24hr duty kr khaiba soiba time table nathiba tor peta baharuchi ki nhi aoo police jete stress re job karuchi tu hei thile uparaku ticket kati sari thanta
Jadi se army jawan heithante ,case highlights hei ନଥାନ୍ତା,se army officer and tankar bandhabi army officer jhia boli case ta besi highlights heigala,jawan heithile Army b support karinathanta
ସାଧାରଣ ଲୋକ ଛାଡ଼ ଯଦି Army ra gute jawan heithile case highlights hei nathanta,se officer bali ଏବଂ ତାଙ୍କର ବାନ୍ଧବୀ army officer jhia boli case highlights hei gala,army jawan heithile Army b support karinathanta
Army upare atyachar hele semanankara unit achanti. Front ku asuchanti, defend karuchanti. kintu ama sadharana loka nka sathire hela bele amara kan unit nahi kichi. Ame kemti nijaku defend karibu 😢😢
Murkha Loko tume. Aakhi kholo tike Kan hauthila au Kan hauchi au Kan haba. Dekha au bhaba. Nije upare hele bujhiba au kichi Kari paribani @kesaribehera
Respect Soldier
ସୈନିକ ମାନେ ଦେଶର ସୁରକ୍ଷା ବାହିନୀ, ସେମାନଙ୍କୁ ସମ୍ମାନ ଦିଆଯାଉ
ଅନ୍ୟ ମାନଙ୍କୁ 😢
Anya mananku pare, krushak aau sainika, aau teacher,@@soumyaranjanmohanty3533
Au tate kn goitha mariba katha ,
ଓଡ଼ିଶା ପୋଲିସର ପେଟ ଦେଖିଲେ
ଜଣା ପଡ଼ିଛି କେତେ ଲାଞ୍ଚ ଖୋଉଥିବେ🫄🫄🫄
Thik kahile
Hnn yaar Right
ଏକଦମ୍ ସତ୍ୟ
24hr duty kr khaiba soiba time table nathiba tor peta baharuchi ki nhi aoo police jete stress re job karuchi tu hei thile uparaku ticket kati sari thanta
Hm amane neuchhanti na hele amane ate utupata heuna thantini😊😊
ଗିରଫ କରାଯାଉ, ଓଡିଶା ରେ ଥିବା ସବୁ ଥାନା ର IIC ମାନଂକୁ ଚେତାଇ ଦିଆଯାଉ.
Thik katha
Right
Right
Right
Right
କେତେକ ପୋଲିସ ଅଛନ୍ତି ନିଜକୁ ମୁଣ୍ଡି ଭାବନ୍ତି
Right 👍
Mg ପୋଲିସ ଵାଲା ତମ ଓକାତ କଣ ବେ ତମେ army ଵାଲା ଙ୍କୁ ଏମିତି କରୁଛ
Kete Jana bhai tme desa pi jibna dabku job krucha khila
Bada bada ktha khuch
Tu taa maa ku pachhare ta bapa kea@@kkcreation7782
@@kkcreation7782 kamse kam ta army ku support karuchanti but you are asking to those support army
@@ramakantarout2484 semankn pi sabu subidha ame kn
ମୁଁ army ଆଉ police କୁ ସପୋର୍ଟ କରେ କିନ୍ତୁ ଯିଏ ଦୋଷୀ ସେ ଦଣ୍ଡ ପାଉ...
ଆପଣ ମାନେ ଚିନ୍ତା କରନ୍ତୁ ଯଦି ଜଣେ ସେନା ଅଧିକାରୀ ଙ୍କ ସହ ଏମିତି ହୋଇପାରୁଛି ତ ଆମେ ସଧାରଣ ଲୋକଙ୍କ ସହ କଣ କଣ ନକରୁଥିବେ , ଓଡ଼ିଶା ପୋଲିସ୍ ସବୁବେଳେ ନିଜର power କୁ ଅପବ୍ୟବହାର କରୁଛନ୍ତି । ଏମାନେ ଲୋକଙ୍କ ପାଇଁ ରକ୍ଷକ ହେବା ବଦଳରେ ଭକ୍ଷକ ହୋଇଯାଉଛନ୍ତି,
Right
Right 👍
Previous government & current government both are failure in home department.. very sad & unfortunately matter..
Hnn satare
Yes
ଆର୍ମି ଅଫିସର ବୋଲି, ପୋଲିସ ବିରୁଧ ରେ ଯାଇ, ନିଲମ୍ବିତ କଲେ, ସାଧାରଣ ଜନତା ପୋଲିସ ଙ୍କ ର କିଛି ବି କରି ପାରି ବେ ନାହିଁ, ଥାନା ଓ ଆଇନ କୁ ଓଡ଼ିଶା ପୋଲିସ ନିଜ ହାତ କୁ ନେଇ ସାରିଛି
ୟେ 1000% ସତ କଥା🙏
Hnn yaar
Sadharan janataku vakua banauchhanti nirdosiku dosi sajai jail pathaiba
Right Katha
Jadi se army jawan heithante ,case highlights hei ନଥାନ୍ତା,se army officer and tankar bandhabi army officer jhia boli case ta besi highlights heigala,jawan heithile Army b support karinathanta
Indian Army ପରିସ୍ରା କରିଦେଲେ ପୁଲିସ ମାନେ ଭାସି ଯିବେ
Right bro
ଜଦି ସାଧାରଣ ଲୋକଟେ ଏମିତି ହେଇଥାନ୍ତା ତାହେଲେ ବିଚରା ଲୋକଟା ଫୁଲ୍ ହଇରାଣ ହେଇଥାନ୍ତା
Han agyan emiti ta heuchi
ସାଧାରଣ ଲୋକ ଛାଡ଼ ଯଦି Army ra gute jawan heithile case highlights hei nathanta,se officer bali ଏବଂ ତାଙ୍କର ବାନ୍ଧବୀ army officer jhia boli case highlights hei gala,army jawan heithile Army b support karinathanta
@@jagadishkumbhar1328right
Right bhai
ଠିକ @@jagadishkumbhar1328
ସେ ଡିସିପି କୁ ତୁରନ୍ତ ସୋସ୍ପେଣ୍ଡ କରାଯାଉ l
Sabu government officers ki suspend karajau 😂
Only dismissed karajau
Se IPS tara kichi hebani
Good yaar
Se ips hou ki pm hou jea crime Kariba au crime ku support kariba se bi suspended heba@@rajneeshkumar1303
ଓଡିଶା ପୋଲିସ ହାଏ ହାଏ,,, ଏମାନେ ନିଜକୁ ବଡ଼ ଡ଼ନ ଭାବନ୍ତି,,,,
Orissa police criminal
sala army against ରେ ଲାଗିବ, ମରିଯିବ। ପୋଲିସ wala ଜମା ଲୋକଙ୍କୁ ସାହାଯ୍ୟ କରୁ ନାହାନ୍ତି
Jay jawan
କେତେ ହାରାମି ୟେ ଭରତପୁର ଥାନା ଅଧିକାରୀ ଓ ପୋଲିସ ବାଲା....
ଜଣେ FIR ଲେଖିବାକୁ ଆସିଲେ, FIR ଲେଖୁନାହାନ୍ତି ବରଂ, ସେହି ଲୋକ ଉପରେ ଅତ୍ୟାଚାର କରୁଛନ୍ତି...
ଅତ୍ୟନ୍ତ ଧୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ୟେମାନକୁ
ବାଷ୍ଟାର୍ଡ ଦୀନକୃଷ୍ଣ କୁ କିଏ ଅଧିକାର ଦେଲା ସେନା କର୍ମଚାରୀଙ୍କ ପ୍ରତି ଦୁର୍ବ୍ଯବହାର କରିବା ପାଇଁ ବହୁତ ନିନ୍ଦନୀୟ ଘଟଣା ଅଟେ ।
ସେଠି major ଜାଗାରେ ସାଧାରଣ ଲୋକ ଥିଲେ କଣ ଏତେ ହୋ ହଲ୍ଲା ହୁଅନ୍ତା କି ? ସାଧାରଣ ଜନତା ଙ୍କ ଦୁଃଖ ବୁଝିବ କିଏ
Army upare atyachar hele semanankara unit achanti. Front ku asuchanti, defend karuchanti.
kintu ama sadharana loka nka sathire hela bele amara kan unit nahi kichi. Ame kemti nijaku defend karibu 😢😢
Right
IIC ଦୀନକୃଷ୍ଣ ଟା ହାରାମି ଟା କଟକ cantonment ଥାନା ରେ ଥିଲା ବାଲିଯାତ୍ରା ସମୟରେ SDPO ସହ ମିସି ଗାଡି ଷ୍ଟାଣ୍ଡ ପାଈଁ ଲକ୍ଷ୍ୟ ଲକ୍ଷ ଟଙ୍କା ଖାଇଥିଲେ ତାକୁ Dismiss କରାଯାଉ।
ଜୟ ଇଣ୍ଡିଆନ ଆର୍ମି, ଓଡିଶାର ପୋଲିସ ସବୁଗୋଡାକ ଚୋର ଦଲାଲ,
Tu bodhe bhlta
ଖାଲି ସେଇ ଥାନାରେ ନୁହେଁ ଓଡ଼ିଶାରେ ସବୁ ଥାନାରେ ଏଭଳି ଖରାପ ବ୍ୟବହାର କରୁଛନ୍ତି ଯେ ଗୋଟେ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ରହୁଛି
Right katha
Yes
ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ପୋଲିସ ଉପରେ ଭଲଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ
Governor sir ଙ୍କ ପୁଅ case ରେ ବି inquiry କରାଯାଉ.
ଓଡ଼ିଶା ପୋଲିସ ସବୁ ଠାରୁ ବେକାର
ସେଇ ମାନଙ୍କୁ ଡିସ୍ ମିସ୍ କରାଯାଉ ଶୀଘ୍ର
Ladies police officer nk besi vau khash kari police station re
Khali police station nuha ...sabu office re semane mundi bhabuchhanti...
Thik katha.bahare kukura ku dekhile hagi dauchhanti thana bhitare ladies home guard nijaku minister bhabuchhanti
ପବ୍ଲିକ୍ ଭୂଲ୍ କଲେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ୁଛି ପୋଲିସ୍ ଭୂଲ୍ କଲେ କଣ ପାଇଁ ଜେଲ୍ ଦଣ୍ଡ ଦିଆଯିବ ନାହିଁ ?
Respect the soldiers...
ପ୍ରାୟତଃ ଲେଡ଼ିଜ police ମାନେ... "ନାରୀ ନୁହେଁ ତୁ ନାରାୟଣୀ,,, ଆଉ ସିଂଘ ବାହିନୀ ଫିଲ୍ମ ଦେଖିକି ଏମିତି ଉତୁପାତ ହେଉଛନ୍ତି...
😂😂
But se movie re police officer bhala thila
Suspend ନୂହେଁ dismiss କରା ଯାଉ
Not enough decision...request to honorable H court to make Act against this type of police character...
ଆହୁରି strong step ଦରକାର
President rule need in odisha
ଜୟ ଯବାନ କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏହା ଏକ ବାସ୍ତବ ସତ୍ୟ, ଏହାର ଦୃଷ୍ଟାନ୍ତ ଓଡିଶା ହେଉ
Well done mohan majhi govt excellent
ପ୍ରତେକ ଥାନାରେ ଅଭିଯୋଗ ପ୍ରକୋଷ୍ଠରେ c c tv କ୍ୟାମେରା ବାଧ୍ୟତା ମୂଳକ ଲଗାଯାଉ, ଏବଂ ଅଭିଯୋଗ କାରୀଙ୍କ ଅଭିଯୋଗ ଯେପରି ରେକର୍ଡ ହେବ ତାପ୍ରତି ଦୃଷ୍ଟି ଦିଆଯାଉ, ଫଳରେ ପୋଲିସ ଏବଂ ଅଭି ଯୋଗ କାରୀ ଉଭୟଏ ସୁରକ୍ଷିତ ରହିବେ l
Pakistana ku pothidio Suspended kichhi nuho plz respect soldier bhai
ଆମ ଓଡ଼ିଶା ରେ ପୋଲିସ ମାନେ କିଛି ଭଲ କାମ କରୁ ନାହାନ୍ତି 👏
INDIAN Soldier ଙ୍କୁ ଏଭଳି ବ୍ୟବହାର।
ସାଧାରଣ ଲୋକଙ୍କୁ କଣ ସୁରକ୍ଷା ମିଳୁଥିବ।
IIC ଏବଂ ସମସ୍ତ ସଂପୃକ୍ତ ଦୋଷୀକୁ ଭୁବନେଶ୍ୱରର ରାଜ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବା ଦରକାର ।
ସବୁ ପୋଲିସ ଙ୍କ ପ୍ରତି ଅତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ , ଆଜୀବନ କାରାଦଣ୍ଡ ଦିଆଯାଉ ଏପରି କାର୍ଯ୍ୟ ପୂର୍ବ ସରକାର ପରି ହେଲେ ବରଦାସ୍ତ କରାଯିବନି..........
ପ୍ରତି ପାଞ୍ଚ ବର୍ଷରେ ଥରେ ଛଅ ମାସ ପାଇଁ ପୋଲିସ ଙ୍କୁ army training ଆବଶ୍ୟକ l
ବିଜେଡି ସାଶନ ଗଲାଣି ପୋଲିସ ଥାନାରେ ବିଜେଡି ସାଶନ ଚାଲିଛି
Bjd ଶାସନ ରେ army କୁ police ଵାଲା ମାରୁନଥିଲେ... Bjp ସମୟରେ police କୁ ମାରୁଛନ୍ତି...
Ha ha...ଆଜି ନୂଆ ବୋଧେ ଶୁଣିଲ@@suryakantamahalik3462
Murkha Loko tume. Aakhi kholo tike Kan hauthila au Kan hauchi au Kan haba. Dekha au bhaba. Nije upare hele bujhiba au kichi Kari paribani @kesaribehera
@kesababehera uneducated andhabhakta ki tu?
ଏମାନଙ୍କୁ ଚାକିରିରୁ ବହିସ୍କାର କରାଯାଉ
ଭାଇ କୋଉ ଥାନା ରେ ଏଣ୍ଟ୍ରାନ୍ସ ରେ ସିସି କ୍ୟାମେରା ଚାଲୁ ନାହିଁ
Pc nele dhara padijiba
ମେଜର ବାଂଧବି ସହିତ ଯଦି ଏ ବସ୍ଥା ତା ହେଲେ ଜନତା ଙ୍କୁ ପୋଲିସ କି ପ୍ରକାର ବେବହାର କରୁଥିବେ ଏ ସବୁ ଓଡିଶା ସରକାର ବୁଝିବା ଦରକାର
Good 👌👌👌
ତେବେ ସାଧାରଣ ଲୋକେ କେମିତି ନ୍ୟାୟ ପାଉଛନ୍ତି ଥାନାରେ, ଏବେ ପୋଲିସ ନିଜକୁ ବ୍ରିଟିଶ ଅମଳ ର ପୋଲିସ୍ ଭଳି ଲାଗୁଚି
Please respect the hero of Nation
Respect for every Indian army and army family also
Shame on DCP
ପୋଲିସ ମାନେ ଯଦି news ଦେଖୁଛ commet ବି ଦେଖ ତୁମ ମାନଙ୍କୁ ଡାଇରେକ୍ଟ head ଶୁଟ କରି ଦେବା କଥା
ଯେତିକ ଓଡିଶା ପୋଲିସ ସବୁ ମାଗିହା,
That's why I hate odisha police.....
100% ରୁ 30% ଭଲ ଅଛନ୍ତି ଆଉ 70% ପୁରା ଚୋର କୁ ପଇଷା ଖିଆ
3%
ଇଏ police ଵାଲା (ମୋହନ ମାଝୀ )ଥିବା ବେଳେ ତାଙ୍କୁ ହଇରାଣ କରି ଥିଲେ. ଏବେ Army ର ସୈନିକ ଙ୍କୁ ଏମିତି ବ୍ୟବହାର। ସାଧାରଣ ଜନତା ଙ୍କୁ ଯାହା ସେବା ଦଉଥିବେ ଜଣାପଡୁଛି
ସାଧାରଣ ଜନତା ଙ୍କୁ କିପରି ବ୍ୟବହାର ହେଉଥିବ ସରକାର ଟିକେ ଅନୁମାନ କରିବା ଦରକାର
ଓଡ଼ିଶାରେ ପୋଲିସ ଗୁଣ୍ଡାଗିରି ବଢୁଛି
ଏମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
ଗରିବ ଲୋକମାନେ ଏଥିପାଇଁ ଥାନାକୁ ଯିବାକୁ ଡରୁଛନ୍ତି ସେମାନେ ସାହାଯ୍ୟ କରିବା ବଦଳରେ ହଇରାଣ କରୁଛନ୍ତି।
Police action against a defence officeri is condemnable. Suspension is not enough dismissed all the Police officers from service.
ନିଲମ୍ବନ ନୁହେଁ ଏନ୍ କାଉଣ୍ଟର କରା ଯାଉ।ଏ ପୋଲିସ ମାନେ ଥାନାରେ ରଙ୍ଗିନ ପୋଷାକ ପିନ୍ଧିକି ବସୁ ଛନ୍ତି । ଏ ମାନଙ୍କୁ ଚିହ୍ନି ହେଉନି କିରମ୍ନନାଲ ଭଳି ଦେଖାଉଛନ୍ତି।
ସାମ୍ବାଦିକ ମାନେ ଆପଣ ମାନଙ୍କ ପ୍ରୋଟେଷ୍ଟ କୁ ଭଣ୍ଡୁର କରିବାପାଇଁ ବାଇଟ ଚେଞ୍ଜ କରୁଛି, ଗୋଲିଆଘାଣ୍ଟ ପ୍ରଶ୍ନ ପଚାରୁଛନ୍ତି ସାମ୍ବାଦିକ ପ୍ରତି ସତର୍କ ରୁହନ୍ତୁ.
ଓଡ଼ିଶାର ସବଠୁ ଠକ ଥାନା ହେଲା ଭରତପୁର ଥାନା (ଭୁବନେଶ୍ୱର)
ଏ ପ୍ରକାରର ଦୁଃଖଦାୟକ ଘଟଣା କିନ୍ତୁ ଜଣେ ହେଉଛନ୍ତି ଦେଶର ସେବକ ଅନ୍ୟ ଜଣେ ହେଉଛନ୍ତି ରାଜ୍ୟର ସେବକ। ଜଣେ ଭୂଲ କଲେ ଅନ୍ୟ ପକ୍ଷରୁ ଆଇନ୍ ହାତକୁ ନେବା ଠିକ୍ ନାହିଁ। ଏହି ଦୁଇ ପକ୍ଷଙ୍କୁ, ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ନେଲେ ଭଲ ହୁଅନ୍ତା।
Army kebe emiti bhul karibani
Army bhul karini se jhia kichhi କହିଥିବା ବୋଧେ@@brahmanandam7370
Why suspend? Why not dismiss? All drama
Bhala heichi
ନିଲମ୍ବିତ ନୁହେଁ ବହିଷ୍କାର କରାଯିବା ଦରକାର ସେ ପୋଲିସ ବାବୁ ମାନେ ପାଇବା ଦରକାର
Odisha police thinking he is powerful person in odisha .
ରକ୍ଷକ ହିଁ ଭକ୍ଷକ 😢
Thik heichhi ସତ କଥା ଯେତେବେଳେ ଲୋକମାନେ କମ୍ପ୍ଲେନ କରନ୍ତି ପୋଲିସ ଆକ୍ସନ ନାଇଁ ଭଲ ହେଇଚି
କଳ୍ପନା କରନ୍ତୁ ଜଣେ ସାଧାରଣ ଲୋକ ସହିତ କ’ଣ ହେବ ଯଦି ସେନା ଅଧିକାରୀଙ୍କ ସହିତ ଏହା ଘଟେ |
Mohan majhi nka prati jou negligence heithila aji ta former army service personnel relative upare hela. FIR ବିଷୟରେ ସାଧାରଣ ଲୋକ କାମ ଜାଣନ୍ତି।ସାଧାରଣ ଲୋକଟିଏ ହୋଇଥିଲେ ସେ ଭୟ କରାଯାଇଥାନ୍ତା। ତେଣୁ ଆମ ଅଳସୁଆ ପୋଲିସ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋହନ ସରକାର odisha police ku strict kara।
ଆର୍ମି ର କିଛି ୟୁନିଟ୍ ଆସି ପୁରା ଥାନା ଷ୍ଟାଫ୍ ଙ୍କୁ ଉଠେଇ ନେଇଯାଇ ଆର୍ମି ବାରାକ୍ ରେ ଗୋଟେ ସପ୍ତାହ ରଖି ପ୍ରତି ଜବାବ ଦିଅନ୍ତୁ।
ନହେଲେ ଧୟାଁ ପ୍ରଶାସନ ଏବଂ ହାରାମୀ ରାଜନେତା ଙ୍କ ଯୋଗୁ ନ୍ୟାୟ ମିଳିବ ନାହିଁ
ଗୋଟେ ସାଧାରଣ ନାଗରିକ ଯଦି ପୋଲିସ ଥାନା ରେ ମାଡ଼ ଖାଏ,କିମ୍ବା ଦୁର୍ବ୍ୟବହାର କରାଯାଏ ତେବେ ଏଭଳିଆ ଦେଶ ରକ୍ଷ ଙ୍କ ଦେଶପ୍ରେମ ଜାଗ୍ରତ ହେଉନାହିଁ କାହିଁକି??😅😅😅😅😅କେବଳ ନିଜ profession ରେ କେହି ଜଣେ suffer ହେଲେ ଦେଶ ପ୍ରେମ ଦେଖେଇ army cap amry medal ଦେଖେଇ ସରକାରଙ୍କୁ ଦୋଷ ଦେଉଛନ୍ତି।ଏଇ କେସ କୁ defence person angle ନ ଦେଇ truth and legal way ରେ ନିଆ ଯାଉ।ଯେ ପର୍ଯ୍ୟନ୍ତ ନିଜ ଉପରକୁ ନ ଆସିଲା ଯାଏଁ କିଛି voice rise କରିବେନି ଭାବିବେ ଏମିତି ଦେଶ ବିଭାଜିତ ହେଇ ରହିଥିବ,ପଡୋଶୀ ମାନେ ଏଭଳି ଫାଇଦା ଉଠଇଆସୁଥିବେ। Jay jawan jay kisan❤mera bharat mahan
ପୋଲିସ ଦରମା ଟି ଲୋକ ସରକାର ଙ୍କୁ tax ଦବାରୁ ପାଉଛି 🎉🎉🎉 ସେଟ। ୯୦ ଭାଗ ପୋଲିସ ଭୁଲି ଗଲେଣି 🎉 ମୋହନ ସରକାର ଏମାନଙ୍କୁ ଠିକ୍ ସବ।ଡ କରିଦେବେ ବ୍ୟସ୍ତ ହୁଅନି 🎉 କରଣ ସେ ନିଜେ ଅନୁଭବୀ 🎉🎉🎉
Ama media bala sabu domuha sedina major sir ku villian sajei dei thile kichi na jani .aji puni Anya gote katha .
ଏପରି ପୋଲିସ୍ ଯୋଗୁଁ ପୁରା department ବଦନାମ ହେଉଛି ଏବଂ ପୋଲିସ କୁ ସମସ୍ତେ ଘ୍ରୁଣା କରନ୍ତି,ଜୟ ଜବାନ
Bjd sarkar thila bele emiti hounathina daruthile hele ebe jatra party ra sarkar asila pare emiti houchi
tamo nabin ta harila tu chhodi hauchu kahinki
Amiti haunathila sethipain,, Odisha ra na paduchi , laja laguni
ଏଭଳି ପୋଲିସ କୁ ସସ୍ପେଣ୍ଟ ନୁହଁ ଡିସମିସ କରାଯାଉ
ଏମାନେ ସବୁ ପୋଲିସ୍ ନୁହଁନ୍ତି, ସବୁ ଗୋଟିଏ ଗୋଟିଏ କଳା ଇଂରେଜ । ପୁରା ଫାଲତୁ ପୁଲିସ ଲୋକ ମାନେ । ଡିସିପି ପୁରା ଖାଉଟିଆ, ଆଉ ଅଭଦ୍ର ଲାଞ୍ଚୁଆ, ଲୋଭୀ ସ୍ୱଭାବ ର । 🙏📚📖🖊💯
ସବୁ ଥାନାରେ CCTV compulsory ଲଗା ଯାଉ । ପୋଲିସ ଉପରେ କାହାର ଭରସା ନାହିଁ !. ଏଣୁ ପ୍ରତି ଥାନାରେ ଏହା ପୁରା ଲାଗୁ ,
Sapa languda re hata maricha 😂😂😂😂 mariba Abe
ଏଥିପାଇଁ ମୁଁ ଆଜି କହିବି, ଓଡ଼ିଶାରେ ବିଜେପି ଶାସନର ଆବଶ୍ୟକତା ଥିଲା,
ସବୁ case ରେ ଘଟଣା ପରେ cctv କୁଆଡେ ହଜିଯାଉଛି
Plz answer general public heithile kana heithanta. Bechara loka ku bhitare puraedeithanta
ଯଦି soldier ମାନଙ୍କୁ ପୋଲିସମାନେ ଏପରି ବୟବହାର ଦେଖାଉଛନ୍ତି ତାହେଲେ ସାଧାରଣ ଲୋକମାନଙ୍କୁ କେମିତି କରିବେ
ପଦସ୍ତ୍ ଅଫସରମାନେ ଅନୁଭବ କରନ୍ତୁ , ଥାନାରେ ସଧାରଣ ଲୋକଙ୍କୁ କିଭଳି ବ୍ୟବାହର କରୁଥିବେ , ତୁରନ୍ତ କଠୋର ପଦକ୍ଷେପ ନିଆଯାଉ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ , ଜୟ ଯବାନ
Badhia heichi🎉strong action must be taken against these officers
suspend not fair......they should be arrested ...
ନିଲମ୍ବନ ଏକ ଦଣ୍ଡ ନୁହେଁ ଏହା ସାମୟିକ ଉତେଜନା ଲାଘବ ପାଇଁ ଉଦ୍ଧିଷ୍ଟ ଏହା ପରେ ସେମାନଂକୁ ଭଲ ଥାନାରେ ଅବସ୍ଥାପିତ କରାଯିବ.
Police officers children must be feeling proud of this type of parents 😮😮
Indian Army vala Jabab deichi Odisha police nku
ଶଳା ମେଡ଼ିଆଙ୍କ ପାଇଁ ସବୁ ଘଟୁଛି. ଜଣେ ସାଧାରଣ ଲୋକ କେତେ ହଇରାଣ ହେଉଛି ତ ସହ କେତେ ଅନ୍ୟାୟ ହେଉଛି ଇଡ଼ିଓଟ ମେଡ଼ିଆ ସେତେବେଳେ ଘରେ ସୋହୋଛି. ବଡ ବଡ଼ିଆ କଥା ହେଲେ. ଓ ଧନ୍ୟ ସମାଜର ଚତୁର୍ଥ ସ୍ତମ୍ଭ.
କେତେକ ପୋଲିସ ଭାବନ୍ତି ନିଜକୁ ସୁପ୍ରିମ ପାୱାର ବୋଲି ନିଜକୁ କଣ ଭାବୁଛନ୍ତି
Major କୁ ଏମିତି କରୁଛନ୍ତି ସାଧାରଣ ଲୋକଙ୍କୁ କେମିତି କରୁଥିବେ
DGP 🎉🎉🎉 ଙ୍କୁ ସାଧୁବାଦ୍ 🎉🎉🎉 ଠିକ୍ ପଦେକ୍ଷପ ନେଇଛନ୍ତି 🎉🎉🎉🎉
24 ବର୍ଷ ର ବାବୁ ଶାସନ ଭୁଲି ଯାଅ ସରକାର ବଦଳିଛି ପୋଲିସ ବାଲା ସୁଧୁରି ଯାଅ
After this army taking
Action against police
It very sure
Write madam ur speech
I really proud of you I'm small part of Indian army Jay hind dosto
Suspention is no punishment Govt should take action urgently with NO CCTV