀ ସମ୍ବନ୍ଧରେ ତାଙ୍କର ବିଶେଷ ଞାନ ଅଛି
Jay Jagannath 🙏🙏🙏
Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
Dhanyabad sir ❤❤❤❤
All the best Mr Naveen Sir.🙏
ବିଜୟ ମହାପାତ୍ର ଙ୍କୁ ରଖିବ ଉଚିତ୍
ଆଉ ଭା ହେବ, ନେଚର behaviour ବହୁତ୍ ଭଲ,ଭେ ଇସ very talented person for ଓଡ଼ିଶା ଆଉ BJD
ଭଲ ହେବ
Will be good
Right
Welcome Bijaya Mohapatra
ଜୟ ଜଗନ୍ନାଥ
Bhala haba
Congratulations sir
Bijaya Mohapatra is really a good politician n respectable person.
ଭଲ କଥା
ବିଜୟ ମହାପାତ୍ର ଜଣେ ଦକ୍ଷ ରାଜନେତା ଏଥିରେ ସନ୍ଦେହ ନାହିଁ କିନ୍ତୁ ସେ ବିଜୁ ଜନତାଦଳ ରେ ଯୋଗଦାନ କଲେ ମଧ୍ୟ ବିଶେଷ ଉଲ୍ଲସିତ ନହେଉ। ବିଜୟ ମହାପାତ୍ର ଙ୍କ ପୁତ୍ର ବିଜୁ ଜନତାଦଳ ରେ ଯୋଗଦେବା ଦିନଠାରୁ ବିଜୟ ମହାପାତ୍ର ଙ୍କ ପ୍ରତି ଲୋକଙ୍କ ସେ ସମ୍ମାନ ଆଉ ନାହିଁ।
ଏଇଟା କୋଉ netare ଲେଖା ଯିଏ ପୁଅ ମୋହରେ ଅନ୍ଧ ନିଜ ସ୍ବାର୍ଥରେ ପାଗଳ ସିଏ ଓଡ଼ିଶାର କଣ କରିବ
Yes
If it's true then it's a best choice of Naveen and good decision for BJD future
Bahut bhala heba jadi bijoy Mohapatra, prafulla Ghadei, Raghu mohanty , amar satapathy, and puruna leader turanta ferei anantu, na hele BJD bhangijiba, sabu paleibe
Jay. Bjd
ଅସଲ କଥା ଜାଣିବାକୁ ଚେଷ୍ଟା କରନ୍ତୁ କଥା ହେଲା ବିଜେଡି ଦଳୀୟ ପାଣ୍ଠି ର a/c ବବି ପାଖରେ ତେଣୁ ନବୀନର ଡର ବବିକୁ
jay Nabin babu😢
Bijay mohapatra asiba nihati darkar
Bijayvmohapatra asile kana heijiba
ପରାଜୟ
𝑱𝒐𝒚 𝒏𝒂𝒃𝒊𝒏
Bijaya kebe bjd re nathila ki se bjp re thai madhya bjd pain kama karuthia au nua kana dekhaucha just like sura
Bijay Mohapatra swarthabadi neta jou party ku jibe se party pura matire misijiba
ତତେ ବାଛିବେ ବୋଲି ଆଲୋଚନା ହେଉଛି।
Rong
Nabin sasan kalare bidhanshabhare pureaee deleni aabe puaa tiket paichi bjd ru nibachta boli bapa bahapai gapa gapile kana purbu kala bala lageaii hareai chi lajya
Bobby bhai houchanti ladhua singha . Se eka matra byakti jie ki bjp ku dhuli chatei paribe.
Au bala achhi je 😂
Bijaya Mahapatra will finally dig the graveyard for BJD.
He is like Bapi Sarkhel.
Wherever Bapi Sarkhel goes that party/Person gets finished.
Bijaya Mahapatra will be a worst asset for BJD.
Dagalbajia Tautar Number One
ମିଛ କହନା ରେ
Babi gote chora ta
Bjp changuchhi bjd ku bhagiba pain tenu babi nku badnaam karauchhi.
I LOVE NAVEEN 😍
I LOVE PANDIAN 💚
Right